ସୁଧାଂଶୁ@8: ବିଜେଡି କହୁଛି ଆଇନ କାନୁନ କଥା || SUDHANSU@8 ||

  Рет қаралды 325,405

Focus Plus

Focus Plus

Күн бұрын

Пікірлер: 870
@padmanavsahoo8432
@padmanavsahoo8432 2 ай бұрын
ଧନ୍ୟବାଦ ସୁଧାଂଶୁ ବାବୁ,ଧନ୍ୟ ତୁମ ନିର୍ଭିକତା 🙏
@Manoranjansahoo34680
@Manoranjansahoo34680 2 ай бұрын
ବାଃ ସୁଧାଂଶୁବାବୁ ବାଃ, ଆଜିର ଏପିସଡ଼ ସବୁଠୁ ବଢିଆ, ବହୁତ ବହୁତ ଧନ୍ୟବାଦ 👌👌👌
@cmeditz3320
@cmeditz3320 2 ай бұрын
😅😅😅😅
@gurucharangiri45
@gurucharangiri45 2 ай бұрын
Good👍👍👍💤💤
@Manoranjansahoo34680
@Manoranjansahoo34680 2 ай бұрын
@@gurucharangiri45 ♥️
@AbhimanyuPattayat
@AbhimanyuPattayat 2 ай бұрын
ଏକଦମ ଠିକ କହିଛନ୍ତି, ଧନ୍ୟବାଦ 👍
@PremanandaMalla666
@PremanandaMalla666 2 ай бұрын
ବହୁତ ସୁନ୍ଦର ,, ଏହି ଭଳି ଗୁଳିର ଜବାବ ଗୁଳିରେ ଦିଆଯିବା ଦରକାର,, ଜୟଶ୍ରୀ ରାମ ଜୟଶ୍ରୀ ରାମ ଜୟଶ୍ରୀ ରାମ
@lilamayasahu6669
@lilamayasahu6669 2 ай бұрын
ବିଜେଡି କହୁଛି ନ୍ୟାୟ ବିଷୟରେ ହାସ୍ୟାସ୍ପଦ
@narendrahembram4495
@narendrahembram4495 2 ай бұрын
Jehetu BJP gate niti Aadarsa ra dala . Alga dala tharu bhinna . Tenu Sarkar Rajyapalnka pua ku Jatha sigra girap kariba darkar .
@HimansuSahu-n5n
@HimansuSahu-n5n 2 ай бұрын
BJD ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ
@sidheswarsahu63
@sidheswarsahu63 2 ай бұрын
Best
@KarishnaPardhan-g9f
@KarishnaPardhan-g9f 2 ай бұрын
ବାଃ!!! ବିଚକ୍ଷଣ sir🙏 ବିଜେଡିର ଗୁମର ଖୋଲି ଦେଇ ଲୋକ ଲୋଚନକୁ ଅଣିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
@BimbadharMangaraj
@BimbadharMangaraj 2 ай бұрын
ବହୁତ ବହୁତ ଧନ୍ଯବାଦ ସୁଧାଂଶୁ ବାବୁ
@binodkanhar4163
@binodkanhar4163 2 ай бұрын
କଦଲି ବାବୁ
@Manoranjansahoo34680
@Manoranjansahoo34680 2 ай бұрын
ସୁଧାଂଶୁବାବୁ ଆପଣ ଖୋଜିକରି କୁହନ୍ତୁ 2009 ରୁ 2024 ଯାଏଁ ବିଜେଡି ସରକାର କରିଥିବା ଗୋଟିଏ ଯୋଜନା ବିଷୟରେ ଯେଉଁଥିରେ ଦୁର୍ନୀତି ହୋଇନାହିଁ, ମୁଁ ଭାବୁଛି ଅସମ୍ଭବ, ଦୟାକରି ଏହା ଉପରେ ଏକ ଏପିସଡ଼ କରିବାକୁ ଅନୁରୋଧ, ଧନ୍ୟବାଦ 👌👌👌
@krishnamahakud2954
@krishnamahakud2954 2 ай бұрын
ବିଜେଡି ସମୟର ଆଇନ ଶୃଙ୍ଖଳା କଥା କହିବା, କୁ ଲାଜ ଲାଗୁଛି ,, ଏବେ ବିଜେଡି ଔଷଧ ବିକଳରେ ତାଟିଆ କାମୁଡ଼ିଛି
@debrajpradhan7642
@debrajpradhan7642 2 ай бұрын
ନିହାତି ସତ କଥା ଆଞା ।
@moguruswami5882
@moguruswami5882 2 ай бұрын
ଧନ୍ୟବାଦ
@jitendrapanda5262
@jitendrapanda5262 2 ай бұрын
ଲଜ୍ୟା ଲାଗିବା କଥା ବିଜେଡି ଦଳକୁ 25 ବର୍ଷ ହେଲା କୋଉଠି ଥିଲେ, ଗାଈ ଚରାଉଥିଲେ ନା ଗଧ ଚରାଉଥିଲେ.
@entrepreneurjourney1764
@entrepreneurjourney1764 2 ай бұрын
Good excellent News 👍👍
@ajitakumarsahoo9458
@ajitakumarsahoo9458 2 ай бұрын
ଶଙ୍ଖ ଭବନ ନିର୍ମାଣ ବେଇମାନ କାର୍ଯାନୁଷ୍ଠାନ ହେବ କି????
@daleisusantakumar8392
@daleisusantakumar8392 2 ай бұрын
ସୁଧାଂଶୁ ବାବୁ ଙ୍କ ଉପସ୍ଥାପନା ଅତି ସୁନ୍ଦର୍। ଖଜୁରୀ ଗଛର କି ଗୁଣ ଗାଇବ ମୂଳରୁ ପାହାଚ ପାହାଚ । ଅତି ନିର୍ଲଜ ପୂର୍ବ ସରକାର
@Goutam306
@Goutam306 2 ай бұрын
Right ସୁଧାଂଶୁ ଭାଇ
@binodkanhar4163
@binodkanhar4163 2 ай бұрын
ଦିତୀୟ ସାରତି
@pradeepkumarsinha803
@pradeepkumarsinha803 2 ай бұрын
💯. ପୂର୍ବରେ ଭାଡୁଆ ସରକାର ଥିଲା। ଆଶାକରୁ ମୋହନ ମାଝି ସରକାର ନିଜର ଠିକ ପ୍ରତିଷ୍ଠା କରିବେ।
@Aviator_7940
@Aviator_7940 2 ай бұрын
Perfect news
@NirakarBiswal-zg4tn
@NirakarBiswal-zg4tn 2 ай бұрын
ଯେ ପର୍ଯ୍ୟନ୍ତ ବିଜେପି ସରକାର ବିଜେଡି ଦାଗୀ ନେତା ଙ୍କ ଉପରେ ପଦକ୍ଷେପ ନ ନେଇଛି ସେ ପର୍ଯ୍ୟନ୍ତ ଏମାନେ ଏହିପରି କହୁଥିବେ ।ଲୋକ କେବଳ ବିଜେଡି ଉପରେ ପଦକ୍ଷେପ ନେବାକୁ ବିଜେପି କୁ ଭୋଟ ଦେଇଛନ୍ତି ନହେଲେ ଏଥର ବିଜେପି ସେସ ସରକାର ।
@RuihaMarndi-ml4eu
@RuihaMarndi-ml4eu 2 ай бұрын
Next election ରେ bjd ଚିହ୍ନ ବର୍ଣ୍ଣନ ଥିବନି
@rohitnaik6592
@rohitnaik6592 2 ай бұрын
ବିଜେଡି ଆଇନ ଶିଖାଇବ ନିଜେ ଆଇନ ର ମହୋତ ରଖଛି ଏମାନଙ୍କୁ ମାଡ଼ ହେଉ ନାହିଁ
@AbhimanyuPattayat
@AbhimanyuPattayat 2 ай бұрын
ବିଜେଡି ପାର୍ଟି ୨ ବର୍ଷ ମଧ୍ୟରେ ଖଣ୍ଡ ବିଖଣ୍ଡିତ ହେଇଯିବ,. ଦେଖା ଯାଉଛି,
@subodhakumarray6136
@subodhakumarray6136 2 ай бұрын
ଧନ୍ୟବାଦ୍।
@Jayjagannathodisha-s5w
@Jayjagannathodisha-s5w Ай бұрын
ଆଜ୍ଞା ସୁଧାଂଶୁ ସାର.. ଆମେ ବହୁତ ଖୁସି ଆପଣଙ୍କ ନିୟୁଜ ପ୍ରସାରଣ ରେ. କାହିଁକି ନା ଆପଣ କାହାର ପକ୍ଷା ପାତ୍ର କରୁନାହାନ୍ତି ସେଥିପାଇଁ... କିନ୍ତୁ ମୋର ଗଟେ ଅନୁରୋଧ ନିଶ୍ଚୟ ରକ୍ଷା କରିବେ ମୋର ପୁରା ଆଶା... ଦୟାକରି ମର କମେଣ୍ଟ ଉପରେ ଟିକେ ଧ୍ୟାନ ଦେବାକୁ ଅନୁରୋଧ ସାର.. କାରଣ ଆମର ଓଡ଼ିଶାରେ ଯୋଉ ଯୋଜନା ବା ଚାକିରୀ କାଡୁଛନ୍ତି ତାହା ପୁଣି. ଟେଣ୍ଡର ରେ.. କିନ୍ତୁ ସେଇ ଜାଗାରେ ଯୋଉ ମାନେ.. ଚାକିରୀ ବା କାମ କରୁଥିବା ଲୋକଙ୍କ କଥା ଉପରେ ଟିକେ ଧ୍ୟାନ ରଖୁ ନାହାନ୍ତି... କାହିଁକି.. ଯଦି ଟେଣ୍ଡର ସରିଗଲା ଟେଣ୍ଡର ନେଇଥିବା ଲୋକଙ୍କ ସରିଲା ସେଈଠେ କାର୍ଯ୍ୟ କରୁଥିବା ଲୋକଙ୍କୁ କାହିଁକି ହଇରାଣ କରାଯାଉଛି .. ଗରିବ ଘରୁ ଆସି ଜଣେ କେତେ ଖୁସି ହଉଥିବ.. ବଂଚିବାକୁ ବାଟ ମିଳିଗଲା .. କିନ୍ତୁ ତାର ସମୟ ସୀମା ଯେ 5ରୁ 6ବର୍ଷ ମାତ୍ର ତା ପରେ ସେ ଲୋକ କଣ କରିବ... କଣ ଗୋଟେ ଚାଲିଛି ଖାଲି ମହିଳା ମହିଳା ମହିଳା... ପୁରୁଷ ଯିବେ କୁଆଡେ.... ଯଦି SHG ଗୋଷ୍ଟି କୁ ଯେ କୌଣସି ଯୋଜନା ଦିଆ ଗଲା ସେଥିରେ ପୁରୁଷ କାମ କଲେ ଭୁଲ କଉଠି ରହୁଛି... ସେଥିରୁ ପୁରୁଷ ଯେତେକ କାମ କରୁଛନ୍ତି ତାଙ୍କୁ କାଢ଼ିବାକୁ ଅଫିସର ଙ୍କୁ ନିର୍ଦେଶ ଦଉଚି କିଏ.... କଣ ଖାଲି ମହିଳା ହିଁ ସରକାର ଗଢୁ ଛନ୍ତି... ଇଲେକ୍ସନ ଟାଇମ ରେ ପୁରୁଷ ଯାଉଛନ୍ତି କୁଆଡେ... ସେମାନେ କଣ ଭୋଟ ଦଉ ନାହାନ୍ତି...ଏହା ମୋର ଛୋଟିଆ ଅନୁରୋଧ ସୁଧାଂଶୁ ସାର ଆଶା କରୁଛି ନିଶ୍ଚୟ ନିୟୁଜ ମାଧ୍ୟମ ରେ ଟିକେ ପ୍ରଶ୍ନ କରିବେ ସରକାର ଙ୍କୁ...ଜୟ ଜଗନ୍ନାଥ
@satiyanarayanpattnayak1754
@satiyanarayanpattnayak1754 2 ай бұрын
ସୁଧାଂଶୁ ସାର ନମସ୍ତେ ।ଆପଙ୍କ ଖବର ମୁଁ ୟୁଟୁଭରେ ଶୁଣୁଛି ।ଆପଣ ସତ ଖବର ରଖୁଛନ୍ତି ।ଆମ୍ଭେ ବହୁତ ଖୁସି ।ଆପଣ ଆପଣଙ୍କ ମୋବାଇଲ ନମ୍ବର ଛାଡ଼ନ୍ତୁ,ଯେପରି ଆମେ ଆପଣଙ୍କ ସହ କଥା ହୋଇ ପାରିବୁ ।
@sanjaypanda7984
@sanjaypanda7984 2 ай бұрын
ଅତ୍ୟନ୍ତ ହାସ୍ୟାସ୍ପଦ କଥା କହୁଛି ବିଜେଡି
@bijayasethy3972
@bijayasethy3972 2 ай бұрын
ଏମାନେ ନିଜକୁ ଅପରାଜେୟ ଭାବୁଥିଲେ, ଶାସନ ହାତରୁ ଚାଲିଯିବାରୁ ପାଗଳ କୁକୁର ଭଳିଆ ହୋଇଗଲେଣି ।
@bholanathmarndi7264
@bholanathmarndi7264 2 ай бұрын
ଠିକ କହିଛନ୍ତି
@bijayasethy3972
@bijayasethy3972 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ଭାଇ
@BhaskarBehera-k2u
@BhaskarBehera-k2u Ай бұрын
❤❤❤❤ଆ thank u bhai dhanyvad Jay Jagannath Jay Jagannath
@Vinood900
@Vinood900 2 ай бұрын
କେହି ଯଦି ବାଜେ ଲୋକ ଓଡ଼ିଶା ରାଜନୀତି ରେ ଥିବେ ସେ ହେଉଛି ଅଭିନୟ ନାଟ୍ୟକାର ନବୀନ। ବାଜେ ଲୋକ ଟା
@biramhembram2124
@biramhembram2124 2 ай бұрын
ସାର୍ କୁକୁର ଦଳ ବିଜେଡିର ସବୁକେଳେଙ୍କାରି ଆଣନ୍ତୁ
@s_sarojakumar7270
@s_sarojakumar7270 2 ай бұрын
ସୁଧାଂଶୁ ଭାଇ ଙ୍କ ପୁରାଣ ମାନିବାକୁ ପଡ଼ିବ ..
@AnisatMunda
@AnisatMunda 18 күн бұрын
Bhai patrakar zindabad zindabad zindabad zindabad zindabad zindabad bahut bahut thankyou very good
@TunaDas-tt7xj
@TunaDas-tt7xj 2 ай бұрын
ଓଡ଼ିଶାରେ bjd ଭଳିଆ ଶାସନ ଓଡ଼ିଶା ବାସୀକୁ ଚନ୍ଦ୍ର ସୂର୍ୟ୍ଯ ଥିଲା ପର୍ଯନ୍ତ୍ ନମିଳୁ ।
@P.k.R.1977
@P.k.R.1977 2 ай бұрын
You are right progress this type of news... Thanks
@trinathpanda9182
@trinathpanda9182 2 ай бұрын
ଧନ୍ୟବାଦ ଭାଇ
@OM_SHAKTI.Subhamkar67666
@OM_SHAKTI.Subhamkar67666 2 ай бұрын
ସାର 🙏ସତରେ ପୋଲିସ କୁ ସମ୍ପୂର୍ଣ କ୍ଷମତା ଦିଆ ଯିବା ର ସମୟ ଆସି ପହଁଚିଛି। ସେତ ସରକାର ଙ୍କ ଅଧୀନ 🙏
@BulakiSwain-n4c
@BulakiSwain-n4c 2 ай бұрын
ସାବାସ ସୁଧାଂଶୁ ଭାଇ
@LaxmidharaBehera-hc5pi
@LaxmidharaBehera-hc5pi 2 ай бұрын
🙏🏻🙏🏻🙏🏻 ଜୟ ଜଗନ୍ନାଥ 🚩🚩🚩 ସୁଧାଂଶୁ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ନୂତନ ମୋହନସାର ସରକାର ସବୁ ପଞ୍ଚାୟତକୁ ତାଙ୍କ କର୍ମଚାରୀଙ୍କୁ ପଠାଇ ତଦନ୍ତ କରାଯାଉ କେଉଁ ପଞ୍ଚାୟତରେ କେତେ ଦୁର୍ନୀତି ହେଇଚି ବନ୍ଦେ ଉତ୍କଳ ଜନନୀ 🇮🇳👍🏻👍🏻👍🏻👏🏻👏🏻👏🏻😊😊
@balaramjhankar9002
@balaramjhankar9002 2 ай бұрын
Right Bhai...👍👍👍👍🙏🙏🙏
@laxmansahoo4681
@laxmansahoo4681 2 ай бұрын
ମାନ୍ୟବର ଦ୍ଵିତୀୟ ସାରଥୀ,🎉
@Kulamani-nr5oq
@Kulamani-nr5oq 2 ай бұрын
Jay Sri jagannath bless you. Namaste 🙏
@AshokKhandual-k6n
@AshokKhandual-k6n 2 ай бұрын
NO...1 Bhrstachari B J D
@kailashchandradas8992
@kailashchandradas8992 2 ай бұрын
ଧନ୍ୟବାଦ ଜୟ ଜଗନ୍ନାଥ 🙏
@SanjayMohapatra-w2b
@SanjayMohapatra-w2b 2 ай бұрын
ସମସ୍ତେ ତ ବିଜେଡିର ଗୋହି ପୁରାଣ ଖୋଲିଲେଣି. ମୁଁ ବା ଅଧିକ କଣ କହିବି. ମୁଁ ଗୋଟେ କଥା କହୁଛି କେବେ ମିଛ ଖବର ଆଉ ପ୍ରମାଣ ନଥିବା ଖବର ପ୍ରକାଶ କରିବେନି. ହଁ ବିଜେଡି ର ଆୟୁଷ ବହୁତ କମ ଦିନ... ଜୟ ଜଗନ୍ନାଥ. 🙏🏻
@bharatipradhanswain2722
@bharatipradhanswain2722 2 ай бұрын
ପ୍ରମାଣ ହିନ news
@rupaksahu5873
@rupaksahu5873 2 ай бұрын
Thanks sir❤❤
@suvashreeray5494
@suvashreeray5494 2 ай бұрын
ଠିକ୍
@କଳିଙ୍ଗପୁତ୍ର-ର8ଦ
@କଳିଙ୍ଗପୁତ୍ର-ର8ଦ 2 ай бұрын
ସୁଧାଂଶୁ ଭାଇ ଭଲ କହିଲେ, ମୋହନ ମାଝୀ ସରକାର ଏ ବିଜେଡି ର କ୍ରିମିନାଲ ନେତା ମାନଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଅନ୍ତୁ,
@Sulamanhansdaofficial
@Sulamanhansdaofficial 2 ай бұрын
ଠିକ କହିଛନ୍ତି ଭାଇ ବିଜେଡି ର ସବୁ ନେତା ମାନଙ୍କୁ ସିବିଆଇ ତଦନ୍ତ କରାଯାଉ ତା ସହିତ ବିଜେଡି ର ଯେଉଁ ଚୋର ମାନେ ବିଜେପି ରେ ସାମିଲ୍ ହୋଇ ଛନ୍ତି ସେମାନଙ୍କୁ ମଧ୍ୟ ସିବିଆଇ ତଦନ୍ତ କରାଯାଉ
@goutamsahoo6252
@goutamsahoo6252 2 ай бұрын
Thanks,vai
@dibakaraseth4572
@dibakaraseth4572 2 ай бұрын
FOCUS PLUS is best new youtub chenal
@Dhaneshwarmajhi-vi3tj
@Dhaneshwarmajhi-vi3tj 2 ай бұрын
Thik katha kahicha bhai
@azubizu2534
@azubizu2534 2 ай бұрын
ବିଜେଡ଼ି ସମୟରେ ଅଭିଯୋଗ କଲେ ଅଭିଯୁକ୍ତ ହୁଅନ୍ତି ନିରୀହ ଜନତା
@KIRANMOHANTAJHUMARSONG
@KIRANMOHANTAJHUMARSONG 2 ай бұрын
Right
@PrafullachDas-n6c
@PrafullachDas-n6c 2 ай бұрын
ନବୀନ ହେଉଛି ମାନ୍ୟ ଚୋର ଓ ଧୃତ
@SatyabrataPal-ob8sz
@SatyabrataPal-ob8sz 2 ай бұрын
U r great sudhanshu bhai
@subrataran
@subrataran 2 ай бұрын
ବିଜେଡି ଓ ନବୀନ ପକ୍କା ଚୋର ଦଲାଲ
@saratmishra7100
@saratmishra7100 2 ай бұрын
ଶଳା, ଆଇନ କାନୁନ 24 ବର୍ଷ ହେଲା ନଷ୍ଟ ଭ୍ରଷ୍ଟ କରିଦେଇଥିଲେ।
@mantupal3175
@mantupal3175 2 ай бұрын
Good sudhhnsu@8 news
@bhajananandaswainbhajan9597
@bhajananandaswainbhajan9597 2 ай бұрын
Very good News
@AnisatMunda
@AnisatMunda 18 күн бұрын
Sudansu zindabad zindabad zindabad zindabad zindabad zindabad bahut bahut thankyou very good
@bimalkumarray4369
@bimalkumarray4369 2 ай бұрын
THANKS BHAI
@rameshchandraparija4882
@rameshchandraparija4882 2 ай бұрын
Thank u to Sudhansu babu for your refresh news ,
@sachikantasahoo6981
@sachikantasahoo6981 2 ай бұрын
BJD ର ନେତା ମାନେ ଯେମିତି ନିରୀହ ଆଦିବାସୀଙ୍କ ହାତ ରୁ ପାପୁଲି କାଟି କି ନେଇ ଯାଇ ଥିବାରୁ ସବୁ BJD ଲୋକଙ୍କ ହାତ କାଟି ଦିଆ ଯାଉ ଯେମିତି ଟିକି ଟିକି ପିଲାଙ୍କୁ ମାରି ଦେଉଥିଲେ ସେମିତି ବିଜେଡ଼ିର ନେତା ମାନଙ୍କୁ ବି ସେମିତି କରନ୍ତୁ
@gandharbanayak5660
@gandharbanayak5660 2 ай бұрын
Dhanya bad sudhanshu babu ! Tanksdhara babu aapana no1 mla🙏🙏🙏
@PrakashchandraPanda-nn3tg
@PrakashchandraPanda-nn3tg 2 ай бұрын
ପୂର୍ବରୁ ବିଜେଡି ସରକାର ନେତା ମାନଙ୍କର କରିବା ଅନଧିକାର କାର୍ଯ୍ୟ କଳାପକୁ ତଦନ୍ତ କରାଯାଉ ଏବଂ ଦୋଷୀକଂ ବିରୋଧରେ କଠୋର ଦଣ୍ଡ ବିଧାନ କରିବା ହେଉ ।ଏହାଦ୍ବାରା ବିଜେଡି ସରକାର ଓଡିଶା ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ କଂ କାରନାମା ଓଡିଶା ବାସୀ ପଚିଶ ବର୍ଷ ର ସାଶନର ଭୁଲ କରିବା ଜାଣି ପାରିବେ ।
@manaswinisahoo6357
@manaswinisahoo6357 2 ай бұрын
ନିର୍ଲଜ୍ଜଙ୍କ ବିଳିବିଳା । ଶାସନ ଗାଦିରେ ଥାଇକି ଦୁର୍ନୀତିର ଚରମ ସୀମାରେ ପହଞ୍ଚାଇଥିବା ଦଳର କୈାଣସି ଅଧିକାର ନାହିଁ କିଛି ଅସଙ୍ଗତ କଥା କହିବାକୁ। ନୂତନ ସରକାରଙ୍କୁ ପ୍ରଥମେ ଉତ୍ତମ କାର୍ଯ୍ୟ କରିବା ପାଇଁ ସମୟ ଦିଆଯାଉ
@rajendramuduli336
@rajendramuduli336 2 ай бұрын
Dhanyabad sir
@ganeswarbehera-fj6yu
@ganeswarbehera-fj6yu 2 ай бұрын
ଭାଇ ଏ ସଵୁର ତଦନ୍ତ କେବେ ହେବ । ନ୍ୟାୟ କେବେ ମିଳିବ ।
@SankarPradhan-d4m
@SankarPradhan-d4m 2 ай бұрын
Sudhansu. Bhaiku bhauta bhuta dhanya baad thank you bhai
@paramanandajena9280
@paramanandajena9280 Ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ଭାଇ ଆପଣଙ୍କୁ ନିଛକ ସତକୁ ସାମ୍ନାକୁ ଆଣିଥିବାରୁ
@OmjayeshreeVighnaharta
@OmjayeshreeVighnaharta 2 ай бұрын
ଧନ୍ୟବାଦ ନମସ୍କାର ଆପଣଙ୍କୁ କୋଟି କୋଟି ପ୍ରଣାମ ସୁଧାଂଶୁ ବାବୁ
@DasarathiSoren-j6i
@DasarathiSoren-j6i 2 ай бұрын
Sudhanshu Babu thankyou
@SantoshNaik9078
@SantoshNaik9078 2 ай бұрын
Bahuta dhanyabad sir
@biswaranjanparida297
@biswaranjanparida297 2 ай бұрын
BJD ର ନେତାମାନଙ୍କୁ ପ୍ରଶ୍ନ, ନବ ଦାସ ଙ୍କର ହତ୍ଯା ବିଷୟ ରେ କାହିଁକି ମୁହଁ ଖୋଲିଲେ ନାହିଁ। ଏଥି ରୁ ପ୍ରଷ୍ଟ ପ୍ରମିଣିତ ହେଉଛି ନବ ଦାସ ହତ୍ଯା ରେ BJD ନେତା ମାନଙ୍କର ହାତ ଅଛି।
@PrakashchandraPanda-nn3tg
@PrakashchandraPanda-nn3tg 2 ай бұрын
ବହୁତ ବଢିଆ ହୋଇଛି ଆହୁରି ହେବା ଦରକାର ଆଗକୁ ।
@pradipray6127
@pradipray6127 3 күн бұрын
ବହୁତ ସୁନ୍ଦର ଉପସ୍ଥାପନା
@RudraNarayan-p1b
@RudraNarayan-p1b 2 ай бұрын
ଧନ୍ୟବାଦ ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@NandakiswarMallick
@NandakiswarMallick 2 ай бұрын
ଜୟ ଶ୍ରୀ ରାମ ଯିଏ ଆଇନ କଥା କହେ ସିଏ ବେଇମାନ ଯିଏ ଧର୍ମକଥା କହେ ସିଏ ହିଁ ଅଧର୍ମ କାମ କରେ
@LokanathBehera-ip3ll
@LokanathBehera-ip3ll 2 ай бұрын
ସୁଧାଂଶୁ ବାବୁ ଆପଣଙ୍କ କଥାର। ଉତ୍ତର ସେମାନେ। କେବେ। ଦେଇ। ପାରିବେନାହିଁ। ଏହା ସତ୍ୟ। ବିଧାନ। ସଭା। ଚଲେଇ ନଦେବା। ତାଙ୍କର। ଉଦ୍ଦେଶ୍ୟ। ତାଙ୍କ। ସମୟରେ। ବିରୋଧୀ ଦଳଙ୍କ ଉତ୍ତର। କେତେ। ଦେଇ। ଥିଲେ??
@KisunMurmur-vx5pd
@KisunMurmur-vx5pd 2 ай бұрын
Bahut badhiya bhai,
@kalpatarusahoo1395
@kalpatarusahoo1395 2 ай бұрын
Sudhasnu Bhai rite answer
@amarsethi5385
@amarsethi5385 2 ай бұрын
Tq sir 🙏🙏,Bhala kale sir
@soubhagyasahoo9255
@soubhagyasahoo9255 2 ай бұрын
V good sir
@FAKIRJENA-du2zs
@FAKIRJENA-du2zs 2 ай бұрын
ଆଗ ପାଣ୍ଡୁ ନବିନ ଯୋଡ଼ି ଖବର ବୁଝ। ନହେଲେ BJP ସରକାର ପାତାଳ ଗାମୀ ହେବା ଥୟ।
@BabaJCBBaba-e8w
@BabaJCBBaba-e8w 2 ай бұрын
ଏଇଟା ମଞ୍ଜ କଥାଟା,,,,👍👍
@satyajitmallick804
@satyajitmallick804 2 ай бұрын
Ha ha ha bjd au dhana asipribani khela sesa heijaichiiìii kebe jitibni au
@buntyskb
@buntyskb 2 ай бұрын
​@@satyajitmallick804 na ete sahaja nuhe. sarkar sina BJP ra kintu system bhitare BJD ra chamcha bharti. pandian ebe v sabu control karuchi. otv au argus ku chhadidele max. sabu news channels au social media pages sabu bjd ra golam. even odia sala andha loka mane bjp ku gali dei olta bjd au congress ku prasansa karuchanti.
@srikantsahoo6563
@srikantsahoo6563 2 ай бұрын
ଧନ୍ୟବାଦ୍।ସୁଧାଂଶୁ ବାବୁ ଆଉ ଟଙ୍କଧର ବାବୁ।ଜଣେ ମାନ୍ୟବର ଜେଲ୍ ଯାଇଥିଲେ।ଆଉଜଣେ ପଲିଟିକାଲ ମାନ୍ୟବର ଜେଲ୍ ଯିବା କଥା।
@dayanidhisahu2613
@dayanidhisahu2613 2 ай бұрын
Best news
@prakashkumardhal5399
@prakashkumardhal5399 2 ай бұрын
Proceed on🎉❤
@AshokKumarBhoi-g3t
@AshokKumarBhoi-g3t 2 ай бұрын
Very very good brother God bless you 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@SushilKumarVlogs-bb6yx
@SushilKumarVlogs-bb6yx 2 ай бұрын
Mind blowing expression sir....fantastic. ...
@PrakashGopal-r5n
@PrakashGopal-r5n 2 ай бұрын
ଧନ୍ୟ ବାଦ ସାର
@babulvillagevlogs213
@babulvillagevlogs213 2 ай бұрын
Thik katha
@gajendrapatel960
@gajendrapatel960 2 ай бұрын
Good news
@Skj-xb4yi
@Skj-xb4yi 2 ай бұрын
👍👍👍👍
@PranatiMallick-w9z
@PranatiMallick-w9z 2 ай бұрын
Many many thanks
@prafullachandrabeura8672
@prafullachandrabeura8672 2 ай бұрын
ସୁଧାଂଶୁ ବାବୁ ବହୁତ୍ ଧନ୍ୟବାଦ୍ । ସତ୍ୟ କଥା ସବୁ କହିଥିବାରୁ।♥👌
@Kulamani-nr5oq
@Kulamani-nr5oq 2 ай бұрын
Jay Sri jagannath namaste 🙏
@sairam1838
@sairam1838 2 ай бұрын
Jay shree jagannath Sudhansu Bhai dhanyabad
@bichitranandabehera6164
@bichitranandabehera6164 2 ай бұрын
Thank you sir spread this message all over Odisha through all channels of news for people
@SadhabaKheti
@SadhabaKheti 21 күн бұрын
ଧନ୍ୟବାଦ ସୁଧାଂଶୁ ବାବୁ 🌹🌹🌹🌹
@debarajmartha3755
@debarajmartha3755 2 ай бұрын
Right Bhaai
@malayakumarsahoo7846
@malayakumarsahoo7846 2 ай бұрын
You are absolutely right.
@sudhirdas1311
@sudhirdas1311 2 ай бұрын
ସୁଧାଂଶୁ ବାବୁ ଠିକ କଥା, ଅଶେଷ ଧନ୍ୟବାଦ
Yay, My Dad Is a Vending Machine! 🛍️😆 #funny #prank #comedy
00:17
Wait for it 😂
00:32
ILYA BORZOV
Рет қаралды 7 МЛН
Yay, My Dad Is a Vending Machine! 🛍️😆 #funny #prank #comedy
00:17