Say hello to the miracle || Basil on foot || Taneswari bana ||

  Рет қаралды 3,615

BHAKTI DEBANANDA

BHAKTI DEBANANDA

Күн бұрын

Пікірлер: 47
@_Mishra556
@_Mishra556 Күн бұрын
ଯିଏ ସ୍ବୟଂ ପ୍ରଭୁ ହୋଇଥିବେ, ସେ କେବଳ ତୁଳସୀ ଶ୍ରୀ ଚରଣ ରେ ଦେଇ ପାରିବେ ଏଥିରେ ତାଙ୍କର କିମ୍ବା ତାଙ୍କ ଘରେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ଯିଏ ପ୍ରଭୁ ନୁହନ୍ତି ସେ କଦାପି ତିଷ୍ଠି ପାରିବେ ନାହିଁ । ଯେଉଁ ମାନେ ଆକ୍ଷେପ କରୁଛନ୍ତି ଯେଉଁ ଛୋଟ ପିଲା କୁ ତୁଳସୀ ପାଦ ରେ ରଖିବା କଥା କୁ ନେଇ ସେ ପିଲା କାହିଁକି ସ୍ବୟଂ ନାରାୟଣ ହୋଇ ନ ଥିବେ ? ଏହି କଥା ଟିକେ ପ୍ରଭୁ ଜଗନ୍ନାଥ ଙ୍କୁ ଭକ୍ତି ଭାବ ରେ ପଚାରନ୍ତୁ ନିଶ୍ଚୟ ଉତ୍ତର ମିଳିବ ।। ଆଉ ଏକ ଉତ୍ତର କି ପ୍ୟାଣ୍ଡ ସାର୍ଟ ପିନ୍ଧିବା କଥା, ଯେଉଁ ଯୁଗ ପ୍ରଭୁ ସେହି ଯୁଗ ରେ ସେହି ଭଳି ବେଶ ହୋଇ ଥାଆନ୍ତି । ଗୋପାଳ ବେଶ ହୋଇ ଗୋପ-ଗୋପୀଙ୍କ ସହ ନାଚୁ ଥିଲେ ବୋଲି ସ୍ବୟଂ ବ୍ରହ୍ମ ଦେବ ମାୟା ରେ ପଡିଗଲେ ।। ଆଉ ଆପଣ କଣ ଜାଣିବେ ?? କେବଳ ଭକ୍ତି ଭାବ ରେ ଜାଣିପାରିବେ, ଜ୍ଞାନ ରେ କଦାପି ପାଇବେ ନାହିଁ।
@RMranju
@RMranju Күн бұрын
ପ୍ରଥମେ ଆପଣ ସାଧୁର ଲକ୍ଷଣ କଣ ଜାଣିବାକୁ ପ୍ରୟାସ କରନ୍ତୁ ଏବଂ ତାକୁ ପାଳନ କରିବାକୁ ଚେଷ୍ଟା କରନ୍ତୁ। ଆପଣ ସେତିକି ଭକ୍ତି ଓ ନିଷ୍ଠାରେ ଥିଲେ ମହାପ୍ରଭୁ ଆପଣଙ୍କୁ ନିଶ୍ଚୟ ଅନୁଭୂତି ଦ୍ୱାରା ଜଣେଇଥାନ୍ତେ। ଏବେ ଯାଏ ଆପଣ ପ୍ରଭୁଙ୍କୁ ଜାଣିପାରୁ ନାହାଁନ୍ତି ମାନେ ନିଜ ଭିତରେ ପରିବର୍ତ୍ତନର ଆବଶ୍ୟକତା ଅଛି।🙏
@adyasatyayug6848
@adyasatyayug6848 Күн бұрын
Mahaprabhu maa tulashinku baradan deithile mastak dharan karibe boli
@adyasatyayug6848
@adyasatyayug6848 Күн бұрын
Kali sesa hela prabhu kalki aasile tulashi maa nka sthana jeunthi seithi hin se puja pauchhanti.
@Tripathy-n6k
@Tripathy-n6k Күн бұрын
ଯୁଗେ ଯୁଗେ ମହାପ୍ରଭୁ ଅବତାର ନିଅନ୍ତି କେବଳ ଭକ୍ତ ମାନେ ହିଁ ମହାପ୍ରଭୁ ଙ୍କୁ ଚିହ୍ନି ପାରନ୍ତି।ପ୍ରତ୍ୟେକ ଯୁଗରେ କିଛି ମାନବ ମହାପ୍ରଭୁ ଙ୍କୁ ଚିହ୍ନି ନପାରି ଏହିପରି ଭାବରେ ନିନ୍ଦା କରନ୍ତି।ତେଣୁ ସମସ୍ତଙ୍କୁ ଅନୁରୋଧ ମାଳିକା କୁ ପଢନ୍ତୁ ଓ ସତ୍ୟ ପଥରେ ଅଗ୍ରସର ହୋଇ ମହାପ୍ରଭୁ ଙ୍କ ଶରଣାପନ୍ନ ହୁଅନ୍ତୁ।
@I.Tripathy24
@I.Tripathy24 Күн бұрын
କେଉଁଠି ଲେଖା ଯାଇନି କି ସାଧୁ ପାନ ଖାଆନ୍ତି। କିଏ ଖେଳ ଖେଳୁଛି ଆଉ କିଏ ଖେଳ ଖେଳାଉଛି ଆପଣ ପରେ ଜାଣିବେ ଏବଂ ଧର୍ମ ଅଧର୍ମ ର ବିଚାର ସ୍ୱୟଂ ମହାପ୍ରଭୁ କରିବେ। ସାଧାରଣ ମନୁଷ୍ୟ ନୁହଁ।
@riakaur225
@riakaur225 Күн бұрын
Om shri shri shri satya Ananta Madhabaya Namah 🌷💐🏵️⭕‼️⭕🙏🏼🙏🏼
@_Mishra556
@_Mishra556 Күн бұрын
ଆମେ ତ ଆପଣ କଣ କରୁଛନ୍ତି ଆମେ କହୁନାହୁଁ ? ଆପଣ କାହିଁକି କହୁଛନ୍ତି କିଏ କଣ କଲେ ? ପରମ ଈଶ୍ୱର କେଉଁ ସାଧୁ ନୁହଁ , ପ୍ୟାଣ୍ଟ୍ ସାର୍ଟ ପିନ୍ଧିବେନି କଣ - ଯେଉଁ ଯୁଗ ସେମିତି ପରିପେଟି ତାଙ୍କର ରହେ । ମହାପ୍ରଭୁ ଅଛନ୍ତି , ତାଙ୍କ ଛଡ଼ା ତୁଳସୀ କୁ ଧାରଣ କରିବାର ଶକ୍ତି କାହା ପାଖେ ନାହିଁ । ତେଣୁ ଆପଣ ଯଦି ପ୍ରକୃତ ସାଧୁ କାହା ବିଷୟ ରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ସେ ଇଶ୍ଵର ବୋଲି ପ୍ରମାଣିତ କରି ନାହାନ୍ତି ଚେତୁଆ ପବିତ୍ର ଭକ୍ତ ମାନେ ହିଁ ପ୍ରଭୁ ଙ୍କ କର୍ମ ଠାଣି ରୁ ଜାଣି ପାରିବେ । ମାଳିକା ପଢ଼ି କିଏ ପ୍ରଭୁ ବୁଝିପାରିବେ । ସେ ତ ଆପଣ ମାନଙ୍କ ପରି ସାମନା କୁ ଆସି କେବେ କହୁ ନାହାନ୍ତି କି କେଉଁ ମିଡିଆ ସାମନା ରେ ପୂଜା ହେଉ ନାହାନ୍ତି । ଆପଣ ମାନେ ତାଙ୍କୁ ଓଲଟି viral କରୁଛନ୍ତି। ସେ ସତ୍ୟ ତାହା ସାମନାକୁ ବି ଆସୁଚି ।
@bibekanandaswain3404
@bibekanandaswain3404 Күн бұрын
100% satya
@RabiNarayanapallai
@RabiNarayanapallai Күн бұрын
Ooonnmmmm Sree Sree GURU DEVAYAH NAMO NAMAH.......
@Tripathy-n6k
@Tripathy-n6k Күн бұрын
ପ୍ରଥମେ ତ ଜଣେ ସାଧୁ ବ୍ୟକ୍ତି ପାନ ଖାଇବାର ଆମେ କେବେ କାଇଁ ଦେଖିନୁ।ଆଉ ଆପଣ ଙ୍କ ର ବ୍ୟକ୍ତିତ୍ଵ ରୁ ଆପଣ କେତେ ସାଧୁ ତାହା ମଧ୍ୟ ଜଣାପଡୁଛି। ଆଉ ଯେଉଁ ଧର୍ମ ଓ ଅଧର୍ମ ର କଥା କହୁଛନ୍ତି , କଣ ଧର୍ମ ଓ କଣ ଅଧର୍ମ ସେଇଟା କେବଳ ମହାପ୍ରଭୁ କହିବେ ଆପଣ କହିବା ପାଇଁ କିଏ?
@adyasatyayug6848
@adyasatyayug6848 Күн бұрын
Maa tulashi Mahaprabhunka sricharane lage sashtra re varnan achhi
@Jaymadhaba
@Jaymadhaba 4 сағат бұрын
ଆପଣଙ୍କ ସବୁ ମତାମତ ଭିତରୁ ଗୋଟିଏ ଭୁଲ, କଣ ସେ ଭୁଲ ଯେ ତୁଳସୀ ଚଢା କଥା, ତୁଲସୀ ଯେଉଁ ଜାଗା ରେ ପୂଜାପାଇବ, ତାହାକୁ ଅଟକାଇବା ପାଇଁ କାହାର ଶକ୍ତି ନାହିଁ, ଜୟଶ୍ରୀ ମାଧବ🙏🚩🏹🏹🏹🏹🏹🌺
@PariPrakash3790
@PariPrakash3790 Күн бұрын
ପାନ ଖିଆ ତୁ କଣ ସାଧୁ।
@riakaur225
@riakaur225 Күн бұрын
Thank you for giving us wrong information from any where you are also looking like sadhu🙏🏼⭕‼️⭕ Om shri shri shri satya Ananta Madhabaya Namah 🪷🌺🪷
@RAJKUMARGOCHHAYAT-n8e
@RAJKUMARGOCHHAYAT-n8e 2 күн бұрын
ହରି ଓଁ ନମେ ନାରାୟଣ ପ୍ରଭୁ
@khirodbiswal2744
@khirodbiswal2744 2 күн бұрын
Jay Jagannath Swami 🌹🙏🙏🌹
@ATripathy-328
@ATripathy-328 Күн бұрын
ଆପଣ ତ ସାଧୁ ସେଇଟା ଆପଣ ଙ୍କ behavior ରୁ ଜଣା ପଡୁଛି🙏🏼ଆଉ ଆପଣ ଯଉ କହୁଛନ୍ତି ଅଧର୍ମ କାଉଟା ଅଧର୍ମ କାଉଟା ଧର୍ମ ସେଇଟା ମହାପ୍ରଭୁ କହିବେ ଆପଣ କହିବା ପାଇଁ କିଏ
@jbaisureya3027
@jbaisureya3027 Күн бұрын
Pana khai alpa gyana jani media re byte daba ru nibruta ruhantu
@dibakarmishra1706
@dibakarmishra1706 2 күн бұрын
ପାଦରେ ତୁଳସୀ ଚଢାଇବେ ବସି ଚ଼େଲିଙ୍କୁ ଭାରିଜା କରି ।ଅଘୋରୀ ରୂପ ଯେ ଧରିବ କଳକୀ ଖାଇବ କଲିଜା ଚ଼ିରି।
@bibekanandaswain3404
@bibekanandaswain3404 Күн бұрын
ଜେମିତି ଘୁଷୁରି ଅଖାଦ୍ୟ କୁ ତ୍ୟାଗ କରି ଗାଈ କ୍ଷୀର କୁ ପାନ କଲେ ଓ ଦେହରେ ପବିତ୍ର ଗଙ୍ଗା ଧୂଳି ଲଗାଇ ଗାଈ ଭଳିଆ ଆଚରଣ କଲେ ମଧ୍ୟ ଗାଈ ହୋଇ ପାରେ ନାହିଁ ଆପଣ ସାଧୁଙ୍କ ବସ୍ତ୍ର ପରିଧାନ କଲେ ମଧ୍ୟ ଆପଣମାନଙ୍କ ଠାରେ ସାଧୁର ଲକ୍ଷଣ କିଛି ଦେଖା ଯାଉନି.ଜିଏ ବିଶ୍ଵ ବ୍ରହ୍ମାଣ୍ଡ ର ନାଥ ତାଙ୍କୁ ସିଖେଇବେ କଣ ସିଏ ପିନ୍ଧିବେ ଆଉ ନ ପିନ୍ଧିବେ.ଯୁଗ ଅନୁସାରେ ଚଳନି.ସିଏ ପ୍ରଭୁ ହେଲେ ତୁମର ଅସୁବିଧା କଣ ହେଲା.ଆପଣ ନିଜକୁ ପ୍ରଭୁ ସଜେଇ ଦିଅନ୍ତୁ ଆଉ ପ୍ରଚାର କରନ୍ତୁ କିଏ ମନା କରୁଚି.ଜିଏ ଭଗବାନ ସିଏ ସବୁ କିଛି କରିପାରିବେ.ତୁଳସୀ ମାତାଙ୍କୁ କୋଉଠି ସ୍ଥାନ ଦେବେ ଭଗବାନ ବିଚାର କରିବେ ଆପଣ ବିଚାର କରିବାକୁ କିଏ.
@adyasatyayug6848
@adyasatyayug6848 Күн бұрын
Ye dhara re jete pandita Mahagyani achha, sashtra re dekha maa tulashi Mahaprabhunka keunthi lage
@bibekanandaswain3404
@bibekanandaswain3404 Күн бұрын
ଭାଗବତ ମହାପୁରାଣ ତ୍ରିଂସ ଅଧ୍ୟାୟ ଗୋପ ଲୀଳା ରେ ଗୋପୀ ମାତା ମାନେ ପ୍ରଭୁ ଙ୍କୁ ପ୍ରାର୍ଥନା କରି କହିଛନ୍ତି ଭୋ ନାଥ ତୋହର ପୟରେ । କମଳା ସେବେ ନିରନ୍ତରେ ।। ଆମ୍ଭର ପ୍ରିୟ ଅଟୁ ତୁହି । ଆଶା ନ ଛେଦ ଭାବଗ୍ରାହୀ ।। ତୋହର ପାଦର ତୁଳସୀ । ମାଳା କରିଣ ବ୍ରହ୍ମ ରାଶୀ ।। କବରୀଭାର ସଜ କରି । ତୋ ପାଦେ ସେବିବୁ ମୁରାରୀ ।। ଶାସ୍ତ୍ରରେ ମଧ୍ୟ ପ୍ରମାଣ ମିଳୁଛି ଜିଏ ପ୍ରଭୁ ସିଏ ଶ୍ରୀ ଚରଣ ରେ ତୁଳସୀ ମାତାଙ୍କୁ ଧାରଣ କରିପାରିବେ।ଜୟ ଶ୍ରୀ ମାଧବ
@manojnayak153
@manojnayak153 7 сағат бұрын
Pana khia bhanda sadhu
@nimaidas961
@nimaidas961 8 сағат бұрын
Jadi photo bhairal karicha tara puraskar miliba. Bhagaban kahar garba sahi nahanti. Nali sopha basile kahi rakhya karibeni. Nijaku sudhara kara. Agami dina re nischita parikhya heba. Au jaumane nisa drabya grahan karanti tahale semanku Maa mane parikhya neba.
@Chihiruvlog
@Chihiruvlog 2 күн бұрын
ଆପଣ ଠିକ୍ ବିଚାର କରିଛନ୍ତି ବାବା
@VlogStart1
@VlogStart1 2 күн бұрын
ଠିକ୍ ଅଛି ଆମେ ଜଳ ନେବୁ ଆପଣ ଯଜ୍ଞ କରିବେ ଦେଖିବା
@Jashobantasahoo1998
@Jashobantasahoo1998 Күн бұрын
Sadhu jadi sadhu ra lakhyana kichi nahi basibara santhana nahi, pana khauchanti, ete pana khantuni n hele last ku medical jibe.
@Senapati10
@Senapati10 Күн бұрын
Takshyaka nka ra kn 5fana ,sesa Naga ananta nk upare basiki kahuchu takshyaka
@ranjan6148
@ranjan6148 19 сағат бұрын
Katha Pura right kintu Nisha khaani bhai
@nimaidas961
@nimaidas961 8 сағат бұрын
Tama katha manikari chaliba. Naa rupa bani karma besa sadhu ra kaunasi Guna nahi.
@allhindisongsahs580
@allhindisongsahs580 2 күн бұрын
ସେଇ ଲୋକଟା କିଏ
@bapikumar6809
@bapikumar6809 7 сағат бұрын
Au au kn heuchhu gehu gheu ho toutor
@allhindisongsahs580
@allhindisongsahs580 2 күн бұрын
ସେହି ଫଟୋ କେମିତି ମିଳିବ
@bapikumar6809
@bapikumar6809 7 сағат бұрын
Mo Banda baba to gandire padiba raha banda baba maghia jhabada 😂😅
@Senapati10
@Senapati10 Күн бұрын
Tu ta nijaku iswar kahunu , benu baba tothu kete bada hebe bayasare tu tanku kire beni emiti kahuchu tu kie tahele
@Senapati10
@Senapati10 Күн бұрын
Tu jadi bramhaa tu Kai nijaku media re prastuta karuchu Atmaghosita hauchu gupta re raha ete dekhdihaba ra mane
@Senapati10
@Senapati10 Күн бұрын
Bhagaban nku tulasi lagibani tu gote mathadisa heiki kemiti pan khauchu na mada b achi
@ranjan6148
@ranjan6148 19 сағат бұрын
Are bhai mu sakhi achhi mo pakhare sabu photo ashhi
@nimaidas961
@nimaidas961 8 сағат бұрын
Maa mane parikhya nauchanti. Photo dekhile tate chadidebe.
@nimaidas961
@nimaidas961 8 сағат бұрын
Are se jane pujari anargala gapi chali chanti . Tate sai rakhya karibeni jadi bhala gati tahale trishandhya au Bhagawat patha kar. Tu kan photo katha kahuchu nija jibana au paribar Rakha Kariba katha bhabe.
@ranjan6148
@ranjan6148 6 сағат бұрын
@@nimaidas961 mu kan eathi gapa bahi padhuchhi murkha manisha tume sabu bhanda sabuade matichha ame sada bele tri Sandhya Karu niti bhagabat patha Karu kintu tumar jou trisandya sloka seguda amar nuhe maa amar niti rati 3taru thare dina 12tare thare puni rati 7ta re arati tume kan khali trisandhya karuchha Mane Mane seguda kichhi nuhe maa tumaku khali bhanduchhanti thakura namare
@ranjan6148
@ranjan6148 6 сағат бұрын
@@nimaidas961kemiti katha barta karahue tume janina maa tu ta re ra band kar maa bhal manisha bhali katha hua Karan tume madhabaku Dak ki Krishna ku daka sabu mo pravu tenu teme taink bhakta tenu bhakta bhakta bhali katha huaa
@ranjan6148
@ranjan6148 5 сағат бұрын
@@nimaidas961 ahuri 2000barsha tume Mane rahiba au eamane jou tumaku darei kalki kathakahi tuma manaku biswas karei khali thakuchhanti mahaprabu nije jagarnath kalki hebe se ajoni sambhuta se nije madhab Kashi pua nuhe
@slayeropbolte2978
@slayeropbolte2978 2 күн бұрын
pua pana tike Kam kha a anurodh.jaha kahil thik
This mother's baby is too unreliable.
00:13
FUNNY XIAOTING 666
Рет қаралды 34 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 3,7 МЛН
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 100 МЛН
Israel to decide its attack on Iran! || Kalinga TV
11:16
Kalinga TV
Рет қаралды 9 М.