ସ୍କୋୟର ବେଡ୍ ରେ ଛତୁ ଚାଷ କଲେ କଣ ଲାଭ ହେଇ ଥାଏ । ଜାଣନ୍ତୁ ଏହି ଭିଡିଓ ରେ ।

  Рет қаралды 46,954

Debanjana Gardening

Debanjana Gardening

Күн бұрын

Пікірлер: 49
@Mr.TapanCreation
@Mr.TapanCreation 6 ай бұрын
କୁଟା କେତେଦିନ ପରେ ବଦଳା ହେବ
@debanjanagardening3636
@debanjanagardening3636 5 ай бұрын
ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଛତୁ ହେବ ତା ପରେ ନୂଆ କୁଟା ଦେଇ ପୁଣି ବେଡ୍ ତିଆରି କରିବା ପାଇଁ ପଡ଼ିବ
@subratbiswal4797
@subratbiswal4797 2 ай бұрын
Chhatu manjee jari re b miluchi ki ? Mate hyd re darkar kouthu magei paribi ?
@SiliBehera-i6b
@SiliBehera-i6b 5 ай бұрын
Haibredi nadare chhatu heipariba ki nai
@wownath5897
@wownath5897 3 ай бұрын
Moo chatu manji anithili taku gote mass rakhithili abe se manji kholila pare manji brown color heijaichi taku bed re kale haba ki nahi kuhantu
@debanjanagardening3636
@debanjanagardening3636 3 ай бұрын
Gotie masa rakhile manji kharap heijaye
@nainayadav1343
@nainayadav1343 14 күн бұрын
Bed ku puni use Kari heba ki
@debanjanagardening3636
@debanjanagardening3636 12 күн бұрын
ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣା ପଡ଼େ ତା ହେଲେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା
@kamallahare1702
@kamallahare1702 5 ай бұрын
Bhai ji mushroom farming ki video Hindi me banate to sab ko samjh aata
@adventuresbarsha
@adventuresbarsha 4 ай бұрын
Chhatu bed ti thare amala hela pare sei nada ku puni thare use kari heba ki nahi kuhantu
@debanjanagardening3636
@debanjanagardening3636 4 ай бұрын
ଥରେ ବ୍ୟବହାର ହୁଏ
@omprakashmahanta5799
@omprakashmahanta5799 Ай бұрын
Gote bed re kete dina jaa chhatu huaaa , na thare hi huaa
@debanjanagardening3636
@debanjanagardening3636 Ай бұрын
Dui ru tini dina chhatu heba
@manojkumarmalik4510
@manojkumarmalik4510 3 ай бұрын
Vai chhata oupare karile chaliba ta
@arunacharya6217
@arunacharya6217 3 ай бұрын
ଭାଇ ଘରେ ଦୁଇ ଟା ବେଡ ପକାଇ ଥିଲି ଗୋଟେ caretରେ ଗୋଟେ ଖୋଲାରେ ସେଥିରୁ caret ରେ 15/16ଟା ବଡବଡ ଛତୁ ହେଲା ଖୋଲାରେ 3/5ଟା ହେଲା ମୁଁ ଦେଖିଲି ସବୁ ମଞି କଳା ହେଇ ଯାଇଛି ଫଟୋ ରଖିଛି କଣ କଲେ ଛତୁ ହେବ 🙏
@debanjanagardening3636
@debanjanagardening3636 3 ай бұрын
ଏବେ ଧିରେ ଧିରେ ରାତିରେ କକର ପଡ଼ିଲାଣି ତେଣୁ ଅମଳ କମ୍ ଆସିବ
@maminabehera7283
@maminabehera7283 5 ай бұрын
Bhai manji kauthi miliba kuha tike
@prasantathegamer5412
@prasantathegamer5412 5 ай бұрын
13dina pare jari purapuri kaadhideba na semiti 2ghanta kholi puni ghodaeba
@PurnaPatra-tf5dp
@PurnaPatra-tf5dp 3 ай бұрын
Bhai🙏 ମୋର ଗୋଟିଏ ପ୍ରଶ୍ନ ଥିଲା କେତେ ଦିନ ଯାଏ ବେଡ ରେ ଜରି ଘୋଡା ହୋଇକି ରହିବ ଆଉ କେବେ ଜରି ପୁରା ପୁରି ଖୋଲା ହେବ ନା ନାଇ
@debanjanagardening3636
@debanjanagardening3636 3 ай бұрын
ସାତ ଦିନ ପର୍ଯ୍ୟନ୍ତ ପଲିଥିନ ପୁରା କଭର୍ କରି ରଖାଯିବ। ସାତ ଦିନ ପରେ ପଲିଥିନ ଖୋଲା ହବ ତିନି ଚାରି ଘଣ୍ଟା ପାଇଁ ପୁଣି ତା ଉପରେ ପଲିଥିନ ଢୋଙ୍କେଇ ଦିଆ ଯିବ। ଏମିତି ଛତୁ ହେବା ପର୍ଯ୍ୟନ୍ତ କରାଯାଇଥାଏ
@PurnaPatra-tf5dp
@PurnaPatra-tf5dp 3 ай бұрын
ଛତୁ ହେଲା ପରେ ଆଉ ଜରି ଘୋଡା ହେବ କି ନାହିଁ
@prasantathegamer5412
@prasantathegamer5412 4 ай бұрын
Gotiye prasnara utara mote kehi deunahanti jari pura puri kebe kadhajiba.kana 13dina jaye maane pura chhatu amala sariba jaye jari ghadaheuthiba o alpa kadhaheuthiba
@sohamnahak579
@sohamnahak579 2 күн бұрын
ଛତୁ ମଞ୍ଜି ମାର୍କେଟ ରେ ମିଳିବ କି ?
@debanjanagardening3636
@debanjanagardening3636 15 сағат бұрын
ବେଳେ ବେଳେ ମାର୍କେଟ ରେ ମିଳିଯାଏ କିନ୍ତୁ ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ଠିକଣା ପାଇ ପାରିବେ। ଅନଲାଇନ୍ ରେ ବି ମିଳୁଚି (paddy straw mushroom spawn) ଲେଖି ସର୍ଚ୍ଚ କରନ୍ତୁ
@sohamnahak579
@sohamnahak579 14 сағат бұрын
@debanjanagardening3636 ଧନ୍ୟବାଦ୍ 🙏
@mahadevcreations1107
@mahadevcreations1107 8 ай бұрын
Best Mushroom seeds kauthu miliba
@debanjanagardening3636
@debanjanagardening3636 8 ай бұрын
ଘର କେଉଁଠି ଜଣେଇବେ
@priyansusekherdalaimilu2334
@priyansusekherdalaimilu2334 8 ай бұрын
Jaya rampur
@debanjanagardening3636
@debanjanagardening3636 8 ай бұрын
@priyansusekherdalaimilu2334 thank you 💓💞
@Kedar-t2q
@Kedar-t2q 7 ай бұрын
Bolangir. Belpada
@brajameher7931
@brajameher7931 6 ай бұрын
@@mahadevcreations1107 nuapada
@dilipkumarbehera9831
@dilipkumarbehera9831 5 ай бұрын
Bhai manji kothu miliba
@debanjanagardening3636
@debanjanagardening3636 5 ай бұрын
ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର ରେ ମିଳିବ
@Rajalaxmi18
@Rajalaxmi18 5 ай бұрын
Bhadrak kau jaga kuhantu
@ashish87k
@ashish87k 6 ай бұрын
1) ବେଡ଼ 2 ଲେୟର ଦେଲେ ହେବ କି ନାଇ ? (2) କଢ଼ (ଟିକେ ଫୁଲ ଫୁଟିବା) ଆଉ ପୁରା ଫୁଟିବାରେ କେତେ ଦିନ ଲାଗେ, କେତେ ଗ୍ରାମ ରହେ ?
@debanjanagardening3636
@debanjanagardening3636 6 ай бұрын
ଚାରିଟି ସ୍ତର କୁଟା ଓ ତିନୋଟି ସ୍ତର ମଞ୍ଜି ଦେବାପାଇଁ ପଡ଼ିବ। କଢ଼ ଫୁଟିବା ପାଇଁ ଗୋଟିଏ ଦିନ ସମୟ ଲାଗେ
@LokpatiBabu
@LokpatiBabu 2 ай бұрын
ଭାଇ ଆପଙ୍କ ନମ୍ବର ଟିକେ ଦିଅନ୍ତୁ ଭାଇ ଚତୁ ବିୟନ ପାଇ
@debanjanagardening3636
@debanjanagardening3636 2 ай бұрын
7381217904
@brajameher7931
@brajameher7931 6 ай бұрын
Chhatu manji keuthi miliba
@debanjanagardening3636
@debanjanagardening3636 6 ай бұрын
7381217904
@ATRIYAPUJARI-nz7uw
@ATRIYAPUJARI-nz7uw 8 ай бұрын
Sir apananka jaga re humidity kete aau temperature kete rahuchi aau gote bedru product kete ?
@debanjanagardening3636
@debanjanagardening3636 8 ай бұрын
Temperature 45° ଗୋଟିଏ ବେଡ୍ ରୁ ଏବେ ୭୦୦ ଗ୍ରାମ ଅମଳ ଆସୁଛି
@khirodnaik7545
@khirodnaik7545 7 ай бұрын
ମଞ୍ଜି କେଉଁ ଠି ମିଳିବ
@debanjanagardening3636
@debanjanagardening3636 7 ай бұрын
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ।7381217904
@Kedar-t2q
@Kedar-t2q 7 ай бұрын
Abe mosuroom heba
@debanjanagardening3636
@debanjanagardening3636 7 ай бұрын
ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଷ କରାଯାଏ
@JagdishPatra-rv1qr
@JagdishPatra-rv1qr 18 күн бұрын
Bhai chatu manji kouthi milibo
@debanjanagardening3636
@debanjanagardening3636 16 күн бұрын
ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ
@JagdishPatra-rv1qr
@JagdishPatra-rv1qr 16 күн бұрын
Number ta dio
GIANT Gummy Worm #shorts
0:42
Mr DegrEE
Рет қаралды 152 МЛН
Mushroom Cultivation Training
21:52
Kamal Sarkar
Рет қаралды 5 МЛН
GIANT Gummy Worm #shorts
0:42
Mr DegrEE
Рет қаралды 152 МЛН