ସ୍ତ୍ରୀ ଉପରେ ରାଗି ୪୨ବର୍ଷ ହେଲା ଭାତ ଛାଡ଼ି ଦେଇଛନ୍ତି ବୁଢା ମଉସା, ଶୁଖିଲା ମୁଢି ଖାଇ ରହୁଛନ୍ତି || Knews Odisha

  Рет қаралды 1,679,827

KNews Odisha

KNews Odisha

Жыл бұрын

ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Subscribe: kzbin.infon...
Facebook: / knewsodisha
Twitter: / knewsodia
Instagram: / knewsodisha
Mobile App: play.google.com/store/apps/de...
Website: www.knewsodisha.com
#knews #knewsodisha #odisha #odishanews #ajirakhabar #ajiranews

Пікірлер: 616
@rashmikantabehera8847
@rashmikantabehera8847 Жыл бұрын
ତା ମାନେ ସେ ବୁଢ଼ା ମଉସା ବୁଢ଼ୀ ମାଉସୀ ଙ୍କୁ ବହୁତ ଭଲ ପାଆନ୍ତି। ସେଥିପାଇଁ ସେ ଏତେ ବର୍ଷ ହେଲା ରାଗ ଅଛି। ମଉସା ତମ ସେ ଭଲ ପାଇବା ର ଇଜ୍ଜତ ରହିବନି।ତମେ ଏଥର ଭାତ ଖାଅ।
@pradoshkumar7833
@pradoshkumar7833 Жыл бұрын
🙂🙂🙂ଅଜା ପଛ କଥା ଭୁଲିଯାଇ ଏଵେ ଭାତ ଖାଅ. ଈଶ୍ୱର ତୁମର ମଙ୍ଗଳ କରନ୍ତୁ.
@onlineeducation2242
@onlineeducation2242 Жыл бұрын
ମଉସା ତୁମକୁ ମାନିବାକୁ ପଡିବ. ସତରେ. ତୁମେ ସତ୍ୟ ପାଳନ କାରି ରାମଚନ୍ଦ୍ର ତୁମକୁ ସଲାମ
@anupamanayak8568
@anupamanayak8568 Жыл бұрын
ଭାତ ନ ଖାଇ ମଧ୍ୟ ପୁରା ଫିଟ୍ ।ଭଗବାନଙ୍କ କୃପାରୁ ଭଲରେ ରହନ୍ତୁ ।
@tikumishra1997
@tikumishra1997 Жыл бұрын
ବୁଢ଼ା ମଉସା ଭାତ ନ ଖାଉ କିନ୍ତୁ ଭଲରେ ଥାଉ ଜୟ ଜଗନ୍ନାଥ 🙏
@snehalatasahoo7818
@snehalatasahoo7818 Жыл бұрын
ଘର ର ପରିସ୍ଥିତି ବହୁତ ଖରାପ😞😞...... ତାଙ୍କୁ ଆର୍ଥିକ ସହୟତା କରନ୍ତୁ 🙏.... ଘର ଖଣ୍ଡେ ବି ନାହିଁ 🥺🥺.....may God blessed them🙃
@kantabarik1894
@kantabarik1894 Жыл бұрын
ବୁଢ଼ା ମଉସା ର ରାଗ ୧ ନମ୍ବର ।
@royalcreation8845
@royalcreation8845
ଏଇ jajbaat ମଉସା ସବୁବେଳେ ରଖିଥାନ୍ତୁ। Jajbaat ଉପରେ କେହି ନୁହଁ
@artistfakirmohan9670
@artistfakirmohan9670 Жыл бұрын
କମ୍ ରାଗ ନାହିଁ ତ ତାହେଲେ ମଉସା ର,, ଏଡେ ଜିଦଖୋର୍,,।। ସ୍ବାମୀ ସେବା ରୁ ବଞ୍ଚିତ କରିଦେଇଛ ମଉସା,, ଠିକ କରିନ,, ଅଭିମାନ ଦୂର କରି,, ଭାତ ଖାଇବା ଆରମ୍ଭ କର,,। ତମେ ସିନା ରାଗିକି ଜିଦି ଧରି ବସିଛ,, ମାଉସୀ ମନ ରେ କେତେ ଦୁଃଖ ତମେ ବୁଝି ପାରୁନ,, ।। ଯେତେ ବେଳେ ମୁଢ଼ି ବି ପାଟି ରେ ପଶିବନି ସେତେବେଳେ ଜାଣିବ,,।।
@TechnicalHpHappy
@TechnicalHpHappy Жыл бұрын
What a Attitude😎 Aja..... ଏବେ କା ଟାଇମ ହେଇଥିଲେ ଅଜା ଦୁନିଆ ଝିଅ ପଟେଇ ସାରନ୍ତାଣି.......
@niranjanmaity8227
@niranjanmaity8227 Жыл бұрын
ବୁଢା ମଉସା ର ଜିଧି ପାଇଁ ଗୋଟେ ଲାଇକ ହୋଇଯାଉ...!!ହୁଏତ ସେଇଦିନ ବୁଢା ଭାତ ଖାଇଥିଲେ.. କିଛି ବି ଗୋଟେ ଅଘଟଣ ଘଟି ଥାନ୍ତା...
@shubhranshudebasmita
@shubhranshudebasmita Жыл бұрын
ରାଗ ନିଜ ଲୋକ ଉପରେ ଆସେ ସେଟା ଠିକ୍ କଥା। କିନ୍ତୁ ଯଦି ବେଶୀ ସମୟ ରହିଲା ସେଟା ego, ego re ଅନ୍ଧ ହୋଇ ଭଲପାଉଥିବା ମଣିଷକୁ ଭୁଲି ଯାଅ ନାହିଁ।
@manojkumarmohanty1866
@manojkumarmohanty1866 Жыл бұрын
ନବୀନ ସରକାର ଗରିବ ପରିବାରକୁ ଯେତେ ଶୀଘ୍ର ପକା ଘର ଖଣ୍ଡେ ଜାଗା କିଛି ଦେଲେ ସମସ୍ତଙ୍କର ମଙ୍ଗଳ ହୁଅନ୍ତା ।
@priyankamohanty7040
@priyankamohanty7040 Жыл бұрын
ମଣିଷ ନିଜ ଜବାବ ରେ ପକା ହେବା ଉଚିତ୍, ଶୁଣିଥିଲି ଆଜି ଆଖିରେ ଦେଖିଲି
@hemantapadhan4413
@hemantapadhan4413 Жыл бұрын
ମାନବ ଜନ୍ମ ନେଇ କୀ ଭାତ ଛାଡି ଦେଲେ ଧନ୍ୟ ପ୍ରଭୁ ତମେ
@rajibakumarnayak2896
@rajibakumarnayak2896 Жыл бұрын
ଏଭଳି ଜିଦ କଲେ ଜୀବନରେ ନିଶ୍ଚୟ ସଫଳତା ମିଳିବ l ମଉସା ଆମ ଦେଶ ଓ ଜାତି ପାଇଁ ଉଦାହରଣ l
@tamalabehera7839
@tamalabehera7839 Жыл бұрын
ବୁଢ଼ା ର ରାଗ କମାଇ ଦିଅ ଆଉ ସରକାର କୁ ଏତିକି ଅନୁରୋଧ ଯେ ଏଇ ଗରବି ପରିବାର କୁ ଘୋର ବାସ ଟିକେ ସାହାଯ୍ୟ କର ରହିବାକୁ 🙏🙏🙏🙏🙏🙏🙏
@itsUmacreations
@itsUmacreations Жыл бұрын
ମହା ମହିମ ଭୀଷ୍ମ 👏👏👏
@Mohan_bhai.
@Mohan_bhai. Жыл бұрын
ଭୀଷ୍ମ ପ୍ରତିଜ୍ଞା ର ଏହା ଏକ ଜ୍ୱଳନ୍ତ ଉଦାହରଣ
@subhasmitamohanty1296
@subhasmitamohanty1296 Жыл бұрын
ଉପସ୍ଥାପିକା ଙ୍କ ଉପସ୍ଥାପନା ଚମତ୍କାର ।
Llegó al techo 😱
00:37
Juan De Dios Pantoja
Рет қаралды 54 МЛН
Slow motion boy #shorts by Tsuriki Show
00:14
Tsuriki Show
Рет қаралды 9 МЛН
Amazing weight loss transformation !! 😱😱
00:24
Tibo InShape
Рет қаралды 59 МЛН
CBI Denies Arvind Kejriwal's Bail // Djokovic Defeats Nadal
22:26
OdiaTechBulletin
Рет қаралды 57 М.
Anganwardi workers,capital dairy
1:13
capital Diary
Рет қаралды 44 М.
Llegó al techo 😱
00:37
Juan De Dios Pantoja
Рет қаралды 54 МЛН