ମନ୍ତ୍ରୀଙ୍କୁ ଦେଖି ଥରିଲା ଗୋଡ଼-ହାତ | Odisha Reporter

  Рет қаралды 459,737

Odisha Reporter

Odisha Reporter

Күн бұрын

Пікірлер: 527
@SaniaMajhi-wh5gw
@SaniaMajhi-wh5gw 5 ай бұрын
ଅଫିସର ମାନଙ୍କୁ ବହିଷ୍କାର କରାଯାଉ
@balaramnanda9224
@balaramnanda9224 5 ай бұрын
ଏମିତି ସବୁ ଜାଗାରେ ଚାଲିଛି sir
@sureshkumarmallick2596
@sureshkumarmallick2596 4 ай бұрын
ଏଥର ହସିବ ଆମ ଓଡିଶା ❤️ ଯାଜସ୍ୱ ମନ୍ତ୍ରୀ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏🙏🙏🙏
@tapanbehera769
@tapanbehera769 5 ай бұрын
ମନ୍ତ୍ରୀ ହେବତ ଏମିତି
@SidhantaMalik-tm6xh
@SidhantaMalik-tm6xh 5 ай бұрын
Au odia re jaha ku bha Lekhi asini
@saktisethy9204
@saktisethy9204 5 ай бұрын
@@SidhantaMalik-tm6xh , ଆଉ ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଯେ ସେ ପା ଆମ ଚଣ୍ଡିଖୋଲ କୁ ସର୍ବସାଧାରଣ ଆଗରେ ଚଡ଼ିଖୋଲ କହିଥିଲେ, ଅସୁବିଧା କଣ ଅଛି ,chill Bro chill ..
@dhirendranathsingha9299
@dhirendranathsingha9299 2 ай бұрын
Good
@umeshrout3599
@umeshrout3599 5 ай бұрын
ଧନ୍ୟବାଦ ଶୁରେଶ ସାର ଆପଣ ଆହୁରି ଅଫିସ ତଦାରଖ କରନ୍ତୁ ବିଜେଡି ସମୟର ବହୁତ ଅବ୍ୟବସ୍ଥା ଥିଲା ସବୁ ଅଫିସ ମନମାନୀର ଚାଲୁଥିଲା।
@thirdeye9492
@thirdeye9492 5 ай бұрын
ବିନା ଲାଞ୍ଚରେ ହେଉ କାମ ଶୁରେଶ ବାବୁଙ୍କ ରହୁ ନାମ ପଚିଶ ବର୍ଷର ବଦ ଭ୍ୟାସ କାର୍ଯ୍ୟାନୁଷ୍ଠାନେ ହେଉ ଶେଷ 😢
@Tiger-t8r
@Tiger-t8r 2 ай бұрын
@user-ss3li9mu7s
@user-ss3li9mu7s 5 ай бұрын
ବି ଜେ ପି ସରକାର ଏବେ ପାୱାର ରେ ଅଛ , ମନ ମାନୀଆ ଅଫିସର ଙ୍କୁ ଚାକ୍ରି ରୁ ବିଦା କର । ଭୋଟ କଥା ଜନସାଧାରଣ ହାତରେ ଛାଡି ଦିଅ ।
@bijayanayak1713
@bijayanayak1713 5 ай бұрын
ରାଜସ୍ଵ ମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ୍
@JeneBaba-q5q
@JeneBaba-q5q 4 ай бұрын
Ok
@sewanayak945
@sewanayak945 5 ай бұрын
ଦି ଚାରିଟାକୁ ବହିଷ୍କାର କରିଦିଅ ସବୁ ଲାଇନ କୁ ଆସିଯିବେ 👍🙏
@prasantamaharana6593
@prasantamaharana6593 5 ай бұрын
👍
@sanjayakumardey8834
@sanjayakumardey8834 5 ай бұрын
100%right.
@bhabanemallick1801
@bhabanemallick1801 5 ай бұрын
Wright
@sks123m
@sks123m 5 ай бұрын
Right bro
@MaheswarRout-ry4qh
@MaheswarRout-ry4qh 5 ай бұрын
Right
@saratkumarpanda7007
@saratkumarpanda7007 5 ай бұрын
5T କାର୍ଯ୍ୟ କ୍ରମ ଚାଲୁଥିଲା ଏହା କଣ ତାର ପରିଣତି। ଆଗରୁ କୁହାଯାଉଥିଲା ବଡ ସ୍ବଚ୍ଛ ସରକାର।
@arabindapadhi8367
@arabindapadhi8367 5 ай бұрын
Thanks shuresh pujhari
@prakashmajhi7201
@prakashmajhi7201 4 ай бұрын
ସାର ମୁ ଆପଣ ମାନଙ୍କ ଭଳି ନେତା ମାନଙ୍କୁ ଅନୁରୋଧ କରୁଚ଼ି ଏ ଅଫିସର ମାନକୁ ଉଚିତ ଦଣ୍ଡ ଦିଅନ୍ତୁ ଏବଂ ସାରା ଓଡ଼ିଶାର ମାନଦଣ୍ଡ କୁ ଉପରେ ରଖନ୍ତୁ
@Aakamaabadi
@Aakamaabadi 5 ай бұрын
ଦରମା ବଢେଇ ଚାଲନ୍ତୁ ଆଜ୍ଞା । ଆଉ କେତେ ବଡ ତ୍ରୃଟି ଦେଖିଥିଲେ ଆପଣ ପଦକ୍ଷେପ ନେଇଥାନ୍ତେ।ଏଥିରୁ ଅନୁମାନ କରୁଥିବେ ସରକାରୀ ଦପ୍ତର ଗୁଡିକରେ କିଭଳି କାର୍ଯ୍ୟ ସମ୍ପାଦନ କରାଯାଉଛି।ଆଜି ଯୁବ ସମାଜ ଦାଦନ ଖଟିବାକୁ ଯାଉଛି।ଅଧିକ ଦି ପଇସା ପାଇଁ ଓଭର ଡ୍ୟୁଟି କରୁଛି ହେଲେ ଏମାନେ ଏତେ ଦରମା ପାଇ କିଭଳି ଏମିତିକା ଖାମଖିଆଲି କାର୍ଯ୍ୟ କରିପାରୁଛନ୍ତି।ଆପଣ‌ କୈଣସି Action ନ ନେଇ ଚୋରକୁ ସିଆଣିଆ ପରି କାମ କରିଦେଲେ।
@manassahoo2834
@manassahoo2834 5 ай бұрын
ଢେଙ୍କାନାଳ ଜିଲ୍ଲା ରେ ବେଶୀ ହଉଛି ଦୁର୍ନୀତି ଖାଲି ଆମ କୁ ଟଙ୍କା ଦିଅ କାମ ହଉକି ନ ହଉ ତହସିଲ ରେ ଯେମିତି ଆ ରା ଇ ଅଫିସି ରେ ବି ସେମିତି ଲୋକ ମାନ ଙ୍କୁ ଖାଲି ହଇରାଣ କରାଯାଉଛି ଲାଞ୍ଚ ମାଗୁଛନ୍ତି ବିଭିନ୍ନ ପ୍ରକାରର ଆଳ ଦେଖେଇକି କାଗଜ ପତ୍ର ରଦ କରିଦେଉଛନ୍ତି e କଥା ଟିକେ ବିଚାର କୁ ନିଆ ଯାଉ
@haramohanpradhan1358
@haramohanpradhan1358 5 ай бұрын
ସବୁ ମନ୍ତ୍ରୀ ମାନେ ଏପରି ଚଢ଼ାଉ କରିବାର ଆବଶ୍ୟକତା ରହିଛି ।ମାଡି ଚାଲନ୍ତୁ ପୂଜାରୀ ବାବୁ
@rajeshdas7123
@rajeshdas7123 5 ай бұрын
ଓଡିଶା ସାରା ସବୁ ତହସିଲ ର ଅବସ୍ତା ଏହି ପ୍ରକାର... ସୁରେଶ ସାର୍ ଆପଣଙ୍କ ସାଧୁବାଦ ପାଇଁ ...ଧନ୍ୟବାଦ 🙏 ...
@ajaykumarmohanty-gv6us
@ajaykumarmohanty-gv6us 5 ай бұрын
Thank you sir God bless you with your health 🙏
@PravatKumarChoudhury-m8u
@PravatKumarChoudhury-m8u 5 ай бұрын
Thanks to suresh pujari
@MithunNaik-ju3tb
@MithunNaik-ju3tb 5 ай бұрын
ସେଇଠି ସସ୍ପେଣ୍ଡ କରିବା କଥା, ତାହେଲେ ସବୁ ତହସିଲଦାର ସାବାଡ ହୁଇ ଯାଆନ୍ତେ
@SmitaPanda-kv6yq
@SmitaPanda-kv6yq 5 ай бұрын
ଆମ ଓଡିଶା ରେ ସବୁ ଅଫିସରେ ସମାନ ଅବ୍ୟବସ୍ଥା ଅଛି
@gopiramray8284
@gopiramray8284 5 ай бұрын
24 ବର୍ଷ ହେଲା ମନମାନି ଆଉ ଦୁର୍ନୀତି କରି କରି ଅଭ୍ୟାସ ଗୁଡ଼ିକ ଅସ୍ଥିମଜ୍ଜା ଗତ ହୋଇଗଲାଣି। ଏବେ ସମୟ ବଦିଲିଛି। ଏବେ ସବୁ କିଛି ବଦଳିବ।
@gaganbiharisethi7996
@gaganbiharisethi7996 5 ай бұрын
24 ବର୍ଷ ଭିତରେ ମନ୍ତ୍ରୀ ଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ତଥା କୌଣସି କାର୍ଯ୍ୟ ରେ ଯୋଗଦାନ କରିବା ପାଇଁ ତୋଷାମଦ କରିବାକୁ ପଡ଼ିଥିଲା ହେଲେ ଏବେ ମନ୍ତ୍ରୀ ଆସି କ୍ଷେତ୍ର ରେ ଜୟ ଜୟ ଶ୍ରୀ ଜଗନ୍ନାଥ
@BhagyabantaAdbang
@BhagyabantaAdbang 5 ай бұрын
ଏ ଚାକିରିଆ ବାବୁମାନେ ନିଜ ବାପାର ବୋଲି ଭାବୁଛନ୍ତି 😂🎉😢😮😅😊😊😅😮😢🎉😂🙏🪻❤️🌺🌻🌼🌷🌷🌼🌻🌺❤️🪻🙏🪻🪻🪻
@rajeshdas7123
@rajeshdas7123 5 ай бұрын
ସବୁ ଆରଆଇ ଏବଂ ତହସିଲ୍ ର ଅବସ୍ତା ଏହି ପ୍ରକାର ରେ ଚାଲିଛି ମନ୍ତ୍ରୀ ମୋହାଦୟ ଙ୍କୁ ଅନୁରୋଧ ସବୁ ଜାଗର ତହସିଲ୍ କାର୍ଯ୍ୟଳୟ କୁ ଏହି ପରି ହଟାତ ଚେକ କରାଯାଉ... ଜନ ସାଧାରଣ ବହୁତ ହଇରାଣ ହେଉଛନ୍ତି ହେଉଛନ୍ତି.....
@prakashpradhan1629
@prakashpradhan1629 4 ай бұрын
Right ସୁରେଶ ଦା
@bharatiyahindu6271
@bharatiyahindu6271 5 ай бұрын
ତହସିଲଦାର ମିଛ କହୁଛି ସେ ତାର ନିଜର ବ୍ୟକ୍ତିଗତ କାର୍ଯ୍ୟ ରେ ବଉଳିବାକୁଯାଇଥିଲ
@TunuBarik-fp3hf
@TunuBarik-fp3hf 5 ай бұрын
ପ୍ରତ୍ୟକ ବ୍ଲକ, ତହସିଲ୍, ସପ୍କଲେକ୍ଟର, କଲେକ୍ଟର ଅଫିସି ପ୍ରଯ୍ୟନ୍ତ ଲୋକମାନେ ଧାଇଁଧାଇଁ ନୟାନ୍ତ ହୋଇପଡୁଛନ୍ତି କିନ୍ତୁ ଲୋକମାନଙ୍କର ନାର୍ଯ୍ୟ କାମ ହୋଇପାରୁନାହିଁ
@amarendradash4707
@amarendradash4707 4 ай бұрын
ପ୍ରତି ଜିଲ୍ଲା ର ସମସ୍ତ ଅଧିକାରୀ ମାନେ ଯଦି ଏମିତି ଅଧସ୍ତନ କାର୍ଯ୍ୟାଳୟ ଗୁଡିକର ପରିଦର୍ଶନ କରନ୍ତି ତାହା ହେଲା ସମସ୍ୟା ରେ ସୁଧାର ଆସିପାରେ।
@shaymsundarmahapatra5105
@shaymsundarmahapatra5105 5 ай бұрын
ଠିକ କରିଛନ୍ତି sir 🎉🎉
@hrudanandamajhi4642
@hrudanandamajhi4642 2 ай бұрын
Should be punished
@NilamaniSahu-de9rl
@NilamaniSahu-de9rl 5 ай бұрын
ମନ୍ତ୍ରୀ ନିଜ ଅନୁଭୂତି ଗଣମାଧ୍ୟମ କୁ କହିଲେ,ଅବ୍ୟବସ୍ଥା ବେଶୀ ବୋଲି କହିଲେ।ଏହା କେବଳ ସମ୍ବଲପୁର ରେ ନୁହେଁ ରାଜ୍ୟର ସବୁଜିଲାରେ ଏଭଳି ଅବ୍ୟବସ୍ଥା।ସଂସ୍କାର ପାଇଁ ମନ୍ତ୍ରୀ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ।
@SanatanchattarChattar
@SanatanchattarChattar 5 ай бұрын
ହଁ,,,ହଁ,,ଏମିତି ଥରିଲେ ଯେ ହଗୀ ପକେଇଲେ,,, କିନ୍ତୁ ମନ୍ତ୍ରୀ ମାନଙ୍କ କଥାରେ ତlକମେଳ ରହୁ ନାହିଁ ସେଟା କାହିଁ ମନୁ ନାହାନ୍ତି
@bhagabatsoren249
@bhagabatsoren249 4 ай бұрын
ଡାରତ ମାତା କି ଜୟ ❤
@prakashkumarjena.babusan.n3760
@prakashkumarjena.babusan.n3760 5 ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
@SamaMajhi-r2z
@SamaMajhi-r2z 5 ай бұрын
ଏମିତି ସବୁ ତାସିଲ୍ଡଦାର୍ କୁ ଶିକ୍ଷା ଦେବା ଦରକାର ❤❤❤
@biswajitswain1875
@biswajitswain1875 4 ай бұрын
Right.sir
@odishaexperimentking2737
@odishaexperimentking2737 5 ай бұрын
ସବୁ ତସିଲ ଢିଲା ଅଛି ଧନ୍ୟବାଦ
@kailashmohanta6476
@kailashmohanta6476 5 ай бұрын
ବିଜେଡି ସରକାର ସମୟର ଅଫିସର ରାଜ୍। ନବୀନ ପଟ୍ଟନାୟକ ଖୋଳ କରି ଦେଇଛନ୍ତି ଓଡ଼ିଶାକୁ
@bijayanayak1713
@bijayanayak1713 5 ай бұрын
ସେ ତହସିଲଦାରକୁ ତୁରନ୍ତ ସସପେଣ୍ଟ କରାଯାଉ।
@SomanathaMahapatra-p4o
@SomanathaMahapatra-p4o 4 ай бұрын
ଓଡ଼ିଶାର ସବୁ ତହସିଲ ର ଅବସ୍ଥା ଏପରି।
@manojparida2852
@manojparida2852 5 ай бұрын
ଯଦି ଅଫିସର ମାନେ ଭୁଲ କରୁଛନ୍ତି ତାଙ୍କୁ ଜନତାଙ୍କ ପାଖରେ ଛଡ଼ା ଯାଉ
@sibugaminggameryt709
@sibugaminggameryt709 5 ай бұрын
Thank u sir ଏମିତି ଔଷଧ ଦରକାର. ସରକାରୀ ଟଙ୍କା ଖାଇ ଖାଇ ଧୁଂଶ କରିଦେଲା. ଏମିତି ଅଫିସର ଙ୍କୁ ତୁରନ୍ତ ଜମି ରେ ଚାଷ କରୁ
@SnehalataPradhan-gw1lc
@SnehalataPradhan-gw1lc 5 ай бұрын
ସବୁ ଠାରେ ଏହି ପରି କାମ ଚାଲିଥିଲା
@mtkworld5092
@mtkworld5092 5 ай бұрын
ସାର୍ ନିଜ ଜିଲ୍ଲା ରେ ଥରେ ଦେଖନ୍ତୁ ସରକାରୀ ଡାକ୍ତର ଖାନା, ତହସିଲ ଅଫିସ......
@bhagabansahu3420
@bhagabansahu3420 5 ай бұрын
ଠିକ୍ ସାର , କର୍ମଚାରୀ ମାନଙ୍କୁ ତାଗିଦ୍ କରନ୍ତୁ, କର୍ମଚାରୀ ମାନେ କୋଦିନ କୋସମୟରେ କାର୍ଯ୍ୟାଳୟରେ ରହି ଲୋକଙ୍କ ସେବା କରିବେ ଓ କୋଦିନ କ୍ଷେତ୍ର ପରିଦର୍ଶନ ରେ କେଉଁ ଟିକି ଯିବେ କାନ୍ଥରେ ନୋଟିସ ଟିଙ୍ଗେଇ ଯିବେ
@nimaicharandeheri9064
@nimaicharandeheri9064 4 ай бұрын
swagath କର୍ମ ଚାରି ଙ୍କୁ ଥାଗିଥ, କରନ୍ତୁ
@LaxmanPahadiya-h7u
@LaxmanPahadiya-h7u 3 ай бұрын
ଭଦ୍ରକ ତିହିଡି ରେ ବହୁତ ଲାଞ୍ଚ ଖୋର ଷ୍ଟାଫ ଅଛନ୍ତି ସାର, ଅଚାନକ ଦିନେ ତିହିଡି ଆସନ୍ତୁ ସାର 🙏ମୋ ଅନୁରୋଧ ରଖିବେ ବୋଲି ମୋର ବିଶ୍ୱାସ 🙏
@debasissahu2637
@debasissahu2637 5 ай бұрын
ମନ୍ତ୍ରୀ କଣ ବାଘ। ସରକାରୀ ଚାକିରିଆ ଙ୍କୁ ଟାଇମ୍ ରେ ଅଫିସ ଆସିବାକୁ ତାଗିଦ କରାଯାଉ। ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।
@bharatiyahindu6271
@bharatiyahindu6271 5 ай бұрын
ଏ ଅଫିସର ମାନଙ୍କ ଚିକିରି ଛଡେଇ ନିଆଯାଉ ଆଉ ଏମାନଙ୍କ ବିପକ୍ଷରେ ଢୃଡ କାର୍ଯ୍ୟାନୁଷ୍ଠାନ ନିଅଯାଉ
@suryabansa5611
@suryabansa5611 5 ай бұрын
ତୁରନ୍ତ ତହସିଲ ଦାର ଓ ଷ୍ଟାଫ ଙ୍କୁ ଚାକିରୀ ରୁ ବହିଷ୍କାର କରନ୍ତୁ.
@sunilkumarpanigrahi-g6b
@sunilkumarpanigrahi-g6b 5 ай бұрын
Right Action Suresh sir 👍 👍
@TapanOjha-xl2ts
@TapanOjha-xl2ts 5 ай бұрын
ଖାଲି ଏଇ ଜାଗା ନୁହେଁ ଆହୁରି ଅନେକେ ଜାଗା ଏହି ପରି ଚାଲିଛି ଏମାନଙ୍କୁ ବହିଷ୍କାର କରା ଜାଉ
@Sabara458
@Sabara458 2 ай бұрын
😅ଏମିତି ମନ୍ତ୍ରୀ ଆମ ଓଡିଶା ପାଇଁ ଶୁଭଙ୍କର
@manassahoo8818
@manassahoo8818 5 ай бұрын
ମାହାଙ୍ଗା ଭଳି ଚାଷୀ ବ୍ଲକ ରେ ବେଆଇନ ଭାବେ ମାଟି ଖୋଲା ଚାଲିଛି. ତହସିଲ ରେ କମ୍ପ୍ଲେନ ଦେଲାରୁ ସେ ମାଇନ୍ସ ଅଫିସ ଯାଇ କମ୍ପ୍ଲେନ ଦେବାକୁ କହୁଛନ୍ତି ଏ ରୁଲ କଣ ଠିକ. ମାହାଙ୍ଗା ଆସନ୍ତୁ ଦେଖିବେ କେତେ ବେଆଇନ ଚାଷ ଜମି ଖୋଲା ଯାଇଛି
@nishikantabirabar1385
@nishikantabirabar1385 5 ай бұрын
ଯେତେ ସରକାରୀ ଚାକିରିଆ bjd ଅମଳରେ ସୁସ୍ଥ ଜୀବନ ଯାପନ କରୁଥିଲେ ଏବଂ ବିନା ପଇସାରେ କାମ କରୁ ନଥିଲେ ତେଣୁ ସେ ଅଭ୍ୟାସ ଟା bjp ସରକାର ବଦଳେଇବା ଦରକାର ।
@sanjeebkusahu6355
@sanjeebkusahu6355 4 ай бұрын
ଯଦି ସବୁ ଅଫିସରେ ସବୁ ମନ୍ତ୍ରୀ ଏମିତି ହଠାତ ବାରମ୍ବାର ପହଂଚି ଯିବେ ଓ ସତରେ action ନେବେ, ତେବେ ଓଡ଼ିଶା ବଦଳି ଯିବ l🌷
@sanjaytudu5788
@sanjaytudu5788 5 ай бұрын
Very good
@ganeshmohanty6422
@ganeshmohanty6422 5 ай бұрын
ପ୍ରିୟ ପଞ୍ଚାୟତରାଜ ମନ୍ତ୍ରି ସାରେ ଆପଣ ଆମ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ତସିଲକୁ ଟିକେ ପରିଦର୍ଷନ୍ କରନ୍ତୁ କେମିତି ଚାଲିଛି ଜାଣିପାରିବେ
@keshabsahu9667
@keshabsahu9667 5 ай бұрын
Thanks minister Pujari sir for helping people
@SabitaHota-l5o
@SabitaHota-l5o 5 ай бұрын
ଠିକ୍ କରିଛନ୍ତି ଆପଣ ସାର୍ ତାଙ୍କୁ ସସପେଣ୍ଟ କରାଯାଉ ତାପରେ ସମସ୍ତେ ଚେତିବେ ।
@malaysenapati2981
@malaysenapati2981 5 ай бұрын
ସାର୍ ଆପଣ ମିଛ କହୁଛନ୍ତି, ଆପଣଙ୍କ କଥା କହିବା ଠିକ୍ ଭାବରେ ନଥିଲା, ଆପଣଙ୍କ ଏସ୍ଟାପ୍ ବି ଆପଣଙ୍କ ଡରି ଯାଇ କିଛି କହୁ ନାହାନ୍ତି
@pradipkumarnayak1522
@pradipkumarnayak1522 2 ай бұрын
ମନ୍ତ୍ରୀ ମହୋଦୟଂକୁ ଧନ୍ୟବାଦ, ଏଭଳି ଅନ୍ୟ ତହସିଲ କାର୍ଯ୍ୟାଳୟ କୁ ମଧ୍ୟଚଳ ତଦାରଖ କରିବାକୁ ଅନୁରୋଧ, ବହୁତ କାର୍ଯ୍ୟାଳୟ ରେ ବିନା ପଇସାରେ କାମ ହେଉନାହିଁ, ଏଭଳି ଚାଲିଲେ ନିଶ୍ଚିତ କିଛି ଟା ସୁଧାର ଆସିବ ।ଯାଜପୁର ଜିଲ୍ଲାକୁ ଟିକେ ବୁଲି ଆସନ୍ତୁ ଦେଖିବେ । ଜୟ ଶ୍ରୀଜଗନ୍ନାଥ ।
@dasarathibehera4530
@dasarathibehera4530 5 ай бұрын
Amanku ବହିସ୍କାର କରାଯାଉ
@abhijitexpressdp9939
@abhijitexpressdp9939 5 ай бұрын
ଏ ଦାଢ଼ିଆ ତହସିଲଦାର କୁ ବହିସ୍କାର କରି ଦେଲେ ଠିକ୍ ବୁଝି ପାରିବ.😂😂😂😂😂😂
@niranjanpandaofficial
@niranjanpandaofficial 5 ай бұрын
Right decision in right time Thank you so much sir 🙏🙏🙏
@DDaimond-ys5tu
@DDaimond-ys5tu 5 ай бұрын
ସବୁ ମନ୍ତ୍ରୀ ମାନେ ଅଚାନକ ଗଲେ ନାଟକ ର ସୂତ୍ରଧାର କୁ dari ପାରିବେ
@GUNDICHAPOLAI
@GUNDICHAPOLAI 5 ай бұрын
ଏମିତି ତାଗିଦ କରି ଛାଡିଦେଲେ ସେମାନେ ପୁଣି ସେୟା କରିବେ...
@banamalisankha3333
@banamalisankha3333 4 ай бұрын
swagat sir apanku pura odisha paribartan darkar
@muktikantamohapatra2899
@muktikantamohapatra2899 5 ай бұрын
ତୁରନ୍ତ ସସପେଣ୍ଡ କରି ଅନ୍ୟ କର୍ମଚାରୀଙ୍କ ପାଇଁ ଉଦାହରଣ ଦେବାର ଥିଲା । ତହସିଲଦାରଙ୍କ ଫିଲଡ ଭିଜିଟ୍ ର କାର୍ଯ୍ୟସୂଚୀ ଜିଲ୍ଲାପାଳ ଓ RDC କ ଙ୍କୁ ଦିଆଯାଇଥିଲା କି ? ତହସିଲଦାରଙ୍କ chamber ମାସ ମାସ ଧରି ସଫା ହୋଇନଥିଲା କାହିଁକି? ଦୁର୍ନୀତି ର ଛାୟା କୁ ସହି ନପାରିବାର ନବୀନ ବାବୁ ଙ୍କ ଅଭିନୟ କୁ ଓଡ଼ିଶାବାସୀ ଦେଖି ଅଛନ୍ତି । ସୁଶାସନ ପାଇଁ ବିଜେପି ସରକାର ପ୍ରଥମେ କର୍ମଚାରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାନ୍ତୁ । ଖାଲି କଥାରେ କଥାରେ ପାଞ୍ଚ ବର୍ଷ କେତେ ବେଳେ କଟିଯିବ ତାହାର ହିସାବ କାହାରି ପାଖରେ ନଥିବ ।
@manamohannayak8544
@manamohannayak8544 5 ай бұрын
କଉଠି ଟଙ୍କା ମିଳିବାର ଥିବ ପଳେଇ ଥିବୁ,ଟିକେ ଭାବ ଗରିବ ଲୋକଙ୍କ ପାଖରୁ କେତେ ଟଙ୍କା ନେଲେ ତମେ ଶାନ୍ତି ପାଇବ
@susantanayak551
@susantanayak551 5 ай бұрын
ରଣପୁର ରେ ସମାନ ଅବସ୍ଥା
@aksbbsr
@aksbbsr 5 ай бұрын
ବର୍ଷ ବର୍ଷ ଧରି ଭୁବନେଶ୍ବର ତହସିଲରେ Conversation ହେଉନି
@samirmishra4563
@samirmishra4563 5 ай бұрын
Suresh pujari is setting the benchmark for Odisha. We want other ministers also be proactive like him. Loke apanku vote deichanti paribartan pain...great work...Asa karuchi paribartan asiba jaldi...
@pradeeptaroutray5035
@pradeeptaroutray5035 5 ай бұрын
ସବୁ ତହସିଲ ରେ ସେ ଅବସ୍ଥା..... ଚନ୍ଦ୍ର ଶେଖର କୁମାର ସାର ଆଉ ଥରେ revenue secretary ହେବା ଦରକାର...... ତହସିଲ ଅଫିସ ସୁଧାରିବା ପାଇଁ
@niranjanpandaofficial
@niranjanpandaofficial 5 ай бұрын
Absolutely Right👍👍👍👍
@maakitchenette
@maakitchenette 5 ай бұрын
ଏ ସବୁ ଲୋକ ଦେଖଣା ଆଉ କିଛି ନାହିଁ 🦮🐊👎🕷️🕸️✔️😭🦟🗞️😈👿🤡🐜👹
@raghubhatra1354
@raghubhatra1354 5 ай бұрын
ଏତ ତହସିଲଦାର ଭଳି ଲାଗୁନି
@kumarpapu3225
@kumarpapu3225 5 ай бұрын
South ra tollywood vilian😂
@abinashpanda6726
@abinashpanda6726 5 ай бұрын
Sir Good step for our society and office.
@liteshkumar2496
@liteshkumar2496 5 ай бұрын
ସବୁ ଅଫିସ ର ଅବସ୍ଥା ଏମିତି ସବୁଆଡେ ରେଗୁଲାର ଏମିତି raid ହେବା ଉଚିତ
@prasantahota6659
@prasantahota6659 5 ай бұрын
ଚାକିରିରୁ ବିଦା କରାଯାଉ
@SanjaySahu-vv2lr
@SanjaySahu-vv2lr 4 ай бұрын
Right 👍 Sir Good job 👍
@satyaranjanpanda701
@satyaranjanpanda701 5 ай бұрын
Online application ନିଆଯାଉ, କାମ ର time fix କରାଯାଉ, ଲୋକମାନଙ୍କୁ office ଯିବାକୁ ପଡ଼ିବନି
@pradoshrath1035
@pradoshrath1035 4 ай бұрын
Suresh Bhai Sahi Salam 🎉🎉🎉🎉🎉
@chandrapanda7222
@chandrapanda7222 5 ай бұрын
ମନୋଜ ପ୍ରଭାକର କୁରୁଜୁ ତହସିଲଦାର ସମ୍ବଲପୁର ମୁହା ଧୃତ ଟା, ସେ ବାବୁ ଗଞ୍ଜାମ ଜିଲ୍ଲାର କନିସି Addl tdr ଥିଲା ବେଳେ ଟଙ୍କା ନ ଦେଲେ Mutation case ଗୁଡ଼ିକ Drop କରିଛନ୍ତି, ଯିଏ ଟଙ୍କା ଦେଲେ Mutation case Drop, ତାପରେ ବାବୁଙ୍କ ସହ କାରବାର କଲେ Re opining, ତାପରେ yes, Ok ଲେଖି Land Schedule, Deed No ନ ଥାଇ Case Allow କରି ଛନ୍ତି, ବାବୁ ଜଣକ ବଡ଼ କରିତ କର୍ମା, ସମ୍ବଲପୁର ଜନସାଧାରଣ ଜାଗ୍ରତ ହୁଅ.
@LaxmanPahadiya-h7u
@LaxmanPahadiya-h7u 3 ай бұрын
ପଟା ମିଳିନି ସାର, ତିହିଡି ତହସିଲରେ ବର୍ଷେ ହୋଇ ଗଲାଣି, ତିହିଡି ତହସିଲ ଭିଜିଟ କରନ୍ତୁ ସାର 🙏🙏🙏ମୁଁ ଅନୁରୋଧ କରୁଛି ସାର 🙏
@SibashankarNayak-ki4ej
@SibashankarNayak-ki4ej 5 ай бұрын
Very good Suresh pujari sir
@amitakar94
@amitakar94 5 ай бұрын
ଏମାନଙ୍କୁ ବିଦା କରାଯାଉ କାମ କିଛି ହଉନି ଲୋକ ହଇରାଣ ହୋଉଛନ୍ତି
@NilamadhabdashNilamadhabdash
@NilamadhabdashNilamadhabdash 5 ай бұрын
ସାବାସ ଏମିତି ତାଗିଦ୍ କରିବା ଦରକାର
@PabinPadhan
@PabinPadhan 2 ай бұрын
Supar hiro sar❤❤❤❤
@bhabanidas1843
@bhabanidas1843 5 ай бұрын
Wow great 👍👍👍👍
@RKMohapatra-n5x
@RKMohapatra-n5x 5 ай бұрын
Thanks for conducting surprise visit.
@ranojmanjarisahu9914
@ranojmanjarisahu9914 2 ай бұрын
Dhanyavaad Suresh sir
@RinkuKumar_2612
@RinkuKumar_2612 5 ай бұрын
All Minister Should Do A Surprise Visit In Thier Own Department,
@Sseries-q1c
@Sseries-q1c 5 ай бұрын
I ❤ Modi Ji
@skjahangir4599
@skjahangir4599 4 ай бұрын
Veery nice sir disison
@manasranjansahoo7468
@manasranjansahoo7468 5 ай бұрын
Highly appreciated
@Tandikana
@Tandikana 4 ай бұрын
Good job sir ❤❤❤❤❤
@dpindian6750
@dpindian6750 5 ай бұрын
Great sir ❤❤❤
@Being-Soul
@Being-Soul 5 ай бұрын
Good Job Sir, Pls keep it up
@Sanatasahoo-c4b
@Sanatasahoo-c4b 4 ай бұрын
Suresh pujari sir thanks
VIP ACCESS
00:47
Natan por Aí
Рет қаралды 30 МЛН
Каха и дочка
00:28
К-Media
Рет қаралды 3,4 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
Political Tensions Rise Over Prakash Mishra's Book
4:48
Bharatpur Echo In Odisha CM Mohan Majhi Pep Talk To Police Officers
4:15
VIP ACCESS
00:47
Natan por Aí
Рет қаралды 30 МЛН