The MLA of cuttack sadar says wrong English in baliyatra stage .

  Рет қаралды 95,866

Sunstar TV

Sunstar TV

Күн бұрын

Пікірлер
@onlineeducation971
@onlineeducation971 Ай бұрын
ଲୋକଙ୍କ ଆଗରେ English କହିବାର ଏକ ନିଆରା ପ୍ରୟାସ.. ଧନ୍ୟ ହୋ ତମ ଓଡ଼ିଆ ଅସ୍ମିତା
@SG_Social007
@SG_Social007 Ай бұрын
ପାଗଳ ବିଧାୟକ । 😂😂 ନିଜ ହାତେ ନିଜକୁ ଧ୍ଵଂସ କରିଦେବା କଣ ଦରକାର ଥିଲା !!
@shaiknasir884
@shaiknasir884 Ай бұрын
Amo Odisha re kemiti samaya polei asila 😢
@shaiknasir884
@shaiknasir884 Ай бұрын
English ka maa behen udadiye 😂
@bikashranjanmahapatra856
@bikashranjanmahapatra856 Ай бұрын
Ame ba select karche.se thik achhi ame Mane pagal😂😂
@mohantysatyabrata75
@mohantysatyabrata75 Ай бұрын
Sala loka b sodhileni
@MAJAMASTI24hours
@MAJAMASTI24hours Ай бұрын
ଯଦି english ରେ କହିନପାରିବ ଓଡ଼ିଆ ରେ କହିଲେ ଅସୁବିଧା କଣ
@CodingMentor-sw3ss
@CodingMentor-sw3ss 29 күн бұрын
Odia ku chhota bhabu6ani
@ak6680
@ak6680 5 сағат бұрын
Bhai se odia bi kahi parantuni 😂😂😂
@sadanandasahoo3707
@sadanandasahoo3707 Ай бұрын
ଭୋଟର ମାନେ ଗର୍ବ କରନ୍ତୁ। ଆମ ପ୍ରତିନିଧି ଙ୍କ ଭାଷଣ ପାଇଁ, ଓଡିଶା ବିଦେଶରେ ପରିଚିତ ହେବ
@samirbehera4466
@samirbehera4466 Ай бұрын
Sie puni cuttack sadar bidhayak katakia loka mane bahut badhia pratinidhi bachhi chhanti........
@SubasiniJena-ri4hf
@SubasiniJena-ri4hf Ай бұрын
ଓଡ଼ିଆ ଅସ୍ମିତା ନାମରେ ଇଂରାଜୀ ଭାଷାର ସାମୁହିକ ବଳାତ୍କାର କରିଦେଲା ସେଠୀ ପୁଅ। Mind blowing 😁😁😁😎😎😎
@Rakeshsingh-bn3zz
@Rakeshsingh-bn3zz Ай бұрын
Right 😂😂
@sandeepkumarnayak5600
@sandeepkumarnayak5600 Ай бұрын
😂😂😂😂
@satyasankar1
@satyasankar1 Ай бұрын
ଆପଣଙ୍କ କି comment ରେ ବାବା, ମନ ଖୁସି ହୋଇଗଲା। ଶଳା ଟାକୁ ଖାଲି ମଞ୍ଚରୁ ଟେକି ବାଡେଇବା କଥା, ଏହିପରି English ଭାଷାର ବଳାତ୍କାର ପାଇଁ।
@radhamadhav230
@radhamadhav230 Ай бұрын
😂😂😂
@ManoranjanP2023
@ManoranjanP2023 3 күн бұрын
English sasmita😂
@Bilbul-z7m
@Bilbul-z7m Ай бұрын
Confidence level ...infinity 😂😂😂
@tapasranjan7713
@tapasranjan7713 Ай бұрын
Right....what a confidence ...😂😂😂😂😂😂😂😂😂😂
@NNCreation988
@NNCreation988 Ай бұрын
English ଯଦି ନ ଆସୁଛି କାହିଁକି କହୁଛ ଟିକେ ଲାଜ ଲାଗୁନି... ଛି ଛି... ଇଏ ଆମ ଓଡିଶା ଆଉ ଆମ ଇଏ ନେତା... ଏମିତିକା ଲୋକଙ୍କୁ ଆମେ ହିଁ ବାଛୁଛେ... 🥹🥹
@satyaswarupnayak4381
@satyaswarupnayak4381 Ай бұрын
E bhalia English suniki england loka bi odia re sodhuthibe 😂😂😂😂😂
@mr-NicK200
@mr-NicK200 Ай бұрын
😂😂😂😂
@sonalikhuntia8261
@sonalikhuntia8261 Ай бұрын
😝😝😝😝
@Tm4Rajvlog
@Tm4Rajvlog Ай бұрын
😂😂😂😂😂
@PS-fz2br
@PS-fz2br Ай бұрын
😂😂😂
@hembrambidya0
@hembrambidya0 Ай бұрын
😂😂😂
@aeisuryaprasadbeura2016
@aeisuryaprasadbeura2016 Ай бұрын
ତୋ ବୋପ କାଳେ କିଏ ଇଂଲିଶ କହିଥିଲା
@Laxmi-lu7jc6rb8q
@Laxmi-lu7jc6rb8q Ай бұрын
ଇଂରାଜୀ ରେ ନ କହି ଆମ ମାତୃଭାଷା ରେ କହିଥିଲେ କଣ ଅସୁବିଧା ହେଇଥାନ୍ତା ରେ। ନାରଣ 😢😢
@samirbehera4466
@samirbehera4466 Ай бұрын
ହଁ ଅ ସିଏ ଗୋଟେ ଏମଏଲଏ ଇଜ୍ଜତ୍ ଚାଲିଯିବନି........
@NabaghanaBehera-m8z
@NabaghanaBehera-m8z Ай бұрын
ସେ ଫ୍ରାନ୍ସିସି ରେ କୋହୁ ଛି ବେ😂😂😢😢
@Hhhg-y3x
@Hhhg-y3x Ай бұрын
ଏତେ ଦିନ ପରେ ଓଡ଼ିଶାବାସୀ english କହିବା ଟିକେ ଶିଖିଲେ 😂😂😂
@prahallladsahoo4235
@prahallladsahoo4235 Ай бұрын
😅😅
@manojkumartiria6598
@manojkumartiria6598 Ай бұрын
😂😂😂😂
@swagatikasahoo2568
@swagatikasahoo2568 Ай бұрын
😂😂😂😂
@pinkydakua2374
@pinkydakua2374 Ай бұрын
Hey bhagwan 🤣🤣🤣🤣
@DactorKing-ez5uh
@DactorKing-ez5uh 10 сағат бұрын
😂😂😂
@niharranjandash8869
@niharranjandash8869 Ай бұрын
ଲଜ୍ୟା ନାହିଁ ଆମ ବିଜେପି ର ନେତା, ନେତ୍ରୀ ଙ୍କୁ world ରେ ସବୁଠୁ ଜଡ଼ା ପଢେ ଲେଖା ବୋଲି ହୁରି ପକାଉ ଛନ୍ତି. ଲଜ୍ୟା nahi
@kumartapas6020
@kumartapas6020 Ай бұрын
Spoken English class in 7days 😂😂😂. Course complete
@MRP_Akshaya_Education_channel
@MRP_Akshaya_Education_channel Ай бұрын
Nice comment 😂😂😂😂
@prittamkumarbarik5368
@prittamkumarbarik5368 Ай бұрын
Bhai etiki confidence rahiba darkar .... English kahila bele 😂😂😂😂😂sala eita onglish
@debasmitabhuyan5808
@debasmitabhuyan5808 Ай бұрын
😂✅✅✅
@SubhashreeMohapatra-n1t
@SubhashreeMohapatra-n1t Ай бұрын
Mu au dekhi pari bini RIP english😂😂😂
@subashsamal3730
@subashsamal3730 Ай бұрын
ତୁମ ଚୌଦ ପୁରୁଷ ରେ କେହି English language କହିଥିଲା ମହା ମୂରୁଖ ବିଧାୟକ ବିଜେପି ର
@rinkusanjeeb
@rinkusanjeeb Ай бұрын
Dhana bila khas khasa Katha bhuli galu ki re
@pashupati55
@pashupati55 Ай бұрын
ଜୀବନ ରେ ଏତିକି Confidence ମୋର ଦରକାର😂😂
@gyanbhandar3852
@gyanbhandar3852 Ай бұрын
Sata Bhai, mor bi darkar.
@madhusmitapatra2266
@madhusmitapatra2266 26 күн бұрын
Jaha kahila Bhai. Unable or honourable.😂😂😂😂
@ranjeetabehera5775
@ranjeetabehera5775 6 күн бұрын
Unable ji honourable sir janinahanti
@souravmahapatra
@souravmahapatra Ай бұрын
ହସେଇ ପାରୁଛନ୍ତି ସେଇଟା ମୂଲ୍ୟବାନ 😂😢
@PradeepkumarBhanja-u4l
@PradeepkumarBhanja-u4l Ай бұрын
ଅଳପ ବିଦ୍ୟା ଭୟଙ୍କର 😢😢😢😢
@shaiknasir884
@shaiknasir884 Ай бұрын
Hahahha
@Arunvlog-l7n
@Arunvlog-l7n Ай бұрын
Kn Kariba bhai aji kali jemiti helani
@sisirkumardas7501
@sisirkumardas7501 Ай бұрын
ଅତି ଭୟଙ୍କର 😂😂
@rkjworld1425
@rkjworld1425 Ай бұрын
ବହୁତ୍ ବଢ଼ିଆ ସେଠୀ ଭାଇ। English କୁ ବଳାତ୍କାର କରି ଦିଅ। ଓଡ଼ିଆ ହେଇ English କହି ନ ଜାଣିବା ଗର୍ବ ର କଥା କିନ୍ତୁ ଓଡ଼ିଆ କହି ନ ପରିବା ଦୁଃଖ ର କଥା
@manojkumartiria6598
@manojkumartiria6598 Ай бұрын
Right...
@dipakpattajoshi1780
@dipakpattajoshi1780 Ай бұрын
Honourable ❌ Unable ✅
@anilbihari2120
@anilbihari2120 27 күн бұрын
😂😂
@manojdalua1428
@manojdalua1428 Ай бұрын
ପୁରା ଇଂଲଣ୍ଡ ଭଳିଆ ଲାଗୁଛି
@satyaswarupnayak4381
@satyaswarupnayak4381 Ай бұрын
ଇଂ ଟା କାଟିଦେଲେ ଯାହା ସେଇ ଭଳି ଲାଗିଲା 😂😂😂😂😂
@SidhantBehera
@SidhantBehera Ай бұрын
ଏହା ହେଉ ଛି ଦେଶ ର ଶିକ୍ଷା ବ୍ୟବସ୍ଥାର ଜଳନ୍ତା ଉଦାହରଣ ଶିକ୍ଷା ମନ୍ତ୍ରୀ ଏ ବିଷୟ ରେ ବକ୍ତବ୍ୟ ପ୍ରଦାନ କଲେ ଭଳ ହୁଅନ୍ତା ଏଇଠି ମାଡ ଖାଈଗଲା ଓଡ଼ିଆ ଅସ୍ମିତା 😅
@priyabratabhoi2773
@priyabratabhoi2773 Ай бұрын
MLA election fight Kariba pain gote minimum eligibility exam rakha hau...e valia loka policy making karibe....chhi chhi
@kapilcharanmohanty9673
@kapilcharanmohanty9673 Ай бұрын
Right
@Basantajena-q8b
@Basantajena-q8b Ай бұрын
ପ୍ରକୁତରେ ଭାରତୀୟ ଯାତ୍ରା ପାର୍ଟି
@izibhubaneswarodishaproper5671
@izibhubaneswarodishaproper5671 Ай бұрын
Yes
@bcuooo....1930
@bcuooo....1930 6 күн бұрын
Exactly...he has made ...bharatiya janta party...a bharatiya jatra party..
@funijoker9038
@funijoker9038 Ай бұрын
ଆକୁ କିଏ କହିଲା ଗୋଟେ English ଭାଷା ଅଛି ବୋଲି
@shaktiprasadmahalik1177
@shaktiprasadmahalik1177 Ай бұрын
ଯାହା କୁହ, ୟାର confidence କୁ ୧୦୦ ତୋପ ସଲାମ ।ମୋର ଜୀବନରେ ଏତିକି confidence ଦରକାର ।
@dibyaranjanbehera2303
@dibyaranjanbehera2303 Ай бұрын
ଅଳ୍ପ ବିଦ୍ୟା ଭୟଙ୍କରି। ବିଧାୟକ ଯେତେ ଶୀଘ୍ର ବୁଝିଜୀବେ ତାଙ୍କ ପାଇଁ ମଙ୍ଗଳ ହେବ। ପ୍ରଥମ ପାଳି ରେ ଏତେ ଅହଂକାର କାହିଁକି । 😅😅
@aayush_clipx9
@aayush_clipx9 27 күн бұрын
BJP Or BJD? Odia + english+ commerce + local= BJP
@sibaprasadmishra2123
@sibaprasadmishra2123 Ай бұрын
Plz get admission in English medium school ଲଜ୍ଜ୍ୟା ନାହିଁ
@akb2010
@akb2010 Ай бұрын
ଓଡ଼ିଆ ରେ କହିଲେ ଗାଉଁଲିଆ ଲାଗିବେ ପରା ସେଥିପାଇଁ ଆମେ ଓଡିଶା ରେ ଥାଇ english ଆଉ hindi ଚୋବେଇଲେ ଆମେ smart ଲାଗିବା❤❤❤❤.....ସେଥିପାଇଁ ଆମ ଓଡ଼ିଶା ପଛେଇ ଯାଉଛି😢😢😢
@ghjjkg
@ghjjkg Ай бұрын
ଦର୍ଶକ ମାନ ଙ୍କୁ ମାନିବାକୁ ପଡିବ ହସ କୁ control କରିକି ଆଁ କରିକି ଅନେଇଛନ୍ତି 🤣
@aldrefresh2792
@aldrefresh2792 Ай бұрын
What a english sir...Who made you MLA from the different different countries 😂😂😂
@krushnadeepsonu3552
@krushnadeepsonu3552 Ай бұрын
Rofl😂😂😂
@radhamadhav230
@radhamadhav230 Ай бұрын
😂😂
@susantabehera3859
@susantabehera3859 Ай бұрын
Fantastic , outstanding , fabulous, wonderful , beautiful , mind blowing , miracle, speech less , kya Baat hai Super se Bhi upar .
@JJJENA-
@JJJENA- Ай бұрын
ଆଁ........ଏଁ...... Sooo.... And...... Its....... Odisha... ଏଁ.....and...... ଏଇତ ଏତିକି english auuu........ ଆରେ ଓଡ଼ିଆ ରେ କହି ନିଜ ସହର କୁ ଉପସ୍ଥାପନା କଲ ନାହିଁ କାହିଁକି? ଯଦି କହିବାକୁ ଖରାପ ଲାଗୁଥିଲା ଯାହାକୁ ଇଂରାଜୀ ଆସୁଥିଲା ତାକୁ ଉପସ୍ଥାପନା କରିବାକୁ ଦେଲନି... ଇଏ କେଉଁ ଘାଣ୍ଟ ତରକାରୀ ଇଂରାଜୀ.... 🙄🙄🙄
@uditnarayanofficial4872
@uditnarayanofficial4872 Ай бұрын
ଭାଇ ଇଂଜିଶ ର ମା ଭଉଣୀ ଏକ କରିଦେଲ ଭାଇ ନ କହିପାରିବ ଯଦି ଓଡ଼ିଆ ରେ କୁହ ଓଡ଼ିଆ ରେ କହିବା କିଛି ଖରାପ ନୁହଁ ଆମେ ଓଡ଼ିଆ ସବୁଟୂ ବଢିଆ ଆଜି ବହୁତ ହସେଇଦେଲ MLA ବାବୁ 😂
@umakantabehera1925
@umakantabehera1925 Ай бұрын
Tu eka Eng sikichuki.odia asmita kuade gala
@arunakumarmallik8761
@arunakumarmallik8761 Ай бұрын
Bhala lagila actually 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@shubhasmitabhuyan4917
@shubhasmitabhuyan4917 Ай бұрын
Life me itna confidence hona chahiye😂
@santoshkumarprusty3220
@santoshkumarprusty3220 Ай бұрын
Just admitted in spoken English course
@deepakdas1073
@deepakdas1073 Ай бұрын
Mera himmat toh dekho, maine pura video dekh liya she.... 😅
@sarojodiavlogschannel2052
@sarojodiavlogschannel2052 Ай бұрын
ଏହାକୁ କୁହନ୍ତି ଓଡ଼ିଆ ଅସ୍ମିତା ?
@Satyameba_Jayate
@Satyameba_Jayate Ай бұрын
100%
@sunilkumar-pq6bz
@sunilkumar-pq6bz Ай бұрын
English ର ମା ଭଉଣୀ କରିଦେଲାରେ😂😂😂
@PramodkuBasantara
@PramodkuBasantara Ай бұрын
ଯାହା ହେଉ ଇଂରାଜୀ କହିବାକୁ ପ୍ରୟାସ କରିଛନ୍ତି। ଚଳିବ। ଭଲ ଭାଷଣ, ବୁଝିଲେ ହେଲା । ବୁଝି ହେଉଛି। ଇଂରାଜୀ କହିବା ଆସ୍ତେ ଆସ୍ତେ ଶିଖିଯିବେ। କଥା ର ମର୍ମ ଜଣାପଡୁଛି।
@pramilapati3181
@pramilapati3181 Ай бұрын
Hmm but kichhi loka odia asmita kahi comment pass karuchhanti . Spoken english re ate grammatical mistakes dhara jaeni . He just tried . I think he is not acquainted with odia perfectly .
@abinashpati4681
@abinashpati4681 Ай бұрын
Ete sundar english agaru kebe bi suni nathili😢
@dineshmohanty182
@dineshmohanty182 Ай бұрын
ଯଦି ଏ ବିଧାୟକ ଠିକ୍ ସେ ଇଂଲିଶ ରେ ଭାଷଣ ଦେଇପରୁନାହି, ତାହାଲେ ନବୀନ ପଟ୍ଟନାୟକ ହେଇଥିଲେ ଓଡ଼ିଆ ରେ କେମିତି ଭାଷଣ ଦେଇଥାନ୍ତା। ସେମିତି ହେଲେ ମୁଁ ଭି କହିବି ନବୀନ ପଟ୍ଟନାୟକ ୧୦୦ ଜନ୍ମ ରେ ଭି ଠିକ୍ ସେ ଓଡିଆ ରେ ଭାଷଣ ଦେଇ ପାରିବ ନାହିଁ
@pintuscookingpetingandvisi2281
@pintuscookingpetingandvisi2281 Ай бұрын
ଏଇଟା ଚୋର ଟା,ଆରେ ଭାଇ ତାକୁ ଆସେନି ବୋଲି ନବିନ ଓଡ଼ିଆ kuheni ଆକୁ ଆସୁନି କହିଛି କଣ ପାଇଁ
@BidhiPriyaJena
@BidhiPriyaJena Ай бұрын
People of England are watching this 😂😂😂😂😂😂
@sudhanshupradhan2356
@sudhanshupradhan2356 Ай бұрын
ଧନ୍ୟ ତମ ଭାଷଣ
@muralidharipati3288
@muralidharipati3288 Ай бұрын
Tanka କଥାର ଅର୍ଥ ବୁଝିବାକୁ ଚେଷ୍ଟା କର ଗ୍ରାମାଟିକାଲ mistek thai pare but ଭାଷଣ ଭଲ ହେଇଚି.
@arundhaticlasses6211
@arundhaticlasses6211 Ай бұрын
han bhai...15 ta desha ra high commissioner artha bujhibaku chesta karuchhanti
@dusmantadash4305
@dusmantadash4305 Ай бұрын
ରେ ସଳା ଇଜ୍ଜତ ମହତ ଆଉ ରହିବନି😊😊 ହେଇଗଲା English ମୋର..
@SB-mo3kz
@SB-mo3kz Ай бұрын
His confidence is admirable!! And frightening at the same time! People come scb medical and it will be better for tourism! 😂
@samasti1755
@samasti1755 Ай бұрын
😂😂
@s.kmansingh5906
@s.kmansingh5906 Ай бұрын
ଏବେ ଇଂରାଜୀ ଅସ୍ମିତା ସଙ୍କଟରେ😊
@priyabratkar5014
@priyabratkar5014 Ай бұрын
Ki confidence re bhai😂😂😂😂😂
@narayanchandrapaichha5170
@narayanchandrapaichha5170 Ай бұрын
Tumoku vote deba loko ku Dhanyawad.........😅
@sanjaylima4521
@sanjaylima4521 Ай бұрын
Ya thu auhuri educated thibe semane😅
@sagarbbsr140
@sagarbbsr140 Ай бұрын
100 topa ra salam.Nursery re admission na kari direct class 10 final exam. Suniki kaana ru rakta baharuchi, scb jauchi
@rabindrarout6441
@rabindrarout6441 Ай бұрын
Good trying..... 👍
@saigunuvideos6895
@saigunuvideos6895 Ай бұрын
Pura English ku dharsan karidela.kuade gala re BJP odia asmita 😂😂😂
@sushilray4557
@sushilray4557 Ай бұрын
Passed out from Cambridge University
@BiswajitNayak-rr2yj
@BiswajitNayak-rr2yj Ай бұрын
English to be learnt to your teacher
@aswinibiswal3375
@aswinibiswal3375 Ай бұрын
ଭାଇ ତମର ହେଉନି ତମେ ଓଡ଼ିଆ କୁହ 😂😂😂
@baidyanathhansdah5691
@baidyanathhansdah5691 Ай бұрын
ମୋ English ବି ଏମିତି 😂
@nruparajsuna9262
@nruparajsuna9262 Ай бұрын
P. A ଠୁ ଲେଖାଇକି ଆଣି କି ପଢି ଥିଲେ କଣ ହୋଇନ ଥାନ୍ତା ???😂😂😂😂😂
@mithunswain1705
@mithunswain1705 Ай бұрын
ନିଜକୁ ଭାବୁଛ ନବୀନ ପଟ୍ଟନାୟକ
@ichiranjibi
@ichiranjibi Ай бұрын
Actually he has the spirit, because while delivering his speech hi is laughing.
@Uday12920
@Uday12920 Ай бұрын
After a long time I had a heartfelt laughter 😢😢😢😢😢😢
@murarimohanty
@murarimohanty 27 күн бұрын
Verygood excellent speech our M A L sir
@jajatibhanja3466
@jajatibhanja3466 Ай бұрын
Thanks for your English speaking and odiaasmita.
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ଏମାନେ କାଳେ ନିୟାମକ,,, ମାଙ୍କଡ ହାତରେ ଶାଳଗ୍ରାମ 😂🤣🤣🤣🤣
@moharanabhaiblogs
@moharanabhaiblogs Ай бұрын
Argus news wala kuade gala. Durgasish babu ki6i kuha 😂
@lipun422
@lipun422 Ай бұрын
Se ta Khali bjd ku khojile au
@silunayak6482
@silunayak6482 Ай бұрын
Bhai se argush ru paesa nele peta posiba..bujhila.
@deepakdas1073
@deepakdas1073 Ай бұрын
Mahuli mari deichi majhi sahita misiki
@satyaswarupnayak4381
@satyaswarupnayak4381 Ай бұрын
Na ma handia tk heijaichhi 😂😂😂😂😂
@Satyameba_Jayate
@Satyameba_Jayate Ай бұрын
😢😢😢
@krushnadeepsonu3552
@krushnadeepsonu3552 Ай бұрын
Bro I'm dead😂😂😂😂😂
@prabodhadwivedy1159
@prabodhadwivedy1159 Ай бұрын
Mana khusi heigala english suni,baharu asithiba guests mane b ete vala English kahi parunathive.
@pradeeppanigrahi3335
@pradeeppanigrahi3335 Ай бұрын
This is the quality of our so called politicians. ସବୁ ଅନପଢ଼ ଲୋକଙ୍କୁ ପଠେଇଲେ କ୍ୱାଲିଟି ଏୟା ହେବ.
@pramodrout5438
@pramodrout5438 Ай бұрын
He is speaking with very confidently,but he doesn't know what he is speaking about.If he had given this speech in the 80s, perhaps people would have applauded.😅😊😂
@dibyaprasadrath2786
@dibyaprasadrath2786 Ай бұрын
Geeta gaila bhali laguchi jemiti ghosiki asiki kahuchi
@abhayakumarsahoo72
@abhayakumarsahoo72 Ай бұрын
Bhai hasi hasi mo Peta pida heigalare
@krushnadeepsonu3552
@krushnadeepsonu3552 Ай бұрын
Same here lmao 🤣🤣🤣
@ManojKumar-nx7lw
@ManojKumar-nx7lw Ай бұрын
କେତେ speed କହୁଚି 😅😅😅ନିଜେ ବୁଝି ପାରୁନି 😂😂
@MsdGamingYT
@MsdGamingYT Ай бұрын
Oxford university ରେ principal ଥିଲା ବୋଧେ😅😅😅
@santoshmatha1108
@santoshmatha1108 Ай бұрын
ଲାଜ ସରମ ଧରମ କିଛି ନାହିଁ 😂
@SPTM2025
@SPTM2025 12 күн бұрын
I love you bro ❤❤❤ from my heat .. confidence is the great thing
@anantabehera687
@anantabehera687 Ай бұрын
Why u all r giving bad comments..?? He just try to express his own feeling by his speech.... It will be perfect in future... So don't give such types of comments 🙏
@rajalaxmimuduli1678
@rajalaxmimuduli1678 Ай бұрын
👌
@PoeticSoul6755
@PoeticSoul6755 Ай бұрын
Bhai nai aapana kahile se pa jane MLA Se Puni cuttack sadar ra..... atithi maananka saamna re emiti sabu kana thik? Nija anchala nija rajya ra bhasa kahile kana papa hei thanta ki ?? Aame school college university ra sadharana debate time re bhi satarka rahu bhul kichhi habaki boli.... Aame ta mirror re practice karu ..... se ta chhota pila nuhan na je emiti karibe
@manalisasahu680
@manalisasahu680 Ай бұрын
School essay katha mone pakei dela......School time re... Selection essay question re no asithile.... Jemiti..100 words re.. ... Essay lekhu.....jou essay ro bapa, maa kehi nothanti
@saismita993
@saismita993 Ай бұрын
Quota should be abolished otherwise picture of our country will be worst
@pramilapati3181
@pramilapati3181 Ай бұрын
Saburi mula re quota but kichhi loka kahibe BJP ra bhul . Odia asmita kahi comment pass karuchhanti
@rosymamunitanbikitravelkah8761
@rosymamunitanbikitravelkah8761 Ай бұрын
Kosis karne walo ka kabhi har nahi hota. Ye apna ghar jesa hi hai. Orr log ghar main hi to bedar achha kaam k kosis karte hain. Keep up Good job sir.
@sibasisdas2776
@sibasisdas2776 Ай бұрын
This is called Odiya Asmita
@goutamkandamaka
@goutamkandamaka Ай бұрын
ବୁଝୁ ନ ବୁଝୁ ମାଡ଼ି ଚାଲ।
@basudevnayak8192
@basudevnayak8192 Ай бұрын
Baya ta....
@gopalsahoo9292
@gopalsahoo9292 Ай бұрын
ହାତେ ନିଜକୁ ଧ୍ବଂସ ପାଗଳ ବିଧାୟକ । କରିଦେବା କଣ ଦରକାର ଥିଲା !!
@Tengen_uzui.003
@Tengen_uzui.003 18 күн бұрын
ନବୀନବାବୁ english କହୁଥିଲେ ବୋଲି ଏତେ ହୋ ହାଲ୍ଲା କରୁଥିଲେ, ଏବେ ଏମାନଙ୍କୁ ଇଂଲିଶ୍ ଜଣା ନାହିଁ ହେଲେ ଭୁଲ୍ ଭାଲ କରି କହିବା ଜରୁରୀ ଅଛି କି?
@culturalchronicles_od
@culturalchronicles_od Ай бұрын
ଦେହେ ମନ୍ଦାକିନୀ ରଜ ଲଗାଇ...
@dibyaprasadrath2786
@dibyaprasadrath2786 Ай бұрын
Chinese language 😂😂😂
@debasishmohanty2793
@debasishmohanty2793 Ай бұрын
Nice... Appreciating ...
@pkm1986
@pkm1986 Ай бұрын
ମୋତେ ମାରିଦେ ରେ ନାରଣ । ମୁଁ ଯେଉଁ ପାଠ ପଢିଲି, ଏଭଳି ଇଣ୍ଡୋନେସିଆନ୍ ଏଣ୍ଡ୍ ବାର୍ଲିସ୍ ଇଂରାଜୀ କାହିଁକି ନ ପଢିଲି ରେ ।ମୁଁ ବିଦେଶ ରେ କେମିତି ଚଳିବି ରେ ନାରଣ ।
@truthprevails-mm
@truthprevails-mm Ай бұрын
He is thinking in Odia and translating in English and then speaking. That's why he is speaking like this. Trust me I have seen many people who speak very bad English with such confidence. But there is no shame in it. Atleast they are trying to speak.
@kanhucharanpatra451
@kanhucharanpatra451 Ай бұрын
Level of Confidence 📈📈
@rabindrakumarmohanty9415
@rabindrakumarmohanty9415 Ай бұрын
ରାଜନୀତି କରିବାକୁ କୋୖଣସି ଶିକ୍ଷାଗତ ଯୋଗ୍ୟତା ର ଆବଶ୍ୟକତା ନାହିଁ, ତେଣୁ ଏ ‌ଇରାଜୀ ଭାଷା ଆପଣ ମାନେ ଵୁଝିଲେ ବୁଝନ୍ତୁ ନ ‌ହେଲେ ନାହିଁ,।
@archanabarik2330
@archanabarik2330 Ай бұрын
Lajya laguni tuma Ku kete muhan tumara.....chhi chhi belajya....😡 Tuma asmita ku Kan picha tale purei dela....😡
@dewatray287
@dewatray287 Ай бұрын
ମଘୀୟା କି English କହୁଛି i କିଏ କ୍ଲାସ ନବ ଇଂଲିଶ କ୍ଲାସ।😂😂😂😂
@nibeditamohanty5862
@nibeditamohanty5862 Ай бұрын
ସେ କେବଳ ନିଜ ଇଂରାଜୀ ଭାଷା ନିଜେ ବୁଝୁଥିଲେ, ସମସ୍ତଙ୍କ ଆଗରେ ନିଜର ମୂର୍ଖାମି ପଣିଆର ପରିଚୟ ଦେଉଥିଲେ।
@sanghamitramishra-l5q
@sanghamitramishra-l5q Ай бұрын
ବୋପା ମାଆ କି ଇଂଲିଶ ରେ ବାବା, କାନ କେବେ ଶୁଣି ନଥିଲା
@ManasNayak-52717
@ManasNayak-52717 27 күн бұрын
ଆମ ଓଡିଶାରେ ଓଡ଼ିଆରେ ଭାଷଣଦେ ତୋର ଜଉ ଇଗୀଲିଃସି ଶୁଣି ହଁଷ ଲାଗୁଚି 😂😂
@manosmitarout5537
@manosmitarout5537 Ай бұрын
Yaku kie MLA karichi jaladi party' ru bahar kar.A video viral hele mo odisha loko badnam heijibe.
@gitanjalibehera9648
@gitanjalibehera9648 Ай бұрын
Are odia re kahuna
@royalcreation8845
@royalcreation8845 Ай бұрын
ଏମାନେ ମୂର୍ଖ ହେଇ ରାଜ୍ୟକୁ ପୁଣି ଶାସନ କରିବେ😂
Plane crash in Kazakhstan, several feared dead || Kalinga TV
11:16
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
The BJD raised the question at the right time .
2:48
Sunstar TV
Рет қаралды 13 М.
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН