Shocking Allegations of Assault On Army Officer at Bharatpur Police Station Spark Outrage

  Рет қаралды 91,185

OTV

OTV

Күн бұрын

#ରାଜଧାନୀର_ଭରତପୁର_ଆଦର୍ଶ_ଥାନାରେ_ଜଘନ୍ୟ_କାଣ୍ଡ
ରାଜଧାନୀରେ ଚାଞ୍ଚଲ୍ୟ। ଭରତପୁର ପୋଲିସ୍ ବିରୋଧରେ ନିଜ ବାନ୍ଧବୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଜଣେ ସ୍ଥଳସେନା ଅଧିକାରୀଙ୍କ ସାଂଘାତିକ ଅଭିଯୋଗ ପରେ ହଲଚଲ୍ ପୁରା କମିଶନରେଟ୍ ପୋଲିସ। ଅଭିଯୋଗ ଅନୁସାରେ ରାତି ତମାମ୍ ସେନା ଅଧିକାରୀଙ୍କୁ ଲକ୍ ଅପରେ ରଖିଲେ, ଆଉ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଲେ। ଏପରିକି ଦୁଷ୍କର୍ମ ଧମକ ବି ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାର ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଥିବାବେଳେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ସେନା।
#CrimeBranchPolice #Bhubaneswar #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 336
@prananathpati9976
@prananathpati9976 8 күн бұрын
ମିଲିଟାରୀ ଦଳ ଆସି ଥାନାରେ ପଶି ପୋଲିସ ବାଲାଙ୍କୁ ଭଲ କରି ବାଡାନ୍ତୁ। ଆମେ ସମର୍ଥନ କରିବୁ।
@rajupatnaik7776
@rajupatnaik7776 5 күн бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@rabindrarathor1013
@rabindrarathor1013 8 күн бұрын
ପୋଲିସ DCP କୁ ପ୍ରଥମେ ସୁସ୍ପେଣ୍ଡ କରନ୍ତୁ । ପୋଲିସ ବାଲେ ଦୁର୍ବ୍ୟବହାର କରୁଛନ୍ତି ।
@Flexify007
@Flexify007 8 күн бұрын
Ta muhna ru Jana paduchi ,kemitika loka heithiba se...
@Sached299
@Sached299 7 күн бұрын
​@@Flexify007tu kiye be
@Flexify007
@Flexify007 7 күн бұрын
@@Sached299jagruta nagarika..
@Flexify007
@Flexify007 7 күн бұрын
@@Sached299 jagruta nagarika
@SrrrttDas
@SrrrttDas 8 күн бұрын
ସବୁ Army officer ଆସି ସେମାନଙ୍କୁ ବାଡ଼େଇ ଲମ୍ବା କରିଦିଅ
@happyworld2135
@happyworld2135 8 күн бұрын
ପୋଲିସ୍ ପରମ ହାରାମି , ଜଣେ ସାଧାରଣ ଲୋକ ଯେ କୌଣସି ଥାନାକୁ ଅଭିଯୋଗ ନେଇକି ଯାଅ ଭଲଭାବରେ ଜାଣିପାରିବ,ଏହା ମୁଁ ନିଜେ ଅନୁଭବ କରିଛି
@ArunDas-hc5zz
@ArunDas-hc5zz 8 күн бұрын
CBI ତଦନ୍ତ ଆବଶ୍ୟକ। ଆଇଆଇସି କୁ ଚାକିରି ରୁ ବହିସ୍କାର କରାଯାଉ
@SubratPadhi-q5i
@SubratPadhi-q5i 7 күн бұрын
Wahh
@BaishnabaMajhi-ok3tu
@BaishnabaMajhi-ok3tu 5 күн бұрын
Bahiskar kale chalibani 30/40 Barsha jal haba dar aain nahin jadi aain tiyari karantu
@ratankumarbehera5542
@ratankumarbehera5542 8 күн бұрын
ଯାହା ହେଉ, ଆଧୁନିକ ଆଦର୍ଶ ଥାନା, କିନ୍ତୁ cc tv ନାହିଁ, ସତରେ ଆଧୁନିକ ଆଉ ଆଦର୍ଶ ମାନେ କିଛି ବୁଝା ପଡୁନି
@ani_jig
@ani_jig 7 күн бұрын
They knew the impact of cctv..
@pramodakumarpatra9196
@pramodakumarpatra9196 7 күн бұрын
ଗୋଟିଏ army officer ଙ୍କୁ ନ୍ୟାୟ ମିଳୁନି ଆରେ ତାଙ୍କ ସ୍ତ୍ରୀ ଙ୍କୁ ଖରାପ ବ୍ୟବହାର ହୋଇଚି ସେ ରାଗରେ କିଛି କହିଦେଇଥିବେ ଯଦି କଣ ଅସୁବିଧା ଆମ ପରି ସାଧାରଣ ନାଗରିକର ସ୍ତ୍ରୀ କୁ ଯଦି କିଏ ଖରାପ ବ୍ୟବହାର କରେ ଆମକୁ କୋ ନ୍ୟାୟ ମିଳିବ ଭାବନ୍ତୁ ଜୟ ଜଗନ୍ନାଥ 🙏🙏
@laxmidharbarik5867
@laxmidharbarik5867 8 күн бұрын
ଭାଇ ୫ଟା ପୋଲିସ ବଳ ଗୋଟିଏ indian solder comando
@TunaDas-tt7xj
@TunaDas-tt7xj 8 күн бұрын
ଓଡ଼ିଶାର ରାଜଧାନି ଭରତପୁର ଥାନାରେ ଏଭଳି କାଣ୍ଡ ହେଉଛି ଲୋକଙ୍କ ଅସୁବିଧା କିଏ ଜାଣେ। ସାର୍ ସ୍ପୋଷ୍ଠ ଜଣା ପଡ଼ୁଛି ଆର୍ମୀ ସ୍ତ୍ରିଙ୍କୁ ଟଚର୍ କରିଛନ୍ତି । ଯିଏ ବିପଦରେ ପଡି ଥାନାରେ ଅଭିଯୋଗ ଦେବା ପାଇଁ ଆସନ୍ତି ସେମାନଙ୍କ ନାରେ ପୋଲିସର ଅଭିଜୋଗ । ଲୋକଙ୍କ ମନରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛନ୍ତି । ମହନ ସରକାର ଏ ପୋଲିସ୍ ଅଫିସର ମାନଙ୍କ ଦୃଢ ପଦକ୍ଷପ ନିଆଯାଉ
@rajeshs4559
@rajeshs4559 8 күн бұрын
Mohan babu nku jie durbyabahar karuthibar video election purbaru media re dekha jauthila , sethi ta kichhi action nahi au ethi kana heba
@brainlicker5647
@brainlicker5647 8 күн бұрын
ସେନା ଅଧିକାରୀ ତମକୁ ଖରାପ ବ୍ୟବହାର କଲେ, ତମେ ତାକଂ ଉପରେ ଆଇନଗତ action ନେବା କଥା । ହଲେ ତମେ ସେନା ଅଧିକାରୀକଂ ବାଂଧବୀକୁ ମାଡ ମାରିବା ବା ଖରାପ ବ୍ୟବହାର କରିବା ଅପରାଧ ନୁହେକି । ଓ ତମେ police ତମେ ସବୁ କରିପାର । ଏଇ ଓଡିଶା police ବର୍ତମାନର ମୁଖ୍ୟ ମନ୍ତ୍ରୀ ତଥା ଗୃହ ମନ୍ତ୍ରୀ କୁଂ ଖରାପ ବ୍ୟବହାର ଦେଖାଇଥିଲା ।
@jajatikesharibhadra54
@jajatikesharibhadra54 8 күн бұрын
କେବଳ ମାଡ଼ ହିଁ ୟାଙ୍କୁ ଠିକ ବାଟକୁ ଆଣିପାରିବ 👍
@Manoj.1989
@Manoj.1989 8 күн бұрын
ପୋଲିସ୍ ନା ଗୁଣ୍ଡା ଏମାନେ
@prasantpradhan3925
@prasantpradhan3925 7 күн бұрын
🙃ଛି ଛି ଭରତପୁର ପୋଲିସ last କୁ ଗୋଟେ ମହିଳା କୁ ଲଙ୍ଗଳା କରି ମାରୁଛ... 2024-2025 ରେ କଉ ମହିଳା ଯିବ ଭରତପୁର ଥାନା କୁ ନ୍ୟାୟ ଵା FIR କରିବା ପାଇଁ.🙃
@sarojbeura1695
@sarojbeura1695 8 күн бұрын
ପ୍ରଥମେ କୁହ ଥାନା ରେ କଣ ପାଇଁ ସିସିଟିଭି ନଥିଲା କଣ ଏଇଟା ଆଦର୍ଶ ଥାନା ଯଦି ଭୁବନେଶ୍ୱର ରେ ଏଇ ଅବସ୍ଥା ତାହାଲେ ଭାବନ୍ତୁ ଗାଁ ଗହଳି ରେ ଏ ପୋଲିସ ଵାଲା କେମିତି ଉତ୍ପାତ କରୁଥିବେ
@rajupatnaik7776
@rajupatnaik7776 5 күн бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@pravanjanparija992
@pravanjanparija992 8 күн бұрын
CBI INVESTIGATION KARU .
@TrinathBiswal-c3j
@TrinathBiswal-c3j 5 күн бұрын
Bekar india CBI
@prakashsamal8479
@prakashsamal8479 8 күн бұрын
ୟେ ହଉଛନ୍ତି ମା...ଆ odisha police ସ୍ୱଧିନ ପରେବି brtish ଶାସନ ବା ବା ମା.. ଆ ଙ୍କୁ ଖାଲି ଗୋଳି କରିକି ମାରିବା କଥା
@Yediwqtydete
@Yediwqtydete 8 күн бұрын
Mg Odisha police sabu chorr....bahut misbehave karanti general people ku ....
@shantiranjansahu6319
@shantiranjansahu6319 7 күн бұрын
Police ku mado darkar
@laxmidharbarik5867
@laxmidharbarik5867 8 күн бұрын
Police power କାମ କରିବନି ଏ ହେଉଛି solder
@User-yhjjgzz
@User-yhjjgzz 8 күн бұрын
Odisha Police behaviour always very bad
@prasantkudas3438
@prasantkudas3438 8 күн бұрын
ଓଡ଼ିଶା ପୋଲିସ ଚୋର, ମଦୁଆ, ମାଡୁଆ,ଗାଲୁଆ
@jitendas6522
@jitendas6522 8 күн бұрын
ଦେଖାଯାଉ ଭାରତ ସରକାରଙ୍କ ସେନା କର୍ମଚାରୀ ସତ କହୁଛନ୍ତି, ନା ଓଡ଼ିଆ ସରକାରଙ୍କ ସୁରକ୍ଷା କର୍ମଚାରୀ ପୋଲିସ ସତ କହୁଛି ? ସରକାର ଙ୍କ ବିଭାଗ ଭିତରେ ସତୀଆ ପଣର ସାବ୍ୟସ୍ତ କରିବାର ଲଢେଇ !!!
@bhubanajena2782
@bhubanajena2782 6 күн бұрын
ଓଡିଆ , ଭାରତ ଭିତରେ କିଛି ଫରକ ନାହିଁ | ଏଠାରେ ସତକୁ ସାବ୍ୟସ୍ତ ନୁହେଁ , ଅପରାଧି , ଗୁଣ୍ଡା ବିଭାଗ ନିଜର ଦୋଷ ଲୁଚାଇବାରେ ତତ୍ପର |
@kedarpradhan6292
@kedarpradhan6292 8 күн бұрын
All army ku request karuchi police ku sabad karantu
@Vhanuz_22
@Vhanuz_22 8 күн бұрын
Police ❎ Police Mafia✅ Ye police wala kebe Sudhuribeni Aanku Border ku pathao Dekhiba seithi kete kn kariparibe... Hai re Aama Police aau tanka karjya ..
@harishkumarkhandal4797
@harishkumarkhandal4797 8 күн бұрын
Sena loko pasibe tama G. Maribe ruha MG.
@Dj-gr8ci
@Dj-gr8ci 8 күн бұрын
Army Bhai mane jama chada ni a police Bala bahut khelu chanti police Bala bahut julum karuchanti Sabu army Bhai mane ak huo
@debm4154
@debm4154 8 күн бұрын
100% right. Ei salanku please dismiss karantu . Please please
@Hmts143
@Hmts143 8 күн бұрын
We are with you sir.. Jay Indian Army ❤
@munukharsel2259
@munukharsel2259 7 күн бұрын
Army sir jindabad
@saiadarshapress5909
@saiadarshapress5909 7 күн бұрын
ଭାରତ ପୁର ପୋଲିସ ର ଏହି ପରି ଅନେକ ଘଟଣା ରହିଛି
@jibanketanpradhan2978
@jibanketanpradhan2978 8 күн бұрын
Seta police station na Besylaya CCTV nahi Jai jawan jai kisan
@susantamoharana6834
@susantamoharana6834 8 күн бұрын
CCTV camera ku kholi deithibe yemane
@beupdate7733
@beupdate7733 7 күн бұрын
Sabu police nuhanti 60 % achhanti mg....
@SrikantaEntertainment1992
@SrikantaEntertainment1992 8 күн бұрын
CBI investigation
@KhirodakumarNaik
@KhirodakumarNaik 8 күн бұрын
ଏ DGP ଜଣେ ରେଣ୍ଡୁଆ ହୋଇଥିବ ।road ରୋମିଓ ଏହାର ଛାତ୍ର ଛାୟା ତଳେ ଥିବେ। ଏ ସେନା ଅଧିକାରୀ କୁ ସୁରକ୍ଷା ନ ଦେଇ ପ୍ରତି ବଦଳରେ ତାଙ୍କର ବାନ୍ଧବୀ କୁ ଖରାପ ବ୍ୟବହାର କରୁଛନ୍ତି।ଅଲାଜୁକ।ଓଡ଼ିଶାର ବଦନାମ କରୁଛନ୍ତି।ୟାକୁ ପାକିସ୍ତାନ ସୀମା କୁ ଦେଇ ଦିଅ।ଯେ ପରି ସେ ସୀମା ସୁରକ୍ଷା କରୁ।କେତେ କ।ଢ଼ୁଆ officer ଟା।ମୋହନ ସରକାର DGP କୁ suspend କରାଯାଉ
@sukantakumarmohanty4095
@sukantakumarmohanty4095 8 күн бұрын
ୟେ ୨ ଅଫିସର୍ ଙ୍କୁ କାରଗିଲ ବୋଡ଼ର୍ କୁ ପଠେଇ ଦିଆଯାଉ । ତେବେ ସେମାନଙ୍କ ଜ୍ଞାନ ଆସିବ ।
@rajupatnaik7776
@rajupatnaik7776 5 күн бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@2024-w3f
@2024-w3f 8 күн бұрын
Ei ghatana jadi DGP nka family saha hei thanta ...tahale kn se chup rahithante.....
@anilvlogexpress937
@anilvlogexpress937 7 күн бұрын
Odisha police nka pain 1 word
@sukantakumarmohanty4095
@sukantakumarmohanty4095 8 күн бұрын
ଅତିରିକ୍ତ ଡିସିପି ଆଗେ କୁହନ୍ତୁ cc tv କାହିଁକି ନାହିଁ ସେ ଥାନା ରେ ? ଅତିରିକ୍ତ ଡିସିପି କଣ ନିଜେ ସେତେବେଳେ ଥାନା ରେ ଉପସ୍ଥିତ ଥିଲେ ଯେ ଏତେ ଦୃଢ଼ ର କହୁଛନ୍ତି କିଭଳି ଘଟଣା ହୋଇଥିଲା ବୋଲି ? ମିଡ଼ିଆ ଆଗରେ ମନ୍ତବ୍ୟ ଦେବା ପୂର୍ବରୁ ସେ ଘଟଣାର ସତ୍ୟା ସତ୍ୟ ବିଷୟରେ ନିରପେକ୍ଷ ଅନୁସନ୍ଧାନ କରିଥିଲେ କି ?
@rashmiranjandash9210
@rashmiranjandash9210 8 күн бұрын
Police bala ku border re chhada jau. Se kemiti ka duty kare janna padiba
@FunnyVideo-rs6om
@FunnyVideo-rs6om 7 күн бұрын
ମାଗିହା ପୋଲିସ ଖାଲି କଣ ମୋହନମାଝି ର ପେଳ ଖାଇବୁ ଆମ ପେଳ ଗାନ୍ଧଉଛି
@PradiptaDas-sy4jn
@PradiptaDas-sy4jn 8 күн бұрын
ଓଡାଶା ପୋଲିଶି କେତେଜଣ ମାଦୃଚୋଦ ପାଲଟିଗଲେଣି ଶଳାକୁ ଲଗଳାକରିକି ଖାଲିକାଚ
@p.dcreations....subscribe2085
@p.dcreations....subscribe2085 8 күн бұрын
Odisha police I hate you love you indian army 🪖
@satyanaik7321
@satyanaik7321 7 күн бұрын
ପୋଲିସ ବାବୁ ମାନେ ସାଧାରଣ ଓ ଗରିବ ଲୋକ ମାନକୁ ଭଲ ବ୍ୟବହାର କେବେବି କରିନାହାନ୍ତି ସେଇ ବ୍ୟବହାର ଆର୍ମି ମେଜର ଙ୍କୁ ଦେଖାଇ ଦେଇଛନ୍ତି ଆର୍ମି ମେଜର ଚାରି ପାଞ୍ଚ ଥାପଡ ମାରିଲେ ନା ନାହିଁ ତୁମେ ପୋଲିସ ଅଭିଯୋଗ କାରି ମୁଁହ ରୁ କଥା ଶୁଣିବ ଓ ତାକୁ ନେଇ ସେ ସ୍ଥାନ କୁ ଯିବ ରିପୋର୍ଟ ଲେଖିବ ତା ପରେ ସେ ଲିଖିତ ଅଭଯୋଗ ଦେବ ନା ତୁମେ ଆଗ ଲିଖିତ ଅଭିଯୋଗ ଦିଅ ତା ପରେ ଆମେ ଦେଖିବା ତୁମେ ସବୁ ଛଡି ପକାଇବ ଚୋର ଗଲା ପରେ ପୋଲିସ 😂😂😂😂
@debashismohanty2534
@debashismohanty2534 8 күн бұрын
odisha police actually protocol re jadi asibe medically 99% unfit
@PrasannaChampatiray
@PrasannaChampatiray 8 күн бұрын
What type of behave Police wants, They are our servants, Should treat them as servants of public
@AshokSahoo-k8d
@AshokSahoo-k8d 8 күн бұрын
Crime increase for police.
@BikashSahu14
@BikashSahu14 8 күн бұрын
The main question running in my head till now is why there is no CCTV camera in police station where it should be available 24/7. The police said they were intoxicated but I don't think so by the way she is speaking. If police will not protect us then who will. Think think think repeatedly because goons and criminals have political links who may do anything without any fear. So the question is who will protect us in these situations. So to make things good, choose your leader wisely, give votes to those under whose leadership we will be secured. Not to those who will use their powers for corruption. Its really sad😢 to see this type of things happening in India like the Kolkata Doctor Case, now this and many such incidents where police is very very inactive.
@Vlogventures1990
@Vlogventures1990 8 күн бұрын
This bharatpur thana incharge is a useless person ..arrest him.. .i think this should go till CM of odisha and suspend this incharge to insult a army officer unnecessary.
@sibapati8437
@sibapati8437 8 күн бұрын
CM mohon sir apanku danda deba apan police hele kn hela eita mohan sarakar sabdhan police
@Toysworld643
@Toysworld643 8 күн бұрын
Misbehave kala boli kana 3rd degree diajiba kouthi achi emiti kanun
@RKstar5574
@RKstar5574 8 күн бұрын
Police ra besi uthuchi mg , suspend kara mg kuu
@rashmiranjandash9210
@rashmiranjandash9210 8 күн бұрын
Janne army jama michha kahibani .se jadi micha kahiba police bala ghare Pakistan pasiba. Dsp ku ciachin re chada jau
@sohambag4242
@sohambag4242 3 күн бұрын
ମୋର ସେନା ଅଧିକାରୀଙ୍କୁ ଅନୁରୋଧ ସମୟ ଦେଖି ଏ ଶଲା ପୋଲିସ କୁ ମାରିଦିଅ।
@rahulpadhy6115
@rahulpadhy6115 4 күн бұрын
ପୁରା ଭ୍ରଷ୍ଟ ପୋଲିସ ଦଳ କୁ ପ୍ରଥମେ ନିଲମ୍ବନ କରି, ନୂଆ ନିଯୁକ୍ତି କରିବା ଆବଶ୍ୟକ
@anantamahapatro354
@anantamahapatro354 4 күн бұрын
ଠିକ୍ କଥା କହିଛନ୍ତି ❤
@BeHappy-fn6qh
@BeHappy-fn6qh 8 күн бұрын
ମୋହନ ତୁ କଣ କରୁଚୁ। ହାଣ୍ଡିଆ ପି ଇ ଶୋଇଚୁ
@jayantatandi914
@jayantatandi914 8 күн бұрын
Indian army ku mora request aachi ,ye police wala ku tike bhala ki 3rd degree treatment kara jau
@ranjitjyotiranjanbiswal9579
@ranjitjyotiranjanbiswal9579 5 күн бұрын
CCTV camera thanare kuade gala so Supreme court and High court must take suo motto action.
@parthsarathi8600
@parthsarathi8600 5 күн бұрын
Just imagine how they treat with common people.
@pratapswain3159
@pratapswain3159 7 күн бұрын
ରୋଡ଼ରୋମିଓ କୁ ପୋଲିସ କାହିଁକି ଧରୁନି ସେମାନେ କାହାର ଜାତି ଭାଇ
@FishFraming
@FishFraming 5 күн бұрын
ଅପାରଗ ସରକାର
@nirodakumarsatapathy8168
@nirodakumarsatapathy8168 6 күн бұрын
I AGREE WITH YOU SIR JI. JAY JAGANNATH
@RameshNayak-e8w
@RameshNayak-e8w 7 күн бұрын
Police ଏବେ ଗୁଣ୍ଡା ହେଇଗଲେଣି
@sagarmistry1531
@sagarmistry1531 7 күн бұрын
Case ଟା ହାଇ ପ୍ରୋଫାଇ ବୋଲି ମିଡ଼ିଆ କୁ ଆସିଲା... 😟
@KumarDev-ri7sx
@KumarDev-ri7sx 6 күн бұрын
ଏ ମାଘିଆପୋଲିସି ଜେଲ୍ ଜିଵାଦରକାର ମାଘିଆ ବ୍ରଦି ପାଧୀଲାପରେ ନିଜକୁଭାବୁଛନ୍ତିକାଳିଆଶବୁଅଛଥାନାରେ
@sudhansusekharpanda2916
@sudhansusekharpanda2916 8 күн бұрын
Odisha police ra lajya chhadi au sabu achhi
@mmishra2830
@mmishra2830 4 күн бұрын
Police system reforms highly warranted.
@biswabandhumohanty761
@biswabandhumohanty761 8 күн бұрын
1st guru police station re ta girlfriend agare bahaduri Mari thiba .... Ego problem.. jete jaha hele bi se army Bala . Ta pare police Bala tanka kama Kari chanti au... Very sad news 😢
@biswabandhumohanty761
@biswabandhumohanty761 8 күн бұрын
Jadi police au army Bala emiti hebe public kete safe ???
@girishpanda6856
@girishpanda6856 6 күн бұрын
Version of both sides should be taken into account while reporting the incident.
@mathmet5701
@mathmet5701 7 күн бұрын
ସେ ପୋଲିସ କୁ ଲଙ୍ଗଳା କରି ମାଡ଼ ଦରକାର
@susantaswain425
@susantaswain425 7 күн бұрын
We want CBI inquire.
@bad_boy_lover_0084
@bad_boy_lover_0084 7 күн бұрын
ଏଇ ଭଳି ପୋଲିସ ମାନଙ୍କୁ ବିଚ୍ ରାସ୍ତାରେ ଖଣ୍ଡା ହାଣି ଟିକ ଟିକ କରି ଦେବା କଥା ।
@sarojsahu9275
@sarojsahu9275 7 күн бұрын
Shame ...
@SureswarAcharya
@SureswarAcharya 8 күн бұрын
Crime branch nahi cbi jharch kale sabu dhara padijiba a maghiea odisha police sabu gote gote chora
@pradeepkumarpradhan6555
@pradeepkumarpradhan6555 Күн бұрын
A offcer jane durnitigrsta karmachari.
@monsterking9905
@monsterking9905 5 күн бұрын
Are bhai suspend Kan karuchha,siddha terminate kara.pila unemployed heiki achhanti chakiri pau nahanti.
@Bijumohanty-z9s
@Bijumohanty-z9s 5 күн бұрын
Coract CBI tadant hau
@brajabandhudash1457
@brajabandhudash1457 5 күн бұрын
Why is Mohan government silent ? Reform police department If action is not taken, bjp government will be failure Only subhadra money will give for vote
@gopalmajhi5659
@gopalmajhi5659 6 күн бұрын
ଶଳା ମାନେ କେବେ ସୁଧୁରି ବେନି 😡😡😡
@bapass4984
@bapass4984 7 күн бұрын
Army major, jane equivalent to IPS rank,,ଆମେ ଭଲ ରେ ରହିବୁ ବୋଲି ସେ ସୀମା ରେ କେତେ କଷ୍ଟ କରୁଛନ୍ତି କିନ୍ତୁ ଏଇ ଲାଞ୍ଚୁଆ ପୋଲିସ ତାଙ୍କ ସହ ଏମିତି treatment, ଗୁଳି କରି ମାରିଦେବା କଥା bharatpur ପୋଲିସ ଙ୍କୁ
@Thevenomx_
@Thevenomx_ 8 күн бұрын
CBI
@SukantiBehera-h1y
@SukantiBehera-h1y 8 күн бұрын
Police na choro
@arjunnandi7778
@arjunnandi7778 8 күн бұрын
ଛିଛି ମୋହନ ସରକାର
@KumarDev-ri7sx
@KumarDev-ri7sx 6 күн бұрын
ଏମାଘିଆମିଛକହୁଚି
@yeshsahoo6027
@yeshsahoo6027 7 күн бұрын
ଓଡ଼ିଶା ପୋଲିସ ଥରେ ବାହାର ରାଜ୍ୟ କୁ ଆସି ଦେଖ ସେନା ର ଇଜତ କେତେ ଅଛି ଶଳା ତମକୁ କଣ ଜଣା ଜଉଠୀ ନେତା ମନ୍ତ୍ରୀ ଚାମଚା, ଆଉ କୋଉଠି ପଇସା ମିଳିବ ସେତିକି ଜାଣିଚ, ତମ ପାଇଁ ଆଜି ପୁରା ଭାରତରେ ଛି ଛି ଛି ର ବଦନାମ।
@RANJANKUMARDALAI-c5c
@RANJANKUMARDALAI-c5c 7 күн бұрын
Jay Jay Jay
@mr.Lalitnarayan1989
@mr.Lalitnarayan1989 7 күн бұрын
Officer ra emty mane subedar ra kn situation vaba😢
@nageswarnews7508
@nageswarnews7508 8 күн бұрын
Cbi inquiry...
@bipinbarik8389
@bipinbarik8389 4 күн бұрын
Odisha police omg
@AIYOUtube18
@AIYOUtube18 5 күн бұрын
Eastern odisha is toxic 😏😏
@ManojKumar-li3ud
@ManojKumar-li3ud 6 күн бұрын
Nua mukhya mantri kichi kahu nahanti
@Bharat-u2q
@Bharat-u2q 8 күн бұрын
ପୋଲିସ ର ଦୁର୍ବ୍ୟବହାର କିଛି ନୂଆ ନୁହେଁ..... ପୋଲିସ ପୋଲିସ କୁ ସପୋର୍ଟ କରିବ.. ତ ତଦନ୍ତ କେମିତି ଠିକ ହେବ
@sadashibadasshiva143youtub3
@sadashibadasshiva143youtub3 7 күн бұрын
Odisha polic upare vharasha nahi re......a mane police naa rahudi ....mohan sir please action. ..
@meenapal1164
@meenapal1164 3 күн бұрын
ବଦମାସ୍ ପୋଲିସ
@hemantamohanty4171
@hemantamohanty4171 5 күн бұрын
ଯେମିତି କରିଥିବେ ସେମିତି ବାମ୍ଫ ନେବେ
@naraharidas1689
@naraharidas1689 7 күн бұрын
ONLY REASON IS WINE.
@chinmayakumarmohapatra697
@chinmayakumarmohapatra697 5 күн бұрын
Only cbi inquiry required
@sri1047
@sri1047 7 күн бұрын
Se police nku hard punishment deba darakar, nonsense police
@alekhasahoo5104
@alekhasahoo5104 6 күн бұрын
It's great change for BJB Government.
@brahmiadeeti4179
@brahmiadeeti4179 7 күн бұрын
They are actually Criminal in uniform
@gulu-ws6xq
@gulu-ws6xq 8 күн бұрын
1:12 sala kana hasuchhi
POV: Your kids ask to play the claw machine
00:20
Hungry FAM
Рет қаралды 20 МЛН
Поветкин заставил себя уважать!
01:00
МИНУС БАЛЛ
Рет қаралды 6 МЛН
когда не обедаешь в школе // EVA mash
00:57
EVA mash
Рет қаралды 1,9 МЛН