ସୁଧାଂଶୁ@8: ଘାଇଲା କରିଦେବ ପରିକ୍ରମା ପ୍ରକଳ୍ପ II SUDHANSU@8 II

  Рет қаралды 76,446

Focus Plus

Focus Plus

20 күн бұрын

ସୁଧାଂଶୁ@8: ଘାଇଲା କରିଦେବ ପରିକ୍ରମା ପ୍ରକଳ୍ପ, 4500 କୋଟି ଟଙ୍କାରୁ କେତେ କିଏ ଖାଇଛନ୍ତି ହିସାବ ମାଗିଲାଣି ମୋହନ ସରକାର
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 349
@abanipradhan
@abanipradhan 19 күн бұрын
ମୋହନ ସରକାର CBI ତଦନ୍ତ କରନ୍ତୁ,,,, ଜୟ ଜଗନ୍ନାଥ
@baikunthabehera3971
@baikunthabehera3971 19 күн бұрын
@@abanipradhan tuma baba mami nku koti namaskar .aame bhaga banti nebu
@birabajrang1177
@birabajrang1177 19 күн бұрын
ଅତି ଉଚ୍ଚକୋଟୀର ଉପସ୍ଥାପନା ଧନ୍ୟବାଦ ସାର୍
@bidyadharraut55
@bidyadharraut55 19 күн бұрын
100 % CBI ତଦନ୍ତ ହେବା ଦରକାର
@raghumaninayak9593
@raghumaninayak9593 19 күн бұрын
ପରିକ୍ରମା ପ୍ରକଳ୍ପ ନାମରେ ହୋଇଥିବା ଦୁର୍ନୀତିରେ ନୂଆ ସରକାର ଯଥା ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଆଇନଗତ ଦଣ୍ଡ ଦିଆଯାଉ, ଫୋକସ ପ୍ଲସ ଟିଭି ଚ୍ୟାନେଲକୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ ସ୍ଵାମୀ...🙏🕉️🚩
@AkhyayaMohanty
@AkhyayaMohanty 18 күн бұрын
Focus plus na fraud+
@sunilrauto5923
@sunilrauto5923 19 күн бұрын
ଏବେ ବି ପାଣ୍ଡୁ ଙ୍କ ଚେଲା ମାନେ ଓଡ଼ିଶା କୁ ଲୁଟିବା ପାଇଁ ଯୋଜନା ଜାରି ରଖିଛନ୍ତି
@jchoudhury274
@jchoudhury274 18 күн бұрын
CBI ତଦନ୍ତ କରି Pandian ଓ କ୍ରୀତଦାସ ମାନଙ୍କୁ A to Z ପର୍ଯ୍ୟନ୍ତ ହିସାବ ମଗା ଯାଉ ଜୟ ଜଗନ୍ନାଥ
@mnsirmathematics269
@mnsirmathematics269 19 күн бұрын
ଅପେକ୍ଷା ଏ ଓଡ଼ିଶା କଂର କେବେ ଏ ଅପରାଧୀ ମାନେ ଜେଲ ଯିବେ।
@baikunthabehera3971
@baikunthabehera3971 19 күн бұрын
kehi jibeni .bhaga banti neba ..pandian model chaliba .nabin nka natare mohan fasibe
@ashwinisahu6584
@ashwinisahu6584 19 күн бұрын
BILKUL RIGHT KAHILE SIR 🎉🎉🎉
@ashwinisahu6584
@ashwinisahu6584 19 күн бұрын
KICHHI HEBANI MOHAN SARKAR 🎉
@baikunthabehera3971
@baikunthabehera3971 19 күн бұрын
@@ashwinisahu6584 BABA .MAMI NKU MORA PRANHAM DHEBA .TANKA SEBA KARIBA
@PotdOfficial
@PotdOfficial 17 күн бұрын
Khali bhokibe thakuranku neiki rajaniti... Paisa kharcha heichi akhi futi jaichi ki.. Loka ghara bhangila semane paisa neichanti
@ashokkumarbhuyan3937
@ashokkumarbhuyan3937 19 күн бұрын
ନିରୀହ ଚେହେରା ଭିତରେ ଭୟଙ୍କର କ୍ରୁରତା, ଲଜ୍ଜ୍ୟା ଲାଗୁଛି।
@geetaranisamal6638
@geetaranisamal6638 19 күн бұрын
ମୋହନ ସରକାର କରିଲେ ତ? ବିଜେଡି ବିରୁଦ୍ଧରେ ତ ଏମାନେ ସେପରି ଆଖିଦୃଶିଆ ପଦକ୍ଷେପ ନେବାର ନାଁ ଧରୁ ନାହାନ୍ତି।
@khirodhota1440
@khirodhota1440 19 күн бұрын
ସତରେ ଘାଇଲା କରିବ କି ନାହିଁ ସନ୍ଧେହ ହେଉଛି, ଆମେ ଭାବୁଛୁ ମୋହନ ବାବୁ ଭିଡକୁ ନୁହେଁ l
@kalandichandratarasia8777
@kalandichandratarasia8777 19 күн бұрын
ଦେଖ ଆଗକୁ କଣ ହଉଚି 👍
@DeepkamalSwain
@DeepkamalSwain 19 күн бұрын
Sudhanshu ବାବୁ ଟିକେ ଗତକାଲି ର ରଥଯାତ୍ରା ବିଭ୍ରାଟ ପ୍ରସଙ୍ଗ ରେ ଓପନ discussion କରନ୍ତୁ, ଏ ବର୍ଷ କାହିଁକି ଏତେ ତ୍ରୁଟି ରଥଯାତ୍ରା ପରିଚାଳନା ରେ, ସେ ବିଷୟରେ ଟିକେ ବି କେହି ମୁହଁ ଖୋଲୁନାହାନ୍ତି ଓଟିଭି, Argus,focus plus tv
@jyotibhusan2000
@jyotibhusan2000 19 күн бұрын
କିଛି ହେଲା ଭଳିଆ ଲାଗୁନି, ରାଜ୍ୟସଭାରେ ସମର୍ଥନ ପାଇବା ପାଇଁ BJP, BJD ର ସବୁ ଚୋରିକୁ ଅଣଦେଖା କରି ଦଉଛି।
@geetaranisamal6638
@geetaranisamal6638 19 күн бұрын
ପାଣ୍ଡିଆନ ଏବେ ବି ସକ୍ରିୟ
@pradeepkumarjena4162
@pradeepkumarjena4162 19 күн бұрын
ଏଗୁଡିକ ନିଉଜ କରୁଛନ୍ତି କଣ ପଦ କ୍ଷେପ ନେଇଛନ୍ତି ସରକାର ସବୁତକ ବାହାର କରୁଛନ୍ତି କେତେ ପଦ କ୍ଷେପ ନେଲେଣି ନିଉଜ ସୁଣେଇଦେବ ସରିଗଲା କିଛିଦିନ ପରେ ବାସ
@Beautifulnture-et2bk
@Beautifulnture-et2bk 19 күн бұрын
Bhai Time Lagiba Gote Dina Re Rome City Heithilaa Ki? Answer Integently
@ashwinisahu6584
@ashwinisahu6584 19 күн бұрын
LAGUNI MOHAN SARKAR KICHHI KARIBE BOLI🎉🎉
@Beautifulnture-et2bk
@Beautifulnture-et2bk 18 күн бұрын
@@ashwinisahu6584 25 Barsha Re Naveen Mishnari Christian Budhaaa Maduaa Kantaaa Ukhadichii jou Daridraa Odisha Dadana Murkhaa Odia Janata Chuttiyaa Parama Chutiyaa Murkhaa Salve Chakara mindeds🤬🤬🤬🤬🤬🤬🤬🤬🤬🤬🤬🤬🤬. Aau Sunn Ama Mamu ghare chasi Manku Tanka Mili sarichiiii. 3100 Dhana pichaa
@pratapjena1193
@pratapjena1193 19 күн бұрын
ମାଫିଆ ପାଣ୍ଡୁ ଡକାୟତ ଜାଣି ବିଜେପି କାହିଁକି ଚୁପ୍ ବସିଛି କଣ ପାଇଁ
@bkar3
@bkar3 19 күн бұрын
Pandu bjp agent sajichi
@subashsahoo3527
@subashsahoo3527 18 күн бұрын
ଗପ ଅଧିକ ହେଉଛି କାର୍ଯ୍ୟ କମ୍ ହେଉଛି ତୁରନ୍ତ ଗିରଫ ଆରମ୍ଭ କରିଦିଆଯାଉ
@LambodarPradhan-sj6uy
@LambodarPradhan-sj6uy 19 күн бұрын
କେଉଁ କାର୍ୟ୍ଯ ପାଇଁ କେତେ ସରିଛି ତାର ତାଲିକା ଘୋଷଣା କରାଯାଉ।
@krushnasahoo155
@krushnasahoo155 19 күн бұрын
ସୁଧାସୁ ଵାଵୁ ଆପଣ ଜଗତ୍ସିଂହପୁର ଜିଲ୍ଲା ଵାଲିକୁଦା ତହସିଲ ଅଣ୍ଡରରେ ଵାଲିକୁଦା ରେଭିନ୍ୟୁସର୍କଲ ର ସଂଗ୍ରାମ ପୁରା ପଞ୍ଚାୟତ ରେ ଵହୁତ ସରକାରୀ ଗୋଚର ଅନାଵାଦି ପ୍ଲଟ ଜଵରଦସ୍ତ କଵଳିତ କରି ରଖିଛନ୍ତି ଆପଣଙ୍କ ମାଧ୍ୟମରେ ଏହାର କିପରି ଉଚ୍ଛେଦ ହେଵ ଟିକେ ଚେଷ୍ଟା କରନ୍ତୁ
@user-gq1yo9ib3c
@user-gq1yo9ib3c 19 күн бұрын
@@krushnasahoo155 ଜେଦି ଏହା ସତ୍ଯ ତାହାଲେ ସାଘାଂତିକ ହେବ କେଉଁ ନିୟୁଜ୍ଯୁ ଚାନେଲେ୍ ମାଧ୍ୟମରେ ଏହାର ପ୍ରମାଣ ମିଳିବ ତାର ଫର୍ଦ୍ଦା ଫାସ ହେବା ଦରକାର
@priyamkumar6812
@priyamkumar6812 19 күн бұрын
Sudansu bhai bahut sundar news joy gaganath ❤❤❤❤❤❤❤
@rameshmohanty1211
@rameshmohanty1211 19 күн бұрын
ଏତେ ଘୋଟାଲା ହେଇଚି ଏ ବିଜେପି ସରକାର୍ କରୁଚି କଣ । ଜନତା ଭୋଟ ଦେଇ ଥିଲେ ବିଜେପି କୁ କଣ ଏମିତି ଚୁପ୍ ବସିବାକୁ
@banamalibehera8781
@banamalibehera8781 19 күн бұрын
DHARYA DHARA TIKE MAATRA MAASETA HELAA SARAKAARA.
@bikasmohanty2221
@bikasmohanty2221 18 күн бұрын
Sala Tu bjd ku vote de MG
@kaibalyasaho1401
@kaibalyasaho1401 19 күн бұрын
Good
@kshitishpanda5288
@kshitishpanda5288 18 күн бұрын
ଆପଣ ମାନେ ଚିତ୍କାର କଲେ କିଛି ଲାଭ ହେବନି ସାର, ଇଏତ ଗୋଟେ ସ୍ଥାଣୁ ସରକାର।
@anilkumarbehera8151
@anilkumarbehera8151 19 күн бұрын
ହେ ପ୍ରଭୁ !!!
@anjankumar2990
@anjankumar2990 19 күн бұрын
ଆଞା ଆର୍ ଟି ଆଇ ର ସମ୍ପୂର୍ଣ ତଥ୍ୟ ଆଣି ପ୍ରଚାର କରନ୍ତୁ,ଭଲହେବ, ଏପରି ୟୁଟୁବ୍ ଚ୍ୟାନେଲ ଖୋଲି ଲୁଟ୍ କରି,ଲୋକଙ୍କ ଭିତରେ କ୍ରୋଧ ଭାବ ସୃଷ୍ଟି କରନ୍ତୁ ନାହିଁ।
@srikantakumarhota6134
@srikantakumarhota6134 18 күн бұрын
ସି ବି ଆଈ ତଦନ୍ତ କରାଯାଉ। ଦୋଷୀ ମାନଙ୍କୁ ଗିରଫ କରାଯାଉ । ସବୁ ଟଙ୍କା ଆଦାୟ କରାଯାଉ ।ଯଦି ଟଙ୍କା ନମିଳିଲା, ଦୋଷୀ ମାନଙ୍କୁ ସବୁଦିନ ପାଇଁ ଜେଲ୍ ରେ ରଖାଯାଉ।
@kailashchandra4365
@kailashchandra4365 19 күн бұрын
ବିକ୍ରମ ଆରୁଖ ବିଦ୍ୟା ଭାରତୀ ସୌମ୍ୟ ରଞ୍ଜନ କେସ ଟା ବାହାର karo
@user-gq1yo9ib3c
@user-gq1yo9ib3c 19 күн бұрын
ଏ ସରକାର ଆଉ କିଛି ବର୍ଷ ସାସନ ରେ ରହିଥିଲେ ଓଡ଼ିଶା କୁ ଅନ୍ୟ ରାଜ୍ଯ କୁ ବିକ୍ରୀ କରି ଦେଇଥାନ୍ତେ ଏ କୁତା ମାନକୁଂ କଣ ଦଣ୍ଡ ଦିଆଜିବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଚାର କରିବେ ଏ କୁତା ମାନେତ ସୋସଣ କରିବାରେ ବେସ୍ତ ଆଉ ଗରିବ ଲୋକଙ୍କ ସେବା କଣ କରିବେ
@janakiballavdash73
@janakiballavdash73 19 күн бұрын
ଥାଉ ଆଉ ଶୁଣିବାକୁ ଧୈର୍ଯ୍ୟ ନାହିଁ। ଏ ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ପୁରୂଣା ଧାରାରେ। ୧ମାସ ମଧ୍ୟରେ ପ୍ରଶାସନ ବଦଳି ନାହିଁ। ଆଉ ଶାସନ କେମିତି ବଦଳିବ?
@abhiabhi2511
@abhiabhi2511 19 күн бұрын
ଭାଇ ତମେ ଖାଲି ଚିଲେଇ କି ଯେତେ ପାଟି କଲେବି.... ମୋହନ ସରକାର ତାଙ୍କ ଉପରେ କିଛିବି ଆକ୍ସନ ନେଇପାରିବେନି... ପାଣ୍ଡୁ ଆଉ ଅମିତ ଶାହ ମଧ୍ୟରେ ଡିଲ ହୋଇସାରିଛି... ଲେଖିକି ରଖ
@pabitrarout5835
@pabitrarout5835 19 күн бұрын
100% Correct
@pritampolei7087
@pritampolei7087 19 күн бұрын
Tumaku ate katha kemiti jana tume kana 😂😂
@raghumaninayak9593
@raghumaninayak9593 19 күн бұрын
​@@pritampolei7087pandian ra contractor
@chittasahoo3236
@chittasahoo3236 18 күн бұрын
ଆରେ ତମେ ତ କହୁଚ ନିଦ ହଜିଯିବ ବିଜେପି ବାଲା ତ ନବୀନା କୁ ଡାକି କୋଳା କୋଳି ହେଉଛନ୍ତି ମତେ ତ ଲାଗୁଚି ଏମାନେ ମିଳିମିଶି ଟଙ୍କା ଖାଇଛନ୍ତି
@user-oo3fm4hf8y
@user-oo3fm4hf8y 18 күн бұрын
ସୁଧାଂଶୁ ଭାଇ 🎉
@kailashchandra4365
@kailashchandra4365 19 күн бұрын
ଭାଇ ବିଦ୍ୟା ଭାରତୀ କେସ ଟା aou ବିକ୍ରମ ଆରୁଖ ସୌମ୍ୟ ରଞ୍ଜନ କେସ ଟା ଏକ୍ସପ୍ଲାଇନ୍ କର
@prasantbehera4728
@prasantbehera4728 19 күн бұрын
Thank you very much Sudhansu babu for your Social service.keep it up.Govt should take immediate step
@bhaktimarga853
@bhaktimarga853 18 күн бұрын
ତଦନ୍ତ କରି କର୍ୟାନୁଷ୍ଠାନ ନିଆଯାଉ .
@pratapchandranayak4391
@pratapchandranayak4391 19 күн бұрын
Thanks
@user-vh6ib4qe1d
@user-vh6ib4qe1d 19 күн бұрын
ଆପଣ ମାନେ ସବୁ ଯେତେ କହିଲେ ବି କିଛି ଲାଭ ନାହିଁ କାରଣ ମାସେ ହେଇଗଲା କୌଣସି ଗୋଟେ ଦୁର୍ନୀତି ର ତଦନ୍ତ ଏ ସରକାର ଏ ପର୍ଯ୍ୟନ୍ତ ଦେଉନାହାନ୍ତି ।ଏମାନଙ୍କର ଏବେବି ବିଜେଡି ପ୍ରେମ କମିନାହିଁ
@jchoudhury274
@jchoudhury274 18 күн бұрын
ଫିଲ୍ଡ ସଜା ହେଉଛି ଖେଳ ହେବ wait କର
@bhagyadharjajpur1062
@bhagyadharjajpur1062 19 күн бұрын
ରାମ ମନ୍ଦିର ଠାରୁ କମ
@AkshayKumar-ze8ok
@AkshayKumar-ze8ok 18 күн бұрын
ଘୋର ଦୁର୍ନୀତି,ତଦନ୍ତ ହେଉ ଓ ଦୋଷୀ ମାନଙ୍କୁ ଗିରଫ କରାଯାଉ।
@AshokPanda-qt4qn
@AshokPanda-qt4qn 18 күн бұрын
Dhanyabada Sudhansu 👍
@rameshchandranayak575
@rameshchandranayak575 19 күн бұрын
ଏ ପର୍ଯ୍ୟନ୍ତ ପାଣ୍ଡିଆନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ FIR ହୋଇନାହିଁ। ନବୀନବାବୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। ତା ନ ହୋଇଥିଲେ ନବୀନବାବୁ ଏ ବାର୍ଦ୍ଧକ୍ୟରେ ପହଁଚିଲେ ବି ରାଜନିତୀ ଛାଡୁ ନାହାଁନ୍ତି।
@akshayakumarbhol4132
@akshayakumarbhol4132 19 күн бұрын
ଓଡ଼ିଶାର ସବୁ ସରକାରୀ ନିର୍ମାଣ କାମରେ ଓଡ଼ିଶା କମ୍ପାନୀ ସିମେଣ୍ଟ ବଦଳରେ ତାମିଲନାଡୁ କମ୍ପାନୀ ସିମେଣ୍ଟ କାହିଁକି ବ୍ୟବହାର ହେଲା, ତା'ର ବି ତଦନ୍ତ ଆବଶ୍ୟକ ।
@subashbehera5545
@subashbehera5545 18 күн бұрын
ସରକାର ଖାଲି ସୁନିକି ଚୁପ୍ ହୋଇଯାଇଛନ୍ତି , କିଛି କରୁନାହାନ୍ତି
@skmstorywriter6400
@skmstorywriter6400 19 күн бұрын
ପାଣ୍ଡୁ ପୁଅ ମାନେ କିଛି କୁହ ଅଛ ନା
@surusahu
@surusahu 19 күн бұрын
Well dignosid of parikrama prakalpa.
@MinatiPanigrahy-uj1gi
@MinatiPanigrahy-uj1gi 18 күн бұрын
CM should order for CBI Enquiry of Mandir Prakalpa, Jai Jagannath 🙏
@parvakarnayak645
@parvakarnayak645 19 күн бұрын
Jhakkas news
@sneha6303
@sneha6303 19 күн бұрын
Lord jagannath samastanku bhalare rakhantu
@bijayanandadash5344
@bijayanandadash5344 19 күн бұрын
Beautiful news presentation
@niharpalai3774
@niharpalai3774 19 күн бұрын
ଗଜପତି ବି ସାମିଲ ଥିବେ, ବହୁତ୍ ପ୍ରଶଂସା କରୁଥିଲେ BJD ସରକାର ର
@susantasahoo9544
@susantasahoo9544 18 күн бұрын
ଏ ମୋହନ ସରକାର କିଛି କରିପାରିବେନି ।ଏବେବି pandian ଙ୍କୁ z Plus security ଦିଆଯାଇଛି। କୌଣସି କାର୍ଯ୍ୟାନୁଷ୍ଠାନ ନେବା ଭଳି ଏ ସରକାରର ଦକ୍ଷତା ନାହିଁ।
@ParabirPanda-to3rh
@ParabirPanda-to3rh 18 күн бұрын
U are correct.The cost may not have crossed below 1000 crores.The CM must order an CBI enquiry urgently.
@bijayapppradhan4563
@bijayapppradhan4563 19 күн бұрын
ବିଜେପି ଆଉ ବିଜେଡ଼ି ଭିତିରି ଗଠବନ୍ଧନ ହୋଇଛି ବୋଧେ। କଣ ପାଇଁ ବିଜେପି ପ୍ରହାର ଆରମ୍ଭ କରୁନି। କେବେ ହେବ ଆମେ ଅପେକ୍ଷା କରିଛୁ।
@simanchalpanda331
@simanchalpanda331 9 күн бұрын
CBI enquiry should be necessary.
@bharatoram2621
@bharatoram2621 19 күн бұрын
ଜୟ ଜଗନ୍ନାଥ .......... ଓଡ଼ିଶା କୁ ବଞ୍ଚାଅ ପ୍ରଭୁ
@user-co8kp4tj6c
@user-co8kp4tj6c 19 күн бұрын
ସୁଧାଂଶୁ ବାବୁ, ଆପଣ ଯାହା ତଥ୍ୟ ଦେଉଛନ୍ତି ତାହା 100 କୁ 100 ସତ କଥା କିନ୍ତୁ କିଏ କାହାକୁ ଘାଇଲା କରିବ? ମାସକ ମଧ୍ୟରେ ବର୍ତମାନର ସରକାରକୁ ପାଣ୍ଡିଆନ ଢାଞ୍ଚା ରେ ନବୀନ ବାବୁ ଚଳାଉଛନ୍ତି। ବର୍ତମାନ ପର୍ଯ୍ୟନ୍ତ ମୋହନ ସରକାର ଜଣେ Advocate General ନିଯୁକ୍ତ କରିପାରିଲେ ନାହିଁ।
@user-ud1lp4oh5t
@user-ud1lp4oh5t 18 күн бұрын
ଯେତେକ ଅଣ ଓଡିଆ ଅଫିସର ଲୁଟିଛନ୍ତୀ ତାଙ୍କୁ ଏମିତି ଶାସ୍ତି ଦିଆଯାଉ ଆଉ କେହି ଓଡିଶା କୁ ଲୁଟିବା କଥା ଭାବିବାକୁ ଡରିବେ
@user-gf5nt7tf1t
@user-gf5nt7tf1t 19 күн бұрын
Jay jagannath
@SidharthPrasadDas
@SidharthPrasadDas 19 күн бұрын
ବାବୁ ଜୁନ 4 ଆଗରୁ ଏ ରଡି ହେଉନଥିଲା, ଏବେ ଜୋର ହେଉଛି ରଡି, କିଛି ହେବନି ଏ ବାହାର ଗପ ଭିତରେ ଅଲଗା କିଛି,
@rohitpradhan-fi7ln
@rohitpradhan-fi7ln 19 күн бұрын
Correct 💯
@srinibaspal6574
@srinibaspal6574 19 күн бұрын
BJD ସରକାର ରାଜ୍ୟ କୁ ଲୁଟିଲେ ତାହାର CBI ତଦନ୍ତ ହେବା ଜରୁରୀ,,,,
@sarojde9808
@sarojde9808 19 күн бұрын
Bjd ମାଫିଆ ଙ୍କ କିଛି ବୋଧେ ହେବନି .... ମୋହନ ମାଝି ସରକାର ଙ୍କୁ Pandian & Co. ମ୍ୟାନେଜ୍ କରି ସାରିଲେଣି ...
@Rkd6122
@Rkd6122 15 күн бұрын
ଯେତେ ପ୍ରକଳ୍ପ ସେତେ ଘୋଟଲା 😮 let's see what steps are being taken by vigillance department
@Savhu1122
@Savhu1122 18 күн бұрын
Jay Jagannath 🙏🙏🙏🙏 Bhai
@pranatidildilbecharasahoo6719
@pranatidildilbecharasahoo6719 19 күн бұрын
Thank you.
@Titlagarhnews
@Titlagarhnews 19 күн бұрын
Love you sir❤️
@kamarajjena5461
@kamarajjena5461 19 күн бұрын
ମୋହନ ବାବୁ ଯଦି ନ ଧରିବେ ଭାବିବା ମୋହନ ବାବୁ ଆଉ ଟିମ ପିସି ଖାଇଛନ୍ତି
@kabitasahoo8385
@kabitasahoo8385 19 күн бұрын
🙏👍❤ I was invited to attend the parkrama project. I had gone to India to attend the Shree Ram Ayodhya janmabhumi celebration. I had high fever. Prabhu made everything conducive for me not to attend the occasion. I am blessed. I had a holy experience at Ayodhya and came home. Prabhu 🙏. Always stay with me by giving me sanket. 🙏
@rameshchandramahapatra7934
@rameshchandramahapatra7934 18 күн бұрын
Right
@sipramishra8094
@sipramishra8094 19 күн бұрын
New CM is not interested to take any action against pandiyan......bkz till now z security is continue for pandiyan.
@sibapati8437
@sibapati8437 19 күн бұрын
Nice speech sir thanks.jay Jagannath
@BailochnNayak
@BailochnNayak 18 күн бұрын
ଚୋରଙ୍କୁ ଯେତେ କହିଲେ କିଛି ଲାଭ ନାହିଁ ସୁଦଂଶୁ ବାବୁ
@Savhu1122
@Savhu1122 18 күн бұрын
CBI tatha karaju Bhai
@balaramsahoo4850
@balaramsahoo4850 19 күн бұрын
ତୁମେ ଯେତେ ଚିଲେଇଲେ କିଛି ହେବ ନାହିଁ ଖାଲି BJD ପଛ ରେ ପଡ଼ିଛ ଆଉ ନେତା ଙ୍କ ବିଷୟ ରେ କୁହ, ତୁମେ ବି ସାମାନ୍ୟ ସରପଞ୍ଚ ହୋଇ ଗଲେ ତୁମେ ବି କୋଟି ପତି ହୋଇ ଯିବ
@user-zi2tz2qu8m
@user-zi2tz2qu8m 18 күн бұрын
Beutifull..
@ashokkumarsahoo2574
@ashokkumarsahoo2574 19 күн бұрын
ଜୟ ଜଗନ୍ନାଥ 🎉🎉🎉🎉🎉
@rameshmishra9982
@rameshmishra9982 18 күн бұрын
କୋଉଠୁ journalism pass କରିଛୁ ।bjp ଦଲାଲ କିଛି ନଜାଣି ବେଶି ଗପ କହୁଚୁ
@jugalkishaoremall8590
@jugalkishaoremall8590 19 күн бұрын
Sound, voice, speech and news yete clear .Bahut sunder.Thanks for update news.
@hariomm2301
@hariomm2301 19 күн бұрын
ପାଣ୍ଡିଆ ଓ ତାଙ୍କର କୀର୍ତଦାସ କୁ ମୋହନ ସରକାର ଆରେଷ୍ଟ କରୁ😂😂😂😂
@trilochanjena9614
@trilochanjena9614 19 күн бұрын
ସାମ୍ବାଦିକ ବନ୍ଧୁ ଏତେ ବାସ୍ତବ ପ୍ରମାଣ ଦେଲା ପରେ କାହିଁକି ମୋହନ ସରକାର କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଓଡ଼ିଶା ବାସୀଙ୍କୁ ବିସ୍ମିତ କରିଛି, ସରକାର ପରିବର୍ତ୍ତନ କରିବାର ଲାଭ କ'ଣ ???
@bibhuti_dadul
@bibhuti_dadul 18 күн бұрын
Good things take time,have patience
@user-vx6ob6pl6b
@user-vx6ob6pl6b 18 күн бұрын
ଲୁଟେରାମାନଙ୍କୁ ଜେଲ ପଠାଯାଉ
@susantkumardas8530
@susantkumardas8530 19 күн бұрын
Ok ok Sir
@user-ug7qc3yj9q
@user-ug7qc3yj9q 12 күн бұрын
CM should take action against Mr Bobby Das which retain the image of theCM.
@manasranjannayak8720
@manasranjannayak8720 19 күн бұрын
Keep it up 👍
@kailashchandra4365
@kailashchandra4365 19 күн бұрын
ଭାଇ ବିଦ୍ୟା ଭାରତୀ କେସ ଟା ବିକ୍ରମ ଆରୁଖ ର ହାତ ଅଛି plz କେସ ଟା explain karo plz
@SantoshKarna-sn9zs
@SantoshKarna-sn9zs 18 күн бұрын
ଏତେଦିନ କୁଆଡେ ଭୁଲିଯାଇଥିଲକି
@Lipun-Das-DirectShot
@Lipun-Das-DirectShot 18 күн бұрын
ସତରେ କିଏ ଜେଲ ଯିବେ ? ନା ଏମିତି ମିଛରେ ଭିଡ଼ିଓ କରି ଜନତାଙ୍କୁ ଭୁଆଁ ବୁଲାଉଛୁ ।
@satyaranjannayak3387
@satyaranjannayak3387 19 күн бұрын
👌🏼👌🏼👌🏼👌🏼
@KRISHNAFF9149
@KRISHNAFF9149 18 күн бұрын
Quikly,acttionthebjpsarkar,jindabath
@kailashchandra4365
@kailashchandra4365 19 күн бұрын
Plz ବିଦ୍ୟା ଭାରତୀ କେସ ଟା explaine karo
@sribatsameher4971
@sribatsameher4971 19 күн бұрын
Absolutely right
@bishalram481
@bishalram481 19 күн бұрын
Balwant Singh, Samarth Verma, Pinaki Mishra, ASI chief, Pandian, Sambit patra and previous Puri MLA Sarangi involved in the scam. All must be investigated
@purnachandradakua8265
@purnachandradakua8265 19 күн бұрын
ସବୁ ଲୁଟିଛି ଧୂରରାଷ୍ଟ୍ର ନବୀନ ଏଥିପାଇଁ ସମ୍ପୂର୍ଣ ଦୋଷି
@BimbadharMangaraj
@BimbadharMangaraj 19 күн бұрын
ଅଣ ଓଡିଆ ଖାଇ ଛନ୍ତି ସତ ଯେଉଁ ଓଡିଆ ମାନେ ବୋକଚା ବୁହା ମାନଂକୁ ତୁରନ୍ତ କଠୋରରୁ କଠୋର ଦଣ୍ଡ ଦିଆଯାଉ
@kailashchandra4365
@kailashchandra4365 19 күн бұрын
Bhai ବିଦ୍ୟା ଭାରତୀ କେସ ଟା ବାହାର କର
@pramodbehera607
@pramodbehera607 19 күн бұрын
ଭାଇ ପାଣ୍ଡିଆନଙ୍କୁ କେବେ ଧରିବେ କହିଲା? ନହେଲେ ସେ ତାମିଲିନାଡୁ ପଳେଇ ଯିବ
@sangrambardhanjaga1249
@sangrambardhanjaga1249 19 күн бұрын
✋️✋️✋️✋️✋️
@Jigyanshoo
@Jigyanshoo 19 күн бұрын
It's quite obvious that when Ayodhya Raam Mandir was built with 750 odd crores, in the Sri mandira parikrama prakalpa 4500 crores spending is unbelievable. It's a clear case of corruption.
@BasantaKumarNayak-np4sy
@BasantaKumarNayak-np4sy 18 күн бұрын
CBI tadanta karajau
@somendusatapathy6538
@somendusatapathy6538 19 күн бұрын
ପ୍ରଭାକରନ ବିଷୟରେ କେବେ ଓ କଣ ହେବ।
@ramratan3907
@ramratan3907 19 күн бұрын
No reaction only action
Finger Heart - Fancy Refill (Inside Out Animation)
00:30
FASH
Рет қаралды 20 МЛН
路飞太过分了,自己游泳。#海贼王#路飞
00:28
路飞与唐舞桐
Рет қаралды 21 МЛН
Finger Heart - Fancy Refill (Inside Out Animation)
00:30
FASH
Рет қаралды 20 МЛН