Рет қаралды 66,310
#ArthritisDiet #DoctorAdvice #OdiaHealthTips
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗୀଙ୍କ ଖାଦ୍ୟ ଖାଇବାକୁ ନେଇ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। କ'ଣ ଖାଇବେ, କ'ଣ ଖାଇବେ ନାହିଁ, ଏହାକୁ ନେଇ ଅନେକ ରୋଗୀ ଚିନ୍ତାରେ ପଡ଼ନ୍ତି। ତେବେ ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବା ମନା? ସେମାନଙ୍କ ପାଇଁ ଶ୍ରେଷ୍ଠ ଖାଦ୍ୟ କ’ଣ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କଠାରୁ ସବୁ ପ୍ରଶ୍ନର ଉତ୍ତର ପାଆନ୍ତୁ।
ଏହି ଭିଡିଓରେ ରହିଛି,
ଆର୍ଥ୍ରାଇଟିସ୍ ରୋଗୀଙ୍କ ଖାଦ୍ୟ ଚିନ୍ତା (0:14)
ଆର୍ଥ୍ରାଇଟିସ୍ ରୋଗର ନିରାକରଣ (1:25)
ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବେ? (2:46)
ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ (4:31)
ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବେ ନାହିଁ? (6:42)
କେଉଁ ଖାଦ୍ୟ ଖାଇଲେ ଆର୍ଥ୍ରାଇଟିସ୍ ଭଲ ହେବ? (9:22)
ଆର୍ଥ୍ରାଇଟିସ୍ ରୋଗୀ ଧ୍ୟାନ ଦିଅନ୍ତୁ (10:53)
Patients with arthritis have a variety of misconceptions about eating. Many patients are worried about what to eat and what not to eat. So what should arthritis patients not eat? What is the best food for them? Get all the answers from Dr Jyoti Ranjan Parida, a Rheumatologist.
In this video,
Food anxiety in patients with arthritis (0:14)
Prevention of Arthritis (1:25)
What should an arthritis patient eat? (2:46)
Avoid smoking and alcohol (4:31)
What should uric acid arthritis patients avoid? (6:42)
What foods will cure arthritis? (9:22)
Arthritis patients should pay attention (10:53)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!