Sundara Kanda (Video) Vol- 3 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music

  Рет қаралды 141,557

Sidharth Bhakti

Sidharth Bhakti

Күн бұрын

Album : (Sundra Kanda (Video) Adhyaya- 3
Singer : Dukhishyam Tripathy
Written By : Santha Tulasi Das
Music : Dukhishyam Tripathy
----------------------------------------------------
|| ସୁନ୍ଦରା କାଣ୍ଡ ||
ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ :
ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍‌ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା ।
-------------------------------------------------------
♪ Full Song Available on ♪
JioSaavn : bit.ly/2L4JFYZ
Wynk : bit.ly/3fvgOuy
Gaana : bit.ly/2L9nAbO
Apple Music : apple.co/3cdpmUX
Amazon Prime Music : amzn.to/2SN2EeS
iTunes : apple.co/3ccfvyX
Spotify : spoti.fi/2ysgzQF
----------------------------------------------------------
Video Director : Abhaya Garanayak
Camera : Rintu, Narendra & Bicky
Graphics ,DI : Binaya Sutar
Recorded At : Sidharth Studio
Voice Dubbing & Mixing By : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
-----------------------------------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
------------------------------------------------------------
Watch & Subscribe to our other KZbin Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
--------------------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
---------------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

Пікірлер: 113
@ajayalitukhusi8290
@ajayalitukhusi8290 3 ай бұрын
ଜୟ ଶ୍ରୀ ରାମ 🚩🚩
@gobardhanbehera4547
@gobardhanbehera4547 4 жыл бұрын
ଜୟ ଶ୍ରୀ ରାମ ଜୟ ଵୀର ହନୁମାନ
@bmproductionb
@bmproductionb 4 жыл бұрын
Jai bajaragibail🙏🙏
@binodsahu7371
@binodsahu7371 4 жыл бұрын
ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ
@manoranjanacharya2674
@manoranjanacharya2674 4 жыл бұрын
Dayakari sabu kanda uplode karantu.......ati Sundar heichi....
@bharatibehera9974
@bharatibehera9974 3 жыл бұрын
Jay Sita Ram🙏
@BABLLYDHAL
@BABLLYDHAL 6 ай бұрын
ଜଯ ହନୁମାନ ଜଯ ରାମ ଜଯ ଦେବୀ ସୀତା
@prasadrao5080
@prasadrao5080 4 жыл бұрын
ଭଜାମି ଶ୍ରୀହନୁମନ୍ତଂ କୋଟିସୂର୍ଯ୍ୟ ସମପ୍ରଭଂ । ତପ୍ତକାଞ୍ଚନବର୍ଣାଭଂ ସ୍ଵର୍ଣ୍ଣ କୁଣ୍ଡଳ ଶୋଭିତଂ । ବାମହସ୍ତେ ଗଦାଯୁକ୍ତଂ ଗନ୍ଧମାର୍ଦନ ବାସିନଂ । ଦିବ୍ୟମଙ୍ଗଳାଦିଦେହଂ ସର୍ଵଲୋକୈକନାଥଂ
@subrat2lu
@subrat2lu 8 ай бұрын
ଯେତେବେଳେ ବି ମନ୍ଦ ଶକ୍ତି ନଷ୍ଟ କରିବାର ଆବଶ୍ୟକତା ଥାଏ | ଭଗବାନ ବିଷ୍ଣୁ ବିଭିନ୍ନ ଅବତାରରେ ଜନ୍ମ ହୋଇଥିଲେ | ଏବଂ ଭଗବାନ ଶିବ ଯେହେତୁ ସେ ବିଷ୍ଣୁଙ୍କର ଅତି ନିକଟତମ ବନ୍ଧୁ ଏବଂ ବିଷ୍ଣୁଙ୍କ ହୃଦୟରେ ରୁହନ୍ତି, ତାଙ୍କୁ ପ୍ରତ୍ୟେକ ଏବଂ ପ୍ରତ୍ୟେକ ସୂତ୍ରରେ ସାଥୀ କରନ୍ତି | ତେଣୁ ହନୁମାନ ହେଉଛନ୍ତି ଶିବ ଭଗବାନ୍ .ସେ ସୁପର ପାୱାରର ଶକ୍ତି ଏବଂ ସେ ଭଗବାନ ରାମଙ୍କ ଯନ୍ତ୍ରଣା କେବେ ଦେଖି ପାରିବେ ନାହିଁ | ତେଣୁ ବର୍ତ୍ତମାନ ସମସ୍ତେ ଗର୍ବର ସହିତ କୁହନ୍ତି ଶଙ୍କର ନିଜେ ଶକ୍ତିଶାଳୀ ହନୁମାନ, ଜୟ ସିଆ ରାମ ଜୟ ଜୟ ସିଆ ରାମ |
@subrat2lu
@subrat2lu 8 ай бұрын
ଭଗବାନ ଶିବ ବିଷ୍ଣୁଙ୍କ ହୃଦୟରେ ଏବଂ ଭଗବାନ ବିଷ୍ଣୁ ଶିବଙ୍କ ହୃଦୟରେ ଅଛନ୍ତି | ଉଭୟ ମୁଦ୍ରାର ଭିନ୍ନ ପାର୍ଶ୍ୱ ଏବଂ ଉଭୟ ଭିନ୍ନ ନୁହେଁ | ଉଭୟ ଏକ |
@prasadrao5080
@prasadrao5080 4 жыл бұрын
ନମାମି ଅଞ୍ଜନାନନ୍ଦନଂ ରୁଦ୍ରରୂପଂ । ଅମିତତେଜସଂ ବାୟୁବେଗଂ ବଲିଷ୍ଠଂ । ଚିରଞ୍ଜୀବିନଂ ଦିବ୍ୟବଜ୍ରାଙ୍ଗଦେହମ୍ । ନମାମି ପ୍ରଭୁଂ ମାରୁତିଂ ରାମଦୂତମ୍ ।।
@ganeswartripathy9649
@ganeswartripathy9649 Жыл бұрын
Jay Sri Ram 🙏 🙏🙏
@prasadrao5080
@prasadrao5080 4 жыл бұрын
ଶ୍ରୀହନୁମାନ ଯାହାଙ୍କ ଅନନ୍ତ ବଳ,ବୀର୍ଯ୍ୟ,ସୌର୍ଯ୍ୟ, ଧୈର୍ଯ୍ୟ,ବିକ୍ରମ,ପ୍ରତାପ,ପରାକ୍ରମ,ତେଜ,ଗୁଣ, ଚରିତ୍ର,ଗାରିମା,ମହିମା ଓ ଭକ୍ତି ର ବର୍ଣ୍ଣନା ନିଜେ ପ୍ରଭୁ ଶ୍ରୀ ରାମଚନ୍ଦ୍ର କରିଛନ୍ତି , ସେହି ମହାବୀରଙ୍କ ପାଦପଦ୍ମ ତଳେ ମୋର କୋଟି କୋଟି ପ୍ରଣାମ...
@ganeswartripathy9649
@ganeswartripathy9649 Жыл бұрын
Jay Sri Ram 🙏 🙏🙏
@kapilasmahakur8371
@kapilasmahakur8371 9 ай бұрын
Jaya Sita Ram 🙏🙏🙏
@rcmotovlogs1995
@rcmotovlogs1995 9 ай бұрын
Jay sriram
@santoshratha6120
@santoshratha6120 Жыл бұрын
ଜୟ ସୀତା ରାମ
@satyabatinayak5271
@satyabatinayak5271 Жыл бұрын
ll 🧡🧡🙏🏻🌺🌷🕉️❤️ Jai shree Sitaram Jai Mata Anjne Jai Keshri Nadan Hanuman ji ki Jai Ho ❤️🕉️🌷🌺🙏🏻🧡🧡 ll
@SasmitaPrusty-on3jw
@SasmitaPrusty-on3jw 5 ай бұрын
@prasadrao5080
@prasadrao5080 4 жыл бұрын
ନମସ୍ତେ ମହାବଜ୍ର ଦେହାୟ ତୁଭ୍ୟମ୍ । ନମସ୍ତେ ମହାରୁଦ୍ର ତେଜାୟ ତୁଭ୍ୟମ୍ । ନମସ୍ତେ ମହାଭୀମ ରୂପାୟ ତୁଭ୍ୟମ । ନମସ୍ତେ ମହାଭକ୍ତ ବୀରାୟ ତୁଭ୍ୟମ୍ ।
@prasadrao5080
@prasadrao5080 4 жыл бұрын
ମରକତମଣି ବର୍ଣ୍ଣଂ ଦିବ୍ୟ ସୌନ୍ଦର୍ୟ ଦେହଂ ନିଖିଲଗୁଣସମେତଂ ଚିନ୍ତୟେ ବାନରେଶମ୍
@prasadrao5080
@prasadrao5080 4 жыл бұрын
ହଂ ହଂ ହଂ ହଂସରୂପଂ ସ୍ଫୁଟଵିକଟମୁଖଂ ସୂକ୍ଷ୍ମସୂକ୍ଷ୍ମାଵତାରଂ ହଂ ହଂ ହଂ ଅନ୍ତରାତ୍ମଂ ରଵିଶଶିନୟନଂ ରମ୍ୟଗମ୍ଭୀରଭୀମମ୍ । ହଂ ହଂ ହଂ ଅଟ୍ଟହାସଂ ସୁରଵରନିଲୟଂ ଊର୍ଧ୍ଵରୋମଂ କରାଲଂ ହଂ ହଂ ହଂ ହଂସହଂସଂ ସକଲଦିଶୟଶଂ ରାମଦୂତଂ ନମାମି
@sumantajoshi7294
@sumantajoshi7294 2 ай бұрын
Jai sita ram🙏🙏🙏🙏🙏❤❤
@thewhitedevil9429
@thewhitedevil9429 Ай бұрын
ଜୟସୀତାରାମ
@adityabehera6556
@adityabehera6556 3 жыл бұрын
OM jay shree siaram jay hanuman 🙏 🙏🙏
@sudhansupadhan4974
@sudhansupadhan4974 6 ай бұрын
Jai shree ram 🙏
@lipunaik7869
@lipunaik7869 7 ай бұрын
Jay hanuman 🙏🙏🙏
@tapansenapati9272
@tapansenapati9272 Жыл бұрын
Raghubati raghava Raja Ram Jay sri ram Jay sri ram Jay hanu man
@lokanathamishra3756
@lokanathamishra3756 10 ай бұрын
Jay Sri Rama Jay maruti nandan Sri hanuman
@Odisha620
@Odisha620 6 ай бұрын
Jay jagannath🙏🙏🙏🙏🙏🙏🙏🙏🙏🙏
@susantabehera2035
@susantabehera2035 4 жыл бұрын
Nice
@RitikSahu-v9e
@RitikSahu-v9e 3 ай бұрын
Jai shree ram
@prasadrao5080
@prasadrao5080 4 жыл бұрын
ଵନ୍ଦେ ରଣେ ହନୁମନ୍ତଂ କପିକୋଟିସମନ୍ଵିତମ୍ । ଧାଵନ୍ତଂ ରାଵଣଂ ଜେତୁଂ ଦୃଷ୍ଟ୍ଵା ସତ୍ଵରମୁତ୍ଥିତମ୍ ॥ ଲକ୍ଷ୍ମଣଂ ଚ ମହାଵୀରଂ ପତିତଂ ରଣଭୂତଲେ । ଗୁରୁଂ ଚ କ୍ରୋଧମୁତ୍ପାଦ୍ୟ ଗୃହୀତ୍ଵା ଗୁରୁପର୍ଵତମ୍ ॥ ହାହାକାରୈଃ ସଦର୍ପୈଶ୍ଚ କମ୍ପୟନ୍ତଂ ଜଗତ୍ତ୍ରୟମ୍ । ବ୍ରହ୍ମାଣ୍ଡଂ ସ ସମାଵାପ୍ୟ କୃତ୍ଵା ଭୀମକଲେଵରମ୍ ॥
@gwanu5912
@gwanu5912 4 жыл бұрын
ଜୟ ଶ୍ରୀ ରାମ.. ବାସ୍ତବ ରେ ଖୁବ ହୃଦୟ ସ୍ପର୍ଶି ଏବଂ ଶିକ୍ଷଣୀୟ l
@bishnupriyapattnaik8935
@bishnupriyapattnaik8935 Жыл бұрын
Jay shree Ram namah namah namah Jay hanuman ji namaha
@santanupradhan6411
@santanupradhan6411 Жыл бұрын
Jay shree ram🙏🙏
@prasadrao5080
@prasadrao5080 4 жыл бұрын
ଉଦ୍ୟଦାଦିତ୍ୟ ସଂକାଶଂ ଉଦାର ଭୁଜ ଵିକ୍ରମମ୍ । କନ୍ଦର୍ପ କୋଟି ଲାଵଣ୍ୟଂ ସର୍ଵ ଵିଦ୍ୟା ଵିଶାରଦମ୍ ॥ ଶ୍ରୀ ରାମ ହୃଦୟାନଂଦଂ ଭକ୍ତ କଲ୍ପ ମହୀରୁହମ୍ । ଅଭୟଂ ଵରଦଂ ଦୋର୍ଭ୍ୟାଂ କଲୟେ ମାରୁତାତ୍ମଜମ୍ ।।
@kanhucharanbehera8909
@kanhucharanbehera8909 Жыл бұрын
Jay Sri Ram
@Elisituayaan
@Elisituayaan Ай бұрын
Jay sree ram jay hanuman
@DasarathiBeuria
@DasarathiBeuria 4 ай бұрын
Jay Sri Ram
@bishnupriyapattnaik8935
@bishnupriyapattnaik8935 Жыл бұрын
Jay shree Ram namah
@prasadrao5080
@prasadrao5080 4 жыл бұрын
ରାମେଷ୍ଟଂ କରୁଣାପୂର୍ଣଂ ହନୂମନ୍ତଂ ଭୟାପହମ୍ । ଶତ୍ରୁନାଶକରଂ ଭୀମଂ ସର୍ଵାଭୀଷ୍ଟଫଲପ୍ରଦମ୍ ॥
@prasadrao5080
@prasadrao5080 4 жыл бұрын
ମନୋବେଗାୟ ଉଗ୍ରାୟ ରୁଦ୍ରମୂର୍ତିସ୍ଵରୂପିଣେ ବାୟୁପୁତ୍ରାୟ ଧୀରାୟ ଆଞ୍ଜନେୟାୟ ମଙ୍ଗଳମ୍
@sabitabehera5201
@sabitabehera5201 3 жыл бұрын
Jay Shree Ram 🙏🙏🙏 Jay Bajrangbali 🙏🙏🙏
@sudamdash3479
@sudamdash3479 4 жыл бұрын
ଜୟ ଶ୍ରୀରାମ ଜୟ ହନୁମାନ ଜୟ ଜଗନ୍ନାଥ
@prasadrao5080
@prasadrao5080 4 жыл бұрын
ବନ୍ଦେ ବିଦ୍ୟୁତ୍ ଜ୍ୱଳୟ ସୁଭଗମ୍ ଭୀମରୂପ କପିନ୍ଦ୍ରମ୍ । କର୍ଣ୍ଣ ଦ୍ୱନ୍ଦେ କନକ ରୁଚିରେ କୁଣ୍ଡଳମ୍ ଧାରୟନ୍ତମ୍ ।।
@raghunatharana5747
@raghunatharana5747 Жыл бұрын
Jay hind jay bharat Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram Jay shree Ram
@bishnupriyapattnaik8935
@bishnupriyapattnaik8935 2 жыл бұрын
Jay shree ram 🙏🙏🙏 Jay hanuman 🙏🙏🙏
@sanjitbaghar4492
@sanjitbaghar4492 3 жыл бұрын
Jay sita ram
@himansusekherswain1140
@himansusekherswain1140 4 жыл бұрын
Jay Sita ram jay Sita ram 🙏god bless u a lot ..thanku so much for upload part 3🙏
@Odisha620
@Odisha620 6 ай бұрын
Jay sitaram🙏🙏🙏🙏🙏🙏🙏🙏🙏🙏
@badakamarawwjyotsnaraniset4696
@badakamarawwjyotsnaraniset4696 2 жыл бұрын
🙏Jay sitaram 🙏
@lababehera6765
@lababehera6765 5 ай бұрын
ଜୟ ରାମ ଲକ୍ଷ୍ମଣ ଜାନକୀ ଜୟ ବୋଲ ମହାବୀର ହନୁମାନ କି ଜୟ 🙏🙏🙏🙏🙏♥️🙏♥️♥️♥️♥️
@durgaautomobiles356
@durgaautomobiles356 Жыл бұрын
Jay Shree Ram 🙏🙏🙏
@lovelyniharika8371
@lovelyniharika8371 Жыл бұрын
Karunakar Bhuyan Jaya Shree Ram JAYA LAXMAN JAYA SITA DEVI JAYA HANUMANA
@mohitpradhan253
@mohitpradhan253 6 ай бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ❤️🙌🙏🙏
@nalineesabar6898
@nalineesabar6898 5 ай бұрын
He bajarangbali Tama hrudare jemiti ramasita rahichanti semiti tame mo hrudayre ruha
@tunanahak9262
@tunanahak9262 4 жыл бұрын
Jay sri ram
@prabhatmahakur2365
@prabhatmahakur2365 2 жыл бұрын
Jay sri ram
@abhimanyubalabantary9100
@abhimanyubalabantary9100 4 жыл бұрын
Nice bedo
@paramahansapradhan3328
@paramahansapradhan3328 3 ай бұрын
ଓମ୍ ନମ୍ଃ ଶୀ ର୍ ରୀ ହନୁମାନ ନମଃ 🙏🙏🙏🎉
@lokanathmahakuda3695
@lokanathmahakuda3695 4 жыл бұрын
Jay sir ram
@Foodcraft756
@Foodcraft756 Жыл бұрын
Jay Sriram jay hanuman
@panditelingarajmohapatra5380
@panditelingarajmohapatra5380 4 жыл бұрын
ଜୟ ଶ୍ରୀ ରାମ🙏🌹
@ranjanpanigrahi6447
@ranjanpanigrahi6447 5 ай бұрын
🙏🙏🙏🙏🙏
@rojalinparida9784
@rojalinparida9784 2 жыл бұрын
Jay Sita Ram....
@KalpatarupatraPatrakalpa-lb9qn
@KalpatarupatraPatrakalpa-lb9qn Жыл бұрын
Jaysiyaramkijayho❤🎉😂❤
@BABLLYDHAL
@BABLLYDHAL 6 ай бұрын
Jay shree hanuman
@manirajanpatra130
@manirajanpatra130 2 жыл бұрын
Jayjagannath
@jeasuslove8267
@jeasuslove8267 3 жыл бұрын
Jay Sri Ram Jay hanuman Jay shani dev maharajah
@kumarmanibanchhor221
@kumarmanibanchhor221 2 ай бұрын
ଜୟ ଶ୍ରୀରାମ 🙏🙏ଜୟ ସୀତାରାମ 🙏🙏🙏🙏ଜୟ ବଜରଙ୍ଗ ବାଲି ❤️❤️
@rabindrasuna7829
@rabindrasuna7829 4 жыл бұрын
Nice
@himansusekherswain1140
@himansusekherswain1140 4 жыл бұрын
Jay Sita ram ..plz upload part 4🙏
@bisudj6732
@bisudj6732 5 ай бұрын
Jay Shri Ram Jay Jay Shri Ram Jay Jagannath har har Mahadev Jay Bajrangbali
@kailashchandratripathy9346
@kailashchandratripathy9346 Жыл бұрын
ଜୟହନୁମାନ, ଜୟଶ୍ରୀ ରାମ ।
@SunitaMunda-s6c
@SunitaMunda-s6c 6 ай бұрын
Jay shree Ram Jay shree Hanuman 🙏🙏🙏🙏🙏🙏🙏🙏🙏🙏🙏🙏
@TanushreeMeher-b3u
@TanushreeMeher-b3u 9 ай бұрын
ଜୟ ଶ୍ରୀ ରାମ ଜୟ ହନୁମାନ
@nalineesabar6898
@nalineesabar6898 7 ай бұрын
Jay shree Ram Jai Hanuman ❤❤❤❤❤❤❤❤❤❤
@MRSUBHU7
@MRSUBHU7 2 ай бұрын
Jaya Sita Rama ki Jaya Jaya Hanuman ki Jaya ❤
@MRSUBHU7
@MRSUBHU7 2 ай бұрын
🙏🙏🙏🙏🙏🙏🙏
@risers3085
@risers3085 Жыл бұрын
Jai sri Ram
@krushnachandraprusty8247
@krushnachandraprusty8247 10 ай бұрын
🙏🌹🙏
@Odisha620
@Odisha620 6 ай бұрын
Jay shree ram🙏🙏🙏🙏🙏🙏🙏🙏🙏🙏
@purusottamsaran9981
@purusottamsaran9981 Жыл бұрын
ଜୟ ଶ୍ରୀ ରାମ ଜୟ ହନୁମାନ ଙ୍କୁ କୋଟି କୋଟି ପ୍ରଣାମ
@Odisha620
@Odisha620 6 ай бұрын
Jay hanuman ji ki jay🙏🙏🙏🙏🙏🙏🙏🙏🙏🙏
@bickybiku22
@bickybiku22 4 ай бұрын
Jay shri ram🙏🙏🙏🙏🙏
@ArabindaGiri-o7e
@ArabindaGiri-o7e 5 ай бұрын
Jay sriram jayhanuman
@akashmeher458
@akashmeher458 Жыл бұрын
Jay shree radhe
@sudhansupadhan4974
@sudhansupadhan4974 6 ай бұрын
Jai shree ram 🙏
@bickybiku22
@bickybiku22 4 ай бұрын
Jay shri ram🙏🙏🙏
@susamanayak7771
@susamanayak7771 2 ай бұрын
Jay shree Ram
@SubhaginiSingh-ig2xv
@SubhaginiSingh-ig2xv 5 ай бұрын
Jay shree ram
@tapansenapati9272
@tapansenapati9272 Жыл бұрын
Jay sri ram
@biswarupampatra3708
@biswarupampatra3708 11 ай бұрын
Jay Sri ram
@kailashchandrarout2320
@kailashchandrarout2320 Жыл бұрын
Jaysrirama
@satyabhamamsatyabhamam3256
@satyabhamamsatyabhamam3256 Жыл бұрын
Jaysriram
@NarendraNayak-r1o
@NarendraNayak-r1o 8 ай бұрын
Jayshreeram🚩🙏🙏🙏🙏
@rashmi_lenka8903
@rashmi_lenka8903 Жыл бұрын
Jay Hanuman namaste
@sudhansupadhan4974
@sudhansupadhan4974 6 ай бұрын
Jai Hanuman 🙏
@rinkibehera3760
@rinkibehera3760 6 ай бұрын
Jay sitaram
@swastikmohanty7370
@swastikmohanty7370 9 ай бұрын
Jyada Sri ram ❤
@pramodnayak2989
@pramodnayak2989 11 ай бұрын
Jay Sitaram
@jhunulatadash9452
@jhunulatadash9452 9 ай бұрын
Jay Hanuman
@dipakmalike7066
@dipakmalike7066 Жыл бұрын
Lik
@sleep44435
@sleep44435 Жыл бұрын
Jay shreeram Jay Hanuman ❤❤❤
@sanjuktamajhi1545
@sanjuktamajhi1545 Жыл бұрын
Jay shree Ram 🙏🚩 Jay hanuman ji 🙏🚩😊
How do Cats Eat Watermelon? 🍉
00:21
One More
Рет қаралды 11 МЛН
🍉😋 #shorts
00:24
Денис Кукояка
Рет қаралды 3,6 МЛН
Как подписать? 😂 #shorts
00:10
Денис Кукояка
Рет қаралды 8 МЛН
How do Cats Eat Watermelon? 🍉
00:21
One More
Рет қаралды 11 МЛН