No video

ସୁଧାଂଶୁ@8:OMC ରୁ ବିଜେଡି ଲୁଟି ନେଇଛି 40 ହଜାର କୋଟି II SUDHANSU@8 II

  Рет қаралды 76,586

Focus Plus

Focus Plus

Күн бұрын

ସୁଧାଂଶୁ@8:OMC ରୁ ବିଜେଡି ଲୁଟି ନେଇଛି 40 ହଜାର କୋଟି,ବଳବନ୍ତ ସିଂ ମୁଖ୍ୟ ମାଷ୍ଟରମାଇଣ୍ଡ ହୋଇ ପାଣ୍ଡିଆନ ଓ ବିଜେଡି ନେତାଙ୍କୁ କୋଉ ଆଧାରରେ ଦେଇଛନ୍ତି କୋଟି କୋଟି ଟଙ୍କା ?
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 402
@srustidhardey5817
@srustidhardey5817 Ай бұрын
BJD ନେତାକୁ ଜେଲ ଦଣ୍ଡ ଦିଅ ❤❤❤❤❤❤❤❤❤
@Sahoo983
@Sahoo983 Ай бұрын
ଧନ୍ୟବାଦ ସୁଧାଂଶୁ ବାବୁ 🎉❤🎉❤🎉
@AkshayKumar-ze8ok
@AkshayKumar-ze8ok Ай бұрын
CBI ଯାଞ୍ଚ କରାଯିବ ଉଚିତ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।
@TunaDas-tt7xj
@TunaDas-tt7xj Ай бұрын
ସୁଧାଂଶୁ ଭାଇ ଶକ୍ତ ସାହସ ଓ ଧୈର୍ଯ୍ୟର ସହିତ ସତ୍ୟ ପ୍ରୟୋଗ କରା ଜlଉ🙏
@raghumaninayak9593
@raghumaninayak9593 Ай бұрын
🙏ସୁଧାଂଶୁ ବାବୁ ଜିନ୍ଦାବାଦ ଜୟ ଫୋକସ ପ୍ଲସ୍ ଜୟ ଜଗନ୍ନାଥ ବନ୍ଦେ ଉତ୍କଳଜନନୀ 🙏🙏🙏
@jchoudhury274
@jchoudhury274 Ай бұрын
Pandian ଓଡ଼ିଶା କୁ ପୁରା ଗିଳି ଦେଇଛି ଜୟ ଜଗନ୍ନାଥ
@user-ju3dv4oo8n
@user-ju3dv4oo8n Ай бұрын
ନୂଆ ସରକାର କରୁଛନ୍ତି କଣ? ଏହି ମାନଙ୍କୁ ସବୁ CBI ଯାଞ୍ଚ କରୁ,
@HaraprasadRana-fm1uu
@HaraprasadRana-fm1uu Ай бұрын
ଭୟ କରୁଛନ୍ତି
@ambarishswain3233
@ambarishswain3233 Ай бұрын
New BJP Govt Gandire dum nahin, nahele pandu m ghian aji jae Odisha re achhi
@srimanthota8283
@srimanthota8283 Ай бұрын
ଆରେ ଭାଇ ଗୋଟିଏ ମାସ ହେଇଚି ଧୀରେ ଧୀରେ ସବୁ ହବ ବ୍ୟସ୍ତ ହେଲେ ଚଳିବ
@sanghamitradas371
@sanghamitradas371 Ай бұрын
Haba jaldi attack karile Andra government parika heijiba
@shibaprasad7721
@shibaprasad7721 Ай бұрын
ତଥାପି ନବୀନ ପଟ୍ଟନାୟକ ଵୁଝିପାରୁନି ପାଣ୍ଡିଆ କୁ ଦାୟୀ କରିବା ଦୁର୍ଭାଗ୍ୟଜନକ କହୁଛି । ଜନସାଧାରଣ ଭଲଭାବରେ ଏକଥା ସବୁ ବୁଝିବା ଦରକାର ।
@jchoudhury274
@jchoudhury274 Ай бұрын
CBI ଯାଞ୍ଚ କେବେ ହେବ ଅପେକ୍ଷା ରେ ଓଡ଼ିଶା ବାସୀ
@HaraprasadRana-fm1uu
@HaraprasadRana-fm1uu Ай бұрын
ଆମ BJP ସରକାର BJD ସରକାର କୁ ଡରୁଛି bjd ଦାଗି ନେତା ଗୁଡା କେବେ ଜେଲ୍ ଜିବେ ଆମାର BJP ସରକାର କହୁ ଥିଲେ
@soumyaranjandas9109
@soumyaranjandas9109 Ай бұрын
Mohan sarkar ଚୁପ୍ କଣ ପାଇଁ।କେବେ CBI,ED raid କରାଯିବ।
@moralstoriesodia
@moralstoriesodia Ай бұрын
ଖାଲି ଗପିଲେ କଣ ହେବ,ଉପଯୁକ୍ତ ତାଦରଖ କରି ଦଣ୍ଡ ଦିଆଯାଉ
@bharatchandrabarik5921
@bharatchandrabarik5921 Ай бұрын
CBI ର ତଦନ୍ତ ଆବଶ୍ୟକ ରହୁଛି , ମୋହନ ସରକାରଙ୍କୁ ଅନୁରୋଧ ଏହାର ବିହିତ କାର୍ଯ୍ୟାନୁଷ୍ଠାନ କରାଯାଉ
@sankarsanbal9213
@sankarsanbal9213 Ай бұрын
କଥାରେ ଅଛି ମୂର୍ଖ ରାଜାକୁ ସିଆଣିଆ ମନ୍ତ୍ରୀ ହେଲେ ସେ ରାଜ୍ୟର ଭବିଷ୍ୟତ ଅନ୍ଧାର ଆମ ରାଜ୍ୟରେ ରେ ସେଇଆ ହୋଇଛି
@rabindrabehera7244
@rabindrabehera7244 Ай бұрын
ସୁନ୍ଦର ଉପସ୍ଥାପନା,ଗଣ ମାଧ୍ୟମ ନିର୍ଭୀକ ତଥା ନିରପେକ୍ଷ ହେବା ଉଚିତ୍ । ଖୋଲିଦିଅନ୍ତୁ ଏ ଚୋର ମାନଙ୍କର କଳା କାରନାମା
@shreenibashkuanr6598
@shreenibashkuanr6598 Ай бұрын
ହେ ପ୍ରଭୁ,କଣ ସବୁ ଚାଲିଥିଲା ଏ ଓଡ଼ିଶାରେ?ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି,ରାଜ୍ୟର ରାଜା ଯେତେ ବେଳେ କିଛି ଜାଣି ପାରୁ ନ ଥିଲା ସାଧାରଣ ଲୋକ ବା କଣ ଜାଣିବ?
@arucharanpradhan5502
@arucharanpradhan5502 Ай бұрын
ଧନ୍ୟବାଦ ସୁଧାଂଶୁ ବାବୁ। ସରକାର ଯଦି ସି.ବି.ଆଇ ଲଗାଇ ସମସ୍ତ ଧନରାଶିକୁ ରାଜ କୋଷରେ ମିଶାଇ ଦିଅନ୍ତେ, ଗୋଟିଏ ବର୍ଷରେ ଓଡ଼ିଶା ନଂ_୧ ହୋଇ ଯାଆନ୍ତା।
@SatrughanNayak-qf1rt
@SatrughanNayak-qf1rt Ай бұрын
ED,CBI ଯାଞ୍ଚ୍ କରାଯାଉ ଖଣି ପାଣି ଜଙ୍ଗଲ ବିକି ଓଡ଼ିଶା ବାସୀ ଙ୍କୁ ଠକୁଥିଲା ନବୀନ ବାବୁ, ଯୋଜାନ ପରେ ଯୋଜନା ଲାଗୁ କରୁଥିଲେ ଯାହା ଜନତା କାମରେ ଲାଗୁନଥିଲା
@mnsirmathematics269
@mnsirmathematics269 Ай бұрын
ଧନ୍ଯବାଦ ଆପଣଙ୍କ ନିଷ୍ଠା ଓ ଚେ଼ଷ୍ଟା ପାଇଁ।
@Tukunu7248
@Tukunu7248 Ай бұрын
Sunder upasthapana Sudhansu babu .
@dibakarpanigrahy9369
@dibakarpanigrahy9369 Ай бұрын
Many many thanks to Sudhanshu Babu for exposing the BJD
@kailashchandra4365
@kailashchandra4365 Ай бұрын
ସୁଧାଂଶୁ ଭାଇ ବିକ୍ରମ ଆରୁଖ aou ବିଦ୍ୟା ଭାରତୀ କେସ ଟା plz plz explain karo
@hrudayaranjan8217
@hrudayaranjan8217 Ай бұрын
ହୁଁରେ ଭାଇ ଏ କେସଟା ତୁରନ୍ତ ଖୋଲା ହେବା କଥା
@jiteshkhara7130
@jiteshkhara7130 Ай бұрын
ରାୟଗଡ଼ା OMc ଅଫିସ ଗଲେ କହିବେ ଆମେ ଫାଇନାଲ କରୁନୁ ଭୁବନେଶ୍ଵର ଫାଇନାଲ ହଉଚି କହିବେ sir bjd ra କମ୍ପାନୀ ହୋଇଛି ଆନ୍ଦ୍ର ପ୍ରଦେଶର ମାହିତ୍ରି infra compani ku ତୁରନ୍ତ ଓଡ଼ିଶାରୁ ହୋଟା ଯାଉ
@Business-inodia
@Business-inodia Ай бұрын
Sudhanshu sir what a Atom bomb News. Thanks a lot real story of BJD GOVT.
@hrudayaranjan8217
@hrudayaranjan8217 Ай бұрын
ସୁଧାଂଶୁ ବାବୁ ବହୁତ ଗୁମର ଖୋଲୁଛନ୍ତି BJD ସରକାର ୨୪ ବର୍ଷରେ ଯେଉଁ ସବୁ ଦୁର୍ନୀତି ହେଇଛି କିନ୍ତୁ BJP ସରକାର ଏହିସବୁ ବିଷୟରେ ଗୁପ୍ ନବସି ତୁରନ୍ତ ପଦକ୍ଷେପ ନେବା ନିହାତି ଆବଶ୍ୟକ , ନହେଲେ ସୁଧାଂଶୁ ବାବୁଙ୍କ ପରି ନିଷ୍ଠା ଓ ସାହସିକତା ଦେଖାଇଥିବା ସାମ୍ବାଦିକ କଂ ଉପରେ ଅସୁବିଧା ହେଇପାରେ
@kailashchandra4365
@kailashchandra4365 Ай бұрын
ସୁଧାଂଶୁ ଭାଇ ସୌମ୍ୟ ରଞ୍ଜନ କେସ ଟା ବିଦ୍ୟା ଭାରତୀ maridaichi plz explane karo
@jiteshkhara7130
@jiteshkhara7130 Ай бұрын
Sir Rayagada ଜିଲ୍ଲା ରେ ବୋବିଦାସ ଆଉ ପଣ୍ଡିଆନ ରାୟଗଡ଼ା ଜିଲ୍ଲା ର ଖଣି କୁ ସବୁ ଲୁଟି ଛନ୍ତି ମହିତ୍ରୀ କମ୍ପାନୀକୁ ଆଶ୍ରୟ ଦେଉ ଥିଲେ ଆଉ କମ୍ପାନୀ ବଲା ପୋଲିସ ଫୋର୍ସ ଲଗାଇ ଜେଲ୍ ପଠାଇ ଥିଲେ ଏଥିରେ ବବିଦାସ ଆଉ pandian for re ହେଇଚି
@pradipkumarbarik585
@pradipkumarbarik585 Ай бұрын
କିଛି ହେବ ନାହିଁ କାରଣ BJD କୁ କେନ୍ଦ୍ରର ସଂରକ୍ଷଣ ମିଳୁଛି
@user-bx1ld4jc7n
@user-bx1ld4jc7n Ай бұрын
Sudhansu babu app ko salute 🙏
@prataprudradas3787
@prataprudradas3787 Ай бұрын
କାର୍ଯ୍ୟାନୁଷ୍ଠାନ କଣ ହେବ, ସେଇଟା ବେଶୀ ଜରୂରୀ ଧନ୍ୟବାଦ
@pradiptamohanty1364
@pradiptamohanty1364 Ай бұрын
CBI investigation heba jaruri sabu department re.... Jaha odisha ra janasadharan janiba darakar....
@bishnunayak174
@bishnunayak174 Ай бұрын
OMFED durniti upare eka khulasha hei
@sanjaynaik5117
@sanjaynaik5117 Ай бұрын
କେନ୍ଦୁଝର ଜିଲ୍ଲାର ଖଣିପାଣ୍ଠିରୁ କରୋନା ସମୟରେ ଋଣ ନେଇଥିବା 16000 କୋଟି କଣ କଲା ବିଜେଡି, ତାକୁ ମୋହନ ସରକାର ତଦନ୍ତ କରନ୍ତୁ। ବିଜେଡିର ଦୁର୍ନୀତିଙ୍କୁ ବାହାର କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ଟା ନହେଲେ ଏ ସରକାର ବି ଯିବ।
@HaraprasadRana-fm1uu
@HaraprasadRana-fm1uu Ай бұрын
BJP ସରକାର ପାୱାର ଥାଇ ମଧ୍ୟ କିଛି ଆକ୍ସନ ନିଆଯାଇ ନାହିଁ ଏମି ତୀ ହେ ଲେ 2 ଥର କୁ ଆ ଉ BJP ସରକାର ଆସି ବ ନାହି ଜିବ
@dk411ful
@dk411ful Ай бұрын
​@@HaraprasadRana-fm1uuAra thara ku nuhan eei 5 barsa purba ru hatiba.
@dk411ful
@dk411ful Ай бұрын
👍👍👍
@dk411ful
@dk411ful Ай бұрын
Corrupted neta, ias,ips nka na re case chalu. Nahele Mohan sir nku kendujhar ru jordar birodh karajiba.
@kailashchandra4365
@kailashchandra4365 Ай бұрын
Dfo sangram ବେହେରା ସୌମ୍ୟ ରଞ୍ଜନ କୁ ମାରି daichi ବିଦ୍ୟା ଭାରତୀ କେସ ଟା explane karo
@FocusPlusDigital
@FocusPlusDigital Ай бұрын
ନିଶ୍ଚୟ
@kailashchandra4365
@kailashchandra4365 Ай бұрын
@@FocusPlusDigital thanku sir
@himansupadhy9389
@himansupadhy9389 Ай бұрын
ଏହି ପରି ଚୋରା ଙ୍କୁ ନିହାତି କଠୋର ଓ ଆଖି ଦୃଷ୍ଟିଆ ଦଣ୍ଡ ଦେବାର ସୁ ବ୍ୟବସ୍ତା ହେବ ବୋଲି ଏ ପର୍ଯ୍ୟନ୍ତ ଲୋକେ ଅପେକ୍ଷା ରେ ଜଗି ରହି ଛନ୍ତି.
@rkbehera1241
@rkbehera1241 Ай бұрын
Good news sir ❤
@ASHOKBBABU
@ASHOKBBABU Ай бұрын
New Govt. should take immediate steps/action upon corrupted employees through CBI.
@PradeepKumar_yt
@PradeepKumar_yt Ай бұрын
ସବୁ ଗଲା ସରକାର ଖାଇ ଗଲେ ଓଡ଼ିଶାକୁ ଖୋଳ କରିଛନ୍ତି
@NarayanchandraMallick-iu7if
@NarayanchandraMallick-iu7if Ай бұрын
Good news
@bhagirathidasodisha.6934
@bhagirathidasodisha.6934 Ай бұрын
ଆହାର ରେ ଯଦି ଖର୍ଚ୍ଚ କଲେ ଚିଟ ଫଣ୍ଡ କ୍ଷତିଗ୍ରସ୍ତ ଙ୍କୁ ଦେଇ ଦେଇ ଥିଲେ କଲ୍ୟାଣ ହୋଇଥାନ୍ତା ନା ନାହିଁ ଏବେ କିଳା ସମ୍ଭାଳ
@AJAYAKUMARNayak-xx5kv
@AJAYAKUMARNayak-xx5kv Ай бұрын
Thank you 🙏🙏 bhai mu jaganath nku prathana Karu chi god 🙏 appanaku Sakti diya ntu
@hrudayaranjan8217
@hrudayaranjan8217 Ай бұрын
ତୁରନ୍ତ ପଦକ୍ଷେପ ନିଅନ୍ତୁ ସରକାର
@manasdalai4028
@manasdalai4028 Ай бұрын
Only CBI enquiry necessary
@umeshmeher9253
@umeshmeher9253 Ай бұрын
You are saluted sir for your TRUE explosive scams of previous GOVT,,,,,, KEEP CONTINUE
@Cartoon_Gang11
@Cartoon_Gang11 Ай бұрын
ସରିଗଲେ ଶାନ୍ତି | ସବୁ ଖଣି ଖାଦାନ ଆଉ ଜଙ୍ଗଲ ଖାଇ କି ସଫା କରି ଦିଅ | ଯେତେ ଜଲଦି ଖାଇବ ସେତେ ଭଲ | ସବୁ ସରିଗଲେ ଲୋକଙ୍କ ସମ୍ପତି ଉପରେ ଆଖି ପକେଇବ ସେତେବେଳେ ଯାଇକି ମଜା ଆସିବ
@kishoremeher96
@kishoremeher96 Ай бұрын
Fantastic journalism. Maverick speaks. Salute
@sumantarout8882
@sumantarout8882 Ай бұрын
200% Right
@Kulamani-nr5oq
@Kulamani-nr5oq Ай бұрын
Ahai pravu protect us and bless Sudhanshu babu. Namaste 🙏
@saratmishra7100
@saratmishra7100 Ай бұрын
ନିହାତି ସତ କଥା, ଏପର୍ଯ୍ୟନ୍ତ ଏ ସବୁ ଅଫିସର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହାନ୍ତି, ସନ୍ଦେହ ହେଉଛି।
@chinmayachirasundarjena
@chinmayachirasundarjena Ай бұрын
Salute Focus
@gyanaranjanmohanty2608
@gyanaranjanmohanty2608 Ай бұрын
Sudhansu Bhai thanks for exposing it....
@Bnbwq7133
@Bnbwq7133 Ай бұрын
କେବଳ C.B.I. ଯାଞ୍ଚ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।
@Business-inodia
@Business-inodia Ай бұрын
How Naveen Patnaik is a best CM in Odisha?
@sukumarrana9091
@sukumarrana9091 26 күн бұрын
ଦୁର୍ନୀତିଖୋର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୃଢ଼ ମାନସିକତା ଆବଶ୍ୟକ ।
@birabajrang1177
@birabajrang1177 Ай бұрын
ଠିକ୍ କଥା ସାର୍
@prafulladash6726
@prafulladash6726 Ай бұрын
Apananku Bahut DhanyaBad.
@amiyakumardas744
@amiyakumardas744 Ай бұрын
ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ରଘୁନନ୍ଦନ, ବବି,ପ୍ରଣବ, କାହା ଉପରେ action ଏବେ ବି ନେଉନାହାନ୍ତି କାହିଁକି
@birabratasahoobulu4240
@birabratasahoobulu4240 Ай бұрын
Jay Jagannath 🙏
@sitaramsahu3883
@sitaramsahu3883 24 күн бұрын
କେତେ ଲୁଟ୍ ହୋଇଛି, ସେ ହିସାବ ନ କରି, ନୂତନ ସରକାର ନିଶ୍ଚୟ ହୁଅନ୍ତୁ କି, ବିନା ଦୂର୍ନୀତ ରେ ରାଜ୍ୟରେ କଳକାରଖାନା ହେବ ଏବଂ ଦକ୍ଷିଣ ଓଡ଼ିଶାରେ କିପରି ଉନ୍ନତି ହେବ। ଭାରତ ମାତାକୀ ଜୟ।
@user-dj1lo4fp1g
@user-dj1lo4fp1g Ай бұрын
ହଁ ବିଜେପି ସରକାର ଓଡ଼ିଶା କୁ ଦୁର୍ନୀତି ମୁକ୍ତ ଓଡ଼ିଶା କରୁ ଆମେ ଚାହୁ
@shreekiduniya9144
@shreekiduniya9144 Ай бұрын
Action necessary
@rathbaisalini8872
@rathbaisalini8872 Ай бұрын
Puni Mohan Majhi sarkar ku gilidebe...this line is epic 😂😂😂
@kalakarmahanta7672
@kalakarmahanta7672 Ай бұрын
Jay hind
@user-lc1tf3up7x
@user-lc1tf3up7x Ай бұрын
ଏ ଶଳା ମାନଙ୍କୁ ଜେଲ୍ ରେ ଭର୍ତ୍ତି କରାଯାଉ, ଯେତେ ଖାଇଛନ୍ତି ସବୁ ଆଦାୟ କରାଯାଉ,, ବନ୍ଦେ ଉତ୍କଳ ଜନନୀ,
@samalsingh522
@samalsingh522 17 күн бұрын
୨୪ ବର୍ଷ କ୍ଷମତାରେ ଥିବା ସ୍ୱଚ୍ଛ ସରକାରଙ୍କ କ୍ଷେତ୍ରରେ କିଭଳି ଦୁର୍ନୀତିର ଗନ୍ଧ ବାରି ପଡୁଛି
@alekhabehera-tq3pw
@alekhabehera-tq3pw Ай бұрын
Commendable job. Really it is praise worthy as the truth of fraud is coming out to the public. Bhai keep it up.
@SantanuSethy-o2c
@SantanuSethy-o2c Ай бұрын
Correct by kcc through
@klmanasee
@klmanasee Ай бұрын
Nice
@manoranjanpanda5536
@manoranjanpanda5536 Ай бұрын
ଵିଜେଡିଦଳ ଗୋଟିଏ ଚୋର ଡକାୟତ ଦଳ, ଓଡିଶାକୁ ଲୁଟି ଓଡିଶାବାସୀଙ୍କୁ ଵରଵାଦ କରିଛନ୍ତି, ଜୟ ଜଗନ୍ନାଥ,
@user-ud1lp4oh5t
@user-ud1lp4oh5t Ай бұрын
ଯେତେକ ଅଣ ଓଡିଆ ଓଡିଶା ର ଅର୍ଥ କୁ ଲୁଟିଛନ୍ତୀ ସେ ଅର୍ଥ କୁ ଆଦାୟ କରି ଓଡିଶା ଋଣ ସୁଝା ଯାଉ
@chittaranjandas5018
@chittaranjandas5018 Ай бұрын
Dosi ra property seized karo CBI enquiry Kari jail pathao
@rameshmohanty1211
@rameshmohanty1211 Ай бұрын
ନୂଆ ବିଜେପି ସରକାର୍ ଯୋଗୀ ବାବା ଠାରୁ ଶାସନ କେମିତି କରାଯାଏ 6 ମାସ ଟ୍ରେନିଂ ନେଇକି ଆସନ୍ତୁ
@narendramallick8998
@narendramallick8998 Ай бұрын
CBIଯାଚ୍ ହେଉ
@ssentertainment4199
@ssentertainment4199 Ай бұрын
ରାଜ୍ୟ ପାଳ ପୁଅ ମାଡ଼ ମାରିଲା ସେଟା ଦେଖାଉନୁ ।କଣ ଡର ଲାଗୁଚି BJP ଚମଚା
@GopabandhuSahu-nv8ym
@GopabandhuSahu-nv8ym Ай бұрын
ସବୁ ବେକାର୍ କିଛି ହବନି । ଲଲିପପ୍
@skmstorywriter6400
@skmstorywriter6400 Ай бұрын
ଚେୟାର ଜଗା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସବୁ ଜାଣି ପାରିଲେ ନାହିଁ କେମିତି,
@debashishacharya3814
@debashishacharya3814 Ай бұрын
ସରକାର ସତର୍କ ରହି କାମ କରିବା ଦରକାର ।
@kailashchandra4365
@kailashchandra4365 Ай бұрын
ସୁଧାଂଶୁ ଭାଇ ମାଗିଆ pandian କୋଉଠି ଲୁଚି ଅଛି ତାକୁ ମାଗିଆ pandian kuho
@user-si7ej5dn9z
@user-si7ej5dn9z Ай бұрын
Good action
@sushildash1265
@sushildash1265 Ай бұрын
ସତରେ ବଳବନ୍ତ ସିଂହ ଙ୍କ ବାବଦରେ ଏ ଭଳି ଖବର ମୋର ବିଶ୍ୱାସ ହେଉନାହିଁ।ସେ ଆମର ସମ୍ବଲପୁର ଜିଲ୍ଲାପାଳ ଥିଲା ବେଳେ ତାଙ୍କୁ ଆ।ମେ ଜଣେ ସଚ୍ଚୋଟ ଅଧିକାରୀ ହିସାବରେ ଅନୁଭବ କରିଥିଲୁ।
@user-ky4dn6nw5k
@user-ky4dn6nw5k Ай бұрын
Thik katha,balwant sing Jane good officer,se Puri re thile. jadi se corrupted tahele praman dekhao,Khali kahile kn heba,mote laguchi sudhanshu babu bodhe politics ku entry karuchhanti.
@prafullamohanty5557
@prafullamohanty5557 Ай бұрын
BJP Sarkar ବିଭୀଷଣ ଙ୍କ ଦ୍ଵାରା ପରିଚାଳିତ ତେଣୁ ବଦନାମ୍ ହେବ। ଟା ଥୟ।
@UmakantaLenka-ll8yx
@UmakantaLenka-ll8yx Ай бұрын
Sudhansu.bhai.motetike.sahajya.karibe
@bhaktimarga853
@bhaktimarga853 Ай бұрын
ଏତେ କଥା ଆମେ s7ନିବାକୁ ଚାହୁଁନୁ. ଯଦି ଦୁର୍ନୀତି ହୋଇଛି, ତେବେ କିଛି ଲୋକଙ୍କୁ ବା ନ୍ଧ .
@madanpatra2802
@madanpatra2802 Ай бұрын
Thanks sir for your right & perfect news
@kamallochannayak9660
@kamallochannayak9660 Ай бұрын
CBI Should be Need On IAS
@prafullamohanty5557
@prafullamohanty5557 Ай бұрын
ଅଡିଟ କରାଯାଉ ସବୁ ଯାକ ସତ ବାହାରିବ। ମୋହନ ସାର୍ ପ୍ଲିଜ୍ ଟେକ୍ ଆକ୍ସନ। କ୍ଷୀର ଏବଂ ପାଣି ଅଲଗା ଅଲଗା ହେଇଯିବ।
@patitakumarchoudhury9855
@patitakumarchoudhury9855 21 күн бұрын
ପ୍ରମାଣ ବିହୀନ ମିଛ କହିବାରେ ଭାରତ ର ସବୁ ଗଣମାଧ୍ୟମ ମାହିର.40 ହଜାର କୋଟି କଣ ଭାବୁଛି ସାମ୍ବାଦିକ ??
@bijayanandadas8289
@bijayanandadas8289 Ай бұрын
ଏଗୁଡା IAS ନୁହଁନ୍ତି, ଏଗୁଡା ଗୋଟେ ଗୋଟେ ଡକାୟତ।
@narayantripathy8515
@narayantripathy8515 Ай бұрын
ଆହାର କେନ୍ଦ୍ର ରେ ରୋହିଁଆ ବାଂଲାଦେଶୀ ଖାଦ୍ୟ ଖାଉଛନ୍ତି ।
@bhaktimarga853
@bhaktimarga853 Ай бұрын
ଲୋକାଭିମୁଖୀ କାମ କରିବାକୁ ଯଦି ଅଧିକ ଟିକସ ଲଗାଯାଏ, ତେବେ ଲୋକେ ହଇରାଣ ହେବେ.
@AmilyaPradhan
@AmilyaPradhan Ай бұрын
Balawant ସିଂ ଚୋରଟା,, //ପୁରୀରେ ଗୋଟେ contractor କୁ ହଇରାଣ କଲା, ଲାଞ୍ଚଦେଲନି ବୋଲି ତା କାମ ବନ୍ଦ କରିଦେଲା //ଆଉ ବାକି 8କୋଟି କାମ ଗୋଟେ କମ୍ପାନୀକୁ ଦେଲା ଯେ bjd କୁ funding ଦେଲା ,
@parameswarpatra3209
@parameswarpatra3209 Ай бұрын
So thanks sudhansu babu
@kailashchandra4365
@kailashchandra4365 Ай бұрын
ମୋ ଭାଇ ସୁଧାଂଶୁ pandian କୁହନି ତାକୁ ମାଗିଆ pandian କୁହ
@jagannathmishra5300
@jagannathmishra5300 Ай бұрын
ନୂତନ ସରକାର ଏ ପାଣ୍ଡିଆନ ପ୍ରଜାତି ର ମାନବ ରୂପୀ କୁକୁର ମାନଙ୍କୁ ବିନା ବିଭାଗ ରେ ବସାଇ ସେମାନଙ୍କ ବିରୁଦ୍ଧରେ ତଦନ୍ତ କରନ୍ତୁ ଏବଂ ଦଣ୍ଡ ବିଧାନ କରନ୍ତୁ ; ନହେଲେ ଏମାନେ ସରକାର ଙ୍କୁ କାମୁଡ଼ି ବାକୁ ଗୋଡେଇବେ। ଭୁଲି ଯାଉଛନ୍ତି କି ନୂଆ ସରକାର ??????
@manasranjanbarik9011
@manasranjanbarik9011 Ай бұрын
Right very good
@banditabarik2872
@banditabarik2872 Ай бұрын
CBI ED dwara tadanta kari satya anantu Mohan sarkar.
@AmilyaPradhan
@AmilyaPradhan Ай бұрын
ଏଇଟା ସତ୍ୟ ପାଣ୍ଡ୍ୟାନ କି bobidas ବିରୋଧ ରେ cbi ଲାଗିବନି, କାରଣ ବିଜେପି ପାଣ୍ଡ୍ୟାନ ra ସୁରକ୍ଷା କବଚ,, ଲେଖିରଖ,,, ଯଦି ହେଲା ମୁଁ ମୋହନ ମାଝୀ ର କ୍ରୀତଦାସ ହେବି
@NabinMohanta-dz3pq
@NabinMohanta-dz3pq 26 күн бұрын
Very good sudhansu babu
@manasranjanbarik9011
@manasranjanbarik9011 Ай бұрын
Very good sudhasubabu focus news sabu vijilas jancha hau
@GopinathBarik-t5i
@GopinathBarik-t5i 19 күн бұрын
New govt should take appreciate actions against the culprits.
@Business-inodia
@Business-inodia Ай бұрын
Ama school Head master kana kichhi janinahanti a kana ODISHA CM.? How Odisha loot by the Naveen Patnaik and his party.Why not all are punished?
@japanirout8102
@japanirout8102 Ай бұрын
ମୋଦି ଙ୍କୁ ଦିଆ ଯାଇଛି
@ms.hansdah6043
@ms.hansdah6043 Ай бұрын
You are great sir
Они так быстро убрались!
01:00
Аришнев
Рет қаралды 3,1 МЛН
WHO CAN RUN FASTER?
00:23
Zhong
Рет қаралды 42 МЛН
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 7 МЛН
Они так быстро убрались!
01:00
Аришнев
Рет қаралды 3,1 МЛН