ରାଜ୍ୟସଭାରେ ବର୍ଷିଲେ ସାଂସଦ ସୁଲତା ଦେଓ... ଓଡ଼ିଶାରେ ବିଜେପିର କ୍ୟାମ୍ପେନକୁ ନେଇ ଧୋଇଦେଲେ

  Рет қаралды 795,493

Sunstar TV

Sunstar TV

Күн бұрын

ରାଜ୍ୟସଭାରେ ବର୍ଷିଲେ ସାଂସଦ ସୁଲତା ଦେଓ... ଓଡ଼ିଶାରେ ବିଜେପିର କ୍ୟାମ୍ପେନକୁ ନେଇ ଧୋଇଦେଲେ
#newsinodia #politicsnews #politicalnews #sansad #sansadtv #sulatadeo #rajyasabha #sunstartv #sunstarnews #sunstartvnews
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/...
➠KZbin: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 2 000
@AruBhatta
@AruBhatta 3 ай бұрын
ଏଇ ପରି ଆବାଜ ଯଦି 10 ବର୍ଷ ଆଗରୁ ଉଠାଇ ଥାନ୍ତ ତାହାଲେ ଆଜି ଓଡିଶା ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥାନ୍ତେ
@kishoreesahu1430
@kishoreesahu1430 2 ай бұрын
10 yr ago kn nabin babu odisha ra sarpancha ki ward mamber thile ki.. 25 yr..bujhi paru6nti apona...
@Pixel_Pursuit_0
@Pixel_Pursuit_0 2 ай бұрын
Kana Naveen Babu kichhi adhika karithile ki 25 years hela cm thile ethara badalila j kana hela .
@Pixel_Pursuit_0
@Pixel_Pursuit_0 2 ай бұрын
Vote bele kemiti lokanku Paisa bantuthile taha dekhajau na thila . 25 years hela sahuchu kintu ebe au nahi 😠
@satyanandarout3303
@satyanandarout3303 2 ай бұрын
Tama dalà kete hana kàta karichha kete tanka bantíchhà , sekatha tike kuha , Ódisha bàsi Tama dalaku aau chanhu nahanti .sékatha bí kuha . Kathare nahi chora maa ra bada gala
@subhasmitadas5887
@subhasmitadas5887 2 ай бұрын
Chori kariki odisa ru e netree muhuna futanii ​ maruchi@@Pixel_Pursuit_0
@amitbandhu9318
@amitbandhu9318 3 ай бұрын
ଅପା ଙ୍କ କଥା ଶୁଣି କିଛି ଘରଭାଙ୍ଗୁଆ ଙ୍କ ଜଳା ପୋଡା ହେବ
@beautyofnature8512
@beautyofnature8512 2 ай бұрын
100% right.
@Ambassador_Christ
@Ambassador_Christ 2 ай бұрын
Correct
@TheSonOfSoil.
@TheSonOfSoil. 2 ай бұрын
Tame vadua na tamaku agaru sabu malum
@anjurout9558
@anjurout9558 2 ай бұрын
24 year Odisha?
@sumitrachandra552
@sumitrachandra552 2 ай бұрын
Right
@manishapattanayak2152
@manishapattanayak2152 3 ай бұрын
Excellent Sulata Madam🎉 ଖୁବ ସୁନ୍ଦର ଉପସ୍ଥାପନା ଆଉ ଉଚିତ୍ କଥା କହିଛନ୍ତି ମାମ👍 We Proud Of You Always Madam👍
@manasimohanty942
@manasimohanty942 Ай бұрын
Correct mam
@hariadjued2811
@hariadjued2811 Ай бұрын
BJD haribara karana tanka gan gan sahara sahara re thiba kuji neta dayi,
@dinabandhupanda8956
@dinabandhupanda8956 Ай бұрын
kahi paruni kahinki kahuchhi
@sunamarandi2089
@sunamarandi2089 Ай бұрын
Agaru kahibr thila
@pravashmishra1178
@pravashmishra1178 2 ай бұрын
ଅତି ସୁନ୍ଦର ଉପସ୍ଥାପନା @ ବିଜେଡି ଏହି ମାନସିକତା କୁ ଜାରୀ ରଖନ୍ତୁ ଦେଖିବ ଓଡ଼ିଶା ପୁଣି ସେଇ ନବିନ ପଟ୍ଟନାୟକ ଙ୍କୁ ଖୋଜିବେ
@sibajisahu2551
@sibajisahu2551 2 ай бұрын
Right
@kapilasmahakur8371
@kapilasmahakur8371 2 ай бұрын
Aau khojibe😂😂😂
@surendranayak117
@surendranayak117 2 ай бұрын
Bjd ro sabu neta mantri durniti sarakar seithi pai Bjd ku delu nahi,
@dibyaranjanmohanta2018
@dibyaranjanmohanta2018 29 күн бұрын
Congress asiba pochhe Aou Naveen Asiba nahi swapna dekhuthao
@niranjansuna1131
@niranjansuna1131 2 ай бұрын
ଆପଣ ଜଦି ଆଗରୁ ଓଡ଼ିଶା ବାଶି ଙ୍କ ଚିନ୍ତା କରି ଏମିତି ଭାଷଣ ମାରି ଥାନ୍ତେ ଆଜି ଆପଣଙ୍କ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ହାରି ନଥାନ୍ତା।
@AkshitrutiyaBharati
@AkshitrutiyaBharati Ай бұрын
ଅହଙ୍କାର ଗର୍ବ ଡକାୟତି ଖାଇ ଦେଲା Bjd କୁ
@sbrtechnical4971
@sbrtechnical4971 Ай бұрын
ଖୁବ ଶୀଘ୍ର ବିଜେପି କୁ ବି ଖାଇବ​@@AkshitrutiyaBharati
@sbrtechnical4971
@sbrtechnical4971 Ай бұрын
​@@AkshitrutiyaBharatiମୁଖ୍ୟ ମନ୍ତ୍ରୀ ଙ୍କ olympic ଅଭିବାଦନ ଦେଖିକି ଜଣା ପଡୁଛ
@sbrtechnical4971
@sbrtechnical4971 Ай бұрын
ଆଉ ଯୋଉ ବେରୋଜଗାର ଆଉ ମାହାଙ୍ଗା ବଢୁଛି ଆଉ କଣ ହବ
@jitendrasutar8845
@jitendrasutar8845 3 ай бұрын
ନିହାତି ସତ୍ୟ ଯାହା କହିଲେ ସବୁ ସତ ହେଲେ କଣ ହେବ ସବୁ ଗୋଟେ ନାଉର ମଞ୍ଜି
@kishoresoren897
@kishoresoren897 2 ай бұрын
Thik katha
@tapansemerlia400
@tapansemerlia400 3 ай бұрын
Really Excellent Speaking Madam 💯💯👍👍🇮🇳🇮🇳
@sisirBuda-id4dp
@sisirBuda-id4dp Ай бұрын
ତୁମର ଯୁକ୍ତିଯୁକ୍ତ ଉପସ୍ଥାପନା ପାଇଁ ଧନ୍ୟବାଦ
@jayjagannathsaranam2925
@jayjagannathsaranam2925 29 күн бұрын
ବିଜେପି ର ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବାରୁ ଅଶେଷ ଧନ୍ୟବାଦ...ଜୟ ଜଗନ୍ନାଥ🙏
@ShitansuRath
@ShitansuRath 2 ай бұрын
ମୋଦିଙ୍କ ମିଛ ଓଡ଼ିଶାର ଲୋକ ମାନେ ବୁଝି ଯାଇଛନ୍ତି , ଏବେ ଶାଗ କାଟିକି ବାଳ ବାଛିଲେ କଣ ହେବ ?
@Sajen1430
@Sajen1430 2 ай бұрын
BJP amo ghor samna re company khuli diechi jouu bhai mane Tamil Nadu Maharashtra etc jaicho polei aso 😂😂😂😂
@SethiGaneswar
@SethiGaneswar 2 ай бұрын
exactly bhai. sabu bujhi jibe kete bhul karichanti sabu odia mane
@SamiraPalai-rp9gl
@SamiraPalai-rp9gl 3 ай бұрын
ନିଟ ପେପର ଲିକ୍ ମାମଲାରେ କାହିଁକି ମୁହଁ ଖୋଲୁନାହାନ୍ତି ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ
@pallavisahoo1096
@pallavisahoo1096 2 ай бұрын
As per rule..jou matter court re chali thaye seita house re discuss hei pariba nhi
@Sajen1430
@Sajen1430 2 ай бұрын
Speaker om Birla beti AIS officer bani hai cheating kr k kyu bolega chaywala 😂
@Sajen1430
@Sajen1430 2 ай бұрын
Naws days on Govt job Paisa fekk tamsa dekh 😂😂😂
@rajlaxmiray4980
@rajlaxmiray4980 28 күн бұрын
Kam iti ba Kholi be, NEET, NET clear Kari thile ta jani thaa ntee !
@narayanadash552
@narayanadash552 3 ай бұрын
ହାରିଲେ, କାହିଁକି, ନବିନି, ବାବୁ, ମ୍ୟାଡ଼ାମ, କୁହନ୍ତୁ, ଆଗରୁ, ଥରୁ, ଥିଲେ, ପାଣ୍ଡିଆ, ଯିବାରୁ, ଆମ, ନବିନି, ବାବୁ, ଠିକୀ, ହେଲେ, ତୁମେ, ପୁରା, ବନ୍ଦ, କରିଥିଲ, ସେ, ଆସି, ଚାରି, ଦ୍ୱାର, ଖୋଲିଲେ, ଯେତେ, କୁହ, ଓଡ଼ିଶାବାସୀ, ତୁମକୁ, ଉତ୍ତର, ଦେଇ, ସାରି, ଛନ୍ତି
@jitendraupadhyaya9397
@jitendraupadhyaya9397 3 ай бұрын
ଏମାନଙ୍କ ମୁହଁ ବହଳ.
@tapankumarbehera905
@tapankumarbehera905 3 ай бұрын
Besia no 1 😂😂😂😂
@subhransuroutray6291
@subhransuroutray6291 3 ай бұрын
@@narayanadash552 yes
@Universe_code123
@Universe_code123 3 ай бұрын
ଯାହା ହଉ odisha ରୁ ଜଣେ parliament re ହଙ୍ଗାମା କଲା👏👏👏👏👏
@shubhramayrout5988
@shubhramayrout5988 2 ай бұрын
ଭାରି ବାଧୁ ଥିଲା ବାଚସ୍ପତିଙ୍କୁ କେତେବେଳେ ସମୟ ସରୁଛି😊😊
@bls_toka_01
@bls_toka_01 Ай бұрын
😅😅
@ହାପି-ଖ1ହ
@ହାପି-ଖ1ହ 16 күн бұрын
ଆପଣ ଆମ ଓଡିଆଙ୍କ ଗର୍ବ ମ୍ୟାଡମ୍ । ସୁନ୍ଦର
@KarunakarDhani-eo2sl
@KarunakarDhani-eo2sl 3 ай бұрын
ଔଷଧ ବିକଳରେ ତାଟିଆ କାମୁଡ଼ା।
@skrcew8459
@skrcew8459 3 ай бұрын
Right 👍
@bhaskarmania741
@bhaskarmania741 3 ай бұрын
Right
@Deva5577-i3c
@Deva5577-i3c 3 ай бұрын
ମହାରଷ୍ଟ୍ର election ପରେ ବିଜେପି ର ଅବସ୍ଥା ଆହୁରି ଖରାପ ହେବ ଅପେକ୍ଷା କର
@shreyasroutray510
@shreyasroutray510 3 ай бұрын
​@@Deva5577-i3c Bhai USA deep states are active now in India to make the BJP weaker. Because BJP is the only party in the history of Indian politics who kept the National interest over everything and didn't listen to western countries. Western countries don't want India to rise. They always tried to suppress Us by imposing their power. In this type of critical situation BJP is relatively better than Congress. However Everyone is corrupt but we have to choose the relatively better option to make our Indian rise again. Jay hind 🙏🏻
@sabitasahoo5208
@sabitasahoo5208 3 ай бұрын
​@@Deva5577-i3cright
@khursadkhan5026
@khursadkhan5026 3 ай бұрын
Veri good
@aloktripathy8473
@aloktripathy8473 3 ай бұрын
ପାଣ୍ଡୁ ଗଲା ପରେ ନବିନୀ ଠିକ୍ ହୋଇଗଲେ କଣ ଜନିପା ରୁ ନ
@bikashchandrakhatuakhatuab7630
@bikashchandrakhatuakhatuab7630 Ай бұрын
ପ୍ରଣାମ ମ୍ଯାଡାମ୍ । ଆପଣଙ୍କ ବକ୍ତବ୍ୟ ସତରେ ହୃଦୟସ୍ପର୍ଶୀ। ଆରମ୍ଭ ରେ "ଜୟ ଜଗନ୍ନାଥ,ମଧରେ" ଯଥା ପୂର୍ବ, ତଥା ପର ଏବଂ ଶେଷ ରେ " ଗୋଦର କୋଡେ ଯେତେ ମାଡେ ସେତେ। ଓଡ଼ିଆ ଭାଷା କୁ ସମ୍ମାନ। ଉଚିତ୍ ସ୍ବର, ସଠିକ୍ ପ୍ରଶ୍ନ। ନିର୍ଭୀକ
@santoshkumarnath6524
@santoshkumarnath6524 2 ай бұрын
କୁହାଡ଼େ ଯହିଥିଲ 24 ବର୍ଷ ହେଲା ବିଜେଡି ଵାଲା ସବୁବେଳେ ରୁଲୁ କରିବା ର ଏକ ନମ୍ବର.
@MegaBhabanisankar
@MegaBhabanisankar 3 ай бұрын
ଅଦ୍ଭୁତପୂର୍ବ ହିନ୍ଦୀ
@ashoksahoo8150
@ashoksahoo8150 3 ай бұрын
ସଭାପତି କାହିଁକି ହାରିଲେ ଗୋଟିଏ ସିଟରେ ହାରିଲେ ।ଓଡ଼ିଶାରେ ଶିକ୍ଷ୍ୟା ବ୍ୟବସ୍ଥା ନବୀନ ବାବୁ ଦୟନୀୟସ୍ଥିତିରେ ଅଛି।
@BasantiBiswal-ne8td
@BasantiBiswal-ne8td 3 ай бұрын
Haire boka tama savaapati to khata kholiparileni
@sarjitabastia806
@sarjitabastia806 3 ай бұрын
Hahaha news dekhiba bodhe .. education re BJP govt 18%gst laageichi,jouti bjd 10k dauthila only scholarship
@princerajesh475
@princerajesh475 2 ай бұрын
Sata kahile tmku badhuchhi😂
@krushnachandradash4327
@krushnachandradash4327 3 ай бұрын
ନବୀନ ପଟ୍ଟନାୟକ ପାଣ୍ଡିଆନ ସରକାର ଶାସନ କାଳରେ ଓଡ଼ିଶାର ବିକାଶ କେତେ ହୋଇଛି ରାଜ୍ୟ ସଭାରେ ପ୍ରକାଶ ଆବଶ୍ୟକ। ଓଡ଼ିଶାରେ ପରୀ, ଇତିଶ୍ରୀ ବେବିନା ସସ୍ମିତା ମାଧବୀଲତା ମମିତା,ସ୍ମିତାରାଣୀ ଇତ୍ୟାଦି ଇତ୍ୟାଦି ଙ୍କୁ ହତ୍ୟାକାଣ୍ଡ ସମ୍ବନ୍ଧରେ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ପାଣ୍ଡିଆନ ସରକାର ନ୍ୟାୟ ନଦେଇ ବସିଛନ୍ତି ଚୁପ୍। କାହିଁକି ବୋଲି ଓଡ଼ିଶାର ଲୋକେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସଭାରେ ପ୍ରଶ୍ନ କରନ୍ତୁ। ତାମିଲ ପାଣ୍ଡିଆନ ଓଡ଼ିଶାରେ ଵିଶିକେଶନ କାହିଁକି ହେଲା। ଓଡ଼ିଆ କୁଆଡେ ଗଲେ। ଶ୍ରୀମନ୍ଦିର ଭଣ୍ଡାର ଘର ଚାବି ହଜିବା ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିବା ପାଇଁ ବିଜେଡି ସରକାର କାହିଁକି ଆଜି ପର୍ଯ୍ୟନ୍ତ ପାଟି ଫିଟାଇ ନାହାଁନ୍ତି ବୋଲି ଲୋକେ କହୁଛନ୍ତି । ନବୀନଙ୍କ ହାତ ଗୋଡ଼ ଥରୁଛି କାହିଁକି ବୋଲି ଦେଖି ଓଡ଼ିଶାରେ ଲୋକେ କହୁଛନ୍ତି ନବୀନ ପଟ୍ଟନାୟକଙ୍କ କ'ଣ ହୋଇଛି।ହାତ ଗୋଡ଼ ଥରୁଛି କାହିଁକି ବୋଲି ରାଜ୍ୟ ସଭାରେ ପ୍ରଶ୍ନ କର।
@sanketsahoo
@sanketsahoo 2 ай бұрын
Bjp MLA brajbhusan singh example
@RadhaGovindaPanda
@RadhaGovindaPanda 2 ай бұрын
NABIN KU PACHAR 23 BARSHA SE MUKHIA THILA !
@srimantakumardas-wy2ro
@srimantakumardas-wy2ro 3 ай бұрын
ମାନନୀୟ ସଦସ୍ୟ ସଦସ୍ୟା ନିଜ କଥା ନିଜଦଳ କଥା ନିର୍ବାଚନ କଥା ନବାଖାଳି ଦେଶ କିପରି ଆଗକୁ ବଢିବ ସେ ବିଷୟରେ ଆଲୋଚନା କରନ୍ତୁ ଏସବୁ କଥା ଜନସାଧାରଣ ଜାଣିଛନ୍ତି ଜୟଜଗନ୍ନାଥ
@kalpanasunyani924
@kalpanasunyani924 28 күн бұрын
Aama Navin patnayak.. bahut vala 😢😢se thile AMABANK..ra development heithanta...aama ku aamar salary b dau nahanti..
@pn5100
@pn5100 3 ай бұрын
ସବୁ ନେତା ମନ୍ତ୍ରୀ ଇଆକୁ ବୋଧେ ବରାବର ଗାଣ୍ଡି ମାରି ଛନ୍ତି
@sanjaysahoo69
@sanjaysahoo69 3 ай бұрын
Hn too bou mora jai thilu auu too bhouni jaithila 2ta khatia 2jana soithila
@jullysamal6626
@jullysamal6626 2 ай бұрын
ତୋ ମା bhauniku
@hrushikeshmahanta6590
@hrushikeshmahanta6590 3 ай бұрын
NEET ପାଇଁ ମୋଦୀ, ଧର୍ମେନ୍ଦ୍ର ପୁରାପୁରି ନିର୍ଲଜ୍ଜ hoichhanti
@anilsen2703
@anilsen2703 3 ай бұрын
Ossc Osssc Opsc scams pain kebe Bjd ku dayi kala nain kn pain..
@shreyasroutray510
@shreyasroutray510 3 ай бұрын
Right ​@@anilsen2703
@debasishtripathy8336
@debasishtripathy8336 3 ай бұрын
Seita pm ku aga pachara ​@@anilsen2703
@pintukhuntiakattarhindurss3697
@pintukhuntiakattarhindurss3697 3 ай бұрын
Neet paper re 15 arrest hei chanti kintu pari , bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi khalicot case kn hela
@pintukhuntiakattarhindurss3697
@pintukhuntiakattarhindurss3697 3 ай бұрын
Neet paper re 15 arrest hei chanti kintu pari, bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi, khalicot case kn hela
@djdhanu5763
@djdhanu5763 3 ай бұрын
କଥା ଠିକ୍ ସେ କହି ପାରୁ ନ style ବେଶୀ ମାରୁଛ l
@learnwithbini6060
@learnwithbini6060 3 ай бұрын
Bhae kouthu style disila tumaku
@sashmitabehera6920
@sashmitabehera6920 2 ай бұрын
Sala harami tu jaunu kahibu tu andha ta bee
@basantajani9181
@basantajani9181 Ай бұрын
Thanks mama
@Dash1962
@Dash1962 2 ай бұрын
ସୁଲତା ମାଡାମ, ଆପଣଙ୍କ ସରକାର 24 ବର୍ଷ ଶାସନ ରେ ରତ୍ନ ଭଣ୍ଡାର ଖୋଲୁ ନଥିଲେ କଣ ପାଇଁ, ମହାନଦୀ ଜଳ ସଂରକ୍ଷଣ ପାଇଁ କେତେ ଟା ଡ୍ୟାମ କରିଛ, ସେ ବାବଦ ରେ କିଛି କହିଲ ନାହିଁ.
@santoshbehera4273
@santoshbehera4273 3 ай бұрын
କଣ ପାଇଁ ଏତେ ପବନ ଚ୍ଛାଡୁଛ ମେଡେମ୍ ପାଣି ଟିକେ ପିଅନ୍ତୁ ମେଡେମ୍
@KalpanaOjha-ug6mm
@KalpanaOjha-ug6mm 3 ай бұрын
TQ mam 🙏🏻god bless you 🙏🏻❤
@rajanikantachoudhury2343
@rajanikantachoudhury2343 3 ай бұрын
କିଳା ନେବା ସମୟ ଆସିଗଲା. ନାନୀ ହୁସିଆର..
@pritimanayak5910
@pritimanayak5910 2 ай бұрын
Very right and bold speech 💯 to 💯 correct We are people of Odisha love you and proud for you ❤❤ other parties may be not accept this truth but you are 💯 to 💯 right go ahead, next time you ❤❤ will come ❤❤
@bibekanandaparida4252
@bibekanandaparida4252 2 ай бұрын
ଏନାନୀକୁ ଏଥର ରାଷ୍ଟ୍ରପତି କିମ୍ବା ପ୍ରଧାନ ମନ୍ତ୍ରୀ କରିଦିଅ
@santoshbehera3724
@santoshbehera3724 Ай бұрын
😂😂
@dolagobindasahu4917
@dolagobindasahu4917 3 ай бұрын
Sulata Deo, BJD SASANDA can not speaking Hindi in Rajyasabha.ଯେ଼ଉ ସାଂସଦ ହିନ୍ଦୀ କହିପାରୁନାହାନ୍ତି ସେ ଓଡ଼ିଶା ଆସି ଶୀଘ୍ର ଘଣ୍ଟାଏ ଘଣ୍ଟାଏ ହିନ୍ଦୀ ଟିଉସନ ହୁଅନ୍ତୁ । ନଚେତ୍ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ। ଯଦି hindiରେ କହିପାରୁ ନାହଁ ତାହାହେଲେ ଚୁପ୍ ହୋଇ ବସିବା ଭଲ ।ତୁମର ଭତ୍ତା କଟିବ ନାହିଁ। ଓଡ଼ିଶାରେ ସିନା Lipstick ଓfacial ମାରି ଉଦଣ୍ଡୀ ଛଡା ଭଳି Ipsita Sahoo, Sasmit Patra ସଂଘ ହୋଇ BJD ବିରୋଧରେ ECI ଆଗରେ ଫେରାଦ ହେଉଥିଲ। ଏବେ ଟିକେ ବଲେ ବଲେ ଢ଼ାବା ବିଷୟରେ Rajyasabha ରେ ଜଣାଅ ।
@sanjibmalik4219
@sanjibmalik4219 3 ай бұрын
Abe sala to majhia sarkar kn kahuchi hindi tike video dekhuki
@gajendrabadaraita9832
@gajendrabadaraita9832 3 ай бұрын
Bale bale swad kisika he tujhe achhe se malum hena
@princerajesh475
@princerajesh475 2 ай бұрын
Au cm😂
@pareshchandragiri165
@pareshchandragiri165 3 ай бұрын
ଧନ୍ୟ ଧନ୍ୟରେ ଓଡ଼ିଆ ନେତ୍ରୀ ଓଡ଼ିଶାର ଆଉ ଧମଣ୍ଡ ଦେଖା ନା।
@mkmahendraofficial9834
@mkmahendraofficial9834 3 ай бұрын
Apne to pure dil ki bat boldi madam
@laduliparida
@laduliparida Ай бұрын
ଏ ଭାଷଣ ରେ ଲୋକ ମାନଙ୍କର କିଛି ଲାଭ ହେଲା, ଫାଲତୁ ଭାଷଣ
@matindram
@matindram Ай бұрын
True
@Truevalueniranjan
@Truevalueniranjan 2 ай бұрын
କାଇଁ...... Neet scam ରେ ଏତେ ଗର୍ଜୁଛ ossc osssc ରେ ଯୋଉ scam hau thila ତା ବିଷୟ ରେ ଟିକେ କୁହ 😂😂😂😂😂😂 ଶଳା ନିଜେ ସରକାର ଥିଲା ବେଳେ ତ କିଛି ଓପାଡ଼ି ପାରିଲେନି ଏବେ ଆସିଗଲେ ସେବା କରିବା ଲାଗି 😅😅😅 ଧନ୍ୟ ....
@santoshbehera8399
@santoshbehera8399 3 ай бұрын
Very good madam
@ndr51
@ndr51 3 ай бұрын
24 ବର୍ଷ ଓଡ଼ିଶା କୁ ଲୁଟି କି ବିଜେଡି ହାରିବା ପରେ ତମର ଜି କେମିତି ଫାଟି ଯାଉଛି ତାହା ସବୁ ଜଣା ପଡୁଛି ।
@achyutanandadas1670
@achyutanandadas1670 3 ай бұрын
ଓଡ଼ିଆ ରେ କୁହ ,ହୀନ୍ଦି ଠିକ୍ ରେ ହେଉନି
@sangeetakumaripradhan4030
@sangeetakumaripradhan4030 2 ай бұрын
ଓଡିଶା କୁ ଖୋଳ କରି ବିକାଶ ର ଦାବି କରିବାକୁ ଲାଜ ଲାଗୁନି ଶଳେ ଏତେ ଅଲଜ୍ୟା
@prasankumarofficial
@prasankumarofficial 2 ай бұрын
ସବାସ୍ 🎉
@Dancecreativity5362
@Dancecreativity5362 3 ай бұрын
well done mom wt a speach ,bjp should know & understand this stopics
@jisalanayak3442
@jisalanayak3442 3 ай бұрын
Very good
@hemantakumarmohanty849
@hemantakumarmohanty849 3 ай бұрын
ସୁଲେତା ଦେଓ ଯେଉଁ ଦିନ ଠାରୁ ସାଂସଦ ହୋଇକି ରାଜ୍ୟସଭା କୁ ଯିବା ଦିନ ଠାରୁ କୌଣସି ପ୍ରଶ୍ନ ଉଠାଉ ନଥିଲେ କାହିଁକି ? ଏବେ ବିଜେଡି ଲୋକସଭା ରେ ମେମ୍ବର ନାହିଁ , ପଚିଶ ବର୍ଷ ବିଜେଡି ପାଣି ଵେବସ୍ତା ଠିକ କରି ନାହିଁ , ତୋର ମୁଖ୍ୟମନ୍ତ୍ରୀ ଯେମିତି ହେଉଥିଲା
@bhagwandash4297
@bhagwandash4297 Ай бұрын
ସୁଲତା ଦେଓ ତୁ ଓଡ଼ିଶାର କିଛି ବି ଚିନ୍ତା କରୁନୁ ବିଜେଡି କେ ମିତି ହରି ଲୁଟ କରିବ ସେ ଚିନ୍ତାରେ ତୁମେ ଓ ସସ୍ମିତପାତ୍ର ରାଜ୍ୟ ସଭାରେ ତୁମେ ପାଟିକରି ଦବେଇ ବାକୁ ଯାଇଛ ତୋର ହିନ୍ଦୀ ଭାଷା ଠିକ ରହୁନାହିଁ ଭଲ ଭାବରେ ଦିଲ୍ଲୀ ରେ ରା ଷ୍ଟ୍ର ପତି ପାଖରେ ଟ୍ୟୁସନକାରୀପକା
@HariharBarik-kt9zv
@HariharBarik-kt9zv 3 ай бұрын
ବାଃ ବାଃ ଓଡ଼ିଶାରୁ ରାଜ୍ୟସଭାକୁ କାହିଁକି ଯାଇଛ ଭଲ କହୁଛ । କେତେ ଘୁଟାଲା ତୁମର ସରକାର ହୋଇଛି। ତୁମେ ଜାଣିନ ଦଶ ବର୍ଷ ଭିତରେ ଓଡ଼ିଶାରେ କେତେ ରେଳବାଇ କାମ ହୋଇଛି।ଯଦି ନଯାଣିଛ ମାଛରେ ରାଜ୍ୟସଭାରେ ଭାଷଣ ନଦେଇ ଓଡ଼ିଶା ପଳାଇ ଆସ।
@bhimakuasi3657
@bhimakuasi3657 3 ай бұрын
Beautiful
@trailokyapanda6594
@trailokyapanda6594 3 ай бұрын
ଆପଣ ଯାହା କହିଲେ ବହୁତ୍ ବଢିଆ
@narayanadash552
@narayanadash552 3 ай бұрын
ପ୍ରଳାପ
@swadhinsamal519
@swadhinsamal519 2 ай бұрын
ମୋଦୀ ଗ୍ୟାରେଣ୍ଟି ରଖୁ ଭତ୍ତା ସମସ୍ତେ 3000/ପାଇବେ 1000/ରାସନ 50/ହଜାର ସୁଭଦ୍ରା ରେ ଦିଅନ୍ତୁ ଧୋକା ଦଉଚି କାହିଁକି ମୋଦୀ ଗ୍ୟାରେଣ୍ଟି ରଖୁ
@MohanRaita-b5r
@MohanRaita-b5r 2 ай бұрын
ଭଉଣୀ ଗୋଟିଏ କଥା ମନେ ରଖ ସବୁ ନେତା ଚୁର BJD, BJP congress, ସ୍ଵାଧୀନ ର 75ବର୍ଷ ପରେ ବିକାଶ,ଉନ୍ନତିର କେବଳ ନେତା ମନ୍ତ୍ରୀ ର। ଆଜି ଭି ଗାଁ ଗଳିରେ ସେହି ଅଭାବ ଅନଟନ
@laxminarayanpanda1463
@laxminarayanpanda1463 3 ай бұрын
Odisha Tiger 👏👏👏👏joy Jagannath swamy Nayana patha Gami bhava tume
@BabuliBabu-vo5iw
@BabuliBabu-vo5iw 3 ай бұрын
ଓଡ଼ିଶାରେ କେତେ କଳକାରଖାନା ନବିନ ବନ୍ଦ କରିଛି ସେଟା କହୁନ |
@DurgaHansdah-h5l
@DurgaHansdah-h5l 3 ай бұрын
Thnx ma'am
@bhagwandash4297
@bhagwandash4297 3 ай бұрын
ମେଡମ ଆପଣଙ୍କ ହିନ୍ଦୀ ଏପଟ ସେପଟ ହୋଉଛି ଦିଲ୍ଲୀରେ ଟିଉସନ କରି ନିଅନ୍ତୁ ଦିଲ୍ଲୀ ର ରାଜ୍ୟ ସଭାରେ ହିନସ୍ଥା ହୀନସ୍ଥା
@chinmayvlogs9786
@chinmayvlogs9786 2 ай бұрын
Aau Tama Odisha ra CM ta mast Hindi kuhanti 😆😆😆. Aaa English ra Kuhoni Aau Odisha hyeee hyeeeee 😆😆😆 majhi sola
@SiddhantPentheu-gx7xm
@SiddhantPentheu-gx7xm Ай бұрын
Tu kahi paribu kibe 😂
@SiddhantPentheu-gx7xm
@SiddhantPentheu-gx7xm Ай бұрын
Tate badhuchi ki 😂
@satyanarayanbiswal5403
@satyanarayanbiswal5403 Ай бұрын
Apanka leader nkathu vll kahuchhanti😂😂😂😂
@lilisahu733
@lilisahu733 25 күн бұрын
Tama cm....ethiki jai speech dele jana padibo kemiti kahibe😂😂😂
@ChandrakantaDash-k6b
@ChandrakantaDash-k6b Ай бұрын
Right.right Right.right
@yoyomalisingh3456
@yoyomalisingh3456 3 ай бұрын
ବିଜେଡି ଦଳ ଗଟେ ଗଟେ ଚରଗା
@Ambassador_Christ
@Ambassador_Christ 3 ай бұрын
Good... we are with you ❤
@sarojkumarpradhan1917
@sarojkumarpradhan1917 3 ай бұрын
Excellent dialog excellent courage excellent service excellent curiosity excellent
@OMMSAICREATION73
@OMMSAICREATION73 2 ай бұрын
ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି। ମ୍ୟାମ
@sarojpagad6343
@sarojpagad6343 3 ай бұрын
ଏବେ ଠିକ୍ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ,ଆଗରୁ ଅସୁସ୍ଥ ଥିଲେ
@nikunjabihariparida1038
@nikunjabihariparida1038 3 ай бұрын
ଧନ୍ୟବାଦ. ମାଡାମ
@asitalehara6737
@asitalehara6737 3 ай бұрын
Right mam🙏
@prabirkumarnayak7773
@prabirkumarnayak7773 3 ай бұрын
Mental
@gangadharnayak7300
@gangadharnayak7300 2 ай бұрын
ଏସବୁ ଶୁଣି ଲାଗୁଛି ସବୁ ମିଛୁଆ ଙ୍କ ସର୍ଦାର ଏହି ଲେଡି. ପାଣ୍ଡିଆନ ପାଖରେ କେତେଦିନ. ଓଡିଶା ରେ bjp ଯାହା କହିଥିଲା ସବୁ କାମ ସରିଲାଣି. ଯାହା ତୁମେ 24 ବର୍ଷ ରେ କରିପାରିନଥିଲ
@alokaranjandash9853
@alokaranjandash9853 2 ай бұрын
Election campaign ବିଷୟରେ ଆପଣଙ୍କ କଥା ଶୁଣିବା ପୂର୍ବରୁ ଦେଶର ଲୋକେ ଦେଖି ସାରିଛନ୍ତି ଶୁଣି ସାରିଛନ୍ତି । ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ପାଖରୁ ଅଲଗା ହୋଇ ଅଳ୍ପ କିଛି ଦିନ ରହିବା ପରେ ସ୍ଵାସ୍ଥ୍ୟ ଠିକ୍ ହୋଇଗଲା ।
@rameshpattanaik1428
@rameshpattanaik1428 3 ай бұрын
I m proud of you...great
@Jitendrajena-e2x
@Jitendrajena-e2x 3 ай бұрын
100% right👍
@MinatiPradhan-r7q
@MinatiPradhan-r7q 3 ай бұрын
Thanks mdm
@kishorbiswal2045
@kishorbiswal2045 2 ай бұрын
ସାରା ଓଡ଼ିଶା କହୁଚି ପାଣ୍ଡିଆନ୍ ର କବଚା ରେ ଥିବା ନବୀନ ପଟ୍ଟନାୟକ ଏବେ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ୍ ଫରକ୍ ଅଛି, ଯାହା ଆମର ପ୍ରିୟ ମୋଦି ଜି କହିଛନ୍ତି ଠିକ୍ କହିଛନ୍ତି, ପାଗଳ ହୋଇଗଲାଣି BJD ବାଲା
@ArjunHantal-fb8uj
@ArjunHantal-fb8uj Ай бұрын
ମୁଦି ତ ମା ର ଏକ୍ସ ସୋଲା ଗାଣ୍ଡୁ
@b2mixcreation470
@b2mixcreation470 2 ай бұрын
ଆଉ ଟିକେ ଭଲସେ ଅଭ୍ୟାସ କରିକି ଯାଇଥିଲେ ଭଲ ହେଇଥାନ୍ତା ହିନ୍ଦୀ ରେ ଟିକେ ଦୁର୍ବଳତା ଅଛି 😅😅
@ourvillagecultures506
@ourvillagecultures506 3 ай бұрын
Excellent performance meam
@SubodhaChandraMahalik
@SubodhaChandraMahalik 3 ай бұрын
ଧନ୍ୟବାଦ ❤
@dromkarhota
@dromkarhota 3 ай бұрын
ଓଡ଼ିଶା ର ବହୁତ୍ ଅସୁବିଧା ଅଛି। ତାକୁ ନ ଉଠାଇ ଏଇ ବିଷ ଓଗାଲିବା ପାଇଁ ଯାଇଛି ।
@debasmitaparida2072
@debasmitaparida2072 3 ай бұрын
Asubidha kahile pa suniparilani---8 jilla ku train line chhuini.Kendupatra tolali nka upare gst adhika.Neet scam bisayare kahile,odisha ku swatantra rajya pahya debaku kahile.
@StoStories-n3c
@StoStories-n3c 2 ай бұрын
ବୋଲେ ବୋଲେ ବନ୍ଦ ହେବାର ଦୁଃଖ ଜଣାଇଲେ ବରିଷ୍ଠ ଦିଦି ଆଉ ମିଳିବନି ବୋଲି ଟିକେ ରାଗ
@bishnupadhi3012
@bishnupadhi3012 2 ай бұрын
ଏଇ ମାଡାମ ଚମଚା ଗିରି କରିବା ପାଇଁ ଫିଟ ବୋଲି ମାଡାମ ଙ୍କ ଭାଷଣ ରୁ ଜଣା ପଡୁଛି ଲୋକ ମାନଙ୍କ ଅସୁବିଧା କଥା ନ କହି ପାର୍ଟି ବୋଲ କରା କଥା ସ୍ପଷ୍ଟ ଜଣା ଯାଉଛି
@RAGHABCHANDRASAHOO-un2fu
@RAGHABCHANDRASAHOO-un2fu 3 ай бұрын
Sulata ଦେଓଙ୍କର debate ବହୁତ୍ ଭଲ ଲାଗିଲା ।
@bijayaharichandan1592
@bijayaharichandan1592 3 ай бұрын
ପେଳ ନା
@Bhagi-s7s
@Bhagi-s7s 3 ай бұрын
Ok medam you are right
@jitendrasasmal7146
@jitendrasasmal7146 3 ай бұрын
I'm very pleased to your word you said in assemble
@mrutyunjayaacharya
@mrutyunjayaacharya 2 ай бұрын
ମୋଦି ସରକାରଧୋକାଵାଜ୍
@rksahu8081
@rksahu8081 Ай бұрын
We proud of u mam. Ur absolutely right 🙏
@samikshapanda1660
@samikshapanda1660 3 ай бұрын
I appreciate her one point that is about education
@saratkumarsahoo1595
@saratkumarsahoo1595 3 ай бұрын
ସତରେ ଓଡିଶା ଏତେ ତଳକୁ ଖସି ଯାଇଛି... ଭାଷାଜ୍ଞାନ କାହାପାଖରେ ନାହିଁ ସମସ୍ତଙ୍କ ମୁହଁରୁ ଖାଲି ଅଭଦ୍ର ଭାଷା ତାର କାରଣ ଏମାନଙ୍କ ଘରର ସଂସ୍କାର କଣ ଏହିଭଳି.. ନିଶ୍ଚୟ ହେଇଥିବ
@jayjaganathlenka6807
@jayjaganathlenka6807 Ай бұрын
U r right
@bipinamallik2803
@bipinamallik2803 3 ай бұрын
Jaya Sree Jagannatha Jaya Sulata Deonku Asesh Asesh Dhanyabad, Rajya Sabhare Modijinka Asalamukha Kholidele
@beingodia1227
@beingodia1227 16 күн бұрын
ବହୁ ବିଳମ୍ବ କରିଦେଲ.... ଏଭଳି ପ୍ରଶ୍ନ ଆମେ ବହୁ ଆଗରୁ ଖୋଜୁ ଥିଲୁ.... ପ୍ରାୟ ଆପଣ ବିଜେଡି ନେତାମାନେ ନିରପକ୍ଷ ରହିଥିଲେ ବୋଧ ହୁଏ ଆଜି ନବୀନ ପଟ୍ଟନାୟକ ଆଜି ବି ମୁଖ୍ୟମନ୍ତ୍ରୀ ଥାନ୍ତେ
@manasdutta1822
@manasdutta1822 Ай бұрын
Sulata Deo is telling the truth against Modi urf Feku /NDA/BJP.
@BibunaBibhuti
@BibunaBibhuti 3 ай бұрын
Right your speaker thanks
@ganeshchandrabehera6367
@ganeshchandrabehera6367 3 ай бұрын
Great nabin sir 👍 right mam
@AyushKumar-to1vg
@AyushKumar-to1vg 3 ай бұрын
Right answer
@mrutyunjayaacharya
@mrutyunjayaacharya Ай бұрын
ସାବାସ ଓଡ଼ିଆ ଝିଅ 😂
@Binod.jatra7
@Binod.jatra7 2 ай бұрын
ହେଲଥ ଚେକଅପ୍ ହେଲା ଏବେ ଦେଖ ଭଲରେ ଚାଲୁଛନ୍ତି
@TeyuduSabar
@TeyuduSabar 3 ай бұрын
ଦାନ୍ୟବାଦ ମେମ
@DebarajSahu-n4h
@DebarajSahu-n4h 3 ай бұрын
Thank you Madem
@SakilaHembram-hm9pk
@SakilaHembram-hm9pk 3 ай бұрын
ଓଡ଼ିଶାରେ ବିଜେଡି ସରକାର ୨୫ ବର୍ଷ ଧରି କିଛି ତ କରିନାହ ଖାଲି ଲୋକଙ୍କୁ ବଖା ବନ୍ୟା ଥଲୋ ସୁଲତା ଦିଦୀ ଖାଲି ସରକାର ଜମି କୁ ନେଇ ହୋଟେଲ ବର କରୁଥିଲୋ ପାଟି କରିଲେ କଣ ହେବ
@biswajitsahoo748
@biswajitsahoo748 3 ай бұрын
ହଁ NEET SCAM କରିଛନ୍ତି
@pintukhuntiakattarhindurss3697
@pintukhuntiakattarhindurss3697 3 ай бұрын
Neet paper re 15 arrest hei chanti kintu pari, bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi, khalicot case kn hela
@pintukhuntiakattarhindurss3697
@pintukhuntiakattarhindurss3697 3 ай бұрын
Neet paper re 15 arrest hei chanti kintu pari, bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi, khalicot case kn hela
@biswajitsahoo748
@biswajitsahoo748 3 ай бұрын
@@pintukhuntiakattarhindurss3697 NEET ପରୀକ୍ଷା ଆରେଷ୍ଟ କେବେ ହେଲେ ଆଉ ସେ ଲୋକ ଆରେଷ୍ଟ ରେ କଣ 35ଲକ୍ଷ ପିଲାଙ୍କ ର ଲାଭ କଣ... ଜଣେ ଗରିବ ପିଲା ବର୍ଷ ବର୍ଷ ଧରି ଘର ଭଡା ନେଇ ଏକ୍ଜାମ ପାଇଁ PREPARATION କରିବେ, COACHING FEES, EXAM FEES, ଆଉ ପରୀକ୍ଷା କେନ୍ଦ୍ର କୁ ଯିବାକୁ ଖର୍ଚ୍ଚ ଆଉ ପରୀକ୍ଷା ଦେଇ ଆସିଲା ପରେ ପରୀକ୍ଷା ଆଉଥରେ ହେବ କାରଣ ପରୀକ୍ଷା ପେପେର ଲିକ ଯେଉଁଥିରେ କି ସେମାନଙ୍କର କିଛି ଭୁଲ ନାହିଁ କିନ୍ତୁ ଆର୍ଥିକ ଆଉ ମାନସିକ ପୀଡା ର ଶିକାର ସେମାନେ ହେବେ ତେଣୁ ସେମାନଙ୍କ ଖର୍ଚ୍ଚ ହୋଇଥିବା ପଇସା ସରକାର compensation ରୂପରେ ଦିଅନ୍ତୁ ଆଉ ରହିଲା ଦଣ୍ଡ ଦେବା କଥା ମାନନୀୟ ମନ୍ତ୍ରୀ ତ ନିଜେ କହୁଥିଲେ କୌଣସି ଲିକ ହୋଇନି ତେଣୁ ଯାହା ବି ଆକ୍ସନ ହୋଇଛି ତାହା ମାନନୀୟ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ହୋଇଛି|
@rluniverse4632
@rluniverse4632 3 ай бұрын
Sensitive boli ta tanku kandhei kariki nachauthila... Naveen babu nku ye BJD dine tanka statue ku bi rakhiki rajaniti kariba... Jebe PM jaithile Baramunda re street light bandh karidele.. Madam se video ta tike dekhantu valse Gaja pati maharaj kn kahithile...
@karimahemad3188
@karimahemad3188 Ай бұрын
Rastrapati ED CBI Court sab sab Modi ka under m hai. .
BJD holds press meet at Sankha Bhawan today || Kalinga TV
6:12
Kalinga TV
Рет қаралды 576 М.
Players vs Corner Flags 🤯
00:28
LE FOOT EN VIDÉO
Рет қаралды 78 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 54 МЛН
Офицер, я всё объясню
01:00
История одного вокалиста
Рет қаралды 5 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44