ରାସନ କାର୍ଡକୁ ନେଇ ସିଦ୍ଧାନ୍ତଙ୍କ ପ୍ରଶ୍ନ | MLA Siddhant Mohapatra Raises Question Over Ration Card Issue

  Рет қаралды 500,845

Kanak News Digital

Kanak News Digital

Күн бұрын

Пікірлер: 458
@ରୋକଠୋକ୍RANJAN
@ରୋକଠୋକ୍RANJAN 3 ай бұрын
Perfect କଥା କହିଛନ୍ତି ସିଦ୍ଧାନ୍ତ ସାର୍ 🙏 ଏମିତି ସ୍ୱର ଉଠାନ୍ତୁ ଆମେ ତୁମ ସାଙ୍ଗରେ ଅଛୁ ।
@rajeshmohanta3080
@rajeshmohanta3080 3 ай бұрын
ସିଦ୍ଧାନ୍ତ ସାର ଆପଣ ମହାନ ଗରିବ ପାଁଇ ଏଭଳି କିଛି ତଥ୍ୟ ରଖିଥିବାରୁ l
@prakashmallik1686
@prakashmallik1686 3 ай бұрын
ଯିଏ ନୁଆଁ ବାହା ହେଉଛନ୍ତି ତାଙ୍କୁ କାର୍ଡ ଦିଆ ଯାଉ
@prakashmallik1686
@prakashmallik1686 3 ай бұрын
ଭଲ ପ୍ରଶ୍ନ ପଚାରି ଥିବାରୁ ଧନ୍ୟବାଦ ସାର
@KABITASAHU-il2no
@KABITASAHU-il2no 2 ай бұрын
THANK YOU ସିଦ୍ଧାନ୍ତ SIR🙏 କୋଟି କୋଟି NAMASKAR🙏 ରାସନକାର୍ଡ ବିଷୟରେ କହି ଥିବାରୁ
@prafullaanchal9495
@prafullaanchal9495 3 ай бұрын
ରାସନ କାର୍ଡ ପାଇଁ ଗୋଟିଏ ହେଇପ ଲାଇନ ନମ୍ବର ଲାଗୁ ହେଉ ଯେଉଁ ନମ୍ବରରେ କମ୍ପ୍ଲେନ୍ କରିହେବ
@ASHOK_DALAI_05
@ASHOK_DALAI_05 3 ай бұрын
Right 👍🏼
@Ksrs520
@Ksrs520 3 ай бұрын
👍
@sarojjenacoolboy9429
@sarojjenacoolboy9429 3 ай бұрын
Right
@somanathjena6771
@somanathjena6771 3 ай бұрын
Helpline no a6i 1967
@pilatmajhi972
@pilatmajhi972 2 ай бұрын
ସିଦ୍ଧାନ୍ତ ସାର୍ ଆପଣ ଗରିବ ଲୋକ ମାନଙ୍କ ପାଇଁ ବହୁତ୍ ଭଲ କଥା କହିଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@Chittaranjan.143
@Chittaranjan.143 3 ай бұрын
ବହୁତ ସୁନ୍ଦର ପ୍ରଶ୍ନ ପଚାରିଛନ୍ତି ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🎉🎉🎉
@Devbhai7878
@Devbhai7878 3 ай бұрын
ବହୁତ୍ ଖୁସି ଲାଗିଲା ସିଦ୍ଧାନ୍ତ sir ଙ୍କ katha
@pradeepkumarjena4162
@pradeepkumarjena4162 3 ай бұрын
ସାରେ ଏକଥା ଟି ସତ କଥା କହିଛନ୍ତି ଆମର ବି ଏହିପରି ଘଟିଛି ଏହାର ତଦନ୍ତ କରାଗଲେ ଭଲ ହୁଅନ୍ତୁା
@dillipdhal1
@dillipdhal1 2 ай бұрын
ସିଦ୍ଧାନ୍ତ ମହାପାତ୍ର ଭାଇ ଆଜି ଆପଣ ପ୍ରମାଣ କରିଦେଲେ ଫିଲ୍ମ ରେ ହିରୋ ଏବଂ assembly ଗୃହରେ ମଧ୍ୟ ହିରୋ l
@rasevasethy7587
@rasevasethy7587 3 ай бұрын
ସିଦ୍ଧାନ୍ତ ମହାପାତ୍ର ଯେଉଁ ପ୍ରଶ୍ନ ପଚାରିଲେ ତାହା ସରକାର ତୁରନ୍ତ କାଯ୍ୟ କରନ୍ତୁ
@Rkm12379
@Rkm12379 3 ай бұрын
ସିଦ୍ଧାନ୍ତ ସାର ଭଲ କହୁଛନ୍ତି... ଏପରି କରାଯାଉ
@Prem-bz3tr
@Prem-bz3tr 3 ай бұрын
ଯିଏ ନୁଆ ବାହା ହୋଇଛି ତାର ବି ପରିବାର ହେଲା ତାକୁ ରାସନ କାର୍ଡ କେବେ ଦେବ
@AshudanceryoutubeChannel
@AshudanceryoutubeChannel 3 ай бұрын
ବହୁତ ସୁନ୍ଦର ଅଭିପ୍ରାୟ ଆପଣଙ୍କୁ ଭଗବାନ ଭଲରେ ରଖିଥାନ୍ତୁ
@MadhabMadri
@MadhabMadri 3 ай бұрын
ସିଦ୍ଧାନ୍ତ ମହାପାତ୍ର ଙ୍କୁ ଧନ୍ୟବାଦ୍
@mahaveercreation8587
@mahaveercreation8587 2 ай бұрын
ସିଦ୍ଧାନ୍ତ ସାର ବୋଧେ ଆପଣ ଭଲ ଭାବେ ଜାଣି ନାହାନ୍ତି biomatric ନଦେଲେ ରାସନ ଉଠେଇ ହୁଏନି ଆଉ ଦ୍ୱିତୀୟ କଥା ହେଲା login id and password ଯୋଗାଣ ସହାୟକ ପାଖେ ରୁହେନି ତାହା ବ୍ଲକ deo aau mi ପାଖେ ରୁହେ ତୃତୀୟ କଥା ହେଲା ଆପଣ ମାସିକ 8000 ପାରିଶ୍ରମିକରେ ଆପଣଙ୍କ ପରିବାର ପ୍ରତି ପୋଷଣ କରିପାରିବେ ତ ଏହା ପ୍ରତି ବି ଦୃଷ୍ଟି ଦିଅନ୍ତୁ
@narottammallik2660
@narottammallik2660 3 ай бұрын
ଏକ୍ ଦାମ୍ ସତକଥା ଟିଏ କହିଛନ୍ତି sir। ଆଉ ସେଇ 3 ମାସ ରେ ଚାଉଳ diller black କରୁଛି ଏବଂ ବଜାରରେ ଅଧିକ ଦାମ୍ ରେ ବିକ୍ରି କରୁଛନ୍ତି।
@AkashNayak-dv4yx
@AkashNayak-dv4yx 3 ай бұрын
Right
@sudhirghadai6503
@sudhirghadai6503 3 ай бұрын
Right 👍 100%
@bijaykumarnayak1028
@bijaykumarnayak1028 3 ай бұрын
ସୁନ୍ଦର ପ୍ରଶ୍ନ ସାର
@GopalkrushnapandaGopalkrushnap
@GopalkrushnapandaGopalkrushnap Ай бұрын
ସାର୍ ଆପଣ ସୁନ୍ଦର କଥା ଲେଖି ଜଣାଇଛନ୍ତି । ଏଣୁ ମୋର ବିନିତ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଆଯାଉ ।।
@AlokMishra-w3e
@AlokMishra-w3e 3 ай бұрын
50% ରୁ 78% ଥିବା ଭିନ୍ନକ୍ଷମ । 60 ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ। ଜୟ ଜଗନ୍ନାଥ ଜୟ ଓଡ଼ିଶା ସରକାର ❤
@Bhumi___0101
@Bhumi___0101 3 ай бұрын
Semane paa 3500 paibe
@jamesrinku1995
@jamesrinku1995 2 ай бұрын
​@@Bhumi___0101samaste nuha 80years ru above mane hin paibe Janina bodhe
@Jotrimay
@Jotrimay 3 ай бұрын
ଆପଣ ଠିକି କଥା କହିଛନ୍ତି 🙏🙏କିଛି ଦିଲ୍ଲର ଗରିବ ଲୋକ ଙ୍କୁ ଚାଉଳ ବିଷୟ ରେ ପଚାରି ଲେ ବହୁତ ଦୁର ବେବହାର କରୁଛନ୍ତି 😭😭ଦୟାକରି ବିଚାର କୁ ନିଅନ୍ତୁ ସାର
@DactorKing-ez5uh
@DactorKing-ez5uh 3 ай бұрын
ସିଦ୍ଧାନ୍ତ sir ରଙ୍କୁ ବହୁତ ବହୁତ ଧନ୍ୟ ବାଦ
@SabitaNaik-hr1nd
@SabitaNaik-hr1nd 2 ай бұрын
Thank you sir
@ଅଭୟ
@ଅଭୟ 3 ай бұрын
ଯୋଗାଣ ସହାୟକ ମାନଙ୍କ ବିରୋଧରେ କାର୍ଯ୍ୟ ଅନୁଷ୍ଠାନ ନିଅନ୍ତୁ ବହୁତ ଜାଗାରେ ଏମିତି ହେଉଛି
@rajeshneora8133
@rajeshneora8133 3 ай бұрын
ସମସ୍ତ ଯୋଗାଣ ସହାୟକଙ୍କ ଭୁଲ ନାହିଁ ଆଜ୍ଞା ,କିଛି ଜାଗାରେ ହେଉଥିବ, କାରଣ ଯୋଗାଣ ସହାୟକଙ୍କୁ Deo id ଦିୟନ୍ତି ନାହିଁ । ବ୍ଲକ୍ ଅଫିସ୍ ରେ DEO ଯିଏ ଅଛନ୍ତି , ସେମାନେ ରଖି କାମ କରୁଛନ୍ତି ।।
@bisubehera6582
@bisubehera6582 3 ай бұрын
Good decision भाई ❤
@imshree99
@imshree99 3 ай бұрын
ଏ ହେଉଛନ୍ତି ସେହି ମାନ୍ୟବର ଯାହାଙ୍କୁ ବ୍ରହ୍ମପୁର ବାସୀ ୧୦ ବର୍ଷ ଧରି ସାଂସଦ ଭାବରେ ନିର୍ବାଚିତ କରିଥିଲେ। ସବୁଠାରୁ ବଡ଼ କଥା ଏହା ଯେ ସେତେବେଳର କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ପରାଜିତ କରି ଏହି ସିଦ୍ଧାନ୍ତ ବାବୁ ଲୋକସଭା ନିର୍ବାଚନ ଜିତିଥିଲେ। କିନ୍ତୁ ଦୁଃଖର କଥା ଯେ ସଂସଦରେ ଚୁପ୍ ଚାପ୍ ବସି ୧୦ ବର୍ଷ କାଟିଦେଲେ। ଆଉ ବିଜେଡ଼ି ୨୦୧୯ ନିର୍ବାଚନରେ ତାଙ୍କୁ କାଟିଦେଲା। ଆଉ ଆଜି ସେ ଭାରତୀୟ ଜୁମଲା ପାର୍ଟିରେ ଯୋଗ କରି ପ୍ରଶ୍ନ କରୁଛନ୍ତି ସେହି ପାର୍ଟି କୁ ଯେଉଁ ପାର୍ଟିରେ ସେ ଦିନେ ସାଂସଦ ଥିଲେ। 😂😂 ବାଃ 👏
@biswaranjanbehera7692
@biswaranjanbehera7692 3 ай бұрын
Nija mind ku change kara past ku dhari basile present kebe change hebani bujhila , sidhanth jaha questions utheichi 💯 thik , sata ku support kariba sikhaa
@ranjanpanigrahi5334
@ranjanpanigrahi5334 3 ай бұрын
Imshree 99 Tu dekh bjd re thila muha khuli paru nathila but BJP ku aasi muha khulila prasna pacharila a heuchi BJP takat . Bartaman BJP sarkar achi se BJP ku kahila naki ta bjd ku. BJP samsti nku kahibar sujag diye a Tu manilu 😅😅😅
@gayan134
@gayan134 3 ай бұрын
Tume andha bishwasi loka, tumaku bujhei kichhi labha nahin
@Skstarvlog3735
@Skstarvlog3735 3 ай бұрын
Bjd re sabu tamil pada chata thile pramila bisoyi evali thila jie kichhi janini.hele bjp re samaste pachariparibe anaser neiparibe.bjd nuhn je tamil sasan kariba
@abhisekhota1994
@abhisekhota1994 3 ай бұрын
Jaha bujhucha bujha sidhhant sir nka mindset samasta nka thu different & tanka knowledge....jie jaha bujhila sethire kichi jae ase Nahni 👍
@kmanibabu3170
@kmanibabu3170 3 ай бұрын
ଯୋଗାଣ ସହାୟକ ମାନେ ପୋର୍ଟାଲ ଖୋଲି ପାରିବେ ନାହିଁ luser ID password BDOଙ୍କ ପାଖରେ ରହେ l
@Dhansingh-netam
@Dhansingh-netam 3 ай бұрын
ଆପଣ ଠିକ୍ କଥା କହୁଛନ୍ତି ସିଦ୍ଧାନ୍ତ ସାର୍ ଧନ୍ୟବାଦ
@binayjena7783
@binayjena7783 3 ай бұрын
Muna bhai. Is great.
@EkadasiaaGanda
@EkadasiaaGanda Ай бұрын
ବହୁତ ଭହୁତ ଧନ୍ୟବାଦ ଶିନ୍ଧାନ୍ତ ସାର ରାସନ କାର୍ଡ ବିଷୟରେ କହିଥିବାରୁ 🙏
@trilochannayak1468
@trilochannayak1468 3 ай бұрын
Thank you Sir ❤❤❤
@SPINFOTAINMENT
@SPINFOTAINMENT 3 ай бұрын
Appreciable question and suggestion by honourable MLA Mr Sidhant Mohapatra 👍👍
@shibasisbhatta1978
@shibasisbhatta1978 3 ай бұрын
MP nuhe re MLA😂😂
@SPINFOTAINMENT
@SPINFOTAINMENT 3 ай бұрын
@@shibasisbhatta1978 👍 Thanku agaru mp thile na sethipain heijauchi au
@SPINFOTAINMENT
@SPINFOTAINMENT 3 ай бұрын
@@shibasisbhatta1978kaha bisayare na janiki kahaku tu ta karibata kn apananka bhadrami ki
@ALOKSAHU-wi4de
@ALOKSAHU-wi4de 3 ай бұрын
Right
@madhusudanbehera1677
@madhusudanbehera1677 3 ай бұрын
That's the reason he is king of Odisha❤❤❤
@kumarurma3297
@kumarurma3297 3 ай бұрын
Greet Sir❤
@mrbikash4306
@mrbikash4306 Ай бұрын
This is absolutely true in aur area's rayagada
@MrutyunjayBehera-yx5rs
@MrutyunjayBehera-yx5rs 2 ай бұрын
Thank s sir
@puspanjali221
@puspanjali221 Ай бұрын
ଆପଣ ଠିକ୍ କହିଛନ୍ତି ବାହା ହେଇଥିବା ଝିଅ ମାନଙ୍କୁ ନୂଆ ରାସନ ମିଲୁ ଧନ୍ୟବାଦ୍ ସିଦ୍ଧାନ୍ତ ସାର୍ ଆପଣ ଆମ କଥା ଚିନ୍ତା କରୁଥିବାରୁ🙏
@KumarSangrSagar
@KumarSangrSagar Ай бұрын
Thank you sir ❤❤❤❤
@PranatiBarik-q2i
@PranatiBarik-q2i Ай бұрын
Thanks
@atulbiswaranjandas8905
@atulbiswaranjandas8905 3 ай бұрын
Side ରେ କାମାକ୍ଷାନଗର ବିଧାୟକ କଣ କରୁଛନ୍ତି 😂😂 ମୁଣ୍ଡ ବାଳ ଶାଇଜ୍ କରୁଛନ୍ତି
@jayanthisahoo323
@jayanthisahoo323 Ай бұрын
Jay Jagannath Good big bro love you Continue
@ParsuramMirdha
@ParsuramMirdha 2 ай бұрын
❤❤❤ thank
@KalicharanMunda-i5e
@KalicharanMunda-i5e 2 ай бұрын
Thankyou
@SandeshTech-ni3zp
@SandeshTech-ni3zp 3 ай бұрын
ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ?
@anilkumardas1008
@anilkumardas1008 3 ай бұрын
Jugau No
@RanjitaPangi-k8x
@RanjitaPangi-k8x Ай бұрын
Thank you bhai
@droupadisabar9738
@droupadisabar9738 2 ай бұрын
Dhanyvad sar
@sunilgouda2225
@sunilgouda2225 3 ай бұрын
Good
@feihkd45
@feihkd45 3 ай бұрын
ସୁପର
@hariharrout3091
@hariharrout3091 3 ай бұрын
Thanks sir
@cartoon14160
@cartoon14160 3 ай бұрын
ସମସ୍ତ ରାସନ କାର୍ଡ ଧାରି ମିଳୁଥିବା ଚାଉଳ ଖାଉ ନାହାନ୍ତି କିନ୍ତୁ ଚାଉଳ କେବେ ଦିଆହବ ଅପେକ୍ଷାରେ ଥାନ୍ତି......ପାଖା ପାଖି 30% ଥିବେ ଦୋକାନ ରେ ବିକ୍ରି କରିଥାନ୍ତି। ସେମିତି ପୁୁରୁୁଷଭତାଧାରି ଭତା ପାଇଲାପରେ ମଦ ପିଇଥାନ୍ତି
@DulariTudu-mj1rk
@DulariTudu-mj1rk Ай бұрын
Nyc sir❤❤❤
@manineedalai1374
@manineedalai1374 3 ай бұрын
Thank u 🙏
@KushaAmanatya-eu5pp
@KushaAmanatya-eu5pp 2 ай бұрын
Sidhant sir aponn tik kohile thankyou sir
@anandapurmptyssepd4833
@anandapurmptyssepd4833 2 ай бұрын
Right answer 🙏💐🙏
@dillipkumarbehera9607
@dillipkumarbehera9607 3 ай бұрын
ନାୟକ 🙏
@bijaymohanty2386
@bijaymohanty2386 3 ай бұрын
Thanks.
@ParsuramMirdha
@ParsuramMirdha 2 ай бұрын
Yes sir
@somanathmohanty373
@somanathmohanty373 Ай бұрын
Absolutely correct 💯
@DebendraDas-gi1th
@DebendraDas-gi1th 3 ай бұрын
Good job bhai
@manunaik8954
@manunaik8954 Ай бұрын
ଧନ୍ୟବାଦ ❤❤ ସିଦ୍ଧାନ୍ତ ସାର୍
@ajayasahu4728
@ajayasahu4728 3 ай бұрын
Jay Jagannath Jay BJD Jay Naveen Pattnaik sir love u all people Sindhant sir love
@BbsrUser
@BbsrUser 3 ай бұрын
@rajdash6219
@rajdash6219 2 ай бұрын
Write sir
@bapunbebarta4129
@bapunbebarta4129 2 ай бұрын
Very good sir
@rajdash6219
@rajdash6219 2 ай бұрын
Good question sir
@rudrapratapnayak-tq5sy
@rudrapratapnayak-tq5sy 3 ай бұрын
Bhala prashna pacharithibaru dhanyabad
@SpNayak-jx7jv
@SpNayak-jx7jv 2 ай бұрын
🙏🙌🙇👏you are great sir 😊
@satrughnanaik4987
@satrughnanaik4987 Ай бұрын
❤❤❤❤God bless you Siddhant Sir❤❤❤❤❤
@SabitaHota-l5o
@SabitaHota-l5o 3 ай бұрын
Good decision
@debasismohapatra8734
@debasismohapatra8734 3 ай бұрын
Great
@Munamalik-il7lz
@Munamalik-il7lz 2 ай бұрын
Very good 👍👍
@HinaBehera-e2p
@HinaBehera-e2p Ай бұрын
Perfect sir
@laxmidharbehera7323
@laxmidharbehera7323 3 ай бұрын
Good Disecson Sir..,,👍
@Asishpadhiasishpadhi
@Asishpadhiasishpadhi 3 ай бұрын
Thank you Sidharth Bhai
@Srimantabiswal-wf7yr
@Srimantabiswal-wf7yr 3 ай бұрын
Right sir
@munanayak4399
@munanayak4399 Ай бұрын
Mo bhai
@kunas9475
@kunas9475 Ай бұрын
You are right answer sir love you sir
@NilamaniDigal-il8yx
@NilamaniDigal-il8yx 3 ай бұрын
Bahut bhal katha agya
@mithunbag7810
@mithunbag7810 2 ай бұрын
Absultly right❤
@PrasantaSethy-oo4km
@PrasantaSethy-oo4km Ай бұрын
Right sar
@ajughadei928
@ajughadei928 Ай бұрын
ଅସେଷ୍ ଅସେଷ୍ ଧନ୍ୟବାଦ ସାର୍
@parbatiswain179
@parbatiswain179 2 ай бұрын
You are right bro
@NAMITAKUMARIPATRA
@NAMITAKUMARIPATRA 2 ай бұрын
Right 👍
@Khamania02
@Khamania02 3 ай бұрын
ଧନ୍ୟବାଦ୍ ଜଣାଉଛୁ ସାର୍..😊🚩🙏🙏
@NareshChandrasamal-sr8ey
@NareshChandrasamal-sr8ey 3 ай бұрын
Thank you sidhant sir
@RG_Mithun
@RG_Mithun 28 күн бұрын
ଗୋଟିଏ ପରିବାର ରେ ୫ଜଣ ଥିଲେ କେବଳ ୨ଜଣଙ୍କୁ ହିଁ ଚାଉଳ ମିଳୁଛି, ଅନ୍ୟ ମାନଙ୍କ ନାଆଁ ଯୋଡୁନାହାନ୍ତି।
@manasnayak750
@manasnayak750 3 ай бұрын
Nice
@umakantatandi4187
@umakantatandi4187 3 ай бұрын
Bhala katha kahila
@dubrajdeep5222
@dubrajdeep5222 Ай бұрын
Think
@BapunSamal-me3dv
@BapunSamal-me3dv Ай бұрын
ଧନ୍ୟବାଦ ❤❤❤❤❤❤❤❤😂😂😂😂😂😂 କରାଜାଉ ସାର୍
@nandajageranga3901
@nandajageranga3901 3 ай бұрын
❤❤❤❤❤🎉
@abdulrazik5986
@abdulrazik5986 3 ай бұрын
Right coaching sr
@UpendraPradhani-qt9yw
@UpendraPradhani-qt9yw 2 ай бұрын
❤❤❤❤
@LaxmiMallick-u3w
@LaxmiMallick-u3w Ай бұрын
Thank you siddhant sir
@himanshusekhar7918
@himanshusekhar7918 3 ай бұрын
❤ Sir 🎉
@Bullet-Works
@Bullet-Works 2 ай бұрын
👌👌👍👍❤️❤️
@sushantapujhari634
@sushantapujhari634 3 ай бұрын
Super sir
@KrushnachandraBarik-j8r
@KrushnachandraBarik-j8r Ай бұрын
ଭଲ ପ୍ରଶୁ ପଚାରି ଥବାରୁ ଧନଖବାଦ ସାର
@Munamalik-il7lz
@Munamalik-il7lz 2 ай бұрын
❤❤
@Bs_creations_143
@Bs_creations_143 2 ай бұрын
ଏମିତି ଗରିବ ଲୋକ ମାନଙ୍କ ପାଇଁ କିଛି ଭଲ କାମ କରନ୍ତୁ ଆଗମୀ ଇଲେକ୍ସନ ରେ ଭି ଆପଣଙ୍କ ପାର୍ଟି ଆସିବ
这是自救的好办法 #路飞#海贼王
00:43
路飞与唐舞桐
Рет қаралды 92 МЛН
Jibana Do Chhakire Ashara Alok Ep 422   27 JULY 2024
44:26
Kalikesh Singh Deo criticized the BJP government in the House
10:31
这是自救的好办法 #路飞#海贼王
00:43
路飞与唐舞桐
Рет қаралды 92 МЛН