To Badapana Ku Dhik | Full Video I New Bhajan I Choudhury Bikas Das I Sourav Bharadwaj I Papu Sahoo

  Рет қаралды 3,086,398

ODISHA MUSIC

ODISHA MUSIC

Күн бұрын

Presenting the Official Full Video of New Odia Jagannath Bhajan "TO BADAPANA KU DHIK" Starring By CHOUDHURY BIKAS DAS. The song is sung by Sourav Bharadwaj .
#tobadapanakudhik
------------------------------------------------------
► Song Name - TO BADAPANA KU DHIK
► Cast - Choudhury Bikas Das
► Singer - Sourav Bhardwaj
► Lyrics - Soumya Ranjan Bal
► Music - Dibya Chandan
► Director - PAPU SAHOO
► Assistant Director - Abhijit
► DOP - Divyalok
► Asst DOP - Ranjan & Manu
► VFX Supervisor - Ajit Sahoo
► Story - Anil Barik
► Camera & Equipment - OSR Production
► Post Production - OSR Production
► Producer - Raghab Swain
► Editor & Colour - OSR Production
► Makeup & Hair - Tiki
► Production - OSR Production
► Production Manager - Radha Brothers
► Art - Santosh Barada
------------------------------------------------------------------------
SHARE this with your loved ones. Keep Sharing, Keep Loving!
► "SUBSCRIBE" - "LIKE" - "COMMENT"
"ODISHA MUSIC" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "ODISHA MUSIC " ର KZbin Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ
------------------------------------------------------------------------
#tobadapanakudhik #jagannathbhajan #souravbhardwaj #odishamusic #bikashdas #papusahoo #jagannathlover #jagannath #jagannathtemple #odiabhajan #bhajanhits #odiabhajanhits #newodiabhajan #jagannathpuri #viralbhajan #trendingbhajan #jayjagannathsong #bhajan #odianewbhajan ##tupadatiemupadaradhuli #newbhajan #heyjagare
ANTI-PIRACY WARNING *
This content is Copyright to ODISHA MUSIC... Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 2 400
@OdiaXavier
@OdiaXavier 7 ай бұрын
ଚୌଧୁରୀ ବିକାଶ ଦାସ ଙ୍କ ଭଳିଆ କଳାକାର ଙ୍କୁ ଏପରି ଦେଖି ମନ ଭଲ ଲାଗୁନି 😢 କଣ କରିବା ସମସ୍ତଙ୍କର ଏ ବୃଦ୍ଧ ଅବସ୍ଥା ଆସିବ। ହେଲେ ନିଜର ପସନ୍ଦ ର କଳାକାର ଙ୍କୁ ବୃଦ୍ଧ ହେବାର ଦେଖିଲେ ଦୁଃଖ ଲାଗେ। ଜୟ ଜଗନ୍ନାଥ ପ୍ରଭୁ ତାଙ୍କୁ ସର୍ବଦା ସୁସ୍ଥ ରଖନ୍ତୁ।
@pradhandharmaraj7554
@pradhandharmaraj7554 7 ай бұрын
Toka karide asiki
@sunapila
@sunapila 7 ай бұрын
Focus on parents pls😊
@satisatyanarayan
@satisatyanarayan 7 ай бұрын
Bhai sabuthi sei gotie comment
@skrushnareddy6796
@skrushnareddy6796 7 ай бұрын
​@@sanjaysi100❤😂😂😂😂❤❤
@ସେବାୟତ
@ସେବାୟତ 7 ай бұрын
​@@pradhandharmaraj7554❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@dhaneswarmallikdhana1631
@dhaneswarmallikdhana1631 7 ай бұрын
ପ୍ରକୃତରେ ଯେଉଁ ମାନେ କହୁଥିଲେ ଓଡିଆ ଗୀତ ଶୁଣିବାକୁ ଭଲ ଲାଗୁନାହିଁ ଦୟାକରି ଏହି ଗୀତ ଟିକୁ ଥରେ ଦେଖନ୍ତୁ। ଧନ୍ୟବାଦ ବିକାଶ ସାର୍। ଚମତ୍କାର
@chandanmohanty5687
@chandanmohanty5687 7 ай бұрын
ପ୍ରକୁତରେ ଭଂଜନ ରେ ଯୋଇ ପ୍ରେମ ଆଉ ଆନନ୍ଦ ଆଉ କଉଠି ନାହିଁ
@loknathpujhari-k5f
@loknathpujhari-k5f 3 ай бұрын
😢😢
@lipicooking1957
@lipicooking1957 7 ай бұрын
ସୁନ୍ଦର ତୃପ୍ତିର ଅବସାଦ ନାହଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ❤
@Sandip-s07
@Sandip-s07 3 ай бұрын
ଜୀବନରେ ସମସ୍ୟା ଯେତେ ବି ଥାଉ ନା କାହିଁକି ଚିନ୍ତା କଲେ ତାହା ଦ୍ବିଗୁଣ ହୋଇଥାଏ ! ନୀରବ ରହିଲେ ତାହା ଅଧା ହୋଇଥାଏ ! ଧୈର୍ଯ୍ୟ ରଖୂଲେ ତାହା ସଂପୂର୍ଣ ସମାପ୍ତ ହୋଇ ଯାଇଥାଏ ! ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଥାଏ ! "ଜୟ ଜଗନ୍ନାଥ" 🙌
@jagadishjena1530
@jagadishjena1530 3 ай бұрын
Bodhia line te lekhilo bhai. Jay Jagannath.
@SAISUNIL7210
@SAISUNIL7210 2 ай бұрын
🙏🙏
@surajkumarpanda5862
@surajkumarpanda5862 2 ай бұрын
Jay jagannath
@BankabihariDas-q4z
@BankabihariDas-q4z Ай бұрын
🙏🙏
@BankabihariDas-q4z
@BankabihariDas-q4z Ай бұрын
🙏🙏
@BiswashreeSahoo
@BiswashreeSahoo 5 ай бұрын
ପ୍ରତିଟି ଶବ୍ଦ ହୃଦୟସ୍ପର୍ଶୀ 🙏🏻 😌 କିନ୍ତୁ ଆଖିରେ କେତେ ବେଳେ ଲୁହ ଆସିଗଲା ଜାଣି ପାରିଲି ନାହିଁ 🥺🥺🥺
@abchandan17
@abchandan17 Ай бұрын
Same here bhai 😭😭jay jagannath
@rakeshmallick3005
@rakeshmallick3005 7 ай бұрын
ଓଡିଆ ଗୀତ ର ପୁନରୁଦ୍ଧାର ହୋଇଛି ଏଇ ଭଳି ଗାୟକ ମାନଙ୍କ ପାଇଁ ❤❤❤❤
@MrBiswajit1990
@MrBiswajit1990 6 ай бұрын
ସତରେ ଏମିତି କଳାକାର ମାନଙ୍କ ଆବଶ୍ୟକତା ଅଛି, ହୃଦୟରୁ ସଲାମ... ଜୟ ଜଗନ୍ନାଥ 🙏
@professionalricky8422
@professionalricky8422 2 ай бұрын
ସତରେ ଭାଇ ସତ କଥା
@Satyasanskruti
@Satyasanskruti 7 ай бұрын
ଏହି ଗୀତଟି ସୁଟିଙ୍ଗ ହେଲାବେଳେ ମୁଁ ବଡ଼ଦାଣ୍ଡ ରେ ଉପସ୍ଥିତ ଥିଲି ବହୁତ୍ ଖୁସିଲଗିଲା ରଥ ଯାତରା ର ଦୁଇଦିନ ଆଗରୁ ସୁଟିଂ ହେଉଥିଲା
@somanathsahoo8849
@somanathsahoo8849 7 ай бұрын
Tume bahut vagyaban 😅
@Satyasanskruti
@Satyasanskruti 7 ай бұрын
ଆମେ ଉତ୍କଳ ବାସି ସମସ୍ତେ ଭାଗ୍ୟବାନ କାରଣ ଜଗା ଆମର ଆରାଧ୍ୟ ।
@ramakantasahoo9438
@ramakantasahoo9438 6 ай бұрын
Me too
@laxmipriyasahoo1
@laxmipriyasahoo1 6 ай бұрын
Se sabu ta dekhuchhi hele b Kan pain kejani ete parikhya nauchhi..😢
@Kajal-jt8ep
@Kajal-jt8ep 6 ай бұрын
Tame bahut locky ❤❤
@YoutuberRani96
@YoutuberRani96 7 ай бұрын
ଭଗବାନ ଆପଣ ଙ୍କୁ ପୁରା ସୁସ୍ଥ ରଖନ୍ତୁ Sir ଆପଣ ଙ୍କ ପାଇଁ ଆପଣ ଙ୍କ act ku ଯେତେ ଯାହା କହିଲେ ବହୁତ୍ କମ୍ ହବ ମୋ ପାଖରେ କିଛି ବି word nahin କହିବାକୁ Sir mun କାନ୍ଦି ପକେଇଲି vdo ଦେଖିକି totally Spechless Sir ବହୁତ୍ ସାରା ସମ୍ମାନ ଆପଣ ଙ୍କୁ କୋଟି କୋଟି ପ୍ରଣାମ Sourav bhai ଆପଣ ଙ୍କ voice କିଛି ବି ନାହିଁ କହିବାକୁ Bestttt youngest Singer of Odisha Bikash Choudhury Sir ଆପଣ best best best best ଯେତେ କହିଲେ ବି କମ୍ ହବ ଆପଣ ଓଡ଼ିଆ industry raa ଗୁରୁ ଆପଣ ଭଗବାନ ଙ୍କ ଆଶୀର୍ବାଦ
@abchandan17
@abchandan17 Ай бұрын
Bhai ଗୀତ ଶୁଣିକି ଯେତିକି କାନ୍ଦିଛି Tama comment padhiki ରୋମ ଟାଙ୍କୁରୀ jauchi
@Rasmiranjan-c9d
@Rasmiranjan-c9d 2 ай бұрын
ହେ ମହାବାହୁ ମୋ ଶତ୍ରୁ ମୋ ମିତ୍ର ସମସ୍ତଙ୍କୁ ଖୁସିରେ ରଖ 🙏🙏
@kumarsatya1124
@kumarsatya1124 2 ай бұрын
Sabas
@SAISUNIL7210
@SAISUNIL7210 2 ай бұрын
🙏🙏
@GoluYadav-i7l
@GoluYadav-i7l 2 ай бұрын
Bhai a duniare Satru Kiye bhai sobu mitra
@LipunOdiaNews
@LipunOdiaNews 9 күн бұрын
​@@GoluYadav-i7l Bhai ame samastanku Mitra bhabuchhanti kintu samaste ama ku kan Mitra bhabuchhati ki ?
@BikashkumarPradhan-k3i
@BikashkumarPradhan-k3i 17 күн бұрын
ହୃଦୟସ୍ପର୍ଶୀ ଭଜନ ହୃଦୟକୁ ଏହି ଭଜନ ଛୁଇଁ ଯାଉଛି ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି ଜୟ ଜଗନ୍ନାଥ ମହାପ୍ରଭୁ 🙏♥️
@kabitarcmpuri2730
@kabitarcmpuri2730 7 ай бұрын
ଭଜନ ଟି ବହୁତ ହୃଦୟସ୍ପର୍ଶୀ 🙏 ବିକାଶ ସାର୍ ଙ୍କ ପରି କଳାକାର ଓଡ଼ିଆରେ ବିରଳ🙏 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ଥ ରୁହନ୍ତୁ 🙏🙏
@Nirmalgiri123
@Nirmalgiri123 7 ай бұрын
Right
@kingcreation6096
@kingcreation6096 6 ай бұрын
Yes bahut sundar song luha asijauchi😢
@kapilkisan4154
@kapilkisan4154 6 ай бұрын
Vry nice song
@AkshayBehera-ne8sf
@AkshayBehera-ne8sf 6 ай бұрын
😢😢😢😢
@dhdkdtdndfof7371
@dhdkdtdndfof7371 5 ай бұрын
Yes 😢😢😢😢😢
@bhagyashreevlog3187
@bhagyashreevlog3187 6 ай бұрын
ଗୀତଟି ଶୁଣିଲା ପରେ କାହିଁକି କେଜାଣି ଜଗା ପାଇଁ ଦେହରେ ମୋର ସିହରଣ ଆସିଯାଉଛି😢😢😢
@mrarun4559
@mrarun4559 6 ай бұрын
Ma akhi ru luha aschhi.
@jagansahoo8210
@jagansahoo8210 6 ай бұрын
ଠିକ୍ କହିଲ 😢😢😢
@ShaktibhusanBiswal
@ShaktibhusanBiswal 6 ай бұрын
Hn Gita ta be samti haiche 👌👌👌👌
@mithunrout3686
@mithunrout3686 5 ай бұрын
🙏🙏 ⭕‼️⭕ 🙏🙏 ସତ କଥା କହିଛ ସିଷ୍ଟର
@saratkumarbehera6511
@saratkumarbehera6511 5 ай бұрын
ସତ କହିଲ
@rinkymohanty1874
@rinkymohanty1874 6 ай бұрын
ମୁଁ ଗୋଟିଏ ଛୋଟ ପି ଲା ମୋର ବାପା ନାହିଁ ମୁଁ ଏ ଗୀତ ଶୁଣି ବହୁତ କାଦି ଛି 😢 ମୁଁ ଏତେ କାଦି ଛି ଆପଣ ଜାଣି ପାରିବନି 🥺🥺🫀🥹😭😭😭😭😭
@sapanpallar8289
@sapanpallar8289 5 ай бұрын
😢
@Dipu_Bhai_YT_7_7_7
@Dipu_Bhai_YT_7_7_7 5 ай бұрын
😢😢
@ktmriderskm5909
@ktmriderskm5909 5 ай бұрын
Sab kuchh thik ho jayega sabar kar ese sad nh hote 🥰
@souravnayak5185
@souravnayak5185 5 ай бұрын
🥺🥺❤️❤️🌎
@apunkusahu6237
@apunkusahu6237 5 ай бұрын
ଲୁହ ହିଁ ନିଜର ମରିବା ପର୍ଯ୍ୟନ୍ତ କେବେ ସରିବ ନି
@jayjagannath2400
@jayjagannath2400 4 ай бұрын
କାଳିଆ ରେ😭ମୋ ବିକଳ କାନ୍ଦ କଣ ତତେ ଶୁଣା ଯାଉନି 😭ମାନୁଛି ମୁଁ ତୋର ସେଇ ଭକ୍ତ ନୁହଁ ଯେ ବଡ଼ ଦାଣ୍ଡ ରେ ତୋ ରଥ ଅଟକେଇ ଦେବି ହେଲେ ମୁଁ ତତେ ବିଶ୍ୱାସ କରେ କାଳିଆ🥺ମୁଁ ତୋର ଗୋଟେ ଛୋଟ ମାମୁଲି ଭକ୍ତ ତୁ କାହିଁକି ବା ମୋ ଅଳୀ ଶୁଣିବୁ 😭ତୋର ଯଦି ନବାର ଥିଲା ତାହେଲେ ତୁ ଦଉଥିଲୁ କାହିଁକି ? ଏଟା ନିଶ୍ଚୟ ମୋ କର୍ମ ଫଳ ହେଇଥିବ ହେଲେ ମୋ କର୍ମ ପାଇଁ ମୋ ଦେହ ରେ ସବୁ ରୋଗ ଖଞ୍ଜିଦେ ରେ କାଳିଆ କିନ୍ତୁ ଯେତିକି ଦିନ ବଞ୍ଚିବି ମୁଁ ଭଲ ପାଉଥିବା ଲୋକଙ୍କ ସହ ବଞ୍ଚିବାକୁ ଦେ ମୋ ପାଖରୁ କାହାକୁ ଦୂରେଇ ଦେନି କାଳିଆ😭
@Tbmanoj
@Tbmanoj 4 ай бұрын
ଭାଇ ଜଉ କଥା କହିଲେ ପୁରା ଠିକ୍ କହିଲେ 😢 ତୁ ଯେତେ ଡାକିଲେ ସେ ଶୁଣି ବନି କାରଣ ସେ ପରା ପଥର ପାଲଟି ଯାଇଛି
@laladash1820
@laladash1820 3 ай бұрын
😢😢😢😢
@jyotirmayeesahoo5312
@jyotirmayeesahoo5312 3 ай бұрын
Se jaha bi karanti tuma future ku dekhiki karanti sethi pain biswasa rakha sabu se thik karidebe 🙏🙏🙏🙏🙏🙏🙏🙏🙏🙏🙏biswasa kebe bi haraona
@TPP-v1j
@TPP-v1j 3 ай бұрын
😢😢😢
@subrat-z8f
@subrat-z8f 2 ай бұрын
Prabhu Jaga suniba daka apekhya karantu❤😊
@soumyaranjanswain8855
@soumyaranjanswain8855 Ай бұрын
ତୋ ବଡ ପଣ କୁ ଧିକ ତୋ ବଡ ନେତ କୁ ଧିକ୍ ହେ ଜଗା ରେ ମୋ କର୍ମ କୁ କାହିଁକି ଏତେ ନିନ୍ଦା କରିଛୁ ମୋ ପାଇଁ ତୋ ସିଂହ ଦ୍ଵାର କୁ କାହିଁକି ମୋତେ ମନା କରିଛୁ😢😢
@SubhalaxmiDash
@SubhalaxmiDash 7 ай бұрын
ମହାପ୍ରଭୁଙ୍କ ଏ ଭଜନ ଶୁଣିଲେ ମୁଁ ମୋ ଆଖିର ଲୁହକୁ ଅଟକେଇ ପାରେନି ⭕️❗️⭕️🎶 ସୌରଭ, ଟୂବୁ ଭାଇ ଶୁଭେଚ୍ଛା ଜଣାଉଛି 🙏
@worldartsite
@worldartsite 6 ай бұрын
Same bro
@OdishaPride
@OdishaPride 6 ай бұрын
*ଯେତେ ଶୁଣିଲେ ବି ମନ ପୁରୁନାହିଁ । ହୃଦୟସ୍ପର୍ଶୀ ❤*
@kumartubulu7999
@kumartubulu7999 7 ай бұрын
ବୁଢା ମଉସା ମୁହଁ ରେ ମୋ ବାବା ଙ୍କୁ ଦେଖୁଚି.... ମୋ ବାବା ବି ଠିକ ଏମିତି ଦେଖା ଯାଆନ୍ତି😔.... ପ୍ରଭୁ ଜଗନ୍ନାଥ ମଉସା ଙ୍କୁ ଭଲ ରେ ରଖନ୍ତୁ 🙏❤️
@rajeswarmajhi18
@rajeswarmajhi18 6 ай бұрын
Jay Jagannath 🙏🙏🙏
@AbhijitpatnaikSabitri
@AbhijitpatnaikSabitri 6 ай бұрын
Same bro
@sumantabehera7642
@sumantabehera7642 6 ай бұрын
କଣ ବାପା କୁ ବୁଢ଼ା କୁହ କି
@binodjena4079
@binodjena4079 6 ай бұрын
Bhai mo aja bi semit dekha janti same
@mohantymanaranjanlifevisio2369
@mohantymanaranjanlifevisio2369 6 ай бұрын
🚩jay Jagannath ⭕‼️⭕swami 🙏
@Sudeep_Thought
@Sudeep_Thought 3 ай бұрын
ସତରେ ଏମିତି ଭଜନ ଗୀତ ଶୁଣି ମୋ ଆଖି ରୁ ଲୁହ ବାହାରି ଆସିଲା ଜୟ ଜଗନ୍ନାଥ 🙏
@abchandan17
@abchandan17 Ай бұрын
ସତରେ ଯେତେ ଥର ଗୀତ ଶୁଣୁଛି କାନ୍ଦୁଚି
@RadhanathParida-vk9vx
@RadhanathParida-vk9vx 2 ай бұрын
Jay Jagannath 🙏🙏.Bhai Emitia Jagannath Bhajan baneile bahut bhala laguchi..Aji mu 17 thara sunilini hele b mana manuni ahuri sunibaku ichha hauchi. Superb song Bhai🎉🎉❤❤. Choudhary Bikash Das gita ku 4 chand lageideichanti 🙏🙏. Sourav nka tone re ae gita ra feeling ahuri badhijaichi🙏🙏
@words-r3f
@words-r3f 7 ай бұрын
ହେ ଜଗାରେ🙏🏻 ତୋ କରୁଣା ଅପାର। ଆଖିରେ ଲୁହ ଆସିଗଲା 😢 ହେ ମହାବାହୁ ଦୁନିଆର ସବୁ ବାପା ମାଆଙ୍କୁ ଖୁସିରେ ରଖ ପ୍ରଭୁ 🙏🏻🙏🏻🪔 ଚୌଧୁରୀ ବିକାଶ ଦାସ ସାର୍ ଆପଣ ପିଲା ବେଳଠୁ ଆଜି ଯାଏ ମନରେ ଅଛନ୍ତି ❤ ଜୀବନ୍ତ ଲାଗୁଛି ଆଜି ଏ ଭଜନ।
@satrughnapaikaray
@satrughnapaikaray 6 ай бұрын
ଏତେ ଦିନ ପରେ ଗୋଟେ ମନ ପସନ୍ଦ ଭଜନ ଶୁଣିବାକୁ ମିଳିଲା 🙏🙏🙏
@bhaktimayeejena4554
@bhaktimayeejena4554 7 ай бұрын
Bikash uncle apana a Geeta ku jibanta Kari deichhanti ete Sundar avinaya re 😢😢 luha asi jauchi aakhi re 😭😭 ete nikhuna avinaya odia industry re kehi karibeni 🙏🙏 Sabu bele bhala re ruhantu 🙏🙏
@abchandan17
@abchandan17 Ай бұрын
Bas khali gote like deiparili 😭😭😭
@mrrider6102
@mrrider6102 2 ай бұрын
ଏତେ ସୁନ୍ଦର୍ ରାଇଟର ଅଟେ ସୁନ୍ଦର ପରିବେଷଣ ଗାୟକ ଏତେ ସୁନ୍ଦର୍ ଅଭିନୟ ସତରେ ଅତୁଳନିଅ ଜୟ ଜଗନ୍ନାଥ 🚩🙏
@deepakkumarsubudhi5167
@deepakkumarsubudhi5167 2 ай бұрын
କୋଉ କୋଟିଜନ୍ମର ପୁଣ୍ୟ ଅର୍ଜନ କରିଥିଲି କେଜାଣି ହିନ୍ଦୁ ଧର୍ମ ଭାରତ ବର୍ଷ ଓଡିଶା ରାଜ୍ୟ ପୁରୀ ଜିଲ୍ଲା ରେ ଜନ୍ମ ପାଇଲି ଜୟ ଜଗନ୍ନାଥ 🙏🙏🙏🙏
@SuhanaNag-zt9ce
@SuhanaNag-zt9ce 6 ай бұрын
ହେ ପ୍ରଭୁ ଜଗନ୍ନାଥ ମୋର କୋଳ ଖାଲି ଅଛି ରେ ତୁ ମୋ ଦୁଃଖ କୁ ଶୁଣ ଆଉ ସାଭେ ମୋ ପାଇଁ ପ୍ରାଥନା କର ବହୁତ୍ ଜଲଦି ମୋ ଖୋଳ ଭାରି ଜଉ 😭😭
@HappyKhushi_1985
@HappyKhushi_1985 4 ай бұрын
ଜୟ ଜଗନ୍ନାଥ
@mohantyadyasha11
@mohantyadyasha11 4 ай бұрын
🙏🏼
@mrutyunjaymishra6430
@mrutyunjaymishra6430 4 ай бұрын
Jay Jagannath
@jyotirmayeesahoo5312
@jyotirmayeesahoo5312 3 ай бұрын
Nihati bhabe sunibe didi biswasa rakha tanka upare mu bi tuma pain tanku dakuchhi sighra tumara subha dina asijau 🙏🙏🙏🙏🙏biswasa achhi nihati sunibe 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sudamparida497
@sudamparida497 3 ай бұрын
Prabhu samsta nka daka sunibe dedi
@rabirout7101
@rabirout7101 7 ай бұрын
ଅତୁଳନୀୟ ଅଭିନୟ ❤ 😢😢ଲୁହ ଆସିଯାଇଛି ଯେତେ ଦେଖିଲେ ହେ ଜାଗା ରେ।
@smrutiofficial
@smrutiofficial 6 ай бұрын
ଜୀବନ୍ତ ଅଭିନୟ ରେ ଲୁହ ସବୁ ଆପେ ବହି ଯାଉଛି। ସେହି କାଳିଆ ସାଆନ୍ତ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ସାର୍। ଆପଣ ଓଡ଼ିଆ ଅଭିନୟ ର ଉଜ୍ଜ୍ୱଳ ଜ୍ୟୋତିଷ୍କ । #ChoudhuryBikashDash ❤❤❤❤
@shriganesh3628
@shriganesh3628 6 ай бұрын
Right
@Adyasha-mishra00
@Adyasha-mishra00 2 ай бұрын
Literally... Akhire luha ashiga.. Jaga sate pakhare achi amit gote siharana kheli gala. I don't know why. Vikash sirnku dekhi satare bahut kanda laguchi
@meghamalajenajena6967
@meghamalajenajena6967 Ай бұрын
ହେ ଜାଗା ରେ ମୁ ତୋତେ କିଛି ମାଗିନି କି ମାଗି ବିନି ରେ ମୁ ତୋତେ ଏତିକି କହିବି କି ତୁ ମୋତେ ଯେଉଁ ଗୀତ ଗାଇବା ର କଳା ଦେଇଚୁ ସେଇ ଇଚ୍ଛା କୁ ତୁ ମୋର ପୂରଣ କରି ଦେ ରେ ଜାଗା ମୋତେ ତୁ କେବଳ ଗୋଟିଏ ସୁଯୋଗ ଦେ ରେ ତା ପରେ ତୁ ଦେଖିବୁ ଜଗା ମୁଁ ଏମିତି ତୋ ଭଜନ କୁ ଗାଇବି ଯେମିତି ସବୁ ଲୋକ ମାନେ କେବଳ ସେଇ ଗୀତ କୁ ଶୁଣୁ ଥିବେ ରେ ଜାଗା କେବଳ ତୁ ମୋର ସାଥିରେ ଥା ରେ ଜାଗା ମୋ ଇଚ୍ଛା କି ମୋ ଗୀତ ଯେମିତି ସାରା ଦୁନିଆ ଶୁଣିବ ମୋର ଏତିକି କହି ବାର ଥିଲା ରେ ଜାଗା ବାକି ତୋ ଇଚ୍ଛା ରେ କାଳିଆ ମୋର ବିଶ୍ବାସ ଅଛି ରେ ଜାଗା ତୁ ମୋର ଡାକ ଶୁଣିବୁ 🙏🙏😔🥺😭🥺😔🙏
@mojagannathamahaan
@mojagannathamahaan 7 ай бұрын
ବହୁତ ହୃଦୟସ୍ପର୍ଶୀ 🥹ଜଗନ୍ନାଥ ସବୁବେଳେ ଖୁସିରେ ରଖନ୍ତୁ ସମସ୍ତଙ୍କୁ....ଜୟ ଜଗନ୍ନାଥ 🙏🙏
@TMbrovideo
@TMbrovideo 6 ай бұрын
ପ୍ରେମ ରେ ଧୋକା💔 ଖାଇଲା ପରେ ଏ ଭଜନ ଶୁଣି ମୋ ମନକୁ ବୁଝେଇ ନେଉଛି, ପ୍ରଭୁ ଜଗନ୍ନାଥ ଦିନେ ମୋ ଡାକ ବି ଶୁଣିବେ.....😭😭😭😭😭
@laluswain5472
@laluswain5472 6 ай бұрын
😂😂😂😂oo
@sonucreations4956
@sonucreations4956 6 ай бұрын
Same to here bro .....
@soumitra1209
@soumitra1209 6 ай бұрын
Sam bro 😢😢😢
@satyajeet1084
@satyajeet1084 6 ай бұрын
ଭାଇ ତମେ ଭୁଲ ଜାଗା କୁ ପଳେଇ ଆସିଛ ତମେ Humansagar ଗୀତ ଶୁଣିବା କଥା😂
@banasmitanayak8486
@banasmitanayak8486 6 ай бұрын
​@@satyajeet1084sunu tame abe bujhi paribani kete kasta hauchi jete bele dhoka khaiba jani pariba.....aue kahara majak udeiba bandha kara hela
@Puunnyy
@Puunnyy 7 ай бұрын
ଛଳ ଛଳ ତୁମ ସଜଳ ନୟନେ ଛଳୁଚ ଜଗତକୁ ।ମହାପ୍ରଭୁ🙏🏻
@chandni_lifestyle9806
@chandni_lifestyle9806 4 ай бұрын
ଚୌଧୁରୀ ବିକାଶ ଦାସ Sir ଙ୍କ ପାଇଁ ଏ ଗୀତ ଟି ଦ୍ୱିଗୁଣିତ ହୋଇ ଯାଇଛି 🥺 ଭଗବାନ କରନ୍ତୁ Sir ଆମ ସହ ସର୍ବଦା ରହିଥାନ୍ତୁ 🙏🏻 A big solute of you sir😭
@raajcreations1610
@raajcreations1610 2 ай бұрын
ଏହି ଗୀତଟି ଯେବେ ରିଲିଜ୍ ହେଲା ସେବେ ଠାରୁ ମୁଁ ଶୁଣିଛି ଆଜି ଯାଏ ଜୟ ଜଗନ୍ନାଥ ପ୍ରଭୁ ⭕‼️⭕
@Pritamtv0
@Pritamtv0 7 ай бұрын
ଏ ଭଜନ ଯେମିତି ସ୍ଵୟଙ୍ଗ ଜଗନ୍ନାଥ ଗାଇଛନ୍ତି❤ ଲେଖିଛନ୍ତି 😢 ହେ ଜଗା ତୁ kauti ଆଉ ଦୁନିଆରେ ଅନ୍ୟାୟ ସହି ହଉନି ଏବେ ପାପୀ କୁ ସୋହାର କର😢😢😢❤❤❤❤❤❤
@todayallabout4u
@todayallabout4u 7 ай бұрын
ଜୟ ଜଗନ୍ନାଥ 🙏 ଜଗତରନାଥ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
@Pritamtv0
@Pritamtv0 6 ай бұрын
ଜଗନ୍ନାଥ ଙ୍କୁ ଭଲ ପାଉଥିଲେ JAY JAGANNATH ଲେଖ ତୁମ ମନସ୍କାମନା ପୂରଣ ହେବ❤❤❤❤❤❤❤
@prangyamallik3749
@prangyamallik3749 6 ай бұрын
Jay Jagannath 💝
@sukantadas4913
@sukantadas4913 6 ай бұрын
Jay jagannath
@PabitraDalai-u6w
@PabitraDalai-u6w 6 ай бұрын
Jay jagganath
@desiboymanas4354
@desiboymanas4354 6 ай бұрын
Jay jagannath🙏
@Mamalimishra-l2l
@Mamalimishra-l2l 5 ай бұрын
Jay jagannath
@basantasahu4804
@basantasahu4804 Ай бұрын
ଜୟ ଜଗନ୍ନାଥ👏 ବହୁତ ସୁନ୍ଦର ଲାଗିଲା, ଆପଣ ଙ୍କ ଅଭିନୟ ମତେ କଦେଇ ଦେଲା, ଭାବର ଲୁହ , 👏 👏 ଜୟ ଜଗନ୍ନାଥ 👏👏
@purnimanayak4303
@purnimanayak4303 2 ай бұрын
ଓଡ଼ିଆ ଭଜନ କୁ ପୁଣି ମନ ଛୁଆଁ କରିଥିବା ରୁ ବହୁତ ବହୁତ ଧନ୍ୟବାଦ୍
@prasantakumarsethypapuni8938
@prasantakumarsethypapuni8938 7 ай бұрын
ଏ ଗୀତ କୁ ଆମ ଅଞ୍ଚଳ ର ପୁଅ ସୌମ୍ୟ ରଞ୍ଜନ ବଳ ଲେଖିଛନ୍ତି। ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।।🎉🎉🎉🎉 ମହାପ୍ରଭୁ ଙ୍କ ଆଶୀର୍ବାଦ ରୁ ସେ ଏମିତି ଅନେକ ଗୀତ ଆମ ମାନଙ୍କ ପାଇଁ ରଚନା କରନ୍ତୁ।।
@worldmoviesstar2.0
@worldmoviesstar2.0 6 ай бұрын
Hurudoyo sparshi gito tiye..lekho ko ebong singer ku samostanku bahut bahut dhanyabad ❤❤❤
@shashankasekharkar2404
@shashankasekharkar2404 7 ай бұрын
ଜୟ ଜଗନ୍ନାଥ ବହୁତ୍ ଭଲ ହୋଇଛି ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ ❤🙏
@ChittaranjnNandi
@ChittaranjnNandi 4 ай бұрын
ଅତି ସୁନ୍ଦର ଭାବରେ ଗୀତଟି କୁ ଲେଖାଯାଇଛି ଜୟ ଜଗନ୍ନାଥ ହରିବୋଲ
@RubiVlogs6668
@RubiVlogs6668 7 ай бұрын
Pappu bhai Tama edit ku salute rula Diya yaar 😭😭😭🛕🛕🛕🙏🙏🙏🙏🙏🙏🙏🙏
@Itspravat5
@Itspravat5 6 ай бұрын
ମୋର ବୋହୁତ ପସନ୍ଦ୍ ବିକାଶ ସାର୍ ତାଙ୍କ ଅଭିନୟ କେହି କରିପାରିବେନି ଭଗବାନ୍ ଙ୍କ ପାଖାରେ ଏତିକି ପ୍ରାର୍ଥନା ତାଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏
@SeemaLifezone
@SeemaLifezone 6 ай бұрын
ବହୁତ୍ ସୁନ୍ଦର୍ ହେଇଛି ଏ ଭିଡିଓ ଟି। ଦେଖୁ ଦେଖୁ ଆଖିରେ ଲୁହ ଆସିଗଲା । 🥺🥺🥺🥺
@RupasiNayak-ud9jy
@RupasiNayak-ud9jy 4 ай бұрын
ସତରେ ଏହି ଗୀତ ଟି ବହୁତ ହୃଦୟସ୍ପର୍ଶୀ ହୋଇଛି 🥲 ସୌରଭ ଭାଇ ଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି ସଂଗୀତ ଟିକୁ ଏତେ ସୁନ୍ଦର ଭାବେ ଉପସ୍ଥାପନା କରିଥିବାରୁ🙏🏻🥹🙌🏻 ଗୀତଟିକୁ ଶୁଣିବା ମାତ୍ରେ ଆଖି ରୁ ଆପେ ହିଁ ଜଗା ପାଇଁ ଲୁହ ଝରି ଯାଉଛି🥹❤
@pankajbehera1779
@pankajbehera1779 7 ай бұрын
ସତରେ ଏ କଳି ଯୁଗରେ କେବଳ ଗୋଟିଏ ସତ୍ୟ ରାଧେ ରାଧେ 🙏
@BOBALTOKA0726
@BOBALTOKA0726 6 ай бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ରେ କିଛି ଭାବ ତୋ ଅଛି 😢 ଆଖି ରୁ ପାଣି ଆସି ଗୋଲା ଭଜନ ଟି ଶୁଣି.....ବହୁତ ସୁନ୍ଦର ହେଇଛି ଭଜନ ଟି 🙏
@unicorn-aishu03
@unicorn-aishu03 5 ай бұрын
ଏଭଳି କଳାକାର କ୍ୱଚିତ୍( କୋଟିଏ ରେ ଗୋଟିଏ) ଜୟ ଜଗନ୍ନାଥ🙏🙏🙏🙏
@vikash23641
@vikash23641 29 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ ୧୦୨ କୋଟି ପ୍ରଣାମ। ଧନ୍ୟ ମୁଁ ଗୋଟେ ଓଡ଼ିଆ ତୁମ କୃପା ରେ ରହୁଚି।
@sampradhan3043
@sampradhan3043 Ай бұрын
Hats off sir🙏🏽, your acting breathed life into this lovely bhajan.
@pralayaofficial1060
@pralayaofficial1060 7 ай бұрын
ମହାନ୍ କଳାକାର ଚୌଧୁରୀ ବିକାଶ ଦାଶ ସାର୍...
@Puunnyy
@Puunnyy 7 ай бұрын
ତୁ ବ୍ରହ୍ମ ଦାରୁ ମୁଁ ପାପୀ ମେରୁ ଭାରି ଖୁସି ହେଉ ମୋ ଲୁହ ଢାଳି
@ytvideo3883
@ytvideo3883 7 ай бұрын
ଶେଷ ଦୃଶ୍ୟ ଆଖିରୁ ଲୁହ ଆଣିଦେଲା.. ସତରେ ଅଭିନୟ ଗୀତକୁ ଜୀବନ୍ତ କରିଦେଇଛି.. ଜଗା କେବେ ନବୁ ପାଖକୁ 😢
@Tigers_Journey123
@Tigers_Journey123 5 ай бұрын
Correct bro😊❤ ✅
@Tigers_Journey123
@Tigers_Journey123 5 ай бұрын
Correct bro😊❤ ✅
@Tigers_Journey123
@Tigers_Journey123 5 ай бұрын
Correct bro😊❤ ✅
@bhaskarbehera5968
@bhaskarbehera5968 3 ай бұрын
ଗୀତ ଶୁଣି ଆଖିରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏🙏
@sarojkumarbiswal3477
@sarojkumarbiswal3477 5 ай бұрын
ମୋ ମା କୁ blood cancer...କେତେ ଏ ଜଗାକୁ ଡାକୁଛି ମୋ କଥାକୁ ଟିକିଏ ବି ଶୁନୁନି...ମୁଁ ଜାଣିଛି ମୋ ମାଆ ମତେ କିଛିଦିନ ଭିତରେ ଛାଡିଚାଲି ଯିବ at least ତା କଷ୍ଟକୁ ଦୂର କରୁନି ସେ😭😭😭
@Runukunu
@Runukunu 7 ай бұрын
ଭଜନଟି ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇଛି ।🙏ଜୟ ଜଗନ୍ନାଥ 🙏
@bikashrout5337
@bikashrout5337 6 ай бұрын
ମହାନ୍ କଳାକାର ଚୌଧୁରୀ ବିକାଶ ଦାଶ ସାର୍...🙏🏻🙏🏻🙏🏻🙏🏻 ⚫‼️⚫
@sidharthmohanty5572
@sidharthmohanty5572 7 ай бұрын
ବହୁତ ସୁନ୍ଦର ବିକାଶ ସାର 🙏🙏🙏🙏. ଜଗା ଆପଣଙ୍କୁ ସବୁବେଳେ ଭଲରେ ରଖୁ
@MS.Manish74
@MS.Manish74 5 ай бұрын
Salute bhai... Tama Voice suni au A song suni Mana pura Khushire bhari gala❤❤❤❤
@chintupadhymsd0731
@chintupadhymsd0731 4 ай бұрын
Mo putura pila aro age 10 month haichi a bhajana suni bohut khusi hauchi bhagwan nko ashri bad thau amiti sabu dine khusi re rahu jay jaganath 🙏🏻💗
@Aspirantlife96
@Aspirantlife96 7 ай бұрын
ଗୀତଟି ବହୁତ ସୁନ୍ଦର 😍🥰 ବିକାଶ ସାର୍ ମଧ୍ୟ ନିକ୍ଷୁଣ ଅଭିନୟ କରିଛନ୍ତି 😊❤ଜୟ ଜଗନ୍ନାଥ 🙌🙇⭕❗⭕
@PradeepDas-qp2op
@PradeepDas-qp2op 6 ай бұрын
ହୃଦୟ କୁ ଛୁଆଁଇଲା ପରି ଗୀତ ଟି ହୋଉଛି ଏମିତି ଭଂଜନ କର ସାରା ଦେଶ ରେ ନା ରଖ 🙏🙏🙏🙏👍👌👌👍
@abhijitswain2089
@abhijitswain2089 6 ай бұрын
Sunder Gita,,,au choudry bikash das nka abhinaya bahut sunder.. Jai jagannath 🙏🙏🙏
@kanhamaharana2582
@kanhamaharana2582 4 ай бұрын
ଅତି ସୁନ୍ଦର ଗୀତ ଟିଏ। ଅତି ହୃଦୟସ୍ପର୍ଶି । ବହୁତ୍ ବଢିଆ ।
@rky.7
@rky.7 4 ай бұрын
Incredible song , incredible act ❤❤ akhiru automatic luha bahari gola wahh 👌
@mihirkumarnayak2299
@mihirkumarnayak2299 7 ай бұрын
ବହୁତ୍ ସୁନ୍ଦର୍ ❤
@madhusmitasethi4808
@madhusmitasethi4808 6 ай бұрын
Satare gita to ate sundar heichi j dekhu dekhu akhiru luha baharipaduchi ,Jay jagarnath....
@s.s.samal.
@s.s.samal. 6 ай бұрын
ସତରେ ବହୁତ ସୁନ୍ଦର ହୋଇଛି ଅଭିନୟ ଚମତ୍କାର ପରିକଳ୍ପନା
@RajRiyadanceandcomedy
@RajRiyadanceandcomedy 3 ай бұрын
ଏହି ପରି ଗାୟକ ଓ କଳାକାର ମାନକୁ ମନ ରୁ ଧନ୍ଯବାଦ ❤❤❤❤
@parbatibhoi-
@parbatibhoi- 4 ай бұрын
ଏଇ ଗୀତ ଶୁଣିଲେ ଲାଗୁଚି ଯେମିତି ଏ ଦୁନିଆ ରେ କେବଳ ମୁଁ ଆଉ ଜଗା ଅଛୁ
@PuriRajamalike
@PuriRajamalike 7 ай бұрын
ଜୟ ଜଗନ୍ନାଥ ମାଲିକେ ଭଲରେ ଥାଆନ୍ତୁ ସମସ୍ତେ ଚକା ଡୋଳା କରୁଛି ଲିଳା ମାଲିକେ 🙏🙏🙏
@subratpradhan8987
@subratpradhan8987 7 ай бұрын
ଜୟ ଜଗନ୍ନାଥ 🙏🙏🙏 ବାସ୍ତବରେ ବହୁତ ହୃଦୟସ୍ପର୍ଶୀ ଭିଡିଓ ଟିଏ !!!!! ଧନ୍ୟବାଦ ଚୌଧୁରୀ ବିକାଶ ଦାସ ଙ୍କୁ, ଏହିଭଳି ଭିଡିଓ ବନେଇ ଥିବାରୁ ଏବଂ Entire Team କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ।।।। ପ୍ରକୃତରେ ଏହି ଭିଡିଓ ଟି ବହୁତ ହୃଦୟସ୍ପର୍ଶୀ ଅଟେ !!!!!
@HIHELLOEXCUSEME
@HIHELLOEXCUSEME 7 ай бұрын
Seriously last scene very crying 😭😭 best' act in the world 🌍 thank you
@TulsheDas
@TulsheDas Ай бұрын
Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 , dukha laguchi chaudhry bikash dash nku amiti abastare dekhiki
@HEYMAALIK1
@HEYMAALIK1 10 күн бұрын
ଇଚ୍ଛା ହଉଚି ଦିନ ସାରା video ଟି ନସରୁ ❤️❤️🙌❤️❤️❤️❤️
@desitoka6269
@desitoka6269 7 ай бұрын
😭😭ଆଖି ରୁ ଲୁହ ଆସଗଲା, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🚩🚩🚩🙏
@sipuncreationyt6303
@sipuncreationyt6303 7 ай бұрын
ଜୟ ଜଗନ୍ନାଥ 🙏 ଆଖିରେ ଲୁହ ଆସିଗଲା ଭିଡିଓ ଦେଖିକି 🙏
@Sanaya76380
@Sanaya76380 7 ай бұрын
Bahut sundar bhajana ...Jay Jagannath mahaprabhu 🙏🏻
@mr-gyan7069
@mr-gyan7069 20 күн бұрын
Jay Jagannath 🙏🙏🙏
@RudraPrasad..
@RudraPrasad.. 5 ай бұрын
Evergreen actors..Huge respect. .. Choudhary Bikash Dash.
@deba3798
@deba3798 7 ай бұрын
Mo Ghra Puri re Ratha Yatra 2,3 dina thila E video shooting hauthila mu dekhichi.... Jay jagannath 🙏🥰
@Radha_Brothers_2.0
@Radha_Brothers_2.0 7 ай бұрын
ଅତି ସୁନ୍ଦର 👌❤,,ଜୟ ଜଗନ୍ନାଥ 🙏
@JITEN93
@JITEN93 5 ай бұрын
ସତରେ ଆଖିରେ ଲୁହ ଆସିଗଲା 🙏🙏🙏 ଜୟ ଜଗନ୍ନାଥ
@avijeet5080
@avijeet5080 3 ай бұрын
Mind blowing voice nd theme too. Love from WB. Jay Jagannath ❤
@NityanandaMallik-c8w
@NityanandaMallik-c8w 6 ай бұрын
Bahut super heichi ea video ti dekhile akhiru kuha asi jauchi😭😭🥺🥺
@tanujsahu5236
@tanujsahu5236 7 ай бұрын
ଜଗତର ନାଥ ଜଗନ୍ନାଥ ଆପଣ ଓ ଆପଣଙ୍କର ପରିବାର ର ସମସ୍ତଙ୍କର କଲ୍ୟାଣ କରନ୍ତୁ।ଜୟ ଜଗନ୍ନାଥ 🏵🌺🌼🌸ଭକତ ଭାବରେ ବନ୍ଧା ।ଭାବର ଠାକୁର ⭕‼️⭕
@BIBHUTIBHUSHAN-ly6gs
@BIBHUTIBHUSHAN-ly6gs 7 ай бұрын
Prabhu..satare tame mahan😢akhiru luha asi gala mora Prabhu 😢mu jaha bi bhul karichi mote khema Kari nebe Prabhu🙏Jay Jagannath 🙏
@allgamezone7715
@allgamezone7715 5 ай бұрын
ସୌରଭ ଭାଇ ଙ୍କ ଗୀତ ହୃଦୟ କୁ କନ୍ଦେଇ ଦଉଚି। ଆଉ ଏହା ଭିକାରୀ ବଳ ଙ୍କ ପରେ ହଉଛି
@InnocentAstronomicalMode-wj3lz
@InnocentAstronomicalMode-wj3lz Ай бұрын
Jay jagannath Swami Nayana patha gami bhaba tuma Jay jagannath 🙏🙏🙏
@gamingstar9230
@gamingstar9230 7 ай бұрын
Mo bhali ai video tiku dakhiba pain kia apekhya karithila
@pinakibehera1105
@pinakibehera1105 7 ай бұрын
If you see it, it brings tears to your eyes ( gret artist of odia industry and like his simplicity)
@MylittleworldB
@MylittleworldB 3 ай бұрын
Na bapa na maa mora kehi nahanti ....🥲 He prabhu tame b seshare mo pain ete nistur heigal....kan tame satare sata kana dekhi paruna...jadi dekhi parichha tahale jie doshi tanku kahiki saja dauna ...kahiki mo kapalare ete dukha lekhichha ....kou pap re mote ete kasta dauchha...kemiti papi mane ete khusire rahi paruchhanti...michhar abhinaya samaj ku sata laguchhi aau sata aakhire luha bina kichhi nahi....suni thili anathar tame hauchha natha tahale dekha tama satyata...🙇‍♀️🙏🥲
@toofan_A2Z
@toofan_A2Z 2 ай бұрын
life ra best bhajana video. Kauthire b kichhi kami nahin. Jaga ra rana bhai akhiru pani asigala ae bhajana dekhi. Jay jagannath...
@PinkyMallick-143
@PinkyMallick-143 5 ай бұрын
Ate hrudaya sparsi Gita sunile swam Jagannath ta bhakta pakhaku dhai asibe🙏🙏🙏🙏🙏
@amrutaacharya5523
@amrutaacharya5523 4 ай бұрын
Jay Shree Mata Laxmi❤Jay Shree Jagannath❤Jay Shree Radhekrishna❤Jay Shree Radhekrishna❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🙏💓🌼✨🎇💝🏵️🌼💓🙏😍🎉🌺😘❣️🎇🎂💝❤🌸🪔😍🎉🌺✨🎇🎇💝❤🌸🪔😍🎉♦️🇮🇳💚💕🎂🎇💙🌸🎉😍🎊😘✨❣️🎇🎂💝🏵️🌼💓🪔🪔🌺❤😘❣️🎇🎂🏵️❤🌸🪔😍🤍💮💛🌹❤️♥️💞💞💞❤️💛🥰🥀🥰💮🌹💗♥️💞🧡💕💜🇮🇳♦️🥳♦️🇮🇳💜🧡🧡🎇😘🎉😍🎊😘🎇🎇💙🎊🌺❣️🎇🎇✨🌸🎉🪔😍❣️🎇💝❤🌸🪔😍🎉😘❣️💝🏵️🌸🪔😍♦️🇮🇳💜🎂🏵️💙🌸🎉🤍♦️💚💜🎇🎂❣️🌸🎉😍♦️💛💜💕🎂🏵️💙🌸🪔🙏🪔🙏🥳🎊😘🎇🎇🏵️💙🌺🎉🎉🎊✨🏵️💝🏵️🌼❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤💓🪔🎉🌺❣️🎂💝❣️🌻🤍💮💛💚💕🧡❤🎂🎇❣️✨🌺♦️🤍🤍🌻💚💕🧡🧡🧡🎂🎇❣️🎊🎉🎊🌺😘❣️❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🎇🎂🎂❣️😘🎉😍🎉🌸💙🏵️💝❤🌸🪔🎉♦️🌻💚💜🧡💕🥰💛🌹❤️♥️🧡💜🌻♦️🌻❣️🎂❤❤❤❤❤❤❤❤❤❤❤❤❤🏵️💙🌸💓🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🎉🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ManojkantSamal
@ManojkantSamal 3 ай бұрын
ମଉସା, ପୁଅ ଠିକ କହିଛି ll ଭାବର ଠାକୁର ସିଏ, ଭୋଗର ଠାକୁର ନୁହେଁଁ ❤ll
@ManojkantSamal
@ManojkantSamal 2 ай бұрын
ଅତି ସୁନ୍ଦର ଅଭିବ୍ୟକ୍ତି ❤ll କିନ୍ତୁ ବୁଝି ହୁଏନା "କର୍ମେ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ "".... 1 କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ ".... 2
Что-что Мурсдей говорит? 💭 #симбочка #симба #мурсдей
00:19
VIP ACCESS
00:47
Natan por Aí
Рет қаралды 30 МЛН
Jagatara Jamidara
5:13
Release - Topic
Рет қаралды 710 М.