Naveen's strategy of shock and awe comes full circle as Sujit Kumar resigns from BJD and joins BJP.

  Рет қаралды 39,662

Satyapatha

Satyapatha

Күн бұрын

Naveen's strategy of shock and awe comes full circle as Sujit Kumar resigns from BJD and joins BJP.
#sujeetkumar #naveenpatnaik #bjd #mamatamohanta #dharmendrapradhan #ashwinivaishnaw #odishapolitics #bjpodisha
Click on the playlist 'Satyapatha With Satyaprakash' & watch all the editorial episodes.
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZbin: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 205
@hariharbehera
@hariharbehera 9 күн бұрын
ଓଡିଶା ରାଜନିତୀରେ ଅଶ୍ବିନୀ ବୈଷ୍ଣବ ଜଣେ ନିମକ୍ହାରାମ ରାଜନେତା। ଏହାଙ୍କୁ ରାଜ୍ୟସଭା ପଠାଇବା କ୍ଷେତ୍ରରେ ବିଜେଡି ଆକୁଣ୍ଠସର୍ମଥନ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ଏକ ଅକ୍ଷମଣୀୟ ଭୁଲ୍ ଥିଲା, ଯାହାର ପ୍ରାୟଶ୍ଚିତ କରୁଛନ୍ତି ଓ ଆଗକୁ ମଧ୍ୟ ଆହୁରି କରିବେ। ଏହାପରେ ହୁଏତ ମଙ୍ଗରାଜ ବାବୁ ସମୟ ଆସିବ।
@sankarnathmaharana7859
@sankarnathmaharana7859 9 күн бұрын
ଏମିତି ବ୍ୟସ୍ତ ହେଲେ ହବକି ସମୟକୁ ଅପେକ୍ଷା କରନ୍ତୁ ନବୀନ ପଟ୍ଟନାୟକ ଯେତେବେଳେ କଂଗ୍ରେସ ଦଳରୁ ନେତା ଆଣି ସବୁ ଚାଲ ଖେଳୁଥିଲେ ସେତେବେଳେ ମିଠା ଲାଗୁଥିଲା ଏବେ କଣ ପିତା ଲାଗୁଛି ବିଜେଡି ଭସ୍ମ ହେଇଯିବ ଯେଉଁ ସବୁ କୁକର୍ମ କରିଛି
@chandrakantapanda1705
@chandrakantapanda1705 9 күн бұрын
Bhul kahile sir,mr pandiyan prati thiba putra mohara basabarti hoi aji Naveen babu ye Durdasha bhoguchanti
@Lucky-sk3lo
@Lucky-sk3lo 9 күн бұрын
୨୦୦୦ମସିହାରେ bjp bjd କୁ ସମର୍ଥ ଦେଇ ସରକାର ଗଠନ କରିବ ବିଜେପି ର ବିରାଟ ବଡ଼ ଭୁଲ ଥିଲା ଯାହା ୨୪ବର୍ଷ ଓଡ଼ିଶା ଇତିହାସରେ କଳା ଦିନ
@narendrapanda5452
@narendrapanda5452 8 күн бұрын
@@Lucky-sk3lo ଉଲଟିଆ କଥା କହୁଛ କାଏ ହୋ,୨୦୦୦ ସାଲେ ନବୀନ ବୁଢା ଉଡସୋ ବଏଲେ ଢେକୁନ ପଟଦୁ ଆନିଥିଲା ବଲିକରି ଇହାଦେ ଭିଲ୍ ବଢେଇଛନ,ବୁଢା ତାର୍ ଖଟେ ପୁଷଲା ଯେ ଖଟର୍ ଢେକୁନ୍ ଖଟେ ଚାବଲେ,ଯେ କାଣା ହେବା ୨୦୨୯ ରେ ଖଟେ ଢେକୁନ୍ ମରା ଉଷୋ ମାରିଦେବା ବଏଲେ ପୁରା ଡାଙ୍ଗଛାଟ୍
@LambodarPradhan-sj6uy
@LambodarPradhan-sj6uy 9 күн бұрын
ମାଙ୍କଡ଼ ଡିଆଁ ଆରମ୍ଭ ହୋଇଛି ପାଣ୍ତିୟାନକୁ ଛାଡି ସମସ୍ତେ ଡେଇଁବେ।
@rabindrakumarsahoo4920
@rabindrakumarsahoo4920 9 күн бұрын
ଏକଦମ୍ ଠିକ୍ କଥା।କଲାକର୍ମର ଫଳ ଏ ଭୋଗିବେନା ତ ଆଉ କିଏ ଭୋଗିବ। ଆଗକୁ ଆହୁରି ବହୁଘଟଣା ଘଟିବା ଦେଖିବାକୁ ବାକି ଅଛି। ସୁନ୍ଦର ଉପସ୍ଥାପନା। ଧନ୍ୟବାଦ।
@PRATAPChandraJENA-ey1st
@PRATAPChandraJENA-ey1st 9 күн бұрын
ଗୋଟେ ଗପ ଆଛି ମାଉସିଲୋ ଟିକେ ଘର ଜଗଦେବୁ , ମାଉସୀ ଘର ଜାଗା ଦେଲାପରେ ,ମାଉସୀ,ତୋ ପାଖରେ ଟିକେ ଶୁଅନ୍ତି ? ଏ b j p ଦଳର ,ବିଜେଡ଼ି ପାଇଁ ଏହି ପରି ,ନିମକ ହାରାମ କାମ କରିଛି ,ଆଗକୁ ଲୋକେ b j p କୁ ଉଚିତ୍ ଜବାବ ଦେବେ ,!
@LaxmanOfficial-cj4pz
@LaxmanOfficial-cj4pz 8 күн бұрын
VeryGoodAdvice
@KushaSingh-1234
@KushaSingh-1234 9 күн бұрын
ନବୀନ ପଟ୍ଟନାୟକଙ୍କୁ ଏହି ଭଳି ଦରକାର ବିଜେପି ସହିତ ILU ILU ର ଫଳ
@omsahoo4370
@omsahoo4370 8 күн бұрын
BJP ra upswing re BJD asithila 2000 re , Atal ji bhali nirah loka ku nabin dhoka dei thila , return fala milila 15 year pare
@pinkysethi7537
@pinkysethi7537 5 күн бұрын
Mr. Editor ନବୀନ ଓଡିଶା ନୁହେ ଭାରତ ରାଜନୀତି ରେ ସେ କାଳଜାୟୀ, କିମ୍ବଦନ୍ତୀ ରାଜନେତା। ସେ କେତେବେଳେ କେଉଁ ରଣନୀତି କରନ୍ତି, ତହା ବୁଝିବା କଷ୍ଟକର। ଏଇ ଯେମିତି ଓଡିଶା ରେ ହାରି ମଧ୍ଯ ଓଡିଶା ଶାସନ ଆଉ ଲୋକ କଂ ମନ ରେ ସେ ରାଜ୍ କରୁଛନ୍ତି, ଆଉ ବିଜେପି ଶାସନ ରେ ଥାଇ ମଧ୍ଯ ନଥିଲା ଭଳି ବନବାସ କାଟୁଛି। ର
@thabiramajhi2392
@thabiramajhi2392 7 күн бұрын
, ଅନ୍ୟ ଦଳକୁ ,ନ ଯିବା ପାଇଁ ସାମ୍ବିଧନିକ ବ୍ୟବସ୍ଥା ହେବା ଜରୁରୀ। ନଚେତ୍ ଭାଦଟିଆ ଗଣତନ୍ତ୍ର ହୋଇଯିବ।ଲୋକଙ୍କ ହୃଦୟକୁ ଜିତି ପରେ ଓଲଟ ଖେଳ ଖେଳିବା ଏହା ଗଣତନ୍ତ୍ର ପାଇଁ ଶୁଭ ଙ୍କର ନୁହେଁ।ଦଳ ପରିବର୍ତ୍ତନ କରୁଥିବା ନେତାଙ୍କୁ ଘୃଣା କରନ୍ତୁ। Ur presentation is absolutely right. J
@rasmiranjan195
@rasmiranjan195 9 күн бұрын
Satya babu apana osisha re no 1.U r a institutions when it comes to journalism. My best wishes.
@giridharibehera7793
@giridharibehera7793 10 күн бұрын
ଘୃଣା ଭାଵ କଥାଟା ସଂପୂର୍ଣ୍ଣ ସତ୍ୟ !
@bimalkantatripathy2776
@bimalkantatripathy2776 9 күн бұрын
ଏମିତି ପ୍ରାୟ ସବୁ ଦଳରେ ଚାଲୁଛି। ରାଜ୍ୟସଭା ସଦସ୍ୟଙ୍କର ସାଧାରଣ ଜନତାଙ୍କ ସହିତ ସମ୍ପର୍କ କିଛି ନାହିଁ।ଦଳ ଓ ସଦସ୍ୟଙ୍କ ସମସ୍ୟାରେ ସାଧାରଣ ଜନତାଙ୍କ ହାନିଲାଭ କ'ଣ?
@santoshnarayanbhagat2437
@santoshnarayanbhagat2437 7 күн бұрын
Best analices sir
@narendrapanda5452
@narendrapanda5452 10 күн бұрын
ସତ୍ୟ ଭାଇ ଆଉ ଗୋଟିଏ ଅଲଗା ପ୍ରକାର ରାଜନୈତିକ ଉଦ୍ଦେଶ୍ୟ ଏଇ ରାଜ୍ୟ ସଭା ପ୍ରାର୍ଥୀ ଦଳ ବଦଳା ନିତି ରେ ପରିଲକ୍ଷିତ ହେଉଛି ଯେ ରାଜ୍ୟ ସଭା ରେ ବିଲ୍ ଗୁଡିକ ପାସ୍ କରିବା ପାଈଁ,ମେଜିକ ସ°ଖ୍ୟା ଆବଶ୍ୟକ, ସେଥିପାଇଁ ଏହା ମୋଦୀଙ୍କ ଗୋଟି ଚାଳନା ହେଇପାରେ କିନ୍ତୁ ଏ ପଟେ ସ°ଖ୍ୟା ଗରିଷ୍ଠତା ପାଇଲା ସମୟରେ ଯଦି ପଲଟୁରାମଜୀ ପଲଟିମାରି ଦିଅନ୍ତି ତେବେ,ପୂନର୍ମୁଷିକ ଭବ,
@ranajitjena4668
@ranajitjena4668 9 күн бұрын
ଯୋଉମାନେ ନିଜର ସ୍ୱାର୍ଥ ହାସଲ ପାଇଁ ରାଜନୀତିକୁ ଆସିଥାନ୍ତି, ସେମାନେ କେବଳ ନିମ୍ନ ମାନର ରାଜନୀତି କରିପାରନ୍ତି.
@basantapattnaik7812
@basantapattnaik7812 9 күн бұрын
ସତ୍ୟ ବାବୁ ବିଜେଡି ଦଳ ଗଢ଼ିଥିଲେ କେଉଁ ମାନେ..? ନବୀନ ବାବୁ ଦଳ ହେଲା ପରେ ମିଶିଲେ ତାପରେ ଗଢି ଥିବା ନେତା ଙ୍କୁ ବିଦା କଲେ ଦଳରୁ ସେମିତି ଏବେ ନବୀନ ଭୋଗିବେ
@nareshbhanj5463
@nareshbhanj5463 9 күн бұрын
ଏହା ତ ଆରମ୍ଭ ମାତ୍ର , BJD ର ପତନ ଆରମ୍ଭ ହେଲାଣି । ଏବେ ଆହୁରି ଭୟଙ୍କର ଅବସ୍ଥ। ଧିରେ ଧିରେ ଆସିବ ।
@ssahu6657
@ssahu6657 10 күн бұрын
It is a very good lesson to Naveen Patnaik.
@MadhabDigal-ff7eo
@MadhabDigal-ff7eo 8 күн бұрын
ଆପଣ ଗୋଟିଏ ଗୁଳି ରେ ଦି ' ଟା ଶିକାର କରୁଛନ୍ତି। ବହୁତ୍ ବଢ଼ିଆ
@sudhansusekharmohanty9571
@sudhansusekharmohanty9571 9 күн бұрын
Right sir
@balakrishnasahu8816
@balakrishnasahu8816 7 күн бұрын
Very good sir exactly
@gaurangacharanbehera
@gaurangacharanbehera 10 күн бұрын
Right statement bhai
@simantinijena959
@simantinijena959 10 күн бұрын
ହେଡଲାଇନ ଟି ଠିକ ଅଛି... ଦଳର କର୍ମୀ ଓ ନେତା ମନକୁ ଅଣ ଦେଖା କଲେ ଏମିତି ହେବ... ଆଉ ସବୁ ଦଳ ସେଇଆ କରନ୍ତି @ବିଜେପି.
@samarmohapatra-jr3ne
@samarmohapatra-jr3ne 9 күн бұрын
ଠିକ କଥା , ବିଜେଡି ଦଳର ବର୍ତମାନ ଅର୍ଦ୍ଧରାତ୍ର, ରାତି ପାହିବାକୁ ଆଉ ଅଳ୍ପସମୟ . ଯେଉଁ ପରି ବୁଣିବା, ସେଇ ପରି କାଟିବା , ଏହା ସୃଷ୍ଟର ନିୟମ
@pinkysethi7537
@pinkysethi7537 5 күн бұрын
ନରେନ୍ଦ୍ର ମୋଦୀ ପଦ ରେ ରାଇଜ ର ରାଜା ମାତ୍ର ନବୀନ ପଟନାୟକ ଚିର ଅମର ତଥା ସମସ୍ତ ଜନଗଣ କଂ ମନ ର ରାଜା।
@susantajena569
@susantajena569 8 күн бұрын
ABSOLUTELY RIGHT
@balarampradhan9961
@balarampradhan9961 9 күн бұрын
Ur right
@MrSwarajdas
@MrSwarajdas 9 күн бұрын
ସତ କଥା ରାଜନୀତି ହେଉଛି ପ୍ରତିହିଂସା ଓ ପ୍ରତାରଣା ର ଗ୍ରନ୍ଥାବଳୀ ବିଜୟ ମହାପାତ୍ର ନଳିନୀ ମହାନ୍ତି ଙ୍କୁ ପ୍ୟାରିମୋହନ‌ ମହାପାତ୍ର ଙ୍କ ସମୟରେ ହେଇଥିଲା ବିଜେପି ଦଳ ଭାଙ୍ଗିବାରେ ଉସ୍ତାଦ
@mrutyunjayaacharya
@mrutyunjayaacharya 8 күн бұрын
ମିଛୁଆ ବିଜେପି କୁ ସପୋର୍ଟ କରୁଛ
@13sangram
@13sangram 9 күн бұрын
Very good analysis
@souravsahilcreation8579
@souravsahilcreation8579 8 күн бұрын
Right satya bhai
@nahamnaka9354
@nahamnaka9354 9 күн бұрын
Thik kahi chhanti bhai.
@b.knayak3476
@b.knayak3476 9 күн бұрын
Rightly said
@PravakarParamanik-u9k
@PravakarParamanik-u9k 9 күн бұрын
Jay Jagannath Jay nabin babu Jay BJD ❤❤❤
@KanthaPradhan-ux5sj
@KanthaPradhan-ux5sj 9 күн бұрын
Head line strongly correct
@sudhansusekhardash9010
@sudhansusekhardash9010 9 күн бұрын
ଆଗାମୀ ଦୁଇଟା ବିଧାନସଭା ନିର୍ବାଚନ ପରେ bjp ଖଣ୍ଡ ଖଣ୍ଡ ହୋଇଯିବ। ସମୟ କୁ ଅପେକ୍ଷା କରନ୍ତୁ। କେତେ ଜଣ ପଳେଇଲେ ଦଳ କେବେ ଦୁର୍ବଳ ହେବ ନାହିଁ।
@AmrutDash
@AmrutDash 9 күн бұрын
ଆଜ୍ଞା ଆଜିର ରାଜନୈତିକ ବାଧ୍ୟ ବାଦ୍ଧକତା ର ବାସ୍ତବ ଚିତ୍ର ରାଜ୍ୟରେ ବିଜେଡି ଏବଂ ସର୍ବ ଭାରତୀୟ ସ୍ତରରେ ବିଜେପି ଏହି ବାସ୍ତବ ସତ୍ୟ କୁ ଭାରତୀୟ ଭୋଟର ବୁଝିନେଇ ଗ୍ରହଣ କାରିନେବା ଦେଶ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ
@basantimohanty1740
@basantimohanty1740 9 күн бұрын
Very good analysis,Thank u Satyababu. .
@sunakarsamantaray9737
@sunakarsamantaray9737 9 күн бұрын
ଧନ୍ୟବାଦ୍ sir .
@jyotimultimedia
@jyotimultimedia 8 күн бұрын
ଆପଣ ମୋତେ ଘୃଣା କଲେ ବୋଲି ଯେ ମୁଁ ଆପଣଙ୍କୁ ଘୃଣା କରିବି ତାର କିଛି ମାନେ ନାହିଁ l କାରଣ ମୋର ବି ମାନବିକତା ଅଛି ଆଉ ମୁଁ ମଧ୍ୟ ଆପଣଙ୍କ ଠାରୁ ଅତୀତ ରେ ଉପକାର ପାଇଛି l ତେଣୁ ସେ ଦୃଷ୍ଟିରୁ ଯେଉଁ ମାନେ ଆଜି ନବୀନ ପଟ୍ଟନାୟକ ଙ୍କୁ ଛାଡ଼ି ଚାଲି ଯାଉଛନ୍ତି ସେମାନଙ୍କୁ ଚାଲିବା ଶିଖେଇଥିଲା କିଏ? ଆଉ ଯଦି ସେମାନଙ୍କୁ ଘୃଣା କରୁଥିଲେ ତାହେଲେ ସେମାନଙ୍କୁ ରାଜ୍ୟସଭା କେମିତି ପଠେଇଥିଲେ l
@ktccreation9722
@ktccreation9722 7 күн бұрын
Many people lost their lives in the state during the Great Flood of 1999 Many lives were lost At that time, Odisha was desperately trying to get rid of this disaster As soon as the advance information of the storm was received, fear spread in the minds of the people of the state But now it is no more Since the day Chief Minister Naveen Patnaik took office in the state, the fear of storm has disappeared Our dear Chief Minister Naveen Patnaik is deeply saddenedRealizing that, Zero Casualty decided to meet the target Then one storm came after another But that tall man could not sway Naveen's decision At that time there was a shortage of all-rounders in the cabinet of the Chief Minister Just like the unfortunate pilot Bijubabu who showed bravery in the face of disaster, he was introduced to Bhumiputra Similarly, the son of the soil of Odisha has achieved the recognition of all of usDear Chief Minister #NaveenPattnaik . The nation will always remember the great hero who brought Odisha from a miserable state in 1999 to a developed Odisha in 2024. 🙏🙏🙏 We thank you for 24 years of dedicated service to Odisha Forever in our hearts, Naveen babu Naveen Patnaik did Not have a Name There was a Brand #NaveenPatnaik #NaveenForever #OdishaOnTheMove #BJD #jayNaveen #JayBJD
@biswanathsitha5142
@biswanathsitha5142 9 күн бұрын
ବିଜେଡି ଦଳରୁ ଆଉ ୪/୬ ଜଣ ଇସ୍ତଫା ଦେଲେ ,ନବିନକୁ ବୁଦ୍ଧି ଆସିବ ,ପାଣ୍ଡିଆନକୁ ଦଳରେ ରଖି ନବିନ ଅନ୍ଧ ଶାସନ ର ନିଶା ଛାଡିଯିବ ।।।ବେଇମାନ ନବିନ,
@sarojkumarpradhan1917
@sarojkumarpradhan1917 9 күн бұрын
Excellent dialog
@kalingakesharisahoo3192
@kalingakesharisahoo3192 9 күн бұрын
ଦୟାକରି osssc re କେମିତି job scam ହୋଇଛି, ଏକ video ବନାନ୍ତୁ. ଲକ୍ଷାଧିକ ପିଲା ଙ୍କ ଭବିଷ୍ୟତ ସହ କେମିତି ଖେଳୁଛି osssc,ଲୋକଙ୍କ ପାଖରେ aue ସରକାର ଙ୍କ ପାଖରେ ପହଞ୍ଚାନ୍ତୁ.
@modanmohanpradhan3046
@modanmohanpradhan3046 9 күн бұрын
Youare right statement bhai
@suvashreeray5494
@suvashreeray5494 9 күн бұрын
Right Analysis.
@Pyarkaisehotahai143
@Pyarkaisehotahai143 9 күн бұрын
ସତ୍ୟ ପାଠ ନୁହେଁ ଚାମଚା ପାଠ 😂😂 ପଛ ପଡୁଛି
@ashutoshdasdas5422
@ashutoshdasdas5422 9 күн бұрын
Right
@sasikantkant4780
@sasikantkant4780 9 күн бұрын
ଏ ଶଳା ଦଳ ସରିଗଲା, ସବୁ ନେତା ଚାଲି ଆସିବେ ଆରମ୍ଭ ଆଉ ଶେଷ ଦୁଇଟି ଦ
@odiatechgyan605
@odiatechgyan605 8 күн бұрын
ନବୀନ ପଟ୍ଟନାୟକ ଙ୍କ ସମୟରେ ବହୁତ ଚାକିରିଆ ମାନେ ଅନାବଶ୍ୟକ ଅକାରଣେ suspend ହେଇଛନ୍ତି ଏମାନଙ୍କ ଦଳ ନାଶ ହେଇଯାଉ ସବୁଦିନ ପାଇଁ l ଜଣଙ୍କୁ 6 ବର୍ଷ ହେଲା suspend କରି ରଖିଥିଲେ ଏଇ ଗୋଟେ nonsence ସରକାର
@gyanaranjanbarik6768
@gyanaranjanbarik6768 9 күн бұрын
ସାପ କୁ କ୍ଷୀର ପିଇଲେ ସେ ଚୋଟ ମାରିଲା😂😂😂😂
@prabirjena2147
@prabirjena2147 9 күн бұрын
ନନ୍ଦିଘୋଷ ଯିବ ଆଉ ଫେରିବନି 😂 ତାହା ହେଲେ କଣ.....
@benudharabastia8838
@benudharabastia8838 9 күн бұрын
Very good analysis 👍
@prafullakumarrout3496
@prafullakumarrout3496 9 күн бұрын
Best.
@manishapattanayak2152
@manishapattanayak2152 8 күн бұрын
ବିରାଡ଼ି ବୈଷ୍ଣବ ର ମରଣ ବେଳ ଆସି ପହଞ୍ଚି ଗଲାଣି ଖୁବ୍ ଶୀଘ୍ର ସେ ଖବର ପହଞ୍ଚିବ 😂👍 ଭଗବାନ ବି ଏତେ ଅଧର୍ମ ସହିବେ ନାହିଁ
@dilliptripathy8813
@dilliptripathy8813 7 күн бұрын
ସଂଘିମାନଙ୍କ କର୍ମଫଳ କେବେ ଆସିବ ...
@user-yh7gb2kn4y
@user-yh7gb2kn4y 8 күн бұрын
ନବୀନ ବାବୁ ତାଙ୍କ କର୍ମ ଫଳ ଭୋଗୁଛନ୍ତି ଏକଥା ସତ୍ୟ।ବାବୁ ଅହଂକାରୀ ପି.ଏମ୍ କେବେ ତାଙ୍କର କର୍ମ ଫଳ ଭୋଗିବେ, ଦେଖିବା ।
@BiswanathPanda-g9j
@BiswanathPanda-g9j 9 күн бұрын
ସତକଥା,ଇଏ ହେଲା ସବୁ ନିଜ ର କର୍ମ ର ଫଳ,ଯିଏ ଯେମିତି କରଇ,ସେମିତି ଭୁଞଇ 😂
@srinibasswain1143
@srinibasswain1143 9 күн бұрын
Law will take it's Own course has destroyed Bjd..... Just mind.. Please
@simitapatnaik8202
@simitapatnaik8202 9 күн бұрын
Good analysis
@amitrout4252
@amitrout4252 9 күн бұрын
ନବୀନ ପଟ୍ଟନାୟକ no 1 ବିଶ୍ୱାସ , ତାର ଫଳ ପାଉଛନ୍ତି
@pitambrarout8724
@pitambrarout8724 9 күн бұрын
ମଧ୍ୟ ରାତ୍ର ନୁହେଁ,ସନ୍ଧ୍ୟା ।
@jayantadas3734
@jayantadas3734 9 күн бұрын
Experience apply kari bhala salary paibe au pratarana dala re jog dele . Grt kumar. You deserve for Bharat Ratna
@user-ee5ex3oe6h
@user-ee5ex3oe6h 9 күн бұрын
❤ sir 💯 right 👍
@ASISH_SATYA_VLOGER
@ASISH_SATYA_VLOGER 9 күн бұрын
ଭଲହେଇଛି ଆହୁରିଜିବେ ଅପେକ୍ଷା କରନ୍ତୁ
@qxztr
@qxztr 9 күн бұрын
ନବୀନ ବାବୁ ନିଜ ଭୂଲ ନିଜେ ବୁଝିବା କଥା।
@binodkumarsahoo7355
@binodkumarsahoo7355 9 күн бұрын
Time most powerful
@chandrakantapanda1705
@chandrakantapanda1705 9 күн бұрын
Bahut sundar upastapana,Satya sir.
@prabirjena2147
@prabirjena2147 9 күн бұрын
ଦଳ ମୋ ଠାରୁ ଆରମ୍ଭ ମୋ ଠାରେ ଶେଷ
@Arunabh_M
@Arunabh_M 9 күн бұрын
Naveen never liked most of his party members. Concentration of power is the only reason behind his downfall. Nice presentation Sir.
@mrutyunjayaacharya
@mrutyunjayaacharya 8 күн бұрын
ଭୁଲ୍
@prafullakumarraut8835
@prafullakumarraut8835 9 күн бұрын
ଯଦି ଘୃଣାବକରୁହଛନ୍ତି ତେବେ କଂଗ୍ରେସ କୁ ଯାଉନାହାନ୍ତି କାହିଁକି ।?
@GunanidhiPatra-qu7om
@GunanidhiPatra-qu7om 9 күн бұрын
ନବୀନ ବାବୁ କହୁଥିଲେ ଆଗାମି ସହେ ବର୍ଷ ସାଷନ କରିବେ ଗଲା କୁଆ ଡେ ।
@sribachharaut5445
@sribachharaut5445 7 күн бұрын
Jay Naveen sir ❤❤❤
@prafullamishra5697
@prafullamishra5697 9 күн бұрын
Bahut bahut dhanyabad Apana nku Satya Babu ek dum Satya katha kahile Rajya re aau desha re Ganatantra sampurna bilupta hei galani chhi chi cchi Naveen Pattnaik gote Amerudandi subidha badi neta aau Yethipain odisha ra Amerudandi loko hin besi dayi
@DeepakrSwain-pw5vg
@DeepakrSwain-pw5vg 9 күн бұрын
ଓଡ଼ିଶାକୁ ଯଦିଓ କିଏ ଅଧିକଦିନ ଶାସନରେଥିଲେ ସେନବିନ ।ଯିଏ ରାଜ୍ଯ କଥା କିଛିଯାଣିନଥିବା ବକ୍ତି ନଂ'-1।
@johankumarh33375
@johankumarh33375 8 күн бұрын
କୋରାପୁଟ ଲୋକ କଥା ଅଛି ଅଥୀ ଛତୁର ଦୂଆରେ ଠାନ
@prabinkumarnayak5324
@prabinkumarnayak5324 9 күн бұрын
BJD ର ଯେଉଁମାନେ Root worker ତାଙ୍କୁ ଅଣଦେଖା କରି, and 10 ବର୍ଷ ପର୍ଯ୍ୟନ୍ତ BJP କୁ blindly support କରିବାର ଫଳ, ଯେଉଁମାନେ ନବୀନ ବାବୁଙ୍କୁ advice ଦେଉଥିଲେ ସେମାନଙ୍କ ନାମ ବାହାରକୁ ଆସିବା ଉଚିତ
@binodsahoo3374
@binodsahoo3374 10 күн бұрын
Party doesn't have any ethics/mechanism to keep united its members in adversity.
@GunanidhiPatra-qu7om
@GunanidhiPatra-qu7om 9 күн бұрын
ଏ ଯେଉଁ ଦଳ ଛାଡି ଯାଉଛନ୍ତି, ଅର୍ଥ ତାଙ୍କର ଇଜତ ବିକନ୍ତି। ନବିନ ବାବୁଙ୍କୁ ଠିକି ଶିକ୍ଷା ଦେଉଛନ୍ତି ସତ୍ୟ ବାବୁ ଯାହା କ ହୁଛନ୍ତି ନବିନ ଦଳର ନେତା ବୁଲୁଛନ୍ତି, ତ।
@pradiptakumarmishra8297
@pradiptakumarmishra8297 9 күн бұрын
Cabinet ministers in the Haryana cabinet are resigning one after another before the ensuing assembly polls. Should it be considered as DHADI PAHANDI in BJP.
@geetaranisamal6638
@geetaranisamal6638 9 күн бұрын
ସୁନ୍ଦର ଓ ବାସ୍ତବ ଆଲେଖ୍ୟ ସତ୍ୟ ବାବୁ
@munamishra9760
@munamishra9760 10 күн бұрын
Aapana khusi ta?
@nintyanandanaik716
@nintyanandanaik716 8 күн бұрын
BjD done a lot of mistake during twenty five yrs administration
@srinibasswain1143
@srinibasswain1143 9 күн бұрын
Recollect n remind the series and serious incidents during 24 yrs 😂
@pravatdas7456
@pravatdas7456 8 күн бұрын
ସବୁ ସତ୍ୟ ସତ୍ୟ ସତ୍ୟ 😮
@hariharbehera
@hariharbehera 9 күн бұрын
Next may :- Manas Mangaraj, then may Niranjan Bisi, then may Khuntia from Puri. Another 4 may not change and continue in BJD
@rayadvocate7711
@rayadvocate7711 9 күн бұрын
Sujit Kumar is not a Odia. He was sent to the RS for BJP. So why repending now. BJD has betrayed Odias. Now see the result.
@dhirendrakumarguru980
@dhirendrakumarguru980 8 күн бұрын
Karma paying back😢
@priyaranjanmohanty1422
@priyaranjanmohanty1422 9 күн бұрын
ହା ହା ନବୀନା ତୁ ତୋ ବାପା ର ପୁଅ ନୁହ 😭
@santoshpradhan8758
@santoshpradhan8758 8 күн бұрын
Sir namaskar 🎉🎉🎉
@NiranjanHimirika-lv4ix
@NiranjanHimirika-lv4ix 9 күн бұрын
ଏ ମାନେ ଆଗକୁ ଦେକ ବିକ ମାଗିବେ ମାଗିଆ ବେଇ ମାନି ମାଗିଆ
@friendrejoicehappyness
@friendrejoicehappyness 9 күн бұрын
Naba Das thile BJD banchi thaonta! Leadership nebaku BJD re kehi nahanti.
@artatranatripathy7618
@artatranatripathy7618 6 күн бұрын
Result of purchase of opposition leader by Naveen
@khirodmohanty3629
@khirodmohanty3629 9 күн бұрын
Opportunities will be hated & dedicated will welcome .
@asutoshpujari8951
@asutoshpujari8951 9 күн бұрын
ପାଟକୁରା ଉପନିର୍ବାଚନ ଫଳ ବାହାରିବା ପରେ, ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା ବା ଅଭିଶାପ ଖାଉଛି ନବୀନ ବାବୁ ଓ bjd କୁ.....
@gurucharanmohapatra4508
@gurucharanmohapatra4508 9 күн бұрын
Rightly pointed out. Mamata and Sujit are mini nasty character. Time must say. .. Most treacherous character. God must published them those who acts injustice.. Thank you Samata for presentation nicely.But sir, pls wait and watch. Again BJD and Nabeen patnaik must rise again.
@padminibalabantaray9121
@padminibalabantaray9121 9 күн бұрын
Jay nabin
@swadhikarbetaj3768
@swadhikarbetaj3768 9 күн бұрын
ଶ ଫର୍ ଶକୁନୀ ଶ ଫର୍ ସର୍ବନାଶ। ପି ଫର୍ ପାଣ୍ଡୁ ପି ଫର୍ ଫାଟ।
@rayadvocate7711
@rayadvocate7711 8 күн бұрын
Naveen is behin all turmoil in Odisha as he had preferred Tamils and Marwaries over Odias. No w running from pillar to post.
@pravatsethy8647
@pravatsethy8647 6 күн бұрын
ବେଈମାନ ଲୋକଙ୍କୁ ନର୍କ ରେ ପଡିବେ
Bike vs Super Bike Fast Challenge
00:30
Russo
Рет қаралды 23 МЛН
escape in roblox in real life
00:13
Kan Andrey
Рет қаралды 63 МЛН