KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Childhood Memories || ପିଲାଦିନର ଅଭୁଲା ଗୀତ
27:10
Odia Old Album Song // Odia Nonstop Album Song // Odia Romantic Album Song
28:33
REAL or FAKE? #beatbox #tiktok
01:03
UFC 310 : Рахмонов VS Мачадо Гэрри
05:00
ЧТО ОПАСНЕЕ? ОТВЕТЫ ВАС ШОКИРУЮТ... (1% ОТВЕЧАЮТ ПРАВИЛЬНО) #Shorts #Глент
00:38
#JasonDeruloTV // Funny #GotPermissionToPost From @SofiManassyan #SlowLow
00:18
School Days Songs || ଆମ ସ୍କୁଲ୍ ଯିବା ସମୟର ଗୀତ
Рет қаралды 1,921,615
Facebook
Twitter
Жүктеу
1
Жазылу 161 М.
bhikari bal official
Күн бұрын
Пікірлер: 1 200
@sanujadalabehera5717
11 ай бұрын
ପ୍ରାଥମିକ ବିଦ୍ୟାଳୟ ସାହିତ୍ୟ ବହିର କବିତା ଗୁଡ଼ିକୁ ସଙ୍ଗୀତ ମାଧ୍ୟମରେ ଶୁଣାଇ ବୟସ୍କ ବ୍ୟକ୍ତି ମାନଙ୍କ ପିଲା ସମୟ ର ଅନୁଭୂତି ମନେ ପଡିଯାଏ। ପରିବେଷଣକାରି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।❤❤❤
@bhikaribalofficial
11 ай бұрын
Han amari prayasa sikshya sangita madhyamare paribesana kariba .
@AamaGaonAamaMati
11 ай бұрын
🙏🙏🙏
@LaluprasadLaluprasad-w7f
11 ай бұрын
❤
@jagasahu3743
11 ай бұрын
Nice ❤❤❤😢😢😢
@kelanga-2awc453
11 ай бұрын
31:51 @@bhikaribalofficial
@rajalaxmimallick1838
8 ай бұрын
କବିତା ମାଧ୍ୟମରେ ପିଲା ଦିନର ସ୍ମୃତିକୁ ମନେ ପକାଇ ଦେଇଥିବାରୁ ଅଶେଷ ଧନ୍ୟବାଦ
@sanatanlenka1320
9 күн бұрын
Suni ki bayas kimibar anuvab
@mohantymanas4881
10 ай бұрын
ଏବେବି ଇଚ୍ଛା ହୁଏ ସେହି ସମୟକୁ ଫେରିଯିବା ପାଇଁ। ପିଲା ଦିନକୁ ମନେପକାଇ ଦେଇଥିବାରୁ ହୃଦୟରୁ ଧନ୍ୟବାଦ୍।
@Sumitsinghrose999
8 ай бұрын
ମୁଁ ଓଡ଼ିଆ ବୋଲି ଗର୍ବିତ। ସଙ୍ଗୀତ ଗୁଡ଼ିକ ପୁର୍ନବାର ବିଦ୍ୟାଳୟ ର ପରିବେଶ କୁ ନେଇଗଲା। ଆପଣକୁ ଧନ୍ୟବାଦ୍।
@sayedsulemanali
9 ай бұрын
ଗୀତ ଗୁଡିକ ଶୁଣି ବିଦ୍ୟାଳୟ ଦିନର କଥା ମନେ ପଡ଼ିଗଲା 😊
@SAGARSINGHSARADIHASARATMAYURBH
9 ай бұрын
ବହୁତ ବଢିଆ ସାର୍, ବହୁତ ବହୁତ ଧନ୍ୟବାଦ୍ ଅତିତର ସ୍ମୃତିକୁ ଜାଗୃତ କରିଥିବାରୁ ଆପଣ ଆମମାନଙ୍କୁ ବାଲ୍ୟାବସ୍ଥାକୁ ଫେରା ନେଇଛନ୍ତି। ନମସ୍କାର 🙏
@sudhirguntha2251
8 ай бұрын
ଆମ ଅଭୁଲା ସ୍ମୁତି କୁ ସାଉଁଟିବା ନିମନ୍ତେ ଆପଣଙ୍କ ଏହି ପ୍ରୟାସ ଅତି ପ୍ରଶଂସନୀୟ l🙏
@harapriyapratihari9916
21 күн бұрын
ବାସ୍ତବରେ କେତେ ସୁନ୍ଦର ସମୟ ଥିଲା 🙏🙏ଅଶେଷ ଧନ୍ୟବାଦ ଆପଣ ଙ୍କୁ ପୁରୁଣା ସ୍ମୃତି tk ମନେ ପକାଇଦେଇଥିବାରୁ.
@kalakarmahanta2085
9 ай бұрын
ମୁଁ ପଞ୍ଚମ ଶ୍ରେଣୀରେ ପଢ଼ିଥିଲି ଏଇ କବିତା ଶିଖିବା ପାଇଁ ଅନେକ ମାଡ ଖାଇଛି ❤❤❤❤❤ ସେଦିନର ଏଇ ପୁରୁଣା ସ୍ମୃତି ମନେ ପଡିଯାଉଛି 💝💝💝
@sameerbehera2603
8 ай бұрын
Bhai b mada khaichi
@somefactwithus473
6 ай бұрын
Mu bi brabala khaichi bhai
@AnimaGouda-j7h
5 ай бұрын
Keu ମସିଆ song
@somanathbehera7758
4 ай бұрын
@@AnimaGouda-j7h tume janiparibani
@panchananpradhan3506
3 ай бұрын
ମୁଁ ବି ମାଡ଼ ଖାଇଛି ଭାଇ 😂
@drdcsarangi-wp8so
10 ай бұрын
ଗୀତ ଗାଉଥିବା ବ୍ୟକ୍ତିଙ୍କୁ ଅଶେଷ ଧନ୍ୟବାଦ ପିଲାଦିନ ମନେପଡେ। ଶୁଭକାମନା।
@snehalatamurmu3961
8 ай бұрын
Sir namaskar🙏 ଏହି ଗୀତ ଟି ମୁଁ ଦୁଇ ମାସ ବାଦ ରେ ପାଇଲି ଆଉ ପାଇଛି ବହୁତ ଖୁସି ଲାଗିଲା . ସେଇ ପୁରୁଣା ସ୍ୱର ଯାହାକୁ ମୁଁ ସେଇ ସ୍ୱର ରେ ଗାଉ ଥିଲି. ବହୁତ ବହୁତ ଧନ୍ୟବାଦ ସାର ଆପଣଙ୍କୁ 🙏
@rameshmalik4723
6 ай бұрын
ବହୁତ ସୁନ୍ଦର ପୁରୁଣା କଥା ମନେ ପଡ଼ିଯାଏ ଏ ଗିତ ଶୁଣିଲେ ପିଲାଦିନ ଫେରି ଆସନ୍ତା ଜୟ ଜଗନ୍ନାଥ ସ୍ବାମୀ ❤❤❤
@padmanbidika7119
4 ай бұрын
❤
@jaykrushnabarik6137
11 ай бұрын
ଏହି ଗୀତ ଶୁଣି ମୋ ବିଦ୍ୟାଳୟର ସାହିତ୍ୟ ଦିଦି ,sir ଙ୍କ କଥା ମନେ ପଡ଼ୁଚି ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା କି କାହାରି ମନରେ ରାଗ ଅହଙ୍କାର ନଥିଲା ସବୁ ଭାଇ ଭାଇ ଥିଲେ miss you 😢😢😢😢😢😢😢
@OdiaKatoon
11 ай бұрын
😢😢😢😭😭
@BibhutiBibhutimaharana-u1l
9 ай бұрын
@BibhutiBibhutimaharana-u1l
9 ай бұрын
😮❤😅😮😅😢😢😅😢😅😮😮😮😮😅
@kalpanahota8047
6 ай бұрын
Satare,pila Dina ra sei Gita ghosa class room re...kete bhalodipaka sate thila,.😢😢sabu aji mane PADI jauchi au akhil re luha asi jauchi. Thank u ❤
@manasranjansahu9174
8 ай бұрын
ଭଲ ଲାଗିଲା ସାର୍। ଆପଣ ଜଦି ଗିତ ବାଜିଲା ବେଳେ ସେହି ବହିର ଛବି ଗୁଡିକ ଏବଂ ବହିର ଚିତ୍ର ଗୁଡିକ ଦେଇଥିଲେ ଆହୁରି ଅଧିକ ଭଲ ହେଇଥାନ୍ତା ❤ ଧନ୍ୟବାଦ ଆପଣଙ୍କୁ❤
@spokenenglishwithsumatiajo5049
8 ай бұрын
ସରକାରୀ school କୁ ହିନ ଭାବୁ ଥିବା ଲୋକେ ଶୁଣନ୍ତୁ କେତେ ଭାବ ଗର୍ଭକ ଗୀତ ଗୁଡ଼ିକ...ସରକାରୀ school ଶିଖେଇ ପାରିବ,ଜୀବନ ଯୁଦ୍ଧ ରେ ସାହସ ର ସହ ଲଢ଼ିବା।ବହୁତ୍ ଭଲ ଲାଗିଲା ଗୀତ ଗୁଡ଼ିକ।ଗୋଟିଏ ଭଙ୍ଗା ଦଦରା school ଥିଲା ମୋର୍।ଆଜି ବହୁତ୍ ସୁନ୍ଦର୍ ହେଇ ଯାଇଛି।ଦେଇ ରାସ୍ତା ଦେଇ ଗଲେ ଇଚ୍ଛା ହୁଏ ମୋ ସ୍କୁଲ କୁ ପ୍ରଣାମ ଟିଏ କରିବାକୁ।ଆଉ ମୁଁ ପ୍ରଣାମ ଟିଏ କରି ମଧ୍ୟ ପକାଏ।।ଆମ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୃଦ୍ଧାବସ୍ଥା ରେ ଉପନୀତ।ହେଲେ ଆଜିବି ତାଙ୍କ ଆଖି ମୋତେ ଚିଂହିଁ ପାରେ।ମୋ ନାଆଁ ବି ମନେ ରଖିଛନ୍ତି।ଆଉ ମୁଁ ନତ ମସ୍ତକ ରେ ପ୍ରଣାମ ଟିଏ କରେ।ଲାଗେ ସେଇ ପିଲା ଦିନ କୁ ଫେରି ଯାଇଛି।ଆଖିରେ ଲୁହ ଆସିଗଲା ମୋର୍।
@sitaramsahoo3913
8 ай бұрын
Yes mam
@DevineGamerz1
7 ай бұрын
Omra bie eka mata e sabu dekhi mu koha sambhali paruni akhire luha asi jauchi
@satyajetsahu6715
7 ай бұрын
Right
@SangramPurohit
7 ай бұрын
Ama bele sarakari school ra maryada thila abe au nahi😢
@onlineodisha6994
6 ай бұрын
Ohhh... ଦିଦି kn କହିଦେଲେ ସ୍କୁଲ ଦିନ କଥା ସତ ରେ ଲୁହ ଆସିଗଲା
@krishnachandrasabar4771
6 ай бұрын
ବହୁତ ବହୁତ ଧନ୍ୟବାଦ ପିଲାଦିନର ସୃତିକୁମନେ ପଡିବା ସେହି ସମୟ ଆସନ୍ତା କି
@dhaneswarmallikdhana1631
8 ай бұрын
ସତରେ ଆମ ବାପା, ମାଆଙ୍କ ଅମଳର କବିତା ସବୁକୁ ଗୀତ ମଧ୍ୟମରେ ଉତ୍ଥାପନ ଅତ୍ୟନ୍ତ ଉଚ୍ଚ କୋଟିର, ହୃଦୟରୁ ଅଭିନନ୍ଦନ ଜଣାଉଛି
@MadhusudanKutua
7 ай бұрын
ଦୀର୍ଘ ୩୭ବର୍ଷପରେ ଆଜି ମନେ ପଡ଼ିଯାଉଛି ସେଇ ପିଲା ଦିନ, ସେଇ ଖପର ଛାଉଣି ସ୍କୁଲ, ସେଇ କବିତା କବିତାରେ ଥିବା ଫଟୋଗୁଡ଼ିକ , ଡିବିରି ଆଲୁଅରେ ରାତିର ପାଠପଢ଼ା ଓ ସେଇ ମୋର କାଲି ସରିଯାଇଥିବା ପେନ ଆଉ ମୋ ଅଜାଙ୍କ ପ୍ରଶ୍ନ |ମୋର ଗୁରୁଜୀ ଗୁରୁମା ଙ୍କୁ କୋଟି ନମସ୍କାର , ଆପଣଙ୍କୁ ଅଶେଷ ଧନ୍ୟବାଦ ❤❤❤❤
@managobindapatra4764
9 ай бұрын
ବାସ୍ତବିକ୍ ଏହି ଗିତ ଶୁଣିଲେ ଏବେ ଆମ ଆଖିରୁ ଲୁହ ଆସିଯାଏ, ସେତେବେଳର କଥା ସବୁ ମନେ ପଡ଼େ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
@rinkusahu6589
8 ай бұрын
❤❤
@Sagarkumar-9494
5 ай бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଆମର ସେଇ ଓଡ଼ିଆ ଭାଷା ସାହିତ୍ୟରେ ଆହାଃ କୀ ସୁନ୍ଦର 😢😢😢😢
@debadattjena7505
7 ай бұрын
ପିଲା ଦିନ ମନେ ପଡିଗଲା । ଅଶେଷ ଧନ୍ୟବାଦ
@krushnachandrabehera314
11 ай бұрын
🙏ଭାଇ ସତରେ❤ ଅତି ସୁନ୍ଦର ମହତ୍ଵ ପୂଣ୍ୟ ସଂଗୀତ ପାର୍ଥନା ଆଜି ବି ମନେପଡୁଛି
@sibabadatya8937
10 ай бұрын
ଛୋଟ ବେଳର ଗୀତ ମନ ପକାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ❤❤❤❤❤
@chandusoren2815
4 ай бұрын
ସତରେ ପିଲା ବେଳ କଥାମନେ ପଡ଼ିଗଲା । ଧନ୍ୟବାଦ ।
@NarayanaMallik-c7v
25 күн бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋ ପିଲା ଦିନ ସ୍ମୃତି କୁ ମନେପକେଇବା ରୁ 🙏🙏
@biswajitpattnaik9325
4 ай бұрын
ଅତି ଉଚ୍ଚ କୋଟିର ପ୍ରୟାସ।ପୁରୁଣା କବିତା ଗୁଡିକୁ ଗୀତମାଧ୍ୟମରେ ମନେ ପକେଇଥିବାରୁ ଅଶେଷ ଧନ୍ୟବାଦ।ଆଜି ଏହା ମାଧ୍ୟମରେ ମୋର ସେହି ଶିକ୍ଷକ ମନେ ମନେ ପଡନ୍ତି।
@archanadash776
6 ай бұрын
ଅନେକ ଖୋଜିଛି " ଧାରା ଶ୍ରାବଣ ମାସ" ଗୀତ ଟିକୁ କିନ୍ତୁ ପାଇନି। ଧନ୍ୟବାଦ୍ ଆପଣଙ୍କ ପାଇଁ ଖୋଜିବାର ଅନ୍ତ ଘଟିଲା।🙏🙏
@sumimahanand
4 ай бұрын
ଆହା କି ଆନନ୍ଦ👍
@laxmikantameher7232
7 ай бұрын
ମହାନ୍ ଆମ ଓଡ଼ିଆ କବି, ଲେଖକ ତାଙ୍କର ଶବ୍ଦ ମଧୁର୍ଯ୍ୟ ବର୍ଣ୍ଣନା। ଜୟ ଓଡ଼ିଆ ଭାଷା ସାହିତ୍ୟ❤❤
@amirsahu46
11 ай бұрын
ଛୋଟ ବେଳ ର କଥା ମନେ ପକାଇ ଦେଲ । ଏହି ସବୁ ଗୀତ ବହୁତ ସୁନ୍ଦର ଭାବେ ପରିବେଷଣ କରିବା ପାଇଁ ଅଶେଷ ଅଶେଷ ଧନ୍ୟବାଦ ❤❤❤❤
@meerapattnaik2634
11 ай бұрын
Thanks
@upendrabarik7142
3 ай бұрын
Many many thanks to the organizers. It proves that OLD IS GOLD. There is no requirement development as the so called development has destroyed the Humanity and Rationality.
@LohitkiranMeher-m3c
11 ай бұрын
ଛୋଟ ଦିନର ବହି ଗୀତ କୁ ମନେ ପକାଇ ଦେଇ ଥିବାରୁ ବହୁତ ଧନ୍ୟବାଦ
@RajaBabu-jj8ri
5 ай бұрын
ଅତି ସୁନ୍ଦର ପ୍ରୟାସ
@JayakrisnaChhatria
5 ай бұрын
ବହୁତ ଭଲ ଲାଗିଲା ପିଲା ବେଳ ସ୍କୁଲ ଲାଇଫ କଥା ମାନେ ପଡିଗଲା
@rabindrakumarmajhee1269
4 ай бұрын
ଜୟ ଜଗନ୍ନାଥ ପିଲାଦିନର ଅଭୁଲା ଓ ଦୁର୍ଲ୍ଲଭ ଅତୀତକୁ ମନେପକାଇ ଅପୂର୍ବ ଆନଦ ଦେଇଥିବାରୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି l
@rabindranathsahu8712
7 ай бұрын
ମୋ ମାଆଙ୍କ ପଢ଼ିଲାବେଳର ପାଠ - ଧାରା ଶ୍ରାବଣ ମାସ। ବହୁତ ମନେ ପଡେ ଏ ଗୀତ। ❤
@ମୋକବିତାmypoetry
8 ай бұрын
ଯେଉଁ ମାନେ ଏ କବିତା ଲେଖି ଯାଇଛନ୍ତି ସେମାଙ୍କୁ କୋଟି କୋଟି ନମସ୍କାର 🙏
@pankajinigiri6379
8 ай бұрын
ମୋ ସ୍କୁଲ ସମୟର ଗୀତ ସତରେ ବହୁତ ଭଲ ଥିଲା ସେତେ ବେଳେ ଅଭୁଲା ସ୍ମୃତି ଗୁଡ଼ିକ ମନେ ପଡିଲା ପରେ ବହୁତ୍ ଖୁସି ଲାଗେ
@mohammedasgaralli2253
8 ай бұрын
ଅତି ଉଚ୍ଚକୋଟୀର, ଅତି ଶିକ୍ଷଣୀୟ । ସମସ୍ତେ ଥରେ ହୃଦୟଙ୍ଗମ କରି ଦେଖନ୍ତୁ ।
@redzone_gaming123
6 ай бұрын
ଏସବୁ ସ୍କୁଳରେ ଆଉ ନାହିଁ ଧନ୍ୟବାଦ ବନ୍ଧୁ ମୋର ପୁନର୍ବାର ସେ ସ୍ମୃତି ସବୁ ଫେରିଗଲ ା ବହୁତ ବହୁତ ଧନ୍ୟବାଦ❤❤
@suryakantasethi2791
8 ай бұрын
ଅତୀତର ସ୍ମୃତି କୁ ସାଉଁଟି ଆଣିବା ଏତେ ସହଜ କଥା ନୂନ୍ହ, ଧନ୍ୟବାଦ ଆପଣଙ୍କର ପ୍ରାୟଶ ବହୁତ୍ ଉଚକୋଟିର 🙏
@pintusahu8793
5 ай бұрын
ଅତି ସୁନ୍ଦର ଆମ ଏ ଓଡ଼ିଆ ପୁରୁଣା ଗୀତ । ଆଜିର ଏହି ନୂତନ ଦିନରେ ଆସୁଥିବା ନୂତନ ଗୀତ ଗୁଡିକରେ ଏଭଳି ମାଧୂର୍ଯ୍ୟ କଉଠୁ ଆସିବ !
@kishortripathysongs1094
10 ай бұрын
ଏହି ଗିତ ଶୁଣି ସେହି ପିଲାଦିନ କଥା ଏବଂ ସାଥି ମନକୁଂ ମନେ ପଡି ଆଖିରୁ ଲୁହ ବାହାରି ପଡିଲା😢😢😢ଜଦି ପୁନି ଥରେ ସେହି ପିଲାଦିନ କୁ ଫେରି ଜାଈ ପାରନ୍ତେ ଭଲ ହୋଈଥାନ୍ତା।
@ଭିଡିଓ
2 ай бұрын
❤❤❤❤❤❤
@abhimanyusurya2638
4 ай бұрын
ବହୁତ୍ ବଢିଆ ଲାଗିଲା ମୁଁ ପିଲା ଦିନ, ଗାଇ ଥିବା ଗୀତ ଗାନ କରି ଥିବାରୁ ବହୁତ ବହୁତ୍ ଧନ୍ୟବାଦ୍
@rajesh89191
11 ай бұрын
ଏଇ ଗୀତ ଗୁଡା ମୋ ବାପା ଙ୍କ ସମୟ ରେ ଥିଲା ସେ ମୋତେ ଏ ଗୀତ ସବୁ ଶୁଣାନ୍ତି ତାଙ୍କ ପ୍ରିୟ ପଦ୍ୟ - କାତ ଧରି ଧିରେ ନାଉରୀ ❤❤❤❤
@soumyaranjansenapati9457
11 ай бұрын
Bhai mo bapa bi
@pranatidas6013
10 ай бұрын
Mo baba bi ganti ei Gita ti bahut Sundar .
@crazyraj6986
5 ай бұрын
Yes
@bikashparida3366
10 ай бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ , ମନେ ପଡିଯାଏ ପିଲା ବେଳର କଥା , ଆଖିରୁ ଲୁହ ଆସି ଯାଉଛି, ସେତେବେଳେ ସାର ମାନଙ୍କୁ ପିଲା ଡରୁଥିଲେ , ଏବେ ସବୁ ବଦଳି ଯାଇଛି, ଆପଣଙ୍କୁ ମୋର ନମସ୍କାର ଭିଡିଓ ଦେଇଥିବାରୁ
@SubashNath-jg4je
6 ай бұрын
ହୃଦୟକୁ ଛୁଇଁଗଲା 👌
@bishnupradhan9592
8 ай бұрын
ପିଲା ଦିନ କଥା ବହୁତ ମନେ ପଡୁଛି 😔miss you 🥰❤️❤️❤️❤️❤️
@JitendraDigal-ng9vs
3 ай бұрын
ଆଜି ଏହି ଗୀତ ଶୁଣି ମୁଁ ବହୁତ ଖୁସି.ମନେପଡେ ସେଇ ପିଲାଦିନ ପାଠ. ସତରେ ଆଜି ଆଉ ଏହି ପାଠ ନାହିଁ.
@TapanMalik-b8t
4 ай бұрын
ସତରେ ବହୁତ ଭଲ ଥିଲା ସେ ସ୍କୁଲ ଦିନ miss you sir
@chandankumarmohanty9849
6 ай бұрын
satare akhiru luha asigala bohut bohut dhanyabad
@chandrakantatandi1556
5 ай бұрын
ମୋର ଛୋଟ ଦିନ କଥା ମନେପଡିଯାଉଛି , ଏ ସବୁ ଗୀତ ମୁ ବହୁତ୍ ସୁନ୍ଦର୍ ସ୍ୱର ରେ ଗାଉ ଥିଲି। କେବେ ବି ଭୁଲି ପାରିବିନି ଏ ସୁନ୍ଦର୍ ସୁନ୍ଦର୍ ଗୀତ ଗୁଡ଼ିକ କୁ ,ଲେଖକ ମାନଙ୍କୁ ଧନ୍ୟବାଦ୍ ❤❤❤❤
@prasantakumarsahoo4893
4 ай бұрын
Thank you Apanku bahut bahut dhanyabad ahisabu ama pilabelara Gita pai
@ratnakarsahoo3981
5 ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏 ପିଲା ଦିନର ସ୍ମୃତି ମନେ ପକେଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍। ଭଗବାନ ଆପଣଙ୍କ ଚଲାପଥକୁ କୁସୁମିତ କରନ୍ତୁ। ଜୟ ଜଗନ୍ନାଥ 🙏🙏🙏🙏🙏
@smdondwa
5 ай бұрын
ପୁଣି ଫେରିଯିବାକୁ ମନେ ହେଉଛି ସେହି ପିଲା ଦିନକୁ କିଏ ଅଛନ୍ତି ଫେରେଇ ଦେବ ସାଙ୍ଗ ମନେ❤❤❤❤❤❤❤😢😢😢😢
@gurudevkarjee5061
25 күн бұрын
ବହୁତ ସୁନ୍ଦର ଏବଂ ଭାବପୂର୍ଣ ଗୀତ
@pabitramohanpasha8525
9 ай бұрын
ଏପରିକି ଗୀତାର ପ୍ରଥମ ଅଧ୍ୟାୟ -ଅର୍ଜୁନସ୍ୟ ବିଷାଦ ଯୋଗ ବି ପଢା ଯାଉଥିଲା।
@chandraDahita
4 ай бұрын
ବହୁତ୍ ସୁନ୍ଦର୍ ପ୍ରୟାସ।ଛୋଟ ବେଲ ର ସବୁ ଗୀତ ମନେ ପଡ଼ି ଗଲା
@iamgodyt9273
11 ай бұрын
ଧନ୍ୟବାଦ ଭାଇ ସତରେ କେତେ ସୁନ୍ଦର ସମୟ ଥିଲା ଆଉ ଖୋଜିଲେ ମିଳିବନି ।❤❤❤
@gopimusic4736
8 ай бұрын
ଅତି ସୁନ୍ଦର 👌
@subashpradhan4918
11 ай бұрын
କାତ ଧରି ଧିରେ ନାଉରୀ 0:00 ଆହେ ଦୟାମୟ ବିଶ୍ବବିହାରୀ 8:30 ଧାରା ଶ୍ରାବଣ 15:06 ତୁହିମା ଜନମ ଭୂଇଁ 21:15 ହେ ଆନନ୍ଦମୟ କୋଟି 27:03 ଦେଖିଲା କୁନା ମହୁଲ ଡାଳେ 31:25 ଏହି ଘରଟିରେ ଜନମ ମୋର 35:37 ତୁମ ପରି ଛୋଟ ପିଲାଟିଏ 40:21 ବନ୍ଦେ ଉତ୍କଳ ଜନନୀ 43:56 ଟିକି ଟିକି ଟୋପା ପାଣିରେ 49:23
@sasmitasahoo2765
8 ай бұрын
🎉😅
@ramachandrapanipani7424
9 ай бұрын
ଖୁବ୍ ସୁନ୍ଦର । ଏଇ ଗୀତସବୁ ଯେତେ ମନୋମୁଗ୍ଧକର, ସେତେ ପ୍ରେରଣାଦାୟକ । ପରିବେଷଣକାରୀ ସମସ୍ତଙ୍କୁ ଧନ୍ୟବାଦ । ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ପହିଲା ଏପ୍ରିଲ୍, ୨୦୨୪, ସୋମବାର । ଶୁଭ ଉତ୍କଳ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ । ବନ୍ଦେ ଉତ୍କଳଜନନୀ !
@bhagyalatapradhan4061
11 ай бұрын
ବହୁତ ବହୁତ ଅଭିନନ୍ଦନ!
@ChandraSekhar-oc1eo
8 ай бұрын
🙏🙏🙏🙏🙏🙏ହେ ଅତୀତ ତୁମେ ବହୁତ ମନେ ପଡ଼....❤❤❤❤❤
@baliarana
6 ай бұрын
ଏ ଗୀତ ପାଇଁ ବହୁତ ମାଡ଼ ଖାଇଛି ପ୍ରତିଦିନ
@swadeshkumarmohanty3672
7 ай бұрын
Ati Sundar
@NiteshLenka
6 ай бұрын
ଆଖିର ଲୁହ ସମ୍ଭାଳି ହଉନି ଏହିଭିତ ଗୁଡକୁ ଶୁଣି😢😢😢😢 ମୋର favorite thila କାତ ଧରି ଧିରେ ନାଉରୀ❤❤
@samsonmoharana4448
4 ай бұрын
Ati sundar Gita.
@LilimaLohar
9 ай бұрын
Pila bela ra a madhura gita gudiku sunila mara sanga manaku mane paduchi. Very very thanks. ❤❤❤❤
@schandrahota3955
8 ай бұрын
Aapananku dhanyavaad God bless you, remembering the memorable past.
@dillipdash3376
8 ай бұрын
ଧନ୍ୟବାଦ। ଆପଣ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଥାଉ । ଏହିପରି ଅନେକ ପୁରୁଣା ସ୍ମୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଜାରି ରହୁ ।
@kartikpradhan6544
4 ай бұрын
ଏହି ସବୁ ଗୀତ ଶୁଣି ପୁରୁଣା ଦିନର ସୃତି ମାନେ ପଡ଼ିଗଲା ❤❤❤
@PrashantKumar-w8h
8 ай бұрын
Bahuta bhala lagila pila bela school life katha mane padigala
@pintusunani8582
4 ай бұрын
🙏ବହୁତ ସୁନ୍ଦର 🙏
@RinaRani-m3n
4 ай бұрын
Ama school samyra geeta Mane pakai dela appanaku bahut bahut dhanyawad 🙏🙏🙏🙏🙏
@maheswarsethi1911
4 ай бұрын
ଏବେ ତ ଆଉ କାଳିଜାଈ ର ସନ୍ଧ୍ୟା ନାହିଁ ଅଛି ପୁରୀର ସମୁଦ୍ର କୂଳର ସନ୍ଧ୍ୟା ଆଉ Jony Jony Yes Papa . ବହୁତ ସୁନ୍ଦର 👍 ।
@omprakasahoosahoo5244
7 ай бұрын
ବହୁତ ସୁନ୍ଦର ଆମର ଏ ଗୀତ ସବୁ ♥️
@binapaniswain4621
8 ай бұрын
କୁଆଡେ ଗଲା ସେ ଦିନ ଗୀତ ଗୁଡିକ ଶୁଣି ହୃଦୟ ଟା ଭିଜି ଗଲା I କେତେ ସୁନ୍ଦର ଗୀତ ! ଆମେ ବି ଏଇ ସ୍ଵରରେ ଗାଉଥିଲୁ ସ୍ମୃତି ପାଉଁଶ ତଳର ନିଆଁ 😢
@a.pradeepkumarswamy4250
10 ай бұрын
ପିଲା ଦିନର ପ୍ରଥମ ପାଠ ପଢ଼ିବା ମଜା ନିଆରା ଏବଂ ତା ସହିତ ଶ୍ରେଣୀ ଗୃହରେ ସାଥି ବିଦ୍ୟାର୍ଥୀ ମାନଙ୍କ ସହିତ ହସ ଖୁସି ମୁହୂର୍ତ ରେ ଓଡ଼ିଆ ସାହିତ୍ୟ ବହି ର ଏହି ଗୀତ ମୁଖସ୍ତ କରି ସାଥି ବିଦ୍ୟାର୍ଥୀ ଙ୍କ କିଏ କେତେ ଶୀଘ୍ର ଗାଇପାରିବ ଏବଂ ଗୀତ ଗାଇବା ବେଳେ ସେ ମଜା ଅଲଗା 🕺🏼ଆଜି ବି ମାନେ ପଡିଲେ ପୁଣି ସେ ପିଲା ଦିନ ଫେରିଆସନ୍ତା କି ବୋଲି ମନରେ କୌତୁହଳ ସୃଷ୍ଟି ହେଉଛି l
@sibaprasadarana
3 ай бұрын
, ମୁଁ ଏ ଗୀତ ଶୁଣିବା ସମୟରେ ପୁରା ପୁରି ପିଲା ଦିନ କୁ ଚାଲି ଯାଇଥିଲି l ଆପଣଙ୍କୁ ଅନେକ ଅନେକ 😊❤❤ ଧନ୍ୟବାଦ୍ ❤❤
@TruptiPanigrahi-ge4vp
6 ай бұрын
Heart touching...thanks a lot for these memories
@AnupamaKhatua-fg8ex
9 ай бұрын
ଅଶେଷ ଅଶେଷ ଧନ୍ୟବାଦ୍ ଭାଇ
@ganeshnayak6851
8 ай бұрын
ସତରେ ଆମ ପିଲା ଦିନ ଫେରି ଆସିଛି ମନେହୁଏ ଏହି ପୁରୁଣା ଗୀତ ଟି ମନେ ପକେଇ ଥିବାରୁ ଆମ ସାଙ୍ଗ ସାଥି ମାନଙ୍କ କଥାଓ ଗୁରୁଜୀ ଙ୍କ କଥା ମନେପଡେ ଏବେ ପରି ଲାଗୁଛି ଧନ୍ୟବାଦ 🙏🌹
@gobardhansethi6910
5 ай бұрын
ଅମର କବିତା, କବି ଗଣଙ୍କୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ।
@gourangacharanaDash
8 ай бұрын
Jay gaganatta
@pharishchandra
7 ай бұрын
Very beautiful song reminder children school career
@surendrabaag7690
4 ай бұрын
Hey prabhu daya kara 🙏
@PapuMajhi-uu4eq
6 ай бұрын
ମୋର school Life ମନେ ପଡିଯାଉଛି ଏଇ ଗୁଡ଼ାକ ଶୁଣିଲେ 😭😭😭😭😭🙏🏽🙏🏽
@SanjayaPanigrahy-j5c
11 ай бұрын
କାଳିଜାଇରେ ସନ୍ଧ୍ୟା କବିତା ର ଗୀତ ସତରେ ବହୁତ ସୁନ୍ଦର... ଜୟ ମା କାଳିଜାଇ
@CRAZYGAMER-et8hh
4 ай бұрын
ଧନ୍ୟବାଦ୍
@grsgyana7051
11 ай бұрын
ଛୋଟ ବେଳର ସବୁ କଥା ମନେ ପଡିଗଲା,,,ସେ ୨୦ ବର୍ଷ ତଳର କଥା ସବୁ। ସତେ କେତେ ସୁନ୍ଦର ଥିଲା ସେ ସମୟ, ଫେରି ଆସନ୍ତା କି ଆଉ ଥରେ😢।
@gokulmajhimajhi2263
7 ай бұрын
ପିଲା ଦିନ କଥା ବେସି ମନେ ପଡୁଛି miss you my school time 1 to 5 class and miss you my friend and sar mem 😅😢😢😂
@damburukirsani431
10 ай бұрын
👍👍 ଖୁବ୍ ସୁନ୍ଦର ଉପସ୍ଥାପନା ଧନ୍ୟବାଦ୍ ଜଣାଉଛି
@sarojbehera2956
8 ай бұрын
କି ସୁନ୍ଦର ❤ ଧନ୍ୟବାଦ
@babuldas3529
10 ай бұрын
ଏ ଗୀତ ସୁଣିକି ଆଖିରୁ ଲୁହ ଆସିଗଲା ଭାଇ ତମକୁ ହୃଦୟରୁ ପ୍ରଣାମ 🙏🙏🙏
@pintusethi3267
4 ай бұрын
Kejito
@sumanjyotinath5624
4 ай бұрын
Bahut Sundar..🙏
@gangagouri6072
8 ай бұрын
Thenkue nice sahity geeta suneilo namoshar
@upendrabarik7142
6 ай бұрын
Memorise these meaningful and heart- touching songs around long years back
@prasantparida8453
11 ай бұрын
ଜୟ ଜଗନ୍ନାଥ ଭାଇ ଏହା ଅତୀତର ସ୍ମାରକୀ ସଂଗୀତ ବହୁତ ସୁନ୍ଦର ❤❤
@bhikaribalofficial
11 ай бұрын
Han bhai aaji aau gote chhadibi gita sunibe nischaya
@sidhantkumarraut8790
7 ай бұрын
The thing of beauty is joy for ever. The thing of old memories is eternal for ever. Mahan mo rajya mahan mo bhasha
27:10
Childhood Memories || ପିଲାଦିନର ଅଭୁଲା ଗୀତ
bhikari bal official
Рет қаралды 369 М.
28:33
Odia Old Album Song // Odia Nonstop Album Song // Odia Romantic Album Song
Gopal Parida
Рет қаралды 1,5 МЛН
01:03
REAL or FAKE? #beatbox #tiktok
BeatboxJCOP
Рет қаралды 18 МЛН
05:00
UFC 310 : Рахмонов VS Мачадо Гэрри
Setanta Sports UFC
Рет қаралды 1,2 МЛН
00:38
ЧТО ОПАСНЕЕ? ОТВЕТЫ ВАС ШОКИРУЮТ... (1% ОТВЕЧАЮТ ПРАВИЛЬНО) #Shorts #Глент
ГЛЕНТ
Рет қаралды 2,4 МЛН
00:18
#JasonDeruloTV // Funny #GotPermissionToPost From @SofiManassyan #SlowLow
Jason Derulo
Рет қаралды 14 МЛН
Live | ଘାଟିରେ ବଡ଼ ଦୁର୍ଘଟଣା | Major Accident In Koraput | Odia News | OTV
OTV
Рет қаралды 1 М.
29:04
Jagannath Bhajan | Sonu nigam Odia bhajan | ଓଡ଼ିଆ ଜଗନ୍ନାଥ ଭଜନ | ଭକ୍ତିଭରା ଭଜନମାଳି
Odisha Devotional
Рет қаралды 239 М.
Live :ପୁଣି ବଢିଲା ଚର୍ଚ୍ଚା ! | Varsha Priyadarshini | Anubhav Mohanty | Barsha Priyadarshini New Movie
News18 Odia
Рет қаралды 187
6:06
KALIJAIRE SANDHYA - କାଳିଜାଇରେ ସନ୍ଧ୍ଯା (Kata Dhari Dhire Nauri) Dambarudhara Parida.
Bibhuti Swain Galatainment
Рет қаралды 915 М.
21:10
କାହିଁକି ମଣିଷ ଦୁଇ ତିନି ବାହା ହେଉଛନ୍ତି। jitu Das pravachan sadhubani odia prarthana channel show
Gyan Ganga ODIA
Рет қаралды 174
Live:ଖବର ଫଟାଫଟ |ଦେଶ ଦୁନିଆର ବଡ଼ ଖବର |Speed News|Odisha Weather News Today | Fatafat News | Odia News
News18 Odia
Рет қаралды 493
14:40
Asa Asa Nua Barasa - NEW YEAR SONG | ଆସ ଆସ ନୂଆ ବରଷ ୨୦୨୫ | Soumyashree Acharya | Inspirational Song
Kuni Namita Soumyashree
Рет қаралды 19 М.
23:36
De Re Kaliaa De || କଳାଚାନ୍ଦ ଭଜନମାଳା -01 ||। Bhikari Bal
bhikari bal official
Рет қаралды 917 М.
19:00
Super Hit Odia Album Odia Top -6 Song Best Odia Music Calesone
SB PRODUCTION OFFICIAL
Рет қаралды 632 М.
22:46
ଗରିବ ଆଦିବାସୀ ଝିଅ ବୋଲି, ମୁଁ କଣ ଅଶୁଭ, ଗାଁରୁ ସହର ଆସିଛି ନିଜକୁ ସ୍ୱରକୁ ପରିଚୟ ଦେବାକୁ ! Singer Rajani Mondal
Pratidin TV
Рет қаралды 120 М.
01:03
REAL or FAKE? #beatbox #tiktok
BeatboxJCOP
Рет қаралды 18 МЛН