ଅନେକ ଦିନ ପରେ TV Show ରେ Gagan Bihariଙ୍କ Live Performance - Odishara Nua Swara - Sidharth TV

  Рет қаралды 317,865

Sidharrth TV

Sidharrth TV

Күн бұрын

Пікірлер: 545
@kunamallick1592
@kunamallick1592 9 ай бұрын
😢ସତରେ ଗଗନ ସାର ଙ୍କ କଣ୍ଠ ଅତି ସୁନ୍ଦର ଏ song ଶୁଣି ମୁଁ କାନ୍ଦି କାନ୍ଦି ରହୁଛି. ସାର ଅତି ସୁନ୍ଦର song 🙏🙏🙏🙏🌹🌹🌹🌹
@Manu-nz8gx
@Manu-nz8gx 2 ай бұрын
Mun bi
@bhagirathisahoojaga.garadh498
@bhagirathisahoojaga.garadh498 9 ай бұрын
ବହୁତ ଭଲ ସୁନ୍ଦର ଗୀତ ଖାଣ୍ଟି ଓଡ଼ିଆ କଣ୍ଠଶିଳ୍ପୀ ହୃଦୟସ୍ପର୍ଶୀ ଗୀତ ମୋ ପସନ୍ଦ ସମସ୍ତ ଙ୍କ ର ପସନ୍ଦ ଏ ଗୀତ ବହୁତ ସୁନ୍ଦର ଗୀତ ହୋଇଛି ଧନ୍ଯ ବାଦ୍
@PritamPritam-j6e
@PritamPritam-j6e 10 ай бұрын
ହୃଦୟ କୁ ଛୁଇଁ ଯାଏ
@rajanikantaMoharana
@rajanikantaMoharana 3 ай бұрын
ଗଗନ ଭାଇ ଙ୍କୁ ଯେଉଁମାନେ ଭଲ ପାନ୍ତି ONE LIKE
@jayramraj6074
@jayramraj6074 10 ай бұрын
Ate sundar lagichi gagan bhainka gita barambara sunibaku ichha hauchi. Amit gai chalantu odisha basi suni jhumu thantu.
@rabindrabehera4561
@rabindrabehera4561 10 ай бұрын
ମନ ମୁଗ୍ଧ ଗୀତ
@milunayak4650
@milunayak4650 Жыл бұрын
ସତରେ ଅତି ସୁନ୍ଦର ଭାବରେ ଗୀତ ଗାଇ ଛନ୍ତି ଗଗନ ଭାଇ ଏମିତି କଳା କାର ଙ୍କୁ ସିଦ୍ଧାର୍ଥ ଚାନେଲ ସବୁ ବେଳେ ଡାକନ୍ତୁ ସୁଣିକି ମନ ଖୁସି ହେଇଯାଉଛି। ଜୟ ଜଗନ୍ନାଥ ସମସ୍ତଙ୍କୁ ଭଗବାନ ଭଲ ରେ ରଖନ୍ତୁ
@PabitraDeo-m1s
@PabitraDeo-m1s Жыл бұрын
😮😮
@bhagirathisahoojaga.garadh498
@bhagirathisahoojaga.garadh498 9 ай бұрын
ଭଲ ଲେଖା ଭାଇ ଧନ୍ଯ ବାଦ୍ ଅଭିନନ୍ଦନ
@subratmaharathy435
@subratmaharathy435 3 ай бұрын
❤❤😢😢 ଏହି ଗୀତ ଶୁଣି ମୋ ମନ ବହୁତ୍ ଖୁସି ହେଇଗଲା।ଯେଉଁ ମାନେ ଗୀତ ରଚନା କରୁଛନ୍ତି ।ଦୟାକରି ଏହି ଭଳି ଗୀତ ଲେଖିବା ପାଇଁ ଚେଷ୍ଟା କରିଲେ ବହୁତ୍ ଭଲ ହୁଅନ୍ତା।
@bksiloveyou
@bksiloveyou 3 ай бұрын
ହୁମାନ ସାଗର ଭଲ ରେ ଗୀତ ଶୁଣୁଛୁ ତ କେମିତି ଗାଉଛନ୍ତି ଗାଗନ sir ଧନ୍ୟବାଦ
@saradamallick1983
@saradamallick1983 3 ай бұрын
Humansagar kebala ooooo,,aaaa uuuh chhadi au kichhi boli paribani
@SanjayNaik-qk2dg
@SanjayNaik-qk2dg 3 ай бұрын
Dislike,,human sagar
@jaganmohanz
@jaganmohanz Ай бұрын
ହ୍ୟୁମାନ କିଏ ଆମେ ଜାଣିନୁ
@H.bhai_Reshma_Miku_creations
@H.bhai_Reshma_Miku_creations 3 ай бұрын
ଏମାନେ ଜଜ୍ ହେବା ଉଚିତ୍ ❤
@srabanientertainment680
@srabanientertainment680 Жыл бұрын
ବହୁତ ଦିନର ବ୍ୟବଧାନ ପରେ ଏମିତି ଗୋଟେ ହୃଦୟସ୍ପର୍ଶୀ ଗୀତଟିଏ ଓଡ଼ିଶାକୁ ମିଳିଛି। କୋଟି କୋଟି ପ୍ରଣାମ ପଞ୍ଚାନନ ନାୟକ ସାରଙ୍କୁ ଏବଂ . ଷ୍ଟେଜକିଙ୍ଗି ଗଗନ ବିହାରୀ ଭାଇଙ୍କୁ ଜୟ ଜଗନ୍ନାଥ
@kabudas8617
@kabudas8617 3 ай бұрын
ଏବେ ସିନା‌ ଆଗଧାଡିର ଅନେକ ଗାୟକ ଗୀତିକାର ବାହାରିଲେଣି କିନ୍ତୁ ଗଗନ ଭାଇଙ୍କ ପରି କଣ୍ଠଶିଳ୍ପୀ ଗୀତିକାର ସବୁଠାରୁ ନିଆରା...👌🏾🙏🏿
@manojtarai8035
@manojtarai8035 10 ай бұрын
Gagan sir nko voice ru bahot song sunichi but aaji janili, dekhili gagan sir nku... Really super singer❤
@SJCreations_143
@SJCreations_143 4 ай бұрын
ଏଇ ଭଳି ମହାନ୍ କଣ୍ଠ ଶିଳ୍ପୀ ମାନଙ୍କୁ ନେଇ ଗୀତ କରିବାର ଅଛି❤🙏ପ୍ରାଞ୍ଜଳ ସ୍ୱର, ଧନ୍ୟ ସାର୍ ଆପଣ,,,ଓଡ଼ିଶା ଗର୍ବିତ ଏମିତି ମହାତ୍ମା ମାନଙ୍କ ପାଇଁ 🙏🙏🙏😊
@sadshayari229
@sadshayari229 3 ай бұрын
ଓଡ଼ିଆ ରେ ଏତେ ସୁନ୍ଦର କଣ୍ଠ ଶିଳ୍ପୀ ଅଛନ୍ତି ସେମାଙ୍କୁ ଜଜ ନ କରିକି
@kartikchandramallick4601
@kartikchandramallick4601 3 ай бұрын
A jhabada mananku karuchanti
@ritankumarsahoo
@ritankumarsahoo 2 ай бұрын
ସେ ଜଣେ ସଙ୍ଗୀତ ନିର୍ଦେଶକ
@mamamiddleclassvlog3949
@mamamiddleclassvlog3949 2 ай бұрын
Good voice ❤
@cssantoshnayak9746
@cssantoshnayak9746 2 ай бұрын
Aau pinkyy pdadhan ku kie judge kariba.se bi gote gita gaichhi
@rasmiranjanojha2350
@rasmiranjanojha2350 Жыл бұрын
Emiti powerful singer nka song bohut kam sunibaku miluchi...asa karuchi bohut song sunibaku milanta ki....
@shrishrishyamsundarbhajanp8160
@shrishrishyamsundarbhajanp8160 Жыл бұрын
ବହୁତ ବଢିଆ ଗାଇଛନ୍ତି ଭାଇ.... ଓଡ଼ିଶାର ସୁନାମଧନ୍ୟ ଗାୟକ ମାନଙ୍କ ମଧ୍ୟରୁ ଆପଣ ଅନ୍ୟତମ... ମହାପ୍ରଭୁ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ
@niharranjan92official
@niharranjan92official Жыл бұрын
ଇଏ ହେଉଛନ୍ତି The Stage King. . Gagan Bihari Supper Song Dada ଆପଣ ଏମିତି ସୁନ୍ଦର ସୁନ୍ଦର ଗୀତ ଗାଉଥାନ୍ତୁ ଏବଂ ଆମକୁ ଶିଖିବାର ସୁଯୋଗ ମିଳୁଥାଉ। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖି ଥାଆନ୍ତୁ।
@debashishofficial45
@debashishofficial45 2 ай бұрын
ପ୍ରକୃତରେ କଳାକାର ହେବତ ଗଗନ ବିହାରୀଙ୍କ ଠାରୁ ନିହାତି ଶିଖିବା ଦରକାର।🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏King always king 👑👑
@Radhastar-96
@Radhastar-96 2 ай бұрын
ବହୁତ ବଢ଼ିଆ meaning full song.. ଗଗନ ଭାଇ ଙ୍କୁ ହୃଦୟର ସହିତ ପ୍ରଣାମ କରୁଛି 🙏❤️🥰🥰🥰🥰👍👍👍😘🫂
@MrRupendrakumarguman
@MrRupendrakumarguman 10 ай бұрын
You are legend ❤❤🙏🙏 Love your voice sir ❤❤🙏🙏 I saw you and know about you from facebook page ❤❤🙏🙏
@BidyadharSethi-m9b
@BidyadharSethi-m9b 3 ай бұрын
ଗଗନ sir ଙ୍କୁ କୋଟି କୋଟି ପ୍ରଣାମ,sir ଆପଣଙ୍କ ଗୀତ ଛୋଟ ବେଳୁ ଶୁଣି ଶୁଣି ଆସୁଛୁ ଏବେ ଶୁଣିକି ବହୁତ ବହୁତ ଖୁସି ଲାଗୁଛି. 🙏🙏
@BimbadharDash-e6x
@BimbadharDash-e6x Ай бұрын
ହୃଦୟ କୁ ଛୁଇଁଲା
@gautampradhan3182
@gautampradhan3182 Жыл бұрын
ଗଗନ ବିହାରୀ ଜେନା ଶାର୍ ଙ୍କ ବହୁତ ବହୁତ ଆଲବମ୍ ହିଟ୍ ଗୀତ କରିଛନ୍ତି। କୁଆଁର ଲାଜ, କଣ୍ଢେଇ, ଆତ୍ମା କାନ୍ଦିଛି, ସମାଧି ଅନେକ ଗୀତ କରିଛନ୍ତି।ଆଉ ଗୀତିକାର ଥିଲେ ପଞ୍ଚାନନ ନାୟକ ଶାର୍।
@abhimanyusutar4466
@abhimanyusutar4466 4 ай бұрын
Stage king gagan king bhai
@Manu-nz8gx
@Manu-nz8gx 2 ай бұрын
ବିଚକ୍ଷଣ ପ୍ରତିଭା ଗଗନ ବିହାରୀ
@abnarrajaofficial
@abnarrajaofficial 4 ай бұрын
ବହୁତ୍ ଦିନ ପରେ ଏମିତି ଗୀତ ଶୁଣି ବାକୁ ପାଇଲି, ବହୁତ୍ ସୁନ୍ଦର ଗୀତ, ସାର୍ ହୃଦୟରୁ ସାଲମ୍
@nayak.creation1991
@nayak.creation1991 Жыл бұрын
ଧନ୍ୟବାଦ ସିଦ୍ଧାର୍ଥ tv🙏🏻
@bplhappy8492
@bplhappy8492 3 ай бұрын
Gagana bhai nku dia dhanya bada dia
@sarojpati4636
@sarojpati4636 4 ай бұрын
ଗଗନ ଭାଇ ଆମ ଅନ୍ଚଳର ଏକ ଉଜ୍ଜ୍ବଳ ତାରକା। ଈଶ୍ବର ସର୍ବ ମଂଗଳ କରିବା ହୁଅନ୍ତୁ🙏🙏
@sumandas4142
@sumandas4142 Жыл бұрын
Mindy blowing
@pitabashjani2007
@pitabashjani2007 3 ай бұрын
ବହୁତ ସୁନ୍ଦର ଲାଗିଲା ଗଗନ ଭାଇ ସତରେ ତୋମ କଣ୍ଠରେ ମାଁ ସରସ୍ବତୀ ଅବସ୍ଥିତ ଅଛନ୍ତି ମୋ ଜିବନରେ ଦୁଃଖ ଆସିଲେ ଏହି ଗୀତକୁ ଶୁଣିଲେ ଦୁଃଖଭୁଲି ଯାଏ 🙏🙏🙏🙏🙏🙏ଜୟ ଜଗନ୍ନାଥ ଗଗନ ଭାଇ
@UpendraKumarJulundi
@UpendraKumarJulundi 3 ай бұрын
ହୃଦୟ କୁ ଛୁଇଁଲା ପରି ଏକ ସୁମଧୁର ଗୀତ ଟିଏ ।ଏ ଗୀତ ଟିକୁ ଯେତେ ପ୍ରଶଂସା କଲେ ମଧ୍ୟ ସବୁ କମ୍ ହୋଇଯିବ........
@pradeepkhatua5539
@pradeepkhatua5539 Жыл бұрын
ବାସ୍ତବିକ ଘଟଣାକୁ ନେଇ ଗୀତଟିଏ ଅତି ସୁନ୍ଦର ଚାମତ୍କର ଗଗନ ଭାଇ
@rashmisamal7275
@rashmisamal7275 4 ай бұрын
Wow ଏହି ହଉଛି voice ❤ ପୁରା ଭାରି 👍🏾
@pabitramohannaik9150
@pabitramohannaik9150 2 ай бұрын
ଧନ୍ୟବାଦ ଗଗନ ବାବୁ
@RajendraJena-g9p
@RajendraJena-g9p 3 ай бұрын
ଇଏ ଏମିତି ଗୀତଟିଏ ସବୁବେଳେ ସବୁବେଳେ ଶୁଣିବାକୁ ଇଚ୍ଛା ହୁଏ 🙏🙏🙏 ଓଡ଼ିଶାର ରକ ସିଙ୍ଗର 👍
@sanjaykumarbehera1725
@sanjaykumarbehera1725 3 ай бұрын
ଅପ୍ରତିନ୍ଦ୍ୱନ୍ଦି କଣ୍ଠଶିଳ୍ପୀ,ହୃଦୟସ୍ପର୍ଶୀ ଗୀତ ଗାଇବା,ନିଜର ଗୀତ ଗାଇବା style ପାଈଁ special
@JagannathPujari-cf7et
@JagannathPujari-cf7et 4 ай бұрын
ଗିତ ଏମିତି ଲେଖା ଯାଏ ଲେଖକ ଗାୟକଙ୍କୁ ଯୂହାର
@udaykarkhatua9410
@udaykarkhatua9410 3 ай бұрын
ଗଗନ ଭାଇଙ୍କ ନିଜ ଲେଖା ସେ ନିଜେ ଲେଖନ୍ତି
@sambitrout6172
@sambitrout6172 Жыл бұрын
Bahut sundar bhabapurna sangita... 🙏Gagan Bhai
@upendrakumardehury6848
@upendrakumardehury6848 4 ай бұрын
ଶୁଣୁରେ ହୁମାନ ସାଗର
@RajendraJena-g9p
@RajendraJena-g9p 4 ай бұрын
ଓଡ଼ିଶାର ରକ ଷ୍ଟାର 🙏🙏🙏🙏👍👍👍👌👌👌
@TarapadaManna-n9v
@TarapadaManna-n9v 2 ай бұрын
Wah Wah Wah ehaku hin gito kuha jaye. Thanks Gagan Babu.
@achyutanandamishra1985
@achyutanandamishra1985 2 ай бұрын
Excellent singing by a contemporary odiya singer.. great.. praiseworthy.. Want more such classics..
@sarojkumarnaik4474
@sarojkumarnaik4474 11 ай бұрын
After a long time Saw him in stage.Such a favolous singer.
@nayak.creation1991
@nayak.creation1991 Жыл бұрын
ଚମତ୍କାର 👌
@sanghamitramohanty7736
@sanghamitramohanty7736 2 ай бұрын
Bahut bhala lagila Jay jagannath🙏🙏🙏🙏🙏
@HemadharMajhi-c6q
@HemadharMajhi-c6q 2 ай бұрын
ସତରେ ଗଗନ ଭାଇଙ୍କ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଏହି ଗୀତ କୁ ଦୁଇ ଦିନକୁ ଥରେ ଶୁଣେ।
@sagarikasubudhi1632
@sagarikasubudhi1632 2 ай бұрын
Bahut bahut sunder gauchhanti bhai🙏🙏🙏🙏ati sundar voice au song 👌👌👌👏👏👏👏
@sarojbehera2010
@sarojbehera2010 3 ай бұрын
First time bhai ku dekhili au janili..nice voice..
@BhabaniShankarBhaisal
@BhabaniShankarBhaisal 11 ай бұрын
Odishare are Sundar singer achhanti kaii chanse daunaaa
@priyadarshanrout2740
@priyadarshanrout2740 3 ай бұрын
ଅତି ଚମତ୍କାର କଣ୍ଠଶିଳ୍ପୀ superb
@amiyachoudhury4186
@amiyachoudhury4186 Жыл бұрын
Nice❤❤❤❤😊😊😊😊
@Sruti-lifestyl
@Sruti-lifestyl 3 ай бұрын
ବହୁତ୍ ସୁନ୍ଦର ଗାୟକ awesome 👍
@recreationalhubsupervvivek8424
@recreationalhubsupervvivek8424 2 ай бұрын
The legend Gagan Bihari ❤❤❤
@rakshakarsahu356
@rakshakarsahu356 2 ай бұрын
ସୁନ୍ଦର ସ୍ୱର ସୁନ୍ଦର ଗୀତ ମଧ୍ୟ ସୁନ୍ଦର ଗାୟକ
@stylishsilu1988
@stylishsilu1988 3 ай бұрын
Odisha ra Vinod Rathod voice..it's amazing 🙏🏻
@SudhanshushekharJena
@SudhanshushekharJena 2 ай бұрын
ଅନନ୍ୟ ପ୍ରତିଭା ଧାରି
@GourachandraNayak-u5h
@GourachandraNayak-u5h 2 ай бұрын
କି ଗୀତ ଲେଖିଛନ୍ତି ଗୀତିକାର ମହୋଦୟ ଧନ୍ଯବାଦ ।
@PrakashprakashPrakashpra-ox1ro
@PrakashprakashPrakashpra-ox1ro 3 ай бұрын
The Real Singer 🎉🎉🎉🎉❤❤❤❤❤❤
@SanjayJena-z5j
@SanjayJena-z5j 2 ай бұрын
ଗଗନ ଭାଇ ଏ ଗୀତ ଏକ ମାଇଲ୍ ସ୍ତମ୍ଭ ହୋଇ ରହିଗଲା
@sanatangouda8453
@sanatangouda8453 2 ай бұрын
Gagan Bihari sir nku Odia cinema re chance miliba katha
@ckdash8734
@ckdash8734 2 ай бұрын
Outstanding singing gagansir🎉🎉🎉
@devprasaddevdev2727
@devprasaddevdev2727 Жыл бұрын
Sir apana kuade Haji jai thile.apana nka bhali singer ku odia film industry vuli jaichi kemiti.satare apana nka all songs very beautiful
@oscartv4713
@oscartv4713 2 ай бұрын
You are God gifted Gagan Bhai, God bless you.
@ayaskantaswain7202
@ayaskantaswain7202 2 ай бұрын
Singing lyrics composition everything is suberb 👌 Very Talented Singer
@DeepakCotray
@DeepakCotray 2 ай бұрын
Gagn bhi git hudyaku cuei jauchi satere jibnata jalu hi❤❤❤❤❤❤❤ supr gagn bhi
@bijaysamal2529
@bijaysamal2529 Жыл бұрын
Best performance
@BasantaKumarBehera-te1nb
@BasantaKumarBehera-te1nb 2 ай бұрын
Patha padhibara bele ratnakara bidya mandira biribati school re aapananku gita gaithibara dekhi thili abe madhya dekhuchi reeal mis u mu basanta kumar behera abe school teacher achi ....
@SANTOSHKUMARPANDA-fj5qn
@SANTOSHKUMARPANDA-fj5qn 2 ай бұрын
Sir, actually I am speechless ❤❤
@ArjunTripathy-u1v
@ArjunTripathy-u1v 2 ай бұрын
ବହୁତ ସୁନ୍ଦର
@durgabiswal5820
@durgabiswal5820 10 ай бұрын
beautiful singing
@abhayakumarsarangi2991
@abhayakumarsarangi2991 2 ай бұрын
Heart touching Gagan bhai,keep it up
@bibekanandakar3066
@bibekanandakar3066 Ай бұрын
Gagan bihariଙ୍କ କଣ୍ଠରେ ସୁନ୍ଦରଗିତ ରେ ମୁଧ୍ୟ ହୋଇଛି।
@Hayathaali143
@Hayathaali143 Ай бұрын
ଗଗନ ଭାଇ ଓଡ଼ିଶାର ହୀରା । ତାଙ୍କ ସ୍ତରର କଣ୍ଠଶିଳ୍ପୀ ବର୍ତ୍ତମାନ କେହି ନାହାଁନ୍ତି ।
@entertainmentqueentusti3481
@entertainmentqueentusti3481 2 ай бұрын
ଗଗନ ଭାଇଙ୍କୁ କୋଟି ପ୍ରଣାମ।
@RajkishoreRout-l1c
@RajkishoreRout-l1c 3 ай бұрын
ବହୁତ ସୁନ୍ଦର ଗୀତ👌👌👌
@TkBehera-j1p
@TkBehera-j1p 2 ай бұрын
After listen this song I got emotional. Most Popular Singer of Ollywood Industry. New generation singers must learn something from these legendary Singer's.
@pradeepkumarrout1596
@pradeepkumarrout1596 Жыл бұрын
Nice style voice
@RajibDas-wf9sj
@RajibDas-wf9sj Жыл бұрын
What a Performance Gagan Sir absolutely amazing
@kamallochan8970
@kamallochan8970 2 ай бұрын
Great,no imagination, truly artists
@bhawanishankarsha3645
@bhawanishankarsha3645 3 ай бұрын
ବହୁତ ସୁନ୍ଦର କଣ୍ଠ ଏବଂ ଗୀତ
@arpitasenapaty6995
@arpitasenapaty6995 2 ай бұрын
Bahut sundar prastuti👌👌
@kumarranjanactorollywoo3349
@kumarranjanactorollywoo3349 2 ай бұрын
God bless you 🙌 Gagan Bhai pranam 🙏🌷🙏🌷🌷🙏🌷🙏🌷🌷🙏🌷🙏🌷🌷🌷🌷🙏🌷🙏🌷🌷🌷🌷🙏🌷🙏🌷🌷🌷🌷
@AnjanaPradhan-oj1cy
@AnjanaPradhan-oj1cy 2 ай бұрын
My Best And Favourite Singer ❤
@Sekharhimansu2078
@Sekharhimansu2078 3 ай бұрын
Jane Unique singer & Music Director wow awesome 👍
@sukantipujaimissyoubijayas9179
@sukantipujaimissyoubijayas9179 2 ай бұрын
Good better best singer and good better best voice Gagan sir voice, Jay Jagannath Swamy nayana patha gami bhab tume 🙏🙏🙏🙏🙏🙏🙏
@jugeshwarnayak4187
@jugeshwarnayak4187 2 ай бұрын
Mind blowing voices sir❤❤❤❤
@Bikash192
@Bikash192 2 ай бұрын
Super super 👍😍 no words. ❤❤
@silumallick2775
@silumallick2775 2 ай бұрын
Bahut sundar Gagan sir sangita 🙏🙏🙏🙏🙏🙏
@prasantsahoo995
@prasantsahoo995 2 ай бұрын
Love you gagan bhaii❤❤
@netfresh1505
@netfresh1505 2 ай бұрын
great singer of ଓଡିଶା gaban sir 🙏🙏👌
@nirbikarbarik3552
@nirbikarbarik3552 2 ай бұрын
ପ୍ରତିଟି ଶବ୍ଦ ରେ ଉନ୍ମାଦନା ଭାରି ରହିଛି
@KirtanWithDambu
@KirtanWithDambu Ай бұрын
ଓଃ nyc ଅତି ସୁନ୍ଦର hert କୁ ଛୁଇଁ ଗଲା ରେ ଭାଇ❤❤ ଗଗନ ❤❤😊ଭାଇ
@ChandanMallick-z1r
@ChandanMallick-z1r Жыл бұрын
Heart touching singing dada 🌹🌹🌹🌹 Mind blowing voice 👌👌👌👌
@worldtechnology8526
@worldtechnology8526 2 ай бұрын
Super Gagana sir
@tonyfonycreation5309
@tonyfonycreation5309 2 ай бұрын
Gagan Sir ❤🎉🌹❤🌹🙏🙏🙏🙏🙏🙏🙏🙏
@msbibhutibhusan2962
@msbibhutibhusan2962 3 ай бұрын
Before 2000 age Pila like please sie janichi sir nk song ra maja
@NaguliBehera-z7y
@NaguliBehera-z7y 2 ай бұрын
Heart touching voice 💝💜❤
@MituSahoo-ez5tc
@MituSahoo-ez5tc 2 ай бұрын
Khub sundar
@palashusha1675
@palashusha1675 3 ай бұрын
Bahut Dina pare gote khoob sundar gitatia sunili.bahut bhala lagila.❤
@kshyamanidhirout6199
@kshyamanidhirout6199 3 ай бұрын
Always ever green 💚
@KrushnaSahoo-mp7vo
@KrushnaSahoo-mp7vo Жыл бұрын
Emiti sundar Gita lekha heba katha aou gayiba katha aji odisara stays king vabe janasuna kanthasilpi gagan bhai jie ki jene sundar music composer bohut badhia gayichhanti mana khushigala🙏🙏♥️
@HariharJena-z6u
@HariharJena-z6u Жыл бұрын
Gagan bahi . beautiful
Как Ходили родители в ШКОЛУ!
0:49
Family Box
Рет қаралды 2,3 МЛН
24 Часа в БОУЛИНГЕ !
27:03
A4
Рет қаралды 7 МЛН
Jibanaku Tike Bujhiba Agaru
4:53
Gagan Bihari - Topic
Рет қаралды 52 М.
Как Ходили родители в ШКОЛУ!
0:49
Family Box
Рет қаралды 2,3 МЛН