Mo Bou | Women's Day Special Song | Aliva Lenka | Sricharan Mohanty | Kalandi Rout | Sanjay

  Рет қаралды 1,443,367

Suman Creation Media

Suman Creation Media

Күн бұрын

Пікірлер: 1 400
@rudraprasadpradhan287
@rudraprasadpradhan287 7 күн бұрын
ଖୁବ୍ ସୁନ୍ଦର ଆଉ ହୃଦୟସ୍ପର୍ଶୀ। ଆପଣ ମାନଙ୍କ ଏଇ ଗୀତରେ ବୋଉ ଶବ୍ଦ ଆମ ପୀଢ଼ି ପରେ ମଧ୍ୟ ପୃଥିବୀ ପୃଷ୍ଠରେ ବଞ୍ଚି ରହିବ। ମେଞ୍ଚା ମେଞ୍ଚା ସ୍ନେହ ଓ ସଦିଚ୍ଛା ଆଉ ଅସୁମାରୀ ଶୁଭେଚ୍ଛା, ଆପଣ ମାନଙ୍କୁ ସମସ୍ତଙ୍କୁ।❤😁🥰💞
@kalandirout4858
@kalandirout4858 2 күн бұрын
Dhanyabad
@rajatkumarmohanty-f9l
@rajatkumarmohanty-f9l 9 күн бұрын
ଖୁବ୍ ସୁନ୍ଦର ହୃଦୟସ୍ପର୍ଶୀ ଲେଖାଟିଏ ବୋଉ ପାଇଁଁ ଗୀତିକାର, ସଂଗୀତକାର, କଣ୍ଠଶିଳ୍ପୀ ମାନଙ୍କୁ ହୃଦୟରୁ ପ୍ରଣାମ
@aratilatasahoo5716
@aratilatasahoo5716 Жыл бұрын
ଗୀତ ଶୁଣିଲା ପରେ ମୋ ପାଖରେ କିଛି ଶବ୍ଦ ନାହିଁ କହିବାକୁ । ଏ ତେଣୁ ମୋ ଅନ୍ତରରୁ ଦୁଇକଣ୍ଠଶୀ ଳ୍ପି ଙ୍କୁ ହୃଦୟଭରା ପ୍ରଣାମ । 🙏🙏🙏🙏🙏🙏🙏🙏🙏
@sumancreationmedia
@sumancreationmedia Жыл бұрын
🙏
@rabitripathy1821
@rabitripathy1821 Жыл бұрын
very much nice,when i see i am craying,i remember my bou.
@SuprityMishra
@SuprityMishra 9 ай бұрын
Great🎉❤
@SuprityMishra
@SuprityMishra 9 ай бұрын
🙏🙏🙏🙏👌👌👌👌❤️❤️❤️❤️🌹🌹🌹🌹🌹
@rakeshsahu9653
@rakeshsahu9653 3 ай бұрын
Ohhhh lhlhlhlbl😮hllhhllh😢lhhhhhllhyl hii thi hii hii​
@stupinapani1798
@stupinapani1798 2 күн бұрын
ଏତେ ସୁନ୍ଦର ମୋ ବୋଉ ପାଇଁ ଗାଇଥିବାରୁ ମୁ କଣ କହି ଧନ୍ୟବାଦ୍ ଜଣାଇବି ମୋ ମୁଖରେ ଶଦ୍ଦ ନାହିଁ ।ଧନ୍ୟବାଦ୍।
@p.prabhatkhuntia2337
@p.prabhatkhuntia2337 Жыл бұрын
ଯେତେ ବର୍ଣ୍ଣନା କଲେ ବି ବୋଉର ଗୁଣ ଗାରିମା ସରିବନି କିନ୍ତୁ ଆପଣ ବୋଉର ସମସ୍ତ ଗୁଣ ଗାଥା କୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି।ଆଉ ଶ୍ରୀଚରଣ ସାର ଆଉ ମାଡ଼ମ ବି ଅତି ସୁନ୍ଦର ଭାବରେ ଗାଇଛନ୍ତି।ଆପଣଙ୍କୁ କୋଟି କୋଟି ପ୍ରଣାମ🙏♥️🙏
@sangramkesharibehera3032
@sangramkesharibehera3032 Жыл бұрын
ବଉର ମିଠା କଥା ଭଳି ଏ ଗୀତ ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ତାହା ବର୍ଣ୍ଣନା ର ବାହାରେ
@chakradharasahu6873
@chakradharasahu6873 Жыл бұрын
ସାର୍ ଏବଂ ମାମ୍ ଙ୍କୁ ମୋର କୋଟି କୋଟି ପ୍ରଣାମ। ଏଇ ଗୀତ ଶୁଣିଲା ପରେ ମୁଁ ବହୁତ୍ ସମୟ କାନ୍ଦିଛି ।ବୋଉ ଭଳି ଶବ୍ଦ ଦୁନିଆ ରେ ନାହି । କିନ୍ତୁ ଆଜିର ସମାଜ ବାପା,ବୋଉ ର ଇଜତ ଦେଉନାହାନ୍ତି।କିନ୍ତୁ ମୁଁ ଆଜି ବହୁତ୍ ଭାଗ୍ୟବାନ ମୋ ବାପାବୋଉ ମୋ ପାଇଁ ଜୀବନ୍ତ ଦେବତା । ତାଙ୍କ ଚରଣ ତଳେ ସବୁବେଳେ କୋଟି କୋଟି ଜୁହାର 🙏🏻🙏🏻🙏🏻
@sumancreationmedia
@sumancreationmedia Жыл бұрын
🙏🙏🙏great
@krushnakar6027
@krushnakar6027 Жыл бұрын
❤❤❤❤
@bijayakumarmaharana8330
@bijayakumarmaharana8330 Жыл бұрын
କାଳନ୍ଦି ସାର୍ ଆପଣ ଆଜିଯାଏ ଏଭଳିଗୀତକୁ କଉଠି ଲୁଚାଇ ରଖିଥିଲେ ଆପଣଙ୍କୁ ମୋହୃଦୟରୁ କୋଟି କୋଟି ନମସ୍କାର 🙏🙏🙏 ଆପଣଙ୍କ ପୁରା ଟିମ୍ କୁଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏👌👌👌
@chamakchandini870
@chamakchandini870 Жыл бұрын
🙏🙏🙏🙏🙏
@rajendraoram6569
@rajendraoram6569 7 ай бұрын
​@@chamakchandini870😊😊😊😊
@himansu_122
@himansu_122 Жыл бұрын
ଏ ଗିତ ଶୁଣି ଆପଣ ମାନଙ୍କୁ କେମିତି ଧନ୍ୟବାଦ ଦେବି ବୁଝିପାରୁନି love you team.
@banacreations1102
@banacreations1102 Жыл бұрын
ବହୁତ ସୁନ୍ଦର ବୋଉର ଗୁଣ ଯେତେ ଗାଇଲେବି ସରେନି. ପ୍ରତି ଧାଡ଼ି ସୁନ୍ଦର ସ୍ୱରରେ ହୃଦୟର ଅଜସ୍ର କାହାଣୀ..
@urmiladei5260
@urmiladei5260 Жыл бұрын
ବହୁତ ବଢିଆ ହୃଦୟସ୍ପର୍ଶୀ ଗୀତ l ବାରମ୍ବାର ଶୁଣିଲେବି ଇଚ୍ଛା ହେଉଛି ପୁନର୍ବାର ଶୁଣିବାକୁ l ସମସ୍ତଙ୍କୁ ଧନ୍ୟବାଦ lରଚନା କରିଥିବା ଭାଇନାଙ୍କୁ ଧନ୍ୟବାଦ l 🙏🏻🙏🏻🙏🏻
@sushantasekharmohanty4446
@sushantasekharmohanty4446 Жыл бұрын
ସମସ୍ତଙ୍କ ଅନୁଭବର ଅତି ସୁନ୍ଦର ଶବ୍ଦ ସଂଜୋନାର ଉପହାର ଧନ୍ୟବାଦ୍ କାଳନ୍ଦୀ ଵାଵୁ । ପିଢି ପରେ ପଢି ସମସ୍ତେ ମନେ ରଖିଵେ ,Sricharan babu ,the best.
@mikipradhan9351
@mikipradhan9351 Жыл бұрын
ଗୀତଟିର ସ୍ରଷ୍ଟାଙ୍କୁ ଭୂମିଷ୍ଠ ପ୍ରଣାମ🙏 ଏତେ ସୁନ୍ଦର ସୃଷ୍ଟି, ପୁରା ଗୀତ ଶୁଣି ଆଖିରେ ଆଉ ଲୁହ ରହିଲାନି🙏 ଆପଣ ମାନଙ୍କୁ ଅନ୍ତରରୁ ଧନ୍ୟବାଦ.. ବୋଉ ଲୋ love you ❤
@mahavirtechnicalworld9948
@mahavirtechnicalworld9948 Жыл бұрын
❤❤❤❤❤❤❤❤
@sasmitabhuyan6630
@sasmitabhuyan6630 4 ай бұрын
asvnaeqvcxbop
@suchitrasahoo2896
@suchitrasahoo2896 7 күн бұрын
ଏ lyrics ଯିଏ ଶୁଣିବ,ନିଶ୍ଚୟ ହୃଦୟ ର ଭାବନା ଆଖିର ଲୁହ ହେଇ ବୋହିଯିବ,thank u so much for lyrics
@kalandirout4858
@kalandirout4858 2 күн бұрын
Dhanyabad
@baidankababa8392
@baidankababa8392 Жыл бұрын
ସୁନ୍ଦର ଶବ୍ଦ ପଟୁଆରରେ ବୋଉର ଗୀତ ବେଶ୍ ଶ୍ରୁତି ମଧୁର।ଗୀତ ସହ ଜଡ଼ିତ ପ୍ରତିଟି ଚରିତ୍ର ବଧେଇର ହକଦାର୍।ଓଡ଼ିଆ ସଂଗୀତ କ୍ଷେତ୍ରରେ ନିଆରା ସ୍ବରଟିଏ.. ବାରମ୍ବାର ଶୁଣିଲେ ବି ମନ ପୁରୁନି।ସଂଗୀତରେ ବୋଉର ସାହିତ୍ୟ ଖୋଜୁଥିବା ଗୀତିକାରଙ୍କୁ ଅଜସ୍ର ଶୁଭକାମନା।
@sumancreationmedia
@sumancreationmedia Жыл бұрын
🙏🙏🙏
@ahalyaranidip6931
@ahalyaranidip6931 Ай бұрын
ବହୁତ୍ ହୃଦୟସ୍ପର୍ଶୀ ଓ sweet gita.ଶ୍ରୀଚରଣ ଭାଇଙ୍କ ସବୁ ଗୀତ ହୃଦୟସ୍ପର୍ଶୀ👌👍 🙏
@saratkumarrout1508
@saratkumarrout1508 Жыл бұрын
ଏ ହୃଦୟ ସ୍ପର୍ଶ ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି🙏 ଦୁଇ କଣ୍ଠ ଶ୍ଳିପିଙ୍କୁ ହୃଦୟରୁ ପ୍ରଣାମ 🙏
@radhakantarajaguru5183
@radhakantarajaguru5183 Жыл бұрын
ଅତି ଚମତ୍କାର ଲେଖା!!!! ଅଶେଷ ଧନ୍ୟବାଦ ସେଇ ଲେଖକଙ୍କ ପାଇଁ ଯିଏ ଏଭଳି ଅମୂତର ଧାରା ସୃଷ୍ଟି କରିଛନ୍ତି 🙏🙏🌹🙏🙏🌹🙏🙏🌹🙏🙏 ମୋ ବୋଉ ଯେମିତି ମୋ ପାଇଁ ମହାନ ସମସ୍ତଙ୍କ ବୋଉ ସେମିତି ସମସ୍ତଙ୍କ ପାଇଁ ମହାନ ❤️❤️❤️ କାଳନ୍ଦୀ ଭାଇ ସତରେ ଏହାକୁ ଲେଖିଲାବେଳେ ମା ସରସ୍ୱତୀ ଆପଣଙ୍କ ମନକୁ ବଶୀଭୂତ କରିଥିଲେ 🙏🙏
@debendrakumarnayakbabu5861
@debendrakumarnayakbabu5861 Жыл бұрын
କାଳନ୍ଦୀ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,ବହୁତ ଉଚ୍ଚ କୋଟିର ରଚନା ❤ ପ୍ରଣାମ
@kalandirout4858
@kalandirout4858 Жыл бұрын
ଧନ୍ୟବାଦ। ନମସ୍କାର
@priyankahota7851
@priyankahota7851 Жыл бұрын
Sir 🙏🙏
@kalandirout4858
@kalandirout4858 11 ай бұрын
​@@priyankahota7851🙏
@gyanendramohapatrs5841
@gyanendramohapatrs5841 11 күн бұрын
ଗୀତ ଟି ବହୁତ ସୁନ୍ଦର ହେଇଛି କିନ୍ତୁ ବୋଉ ଜାଗାରେ ମା ଶବ୍ଦ ଟି ଥିଲେ ବହୁତ ଭଲ ହେଇଥାନ୍ତା କାରଣ ମା ଡାକ ଟି ସାରା ଓଡିଶା ରେ ପ୍ରଚଳିତ
@ManaseeMohanty
@ManaseeMohanty Жыл бұрын
ଆଖି ରୁ ଲୁହ ଝରି ଆସିବା ପରି, ପ୍ରତେକ ଙ୍କ ହୃଦୟ ରେ ଲୁଚି ରହିଥିବା ଅନୁଭବ ର ଗୀତ ଟିଏ l ଗୀତିକାର ଙ୍କୁ ଧନ୍ୟବାଦ l ଗାୟକ ଓ ଗାୟିକା ଖୁଵ ଉଷ୍ମତା ଭରି ଗାଇଛନ୍ତି l Hats Off.
@pjanakipatra2157
@pjanakipatra2157 Жыл бұрын
7:58 8:00
@Dhrubacharan-ls3qn
@Dhrubacharan-ls3qn 11 ай бұрын
​@@pjanakipatra2157ß
@MamaliMohapatra-iz1mr
@MamaliMohapatra-iz1mr 6 ай бұрын
ସତରେ ଏ ଗୀତ ଏତେ ସୁନ୍ଦର ଯେ ଆଖି ଭିଜେଈ ଦିଏ 😂ବୋଉ ଭହୁତ ମନ ପଡୁଛି ତୋ କଥା
@deepakmishra-pb3el
@deepakmishra-pb3el Жыл бұрын
Mu e Gita suni kandili,Aji ku 22 year hela mu mo bou thru durare rahuchhi.Barsaku thre ba 2 thar dekhik ase . Apna mankau more bhumista pranam.E Gita pai.jay Jagannath
@sumancreationmedia
@sumancreationmedia Жыл бұрын
🙏🙏🙏🙏
@gyanaranjansatpathy5600
@gyanaranjansatpathy5600 6 күн бұрын
ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ। ବାରମ୍ବାର ଶୁଣିଲେ ମନ ଓ ହୃଦୟ 'ମୋ ବୋଉ ' ପାଖରେ ଲୀନ ହୋଇଯାଉଛି। ସଂଗୀତକାର ତଥା ଉଭୟ ଗୀତିକାରଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ଭଗବାନ ଏହି କଳାକାର ମାନଙ୍କୁ ଏପରି ସୃଷ୍ଟି ପାଇଁ ସର୍ବଦା ଆଶୀର୍ବାଦ ଓ ପ୍ରେରଣା ଦିଅନ୍ତୁ । ଜୟ ଜଗନ୍ନାଥ।
@kalandirout4858
@kalandirout4858 2 күн бұрын
Dhanyabad
@santoshpattnayak2589
@santoshpattnayak2589 Жыл бұрын
ଚମତ୍କାର ଅତି ଚମତ୍କାର ସଂଯୋଜନା । ଲେଖକ କାଳନ୍ଦୀ ମହୋଦୟଙ୍କୁ ସାଧୁବାଦ । 🙏🙏🙏
@Jugbalgond7777
@Jugbalgond7777 10 ай бұрын
ବହୁତ ସୁନ୍ଦର ଲାଗିଲା ଓଡ଼ିଆ "ମୋ ବୋଉ" ଗୀତ ଟି ଦିଦି ଅଲିଭା ଓ ବଡ ଭାଇ ଚରଣ ମହାନ୍ତି ଙ୍କୁ କୋଟି କୋଟି ପ୍ରଣାମ କରୁଛି 🙏ଏମିତି ଆଗକୁ ବଢ଼ିବାରେ ଭଗବାନଙ୍କର ଆର୍ଶୀବାଦ ରହୁ🙏 ଜୟ ଜଗନ୍ନାଥ 🌅🏹 ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@nikunjaroutray549
@nikunjaroutray549 Жыл бұрын
ଗୀତଟି ଭଲ ତା ସାଙ୍ଗକୁ ସୁର୍ ମଧ୍ୟ। ଗୀତିକାରଙ୍କୁ ଧନ୍ୟବାଦ ଏବଂ ଦୁଇ କଣ୍ଠଶିଳ୍ପୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
@binashkumarmishra6194
@binashkumarmishra6194 7 ай бұрын
Mind Blowing and I am Completely Speechless, ହୃଦୟରୁ ଅନେକ ଅନେକ ଧନ୍ୟବାଦ୍ ଜଣାଉଛି, ଏହି ଭଳି ସୁନ୍ଦର ଗୀତଟିଏ ପ୍ରସ୍ତୁତ କରିଥିବା ପାଇଁ।
@binayamuduli
@binayamuduli Жыл бұрын
ବହୁତ ଦିନ ପରେ ଏମିତି ଏକ ଗୀତ ର ସୃଷ୍ଟି ହେଇଛି ଯାହା ଆଖିରେ ଲୁହର ବନ୍ୟା କରିଦେଲା... ଅତ୍ୟନ୍ତ ହୃଦୟସ୍ପର୍ଶୀ.... ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ
@sumancreationmedia
@sumancreationmedia Жыл бұрын
😢🙏🙏🙏
@pradeepskitchen1517
@pradeepskitchen1517 Жыл бұрын
ମୋର ଇଚ୍ଛା ହେଉଛି ଲେଖକଙ୍କର ପାଦ ଧୂଳି ମୋ ମୁଣ୍ଡରେ ମାରିବାକୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ,ଆପଣଙ୍କର ସମସ୍ତ ସହଜୋଗୀ ଭାଇ ଭଉଣୀ ମାନଙ୍କୁ, ମୋର ଅନୁରୋଧ ଆପଣ ମାନଙ୍କୁ ବାପାଙ୍କ ନାମ ରେ ଗିତ ଲେଖିବାକୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mpjena5552
@mpjena5552 Жыл бұрын
Very very heart touching song, tq ❤🎉
@usernamesmita
@usernamesmita Жыл бұрын
​@@sumancreationmedia😮😮😮
@bijoykumarmuduli1994
@bijoykumarmuduli1994 8 ай бұрын
ସୁନ୍ଦର ଭାବେ ବୋଉ କୁ ଉପସ୍ଥାପନ କରିଛନ୍ତି କବି କାଳନ୍ଦୀ ବାବୁ ତାଙ୍କୁ ଅନେକ ଶୁଭେଚ୍ଛା। ତାକୁ ସୁନ୍ଦର କଣ୍ଠ ଦାନ କରିଛନ୍ତି ଶ୍ରୀଚରଣ ଓ ଅଲିଭା। ଜୟ ଜଗନ୍ନାଥ
@kalandirout4858
@kalandirout4858 8 ай бұрын
ଧନ୍ୟବାଦ
@nimaincharanasahoo5757
@nimaincharanasahoo5757 Жыл бұрын
A beautiful heart touching song on mother which describes all qualities of mother. I have lost my mother 10 years ago. By listening this song it brings tears in my eyes. Many many thanks both to writer and singers.
@PratikshyaRaniPanda
@PratikshyaRaniPanda 6 ай бұрын
Kou odia nathibe badhe .. je a Gita suni kandi nathibe .......❤❤❤ Ate Sundar song .. jete tarif kale bi Kam haba... Thank you soo much .....🙏🙏🙏🙏🙏🙏🙏🙏🙏🙏
@suryakantapanda253
@suryakantapanda253 Жыл бұрын
ମା ପାଇଁ ଏତେ ସୁନ୍ଦର ଗୀତଟି ରଚନା କରିଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ!ସତରେ ହୃଦୟକୁ ଛୁଇଁଗଲା ତୁମର ଏ ଗୀତଟି ଯୋଉଁ ମାନେ ମାକୁ ଅନାଦର କରୁଛନ୍ତି ସେଇମାନେ ଟିକେ ମନ ଦେଇ ଗୀତଟିକୁ ଶୁଣନ୍ତୁ 🙏🙏🙏
@pkbarik4718
@pkbarik4718 Жыл бұрын
Se manaka ro bhagya Kai je ae gito ku suni paribe sir😢😢😢😢😢 Semane to papo re budi rohile. maa ro momata bujhi be kouthi angya🙏🙏🙏🙏🙏 dhanya bad
@sibanisahoo8146
@sibanisahoo8146 Жыл бұрын
ହୁଏତ କୈାଣସି ଶବ୍ଦ ନାହିଁ ପ୍ରଶଂସାର ଖୁବ୍ ଉର୍ଦ୍ଧରେ ❤❤❤❤❤❤❤❤❤❤❤❤❤❤❤❤❤❤❤
@sumancreationmedia
@sumancreationmedia Жыл бұрын
🙏🙏🙏
@namitarecipes.4419
@namitarecipes.4419 Жыл бұрын
🎉love you bou ,
@DevKumar-rf7mv
@DevKumar-rf7mv Жыл бұрын
ଅତି ଅତି ଅତି ସୁନ୍ଦର.. ଆପଣ ମାନଙ୍କୁ ମୋ ହୃଦୟରୁ ଧନ୍ୟବାଦ.. ଆପଣ ମାନେ ସବୁ ବୋଉ ମାନଙ୍କ ସଂମାନ ବଢ଼ାଇଛ. ମୁ ଘର ଛାଡି ବାହାରେ ରହୁଛି ଏ ଗୀତ ଶୁଣିବା ପରେ ମନ ହଉଛି ବଉ କୋଳରେ ଶୋଇବା ପାଇଁ.. ବଉ କଥା ଭାରି ମନେପଡୁଛି.. 😥
@AlekhaDas-i9m
@AlekhaDas-i9m Жыл бұрын
ବାପା ଓ ବୋଉ ଙ୍କୁ ମୋର ଭୂମିଷ୍ଠ pranam
@UmakantaJena-iw3sc
@UmakantaJena-iw3sc Жыл бұрын
ମୋ ବୋଉ ବାପା ଙ୍କ ପାଦ ତଳେ ମୋ ମଥା ସବୁ ବେଳେ ଝୁଙ୍କୁକି ଥାଉ ଅତି ସୁନ୍ଦେର ଗୀତ ଟେ ହୃଦୟ ଆଖି ର ଲୁହ ରେ ଭିଜି ଗଲା 🙏🙏
@Shree_creatives3827
@Shree_creatives3827 Жыл бұрын
ହୃଦୟସ୍ପର୍ଶୀ ଗୀତ ଟିଏ ମନେ ପଡିଗଲା ଅତୀତ ର ସବୁ କଥା ମୋ ବୋଉ ❤
@PRAKASHSMS
@PRAKASHSMS Жыл бұрын
Salute to the writer as well as all team members for this beautiful song.👃👃👃...
@rdmixdj
@rdmixdj Жыл бұрын
ବଉ ପାଇଁ ଶବ୍ଦ ନାହିଁ ଅସୀମ ଧର୍ଯ୍ୟ ର ଉଦାହରଣ ସ୍ନେହ ମମତା ର ଉଦାହରଣ ଜୀବନ୍ତ ଭଗବାନ ମୋ ବଉ....
@OdishaMatiraBasna
@OdishaMatiraBasna Жыл бұрын
ହୃଦୟକୁ ଏମିତି ଛୁଇଁଗଲା ଯେ ଏମିତି ଗୀତ କରିବାକୁ ଇଛା ବଢିଗଲା । ଧନ୍ୟବାଦ ସମସ୍ତ ଟିମକୁ
@rashmitamaharana5934
@rashmitamaharana5934 Жыл бұрын
Good
@RanjanKumar-rb9hx
@RanjanKumar-rb9hx Жыл бұрын
ହୃଦୟ କୁ ଛୁଇଁ ଗଲା
@basantamanjarijena4681
@basantamanjarijena4681 Жыл бұрын
Basanta manjari rayasingh jena , ମୋ ବୋଉ ଶବ୍ଦ ଟିରେ , ଏ ମିତୀ ମମତା ଭରା ମଧୁରତା ଭରି ରହିଛି ଯେ ,ସେହି ହୃଦୟ ସ୍ପର୍ଷୀ ସଙ୍ଗୀତ ଟି ଅ ନ୍ତର ର କେଉଁ ଏକ କୋମଳ ତ ନ୍ତ୍ରୀ କୁ ଛୁଇଁ ନୟନ ରୁ ଲୋତକ ର ଝରଣା ଟିଏ ସତରେ ଝରି ଯିବ । ଏହି ସଙ୍ଗିତଟିରେ ପ୍ରତ୍ୟେକ ସହଯୋଗୀ ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଧନ୍ୟବାଦ ।
@manojkumarpani6424
@manojkumarpani6424 7 ай бұрын
ମୁଁ ବେଶି ଖୁସି ଅଟେ କାରଣ ଏହି ଗୀତ ନିଜେ ମୋ ସାଙ୍ଗ ଲେଖିଛି! ଗୀତ ଟି ବହୁତ୍ ଅର୍ଥପୂର୍ଣ୍ଣ ଏବଂ ମନ ଛୁଆ ହୋଇଛି
@babudash1336
@babudash1336 Жыл бұрын
ଗୀତ ଟି ଅତି ସୁ ନ୍ଦର୍ ହୋଇଛି ଅଲିଭା ମାମ ଶ୍ରୀଚରଣ ମହାନ୍ତି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।।
@sumancreationmedia
@sumancreationmedia Жыл бұрын
🙏
@niharikasahoo9674
@niharikasahoo9674 Жыл бұрын
ଅଲିଭା, ଗୁରୁମା ଏ ସୁନ୍ଦର୍ ଗୀତ ପାଇଁ many many thanks(s s v m) Rahama
@rajeshkumarsahoo1987
@rajeshkumarsahoo1987 Жыл бұрын
Ati chamatkar gita hoechi bou pai Ajira dunia re bahut loka bou ku bhul bujhithanty semane ahi gita tiku nichaya suniba katha Love u bou Congratulations all team members 🙏🙏🙏🌹
@sasmitarout2014
@sasmitarout2014 Жыл бұрын
ହୃଦୟ ଛୁଇଁଲା ଭଳି ଗୀତ ଟିଏ ଅତି ସୁନ୍ଦର ଲଭ ୟୁ
@purnimapattanaik8644
@purnimapattanaik8644 Жыл бұрын
Dhanyavaad lekhaka sir jahaheu Bou pain tulanatmaka geeta ti rachana karichhanti sei bouku mu salute karuchhi o tapadatale kotikoti pranama
@biswanathgouda5217
@biswanathgouda5217 Жыл бұрын
ଏହି ପରି ହୃଦୟସ୍ପର୍ଶି ଗୀତଟିଏ କରିଥିବାରୁ ସମ୍ପୂର୍ଣ୍ଣ ଟିମକୁ ମୋର ନମସ୍କାର । ଛବିଗୁଡ଼ିକ ଗାଁ ମାଟିର ହୋଇଥିଲେ ଭଲ ହୋଥାଆନ୍ତା। ଆଗକୁ ଏହିପରି ଗୀତ କଲେ ଆଶାକରେ ଏଥିପ୍ରତି ଦୃଷ୍ଟି ଦେବେ।
@NakshyatramalaSahoo
@NakshyatramalaSahoo 4 ай бұрын
ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏ବହୁତ ସୁନ୍ଦର ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତଟି ହୋଇଛି। Writer and Singersknu ଅନନ୍ତ କୋଟି ଧନ୍ୟବାଦ, ପ୍ରଣାମ 🙏🙏🙏🙏🙏🏻🙏🙏
@kalandirout4858
@kalandirout4858 2 ай бұрын
ଧନ୍ୟବାଦ। ପ୍ରଣାମ
@pravakarrout3616
@pravakarrout3616 10 ай бұрын
ବୋଉ ପାଇଁ ଉପମା ନିଅଣ୍ଟ। ଏତାଦୃଶ ସଂଗୀତ ପରିବେଷଣ ନିମନ୍ତେ ଅଶେଷ ଅଶେଷ ସାଧୁବାଦ।
@kalandirout4858
@kalandirout4858 10 ай бұрын
Thank you
@SaiShradha57
@SaiShradha57 Жыл бұрын
ବୋଉ ସବୁବେଳେ ମମତାର ସୀମାହୀନ ସାଗରଟିଏ ସର୍ବଂସହା ଧରିତ୍ରୀ ସେ,ତା'ର ଋଣ କେହି କେବେ ଶୁଝି ପାରିବେନି । Best lines.....Best composition..... Superb singing....... Thanks to the Whole team..... Pls Bring this type of Song......to the market...... Public only follow which you creat..... Everyone listen our culture....our traditions through this song...... & The total Contribution of Bou throughout our life...... Congratulations the whole team.....🙏🙏🙏
@sumancreationmedia
@sumancreationmedia Жыл бұрын
Thanks a lot🙏
@surajitdash
@surajitdash Жыл бұрын
"ବୋଉ" ପାଇଁ ଚମତ୍କାର ଗୀତ କାଳନ୍ଦୀ ବାବୁ, ସୁନ୍ଦର ସଂଗୀତ ରଚନା ଆଉ ହୃଦୟସ୍ପର୍ଶୀ ଗାୟନ | ମନ କୁ ଛୁଇଁଲା ଭଳି ଗୀତ ଟିଏ, ବହୁତ ଭଲ ଲାଗିଲା |
@santoshbehera2559
@santoshbehera2559 Жыл бұрын
Ji
@a.kcreation291
@a.kcreation291 9 ай бұрын
ପୁରାତନ ଆମ ସଂସ୍କୃତି, ପୁରାତନ ଆମ କଳା, ପୁରାତନ ଆମ ପରିବାର , ପୁରାତନ ଆମ ପରିଚୟ ପୁରାତନ ଆମ ରୋଷେଇ। ସେଥିପାଇଁ ମୁଁ କୁହେ ପୁରାତନ ଜୀବନରେ ଯେଉଁ ଆନନ୍ଦ, ସ୍ନେହ,ପ୍ରେମ, ଭଲପାଇବା,ଆଜି ନାହିଁ,। ଆଜି ସମାଜ କେତେ ଉନ୍ନତି ହେଉ ନା କାହିଁକି, ପୁରାତନ ହିଁ ସବୁକିଛି। 😢😢😢😢
@JayantKumarDasSAFE
@JayantKumarDasSAFE Жыл бұрын
ଧନ୍ୟ ବୋଉ ଆଉ ଧନ୍ୟ ଏ ଗୀତ ର ସ୍ରଷ୍ଟା ଆଉ presenters👍🙏. ଅଧିକ ଲେଖିବାକୁ ଲୁହ ରୋକିବାକୁ heba😢
@pritymadam5061
@pritymadam5061 6 ай бұрын
ସାର୍ ଆପଣଙ୍କ ଏଇ ଗୀତ ଶୁଣି ପ୍ରକୃତରେ ମୋ ବୋଉ ର ପ୍ରତିଟି ମୁହୂର୍ତ୍ତ ମନେ ପକାଇ ଦୁଃଖ ଲାଗିଲା ।ବୋଉ ଥିଲାବେଳେ ତାର ତ୍ୟାଗ ଜଣା ପଡ଼େ ନାହିଁ କିନ୍ତୁ ତା ପରେ ସବୁ ଶୂନ୍ୟ ହୋଇଯାଇଛି ।
@mishragorachand
@mishragorachand Жыл бұрын
ହୃଦୟର ଗଭୀରତମ ପ୍ରଦେଶରୁ ମଥାନତ ପ୍ରଣାମ କରୁଛି ସମସ୍ତଙ୍କୁ ..ଏହି ହୃଦୟସ୍ପର୍ଶୀ ଗୀତ ପାଇଁ 🙏🙏🙏ବୋଉ ❤️❤️❤️❤️🙏🙏🙏🙏
@sumancreationmedia
@sumancreationmedia Жыл бұрын
🙏🙏🙏🙏
@prahladadhikari8454
@prahladadhikari8454 8 ай бұрын
ଏହିପରିି ସୁମଧୁର କଣ୍ଠଶିଳ୍ପୀଙ୍କ ସୁଲଳିତ ସ୍ବରରେ ଯେତେ ଶୁଣିଲେ ମଧ୍ୟ ମନ ବୋଧ ହେଉନାହିଁ। ଲେଖକଙ୍କୁ ସାଧୁବାଦ ଜଣାଉଛି।🎉
@kalandirout4858
@kalandirout4858 8 ай бұрын
ଧନ୍ୟବାଦ
@jitendrarout207
@jitendrarout207 Жыл бұрын
ଗିତାଟି ବହୁତ ସୁନ୍ଦର ହୋଇଚି ।ମାର ମମତା ଏ ଦୁନୀ ଆ ର ସବୁକିଛି।
@sushreesangita4827
@sushreesangita4827 Жыл бұрын
ଏତେ ସୁନ୍ଦର ଗୀତ ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ। 🙏🙏🙏 ବୋଉ ଶବ୍ଦରେ ଭରା ଅପୂର୍ବ ସ୍ନେହ ଆଉ ମମତା। ଚମତ୍କାର ଶବ୍ଦ ସଂଯୋଜନା। 🙏
@sumancreationmedia
@sumancreationmedia Жыл бұрын
🙏🙏🙏
@lalitmohan9661
@lalitmohan9661 Жыл бұрын
​@@sumancreationmedia q
@golapbehera5190
@golapbehera5190 Жыл бұрын
Zee ETV
@aeisuryadas4214
@aeisuryadas4214 Жыл бұрын
ମତେ ତ ଭଜନ ପାରି ଲାଗୁଛି। ମାଆ ପାଇଁ ଥିବା ସବୁତକ ଭାବନା କୁ ଏତେ ସୁନ୍ଦର ଶବ୍ଦ ରେ ପ୍ରକାଶ କରିପାରୁଥିବାରୁ ଧନ୍ୟବାଦ। ବୋଉ ଅନନ୍ୟ ବୋଉ ଅନନ୍ତ ବୋଉ ର କଳନା ନାହିଁ ଆଉ ଯେତେ ଦିନ ଯାଏ ମୋ ନିଃଶ୍ୱାସ ଅଛି ମୋ ବୋଉ ମୋ ଭିତରେ ଅଛି।
@sumancreationmedia
@sumancreationmedia Жыл бұрын
🙏🙏🙏
@itismrutimohanty5136
@itismrutimohanty5136 Жыл бұрын
Ki sundar Voice au ki sundar song..mana au hurdaya ku chhuin gala bhali..dina sara ei song sunibaku ichha heuchhi au kouthi mana laguni..sei Bou ku sata koti pranam🙏❤
@chumibhumiodiavlog.....2064
@chumibhumiodiavlog.....2064 Жыл бұрын
ଏ ଗୀତ କୁ ଆଖି ବନ୍ଦ୍ କରି ଶୁଣିଲେ ଆଖି ରେ ଲୁହ ଆସି ଯାଉଚି। ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍
@LaxmidharSahoo-n4g
@LaxmidharSahoo-n4g 9 күн бұрын
Super mam amiti sabu bele gita gaintu❤❤❤❤❤
@sidharthpradhan7602
@sidharthpradhan7602 Жыл бұрын
ଗୀତ ଟି ହୃଦୟସ୍ପର୍ଶୀ। ବହୁତ ଭଲ। ଶ୍ରୀ ଚରଣ ବାବୁ। O ଅଲିଭା ମାମ୍ ଙ୍କୁ ଧନ୍ୟବାଦ୍
@sumancreationmedia
@sumancreationmedia Жыл бұрын
🙏🙏🙏
@sahadevpinki3158
@sahadevpinki3158 Жыл бұрын
Bahut sundar hrudayaswarshi gitatie e gitasuni mora atitara sabukatha mane paduchhi mu mo akhira luhaku atakei paruni😢 Love you Bou❤❤❤❤
@sumancreationmedia
@sumancreationmedia Жыл бұрын
😢😢😢
@sasmitananda3414
@sasmitananda3414 Жыл бұрын
ଏ ଗୀତ ଶୁଣି ଲୁହ ଅଟକାଇ ପାରିଲିନି ଅଶେଷ ଧନ୍ଯବାଦ
@gatikrushnapalei3643
@gatikrushnapalei3643 Жыл бұрын
Wow. What a beautiful song. I am very much impressed in this song. I have lost my mother since 30 years. Very heart touching song. Many many thanks to the lyrist and singers Mr Sricharan and Aliva Lenka. Expression of both are very touchy. In my opinion this is one of the best Odia song in Bou.
@sumancreationmedia
@sumancreationmedia Жыл бұрын
Lot's of thanks u sir🙏
@prabhatanaliniswain8284
@prabhatanaliniswain8284 Жыл бұрын
Ok
@kamadevdash6929
@kamadevdash6929 Жыл бұрын
ମୋ ବୋଉର ଏ ଗୀତଟି ପ୍ରକୃତରେ ହୃଦୟକୁ ଛୁଇଁଲା ଭଳି ହୋଇଛି। ବୋଉକୁ ଭଲ ପାଉଥିବା ବ୍ୟକ୍ତିର ଆଖିରେ ନିଶ୍ଚିତ ଲୁହ ଆସିଯିବ। ଅତି ସୁନ୍ଦର ହୋଇଛି।
@sumancreationmedia
@sumancreationmedia Жыл бұрын
🙏🙏🙏
@ରାଗିଣୀ
@ରାଗିଣୀ Жыл бұрын
ଗୀତଟି ଅତି ସୁନ୍ଦର୍ ଭାବରେ ଗାଇଛନ୍ତି ଲେଖାଟି ବହୁତ୍ ଭଲ ହେଇଛି ହୃଦୟକୁ ଛୁଇଁ ଯାଉଛି ସମସ୍ତଙ୍କୁ ଶୁଭେଚ୍ଛା
@sumancreationmedia
@sumancreationmedia Жыл бұрын
🙏🙏🙏
@deewakarcreations1698
@deewakarcreations1698 Жыл бұрын
ଧନ୍ୟବାଦ ମିହିର ବାବୁ ଏମିତିକା ଗୀତ ଟିଏ ମୋତେ ସ୍ୱର କରିବାର ସୁଯୋଗ ଦେଇଥିବାରୁ, ଧନ୍ୟବାଦ କାଳନ୍ଦୀ sir ଏମିତି ଲେଖା କୁ salute
@kalandirout4858
@kalandirout4858 Жыл бұрын
Your music is also superb 👌🙏
@sarojrout9680
@sarojrout9680 Жыл бұрын
Very nice music. Keepit up
@sanjibanipadihari3392
@sanjibanipadihari3392 Жыл бұрын
🙏🙏
@rajanijenajena9677
@rajanijenajena9677 Жыл бұрын
​@@kalandirout4858 😊😊😊
@bibhusumandash4610
@bibhusumandash4610 Жыл бұрын
ଏହି ଗୀତ ଶୁଣି ଆଖିରେ ଲୁହ ଆସିଗଲା ଧନ୍ଯବାଦ 🙏🙏
@sujatalenka1879
@sujatalenka1879 Жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା..... 🙏🙏🙏🙏ବୋଉ ମୋର 🙏🙏🙏🙏🙏ଆଉ ନାହିଁ ଦୁନିଆରେ...... ବୋଉ ବିଷୟରେ ଗୀତ ଟି ମୋ ବୋଉ ପାଇଁ ପୁରା ପ୍ରଯୁଜ୍ୟ...... 🙏🙏🙏🙏କାଳିଆ ମୋ ବୋଉ କୁ ତୋ ପାଖରେ ରଖିଥା 🙏🙏🙏🙏
@bijayakumarmaharana8330
@bijayakumarmaharana8330 Жыл бұрын
ଆପଣଙ୍କୁ ଆପଣଙ୍କର ବୋଉ ଙ୍କ ଆଶିର୍ବାଦା ରହିଛି ମନକଷ୍ଟ କରନାହିଁ 🙏🙏🙏
@prabinkumar3620
@prabinkumar3620 Жыл бұрын
Congratulations to All the members....U all r really deserve Appreciation for making this Song❤️
@durgamadhab9125
@durgamadhab9125 Жыл бұрын
ମୋ ରୁମ ଗୁଡ଼ା ଟାଙ୍କୁରୀ ଉଠିଲା..... ଯିଏ ଆଖି ବନ୍ଦ କରିକି ଶୁଣିବ ସେ ପୂରା କାନ୍ଦି ପକେଇବ... ଏମିତିରେ ବି ଲୁହ ଆସିଯାଉଛି 😥
@sumancreationmedia
@sumancreationmedia Жыл бұрын
Setiki darkar sir.jadi luha asichhi ta hrudayaku chhuinchhi.🙏
@suramanisamala2106
@suramanisamala2106 Жыл бұрын
ବୋଉ କୁ ଭଲ ପାଉଥିଲେ ରୁମ କଣ ଆଖି ରୁ ଲୁହ ବାହାରି ଜୀବ 😭😭😭😭🙏
@simanchalkhosla2773
@simanchalkhosla2773 9 ай бұрын
Bohut Sundar gitota heichi ,🦚🙏🙏🙏🙏🙏🙏🦚🪔🪔🪔🪔🪔
@dushmantbhuyan5527
@dushmantbhuyan5527 Жыл бұрын
ଯେତେ ପ୍ରଶଂସା କରି କହିଲେ ବି କମ୍ ହେବ. କି ଚମତ୍କାର ଓ ଉଛୋକୋଟିର ଲେଖାର ଉପମା. ଚିର ନମସ୍ୟ
@ranjitabehera1731
@ranjitabehera1731 Жыл бұрын
ଅତି ସୁନ୍ଦର ଗୀତ ଆଖି ରୁ ଲୁହ ଆସି ଯାଉଛି 🙏🙏🙏😭😭😭😭
@krushnachandramuduli-ew8jr
@krushnachandramuduli-ew8jr Жыл бұрын
Bou pain ki sundar Gita satare akhire luha asijauchi
@kailashchandraswain2296
@kailashchandraswain2296 Жыл бұрын
It takes all the qualities of mother. Thanks to writer and singers who have done admirable jobs narrating mother's care, nourishing, protecting and educating the child.
@rashmiranjanbehera4264
@rashmiranjanbehera4264 Жыл бұрын
ହୃଦୟସ୍ପର୍ଶୀ ଗୀତ ଟିଏ... ମନ ଛୁଇଁ ଦେଲା
@kanchaparida6777
@kanchaparida6777 Жыл бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତ ଟିଏ ଅଶେଷ ଅଶେଷ ଧନ୍ୟବାଦ୍
@saiaradhyajena4778
@saiaradhyajena4778 Жыл бұрын
ଏହି ଗୀତ ଶୁଣିବା ସମୟରେ ଲୁହ ଅଟକେଇ ପାରିଲିନି।🙏🙏
@Tophan8916
@Tophan8916 Жыл бұрын
Badhia heichi jete dekhile mana bujhuni super 👌👌
@umeshpattanayak3364
@umeshpattanayak3364 Жыл бұрын
"My Mother" was the best choice of persons to commemorate on the Women's Day. The talented singers had stamina to sing for 24 minutes, and yet the sacrifice, care, affection and love of mother remained incomplete.
@mitimohapatra8046
@mitimohapatra8046 Жыл бұрын
Ppp
@satyaranjanpradhan7122
@satyaranjanpradhan7122 Жыл бұрын
Mo bou song best thanks to kalandi sir .aliva mam and sricharan sir .great voice .salute.i love my bou💓💓
@mamalisibupanchu8180
@mamalisibupanchu8180 11 ай бұрын
ଯେତେ ଧନ୍ୟବାଦ ଦେଲେ ବି କମ ହେବ ପୁରା ଟିମ କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଏମିତି ଗୀତ ସଂଯୋଜନା କରି ଓଡ଼ିଆ ସଂଗୀତ ଜଗତକୁ ରୁଦ୍ଧିମନ୍ତ କରିଥିବାରୁ.. ❤❤
@kalandirout4858
@kalandirout4858 11 ай бұрын
ଅଶେଷ ଧନ୍ୟବାଦ
@sharatdhal9962
@sharatdhal9962 Жыл бұрын
ବ ହୁ ତ ସୁନ୍ଦର ଲେଖା ଓସୁନ୍ଦର୍ ମିଠା ମିଠା ସଙ୍ଗୀତ।
@ipseetaswain
@ipseetaswain Жыл бұрын
Beautiful Song.Suniba pare Akhire Luha Asegala Speech less.Very Heart Touching Song......❤❤❤❤
@soubhagyalaxmidas4445
@soubhagyalaxmidas4445 Жыл бұрын
Beautiful song
@jhansimallick1435
@jhansimallick1435 Жыл бұрын
ଚମତ୍କାର ଶବ୍ଦ ସଂଯୋଜନା ସହିତ melodious voice, ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ
@biswaprakashdas2727
@biswaprakashdas2727 Жыл бұрын
ଅତୀତର ସବୁ କିଛି ମନେ ପକେଇ ଦଉଛି ସଂଗୀତ ବେଉ ❤❤
@prakashchandrabiswal2363
@prakashchandrabiswal2363 Жыл бұрын
Nobody can take the place of mother.She's unique. Thanks a lot.
@sumantakumarnayak7590
@sumantakumarnayak7590 Жыл бұрын
Jay Jagannath Mahapravu 🙏🏻🙏🏻💐Emiti sabu song darakara Satare🙏🏻🙏🏻💚💚
@pramilagantayat2470
@pramilagantayat2470 Жыл бұрын
ଗୀତଟି ହୃଦୟସ୍ପର୍ଶୀ ହୋଇଛି ।ବୋଉର ତୁଳନା ନାହିଁ।ଖୁଵ ସୁନ୍ଦର ଶବ୍ଦ ସଂଯୋଜନା ଓ ଭାଵ ମୟ ଗୀତଟିଏ ଲେଖକ ଓ ଗାୟକ ଗାୟିକା ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।🙏🙏❤️❤️🌹🌹
@India11646
@India11646 Жыл бұрын
Wah, bahut sundaar....... Heart touching ♥️ A great tribute to all mothers🙏🏻🙏🏻🙏🏻🙏🏻🙏🏻🙇‍♀️🙇‍♀️🙇‍♀️🙇‍♀️🙇‍♀️🙇‍♀️🙇‍♀️🙇‍♀️
@SureshNayak-ic1jo
@SureshNayak-ic1jo Жыл бұрын
Maa.......aaaaa........Great! Geetikara nka ki feelings!! Pranam tuma Geetaku, dui Gayaka gayika nku, tanka bhabaku, Sree Charana bhai o bhauni nka kantha ku!!! Yes! The real MOTHER!!!!!!!!
@sumancreationmedia
@sumancreationmedia Жыл бұрын
🙏🙏🙏
@SureshNayak-ic1jo
@SureshNayak-ic1jo Жыл бұрын
🙏
@sridharnayak3735
@sridharnayak3735 Жыл бұрын
ଆପଣ ଙ୍କୁ କୋଟି ପ୍ରଣାମ ହୃଦ ୟସ୍ପର୍ଶୀ
@jitendrasahoo4975
@jitendrasahoo4975 Жыл бұрын
ସୁନ୍ଦର ଶଦ୍ଦ ଓ ସ୍ଵର ସଂଯୋଜନା 🎉❤ Out standing creative ideas
@sonalipriyadarshinisamal4563
@sonalipriyadarshinisamal4563 Жыл бұрын
khub sundar ....Jay jagannath 🙏🏻✨♥️
@chittaranjanswain5693
@chittaranjanswain5693 9 ай бұрын
The song composed by Aliva Lenka singing by Sricharan Mohanty is very very heart touching which is beyond my description.My hearty congratulation to them.Wish best of luck n do more in future by the grace of Lord Jagannath.
@chittaranjanswain5693
@chittaranjanswain5693 9 ай бұрын
Again my hearty congratulation to both the singers .At the time of listen I felt just like fountain of honey creates from their throat.Many many thanks to them Wish their best of luck n dazzling future in this line.God bless them.
@rajeshpujari119
@rajeshpujari119 Жыл бұрын
ବହୁତ ସୁନ୍ଦର ହେଇଛି ଗୀତ, ଭଲ ଲାଗିଲା ଭାଇ
@srinibaspanda6824
@srinibaspanda6824 3 ай бұрын
ଖୁବ୍ ସୁନ୍ଦର ହୃଦୟ ସ୍ପର୍ଶୀ ଦୁଇ କଣ୍ଠଶିଳ୍ପୀ ଙ୍କ ଗୀତ ପରିବେଷଣ । ଅଶେଷ ଧନ୍ୟବାଦ ସହ ପ୍ରଣାମ ଜଣାଉଛି ।
@narayanmohanty5100
@narayanmohanty5100 Жыл бұрын
Beautiful Lyrics and melodious voice.Thanks to the entire team for the presentation
@bijayalaxmiray9180
@bijayalaxmiray9180 Жыл бұрын
Whole team ku many thanks
@babunapradhan8100
@babunapradhan8100 Жыл бұрын
ବୋଉ ପାଦତଳେ କୋଟି ପ୍ରଣାମ 🙏🏼 ଦୁଇ ଗୀତିକାର ଓ ସମସ୍ତ ସହଯୋଗୀ ବନ୍ଧୁ ମାନଙ୍କୁ ନମସ୍କାର 🙏🏼💐 ଓ ଧନ୍ୟବାଦ ଜଣାଉଛି ଏହି ଭଳି ଗୀତ ଆଗକୁ ଆହୁରି ଆସୁ । ବୋଉ,ବାପା ଓ ଭଉଣୀ ପରେ ଏବେ ଭାଇ ପାଇଁ ଗୀତ ଟିଏ ହେଉ ।
@mohankumarsena2953
@mohankumarsena2953 Жыл бұрын
kariba
Thank you Santa
00:13
Nadir Show
Рет қаралды 31 МЛН
Don't underestimate anyone
00:47
奇軒Tricking
Рет қаралды 19 МЛН
Jibana Emiti Prashnate Tara Uttara Nahin
18:41
Aliva Lenka - Topic
Рет қаралды 443 М.
Thank you Santa
00:13
Nadir Show
Рет қаралды 31 МЛН