Senior Leader Sura Routray laughs after Congress expelled him for 6 years || Kalinga TV

  Рет қаралды 261,756

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 613
@ganeshsahu1806
@ganeshsahu1806 5 ай бұрын
ଡେରିରେ ହଉ ପଛେ କଂଗ୍ରେସ କୁ ସଦ ବୁଧି ମିଳିଲା
@SubratJyoti
@SubratJyoti 5 ай бұрын
ଅଲଜ୍ୟାଙ୍କ ମୁଁହ ଟାଣ
@PratapMangaraj-l8y
@PratapMangaraj-l8y 5 ай бұрын
ଏଥର ସୁର ନଙ୍ଗଳା ହେଇ ବୁଲିବ କଂଗ୍ରେସ ରୁ ଗୋଇଠାମାଡ଼ ଖାଇ BJD ର ଅଇଁଠା ପତ୍ର ଚାଟିବ
@sanjaykumarbehera3771
@sanjaykumarbehera3771 5 ай бұрын
ଠିକ୍ ହେଇଚି 😂😂😂
@sankarsenapati7876
@sankarsenapati7876 5 ай бұрын
​@@sanjaykumarbehera3771sura aja tm ethara gala 😅😅😅😊😊😅
@reliance9717
@reliance9717 5 ай бұрын
ଖୁବ୍ ସୁନ୍ଦର ନିଷ୍ପତି
@samantabibhutiray2509
@samantabibhutiray2509 5 ай бұрын
ହଉ କାଲି ସକାଳୁ ନେଳିଆ ଗାମୁଛା ଖଣ୍ଡେ ପକାଇ ନବୀନ ନିବାସ କୁ ଯାଇ ମିଶିଯାଅ
@SHUBHRAJYOTIMOHANTY-f5j
@SHUBHRAJYOTIMOHANTY-f5j 5 ай бұрын
Good advice 😂😂😂
@ALOKAPRADHAN
@ALOKAPRADHAN 5 ай бұрын
ଏବେ ପୁଅ ପାଇଁ ପ୍ରଚାର କର ଆଉ କିଛି ଅସୁବିଧା ନାହିଁ
@User32271
@User32271 5 ай бұрын
Good action by Congress
@manojpatra6874
@manojpatra6874 5 ай бұрын
ଏଇଟା ର କଥାବାର୍ତ୍ତା ଠିକ୍ ନାହିଁ, ଅସଭ୍ଯ ଟେ।
@umakantabehera6794
@umakantabehera6794 5 ай бұрын
Bhala heichi
@BinodNayak-u6i
@BinodNayak-u6i 5 ай бұрын
Right step
@himanshudehury4309
@himanshudehury4309 5 ай бұрын
ବଢ଼ିଆ କଲେ ଶଳା ନବୀନ ପ୍ରଚାର କରୁଛି
@brajakishoresahoo7321
@brajakishoresahoo7321 5 ай бұрын
ନିଜ ଛେପ ଏଥିର ନିଜ ଉପରେ ପଡ଼ିବ ସମୟ ଆସିଗଲା କାରଣ ତୁମର ଆଉ କଂଗ୍ରେସ ଉପରେ ଭରସା ନାହିଁ
@debadutta3481
@debadutta3481 5 ай бұрын
ଲଜ୍ଜାହୀନ ମଣିଷ।
@globalgkbyspmohanty7248
@globalgkbyspmohanty7248 5 ай бұрын
Thik heichi
@Satyameba_Jayate
@Satyameba_Jayate 5 ай бұрын
Bjd office re kia thila......😂
@harihardhal1974
@harihardhal1974 5 ай бұрын
Choro munha goja😂😂😂
@tusarrama1040
@tusarrama1040 5 ай бұрын
Good
@raghumaninayak9593
@raghumaninayak9593 5 ай бұрын
ଆ...ଥୁ ଏବେ ସରିଗଲା
@prasantasahoo4703
@prasantasahoo4703 5 ай бұрын
Vhala heichi budha ku bahara Kari deichi😂😂😂😂
@creativecapture1946
@creativecapture1946 5 ай бұрын
Puni start kala jokering😅
@girishbhai635
@girishbhai635 5 ай бұрын
ବାପା ପୁଅ ଡ୍ରାମା ମାହାଙ୍ଗା ପଡ଼ିଲା
@ssgcreation2381
@ssgcreation2381 5 ай бұрын
ପୁଅ ଙ୍କ କ୍ଷମତା ଲୋଭ ପାଇଁ ବାପା ର ସମ୍ମାନ ଗଲା। କୂଳକୁ କରମଙ୍ଗା ଜାତ ହେଲେ।
@surendrasamal9736
@surendrasamal9736 5 ай бұрын
Are bhai bapa ta gmara
@soumyaranjan2344
@soumyaranjan2344 5 ай бұрын
It's the strategy to seek sympathy from voters.
@R..15
@R..15 5 ай бұрын
Tama paini tama pua jemiti aaga.. Congress high command paini semiti Congress dala aaga. Tenu Congress ra decision ti swagata jogya..
@chittaranjansahu8113
@chittaranjansahu8113 5 ай бұрын
ତମ ପୁଅ ଯଦି ତମରି ମାଟିରେ କଂଗ୍ରେସ ତରଫରୁ ଠିଆ ହେଇ ଥାଆନ୍ତା, ତମର ଓ ତମ ପରିବାର ର ସମ୍ମାନ ରହି ଥାଆନ୍ତା
@cksportsnews1748
@cksportsnews1748 5 ай бұрын
ଆଉ ଜିତିଥାନ୍ତା ବି ଜଟଣୀ ବିଧାୟକ ଭାବେ
@tusarswain9220
@tusarswain9220 5 ай бұрын
ଅଜାଗା ଘା ନା ଦେଖି ହେଊଛି ନା ଦେଖେଈ ହଊଛି
@sunil...215
@sunil...215 5 ай бұрын
ଏଥିରେ ସୁର ଭାଇ ଙ୍କ ର କୌଣସି ଭୁଲ୍ ନାହିଁ। ତାଙ୍କୁ ବଳପୂର୍ବକ ପାର୍ଟି ରୁ ବହିଷ୍କାର କରାଯାଇଛି। କୋଉ ବାପା ଚାହିବନି ପୁଅ ର ମଙ୍ଗଳ ପାଇଁ, ରାଜନୀତିରେ ସବୁକିଛି ସମ୍ଭବ ❤❤❤
@SurendraBehera-w1s
@SurendraBehera-w1s 5 ай бұрын
Tik haichi
@bikash.official6312
@bikash.official6312 5 ай бұрын
ରାଜନୀତି cariour finished
@nirakarsahoo7004
@nirakarsahoo7004 5 ай бұрын
ସୁର ଭାଇ କଥାକୁ ଓଡ଼ିଶାର ଜନସାଧାରଣ ଧରନ୍ତୁ ନାହିଁ , ସୁର ଭାଇ ଆମର ପୁତ୍ର ମୋହ ଏବଂ ବୟସାଧିକ କାରଣରୁ ପାଗଳ ହୋଇ ଗଲେଣି !!! ପାଗଳ ର କଥା ପାଣିର ଗାର ବୋଲି ସବୁକିଛି ଭୂଲି ଯାଆନ୍ତୁ ।
@murarisahu9996
@murarisahu9996 5 ай бұрын
ତମର କଂଗ୍ରେସ ପ୍ରତି ଯେତିକି ଶ୍ରଦ୍ଧା, ଭାବ ରହିଛି, ସୋନିଆ ରାହୁଲ ଙ୍କ ନାହିଁ ତମର କଂଗ୍ରେସ ପ୍ରେମ, ମୂଲ୍ୟ ହୀନ, କେନ୍ଦ୍ର ପାଇଁ Ur the proud of Odisha as compared with Naveen Patnaik So I ❤ ସୁର ସାର୍ 🙏💙🙏
@santoshkumarsatapathy1385
@santoshkumarsatapathy1385 5 ай бұрын
ଖଗ୍ ଡେ ନୁହଁ ଖଡ୍ ଗେ😂😂😂😂😂😂😂😂 କିଛି ମାସ ତଳେ mallikarjun khadge bhubaneswar ଆସିଥିଲେ ସୁର ବୁଢ଼ା ଭାରି ସ୍ବାଗତ କରୁ ଥିଲା ଏଇନେ ନାଁ ଭୁଲି ଯାଉଚି ଧନ୍ୟରେ ପୁତ୍ର ମୋହ ହାହା ହାହା ହାହା 😂😂😂😂
@spcreationodisha1911
@spcreationodisha1911 5 ай бұрын
Badhia heichhi
@spcreationodisha1911
@spcreationodisha1911 5 ай бұрын
Good decision
@susilkumar8787
@susilkumar8787 5 ай бұрын
Family sara sabu haribeee
@jayadebghosh8756
@jayadebghosh8756 5 ай бұрын
Belajya
@dipakbehera918
@dipakbehera918 5 ай бұрын
ଯାହା ହୋଇଛି ଭଲ ହୋଇଛି ଦଳ ବିରୋଧି ମାନଙ୍କୁ ବିଦା କରିବା ଦରକାର
@bikashmohapatra8135
@bikashmohapatra8135 5 ай бұрын
You are the real hero of Odisha. As a BJD lover I like your personality. Cong. Mean Sura Raout.... ..... Only a single person who can win in congress. Brave man who doesn't hesitate to tell the truth so openly.
@papuspd2706
@papuspd2706 5 ай бұрын
Beautiful
@mrdmusicstudio6977
@mrdmusicstudio6977 5 ай бұрын
As an Indian you should say I shall work for my India, not for congress
@chittaranjansahu8113
@chittaranjansahu8113 5 ай бұрын
ନିର୍ଲଜ ହସ..... ନବୀନ ପଟ୍ଟନାୟକ ସହିତ ଯୋଗସୂତ୍ର ଧର ତମେ ନିଜେ l କଂଗ୍ରେସ ରେ ରହି ପୁଅ କୁ bjd ରେ ଭୋଟ୍ ଦବାକୁ କହିବ.... ଏହା କୀ ଶୃଂଖଳା????? ତମେ କିଛି ନ କହି ଘରେ ବସିଲନି ???
@kkmusic38
@kkmusic38 5 ай бұрын
ହଁ... ଖଣ୍ଡାୟତ ଲୋକଙ୍କର extra ହାଡ଼ ଖଣ୍ଡେ ଥାଏ, ଲୋକେ ଯାହା କୁହା କୁଇ ହୁଅନ୍ତି ଶୁଣୁଛି...
@DineshSingh-lq9yf
@DineshSingh-lq9yf 5 ай бұрын
Sir I support you you are the firebrand leader of the Congress party 60 years strong iron leader
@sibasismohanty7224
@sibasismohanty7224 5 ай бұрын
ଅତି ଗର୍ବେ ଲଙ୍କା ହତ
@narendrabehera7320
@narendrabehera7320 5 ай бұрын
Belajya kn gachhare falanti ki,
@lovingbird988
@lovingbird988 5 ай бұрын
Ohh bahut badhia News😘
@accesssujit
@accesssujit 5 ай бұрын
Election ପରଠୁ ଆଉ କୋଉ ଦଳର ହେଇକି ରହିବ ନାହିଁ।
@SanjyaRout-yt6mw
@SanjyaRout-yt6mw 5 ай бұрын
ଖାଲି ଯଦି ଭଗବାନ ଦୟା ରୁ ତୁମ ପୁଅ ହାରି ଯାଆନ୍ତି ତାହା ହେଲେ ଯୋଉ ବାଳ ଗର୍ବ ଟିକେ ଅଛି ସବୁ ବାଳ ଖାଇଯାନ୍ତ
@sujitmohanty3055
@sujitmohanty3055 5 ай бұрын
Binasha kale biparita budhi
@Rajendra-gj3iz
@Rajendra-gj3iz 5 ай бұрын
ସତ୍ଯ ମେବ ଜୟତେ🚩🚩🚩 ଏଇ ଚ୍ୟାନେଲ ର ଏମିତି ଅବସ୍ଥା ହବ ଦିନେ 🚩🚩🚩🚩
@alokkumarrout3417
@alokkumarrout3417 5 ай бұрын
He is most happiest person for this action . Chora e thara openly pua pain kama kariba. Tautara
@manojkumarbehera1427
@manojkumarbehera1427 5 ай бұрын
Best political leader of the world
@panagriconsultancy8326
@panagriconsultancy8326 5 ай бұрын
ମାସେ ଆଗରୁ ହେବାର ଥିଲା.
@lebinashgamango7669
@lebinashgamango7669 5 ай бұрын
ଭଲ୍ କରିଲା କଂଗ୍ରେସ
@jayshreeram3427
@jayshreeram3427 5 ай бұрын
ସୁର ମୋ ବାଳ ନେତା ୟାକୁ ବାହାର କରିଛି ଭଲ କରିଛି ଏଇଟା ଗୋଟେ ନାଟାଙ୍ଗୀ ବାଜ ବର୍ଷା ଯୁଆଡେ ଛତା ସିଆଡେ
@Kishor_podh_jeiii
@Kishor_podh_jeiii 5 ай бұрын
ଜୟ କଂଗ୍ରେସ 👍👍👍👍
@Manojsahoom
@Manojsahoom 5 ай бұрын
ସୁର ଭାଇ ଆପଣଙ୍କ ଘର 🏠 ପରିବାର ଗୋଟାଏ ଗୋଟିଏ ଦଳରେ ଲଢ଼ିବେ ଆପଣଙ୍କ ପରିବାରରୁ ଜିଏ ହେଲେ ଜଣେ ଜିତିବ ତମଘରେ ସବୁ ବେଳେ ଜାଗର ହଵ
@BiranchiDas-fr1sm
@BiranchiDas-fr1sm 5 ай бұрын
Bhala heiche agaru bahar karebara thila
@litanpagal
@litanpagal 5 ай бұрын
ହଁ ତମ ସୋନିଆ ଭାଉଜ କୁ ଚିଠି ଲେଖ 😂😂😂
@UttamKumarSwain-u3r
@UttamKumarSwain-u3r 5 ай бұрын
ଆପଣ କୁହନ୍ତୁ, ମନ୍ମଥ ଆପଣଙ୍କ ପୁଅ ନୁହେଁ। କାମ ଶେଷ।
@user-nr9bv1iy3y
@user-nr9bv1iy3y 5 ай бұрын
It's not right of congress party. He is completely dedicated to congress.
@ajitkumarpadhi-h6w
@ajitkumarpadhi-h6w 5 ай бұрын
ସୁର ବାବୁ ଅବସର ନେଲା ପରେ ବଡ଼ ପୁଅକୁ କଂଗ୍ରେସ ଟିକଟ ରେ ଠିଆ କରିଥିଲେ ଭଲ ହେଇଥାନ୍ତା
@BiranchiBiswal78
@BiranchiBiswal78 5 ай бұрын
ଆସନ୍ତା ବର୍ଷ ହୋଲି ରେ ନିଶା ମହାରଣା ତା ହେଳେ କଂଗ୍ରେସ ଭବନ ଆଉ ର୍ଜିବନି 😂
@mahendrakumarsahu4395
@mahendrakumarsahu4395 5 ай бұрын
Pakka Congress hauchhanti sura Bhai
@sk.tarikuddin785
@sk.tarikuddin785 5 ай бұрын
Sura bhai is great 😊
@dillipkumarmohanty4471
@dillipkumarmohanty4471 5 ай бұрын
Right decision
@gyan-fl1bw
@gyan-fl1bw 5 ай бұрын
ଉପରେ ହସିଲେ କଣ ହେବ ଭିତରେ ପୋଡାଜଳା ହଉଥିବ.. ବହିଷ୍କାର ନିଷ୍ପତି ଠିକ ହେଇଛି
@lover6408
@lover6408 5 ай бұрын
ସୁର ର କିଛି ଭୁଲ ନାହିଁ.... ଜିତିବ 100% bjd Nabeen ଆଉ ଥରେ
@MsSingh-p2l
@MsSingh-p2l 5 ай бұрын
ବାପପୁଅ ରାଜନିତି ଶେଷ ହୋଇଗଲା ଐଡ଼ସେମ୍ବର ମଧ୍ୟ ଜିତିବେ ନାହି
@chintamanidash8365
@chintamanidash8365 5 ай бұрын
ହଇଓ ଅଜା ତେମେ ପରା କହୁଥିଲ ମଲ୍ଲିଆ ଭଲ ଲୋକ ଜ୍ଞାନୀ ଲୋକ ଆଉ ଏଵେ କଣ ହେଲା
@SDM543
@SDM543 5 ай бұрын
Sankhe re dabei dio be - kie kahithila mausa?
@sushantakumarmishra2796
@sushantakumarmishra2796 5 ай бұрын
My sincere admiration for your 60 yrs quality work as a political leader 🎉🙏
@rabindranathbaliarsingh4392
@rabindranathbaliarsingh4392 5 ай бұрын
Right .
@dhaneswardas548
@dhaneswardas548 5 ай бұрын
ଏ ମେଡିଆ ବାଲା ସୁର ଭାଈ ଙ୍କୁ ପାଗଳ କରିଦେବେ... ଯାହା ଜଣା ପଡୁଛି..
@natureindian4346
@natureindian4346 5 ай бұрын
good decision by Congress respect
@vinayakghosh08
@vinayakghosh08 5 ай бұрын
ଆଗରୁ ଓଡ଼ିଶା ଲୋକ ସମ୍ମାନ ଦେଉଥିଲେ , ହେଲେ ଆଉ ଦେବେନି । ଜେଜେବାପା ରୁ ଜୋକର ନାଟକ।
@rushbasaha5496
@rushbasaha5496 5 ай бұрын
କଂଗ୍ରେସ ର ଟଙ୍କିଆ ସଭ୍ଯ ସୁର ରାଉତରାୟ
@Mohadev-h2p
@Mohadev-h2p 5 ай бұрын
ମନ୍ମଥ ହାରିବ ସୁର ପାଇଁ. ସୁର ଭାଷଣ ବନ୍ଦ ହେଇଜିବ.
@mdcreationmdcreation9475
@mdcreationmdcreation9475 5 ай бұрын
Bhala Heichhi
@sujitnanda7785
@sujitnanda7785 5 ай бұрын
Sarat Pattanaik should be dismissed immediately.
@ଗୁରୁକୃପା
@ଗୁରୁକୃପା 5 ай бұрын
गिरगिट ବହୁରୂପୀ ଏଣ୍ଡୁଅ 😂
@pramodapradhan9257
@pramodapradhan9257 5 ай бұрын
ଭଲ ନାଟକ ହସଟା ପୁରା ରାବଣଜିକା
@vibes20208
@vibes20208 5 ай бұрын
Odisha re Congress yari pni haruchi re ,aji dhara paadila😂😂😂😂
@ManoranjanBehera-dd8in
@ManoranjanBehera-dd8in 5 ай бұрын
Badhia hoichhi congress disison
@kunaprasad5058
@kunaprasad5058 5 ай бұрын
ତୁମ ରାହୁଲ ଗାନ୍ଧୀ ତ ଗୋଟେ ବାୟାଟା ସିଏ ଯାହା କହୁଛି ନିଜେ ବି ଜାଣି ପାରୁନି ଆଉ ତୁମ ଅବସ୍ଥା ବି ଠିକ୍ ସେଇଆ। ଓଡ଼ିଶା ରେ କେଇଟା ବାଡ଼େଇ ହଉଥିଲ ସିଏ ବି ବିଜେଡ଼ି ଝାଂପି ନେଲା 😂 ତମେ ଖୋଲିକି ପ୍ରଚାର କରୁନ। ବିଜେଡ଼ି ରେ ନାଳି ପ୍ରବଳ ଘୋଷାଡି ଆଣ।
@mayadharpanigrahi5547
@mayadharpanigrahi5547 5 ай бұрын
ଈଏ ଶଳା ଦିନରେ ବସନ୍ତ ରାତିରେ ବାସନ୍ତୀ।ମାଡ଼ି ଚାଲ।
@satyanayak8107
@satyanayak8107 5 ай бұрын
Best decision by congress party
@fakirabehera2555
@fakirabehera2555 5 ай бұрын
Decision is appropriate.
@debendralenka2332
@debendralenka2332 5 ай бұрын
Late but good decision by AICC
@biswanathswain4574
@biswanathswain4574 5 ай бұрын
ଚିରଞ୍ଜୀବ ବିଶ୍ଵାଳ କୁ suspend କଲେ ଆପଣ କିଏ ବା ଆ ଥୁ
@BimalachandraBehera
@BimalachandraBehera 5 ай бұрын
ଅଲାଯୁଗ ଲାଜଲାଗିବା କଥା
@jatraduniarangamancha5825
@jatraduniarangamancha5825 5 ай бұрын
ନଟିଆ ଭାଇ ଜିନ୍ଦା ବାଦ୍
@anuradhaanu3787
@anuradhaanu3787 5 ай бұрын
Bhai congress krte Mp seats jitiba odisha re 😅
@nimaindas313
@nimaindas313 5 ай бұрын
Very good discussion AICC
@rabindrakar4126
@rabindrakar4126 5 ай бұрын
କଂଗ୍ରେସ ଯାତ୍ରା ପାର୍ଟି ରୁ ଏବେ ବିଜେଡ଼ି ପାର୍ଟି କୁ ଲଂଗ jump। କେବଳ ବଡ଼ ପାଟିଟା ଛଡ଼ା ତମର ଆଉ କଣ ଅଛି ?
@bijayasahoo4381
@bijayasahoo4381 5 ай бұрын
କର୍ମୀ ଆଉ ମିଡ଼ିଆ ବାଲା ଭାଇ ମାନେ ଟିକେ ଦୂରେଇ ରୁହ ସୁର ବାବୁଙ୍କ ଠାରୁ ,ନହେଲେ ଛେପ ତମ ମାନଙ୍କ ଉପରେ ପଡ଼ିଯିବ
@ramaharibehera2765
@ramaharibehera2765 5 ай бұрын
ତ ପୁଅକୁ କିଏ ଚିହ୍ନିଚି ବେ ,ତର ସବୁ ନାଟକ
@musharaaj4044
@musharaaj4044 5 ай бұрын
A ବୁଢା ର ବୁଦ୍ଧି no1..... ରାଜନୀତି ହେଲା.. କୁଟ ନୀତି 😂😂😂
@Rashje
@Rashje 5 ай бұрын
ଠିକ...କଥା ତାଙ୍କର ଜଳୁଛି 😜😜😜
@pk-db2vr
@pk-db2vr 5 ай бұрын
Very good
@SugarchinyDas-um4jr
@SugarchinyDas-um4jr 5 ай бұрын
Thik karichi..AICP
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 6 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 9 МЛН
🔵 Does Congress Leader Sura Routray Consume Alcohol?
3:33
Kanak News
Рет қаралды 199 М.