Sujata Rout will back to Missionshakti | ଏମବିକେ ନେତ୍ରୀଙ୍କ ଦୃଢ଼ୋକ୍ତି | The Quiver

  Рет қаралды 58,923

THE Quiver News

THE Quiver News

24 күн бұрын

ମିଶନଶକ୍ତି କମିଶନର ସୁଜାତା ରାଉତ କା ିକେୟନଙ୍କ ବଦଳିକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି। ଉଭୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏବେ ଏମବିକେ ସଂଘ ନେତ୍ରୀ ବି ମୁଣ୍ଡ ପୂରାଇଲେଣି। ସଂଘ ପକ୍ଷରୁ ସୁଜାତାଙ୍କ ବଦଳି ନେଇ ବେଶ ରୋଚକ କଥା କୁହାଯାଇଛି। ସୁଜାତାଙ୍କ ବଦଳି ସିନା ହୋଇଛି ହେଲେ ସେ ମିଶନଶକ୍ତି ସହ ରହିଛନ୍ତି ଆଉ ଆମ ସହ ରହିବେ ବୋଲି କହି ମିଶନଶକ୍ତି ସୁଜାତାଙ୍କ ନିୟନ୍ତ୍ରଣରୁ ଯାଇ ନଥିବା ସ୍ପଷ୍ଟ କରୁଛନ୍ତି। ଏମବିକେ ନେତ୍ରୀଙ୍କ ଏକ ଅଡ଼ିଓ ମେସେଜ ଏବେ ସବୁଠି ଆଲୋଚନାର ବିଷୟ ହୋଇଛି।
#thequiver #thequivrnews #odisha #odia #odianews #update #latest #political #politicalnews #politics #odishapolitics #naveen #naveenpatnaik #modi #amitshah #jpnadda #vkpandian #odishanews #bjp #bjd #odishabjp #odishacrime #election2024 #missionshaktiodisha #missionshakti #sujatarout #ias #pranabprakasdas
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZbin! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 183
@subhamsahu1322
@subhamsahu1322 23 күн бұрын
ଏ ମାନଙ୍କୁ ମିଶନ ଶକ୍ତି ରୁ suspend କରା ଯାଉ ଏ ମାନେ ପଂଚାୟତ ମାନଙ୍କରେ ରାଜନୀତି କରୁଛନ୍ତି, ଏ ମାନକ ଜାଗାରେ ନୂଆ ମହିଳା ମାନଙ୍କୁ ରଖାଯାଉ
@biswajitpanigrahi5008
@biswajitpanigrahi5008 22 күн бұрын
Mission sakti kn sujata bapara na pandian ra???...
@subhashreeswain1206
@subhashreeswain1206 22 күн бұрын
Nua mahila rajaniti kn karibeni kii
@subhashreeswain1206
@subhashreeswain1206 22 күн бұрын
Samaste samana nuhanti sir
@amitbehera3346
@amitbehera3346 22 күн бұрын
ଦୁର୍ନୀତିର ଗନ୍ତା ଘର ଏ ମାନଙ୍କୁ ତୁରନ୍ତ ଗିରଫ ଆଉ ବହିଷ୍କାର କରାଯାଉ ବୋବି ଦାକୋଇଟ ଏ ମାନକ ପାଇଁ ଆଜି କେ ତେ ଘର ବର୍ବାଦ,
@gggamer5478
@gggamer5478 23 күн бұрын
ସୁଜାତା କୁ ଉପାଡ଼ି ଫୋପାଡି ପିଙ୍ଗି ଦୀୟ।।। ସ୍ଵର୍ଗଦ୍ଵାର ରେ ଦାହ କରିଦେବା କଥା❤❤❤❤❤
@jullysamal6626
@jullysamal6626 22 күн бұрын
Sujata ra କିଛି ହେବନି ବର୍ମ a ଭାଷା sabu bjp ପତନ ହେବାର ମୁଖ୍ୟ କାରଣ
@amagiha1046
@amagiha1046 22 күн бұрын
​@@jullysamal6626to pocha biare BJD kukuro gehi le tu bedhei bhada kete vanga Banda nouchu
@Bismaya491
@Bismaya491 22 күн бұрын
ସେ mbk କୁ ବି ହଟା ଯାଉ
@mahakal8756
@mahakal8756 22 күн бұрын
ଏଗୁଡାଙ୍କୁ suspend କରି arrest କରି ଜେଲ୍ ରେ ପୁରେଇ ବା ଦରକାର
@RanjanKumar-mx1ki
@RanjanKumar-mx1ki 23 күн бұрын
ସେ ବେଧ ssg ଗ୍ରୁପ କୁ ବନ୍ଦ କରାଯାଉ କାରଣ ଗଣତନ୍ତ୍ର ବିପଦ ରାସ୍ତା କୁ ଚାଲି ଯାଉଛି
@pradippradhan4388
@pradippradhan4388 22 күн бұрын
ବହୁତ ଖାଇ ସାରିଛ, ସିବିଆଇ ପାଇଁ ରେଡି ହୋଇଯାଅ
@nilamkumarparida3919
@nilamkumarparida3919 23 күн бұрын
ଭଲ ହେଇଛି ବହୁତ୍ ଘର ଭାଙ୍ଗିବାରୁ ବଞ୍ଚି ଗଲା
@jyotiranjan6269
@jyotiranjan6269 22 күн бұрын
ମିଶନ ଶକ୍ତି କୁ ରଦ୍ଦ କରାଯାଉ ସମ୍ପୂର୍ଣ ଭାବରେ ଓଡିଶା ରେ
@sudhakarsahu3252
@sudhakarsahu3252 22 күн бұрын
ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆମେ କେନ୍ଦ୍ର ନିକଟରେ ଦାବୀ କରୁ ଏବଂ ଆସାବାଦି ମଧ୍ୟ,ଜୟ ଶ୍ରୀରାମ 🙏🙏
@PrasantaMohapatra-yg8fo
@PrasantaMohapatra-yg8fo 22 күн бұрын
ନିରୁପମା ସ୍ପଷ୍ଟ କଲେ ସୁଜାତା ଙ୍କ ମିସନ ଫର ବିଜେଡ଼ିର କଥା... ।।।
@jitendrapanda5262
@jitendrapanda5262 22 күн бұрын
ଏହି ଅଡିଓ ଟେପ ପଠାଇଥିବା mbk ମାଡାମ ଙ୍କୁ ତୁରନ୍ତ ଗିରିଫ କରି ମାମଲା ଦର୍ଜ କରାଯାଉ. ମଜା ଲାଗିଛି ଏମାନଙ୍କୁ ଦଳୀୟ ପ୍ରଚାର ପ୍ରସାର କରିବା ପାଇଁ.
@bhagirathimohapatra3604
@bhagirathimohapatra3604 22 күн бұрын
ଶଳା ମାଇପେଙ୍କୁ ନେଇ ଯାତ୍ରା ଚଲେଇଛନ୍ତି ଏଥର ଲେଖା ଛିଡି଼ବ
@susantanayak9728
@susantanayak9728 23 күн бұрын
ରହିବେ କିନ୍ତୁ ଇଲେକ୍ସନ ପରେ...... ଏବେ ତାଙ୍କୁ ଭୁଲିଯାଅ,,,
@susantanayak9728
@susantanayak9728 23 күн бұрын
ତୁମେ call କରି ସମସ୍ତ ଙ୍କୁ ଜଣାଉଛ,,, ତୁମେ ବି ଫସିବ
@gourishankarparida6937
@gourishankarparida6937 22 күн бұрын
Mbk nirupama ku suspend Karo
@user-gb4qd9qx4k
@user-gb4qd9qx4k 22 күн бұрын
ଛେଳି ନାହାନ୍ତି କିନ୍ତୁ ଛେଳି ଲୋନା, ମିଶନ ଶକ୍ତି ଗ୍ରୁପ ଖାଇଛନ୍ତି, ଯଦି ମିଛ ଗଣିଆ ବ୍ଲକରେ ତଦନ୍ତ କର, ଗୁଇନ୍ଦା ବିଭାଗ କୁ ନିର୍ଦ୍ଦେଶ ଦିଅ
@purnachandradakua8265
@purnachandradakua8265 22 күн бұрын
ଆକୁ ରାଜ୍ୟ ରୁ ବାହାର କରି ଅନ୍ୟ ରାଜ୍ୟକୁ ପଠାଅ ସବୁ ଠିକ ହବ
@kananbiharipattanayak6602
@kananbiharipattanayak6602 23 күн бұрын
ବବି ଗାଲୁଆ।
@BishnucharanRay-xy5ox
@BishnucharanRay-xy5ox 22 күн бұрын
ଆଉ କଣ କେହି ନାହାନ୍ତି ସୁଜାତା ଛଡା
@user-dy9sq9sk7c
@user-dy9sq9sk7c 22 күн бұрын
ତୁ ବେଧୀ ଆଗ ଜିବୁ
@ditikrushnapaikaray7614
@ditikrushnapaikaray7614 22 күн бұрын
Corani ରାଜ ନିତୀ କରୁଛ କାମ ଛାଡି ଦିଅ ତାକୁ ପଦବିରୁ ହଟାଜାଉ
@Business-inodia
@Business-inodia 22 күн бұрын
Jadi sujata nku missan sakti ku punishment authare nija tabe CBI ku tana jiba Kate corruption Kate haichi janiparuthiba.
@kalyanpanda5885
@kalyanpanda5885 22 күн бұрын
ଯୋଉ lady କହୁଛି ସେ ଚରିତ୍ର ରେ ଯାହା ହେଇଥିବ ଆମେ ଜାଣିଚୁ
@geetaranisamal6638
@geetaranisamal6638 22 күн бұрын
ମିଶନ ଶକ୍ତି ମହିଳା ମାନେ ନିଜକୁ PM ଭାବୁଛନ୍ତି। ହଁ ହଁ କେତେ ଟଙ୍କା ନେଇ ଭାଷଣ ଦେଉଛ?ତୁମ କାମ ତୁମେ କର। ତୁମେ ରାଜନୀତି କରନାହିଁ।
@user-tw9le4mi8w
@user-tw9le4mi8w 22 күн бұрын
ଓଡିଆ ମାନଙ୍କୁ ଲୁଟିବା ୟାର କାମ
@brajakishorepadhi4022
@brajakishorepadhi4022 22 күн бұрын
ୟେ ବିଜେଡି ର ପ୍ରହେଳିକା। ଫୋନ କରୁଥିବା ମହିଳା ଉପରେ କାଯାନୁଷାନ ହେଉ।
@swapneshpal3331
@swapneshpal3331 22 күн бұрын
ବାଳ ଥିବ ଜେ ସୁନପାମ୍ପଡ଼ି ଖାଇବ!
@rajatkumarbehera3973
@rajatkumarbehera3973 22 күн бұрын
ହାହା..... ବିଦାୟ....
@sangramkeshariswain7248
@sangramkeshariswain7248 22 күн бұрын
June 4 pare madam Tamilnadu jibe. Ethara BJP jitiba? Ta pare kana heba?
@aafbls2022
@aafbls2022 22 күн бұрын
ଏହି MBK ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ l
@bhagirathidas6796
@bhagirathidas6796 22 күн бұрын
ସୁଜାତା ଅନ୍ୟ ରାଜ୍ୟକୁ ଦିଅ
@dillipkumarjena7599
@dillipkumarjena7599 22 күн бұрын
New IAS should be appointed to this department
@tapankumardehury7852
@tapankumardehury7852 22 күн бұрын
Apekha karithay
@gourishankarparida6937
@gourishankarparida6937 22 күн бұрын
Action to nirupama
@SatyabratRay
@SatyabratRay 23 күн бұрын
Right heichi
@sudarsanmaharana230
@sudarsanmaharana230 22 күн бұрын
ବିଜେପି ବିଜେଡି ଚାଲ୍, କିଛି ମୁର୍ଖ ଅଜ୍ଞାନ ଭୋଟର ଜାଣି ପାରିବେ ନାହିଁ। ମିଶନ ଶକ୍ତି ରୁ ଯାଇ ଅର୍ଥ ବିଭାଗରେ ରହିଲେ, ଆହୁରି ସୁବିଧା ହୋଇଗଲା।
@bhimcharanpurty4339
@bhimcharanpurty4339 22 күн бұрын
MBK ଯେତିକି ବି ଚୟନ ହେଇଛନ୍ତି ଓଡ଼ିଶାରେ, ସବୁ MBK ମାନଙ୍କୁ ହଟେଇବାର ଦରକାର, ସବୁ BJD ର AGENT ହେଇ କାମ କରୁଛନ୍ତି ।
@SKumar-rb1tz
@SKumar-rb1tz 22 күн бұрын
After election, next step is ED and CBI enquiry against all BJD officers and corrupt leaders . Aie Nirupama madam kiye????
@Business-inodia
@Business-inodia 22 күн бұрын
SSG ku immediately Odisha ru hata jau.A 25 years helani Odisha ra SSG mahila Mane gota panpada bi karinahanti.Nija ghara chhadi Nali saree pindhi ki buluchhanti.
@lobhalohar4314
@lobhalohar4314 22 күн бұрын
ଆଉ ଅଫିସ ର କଣ ବଦଳି ହୁଏ ନାହିଁ କି
@mihirjena7831
@mihirjena7831 22 күн бұрын
Nirupama besi teliata .Sujata Rout retire karigale MISSION SHAKTI band heijiba ?
@kalyanpanda5885
@kalyanpanda5885 22 күн бұрын
କହୁଥିବା ଅପା ଥରେ ଭୁବନେଶ୍ୱର ଆସ, ଖୋପ ଦେଖିବା
@damodarmishra1006
@damodarmishra1006 23 күн бұрын
Mission sakti kan kebala bjd ra na madam nkara.
@jitendrachaudhury4115
@jitendrachaudhury4115 22 күн бұрын
ମିଶନ ଶକ୍ତି ପାଇଁ ସ୍ୱାମୀ ମାନେ ନିରୁପାୟ... ମାଇପେ କଲେ ଗ୍ରୁପ ଅଣ୍ଡିରା ହେଲେ ଚୁପ
@sujatananda8976
@sujatananda8976 22 күн бұрын
ଆମେ ବୁଝିଲୁ
@gopinathmohanta5790
@gopinathmohanta5790 22 күн бұрын
Sujata banila Kujata
@user-es3fn9dc5u
@user-es3fn9dc5u 22 күн бұрын
ଏବେ ନୁହେଁ ନିର୍ବାଚନ ପରେ ଯାହା ହବ। ଆରେ ମୂର୍ଖ ମାନେ ମିଶନ୍ ଶକ୍ତି ରାଜ୍ୟର ନୁହେଁ କେନ୍ଦ୍ର ଯୋଜନା ଆଉ ସେଇଟା ଧର୍ମେନ୍ଦ୍ର କାହିଁ ବନ୍ଦ କରିବେ? ସେଇଟା ଛାଡ଼ ଦ୍ୱାପର ରେ କୃଷ୍ଣ ନାମ ଯେମିତି କଂସ ର ନିଦ ହଜେଇ ଦେଇଥିଲା ଆଉ ପରିଶେଷ ରେ କଂସ କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲା ଠିକ୍ ସେମିତି ଧର୍ମେନ୍ଦ୍ର ନାଁ ଟା ବି ଏଇ କ୍ରୀତଦାସ ର ନିଦ ହଜେଇ ଦେଲାଣି ପରାଜୟ ର ଭୟ ରେ ଅତିଷ୍ଠ ହେଇଗଲାଣି।
@user-cx4fv1yy8c
@user-cx4fv1yy8c 22 күн бұрын
Ha ha
@satyabannaik4539
@satyabannaik4539 21 күн бұрын
Master Book Keeper(MBK). Immediately suspend from her post. She is also a culprit of society. Put up her mobile no here and may be open this for general public service.
@ShibaprasadDas-sv4yp
@ShibaprasadDas-sv4yp 22 күн бұрын
ଓଡ଼ିଆ ଲୋକେ କେବେ ଶିଖିବେ
@BhubananandaDixit-tm4wd
@BhubananandaDixit-tm4wd 23 күн бұрын
Gihakhaib.tamilgehi
@basantasethy7816
@basantasethy7816 23 күн бұрын
ହଉ ସେ ଜଣେ ଭଲ ଲୋକ ହେଲେ ଭୋଟ ପରେ ଆସିବେ ଓ ମିଶନ ଶକ୍ତି କି ଫୁଣି ଆଗକୁ ନେବେ l
@rameshmohan3427
@rameshmohan3427 23 күн бұрын
ପାଣ୍ଡୁ ମାଇପ
@purnachandrarath5209
@purnachandrarath5209 22 күн бұрын
Odisha baharaku patheidiantu
@bibhutiparida7565
@bibhutiparida7565 22 күн бұрын
ତାଙ୍କ ପୂର୍ବରୁ କେହି ସେମିତି ଯୋଗ୍ୟ ଅଧିକାରୀ ବୋଧେ ନଥିଲେ ମିଶନ ଶକ୍ତି କୁ ଚଳେଇବା ପାଇଁ । ଆଉ ତାଙ୍କ ପରେ ଆଉ କେହି ଚଳେଇ ପାରିବେ ନାହିଁ ନା କ'ଣ ବା' !!
@tapankumar3444
@tapankumar3444 22 күн бұрын
A prabhu a bjd bala ta bahut danger
@dillippanigrahy8076
@dillippanigrahy8076 22 күн бұрын
au asibeni Tamilnadu paleibe
@aj_mahanta
@aj_mahanta 22 күн бұрын
Jiba jail
@user-ed7do4ns9r
@user-ed7do4ns9r 22 күн бұрын
Mission Shakti ra MBK mane bi vote ମାଗିଲେ tanku bahar kari dia jiba
@ranjanbehera6005
@ranjanbehera6005 22 күн бұрын
A lokankara manasikita kaba change heba............
@swarajkumarbej3768
@swarajkumarbej3768 22 күн бұрын
ସେ ମିଠା ର ସ୍ବାଦ କ'ଣ ଏତେଶୀଘ୍ର ଭୁଲିହେବ??
@user-ct5rg3zy7w
@user-ct5rg3zy7w 22 күн бұрын
ତମ ଦଳ ଟି ନିଜ ସଜ଼ ସଂସାର, ସନ୍ତାନ ଓ ପରିବାର ବିଷୟରେ ଚିନ୍ତା କର , ଏହାଦ୍ୱାରା ତୁମ ସଂସାର ସୁଖରେ ରହିବ, ହେଲେ ଅତି ଲୋଭେ ନିଜ ସଂସାର ରକୁ ଜାଳି ପୋଡି ପାଉଁଶ କରିବା କୁ ଏତେ ଉଚ୍ଛନ କାହିଁକି ? କେଇଟା ଟଙ୍କା ପଛରେ ପଡି ନିଜ ଶାଶୁ, ଶଶୁର ଙ୍କୁ ପାଦତଳେ ଦଳି ଚକଟି ନେଗେଟିଭ ନେତ୍ରୀ ବୋଲାଉଛ ଏହା ସରମ ଛଡା ନାରୀକୁ କେବଳ ପଦଟିଏ,,,,,,?
@sujitmohanchaini201
@sujitmohanchaini201 22 күн бұрын
sujata au sea karitk pandian ketbea mg odisha ru jibea.
@bablunaikgroup367
@bablunaikgroup367 22 күн бұрын
Sujat bjd pati..sasapenda.kara.jau
@dushmantsahoo8289
@dushmantsahoo8289 22 күн бұрын
Bhouni amain tama sahita achu
@ritandhal2238
@ritandhal2238 22 күн бұрын
ତୋ କଥା ବୁଝାଯିବ ଲୋ ମାଇକିନା
@narasinghdas3623
@narasinghdas3623 22 күн бұрын
TN ku transfer heu
@TBrother4527
@TBrother4527 22 күн бұрын
ଏଇ ଲେଡି କୁ ଆଗ ବିଦା କରା ଯାଉ
@chandrakalasahu5085
@chandrakalasahu5085 22 күн бұрын
Se puni mission sakti re rahile, Pura odisha basi drudha birodh karantu na hele odisha basi tuma maa bhauni ku ye kharap rasta ku nei jiba
@krushnaprasadmohanty3831
@krushnaprasadmohanty3831 22 күн бұрын
ନିରୁପମା ର ଶିକ୍ଷାଗତ ଯୋଗ୍ୟତା କ'ଣ ?
@bishnucharansethy6491
@bishnucharansethy6491 22 күн бұрын
+2
@prakashpradhan2016
@prakashpradhan2016 22 күн бұрын
ମୁଖ୍ୟ ଖଳନାୟିକା ଙ୍କ right hand
@priyabhai482
@priyabhai482 22 күн бұрын
She will be back to Tamilnadu
@jaleswarsahu4395
@jaleswarsahu4395 23 күн бұрын
Koli khai manji patiba...
@kunabarik9106
@kunabarik9106 23 күн бұрын
😁😁😁😁😁😁😁😁
@rabirath7566
@rabirath7566 22 күн бұрын
Torakhyati kana?
@KushaRaut-eg1yr
@KushaRaut-eg1yr 22 күн бұрын
Chunav ayog ka samne nehi chalega ki vote bank nehi banega😂😂😂😂😂
@dibyaranjan6529
@dibyaranjan6529 22 күн бұрын
Misan shakti re jou mane panchayat bi achanti tanka jogu abadha nirapekhya election hei paribani eita kana election commisioner janiparu nahanti
@sureshakumarnayak7953
@sureshakumarnayak7953 22 күн бұрын
Mission for bjd vote bank, yanku suspend kara
@ConfusedCardinal-gp3dr
@ConfusedCardinal-gp3dr 22 күн бұрын
Sujaata mam nku jete target kribe MS sete strong heba O target karuthiba dala ra lekhaa chhidiba opadibaa katha swapna chera jaai prashant mahaa saagara re
@GK-99969
@GK-99969 22 күн бұрын
Loka jaanibaaku transfer, kintu proxy madhyam re kaama karibe, dhamak bi debe. Polling officernku lagei spying karibe kie kahaaku vote delaa ebang pare harass karibaa kaama
@GaganDas-oj4tk
@GaganDas-oj4tk 22 күн бұрын
Hi
@prasantkumarsahoo1054
@prasantkumarsahoo1054 22 күн бұрын
Kendrapara re bjp ku purai diajiba nahi, ama jhia ku asamaan karuchi bjp, sujata madam pai bahut maa maney upakruta hauchanti,
@ajitkumarsamal7202
@ajitkumarsamal7202 22 күн бұрын
Sujatanka akha pakha ra sabu members nku bhi hata jau. Nahele semane influence karibe group ku
@khudilalhansdah2848
@khudilalhansdah2848 22 күн бұрын
B j d sarkarky dara lagelaa
@abadhut7133
@abadhut7133 22 күн бұрын
June 4 pare
@aiamoodisha
@aiamoodisha 22 күн бұрын
Govt aau aasiba aau pheriba
@parameswarmahanta-rv5or
@parameswarmahanta-rv5or 22 күн бұрын
Quikly suspend sujata Pandian
@FAKIRJENA-du2zs
@FAKIRJENA-du2zs 22 күн бұрын
BJP is Coming soon as because Mr Pattnaik and Dr Pandu are unfit for politics any longer.Hence no chance of coming back to Mishon sakti by Sujata.
@SureshgoutamPanda
@SureshgoutamPanda 22 күн бұрын
Misson shakti mahila nka vote Bjp paiba nahin.
@user-wj3lf4xi7n
@user-wj3lf4xi7n 22 күн бұрын
Transfer to delhi
@manasakumarswain7143
@manasakumarswain7143 23 күн бұрын
😅😂😅
@sudhakarswain1826
@sudhakarswain1826 22 күн бұрын
Remove Sujata from Odisha.
@kartikapradhan9540
@kartikapradhan9540 22 күн бұрын
25 barsha ra sarakar jabab dia janatanku kn karicha?
@prasantakumarpahi6591
@prasantakumarpahi6591 23 күн бұрын
How much money u have taken from bjd
@KukuaryVibhar
@KukuaryVibhar 22 күн бұрын
ବାଳ
@sureshakumarnayak7953
@sureshakumarnayak7953 22 күн бұрын
Nirupama ku suspend kara
@pradiptamohanty1364
@pradiptamohanty1364 22 күн бұрын
Bobby ra besi munda kharap hoijaichhi... Se jane active critadas na....
@MithunuKumarNahak
@MithunuKumarNahak 22 күн бұрын
Katha kahibar janini se kn voice message kariba 🫵🫵🤣🤣🤣
@kalyanpanda5885
@kalyanpanda5885 22 күн бұрын
ଚୋରଙ୍କ ମୁହଁ ସବୁବେଳେ ଟାଣ
@prakashpradhan2016
@prakashpradhan2016 22 күн бұрын
ୟେ ନିରୁପମା bjd ଟିକେଟ ଆଶାୟୀ ଥିଲେ ଦୀର୍ଘ ଏକ ବର୍ଷ। ପୂର୍ବ
OMG 😨 Era o tênis dela 🤬
00:19
Polar em português
Рет қаралды 8 МЛН