Mallika Devotee's Excellent Solution | Malika Bichara | Satya Bhanja

  Рет қаралды 328,833

Satya Bhanja

Satya Bhanja

Күн бұрын

Пікірлер: 675
@SatyaBhanja
@SatyaBhanja 3 жыл бұрын
To watch More videos Related to This Content Join Telegram. Click here👇 t.me/satyabhanja
@suvendutripathy7355
@suvendutripathy7355 3 жыл бұрын
ଆପଣଙ୍କର ପ୍ରୟାସ ଜାରି ରହିଛି ବୋଲି ଆମେ ବହୁତ୍ ଆନନ୍ଦ ଉପଲବ୍ଧି କରୁଚୁ
@rinkun8864
@rinkun8864 3 жыл бұрын
Jai ma durga
@tapasahu9066
@tapasahu9066 3 жыл бұрын
Mu debagadia debananda pradhan.
@tapasahu9066
@tapasahu9066 3 жыл бұрын
Thanks bhai
@kcbiswal5712
@kcbiswal5712 3 жыл бұрын
Jay jagaran ath
@kanchannayak9515
@kanchannayak9515 3 жыл бұрын
ପ୍ରକୃତ ଭକ୍ତର ଲକ୍ଷଣ ଏବଂ କଥା ଏଇମିତି ହେବା ଆଵଶ୍ୟକ । ଧନ୍ୟବାଦ ସେହି ପୁଣ୍ୟଗର୍ଭା ମାଆଙ୍କୁ । କେତେ ଜନ୍ମର ପୁଣ୍ୟ ବଳରୁ ଆପଣଙ୍କ ପରି ପୁତ୍ରକୁ ଜନ୍ମ ଦେଇଛନ୍ତି । ଶତ ଶତ କୋଟି ପ୍ରଣାମ ଉଭୟଙ୍କୁ ।
@archanathesingercummotivat1495
@archanathesingercummotivat1495 3 жыл бұрын
ସତରେ ଠିକ୍ କଥା ।
@AsdfAsdf-os5kt
@AsdfAsdf-os5kt 3 жыл бұрын
U comet very nice
@kanchannayak9515
@kanchannayak9515 3 жыл бұрын
@@AsdfAsdf-os5kt ମୋ କମେଟ very nice ନୁହେଁ ପ୍ରକୃତରେ very nice ଆଜିର ଭକ୍ତ । ସତ୍ୟ ଭାଇ ଚ୍ୟାନେଲରେ ବର୍ଣିତ ମାଳିକା ଭକ୍ତଙ୍କ ମଧ୍ୟରେ ଆଜିର ଭକ୍ତ ସମ୍ପୂର୍ଣ୍ଣ ଭାବରେ ନିଆରା । ପ୍ରକୃତରେ 1 ନମ୍ବର ଭକ୍ତ । ସତ୍ୟ ଭାଇ ମୋ ମତରେ ଆଜିର ସାକ୍ଷାତକାର ଆପଣଙ୍କର ସଫଳ ସାକ୍ଷାତକାର ନିଶ୍ଚୟ । ଜୟ ଜଗନ୍ନାଥ ।
@AsdfAsdf-os5kt
@AsdfAsdf-os5kt 3 жыл бұрын
Apananka bhabana bahu uchare... 🙏🙏🙏 thenks
@kanchannayak9515
@kanchannayak9515 3 жыл бұрын
@@AsdfAsdf-os5kt ପ୍ରକୃତରେ କଥା ସେଇୟା ନୁହଁ । ସବୁ ଭଗବାନଙ୍କ ଇଛାରେ ହୁଏ । ଆପଣ କିନ୍ତୁ ମୋତେ ମିଛଟାରେ ପ୍ରଶଂସା ଭିତରକୁ ଠେଲି ଦେଉଛନ୍ତି । ପ୍ରଶଂସା କରିବାର ଥିଲେ ସେହି ଇଚ୍ଛାମୟଙ୍କୁ କରନ୍ତୁ । ଯାହାଙ୍କ ଇଚ୍ଛାରେ ଆମ ଦେହରେ ନିଶ୍ୱାସ ଛାଲିଛି । ଜୟ ଜଗନ୍ନାଥ, ଜୟ ପଞ୍ଚସଖା ।
@durgamadhav9613
@durgamadhav9613 3 жыл бұрын
ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ଆପଣ ବି ବାଲ୍ୟ ବୟସ ରୁ ଈଶ୍ୱର ପଥଗାମୀ ହୋଇଛନ୍ତି ! ଆପଣଙ୍କର କଥାର ମର୍ମ ଏବଂ ଏହାକୁ ପ୍ରକାଶ କରିବାର ଭଙ୍ଗୀ ଜ୍ୱଳନ୍ତ ଉଦାହରଣ ! ଧନ୍ୟ ସେଇ ଜନ୍ମଦାତ୍ରି ମା, ଧନ୍ୟ ପଞ୍ଚସଖା ଙ୍କ ଲୀଳା, ଧନ୍ୟ ତୁମେ ପୁଣ୍ୟାତ୍ମା 🙏
@RajendraKumar-fe1cx
@RajendraKumar-fe1cx 3 жыл бұрын
ସତ୍ୟଭଞ୍ଜ ଚ୍ୟାନେଲରେ ପ୍ରସାରିତ ଅଧାୟ ଗୁଡ଼ିକ ମଧ୍ୟରେ ଆଜିର ଅଧ୍ୟାୟ ବହୁତ୍ ସୁନ୍ଦର ଏବଂ କିଛି ଶିକ୍ଷା ମଧ୍ଯ ମିଳିଲା। ବାବା ଜଣେ ପ୍ରକୁତ ଭକ୍ତର ଅଧିକାରୀ। ବାବାଙ୍କ ନିକଟରେ ବହୁତ ଗୁପ୍ତ ତଥ୍ୟ ଅଛି। ସତ୍ୟ ବାବୁ ନିଶ୍ଚିତ ଭାବେ ବାବାଙ୍କର କିଛି ଅଧ୍ୟାୟ ଲଗାତାର ଭାବେ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରନ୍ତୁ।
@saratchandrasahoo5818
@saratchandrasahoo5818 3 жыл бұрын
ଆଜିର ଅଧ୍ୟାୟ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି। ବାବା ଜଣେ ପ୍ରକୁତ ଭତ୍ତ।ବାବା ପାଖରେ ଆଉଧରେ ଅଧ୍ୟାୟ ହବାର ଅଛି
@rajaraula5595
@rajaraula5595 3 жыл бұрын
🙏🙏🙏🙏
@rajaraula5595
@rajaraula5595 3 жыл бұрын
@@saratchandrasahoo5818 jay Jagannath swami
@lalitmohan1110
@lalitmohan1110 3 жыл бұрын
ଆଜିର ଉପସ୍ଥାପନା ଅତି ଚମତ୍କାର, ଏଭଳି ଭକ୍ତ ଙ୍କୁ କେମିତି ପାଉଛନ୍ତି? !!ଧନ୍ୟବାଦ.
@geetacreation8003
@geetacreation8003 3 жыл бұрын
Aeta bhagaban nka Lila sir jauta agaru kehi janinathile bhagaban dekheibaku chahinle ta aji tanka pakhaku Satya Bhai jaithile
@anupamanayak8568
@anupamanayak8568 3 жыл бұрын
ଧନ୍ୟବାଦ ସତ୍ୟ ଵେଟା ୧ ନମ୍ବର ଭକ୍ତ କୁ ଦେଖାଇଲ ।ବାବା କୁ କୋଟି ପରଣାମ ।ଜୟ ଜଗନ୍ନାଥ ।
@jagnyanarayan2795
@jagnyanarayan2795 3 жыл бұрын
Jaygurudev
@manabpremimalaya5097
@manabpremimalaya5097 2 жыл бұрын
ଆପଣ ଙ୍କ ପାଦରେ ଶତକୋଟି ପ୍ରଣାମ🙏🙏🙏🙏 ଜୀବନ ଧନ୍ୟ ହେଇଗଲା ଏ ଅଧମର
@alokkumarparida1251
@alokkumarparida1251 3 жыл бұрын
ସତ୍ୟବାବୁ ଦୟାକରି କଟକ ଜିଲ୍ଲାରେ ଥିବା ମାଳିକା ସ୍ଥାନକୁ ଯିବାକୁ ଅନୁରୋଧ
@prasantasing771
@prasantasing771 3 жыл бұрын
ଜୟ ଜଗନ୍ନାଥ,, ପ୍ରଭୃ ତୁମ ଇଚ୍ଛା ପୁର୍ଣ୍ଣ ହେଉ ମାହାବାହୁ
@anjanpallai5646
@anjanpallai5646 3 жыл бұрын
ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ ସତ୍ୟ ବାବା। ଆଜି ର ଏହି ଅଧ୍ୟାୟ ଟି ବହୁତ ସୁନ୍ଦର ଲାଗିଲା। ବାବା ଙ୍କ କଥାବସ୍ତୁ ଆମ ମାନଙ୍କ ପାଇଁ ବହୁତ ଶିକ୍ଷଣୀୟ। କିନ୍ତୁ ବାବା ମାଳିକା ବିଷୟ ରେ କିଛି ନ କହି ଗୋପନ ରଖିଲେ।ବାବାଙ୍କ ସହିତ ଆଉ ଥରେ ମିଳନ୍ତୁ।ଆପଣ ଏହି ଚ୍ୟାନେଲ ମଧ୍ୟମରେ ଜନସମାଜକୁ କୁପଥ ରୁ ସୂପଥ କୁ ଆଣିବା ପାଇଁ ବାଟ ଦେଖାଉଛନ୍ତି। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା ଜୟ ବିଶ୍ଵନାଥ ବାବା।
@aditiyatripathy645
@aditiyatripathy645 3 жыл бұрын
ଜୟ ଜଗନ୍ନାଥ, ଜୟ ବାବା ବିଶ୍ଵନାଥ, ଜୟ ସତ୍ୟ ବାବୁ, ସତ୍ୟବାବୁ ଆପଣଙ୍କୁ ଅନୁରୋଧ କରୁଛି କି ବିଶ୍ଵନାଥ ବାବାଙ୍କ ଚରଣ କମଳ ଙ୍କୁ ଗୋଟିଏ ଫଟୋ ଉଠେଇ ମୋତେ whatsapp ମାଧ୍ୟମରେ ପଠାନ୍ତେ, ଯଦି କହିବେ ମୁଁ whatsapp ନମ୍ବର ଆପଣଙ୍କୁ ଦିଅନ୍ତି. ବିଶ୍ଵନାଥ ବାବା ଜଣେ ମହାନ ଆତ୍ମା,. 🙏🙏🙏🙏🙏
@karunakirannayakodiavlog7841
@karunakirannayakodiavlog7841 3 жыл бұрын
ଆପଣଙ୍କ ପ୍ରୟାସ ଜାରି ରହୁ ଆପଣ ସଫଳ ହୁଅନ୍ତୁ ଶତ୍ୟ ଭାଇ ମୋର ଭଗବାନଙ୍କ ପାଖରେ ଏତିକି କାମନା ଧନ୍ୟବାଦ ନମସ୍କାର ରହୁଛି।‌
@ସତସଙ୍ଗହିଁଜୀବନ
@ସତସଙ୍ଗହିଁଜୀବନ 3 жыл бұрын
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏😓🙏❤️❤️😓🙏
@satrujitsingh4790
@satrujitsingh4790 3 жыл бұрын
ସତ୍ୟ ବାବୁ 🙏 🙏🙏 ବାସ୍ତବରେ ଆପଣ ମଧ୍ୟ ଜଣେ ମାଳିକା ବର୍ଣ୍ଣିତ ଭକ୍ତ, ଆପଣଙ୍କ ନାମ ନିଶ୍ଚିତ କେଉଁଠି ନା କେଉଁଠି ଲେଖା ଯାଇଥିବ । ମାଳିକା ବିଷୟରେ ଅଜ୍ଞ ଥିଲା ନାସ୍ତିକ ମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା , ଭକ୍ତି ଭାବ ଜାଗ୍ରତ କରିବା , ଭକ୍ତ ମାନଙ୍କୁ ଖୋଜି ପାଇବା , ଏହା ଏକ ସାଧାରଣ ତଥା ସହଜ କାର୍ଯ୍ୟ ନୁହେଁ । ଜଗନ୍ନାଥଙ୍କର ଅପାର କରୁଣା ଅପାର କୃପା ସବୁବେଳେ ରହିଥାଉ । ଆପଣଙ୍କ ଅନୁସନ୍ଧାନ ର କାର୍ଯ୍ୟରେ ଅଭୂତପୂର୍ବ ସଫଳତା ମିଳୁ। ଦୁନିଆକୁ ସତ୍ୟ ଶାନ୍ତି ଭାବ ଭକ୍ତି ର ପଥ ଦେଖନ୍ତୁ , ଜଗନ୍ନାଥ ଙ୍କ ଶ୍ରୀ ଚରଣରେ ଏତିକି କାମନା ଏବଂ ପ୍ରାର୍ଥନା । 🙏🙏🙏
@sridharbej7054
@sridharbej7054 3 жыл бұрын
ସତ୍ୟ ବାବୁ ଏତେ ଦିନପରେ ଜଣେ ମାଳିକା ଭକ୍ତଙ୍କୁ ଦେଖେଇଲେ ପ୍ରଭୁ ମଙ୍ଗଳ କରନ୍ତୁ
@rknath5693
@rknath5693 3 жыл бұрын
ବାବା ବିଶ୍ଵନାଥ ଦାସଙ୍କ କଥା ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ🙏
@satyajitpratap6535
@satyajitpratap6535 2 жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏ଜୟ ଶ୍ରୀ ମହାପୁରୁଷ ପଞ୍ଚସଖା 🙏ବାବାଙ୍କ ପାଦେ ପ୍ରଣାମ 🙏
@ଶୋଷିତ-VT
@ଶୋଷିତ-VT 3 жыл бұрын
ମୟୁରଭଞ୍ଜ ଜିଲ୍ଲାର ମାଳିକା ସ୍ଥାନ ଗୁଡିକ Discover କରିବାକୁ ଅନୁରୋଧ
@tulasimohanta1794
@tulasimohanta1794 3 жыл бұрын
Good
@mahaswarapatro656
@mahaswarapatro656 3 жыл бұрын
ଜୟ ମାଁ ମଙ୍ଗଳା ସତରେ ଏହି ଭକ୍ତ ବିଷୟରେ ଜାଣିବାରୁ ବହୁତ ଖୁସି ଲାଗିଲା ଆପଣ ଏହି କାର୍ଯ୍ୟକ୍ରମ ଜାରି ରଖନ୍ତୁ
@krushnachandraprusty4447
@krushnachandraprusty4447 3 жыл бұрын
ଜୟ ଜଗନାଥ ସ୍ଵାମୀ କି ଜୟ🙏🏻🙏🏻🙏🏻 ସତରେ ସତ୍ୟବାକୁବହୁତ ଧନ୍ୟବାଦ ଏମିତିକା କାମକୁ କେବେ ବନ୍ଦ କରିବେ ନାହିଁ 🙏🏻🙏🏻🙏🏻
@rakeshchandrapradhan114
@rakeshchandrapradhan114 3 жыл бұрын
ଶତ ଶତ କୋଟି ପ୍ରଣାମ ବାବା 🙏
@narayandalai9799
@narayandalai9799 3 жыл бұрын
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩
@SatyaBhavishyaMalika
@SatyaBhavishyaMalika 3 жыл бұрын
ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ🙏🙏🙏
@narayandalai9799
@narayandalai9799 3 жыл бұрын
ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺
@narayandalai9799
@narayandalai9799 3 жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲
@neerennayak7417
@neerennayak7417 3 жыл бұрын
ଜୟ ମାଳିକା ଜୟ ଜଗନ୍ନାଥ ଜୟ ଜୟ ଜୟ ଜୟ ଜୟ
@ramprasadjagat7709
@ramprasadjagat7709 3 жыл бұрын
ଆପଣଙ୍କ ଚେନାଳ କୁ ସତ୍ଯ sir ନମସ୍କାର ଜୟ ଜଗନ୍ନାଥ ଜୟ ଶ୍ରୀରାମ ଜୟ ହନୁମାନ ଜୟ ସୀତାରାମ
@sandhyaranibehera2944
@sandhyaranibehera2944 3 жыл бұрын
Dhanya dhanya dhanya he bhakta, dhanya tuma vakti, dhanya tuma pravu. Tuma pade sarana.
@padmagouda2627
@padmagouda2627 2 жыл бұрын
ଶତ୍ୟ ବାବୁଆପଣଧନ୍ୟ ଆପଣଙ୍କର ଭକ୍ତିଭାବ ଥିବା ଯୋଗୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପରମ ଭକ୍ତଙ୍କ ସଙ୍ଗେ ଶାଖ୍ୟାହେଲା ଆଉରିମଧ୍ୟ ଜନ ସମାଜକୁ ଶିଖ୍ୟ ମିଳିଲା ଆପଣଙ୍କୁ ଧନ୍ୟବାଦ ଗୁରୁଙ୍କୁ ମଧ୍ୟ କୋଟି କୋଟି ଧନ୍ୟବାଦ ଜୟ।ଜଗନ୍ନାଥ ଜୟ ଗୁରୁ ଦେବ 🙏🙏🙏
@sasmitadas2805
@sasmitadas2805 3 жыл бұрын
Jay Jagannath satya babu apananku bahut bahut dhanyawad apana ae Malika barnita katha ku Malika barnita bhakta nka dwara you tube madhyamare amaku dauchanti really I am so proud of you
@niranjannanda445
@niranjannanda445 3 жыл бұрын
Prabhu ki Lila Pravu hi jane Pravu ki Jai Ho.
@jaganathbehera1602
@jaganathbehera1602 3 жыл бұрын
Satya sir I have been watching all of your Malika discussions. I feel extremely happy and greatful for your channel. I hope many more malika devotes will be discovered in the future. Please visit again to biswsnath baba for new insights about future events of Malika. Thank you very much for you hardwork and presentation. God bless you.
@villagejituvideo8094
@villagejituvideo8094 3 жыл бұрын
Koti koti pranam ..aji mana ku santi lagila baba nka katha suni..prabhu Aji apanka darshan pailu...
@RajendraKumar-fe1cx
@RajendraKumar-fe1cx 3 жыл бұрын
🙏ଜୟ ଶ୍ରୀ ମାଧବ 🙏 ଜୟ ଶ୍ରୀ ଅଚ୍ୟୁତ
@bhagysree5576motivation
@bhagysree5576motivation 8 ай бұрын
Biswnatha das jou katha kahuthile se hin mu bjagysree mu hin malikaku bancei paribi jay jagnatha ❤
@smitadas4870
@smitadas4870 3 жыл бұрын
Baba pranam... Really down to earth person , no much miracle or magic only bhakti... Babaji please show us path to overcome this critical pendamic situation
@jharanamallick3405
@jharanamallick3405 3 жыл бұрын
🙏🙏🙏 jai Jagannath swami nayan patha gami bhaba tume 🙏🙏🙏🙏🌷🌺🌷🌺🌹
@SRMishra_Official
@SRMishra_Official Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।। ହରେ ରାମ ହରେ ରାମ ରାମ ରାମ ହରେ ହରେ🙏 ଜୟ ଜଗନ୍ନାଥ🙏 ଜୟ ପଞ୍ଚସଖା🙏 ଆପଣଙ୍କୁ ଅଶେଷ ଧନ୍ୟବାଦ ସତ୍ୟ ଭଞ୍ଜ ବାବୁ🙏
@benuojha6434
@benuojha6434 3 жыл бұрын
Ate dina pare jane bhagaban nkara Bhakta ra dekha hela bhali lagila kete santa, namra au peta purila Bhali lagila sata ea bhagaban n ka prathama Bhakta hebara jogiya bahut bahut dhaniyabad satiya babu
@ajitkumarmaharana9275
@ajitkumarmaharana9275 2 жыл бұрын
Ame chandi seba karuchhanti tenu nischaya reaserch karantu ta pakhapakhi pagal thibe na hele manasika rogi na hele atmahatya karuthibe.......
@sabitaprusty6374
@sabitaprusty6374 3 жыл бұрын
Mahaprabhunku addhamar koti koti pranam🙏🙏🙏 Gurudevnku addhamar koti koti pranam🙏🙏🙏 Gurudevnku addhamar akul nivedan mahaprabhunk nimantea jogya hebar asrivad pradaan karntu🙏🙏🙏
@krishnamastivlogs3144
@krishnamastivlogs3144 3 жыл бұрын
Bisonath guru Baba apanku koti koti pranam ...apanka katha aji hurdaya safa Kari dela sabuthu best episode aji🙏🙏jay jagananath..jay panchasakha🙏🙏
@prasantacreation2341
@prasantacreation2341 3 жыл бұрын
Satya Babu apana madhya Jane bada bhakta ba sadhu..apananku koti pranam. Agaku apanankar e prayash jari rahu. Jay jagannath 🙏
@narayandalai9799
@narayandalai9799 3 жыл бұрын
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଉ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩
@binayaksahoo4611
@binayaksahoo4611 3 жыл бұрын
Mahan bhakta nka Charan re pranam
@SunilpalGold
@SunilpalGold 3 жыл бұрын
Satya bhai Namaskar.Apananka chanel ru bahut sikhi baku Miluchi.JAYJAGANATH.
@liteshkumar2496
@liteshkumar2496 3 жыл бұрын
Jai Jagannath swami nayana patha gami bhaba tume🙏🙏🙏
@prashantkumarprashant456
@prashantkumarprashant456 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@jaganathbhoi8635
@jaganathbhoi8635 3 жыл бұрын
ବାବା ପ୍ରଣାମ ମାଳିକା ର ମହାତ୍ମା ଭକ୍ତ ଜୟ ଜଗନ୍ନାଥ
@laxmidharsasmal1597
@laxmidharsasmal1597 3 жыл бұрын
ଜୟ ଶ୍ରୀ ସତ୍ୟ ଅନନ୍ତ ମାଧବ କଳ୍କୀ ରାମ ହରି ହରି ହରି 🙏🙏
@debasishmohanty6604
@debasishmohanty6604 3 жыл бұрын
Satya bhai Prabhu jagannath apanks kalyan karantu, apana chamatkar bhabe rahasaya ku unmochana karuchanti 👍
@SashankaSekharPatel00
@SashankaSekharPatel00 3 жыл бұрын
ଜୟ ଜଗନ୍ନାଥ 🙏🙏 #SatyaBhanja sir... Great job😍😍😊
@sailabalabarik2300
@sailabalabarik2300 3 жыл бұрын
Bhai you. Are. Mohan
@SashankaSekharPatel00
@SashankaSekharPatel00 3 жыл бұрын
@@sailabalabarik2300 bujhili ni.. Clear karibe
@sandhyaranisahoo467
@sandhyaranisahoo467 8 ай бұрын
ଜୟ ଜଗନ୍ନାଥ 🙏🙏🙏 ଜୟ ପଞ୍ଚସଖା 🙏🙏🙏
@babub4u323
@babub4u323 3 жыл бұрын
ସତ୍ୟ ବାବୁ ଏହି ଭଳି ସାଧୁ ଙ୍କ ଖୋଜ ରେ ରୁହନ୍ତୁ ,ଆମେ ମଧ୍ୟ ଭିଡିଓ ରେ ଅନୁଭବ କରୁ ଛୁ , ନିହାତି ଶୁଦ୍ଧ ସାଧୁର ପରିଚୟ , ଏହି ସାଧୁ ଙ୍କ ଆଶ୍ରମ କୋଉଠି ଟୀକେ କୁହନ୍ତୁ । ସାଧୁବାଦ୍ 🙏
@rajanikant4145
@rajanikant4145 3 жыл бұрын
କଟକ ଖାନ୍ନଗର ଅଞ୍ଚଳରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିରରୁ ସିଧା ପୂର୍ବ ଦିଗ ଆଡ଼କୁ ଦେଢ଼ କିଲୋମିଟର ଆଗକୁ ଗଲେ ବାଲିସାହି ଗ୍ରାମ ପଡେ। ଏହା କାଠଯୋଡ଼ି ନଦୀ କୁଳରେ ଅବସ୍ଥିତ। ସେହି ବାଲିସାହିରେ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କର ଏକ ପାଞ୍ଚଶହ ବର୍ଷ ପୁରୁଣା ଏକ ଗାଦି ରହିଛି। ଏଠାରେ ମହାପୁରୁଷ ଙ୍କ ପାଦୁକା ପୂଜା କରାଯାଏ। ଗାଦି ସନ୍ନିକଟ ଏକ ମନ୍ଦିରରେ ଶ୍ରୀଜଗନ୍ନାଥ ଓ ମା ମହାଲକ୍ଷ୍ମୀ ପୂଜା ପାଉଛନ୍ତି। ନିକଟ ଗ୍ରାମ ସାର୍ତୋଳ ରେ ଏକ ବଟ ବୃକ୍ଷ ଅଛି ଯାହାକୁ ଭେଟବର କୁହଯାଏ। ସେଠାରେ ପଞ୍ଚସଖା ବସି ବିଚାର ବିମର୍ଶ କରୁଥିଲେ ବୋଲି ଜନଶ୍ରୁତି ରହିଛି। ଆପଣ ପ୍ରୟାସ କଲେ ଏହି ପୀଠଟି ଲୋକଲୋଚନକୁ ଆଣି ପାରିବେ। ଜୟ ଶ୍ରୀଜଗନ୍ନାଥ। ଜୟ ମହାପୁରୁଷ ଅଚ୍ୟୁତାନନ୍ଦ ।🙏🙏🕉️🕉️
@rkucchannel9079
@rkucchannel9079 3 жыл бұрын
I never seen such type of great saint. Koti koti pranam apanaku.kindly interview again with him. God 🙏 bless you. ture saint.
@sureshpradhan5947
@sureshpradhan5947 8 ай бұрын
ସତ୍ୟ ବାବା ଅଶେଷ ଧନ୍ୟବାଦ ଆପଣଙ୍କ ଆପ୍ରାଣ ଚେଷ୍ଟା କରି ବାବାଙ୍କ ଆଶ୍ରମରେ ଉପସ୍ଥିତ ହୋଇଥିବାରୁ ,🚩🙏🙏🙏 ଏକ ନ ଭକ୍ତଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🌼🌺💐🌼🌺🪔🚩🙏
@AsdfAsdf-os5kt
@AsdfAsdf-os5kt 3 жыл бұрын
Satya babu apananku koti koti pranaam🙏🙏🙏... Apana kou janmare tapasya karithile seithi paeni apana bhagwan nk sewa karuchanti.... Satare satya babu apana bada bhagyaban... Prabhu nk pakhare mora prathana apanank sewa agragati hau. Bhagban apanank saparivaar ku koti paramau diantu.. Bhaktanku mora koti koti pranaam🙏🙏🙏🙏🙏
@pradeepdash2004
@pradeepdash2004 3 жыл бұрын
Hare Krishna hare Krishna Krishna Krishna hare hare Hare ram hare ram ram ram hare hare 🙏🙏🙏🙏🙏🙏🙏
@arundhatibiswal8460
@arundhatibiswal8460 3 жыл бұрын
Baba bku koti koti pranam 🙏 Plz bless the whole world n my families 🙏
@mywonderfullifeshorts
@mywonderfullifeshorts 3 жыл бұрын
Ate din pare prakuta bhakta nku sakhat karile Bahut bhala lagila Baba apan ku pranam🙏
@basantakumarbhuyan2558
@basantakumarbhuyan2558 2 жыл бұрын
ବହୁତ ସୁନ୍ଦର କାର୍ଯକର୍ମ 🙏🙏
@bhagyalatakanhar7152
@bhagyalatakanhar7152 3 жыл бұрын
Jay Jagannath 🙏🙏 🙏 Jay Baba Biswanath 🙏🙏🙏 and Satya bhai many many thanks
@asitandannu...familyexpres6261
@asitandannu...familyexpres6261 3 жыл бұрын
Bohut sunder laguchhi bhai apanakara sabu episode gudika...🙏🙏🙏🙏
@manaromatandi8037
@manaromatandi8037 2 жыл бұрын
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣମ 🌹🌹
@ashokbag3012
@ashokbag3012 3 жыл бұрын
One of the Best Episode 🙏🙏 Baba nku mor koti koti Pranam 🙏 Jay Jagannath🙏 Jay panchsakha 🙏
@kousalyapatra5831
@kousalyapatra5831 3 жыл бұрын
Satya bhai pranam and jaganath vakta mananku koti koti pranam. Mora mana hauchi apana jaganathankar prana. Ahi prunya kama pai.rahuchi bhai agaku jibara acchi apananku.
@alokkumarparida1251
@alokkumarparida1251 3 жыл бұрын
ଧନ୍ୟବାଦ ସତ୍ୟବାବୁ
@debajanimajhi2539
@debajanimajhi2539 Жыл бұрын
Jay jagannath jay panchasakha 🙏🙏🙏🙏🙏🙏
@daitaribehera9723
@daitaribehera9723 3 жыл бұрын
👏💐 ।। ଜୟ ଜଗନ୍ନାଥ ମହାପ୍ରଭୁ !! 👏💐
@kalyanisao2618
@kalyanisao2618 3 жыл бұрын
Jay jagannath satya bhai god bless you
@urmilasahoo5807
@urmilasahoo5807 3 жыл бұрын
Tqq Satya bhai. Baba manka sahit dekha kari sabu loka lochanku aniparithibaru. Tqq Baba 🙏🙏
@snigdhasamantaray5389
@snigdhasamantaray5389 3 жыл бұрын
Satya bhai apana nku bahut bahut dhanyabad
@somusai7964
@somusai7964 Ай бұрын
Jay Jagannath Swami 🙏🙏🙏🙏🙏🙏🙏🙏🙏🙏
@pradeeppaul4511
@pradeeppaul4511 3 жыл бұрын
Jay Jagannatha Jay Panchasakha
@antuasamal7446
@antuasamal7446 3 жыл бұрын
ସତ୍ୟ ଭାଈ ତୁମର ମଙ୍ଗଳ ହେଉ ଜଗନ୍ନାଥଙ୍କ ଦୟାରୁ ତୁମେ ଆଉ ବହୁତ କିଛି କରିବାର ଅଛି
@goutamgjadei8451
@goutamgjadei8451 3 жыл бұрын
Mahaatma nku sat sat pranam
@rathamalik7907
@rathamalik7907 3 жыл бұрын
Baba satare mahan loka.tanka kathare Bhagaban nka prati kete samrapana bhaba.dhanya baba. Satya babu apanabi Jane Mahan Bhakta.
@narayanchandrabehera1670
@narayanchandrabehera1670 3 жыл бұрын
ବହୁତ ସୁନ୍ଦର ମାଲିକ ର ଚିତ୍ର ପ୍ରଦାନ କରି ଛନ୍ତି ଆପଣ ଙ୍କୁ ଆଉ ଏକ ପିଠା ଅଛି ତାହା ମୁଣ୍ଡୁରୀ ନିକଟ ଅଢେଇ ଅକ୍ଷର ସେଠାରେ ନାରାୟଣ ବାବା ଓ ଅଖା ବାବା ଥିବେ ତାହା କଟକ ବାଙ୍କୀ ରାସ୍ତା ରେ ପଡିବ ମେର ମୁଣ୍ଡାରୀ ଆନିକଟ ପାଖରେ
@munnamalik4899
@munnamalik4899 3 жыл бұрын
Jay Sri jaganatha swami
@pravatmohanty1052
@pravatmohanty1052 3 жыл бұрын
Praise worthy work. Your labour wouldn't go lapsed. God bless you 🙏
@tushartulasi6014
@tushartulasi6014 3 жыл бұрын
Chaina re, na hele England re jaeki rahijibu, odia jadi janinu, eitha odia desh jagarnath mohaprabhu nk desha. Bujhiluki nahi,
@munnasunani1815
@munnasunani1815 3 жыл бұрын
Jai Jagannath,jai ho Satya.Bhaanja Bhaina Best of Lock,Apananku Prabhu Sada Khushi Rakhantu,Amara Ehi Prarthana Kaliaku....Jai Jagannath
@amitavsarangi1883
@amitavsarangi1883 3 жыл бұрын
I know, He is a devotee of Shree Jagannath🙏 ..... My village is here and also holy place... He is my younger brother also ....
@amitavsarangi1883
@amitavsarangi1883 3 жыл бұрын
@@adarshkumardey2718 pls share what's ur last education... Idiot person
@adarshkumardey2718
@adarshkumardey2718 3 жыл бұрын
@@amitavsarangi1883 tell me yours , then I will tell you mine
@amitavsarangi1883
@amitavsarangi1883 3 жыл бұрын
@@adarshkumardey2718 Ha ha.. Patgaya.... I am matric fail and u... Eight pass 😄
@adarshkumardey2718
@adarshkumardey2718 3 жыл бұрын
@@amitavsarangi1883 😂😂😂 Right. Now I came to know who is Idiot. Pokhal kha soi pade
@Me_Dona
@Me_Dona 3 жыл бұрын
Biswanath baba heuchhanti prakruta bhhaktara adhhikari babanku mora koti koti pranam
@manoranjansenapati3394
@manoranjansenapati3394 Жыл бұрын
Pranam Baba Jai Jagannath Jai Panchasakha Jai Satya sanatan dharma Jai Hind
@saritamishra292
@saritamishra292 3 жыл бұрын
Jai jagannath swami jai pancha sakha 💐🌹🙏🌹💐
@urmilasahoo5807
@urmilasahoo5807 3 жыл бұрын
Bahut bahut Thank you Baba. Bahut Santira bartta dele baba🙏Tqq Saty bhai 🙏
@basantinayak1743
@basantinayak1743 3 жыл бұрын
Satya vanja Chanel ku anek anek sadhubad, Katak Chandi Mondal ra 1 number Vakta Sadhu Biswanath babanku koti koti vaktiputa vumista pranam, aame sehi Mohan vaktanku darsan karibara sujog mili thibaru🌹💐🙏🙏🙏🌹💐🌺🌸🏵️🙏🙏🌹
@sanjaynayak5417
@sanjaynayak5417 3 жыл бұрын
ଜୟ୍ ଅତ୍ଯୁତ୍ତ, ଜୟ୍ ପଞ୍ଚଶାଖା
@subratdas6633
@subratdas6633 3 жыл бұрын
Jaya jaganath, Jaya pancha sakha🙏🙏🙏🙏🙏
@kanhugiri4580
@kanhugiri4580 3 жыл бұрын
Baba nk katha Mo hrudaya ku sparsha karuchi.
@sunitasarkar1262
@sunitasarkar1262 2 жыл бұрын
Pranaam satya vanja vai🙏🙏🙏🙏🙏🙏🙏🙏🙏🙏🙏🙏🙏
@kanhugiri4580
@kanhugiri4580 3 жыл бұрын
Baba nku mora koti koti pranam 🙏🙏
@bbrubahanmajhi4315
@bbrubahanmajhi4315 3 жыл бұрын
Jay Jagannath, dhanyavad satyababu puni thare sidhagiri jibe
@aswanibehera8591
@aswanibehera8591 3 жыл бұрын
Bhakta nka charana re koti pranam jay jagannath Swami jay panchaag sakha
@kedarmajhi385
@kedarmajhi385 3 жыл бұрын
Bahut bahut dhhnyabaad apanaknu bhagabananka karjya ku agu ku badhhaou chanti
@bhagbansethi336
@bhagbansethi336 11 ай бұрын
କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤
@barajabandhusahoo8401
@barajabandhusahoo8401 3 жыл бұрын
🙏🙏JAY JAGNNATH SWAMI 🙏🙏
@Reenabehera0
@Reenabehera0 2 жыл бұрын
Guruji nku koti koti pranam Jay guru deba Jay jagannath Jay jagannath Jay jagannath Jay jagannath
@subhasmitajena1017
@subhasmitajena1017 2 жыл бұрын
Koti Koti pranam 🙏🙏🙏🙏🙏
@bibhutiparida4601
@bibhutiparida4601 3 жыл бұрын
ମୁଗ୍ଧ ହେଲୁ ଶୁଣି ସିଦ୍ଧଗିରି ବାଣୀ ଅଦୃଶ୍ୟ ଶକ୍ତିର ଅଦ୍ଭୁତ କାହାଣୀ । ଜୟଗୁରୁ ! ଜୟ ଜଗଦୀଶ ହରେ ।
Malika Devotee Revealed Shocking Facts | Satya Bhanja
26:13
Satya Bhanja
Рет қаралды 208 М.
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Cannot Change Others || Dr.Yogi Vikashananda @ManokrantiCentre
21:01
Manokranti Centre
Рет қаралды 43 М.
Hidden Malika Devotee shared Truth about Satya Bhanja
20:56
Satya Bhanja
Рет қаралды 505 М.
Number 1 Malika Devotee explained reality of Malika | @SatyaBhanja
34:19