No video

ସୁଧାଂଶୁ@8: ପୁଅ ପ୍ରେମରେ ବାଉଳା ହୋଇଛନ୍ତି ବାପା || SUDHANSU@8 ||

  Рет қаралды 45,313

Focus Plus

Focus Plus

Күн бұрын

ସୁଧାଂଶୁ@8: ପୁଅ ପ୍ରେମରେ ବାଉଳା ହୋଇଛନ୍ତି ବାପା
#FOCUSPLUS #bijayamahapatra #Odisha #updetnews
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 233
@rameshmohanty1211
@rameshmohanty1211 Ай бұрын
ଭାଇ ଆପଣଙ୍କର କଞ୍ଚା ଓଡ଼ିଆରେ ଉପସ୍ଥାପନା ବହୁତ୍ ବଢିଆ
@ganeshpanigrahi4808
@ganeshpanigrahi4808 Ай бұрын
ବିଜୟ ମହାପାତ୍ର ବାସ୍ତବରେ ନିଜର ଆତ୍ମଗର୍ବ ଯୋଗୁଁ ହତଭାଗାଟିଏ ପାଲଟିଗଲେ ...
@user-wh4kq1qk8o
@user-wh4kq1qk8o Ай бұрын
ବିଜୟ ମହାପାତ୍ର ଓ ସୁର ରାଉତ୍ ଭିତରେ କିଛି ବେଶୀ ଫରକ୍ ହେଉଛି ବିଜୟ, ସୁର ପୁଅ ପ୍ରେମ ରେ ପଡ଼ି ବୀଷ୍ଠା ଖାଇଲା ଆଉ ବିଜୟ ଦାନ୍ତ ରେ ପାଳ୍ ଦଉଡ଼ି କାମୁଡି ନବୀନ ପାଦ ତଳେ ଭିକ୍ ମାଗିଲେ।
@bibhutiparida7565
@bibhutiparida7565 Ай бұрын
ବିଜୟ ବାବୁ ପରା ବିଜୁବାବୁଙ୍କ ସରକାର ରେ ଜଣେ ଟାଣୁଆ ମନ୍ତ୍ରୀ ଥିଲେ , ସେତେବେଳେ ରତ୍ନ ଭଣ୍ଡାର ବାବଦରେ କାହିଁ କିଛି ତ ବେବସ୍ତା ହେଇ ନଥିଲା !!
@sukantsethi1546
@sukantsethi1546 Ай бұрын
❤❤q¹
@sunilrauto5923
@sunilrauto5923 Ай бұрын
ବିଜୟ ମହାପାତ୍ର ଆଉ ସୁର ରାଉତ ରାୟ ଦୁଇ ଜଣ ପୁତ୍ର ପ୍ରେମ ରେ ଅନ୍ଧ କିନ୍ତୁ ଜଣେ କଂଗ୍ରେସ ନେତା ସେ ହେଉଛନ୍ତି ପୂର୍ବ ତନ ବାଚ ସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତ
@lalitamohanmallick5779
@lalitamohanmallick5779 Ай бұрын
ସେଥିପାଇଁ ତ ସେ ୨୪ ବର୍ଷ ହେଲା ବିଧାନସଭା ରେ ପଶିପାରୁନଥିଲା .
@NityanandaSahoo-ny1ko
@NityanandaSahoo-ny1ko Ай бұрын
ସତରେ ବିଜୟ ମହାପାତ୍ର ଜଣେ ପରାଜୟ ମହାପାତ୍ର.
@prabalbehera9282
@prabalbehera9282 Ай бұрын
ବିଜୟ ମହାପାତ୍ର ଯେଉଁ ଆଶାରେ BJD କୁ ସମର୍ଥନ କରୁଛି ବାପ ଭଳି ପୁଅ କେବେବି ବିଧାନସଭା ମାଟି ମାଡ଼ି ପାରିବ ନାହଁ
@PratapMohapatra-i9n
@PratapMohapatra-i9n Ай бұрын
ବିଜଯ ମହାପାତ୍ର ଯଣେ ସୁବିଧା ବାଦି ନେତା
@rabindrananda943
@rabindrananda943 Ай бұрын
Bijaya Mahapatra ati Bahaduria .
@nilamanikar954
@nilamanikar954 Ай бұрын
ସୁଧାଂଶୁ ବାବୁ ବିଜୟ ମହାପାତ୍ର ଙ୍କ ନିଲମ୍ବନ 2000 ମସିହାରେ ସେ ଭୁଲି ଜାଇଥିବେ ମାତ୍ର କେନ୍ଦ୍ରାପଡ଼ା ବାସୀ ଭୁଲି ନାହାନ୍ତି । ବିଜୟ ବାବୁ ଜଣେ self styled self coceited political leader .he seems to be a fairweather politician.
@manoranjanbrahma6658
@manoranjanbrahma6658 Ай бұрын
ଛ ମାସ ପୂର୍ବରୁ କେଉଁଠି ଥିଲେ ବିଜୟ ମହାପାତ୍ର
@user-dl5mo1gi7s
@user-dl5mo1gi7s Ай бұрын
Fully right bhai.
@sunilrauto5923
@sunilrauto5923 Ай бұрын
ପୁତ୍ର ପ୍ରେମରେ ଅନ୍ଧ ହୋଇ ନାହାନ୍ତି ଜଣେ ପୁଅ କଂଗ୍ରେସ ଆଉ ଜଣେ BJP କିନ୍ତୁ ସେ କଂଗ୍ରେସ ପ୍ରଚାର ହିଁ କରିଲେ
@Manoranjansahoo34680
@Manoranjansahoo34680 Ай бұрын
କିଏ????, କଂଗ୍ରେସ, ବିଜେପି????
@sadanandasahoo3707
@sadanandasahoo3707 Ай бұрын
ପୁଅ ପ୍ରେମରେ ପାଗଳ ରାଜ୍ୟପାଳ ଙ୍କ ବିଷୟରେ କରିବେକି? ମାଡ଼ ମାରି ମଧ୍ୟ କାର୍ଯାନୁଷ୍ଠାନ ଶୂନ କାହିଁକି
@saradaprasadjena1898
@saradaprasadjena1898 Ай бұрын
ପରାଜୟ ମହାପାତ୍ର
@sanghamitradas371
@sanghamitradas371 Ай бұрын
😂😂😂👌
@madhusudanbehera2129
@madhusudanbehera2129 Ай бұрын
ମାନ୍ୟବର ପାଳଙ୍କ ପୁତ୍ ମୋହ କଥା କାହିଁକି ପ୍ରସାର କରୁନ କଣ ପିଲେହି ପାଣି ହୋଇଯିବ କି ?
@bikramroutaray935
@bikramroutaray935 Ай бұрын
ରାଜ୍ୟପାଳ ଙ୍କ ପୁଅ ଓଡ଼ିଆ ଅଫିସର ଙ୍କୁ ପିଟିବା ଖବର ଟିକେ ଆଣ...
@asokamohapatra8855
@asokamohapatra8855 Ай бұрын
ଯେମିତି କି ପୁତ୍ର ପ୍ରେମରେ ରାଜ୍ୟପାଳ ଏ କଥା ଟିକେ କୁହ
@SaralaMallick-ny1jh
@SaralaMallick-ny1jh Ай бұрын
Bijaya mahapatr Jane belazya loka.
@bijaykumarrout4161
@bijaykumarrout4161 Ай бұрын
Shame of kendrapara
@bibhuprasadsatapathy1757
@bibhuprasadsatapathy1757 Ай бұрын
ସାର ନମସ୍କାର , ଆଜି ନିର୍ଭିକ ସାମ୍ବାଦିକତା କହିଲେ ସୁଧାଂଶୁ ସାରଙ୍କୁ ବୁଝାଏ । ଆପଣଙ୍କ ସମାଲୋଚନା ଶୈଳିରେ ଅନ୍ୟମାନେ ଅନୁପ୍ରାଣିତ ହେବା କଥା ।
@dolagobindasahoo9267
@dolagobindasahoo9267 Ай бұрын
ଆପଣ ବିଜୟ ବାବୁଙ୍କୁ ଜଣେ ବେଇମାନି ବୋଲି କହିଲେ,ସେ କୋଉଠି କାହା ସହିତ ବେଇମାନୀ କଲେ,ପ୍ରମାଣ ସହିତ କୁହନ୍ତୁ ।ନଚେତ୍ କଥା କହିବାର ଅଧିକାର ଅଛି ବୋଲି ଯାହାକୁ ଯାହା କହିଦେବା,ଏହା ଠିକ୍ ନୁହେଁ ।
@bibhuprasadsenapati1848
@bibhuprasadsenapati1848 Ай бұрын
सत कथा कु समर्थन नाहीं । सत घृणित होइथाए, ए कथा सभीएँ जानती ,शेषरे सनमानीत होइथाए ।अपेक्षा कर ओडिशारे कण हेबाकु जाउछि ।
@SangramkeshariParida-k6r
@SangramkeshariParida-k6r 29 күн бұрын
କଣ କିଛି ବି ଭୁଲ କହିନାହାନ୍ତି
@raghumaninayak9593
@raghumaninayak9593 Ай бұрын
ଅହଙ୍କାରୀର ବାରବାଟୀ ଚାଷୀ ଆଉକେତେ ଦିନ, ଜଣେ ବରିଷ୍ଠ ରାଜନେତାଙ୍କ କଣ ଶିଖବେ ଯୁବ ପିଢ଼ି
@pranatidildilbecharasahoo6719
@pranatidildilbecharasahoo6719 Ай бұрын
Very good Sudhansu babu.You are absolutely right bhai.Apana pura puri thik kahuchanti.Thank you very much.
@sarojde9808
@sarojde9808 Ай бұрын
ବିଜୟ ମହାପାତ୍ର ସ୍ଵାଭିମାନୀ ଥିଲେ .... ପୁତ୍ର ମୋହରେ ଏବେ ଗୋଟେ ବାଜେ ଲୋକ ବୋଲି ସମସ୍ତେ କହୁଛନ୍ତି ...!!!
@sagarikaswain-zr8gu
@sagarikaswain-zr8gu Ай бұрын
Akdam right Sundhansu Babu bijaya Babu nku thik janichhanti
@jullysamal6626
@jullysamal6626 Ай бұрын
ରାଜ୍ୟପାଳ ପୁତ୍ର ପ୍ରେମ କଥା ନଗଦ ଖବର କହରେ
@kalpatarujena9466
@kalpatarujena9466 Ай бұрын
ଶେଷରେ ନବୀନ ସରଣମ ଗଛାମି ହେଲେ କିନ୍ତୁ ଦୁର୍ଭାଗ୍ୟ ଜନମତ ଆଉ ନବୀନ ଙ୍କ ସପକ୍ଷରେ ଗଲlନୀ.... ବିଚରା....
@pabitrarout5835
@pabitrarout5835 Ай бұрын
ପୁତ୍ର ମୋହ ରେ ପଡ଼ିଥିବା ମହାମହିମ ରାଜ୍ୟପାଳ ଙ୍କ ବାବଦରେ କିଛି କହିପାରିବେ କି?
@sambhunathjena7199
@sambhunathjena7199 Ай бұрын
Right ଭାଇ
@jyotiranjandas1152
@jyotiranjandas1152 Ай бұрын
Very healthy comments
@bijoyapriyadarsinidash922
@bijoyapriyadarsinidash922 Ай бұрын
Bijoya Babu ଆଉ ନୈତିକତା ଭିତରେ ନାହାନ୍ତି।
@saratkumargajendra1001
@saratkumargajendra1001 Ай бұрын
You are right sudhanshu babu.
@saubhagyaparija1779
@saubhagyaparija1779 Ай бұрын
Right
@babajibiswal1116
@babajibiswal1116 Ай бұрын
Accurate and fearless .Really commendable.
@prasant6260
@prasant6260 Ай бұрын
Swabhimani only Dama Rout and Sura Nayak.Not Bijay Mohapatra.
@subaspatra9102
@subaspatra9102 Ай бұрын
ବିଜୟ ମହାପାତ୍ର ଜଣେ ଆତ୍ମଗର୍ବି ନେତା ।
@sabitaprusty8035
@sabitaprusty8035 Ай бұрын
ଏ ତିକି ଲେଖୁଛି ଆତ୍ମ ଗର୍ବ ସବୁ ସମୟରେ କାମ କରେନି , ବେଳ ଥାଉ ଥାଉ, ସାବଧାନ,.ଓ ସଚେତନ ଆବଶ୍ୟକ ରହିଛି, ବୟସ ର ଅପରାହ୍ନ ,ସତ ପଥ ରେ ନିଜେ ଚାଲ, ଏବଂ ଅନ୍ଯ କୁ ସୁ, ପଥରେ ପଥ ଗାମୀ କରାନ୍ତୁ, । ଜୟ ,ଜଗନ୍ନାଥ ।
@getsupports
@getsupports Ай бұрын
Yes you are 100% right
@prakashchandrabehera8658
@prakashchandrabehera8658 Ай бұрын
The True 🎉🎉
@AtulDash-o6r
@AtulDash-o6r Ай бұрын
ଏ ସେଇ ବିଜୟ ମହାପାତ୍ର ଯିଏ ତପନ ବେହେରାକୁ ଧରି ତୁଳସୀପୁର ପୋଲିସ ପଡ଼ିଆରେ ସ୍ତ୍ରୀଲୋକ ମାନଙ୍କୁ ଧରି ନାଚୁଥିଲେ
@binodchoudhury9098
@binodchoudhury9098 Ай бұрын
Why does BJP choose such a wrong leader?
@ArunDas-bx6su
@ArunDas-bx6su Ай бұрын
ଅତି ଗର୍ବେ ହତ ଲଙ୍କା.
@alloffyou4995
@alloffyou4995 Ай бұрын
ଏଶଳା ବିଜୟ ମହାପାତ୍ର ତାବାପ କେତେଟା‌ ମାଆ ଗିହାକୁ ପଚାର ?
@laxmidharapanda6086
@laxmidharapanda6086 Ай бұрын
ଅହଂକାର ପାଇଁ ବିଜୟ ମହାପାତ୍ରର ଇଜ୍ଜତ କୁ ପାଣିରେ ପକାଇଦେଲେ !
@ShantanuMishra-lw8zp
@ShantanuMishra-lw8zp Ай бұрын
ଦାମ ରାଉତରାୟ ବନାମ ସୁର ରାଉତରାୟ ଏମାନଙ୍କ ଠୁ ବଳି ବିଜୟ ମହାପାତ୍ରେ.
@rajendramallick6894
@rajendramallick6894 Ай бұрын
Bijaya sir alapa bidya bhayakara bhali laguchanti
@amitmulia733
@amitmulia733 Ай бұрын
bijaya mahapatra very good
@sibaprasadmishra7263
@sibaprasadmishra7263 Ай бұрын
Bijaya nka yuga over... Tell him... Now Surayabanshi Suraja nka yuga...
@jaganmuduli2579
@jaganmuduli2579 Ай бұрын
ସାମ୍ବାଦିକ ଭାବରେ ଶାଳୀନତା ରଖନ୍ତୁ
@jitendrapradhan6452
@jitendrapradhan6452 Ай бұрын
ଆରେ ଏଇଟା ସେ ଚୋର ପତ୍ରକାର ଜେଲ ଯାଇଥିଲା...
@prakashchandrabehera8658
@prakashchandrabehera8658 Ай бұрын
Sudhanshu babu, apana energy department ku tike asantu.
@user-dj1lo4fp1g
@user-dj1lo4fp1g Ай бұрын
ରାଜ୍ୟ ପାଲ୍ ଙ୍କ ପୁଅ ର କଥା ଟିକେ ପ୍ରସାରଣ କର ମିଡ଼ିଆ ଭାଇ
@dilliprout4912
@dilliprout4912 Ай бұрын
କଥା ସୁନ୍ଦର। ❤
@Pankajbehera-tu4pi
@Pankajbehera-tu4pi Ай бұрын
Sudhanshu babu🎉🙏Bijay Mohaptra a great man🎉but odha & biradi ebe ekk,, king under re ebe Babu bijay.. Ebe Babu nka nijar voter kahileni
@debabratasahoo2415
@debabratasahoo2415 Ай бұрын
ଓଡିଶା ବିଜେପି ତତେ ରାଜ୍ୟସଭାକୁ ପଠେଇବ ରେ ମା ଘିଆ ରହ ଅପେକ୍ଷା କର
@gaganbiharisamantaray1122
@gaganbiharisamantaray1122 Ай бұрын
ଆରେ ଭାଇ ପୁତ୍ର ମୋହରେ ସମସ୍ତେ ତମେ ରାଜ୍ୟ ପଲଙ୍କ ପୁଅ କଥା ଟିକେ କହୁନ
@ganeswarnayak7161
@ganeswarnayak7161 Ай бұрын
ଭାଈ ତମକୁ ଧନ୍ୟବାଦ। ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ନୁହଁ, ରଜ୍ୟପେଳ। ଏଭଳି ମତ୍ରୁଚୋଦ ମାନଙ୍କୁ ଟ୍ରମ୍ପ କୁ ଗୁଳି ମାରିଲା ଭଳି ବିଚ୍ ରାସ୍ତାରେ ଗୁଳି ମାରିବା ଦରକାର।
@sudhakarsamal6225
@sudhakarsamal6225 Ай бұрын
ସରକାର କୁ ସମାଲୋଚନା କରିଲେ ଖରାପ Advocate general ମାସ ଭିତରେ ନିଜୁକ୍ତି ହୋଇ ପାରୁନି ବିଜୟ ବାବୁକିଛିଭୁଲକହିନାହଁାନ୍ତି
@sureshchandradash6900
@sureshchandradash6900 Ай бұрын
ସୁଧାଂଶୁ ବାବୁ ଆପଣ ସୁର ରାଉତରଙ୍କୁ ଜାଣିଛନ୍ତି କି ନାହିଁ, ସୁର ଠାରୁ 10 ଗୁଣା ବିଜୟ, ଆଉ ଆପଣ ଯାହା କହୁଛନ୍ତି 100% ଅକ୍ଷରେ ଅକ୍ଷରେ ସତ୍ୟ
@PratapMohapatra-i9n
@PratapMohapatra-i9n Ай бұрын
Jay shree ram🙏
@ganeswarnayak7161
@ganeswarnayak7161 Ай бұрын
ବିଜୟ ମହାପାତ୍ର ବାପାକୁ ମଉସା କହି ପାଟିରେ ତୁଣ୍ଡି ମାରି ନବୀନଙ୍କ ଶ୍ରୀ ଚରଣରେ ଶରଣ ପସି ପୁତ୍ର ମୋହରେ ଦାନ୍ତରେ ତିରଣ ଦେଇ ନିଜର ନିଜତ୍ଵ ହରାଇ ସାରି ଛନ୍ତି, ଏଭଳି ଅପଦ।ର୍ଥ ଲୋକ ପାଇଁ କୌଣସି ପ୍ଲାଟଫର୍ମ ରେ ଆଲୋଚନା କରିବା ମହାପାପ ।
@jchoudhury274
@jchoudhury274 Ай бұрын
ଖାରବେଳ ସ୍ବାଇଁ ଭଳି ବିଜୟ ମହାପାତ୍ର ର ରାଜନୀତି କ୍ୟାରିଅର ସରି ଲା
@Sarojkumar-xe2qi
@Sarojkumar-xe2qi Ай бұрын
Love you brother
@bijayasahoo6259
@bijayasahoo6259 Ай бұрын
ମଦ ମୃତୁ ପାଇଁ ସେ ଦାୟୀ
@ashokbhera
@ashokbhera Ай бұрын
Sudhanshu bhai raight ❤❤❤❤❤
@shreeyamishra6428
@shreeyamishra6428 Ай бұрын
💯True👍🏻
@sidd5547
@sidd5547 Ай бұрын
ବିଜୁବାବୁଙ୍କୁ ବାଟବଣା ଓ ଅପମାନିତ କରୁଥିବା ନେତା ହେଲେ : ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର ଓ ନଳିନୀ ମହାନ୍ତି। ୟେ ପୁଣି କଥା କହୁଛି ବଡ଼ବଡ଼ 😂 ଦିଲ୍ଲୀପ ରାୟ ନଥିଲେ ବିଜୁବାବୁ ସଢ଼ି ସଢ଼ି ମରିଥାଆନ୍ତେ।
@KtrRout
@KtrRout Ай бұрын
Bala neta
@anweshaartandcraftideas5759
@anweshaartandcraftideas5759 Ай бұрын
ରାଜ୍ୟ ପାଳ ଙ୍କ ପୁତ୍ର ଙ୍କ କଥା କୁହ
@alokaranjandash9853
@alokaranjandash9853 Ай бұрын
ବିଜୟ ବାବୁ କ'ଣ କହିଛନ୍ତି ସେ କଥା କହିଲେନି ?
@Rkd6122
@Rkd6122 Ай бұрын
Selfish, ବର୍ଷା ଯୁଆଡେ ଛତା ସିଆଡେ l Media should not give so much importance to this self-styled great man 😮
@bigdady1281
@bigdady1281 Ай бұрын
Sura routa vali abasta heba yara
@jullysamal6626
@jullysamal6626 Ай бұрын
Au ରାଜ୍ୟପାଳ ଅବସ୍ଥା
@santoshpadhykumar9418
@santoshpadhykumar9418 Ай бұрын
ସାମ୍ବାଦିକ ଭାଇ ଆପଣ ଅବାଡୁଆ ଅଛ କି? ବାହାଘର ପରେ ପୁଅ ହେଲେ ପୁତ୍ର ମୋହ କଣ ବୁଝି ପାରିବେ😊😊😊
@karmakhetra
@karmakhetra Ай бұрын
Governor pua lalit das upare kain khabar paribesana helani ta. Sudhanshu babu
@Sarojkumar-xe2qi
@Sarojkumar-xe2qi Ай бұрын
Love your news
@BidyabhusanKuldy-yy4cb
@BidyabhusanKuldy-yy4cb Ай бұрын
Sudhansu babu bahut hard short heuchhi na kon!
@subratray1653
@subratray1653 Ай бұрын
Sir 🙏 really really really perfect analysis 👌👌👍
@pritampolei7087
@pritampolei7087 Ай бұрын
Swabhiman gala bhad me.only swartha.lastku surrender kala tamilian pada chata kukura sajila.ta katha ku au loka sunu nahanti
@manasjena3740
@manasjena3740 Ай бұрын
Ekdum
@user-kl9vp2gy4w
@user-kl9vp2gy4w Ай бұрын
Right 🎉
@sarojkumarbehera6697
@sarojkumarbehera6697 Ай бұрын
Bijaya mohapatra great leader 🙏🙏🙏🙏honest leader ସ୍ୱାଭିମାନୀ ନେତା .... ତୁମେ ପାଟି ଚୁପ୍ କର
@UttamSamal-ik4ju
@UttamSamal-ik4ju Ай бұрын
Right 👍👍👍
@sadanandmohanty3537
@sadanandmohanty3537 28 күн бұрын
Jay sriram Jay jagannath Jay Odia 🙏🙏🙏🙏🙏💐
@JanakNayak-xc3ji
@JanakNayak-xc3ji Ай бұрын
Jay jagannath Jay sir Ram
@ashokbhera
@ashokbhera Ай бұрын
ଧର୍ମ ର ହେବ ଜୟ
@brahmanandasatapathy5505
@brahmanandasatapathy5505 Ай бұрын
ବାଳ ମହାପାତ୍ର
@dear29
@dear29 Ай бұрын
ଗନଜଢିଆ କଥା କାହିଁକି କହୁଛ
@gangadhardash3430
@gangadhardash3430 Ай бұрын
🎉🎉🎉
@user-tk9cw3ws3p
@user-tk9cw3ws3p Ай бұрын
ସୁଧାଂଶୁ ଭାଇ ଦାରା ସିଂ ର ଖବର ପଦାକୁ ଆଣ ତୁ ଭଲୋ ହେଵ
@mahadevnayak2771
@mahadevnayak2771 Ай бұрын
Bhai rajypal pua pani kichi kahun
@durgacharanpradhan5309
@durgacharanpradhan5309 Ай бұрын
Bijay Mohapatra talks like a nonsense.
@rameshmishra9982
@rameshmishra9982 Ай бұрын
ତୁ ଶଳା ଶଳା ସବୁ ଜାଣିଛୁ । ବିଜେପି ଦଲାଲ। ବିଜେପି ଠୁ କେତେ ପାଉଚୁ?
@technicalgyan-ut9zc
@technicalgyan-ut9zc Ай бұрын
Bhai aama governor nka pua nka bisayare gote video karantu
@bikashrath5366
@bikashrath5366 Ай бұрын
ବିଜୟ ମହପାତ୍ରଙ୍କ ଗର୍ବ ତାଙ୍କୁ 2000ମସିହା ରୁ assembly re basiparile ନାହିଁ।ସବୁ ବେଳେ bakwas ଗପନ୍ତି। କିଛି ମିଡିଆ ଙ୍କୁ ଅତି ଜ୍ଞାନ ଥିଲା ଭଳି କହନ୍ତି।
@satyabrataparida1299
@satyabrataparida1299 Ай бұрын
ଦଲାଲି ଟା
@HariNayak-c6n
@HariNayak-c6n Ай бұрын
ଆରେ ବାବୁ ସୁଧାଂଶୁ ।ତୁ ଯାହାକୁ କହୁଛୁ ସେ ଖରାପ।ସିଏ ମୁତିଲେ ତୁ ଭାସିଯିବୁ।ତୁ ଶଳା ଟି ଜାଜ ପୁର କୁସୁମା କୁ ରଙ୍ଗ ସଭା କହିଚୁ।ସେ ରାସ୍ତା କୁ ଓହ୍ଲାଇ ହତ୍ତାଳ କଲେଣି।ତୋ ଗାଣ୍ଡୀ ଟା ଜାଜ ପୁର ବାସୀ ଫଟେଇବେ।ଟିକେ ଅପେକ୍ଷା କର।ସମସ୍ତଙ୍କ ସାଥିରେ ଲାଗୁଛୁ।ସମସ୍ତେ ଭୁଲ ତୁ ଶଳା ଟି ଠିକ୍ ନୁହେଁ।
@user-tm1kk4sd3q
@user-tm1kk4sd3q Ай бұрын
ବିଜୟ ମହାପାତ୍ର ବହୁତ ଥର କହି ଛନ୍ତି ରତ୍ନ ସିଂହାସନ ବିଷୟରେ। ତୁମେ ଛୋଟ ପିଲା ତୁମେ ଏହା ଜାଣିନ । ତୁମ ର ଜ୍ଞାନ ଉଦୟ ହୋଇ ନାହିଁ ।ତାଙ୍କ ବିଷୟରେ କହିବା ପାଇଁ ।
@Bisworanjan88
@Bisworanjan88 Ай бұрын
Behia bijaya
@gobindachandraswain3060
@gobindachandraswain3060 Ай бұрын
ଆତ୍ମ ଗର୍ବୀ।
@SidharthPrasadDas
@SidharthPrasadDas Ай бұрын
ତୁମେ ବାବୁ କା ମୋହ ରେ ପଡ଼ିଛ,ବିଜେପି ମୋହ ରେ ପଡ଼ିଛ ଗୋଡ଼ଦୀ ନିଜ ଗୋଡ଼ କୁ ଅନା,
Jumping off balcony pulls her tooth! 🫣🦷
01:00
Justin Flom
Рет қаралды 38 МЛН
CHOCKY MILK.. 🤣 #shorts
00:20
Savage Vlogs
Рет қаралды 29 МЛН
WORLD'S SHORTEST WOMAN
00:58
Stokes Twins
Рет қаралды 191 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 224 М.