Special Story: Dy CM KV Singh Deo Whips Forest Officials in Patnagarh During Investigation

  Рет қаралды 162,832

OTV

OTV

Күн бұрын

#କନକଙ୍କ_ଆକ୍ସନ #ସାଙ୍ଗେ_ସାଙ୍ଗେ_ସସ୍‌ପେଣ୍ଡ
ମଇଦାନରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ । ଜଂଗଲ ଭିତରେ କେ.ଭିଙ୍କ ତନାଘନା ତଦନ୍ତ । ଉପସ୍ଥିତ ଅଛନ୍ତି ଜିଲ୍ଳା ବନ ଅଧିକାରୀ ଓ ଦାୟତ୍ବରେ ଥିବା କର୍ମଚାରୀ । ଭଲକରି ଶୁଣନ୍ତୁ ବନ ଅଧିକାରୀଙ୍କୁ କଣ କହୁଛନ୍ତି କେ.ଭି ।
#KVSingdeo #DeputyCM #Balangir #Odisha #SpecialStory #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 317
@ManojKumarDash-hm1se
@ManojKumarDash-hm1se 2 ай бұрын
ଏହି ପରି କାର୍ଯ୍ୟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@liteshkumar2496
@liteshkumar2496 3 ай бұрын
ବହୁତ ଭଲ K. V ଆଜ୍ଞା 🙏ସାରା ଓଡିଶା ରେ କୋଟି କୋଟି ଟଙ୍କା ଲୁଟ ହଉଛି ଏମିତି ବାରମ୍ବାର ସବୁ ଜାଗାରେ ଚଢ଼ାଉ କରନ୍ତୁ ଜୟ ଶ୍ରୀରାମ 🙏🚩
@saraswatimathseducation
@saraswatimathseducation 3 ай бұрын
ଧନ୍ୟବାଦ k. V. ଆଜ୍ଞା
@jayantanayak1793
@jayantanayak1793 3 ай бұрын
ସବୁ ଅଫିସର ସବୁ ଆଡେ ଏପରି କରିଛନ୍ତି ଓ କରୁଛନ୍ତି ଦିନ ଦ୍ୱିପ୍ରହର ରେ ଆଖିରେ ଆଙ୍ଗୁଳି ଗେଞ୍ଜୀ ଦୁର୍ନୀତି କରୁଛନ୍ତି ସବୁ ମନ୍ତ୍ରୀ ଏପରି ହେବା ଦରକାର
@Anama1233
@Anama1233 3 ай бұрын
କୋଟି କୋଟି ଟଙ୍କା forest deperatment ଲୁଟୁଛନ୍ତି
@surajbagh215
@surajbagh215 3 ай бұрын
U r right bro
@khl2996
@khl2996 3 ай бұрын
Right 👍
@sujitmohanchaini201
@sujitmohanchaini201 3 ай бұрын
Han
@bibhisanrout7261
@bibhisanrout7261 3 ай бұрын
​@@surajbagh215😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮noor
@pradeeptadash6501
@pradeeptadash6501 2 ай бұрын
Dfo, Ranger, ଙ୍କୁ action କେବେ?
@ODIABOSS
@ODIABOSS 3 ай бұрын
ଏଇଟା କୋଉ ନୂଆ କଥା! ସବୁ ବିଭାଗ ରେ ଏମିତି ଘଟୁଛି Corruption ର ଆଉ ସୀମା ନାହିଁ l
@mansingputel9423
@mansingputel9423 3 ай бұрын
😂😂
@shashi7
@shashi7 3 ай бұрын
ଆଉ ମନ୍ତ୍ରୀ ବି currupt 🎉🎉🎉
@Anama1233
@Anama1233 3 ай бұрын
Good action Sir 🙏🙏🙏🙏
@prasantakumardas6998
@prasantakumardas6998 3 ай бұрын
ସବୁ ପଇସା ମାଇପ ବ୍ୟାଙ୍କ ଖାତା ରେ ଅଛି ଉପର ଅଫିସର ଥାଉ ଥାଉ ତଳ କର୍ମ ଚାରି ଙ୍କୁ ସସ୍ପେଣ୍ଡ କରିବା ଏକ ହାସ୍ୟାସ୍ପଦ କଥା
@ramakantapradhan107
@ramakantapradhan107 3 ай бұрын
Dy cm ଭୁବନେଶ୍ୱର ରେ ସରକାରୀ ଜମି ମାଡ଼ି ବସିଛନ୍ତି ସେଇଟା ଟିକେ ନ୍ୟୁଜ ଆଣନ୍ତୁ ଜଣା ପଡ଼ିବ
@prasant6357
@prasant6357 3 ай бұрын
Source what's app university😅
@bharatdhal1846
@bharatdhal1846 3 ай бұрын
Ta bau ae information deithiba re mg
@ramakantapradhan107
@ramakantapradhan107 3 ай бұрын
@@bharatdhal1846 asa governor house ଘର ସାମନା ଟା ଦେଖିକି କହିବ ମୂର୍ଖ ମା କଥା ଉଥାଉଛୁ କଣ ଜାଣିଛୁ କହିଲୁ
@subhransudalai8360
@subhransudalai8360 3 ай бұрын
ଘଙ୍ଗପାଟଣା news ଥିଲା
@sahadevsaha4721
@sahadevsaha4721 3 ай бұрын
ରଜା ର ପଇସା କାଇଁ ଅଭାବ,ପୁହେ ଫରେଷ୍ଟ ବlଲେ ଲୁଟ୍ କରୁଛ, ସଭେ ଫସିବ, ସାରା ଦେଶ ରେ ଏମିତି ଶାସନ ହେବା ଦରକାର, ଜୟ ମା ସମଲେଶ୍ଵରୀ ନମଃ।
@aprameya6623
@aprameya6623 3 ай бұрын
Immediate suspend the DFO
@anandamohakuda4943
@anandamohakuda4943 3 ай бұрын
300 unit bijli miligola ho 😅😅
@RanjanmanashNaik
@RanjanmanashNaik 3 ай бұрын
E​@@anandamohakuda4943 ଏଇଟା ମାଗଣା ଖିଆ ଶଳା
@p.k.adhikari8562
@p.k.adhikari8562 3 ай бұрын
ସରକାରଙ୍କର ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ, ଆଗକୁ ଏପରି ଚଢ଼ାଉ ଜାରି ରହିଲେ ନିଶ୍ଚିତ ଭାବେ ଭଲ ପରିଣାମ ଆଶା କରାଯାଇପାରେ l
@susantapradhan431
@susantapradhan431 3 ай бұрын
ଏହି କେସ ଯେମିତି ଆକ୍ସନ ମୋଡ଼ ଦେଖେଇଲ( RI/ARI/AMIN/ICDS/SFS) ବେଳେ କେମିତି କିଛି ଦେଖା ଗଲାନି BJP ମଧ୍ୟ ଲୋକଙ୍କ ସରକର ନୁହଁ
@crazyrishi276
@crazyrishi276 3 ай бұрын
Jie lokanka Sarkar taku vote dia
@sonersawnta7
@sonersawnta7 3 ай бұрын
Right ✅️
@LalitakumarHembram
@LalitakumarHembram 3 ай бұрын
ତତେ ପାଞ୍ଚ ମାସରେ ସବୁ ଦରକାର 😂😂😂
@susantapradhan431
@susantapradhan431 3 ай бұрын
@@LalitakumarHembram ନା ବେ ଛଅ ବର୍ଷରେ ଦରକାର
@susantapradhan431
@susantapradhan431 3 ай бұрын
@@LalitakumarHembramହିଁ ରେ ଭାଇ 5 ମାସ ଟା ତୋ ପାଇଁ ଛୋଟ ହେଇ ପରେ ମୋ ପାଇଁ ବଡ଼
@sushantkumarmendili6833
@sushantkumarmendili6833 3 ай бұрын
ସିଂଦେଓ sir jindabad
@madhabdash985
@madhabdash985 3 ай бұрын
ଡିଏଫ୍ ଓ ସବୁ ଖାଇ ଦେଇଛନ୍ତି ବହିଷ୍କାର କର
@maktapanda406
@maktapanda406 Ай бұрын
ମିଛକହି ପଇସାଖାଇବା ଘୋର ଅପରାଧ କୁକୁର ଠାରୁବି ହୀନ ୧୦୦୦୦୦ Very good ଏପରି ଶାସନ ନହେଲେ ଦେଶସୁଧୁରିବା ନାହିଁ
@pramodjhankar9720
@pramodjhankar9720 3 ай бұрын
ଆରେ ଭାଇ (DFO) ରାଜନୀତି କୁ ଚାଲି ଆସ ଏଥିରେ ବହୁତ ଦମ୍ ଅଛି, ସବୁ କିଛି on the spot
@BhubanaMuduli-l5q
@BhubanaMuduli-l5q Ай бұрын
Bahut bahut dhanyawad Sir Jai jagannath
@prafullakumardeep8338
@prafullakumardeep8338 3 ай бұрын
Keep up the Good work Sir kV singdeo ji Apana Emiti work kale Nischit rupe image Badhiba Many many thanks Sir jindabad Long-lived Agaku madichala tu 🎉🎉🎉
@lxgamer7331
@lxgamer7331 3 ай бұрын
ଏମିତି ଶିକ୍ଷା କ୍ଷେତ୍ର ରେ ମଧ୍ୟ INVESTIGATION କରିବା ନିହାତି ଜରୁରୀ 😮😮😮😮😮 ବହୁତ୍ ଦୁର୍ନୀତି ଚାଲିଛି
@aapu_tv
@aapu_tv 3 ай бұрын
SIR 🙏🙏 K V Sir ସବୁ Diparment କୁ ବଡ ଅଫିସରକୁ ଦେଖନ୍ତୁ ପଇସା ଦେଲେ ହେବ ନାହିଁ କିଛି କାମ ହେଇପାରୁନାହିଁ. ଯଉଁସବୁ ପଇସା ସରକାର ଦେଉଛନ୍ତି ତାକୁ କାଯ୍ୟକରି ହଉଛି କି ନାହିଁ ସେଇଟା ତଦାରଖ କରି ଦେଖନ୍ତୁ... ଭଲ କାମ ହେବ ଓଡିଶା ଉନ୍ନତି ହେବ..
@banamalipradhan2382
@banamalipradhan2382 3 ай бұрын
ଓଡିଶା ରେ ପ୍ରଥମ, ଧନ୍ୟବାଦ
@kalpatarugauntia2942
@kalpatarugauntia2942 3 ай бұрын
All ଓଡ଼ିଶା forest division re ସେମିତି ହେଉଛି ଖାସ୍ deogarh division re ବେଶି ହେଉଛି
@mr.mayurbhanj
@mr.mayurbhanj 3 ай бұрын
ଦୟାକରି ପ୍ରତିଟି ସରକାରୀ ବିଦ୍ୟାଳୟ କୁ ଯାଇ କେମିତି ପାଠ ହେଅଛି ଦେଖନ୍ତୁ
@rjeetedu
@rjeetedu 3 ай бұрын
Great work Deputy cm kV sir
@luckydesign6935
@luckydesign6935 2 ай бұрын
Goodaction 🙏🙏🙏ବହୁତ ଲୋକଙ୍କ ଟଙ୍କା ହଡପ
@dinabandhusahoo1341
@dinabandhusahoo1341 2 ай бұрын
Govt service excellent........no risk..... full enjoy
@milanbehera1107
@milanbehera1107 3 ай бұрын
ଉପ ମୁଖ୍ୟମନ୍ତ୍ରୀ ଜିଲ୍ଲା ବନ ଅଧିକାରୀଙ୍କୁ ବହିଷ୍କାର କରିବା କଥା..
@SB-fi9up
@SB-fi9up 3 ай бұрын
ସରକାରୀ କର୍ମଚାରୀ ଙ୍କ ଉପରେ ହକିମତି କରିବା kv sir ଙ୍କ ପୁରୁଣା ଅଭ୍ୟାସ। ଆଗରୁ ବି ଏମିତି କର୍ମଚାରୀ ଉପରେ ବିରକ୍ତି ହେବାର vdo ଦେଖୁଛି। ଲାଗୁଛି govt emplyee ଙ୍କ ପ୍ରତି ତାଙ୍କର alergy ଅଛି
@YTenginearmanoj
@YTenginearmanoj 3 ай бұрын
Sadha lok ra subidha lagi kanaka kichi ni kare bhai nihele bijuli lagi henta katha se ni kaheta pablic ke bilkul sopot ni kare kanaka tata power sapakya re kata kahuche eta gute fer upa mukya mantri pare ame vote 🗳️ dela ame raj gadire basala fer amar tanti ke dhruche bhai gute kam kale ni hue sabu ke dekhu
@rahul_ranjan_nayak
@rahul_ranjan_nayak 3 ай бұрын
ଚୋରୀ କଲେ କଣ ପୂଜା କରିବେ???
@JitendraKumarNayak-ov2gl
@JitendraKumarNayak-ov2gl 3 ай бұрын
Good job sir ❤
@ratnakarmalik494
@ratnakarmalik494 2 ай бұрын
Thank you sir
@BasantaSethy-n5e
@BasantaSethy-n5e 3 ай бұрын
ଚାକିରିରୁ ବହିଷ୍କାର କଲେ ଠିକ୍ ହେବ
@k.jagannathreddy3515
@k.jagannathreddy3515 3 ай бұрын
Good action k.v sir🙏🙏🙏 selute your work, God bless you 🙏🙏🙏🚩🚩🚩
@srikantsahoo6563
@srikantsahoo6563 3 ай бұрын
ଧନ୍ୟବାଦ୍ k v (Upamukhyamantri)
@mansinghchatar8034
@mansinghchatar8034 3 ай бұрын
ଏମାନେ ପୁରୁଣା ମୂଷା କେତେଟା କଣା ସବୁ ଜଣା ସେଥି ପାଇଁ ଓଡିଶା କଙ୍ଗାଳ ଆଜି
@jagannathbiswal6205
@jagannathbiswal6205 3 ай бұрын
Very good Job sir 🎉🎉🎉
@Juli-v8e
@Juli-v8e 3 ай бұрын
Good action 👍👍
@DasamaMunda-p1f
@DasamaMunda-p1f 3 ай бұрын
ଆମ ଯାଜପୁର ଜିଲ୍ଲା ଟମକl ରେଞ୍ଜ ରେ ଏଭଳି ଦୁର୍ନୀତି ହେଇଛି । ମନ୍ତ୍ରୀ ମହାଶୟ ଆସି ତଦlରକ୍ କଲେ ଭଲ ହେବ
@bipinmajhii6671
@bipinmajhii6671 3 ай бұрын
Sir ଚାକିରୀରୁ ବହିଷ୍କାର କରା ଯାଉ। ଧନ୍ୟବାଦ୍ sir ଆପଣ great
@birendrapanda8544
@birendrapanda8544 2 ай бұрын
Excellent
@SubashMajhi-j2g
@SubashMajhi-j2g Ай бұрын
Enta mantry hebar katha bahut dhanyabad k v sir
@dwarikanath1958
@dwarikanath1958 3 ай бұрын
ରାଜାଜୀ ଙ୍କ ନ୍ବିଚାରଧାରା ସ୍ୱଷ୍ଟ | ଠିକ ବିଚାରକ|
@hirachandmunda7541
@hirachandmunda7541 3 ай бұрын
Thnk u sir. 🙏 emiti bhut heichi action
@rajeshpattanaik6559
@rajeshpattanaik6559 3 ай бұрын
KV sir doing good work
@GAUTTAMOFFICIAL
@GAUTTAMOFFICIAL 3 ай бұрын
Bjd ଶାସନ ରେ ଏମାନେ ଯାହା ଇଚ୍ଛା ତାହା କରିଛନ୍ତି ଏମାନେ ଖୁଲମ ଖୁଲା ପଇସା ଖାଇଛନ୍ତି.....
@KhirodJena-vr6fv
@KhirodJena-vr6fv 3 ай бұрын
Thanks Honourable Dy CM
@KUNA-i9n
@KUNA-i9n 2 ай бұрын
KV Jahakahuchanti Right iam Very Sorry kV No Delet Hoyechi Mu
@lxgamer7331
@lxgamer7331 3 ай бұрын
ଦୟା କରି OSSSC ଅଫିସ୍ କୁ ଯାଇ ଚେୟାରମେନ କୁ ବହିସ୍କାର କରାଯାଉ 😂😂😂
@aapu_tv
@aapu_tv 3 ай бұрын
ସରକାର ଯଉ ପଇସା ଦେଉଛନ୍ତି ସେଇଟା ସେଇଟା ଭଲରେ ଦେଖନ୍ତୁ.. ରାସ୍ତା,,ଜଙ୍ଗଲ, ମେଡିକାଲ,ସ୍କୁଲ, ମଝିରେ ମଝିରେ check କରି ବଡ ଆକ୍ସନ ନେଇଗଲେ ସମସ୍ତେ ସୁଧୁରି ଯିବେ,,
@Jitendrakumarkhuntia1998
@Jitendrakumarkhuntia1998 3 ай бұрын
Wel done ❤❤❤❤❤❤❤❤
@gobindachandraswain3060
@gobindachandraswain3060 3 ай бұрын
Thank you Sir.
@akshyadash9091
@akshyadash9091 3 ай бұрын
ପୂର୍ବତନ ମୂଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଅତି ଉତ୍ତମ ଶାସକ ଥିଲେ ତାଙ୍କ ସୁଯୋଗ୍ୟ ସନ୍ତାନ ମାନନୀୟ କନକ ବର୍ଦ୍ଧନ ସିଂହଦେଓ ଲୋକ ପ୍ରିୟ ଶାସକ କାରଣ ତାଙ୍କୁ ସରକାରୀ କର୍ମଚାରୀ ଠକି ପାରିବେ ନାହିଁ ।
@kunimallick6543
@kunimallick6543 2 ай бұрын
ଗୁଡ
@shankarbarik7234
@shankarbarik7234 3 ай бұрын
Very good
@bhagabanabadatya7949
@bhagabanabadatya7949 3 ай бұрын
ନବୀନ ପଟ୍ଟନାୟକ 24 ବର୍ଷ ମଧ୍ୟରେ ଗୋଟିଏ କି ଦୁଇଟି ଦୃନିତି ଭ୍ରଷ୍ଟାଚାର ବଳାତ୍କାର ହୋଇନଥିଲା କେତେ ଯେ ଦୃନିତି ଭ୍ରଷ୍ଟାଚାର ବଳାତ୍କାର ହୋଇଛି ଗଣନା କରିବା ଅସମ୍ଭବ।।
@sankarsahoo7322
@sankarsahoo7322 2 ай бұрын
Not only corrupted officer's/ Officials but corrupted politician also should be taken to task.
@prithviraj720
@prithviraj720 3 ай бұрын
ଏଇଟା ଖାଲି ଲୋକ ଦେଖାଣିଆ କାମ..... ସରକାର ଆଉ ଅଫିସର ଶେଷରେ ଗୋଟେ ଥାଳିରେ ଖାଇବେ.... ଏଇଟା କି ନୂଆ କଥା ଯେ
@subhransudalai8360
@subhransudalai8360 3 ай бұрын
କେବଳ ରାଜନୈତିକ ଡ୍ରାମା ମାଇଲେଜ୍ ପାଇଁ ୫ମାସ ର ସରକାର ସାଧାରଣ ଜନତା ପାଇଁ କିଛି କରିନି କେବଳ ନାଟକ 😂
@youtubetapan5314
@youtubetapan5314 3 ай бұрын
Thankyou sir
@blessonmedia296
@blessonmedia296 3 ай бұрын
Kalahandi ରେ ମଧ୍ୟ Forest department ରେ ବହୁତ୍ ଦୁର୍ନୀତି ଚାଳି ଛି sir ବନିକରଣ ନାଆଁ ରେ ଅନ୍ୟ ଅନ୍ୟ ଲୋକ ଙ୍କ ନାଆଁ ରେ payment ପକେଇ ଲୁଟୁଛନ୍ତି ଏବଂ ନିରୀହ ଆଦିବାସୀଙ୍କୁ ହଇରାଣ କରୁ ଛନ୍ତି
@pintupinakee
@pintupinakee 3 ай бұрын
Bhai dhanya kahiba apana mananku.Pruthibi nasta Habaku basilar ebe aao thakile haba.
@Mrindiantelentstar-pt4gk
@Mrindiantelentstar-pt4gk 3 ай бұрын
Good decision 🙏🙏🙏🙏🙏🙏🙏🙏
@biswambarmahapatra5107
@biswambarmahapatra5107 3 ай бұрын
24 ବରଷାରେ ବିଜେଡି ସରକର କିଛି ଦେଖୁ ନଥିଲା 24 ବରଷାରେ ନବୀନ ପଟ୍ଟନାୟକ ପିରିଅଡରେ ବିଜେଡି ଖାଇଲା ଫରେଷ୍ଟ department ହଜାର ହଜାର କୋଟି ଟଙ୍କା ଚଲୁ କରିକି ଖାଇ ଦେଲେ ଫରେଷ୍ଟର, ରେଞ୍ଜର, dfo , ସଚିବ, ମନ୍ତ୍ରୀ , ଫରେଷ୍ଟ ଗାର୍ଡ ଆରମ୍ଭ କରିକି ଉପର ଅଫିସ ରଙ୍କ , ଦାମୀ ଗାଡ଼ି , ପ୍ଲଟ କୋଟି କୋଟି ଟଙ୍କା ଘରେ ରଖି ଛନ୍ତି ଖାଇକୀ ଖୋଳ କରିଦେଲେ, thank you k. v. singdeo sir
@SibaRamreddy-x455s
@SibaRamreddy-x455s 3 ай бұрын
ଏବେ ତମେ ଖାଅ
@DineshJena-t9m
@DineshJena-t9m 3 ай бұрын
Govt should take strong action against this most corrupted dept. Vigilance should inquiry the organic manure/ vermicompost purchase also.
@DK_Study_World
@DK_Study_World 3 ай бұрын
DFO & Forest Ranger are responsible culprit. PCCF should dismiss to DFO.
@subodhaparamanik7572
@subodhaparamanik7572 3 ай бұрын
Excellent sir.
@SusantaVlogs-n3b
@SusantaVlogs-n3b 3 ай бұрын
Great Leader k. V. Sir ❤️
@GangaramBishi
@GangaramBishi 3 ай бұрын
Thanks 🙏🙏🙏🙏 sir
@ramsabat5431
@ramsabat5431 3 ай бұрын
Good sir
@baishakhimahanta6681
@baishakhimahanta6681 3 ай бұрын
🎉thank you sir🎉
@satyaranjandash388
@satyaranjandash388 3 ай бұрын
Suspend କଲେ କଣ ହେବା Suspend କଣ ଗୋଟେ ଦଣ୍ଡ ଆପଣ ଯେତେବେଳେ ଜାଣିପାରୁଛନ୍ତି ଯେ ଗୋଟେ ସରକାରୀ ଅଫିସର ହୁଅନ୍ତୁ କି ଛୋଟ ସରକାରୀ କର୍ମଚାରୀ ହୁଅନ୍ତୁ ଯିଏ curroption କରୁଛି ଟଙ୍କା ସିଧା dismiss କରିବା ଦରକାର, ଓଡିଶା ବାସୀ ଜାଣିବେ ଗୋଟେ ସରକାର ର ପରିବର୍ତନ ହେଲେ effect କଣ ହୁଏ, ଆଉ ଏମିତି suspend ta ଆଗରୁ ହେଉଥିଲା, suspend ହେବେ ପୁଣି ଆସି join କରିବେ, ପୁଣି ଆଉ କୋଉଠି କୁ ଯାଇ ସେଇ ବାଟମାରଣା କରିବେ, ତେଣୁ ମୁଳୁ ମାରିଲେ ଯିବା ସାରି ଦେବଙ୍କା ସାଙ୍ଗେ କିମ୍ପା କରି.
@SarbeswarBaral-h9g
@SarbeswarBaral-h9g 3 ай бұрын
Very good 👍
@timiratrithadas2280
@timiratrithadas2280 3 ай бұрын
swagat jogya padyakhep, thanks to deputy CM
@msbhaktabandhudharua5799
@msbhaktabandhudharua5799 3 ай бұрын
super action dada
@jagadakua5835
@jagadakua5835 3 ай бұрын
ବିଜେଡି ଶାସନ ସମୟରେ ସବୁ ବିଭାଗ ରେ ଅଫିସର ମାନେ ନିଜ power ର ଅପ ବ୍ୟବହାର କରି ପିଅନ ଥରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସବୁ ଲୁଟି ଖାଇ ନିଜ ନିଜ ସମ୍ପତି ବଢ଼ାଇଛନ୍ତି... ଏବେ bjp ଶାସନ ରେ ତାହା ଆଉ ସମ୍ଭବ ହୋଇପାରିବନାହିଁ 🤣🤣🤣
@funnygamer6227
@funnygamer6227 3 ай бұрын
Peta bahuta bada heijaichi 😅😅 DFO ra
@ShivaMohapatra-z8e
@ShivaMohapatra-z8e 3 ай бұрын
Thank u sar aapko ja Rahi Ho Jay Jagannath
@gagankumarmohanta187
@gagankumarmohanta187 3 ай бұрын
Sir Mayurbhanj re tike check hau plantations name re bahut ghotala hei chhi gote bi gachha nahi .........🙏🙏🙏🙏🙏🙏🙏🙏🙏🙏
@rameshchandrasethy4817
@rameshchandrasethy4817 3 ай бұрын
Very good sir
@jyotisankarnayak4579
@jyotisankarnayak4579 3 ай бұрын
Good Responsibility sir
@prakashkumarjena.babusan.n3760
@prakashkumarjena.babusan.n3760 3 ай бұрын
Great K. V sir ❤️❤️🙏🙏👌👌
@PrasantBehera-o8w
@PrasantBehera-o8w 3 ай бұрын
ଧନ୍ୟ ବାଦ sir
@debendranathpanda3064
@debendranathpanda3064 3 ай бұрын
Good report
@sarojpagad6343
@sarojpagad6343 3 ай бұрын
ଜୟ ବିଜେପି ସରକାର ସେ ଡିଏଫ୍ ପେଟରେ କ'ଣ ଅଛି ତା ପେଟ ଚାବି ଖୋଲ
@asitrout7659
@asitrout7659 3 ай бұрын
🙏🙏🌹ଜୟଜଗନ୍ନାଥ 👍
@ShivaMohapatra-z8e
@ShivaMohapatra-z8e 3 ай бұрын
Good 👍❤
@Jitanbhukta
@Jitanbhukta 3 ай бұрын
Good
@Manoj-ft2en
@Manoj-ft2en 3 ай бұрын
Thank you k.v. sir
@pradeepmajhi8674
@pradeepmajhi8674 3 ай бұрын
ସବୁ ଅଫିସର ଦୁର୍ନୀତିରେ ସାମିଲ ଅଛନ୍ତି
@sadashiva_khuntia
@sadashiva_khuntia 3 ай бұрын
Please Vigilance dept look into this dfo.
@duryodhanmahanta7766
@duryodhanmahanta7766 3 ай бұрын
ଦୋଷୀଙ୍କୁ କଠୋର ଦଣ୍ଡାଦେଶ ବ୍ୟବସ୍ଥା କରାଯିବା ଆବଶ୍ୟକ।
@NaikAsha573
@NaikAsha573 3 ай бұрын
Good action sir
@luckydesign6935
@luckydesign6935 2 ай бұрын
ବନ୍ୟ ସମ୍ପଦ ବିକ୍ରି କରିକି
@jantarammeher4304
@jantarammeher4304 3 ай бұрын
Good 👍
@maushumisoy904
@maushumisoy904 3 ай бұрын
ଜଙ୍ଗଲ ବିଭାଗ ଏପରି ୭୦ ବର୍ଷ ହେଲା ଲୁଟ୍ କରି ଚାଲିଛି ,plantation ହେଉ କି ମାଟି ଖୋଳା କାର୍ଯ୍ୟ ହେଉ , Voucher ନ ଥାଏ, ଏତ ଜଙ୍ଗଲ ଭିତର କଥା, , ରାଜଧାନୀ ଆଖପାଖରେ ମଧ୍ଯ ଖାଲି କାଗଜ ଚାଷ,
@nitisavlog7904
@nitisavlog7904 3 ай бұрын
Sabu jagare gachha laga naare koti koti tanka khauchhanti
@kailashchandraGadabad
@kailashchandraGadabad Ай бұрын
Fitest Minester KV Sigh Deo
@JitendraKumarNayak-ov2gl
@JitendraKumarNayak-ov2gl 3 ай бұрын
Jai jagannath ❤
@girijasankarmishra265
@girijasankarmishra265 3 ай бұрын
action should also be taken against the main accused DFO
@anantc.h.s.kharghar457
@anantc.h.s.kharghar457 3 ай бұрын
Great job Minister. Suspend the DFO .. most corrupt dept..
ССЫЛКА НА ИГРУ В КОММЕНТАХ #shorts
0:36
Паша Осадчий
Рет қаралды 8 МЛН
Какой я клей? | CLEX #shorts
0:59
CLEX
Рет қаралды 1,9 МЛН
Жездуха 41-серия
36:26
Million Show
Рет қаралды 5 МЛН
Pattamundai Tehsildar Beaten Up In Office, 2 Detained
3:25