Sura Routray Responds to Lord Balabhadra Slipping on 'Charamala' During 'Adapa Bije’ | NandighoshaTV

  Рет қаралды 133,538

Nandighosha TV

Nandighosha TV

19 күн бұрын

ଇତିହାସରେ ଏମିତି ଭୁଲ୍‌ କେବେ ହୋଇନି ଯାହା ଗତକାଲି ଘଟିଗଲା | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 396
@BasantiMahapatra-me8kc
@BasantiMahapatra-me8kc 17 күн бұрын
ସୁରବାବୁ ମଧ୍ୟ ଓଡ଼ିଶାର ଲୋକ । ସୁରବାବୁ ଯଜ୍ଞ କଲେ ମଧ୍ୟ ହେବ
@bishikeshannaik5802
@bishikeshannaik5802 17 күн бұрын
ରାହୁଲ୍ ଗାନ୍ଧି ଆସିଲେ ହବ
@purandarmajhi454
@purandarmajhi454 17 күн бұрын
😂
@papun2961
@papun2961 17 күн бұрын
ତ ବାପା ବି ଓଡ଼ିଶା ସିଏ କଲେ ହେବନି
@manasimohanty942
@manasimohanty942 17 күн бұрын
Suro uncle jaha v kuhonti practical khata kuhonti ,
@AmarBhatra-of1xf
@AmarBhatra-of1xf 16 күн бұрын
Suro babuku cm koridio se koribe
@sadanandasahoo3707
@sadanandasahoo3707 17 күн бұрын
ସବୁ ରାଜନୀତି ପାଇଁ। ଏତେ ରାଜନୀତି ହେଲା ଜଗନ୍ନାଥଙ୍କୁ ନେଇ ଦୁଃଖ ର କଥା। କାମ ହେଲେ ରାଜନୀତି,ନ ହେଲେ ବି ରାଜନୀତି।‌କିଛି ଅନ୍ଧ ଗଜପତି , ଚଳନ୍ତି ପ୍ରତିମାଙ୍କୁ ବି ଛାଡ଼ି ନାହାନ୍ତି
@comedyman1298
@comedyman1298 17 күн бұрын
😭😭😭😭😭
@ODISHABHAI-eq8jq
@ODISHABHAI-eq8jq 17 күн бұрын
ଆଗ କୁ ଆହୁରି ବିପଦ ଆସିବ, ମିଛ ଅପ ପ୍ରଚାର କରି , ସରକାର, ନିଚୟ ଧୂଳି ସାତ ହେବ 👍🏾🙏🏻
@vfggsaho7441
@vfggsaho7441 17 күн бұрын
Media. Walaku. Aakehi. Neta. Milu. Nahanty. Ki. A. Pagala. Kukura. Sura. Budhara. Dekhauchanty. Sabubele
@balabhadrasahoo1636
@balabhadrasahoo1636 17 күн бұрын
ପୁରୀ ବାଣ ଫଟିବା ଘଟଣା ଉପରେ କିଛି କୁହ ନା ଜିଭ ବହାରିବନି
@malayaranjanpati94
@malayaranjanpati94 15 күн бұрын
🎉😂🎉😂 ବିଜେଡି କିଛି କରିନି କାଇ ଏମିତି ହଉଚ ରାଜ ନିତିଆ 😂😂😂😂
@debendranarayandash9040
@debendranarayandash9040 17 күн бұрын
ଆରେ ସୁରବୁଢା ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ଠାକୁରଙ୍କୁ ନେଇ ରାଜନୀତି କରନାହିଁ ବରଂ ନବକଳେବର ତୃଟି ପାଇଁ କ୍ଷମା ମାଗ ଜୟ ଜଗନ୍ନାଥ 🙏
@gajendramajhi3718
@gajendramajhi3718 17 күн бұрын
ସରକାରଙ୍କ ଦାୟିତ୍ଵ ହିନତାର ମୂଳ କାରଣ ଆଉ ଅଲଗା ବେଳକୁ ବଡ଼ ବଡ଼ ଭାଷଣ ଦିଅନ୍ତି ଜୟ ଜଗନ୍ନାଥ
@user-hc5rd3pw7t
@user-hc5rd3pw7t 17 күн бұрын
Sabubele rajaniti eimiti bjd pravu nku nei rajaniti kala mularu gala tame semiti kala
@anandamohakuda4943
@anandamohakuda4943 16 күн бұрын
Right 👍 Jay Jagannath 🙏🙏🙏
@ramakrushnadas2055
@ramakrushnadas2055 15 күн бұрын
Bhai chalita Barsa bi Jagannath mahaprabhu Padijaethile, Jen time re BJD thila se Time re BJD kete Jagyan karithila
@SambhunathDas-rp7cx
@SambhunathDas-rp7cx 17 күн бұрын
ଜଗନ୍ନାଥଙ୍କୁ ନେଇ ଆଉ ରାଜନୀତି କରା ନ ଯାଉ
@santoshbhoi7867
@santoshbhoi7867 17 күн бұрын
ପ୍ରଭୁ ସମସ୍ତଙ୍କୁ କ୍ଷମା କରନ୍ତୁ
@SMILAN_143
@SMILAN_143 17 күн бұрын
ବିଜେପି ସରକାର ର ଦାୟିତ୍ଵ ନାହିଁ ଏ ସରକାର ପାଇଁ ସାରା ବିଶ୍ବ ଭୋଗିବ 😢😢😢😢
@subhasispatra1497
@subhasispatra1497 17 күн бұрын
ଆରେ ଭାଇ ନିଜ ଭୁଲ ପାଇଁ ପର କୁ କଣ ଦୋଷ ଦହୁଛ bjp ଜିତି ଗଲା ବୋଲି ଦାଇତ୍ୱ ନାହିଁ ଆଉ BJD ଥିଲା ବେଳେ ଯେତେବେଳେ ପୁରୀ ଶ୍ରୀ ମନ୍ଦିର ରୁ ପଥର ଖସୁଥିଲ ସେଥି ପାଇଁ କିଏ ଦାୟୀ
@subhasispatra1497
@subhasispatra1497 17 күн бұрын
ଭଗବାନ ତ ମାଳିକା ରେ ଏମିତି ହେବ ବୋଲି କହିଛନ୍ତି ଆମେ ଯଦି ପରାଉପକର ନ କରି ପର ଲୋକ ଙ୍କୁ ନିନ୍ଦା କରିବା ପର ଲୋକ କଷ୍ଟ ଦେବା ନିଜ ଭୁଲ୍ ନ ମାନି ପର ମାନଙ୍କୁ ଗାଳି କରିବା ଆମେ କଷ୍ଟ ପାଇବାନି ତ ଆଉ କିଏ ପାଇବ
@Barshasantuhappyworld
@Barshasantuhappyworld 17 күн бұрын
​@@subhasispatra1497bjp sarkar sasana re dunia sariba ae ta b malika re lekha achhi jay Naveen
@jagannathatudu5014
@jagannathatudu5014 17 күн бұрын
ନିଜ gandi ଠିକ୍ ଅଛି ta para gandire hagiba kahuchha ବେହିଆ,
@subhasispatra1497
@subhasispatra1497 17 күн бұрын
@@Barshasantuhappyworld ସେ ଜାହା ବି ହେଉ ନା କାଇ ତୁମେ ପ୍ରଥମେ ନିଜ ଲୋକ ଉପରେ ଆଖି ଖୋଲି କି ବିଶ୍ୱାସ ଆଉ ଭରସା କରିବ କି ଆମେ ନିଜେ ନିଜ ଲୋକ ଙ୍କୁ ବିଶ୍ୱାସ କରିପାରିବାନି ଆମକୁ କିଏ ବିଶ୍ୱାସ କରିବ ଆଉ ସେତା ତ ରାଜନୀତି bjp ହୋଉ ବା bjd ବା ଅନ୍ଯ ଦଳ
@user-kg1sw4vs5z
@user-kg1sw4vs5z 17 күн бұрын
CM କଣ ସେଇତି ପାଇଁ ଦାୟୀ
@prakashsahu2223
@prakashsahu2223 17 күн бұрын
Hmmm
@dipunjena9749
@dipunjena9749 17 күн бұрын
@@prakashsahu2223 kemiti re mo bhai
@mbrodiavlog
@mbrodiavlog 17 күн бұрын
@@dipunjena9749pagal guadaka .. cm ethira kn kala …
@kiran9388
@kiran9388 17 күн бұрын
100% responsible as a CM!! It's stupidity, nonsense bjp !
@gyanendrarana3995
@gyanendrarana3995 17 күн бұрын
ଡେଙ୍ଗା ଉପରେ ଠେଙ୍ଗା
@renubalamohapatra7437
@renubalamohapatra7437 17 күн бұрын
ଆଗକୁ ଆହୁରି କିଛି ହେବ ଯାହାକି କେବେ ହୋଇ ନଥିଲା।
@swaticreation6559
@swaticreation6559 17 күн бұрын
ଆଜି କାଲି ନେତା ମାନେ ଜଗନ୍ନାଥଙ୍କ ସହ ଵି କଥା ହେଉଛନ୍ତି ତେବେ...!!!
@bijaypatra9105
@bijaypatra9105 17 күн бұрын
ଓଡିଶା ପାଇଁ ବିଜେପି ଅଶୁଭ 🙏🙏
@biswajitswain3202
@biswajitswain3202 17 күн бұрын
Hn bjp bodhe pahandi karuthila mahan pandita tame
@AjayakumarGochhi
@AjayakumarGochhi 17 күн бұрын
ଠିକ୍ କହୁଛ ​@@biswajitswain3202
@Chittaranjan.143
@Chittaranjan.143 17 күн бұрын
Tamil pandu thik
@gourijena2281
@gourijena2281 17 күн бұрын
Hmm kebala tame subha
@abhiseknayak834
@abhiseknayak834 17 күн бұрын
Kamia nani ku mandra re pureiba asubha habani au kn subha haba😂😂😂
@dweepayannanda6552
@dweepayannanda6552 17 күн бұрын
Jai Jagannath Jai balbhadra Jai Subhadra Jai Sudarshan.
@jharanadas4506
@jharanadas4506 17 күн бұрын
Jay Jagannath 🙏🙏🙏
@user-xi9in4su4i
@user-xi9in4su4i 17 күн бұрын
ମୁଖ୍ୟମନ୍ତ୍ରୀ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନକରି ଖାଲି ଯଜ୍ଞ କଲେ ପ୍ରଭୁ ବଳଦେବ ତାଙ୍କୁ କ୍ଷମା ଦେବେନାହିଁ .
@laxmidharbehera6564
@laxmidharbehera6564 17 күн бұрын
Nice comment. Thanks Sura Babu.
@rajendra347
@rajendra347 17 күн бұрын
ବର୍ତ୍ତମାନ ନବିନ୍ ସରକାର ଥିଲେ ଲୋକେ କହିଥାନ୍ତେ ଅଲକ୍ଷଣା ସରକାର ବଡ଼ ଠାକୁରଙ୍କୁ ଅଣଦେଖା କଲା ବର୍ତ୍ତମାନ କାହାକୁ ଦୋଷ ଦେବେ ଓଡ଼ିଶା ବାସୀ?
@RajeshPadhee
@RajeshPadhee 17 күн бұрын
Jay Jagannath ❤🙌🙏
@shortsvideomaker4588
@shortsvideomaker4588 17 күн бұрын
ପ୍ରଭୁ କି ସଂକେତ ଦବାକୁ ଚାହୁଁଛନ୍ତି କେବଳ ତାଙ୍କୁ ଜଣା. ହେଲେ ଓଡିଶାର ଶାସନ ଏବେ ଠିକ ଲୋକ ହାତରେ ନାହିଁ.
@Chittaranjan.143
@Chittaranjan.143 17 күн бұрын
Pandu sasana tamaku vala lagithila ସେତେବେଳେ ଗାଁ ଗହଳି ରେ ବୁଲେଇ ବୁଲେଇ ଭିକ ମାଗିବାକୁ ଗଲ, ଠାକୁରଙ୍କୁ ନେଇକି ରାଜ୍ୟ ରେ ରାଜନିତି କଲ, ସେହି ଫଳ ଏବେ ଭିଗିବାକୁ ପଡୁଛି।।। Tamil Nadu ja
@Akm.854
@Akm.854 17 күн бұрын
Hn gaon re dala auto upare buleibata nischita vl lagithiba....
@rashmiranjansamantaray354
@rashmiranjansamantaray354 16 күн бұрын
Bhagwan ta chahinle bjd hatu au bjp sasan karu , tame kie bhagwan nka ichha sabu
@shortsvideomaker4588
@shortsvideomaker4588 16 күн бұрын
@@Chittaranjan.143 tama ku galua feku katha sunibaku bhala laguchi 10year helani. Aau 5year suni khusi hua
@bidyadharpradhan4884
@bidyadharpradhan4884 17 күн бұрын
ଭାଇ ସତ କହିବାକୁ ଗଲେ ଗେଣ୍ଡାଳିଆ ଦଳ ଵାଲା ଙ୍କ ଖୁବ ଜୋର ରେ ପୋଡ଼ୁଚି.
@siddheswarpanigrahi2307
@siddheswarpanigrahi2307 17 күн бұрын
Thanku sir
@s.k.sameerblackpanther6423
@s.k.sameerblackpanther6423 17 күн бұрын
ଲଜ୍ଜ୍ୟା!!! କଂସେଇ ଖାନା!! BJP!!electoral bond !! ୟେ ସରକାର ପୁଣି ଓଡ଼ିଶା ରେ!!! ଜୟ ଜଗନ୍ନାଥ
@sjagu801
@sjagu801 15 күн бұрын
Right ଜାହା ବି ହଉଛି cm ଦାଇ ଜଗନ୍ନାଥ ଙ୍କୁ ଟିକେ ଛାଡ
@VkKumar-kr1go
@VkKumar-kr1go 16 күн бұрын
Shree Balabhadra parbhu Ku moro koti koti parnam
@gugul16
@gugul16 17 күн бұрын
Jay jagannath
@HappyGo-Kart-wg2ft
@HappyGo-Kart-wg2ft 17 күн бұрын
ସୁର ଜଣେ ଅତି ଖରାପ ଲୋକ ===ଛି ଛି ଛି
@dashingdebasish3312
@dashingdebasish3312 17 күн бұрын
ଆରେ ମୂର୍ଖ ବୁଢ଼ା ତୋର ଏଇ ଗlଲୁଆମି ଗୁଣ ପାଇଁ କଂଗ୍ରେସ ରୁ ତଡ଼l ଖାଇଲୁ। ଏଭଳି ଏକ ସମ୍ବେଦନଶିଳ ଘଟଣାରେ ବି ରାଜନୀତି😢
@santoshjena5811
@santoshjena5811 17 күн бұрын
ବଡ ବିପଦର ସଙ୍କେତ ସାର ବିଶ୍ୱ ପାଇଁ,
@ODISHA_KUHE
@ODISHA_KUHE 17 күн бұрын
ଯେତେବେଳ ଗୋମାଂସ ଭକ୍ଷୀ କମୀୟା ଜନୀ କୁ ଶ୍ରୀମନ୍ଦିର ପ୍ରବେଶ କରେଇବ ଏପରି ଅଘଟଣ ଘଟିବା ସୁନିଶ୍ଚିତ ଥିଲା, ଜୟ ଜଗନ୍ନାଥ 😢
@learnwithms3939
@learnwithms3939 17 күн бұрын
Sei kamia zani nku Modi best creator award dela re andha bhakta😂
@learnwithms3939
@learnwithms3939 17 күн бұрын
Sei Kamiya zani ku Modi best creator award deichi re andha bhakta😂
@ODISHA_KUHE
@ODISHA_KUHE 17 күн бұрын
@@learnwithms3939 creator award talent pain paila, tama ଗେଣ୍ଡଳିଆ କୋଉ talent ପାଇଁ ମନ୍ଦିର ଭିତରେ ପୁରେଇଲା
@learnwithms3939
@learnwithms3939 17 күн бұрын
@@ODISHA_KUHE Jau talent re Godi dala dela
@user-el9xe8sm8o
@user-el9xe8sm8o 17 күн бұрын
To maa giha sudhuriboni kukuro ghusuri bia andhabhakto 😂😂sola jodi sie odisha re BJP virodh kola au sedhi Modi taku gehila kn pain award deiki😂😂​@@ODISHA_KUHE
@dhaneswarkatual6046
@dhaneswarkatual6046 17 күн бұрын
ଏଇ କେଇଟା ଲୁକଙ୍କ ପାଇଁ ପୁରା ଓଡ଼ିଆ ବଦନାମ.
@manojkumarnayak1285
@manojkumarnayak1285 17 күн бұрын
Puri sea beach ru 8tanka Pani ku. 20tanka re bikibe dhama sahiba
@biswajitdas2680
@biswajitdas2680 16 күн бұрын
ବିଜେପି ନେତା ମାନେ ନିଜଅ କୁ ନିଜେ ଠକୁରା ମାନୁଛନ୍ତି ସେଥିପାଇଁ ଏମିତି ହୋଇଛି 🙏ବିଜେପି ହଟୋ 🙏
@SidharthPrasadDas
@SidharthPrasadDas 17 күн бұрын
ନାମ ବିଜେପି ସରକାର ଆସିଲା ଯୋଉଟା ମହାପ୍ରଭୁଙ୍କ ର ଚେତାବନି ବିଜେପି ସରକାର କୁ,
@jecreation1352
@jecreation1352 17 күн бұрын
ବିଜେଡି ପ୍ରଭୁ ଙ୍କୁ ବୁଲେଇ ଭିକ ମଗେଇଲା ସେଥି ପାଇଁ ଏମିତି ହେଲା
@gatikrushnasarangi8062
@gatikrushnasarangi8062 17 күн бұрын
🙏🙏🙏
@user-fh5mw8dd9d
@user-fh5mw8dd9d 17 күн бұрын
🙏🙏🙏🙏🙏 Jai jagannath 🙏🙏🙏🙏🙏
@bapinisahoo5009
@bapinisahoo5009 17 күн бұрын
ସୁର ବାବୁ ତୁମେ ମାଳିକା ଲେଖ । ଜ୍ଞାନ ଭ୍ରଷ୍ଟ ହେଲାଣି ।
@manojkumarnayak1285
@manojkumarnayak1285 17 күн бұрын
Odisa basi samaste khyama maga papa jetiki karucha sethipain sabu odisha basi bhul maga
@haribolmusicgroup
@haribolmusicgroup 17 күн бұрын
ସୁର ଅଜା ତୁ ଘରେ ସୁଅ ତୋର କାମ କିଛି ନାହିଁ ଖାଲି ଗାଲୁ ଗପ ପୁଳାଏ ଶିଖିଚୁ ଆଉ କିଛି ନୁହେଁ।
@SubasBarik-j2w
@SubasBarik-j2w 17 күн бұрын
Jay Jagannath
@rohitdipa8078
@rohitdipa8078 17 күн бұрын
❤❤❤good sura bhai❤❤❤
@utsabmallik1662
@utsabmallik1662 17 күн бұрын
Jay jagannath prabhu
@sucharitapanigrahy1790
@sucharitapanigrahy1790 17 күн бұрын
Thiku kahichanti sura sir
@Jagannathstudio-io2se
@Jagannathstudio-io2se 17 күн бұрын
Right 🙏
@anandamohakuda4943
@anandamohakuda4943 16 күн бұрын
Asubha sanket, jay jagannath 🙏🙏🙏
@priyabratrout4298
@priyabratrout4298 17 күн бұрын
Thik kahile sura babu, CM jaldi khyma maga, Raja and sebayat
@sudhansubhusandash8764
@sudhansubhusandash8764 17 күн бұрын
Thanks surabhai
@abakashmangaraj7585
@abakashmangaraj7585 17 күн бұрын
Right
@ChittaranjanDalai-rn6hi
@ChittaranjanDalai-rn6hi 17 күн бұрын
ମୋହନ ବାବୁ ତ ନିଜେ ଜଗନ୍ନାଥ। ସେ କ'ଣ ପାଇଁ ଯଜ୍ଞ କରିବେ ? ତାଙ୍କୁ ତ ଧର୍ମେନ୍ଦ୍ର ସେ ଆଖ୍ୟା ଦେଇଛି । ସେଥିପାଇଁ ସେ ଗର୍ବିତ
@soumyaranjanmohapatra1033
@soumyaranjanmohapatra1033 17 күн бұрын
ସେବାୟତମାନେ ଭୁଲ କଲେ ମୁଖ୍ଯମନ୍ତ୍ରୀ କାହିଁକି କ୍ଷମା ମାଗିବ।
@renubalamohapatra7437
@renubalamohapatra7437 17 күн бұрын
ଯଦି ମୂଖ୍ୟ ମନ୍ତ୍ରୀ ଜଗନ୍ନାଥ ଉପ ମୁଖ୍ୟମନ୍ତ୍ରୀ ଦୁଇ ଜଣ ବଳଭଦ୍ର ଓ ସୁଭଦ୍ରା କହୁଛ ଜଗନ୍ନାଥ ମୋଦି ଙ୍କ ଭକ୍ତ କହୁଛ ଏ ସବୁ କାହାର ଭୂଲ୍।
@user-wo7bu8xe6w
@user-wo7bu8xe6w 17 күн бұрын
Kon pn nuho ,agaru to sabu bele Nabin istafa diantu Aponko mone achhi , Draupadi Murmu jete bele Mayurbhanj ro NOU CLG asithile current poleithila , sete bele direct Navin Patnaik ku doso dia heuthila
@prakashrout2683
@prakashrout2683 17 күн бұрын
Ame kahuchu magiba katha nuhe kintu jete bele bjd thila bjp kahithila mukhyamantri bhull magantu SE te bele Tu kouthi thilu
@mehndistylish0110
@mehndistylish0110 17 күн бұрын
Mukhya mantri bhul magiba darkar kahiki na bjp dayi ei sarkar adilaru emiti heichi..agaru rmiti kebe hei nathila..
@SanjayBhoi-se7su
@SanjayBhoi-se7su 17 күн бұрын
He pravu jay jaganat
@papumardi4518
@papumardi4518 17 күн бұрын
Sura Babu jagya kale sabuthu bhala heba😅😅😅😂😂😂
@LokanathBehera-ip3ll
@LokanathBehera-ip3ll 17 күн бұрын
କେହି। ଏହା। ଜାଣିକରି କରି। ନଥିବେ ଯାହାବି। ଭୁଲରେ। ହୋଇଥିବ। ସେ। କ୍ଷମାର। ସାଗର। ସବୁ। ଠିକ୍। କରିଦେବେ।
@SanatanchattarChattar
@SanatanchattarChattar 15 күн бұрын
ହଁ,,ହଁ,,ମୁଖ୍ୟ ମନ୍ତ୍ରୀ ନଙ୍ଗଳ। ହେଇ ଯଜ୍ଞ କରି ଲଙ୍କା ଗୁଣ୍ଡରେ ଗାଧେଇ ପଡୁ,,,😊
@ajaybadjena6799
@ajaybadjena6799 17 күн бұрын
ମୂଖ୍ୟ ମନ୍ତ୍ରୀ ଯଜ୍ଞ୍ୟ କରିବା ପାଇଁ ପରାମର୍ଶ ଦେବା ଅପେକ୍ଷା ନିଜେହିଁ ଜଜ୍ଞ୍ୟ କରିବା ଦରକାର, ନଚେତ ଆଇନ୍ ମନ୍ତ୍ରୀ କରିବା ଦରକାର, ଆଇନ ମନ୍ତ୍ରୀ ଆଗ ଇସ୍ତଫା ଦିଅନ୍ତୁ, ଏଭଳି ଘଟଣା ଘଟିନଥିଲା, ସମସ୍ତ ଅଘଟଣ ପାଇଁ ଦାୟୀ ଅଟନ୍ତି, ଵହୁତ ଆଗରୁ ଶଙ୍କରାଚାର୍ଯ୍ୟ ଅଘଟଣ ଘଟିବ,
@hrushikeshdash6861
@hrushikeshdash6861 16 күн бұрын
କିଛି ହେବନି ଏଇଟା ଟିଭି ରେ ଦେଖିଲେ ବୋଲି ଏତେ କଥା ମନ୍ଦିର ଭିତରେ ଆଉ କେତେ କଣ ହଉଥିବ କିଏ ଜାଣିଛି ll
@RajKumar-dp2ip
@RajKumar-dp2ip 17 күн бұрын
😢😢😢🙏 Jay Jagannath Bala dev Subhadra muha rani ki Jay 🙌🥺🙇
@parthasarathi942
@parthasarathi942 17 күн бұрын
Responsibility of odisha government becoz great power great responsibility whatever direct ya indirect jay Jagannath 🙏
@judhisthiramohanta5862
@judhisthiramohanta5862 17 күн бұрын
ଏ ସୁର ବୁଢା ର କିଛି କାମ ନାହିଁ, ଆଉ ଏ ମେଡ଼ିଆ ର,
@BishwaRanjanDas-wn1ru
@BishwaRanjanDas-wn1ru 17 күн бұрын
କ୍ଷମା କର ବଡ଼ ଠାକୁର
@realsachai5406
@realsachai5406 17 күн бұрын
Baladev ji... Toh... He kalki mahaparvu ye anyai knara sasti milu 🔱🔱
@santoshdas7048
@santoshdas7048 17 күн бұрын
ହେ ତୁ ତ କହି ଥାନ୍ତୁ ଏ ମୋଦି ଶୀଘ୍ର କ୍ଷମା ମାଗ।
@sachidanandamishra4778
@sachidanandamishra4778 17 күн бұрын
ତୁ ପାଗଳ ସବୁବେଳେ ରାଜନୀତି କରୁଛୁ କିନ୍ତୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରନା ବଂଶ ବୁଡ଼ିଯିବ ରେ ।
@ajayasahoo1387
@ajayasahoo1387 17 күн бұрын
Ama nua sarakar kahithile birala ratha Yatra haba au hela bi odisha basi khusita
@talpadarcreation4030
@talpadarcreation4030 17 күн бұрын
ବେ ଶଳା ସୁର ପାଗଳ, ଜଗନ୍ନାଥ ପ୍ରଭୁଙ୍କୁ ନେଇ ବେକାର ରାଜନୀତି କରୁଛୁ। ସେବାୟତ ମାନଙ୍କ ମନମୁଖୀ ଆଉ ଦାୟିତ୍ଵହୀନତା ଯୋଗୁଁ ଏ ଅଘଟଣ। ଶଳା ବୁଢ଼ା ସେଠି କଣ ମୋହନ ମାଝି ଯାଇକି ଦୁର୍ଘଟଣା କରେଇଲେ କି।😮
@biswajitswain3202
@biswajitswain3202 17 күн бұрын
Hey sura babu tame mahan pandita
@pintupati8786
@pintupati8786 17 күн бұрын
ସେବାୟତ ଙ୍କ ପାଇଁ ଏସବୁ ହେଲା
@AMITKUMAR-vx7bx
@AMITKUMAR-vx7bx 17 күн бұрын
ସୁରଅଜା ରାଜନିତି କରନାହିଁ ଲୋକ କହୁଛନ୍ତି ମାଲିକା ରେ ଲେଖାହୋଛି ଜାହା ତାହାହେଉଛି ବୋଲି କହୁଛନ୍ତି ଲୋକ
@sushantabehera3760
@sushantabehera3760 17 күн бұрын
😭😭😭😭😭
@pritiranjansahoo7106
@pritiranjansahoo7106 17 күн бұрын
Thik thik, ଲାଗୁଛି ସୁର ବାବୁ ଏ ବର୍ଷ ଚାଲିଯିବେ
@amitakar948
@amitakar948 17 күн бұрын
କିଛି ଅଘଟଣ ନୁହେଁ ବେଳେ ବେଳେ ସେମିତି ହୁଏ ସବୁ ଭୁଲ ସବୁ କରୁଛନ୍ତି କ୍ଷମା କିଏ କରୁଛି ସେହି ଭଗବାନ ଏଥିରେ ସରକାର ଦୋଷ କଣ ଯିଏ ଧରିଥିଲେ ସେମାନ କର ଦୋଷ ମୂଖ୍ୟ ମନ୍ତ୍ରୀ କଣ ବଲଭଦ୍ର କୁ ଧରିଥିଲେ ସେ ଜଗତର ଠାକୁର ସେ ସମସ୍ତିକୁ କ୍ଷମା କରିବେ
@Akm.854
@Akm.854 17 күн бұрын
Uchi o uchha bichara apanankara😊
@user-lt2hg9hj3p
@user-lt2hg9hj3p 17 күн бұрын
He pravu khayma karidio ama mananku
@ashishpadhan4953
@ashishpadhan4953 17 күн бұрын
Jaha hele b abe..sarkar daai..😂😂😂 bhabi baa sakti hin naahi..yaanka munda re..
@ranjanmallick6797
@ranjanmallick6797 17 күн бұрын
ବିଜେପି ଅହଂକାର ପାଇଁ ଅଶୁଭ
@narayanimajhi6171
@narayanimajhi6171 17 күн бұрын
Prabhu namore jea miccho kohuchonti,papoto korichonti,sabu bhogiba
@binodbiharimishra5066
@binodbiharimishra5066 17 күн бұрын
ସାମ୍ବାଦିକ ଭାଇମାନେ, ସୁର ଭାଇ ବର୍ତ୍ତମାନ ପୁରା ଫ୍ରି ଲୋକ । ସେ ସମାଜ ସେବା ହେଉ କି ଅନ୍ୟ କିଛି କାମରେ ଭୋବନିସରରେ ବୁଲାବୁଲି କରୁଛନ୍ତି । ଆପଣମାନେ କାହିଁ ତାଙ୍କୁ ସବୁ କଥାରେ ପ୍ରଶ୍ନ ପଚାରି ବିରକ୍ତ କରୁଛନ୍ତି । ବୟସ୍କ ଲୋକ, କେତେବେଳେ କୋଉ କଥା ପାଟିରୁ ବାହାରିଗଲେ, ଆପଣମାନେ ତାକୁ ପୁଣି ଓଲଟା ପରିବେଷଣ କରିବେ । ହେ, କି ନୁଙ୍ଗୁଡ଼ା ଗୁଡାକ, ଲଜ୍ୟା, ଆ ଥୁ.....
@jogeshsir890
@jogeshsir890 17 күн бұрын
ଅହଂଙ୍କାର ର ପ୍ରତୀକ
@rajendrapanda4495
@rajendrapanda4495 17 күн бұрын
ବାଳ କଥା କହୁଛୁ. ଏଟା ଶଡଯନ୍ତ୍ର
@purnasahoo7859
@purnasahoo7859 17 күн бұрын
Jaya surababu
@mr.romanticvlogs
@mr.romanticvlogs 17 күн бұрын
ସୁର ଅଜା ସତରେ ତୁମେ ପାଗଳ ହୋଇଗଲଣି
@SambhunathDas-rp7cx
@SambhunathDas-rp7cx 17 күн бұрын
ରାଜନୀତି ଆରମ୍ଭ କରିଦେଲ?
@manojkumarnayak1285
@manojkumarnayak1285 17 күн бұрын
Baharu atithi asibe tanku lutiba pain Puri sea beach re basichanti
@mohanpatra6345
@mohanpatra6345 17 күн бұрын
ମୋହନ ମାଝୀ ଙ୍କ ଠାଙ୍କୁର ପକେଇ ଦେଲେ
@LinkanAhir
@LinkanAhir 16 күн бұрын
Request karuchi bjp ku daya kariki Jagannath balabhadra abanng Maa ku neiki rajaniti karani
@saiarts4617
@saiarts4617 17 күн бұрын
Har Har MAHADEV
@Swayomshidda
@Swayomshidda 17 күн бұрын
ଅରେ ଭକୁଆ. କିଏ ଧରିଥିଲା. ମୁଖ୍ୟମନ୍ତ୍ରୀ ଧରିଥିଲାକି. କାହା ହାତରୁ ଖସିଲା. ସେ ଯଜ୍ଞ କରିକି ଓଦିଶାବାସୀଙ୍କୁ କ୍ଷମା ମାଗିବ
@Padi751
@Padi751 16 күн бұрын
Panda mane dhari thile Semane jagyna karantu Au odisha basi ku kshyama magantu
@s.mohapatra-i1k
@s.mohapatra-i1k 16 күн бұрын
ସବୁ ସେଇ ମୋବାଇଲ୍ ର କରାମତି
@user-op6qo9gk6v
@user-op6qo9gk6v 17 күн бұрын
Padigala ta kn olagala
@dukhishyampradhandukhishya3024
@dukhishyampradhandukhishya3024 17 күн бұрын
Itihas kebe kshyama debani.BJP gotie bhrasta sarakar.Ashuv au bhayankar bipad madi asuchhi.Maha papi sarakar.
@bipinbiharinath4061
@bipinbiharinath4061 17 күн бұрын
Mahaprabhu nija ichhare padile tanku pakeiba kie.
@manojkumarnayak1285
@manojkumarnayak1285 17 күн бұрын
Mohan majhi kn kale se kichi nai sabu dosa odisa basinkara jete papa karuchanti thakura bi sahiparunahanti
@mehndistylish0110
@mehndistylish0110 17 күн бұрын
Are bhai bjp houchi papi..papi odisha re aasila sethipain ta emiti hela
@itcoordinatorranpurblock3875
@itcoordinatorranpurblock3875 17 күн бұрын
ବିଜେପି ସରକାର ଇସ୍ତଫା ଦଉ. ଏମିତି ଅବହେଳା ପାଇଁ ସାର ବିଶ୍ୱ ଭୋଗିବ.
@harekrushnahotta2072
@harekrushnahotta2072 17 күн бұрын
ଆରେ ମୂର୍ଖ ।
@jnanamallick1336
@jnanamallick1336 17 күн бұрын
Gadha
@sudarsanmallick6250
@sudarsanmallick6250 17 күн бұрын
ବିଜେପି ସରକର ଆସିବା ପାଇଁ ଯେଉଁ ଅପ ପ୍ରଚାର କରି ଯେ ଓଡଶା ବାସୀଙ୍କୁ ମା ବାପା ଙ୍କର ସେହ ଦେଉଥିଲେ କଡେ ଶାନ୍ତିରେ ରଖି ଥିଲେ ସେ ଭଳି ମଣିଷ ବିଜେପି ପାଣ୍ଡିଆନ କୁଆଳ କରି ତାଙ୍କ ଗାଦ ଛଡଇ ନେଲା ବଡ ଠାକୁର ଜଣେଇ ଦେଲେ ଏ ସାରା କାର ଓଡ଼ଶା ପାଇଁ ବିପଦ
@user-bp5vf5hs5r
@user-bp5vf5hs5r 17 күн бұрын
Ok ok ok
@dhirenburma8143
@dhirenburma8143 17 күн бұрын
Odisha re BJP full Asubha... Agaku ahuri aghatan heba ku jauchi
@Skstarvlog3735
@Skstarvlog3735 17 күн бұрын
Tamil au gomansa khai kamia Jani ku pureiki ete sabu hela
@pramodmalik7917
@pramodmalik7917 17 күн бұрын
Mohana jaganath sing deo balabhadra. Pravaty subhadra modi bisnu
@bibhuprasadpradhan8968
@bibhuprasadpradhan8968 17 күн бұрын
Michha ra sarkara ku kalia kana sahiba
@diptisatpathy2799
@diptisatpathy2799 17 күн бұрын
Mohan Majhi nku thakura chaunahanti
@friendrejoicehappyness
@friendrejoicehappyness 17 күн бұрын
Maalika Bhavisyawani Kan kahuchi?
@bhabagrahisahoo-ji5oh
@bhabagrahisahoo-ji5oh 17 күн бұрын
ଲଷ୍ମୀଛଡା ସରକାର empty pitcher much sound ଖାଲି ଭାଷଣ ବାଜି ବ୍ୟତୀତ ଆଉ କିଛି ଜଣା ନାହଁ
WHAT’S THAT?
00:27
Natan por Aí
Рет қаралды 13 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 29 МЛН
Heartwarming Unity at School Event #shorts
00:19
Fabiosa Stories
Рет қаралды 21 МЛН
ଛାତ ଉପରେ କିଏ ଲୋ || Odia Comedy || New Story Comedy ||  Mr Dhenkanalia Comedy ||
17:22
WHAT’S THAT?
00:27
Natan por Aí
Рет қаралды 13 МЛН