Tragedy strikes as a law college professor kills father in Bhubaneswar | Nandighosha TV

  Рет қаралды 313,379

Nandighosha TV

Nandighosha TV

Күн бұрын

Пікірлер: 143
@kapilashsunaniofficial2078
@kapilashsunaniofficial2078 3 ай бұрын
କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।
@devbehera9506
@devbehera9506 3 ай бұрын
ରାମାୟଣ ପଢ଼ାହେଉଛି, ମହାଭାରତ, ଗୀତା ସବୁ ପଢ଼ାହେଉଛି ଆଉ କଣ ପଢିଲେ ନୈତିକ ଶିକ୍ଷା ମିଳିବ
@kushamajhi6440
@kushamajhi6440 3 ай бұрын
Budha mane b marijiba jae luve maruchhan
@itishreepriyadarsaninayak3341
@itishreepriyadarsaninayak3341 3 ай бұрын
Pilabelu Atyadhika sneha,atma garba, Bina sanskar jogu emiti huae
@badboysai3947
@badboysai3947 3 ай бұрын
​@@devbehera9506😊
@surendranathrath504
@surendranathrath504 3 ай бұрын
କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।
@ଆଖିଏବାସ୍ନା
@ଆଖିଏବାସ୍ନା 3 ай бұрын
ପୁରା ଠିକି କହି ଥାନ୍ତି
@ShriKshetraPurusottama
@ShriKshetraPurusottama 3 ай бұрын
Aapana thik kahuchanti kintu kie bujheiba ye generation ku... kie aaniba pathahudaa youth ku baataku
@biswaranjandas2935
@biswaranjandas2935 3 ай бұрын
Apana thk kahuchanti e chintadhara loka crime knowledge student ka mundare inject karidebe patha na kn padhauthila
@surendranathrath504
@surendranathrath504 3 ай бұрын
@@ShriKshetraPurusottama ନା ଯୁବଗୋଷ୍ଠୀ ପଥଭ୍ରଷ୍ଟ ଉଦଭ୍ରାନ୍ତ ପାଇଁ ଅନେକ ଭାବେ ବାପା ମା ଦାୟୀ। ତଥାପି ଅନେକ ଯୁବକ ଯୁବତୀ ପିତା ମାତା ମାନଙ୍କ ପାଇଁ ସମର୍ପିତ। ଏ ଘଟଣା ରେ ଜଣେ ସାର୍ଟିଫିକେଟ ଧାରୀ ମୂର୍ଖ ପ୍ରଫେସର ଜଡ଼ିତ ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।
@cutekajal123
@cutekajal123 3 ай бұрын
ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki
@sayuris1139
@sayuris1139 3 ай бұрын
What does this mean?
@zehidabegum3617
@zehidabegum3617 3 ай бұрын
Krutaghna Pua, se jaha bi hoi thau sie BAPA, jahank pain Pua sansar ku asi thila, Professor Pua SAMAJ KU KAN BARTA DELA ?
@rabindrasahoo3059
@rabindrasahoo3059 3 ай бұрын
😅😊
@bishnupriyamishra3326
@bishnupriyamishra3326 3 ай бұрын
ରାଗ ପରମ ଚଣ୍ଡାଳ...!ବୁଦ୍ଧି ,ବିବେକ ହଜାଇ ଦିଏ। କ୍ଷଣକ ରାଗର ବଶବର୍ତ୍ତୀ ମଣିଷକୁ କଣ ନ କରେ....!! ବିନାଶ କଲେ ବିପରୀତ ବୁଦ୍ଧି !
@skdsingerkumarsaroj655
@skdsingerkumarsaroj655 3 ай бұрын
ଜ୍ଞାନୀ ହେବେ ବାଟବଣା କଳୀଯୁଗର ଶେଷ ସଂକେତ ଜୟ ଜଗନ୍ନାଥ
@manasbeher7264
@manasbeher7264 3 ай бұрын
ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ
@dipun84in
@dipun84in 3 ай бұрын
Tuma bhali murkha hi emti katha kahi paribe, jahara pila rickshaw chalanti.
@rakeshparidaparidrakeha8877
@rakeshparidaparidrakeha8877 3 ай бұрын
Right
@santoshpatnaik3686
@santoshpatnaik3686 3 ай бұрын
ଅଧିକ ପାଠ ପଢିଥିବା ସବୁ ପିଲା ଏମିତି କରନ୍ତି ନାହିଁ. ତୁମର ଚିନ୍ତାଧାରା ଭୁଲ୍.
@manasbeher7264
@manasbeher7264 3 ай бұрын
@@santoshpatnaik3686 ମୋର ଯଦି ଚନ୍ତା ଧାରା ଭୂଲୁ ସେ ଲୋକ ଜଣେ ପ୍ରଫେସର ହେଇ ପିତା ମୋହ ଭୀଷ୍ମ କୁ କାହିଁକି ମାରିଲେ 🙏
@bksethy1
@bksethy1 3 ай бұрын
Wrong statement. He is Not educated. He is A certificate holder.
@AmanEntertainment7
@AmanEntertainment7 3 ай бұрын
ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,
@nainasahu9037
@nainasahu9037 3 ай бұрын
Right
@sdash6242
@sdash6242 2 ай бұрын
daughter also has equal share in property. Why should everyone suffer because useless son took loan for foreign education?
@lalitmohanmishra3561
@lalitmohanmishra3561 2 ай бұрын
ଖାଲି ସମ୍ପତି ପାଇଁ ପୁଅ ଝିଅ ବାଡ଼ିଆ ପିଟl ଯିଏ ବାପା ମା ଙ୍କୁ ପାଖରେ ରଖି ସେବା କରିବ ସିଏ ସବୁ ସମ୍ପତ୍ତି ପାଇବ, ଏହା ହିଁ ଆଇନ ଯିଏ ନ କରିବ ସେ କିଛି ପାଇବ ନାହିଁ, କିନ୍ତୁ ଏକଥା ଆଗରୁ ବାପା ମା ଥାନା ବା ଅଦାଲତ ରେ ଜଣାଇ ବା ଦରକାର, କିଛି ଜାଗାରେ ଝିଅ ମାନେ ଆସି ଘରେ କଳହ ସୃଷ୍ଟି କରୁଛନ୍ତି
@saroj1296
@saroj1296 3 ай бұрын
ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ
@routking8192
@routking8192 3 ай бұрын
ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି
@socialworkerajay8658
@socialworkerajay8658 3 ай бұрын
ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏
@swarnalatajena6430
@swarnalatajena6430 3 ай бұрын
Pua manaku bapa maa besi vala paile emiti fala mile
@TravisBickle58
@TravisBickle58 3 ай бұрын
Tahale khali jhiku bhala paiba katha? Kichi din tale Goa ra gote lodge re gote mahila nijara 4 yr pua ku murder kari, suitcase re bhari phingibaku neuthila. It's human nature very dark.
@patitakumarchoudhury9855
@patitakumarchoudhury9855 3 ай бұрын
ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏
@binayapradhan4671
@binayapradhan4671 3 ай бұрын
ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି
@mahimavastuseva
@mahimavastuseva 3 ай бұрын
ଶିକ୍ଷା ମନ୍ତ୍ରୀ ଯାହା ପ୍ରଫେସର କଣ ଅଲଗା ହେବ ?
@jayaprakashsahu9839
@jayaprakashsahu9839 3 ай бұрын
Yahan bhi Rajneeti... Aur lagta hai pehle govt ka chatukaar aur chamcha hai Tu...
@JipubhaiOdisha
@JipubhaiOdisha 2 ай бұрын
ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ , ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏
@brajakishorepadhi4022
@brajakishorepadhi4022 2 ай бұрын
ନୈତିକ ଶିକ୍ଷା ର ଅଭାବ।
@ramakantmahanta6994
@ramakantmahanta6994 3 ай бұрын
ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।
@minutesaboutShantikunjbyDSLenk
@minutesaboutShantikunjbyDSLenk 3 ай бұрын
ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ
@crazyyyy-cp5ih
@crazyyyy-cp5ih 3 ай бұрын
ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ
@phenoix_990
@phenoix_990 3 ай бұрын
Sethi pain profile re free fire ra photo achhi😂
@DevD597
@DevD597 3 ай бұрын
ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।
@hirojbehera448
@hirojbehera448 2 ай бұрын
We need to look at both sides of the story and in today's society any one can be guilty ...don't think parents are innocent and only guilty will the son and son in law ...it's really an understanding problem of old age parents and mindset which is destroying a good happy family for just a 25 lack and or any properties ... Parents should cooperate with their son as well ...they willnot keep the property when they die ..it's good to share the property with son as well when it's needed.and.sqve a family😢
@Dk-ec8gm
@Dk-ec8gm 3 ай бұрын
Bapa ra dosa thiba aaji Kali budha jaka besi hauchhanti
@GoswamiJagat-pc3vb
@GoswamiJagat-pc3vb 3 ай бұрын
To bapa ku b maride fer kana pai semiti kana kahu chhu
@bijaysahoo2341
@bijaysahoo2341 3 ай бұрын
Sabu ra mula jhia
@bijaypatra9105
@bijaypatra9105 3 ай бұрын
ବିଜେପି ସରକାର ଆସିଛି ଆହୁରି ହିସା ବଢିବ
@madhusmitamohanty2332
@madhusmitamohanty2332 2 ай бұрын
E sabu bjp jio company jogu hauchi samste kebala mobile dekhi dekhi manabikata behavior vulileni.ta chada sabu kama re kastha tension. Puni khali tax upare tax sethipain e sabu hauchi.chopa aieen kebala loka pain na police gunda neta manaka pain ?
@prasantapadhi4934
@prasantapadhi4934 3 ай бұрын
Bapa pua ku sampati debani ta au kahaku deba. Bapa ra main bhul.
@prasantapadhi4934
@prasantapadhi4934 3 ай бұрын
Ta pare pua ra bhul. Janma deba pila ku gharu bahara karuchhanti .bhul kahara athire
@khusikhabarrupsa4987
@khusikhabarrupsa4987 3 ай бұрын
Very Sad 🙏🏻 ନମସ୍ତେ (Namastey) "One Earth, One Family." 🇮🇳🙏🏻🇮🇳ॐ बसुधेय कुटुम्बकम्🇮🇳🙏🏻🇮🇳 🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳
@kabitaswain7606
@kabitaswain7606 2 ай бұрын
A pua pagala hoigala wife hata bilkul nahi bapa ragithibe au sidha manakarithibe mu Paisa debini Sethi pai amiti hela
@kabitaswain7606
@kabitaswain7606 2 ай бұрын
Jhiara bhumika bahut besi sabubele maa bapanka munda khauthiba
@ranjanapanda6538
@ranjanapanda6538 3 ай бұрын
ପୁଅର ହାତଗୋଡ଼ 4ଟାକୁ ଟାଙ୍ଗିକି ଛାଡ଼ିଦେଉ ଆଈନ୍‌।ଏତିକି କରିଦେଲେ ସାରା ଦୂନିଆ ଠିକ୍‌ ହେଇଯିବ।ଦେଶରେ ଶାନ୍ତି ଆସିଯିବ।ଶ୍ରୀକୃଷ୍ଣଙ୍କ ଠାରୁ ଦେଶ ଶିଖିବା ଦରକାର।ଅଶ୍ୱସ୍ଥାମାକୁ ଯେଉଁ ପରି ଦଣ୍ଡ ଦେଇଥଲେ,ଆଉ ଅଶ୍ୱସ୍ଥାମା ଦଣ୍ଡ ସହି ନ ପାରି ମରିବାକୁ ଚାହୁଁଥିଲେ ବି ଆଜିଯାଏ ନ ମରି କଷ୍ଟ ରେ ଅମର ହେଇକି ଅଦୃଶ୍ୟ ରେ ଅଛି।ଏ ପୁଅକୁ କଷ୍ଟ ରେ ବଂଚିବା ପରି ଦଣ୍ଡ ଦେଇକି ତା ଘରେ ଛାଡ଼ିଦିଆଯାଉ।ଅଜଥା ଜେଲ୍‌ରେ ରଖିକି ମଟନ୍‌ ଭାତ ଦିଆନଯାଉ।
@baikunthabehera3971
@baikunthabehera3971 3 ай бұрын
pathha na balla padhhuthila
@suryanarayan848
@suryanarayan848 3 ай бұрын
The daughter-in-law is the main abettor
@NAKHINANIPUABHAGIA507
@NAKHINANIPUABHAGIA507 3 ай бұрын
Sarbe hoibe eka kara nathiba bedara bichara tenu hoibe alpasayush jeeva sakle sarbanasha... Pitru hatya kari papi sata janma jae tor mukti nahi
@madhusmitamohanty2332
@madhusmitamohanty2332 2 ай бұрын
Abe ete katha kan pain ghatana na kahi summary sunaucha?
@malayakumarpanda9899
@malayakumarpanda9899 3 ай бұрын
ନନ୍ଦିଆ ଟିଭି ରେ ପ୍ରସାରିତ ଖବର ଠିକ ତ? କାହିଁକି ନା ଏମାନେ ମିଛ ଖବର ବେଶି ଦେଖାନ୍ତି।
@Ssae528
@Ssae528 3 ай бұрын
Tanku fasi diajau.
@bhagyadharanayak
@bhagyadharanayak 3 ай бұрын
ନ୍ୟାୟ ମୂର୍ତ୍ତି
@luckyme9154
@luckyme9154 3 ай бұрын
Mo sasura amaku asuvidha time re kichi tanka deithile aau deba darkar nahi boli kahithile. Ebe se sei paisa anya pua buddhi re padi maguchanti jouta ame dei paribu nahi. Sasura seithipain mote o mo swami nku bahut kharap bhasa se sodhuchanti prati choto choto katha re. Emitiki ame dui jana suicide karibu boli bhabiluni. 😢😢😢
@jyotiswain4778
@jyotiswain4778 3 ай бұрын
Jetebele apana nkr subidha samya asila sete sampurna nadei kichhi jachileni. 🙏🏾mota moti bhabre kahibkubgale artha ru anrtha 🙏🏾🙏🏾
@luckyme9154
@luckyme9154 3 ай бұрын
@@jyotiswain4778 deichu.. almost half dei sarichu.
@madhabchandranayak3011
@madhabchandranayak3011 3 ай бұрын
ପୋଲିସ ଯାଞ୍ଚ କରୁଛି କଣ ପୁଅ ତ ମାରିଛି ବୋଲି କ୍ଳିଅର ଆଉ ଘର କୁ ନଜର ରଖିଲେ କଣ ମିଳିବ
@samirparida4209
@samirparida4209 2 ай бұрын
Tu MG MAA ku repha Kari bi kahibu mo maipa nandighose newes
@sagarsahu5937
@sagarsahu5937 3 ай бұрын
ପାଠ ପଢିକି ଚାକିରୀ କରିଦେଲା ସତ ମାତ୍ର ସଂସ୍କାର ର ଅଭାବ ଯୋଗୁଁ ଏମିତି ଘଟିଛି।
@JitendraKhuntia-m3e
@JitendraKhuntia-m3e 2 ай бұрын
Mote laguchi tanka wife tanka pai hit kareithibe au sei raga re asiki sei bhali Kanda karithibe
@MANASKUMARBALIARSING
@MANASKUMARBALIARSING 3 ай бұрын
ପିଲାବେଳ ବାପା ମାଆ କାନରେ ଗୋଡ଼ି ପୁରାଇ ମୋଡା ଖାଇନି ପୁଅ
@LAXMU-vl6gn
@LAXMU-vl6gn 2 ай бұрын
It's not reason but bjp govt re hebar natila 1ago any crime only bjd gobt ku dayi karutile hebe kah ku kaiba .bjp ku kua
@bijaysahoo2341
@bijaysahoo2341 2 ай бұрын
Jhintika mari bani posile jaha hue seita hioichi👆
@Lippy773
@Lippy773 3 ай бұрын
ସେ ତ ବଡ଼ଘର ବଡ଼ ଗୁମରକଥା 😂
@narayanadash552
@narayanadash552 3 ай бұрын
ତୁରନ୍ତ, ଫାସୀ, ଦିଆ, ଯାଉ
@alokkumarrout763
@alokkumarrout763 3 ай бұрын
Bapa maa nka failed product results negative. Lobha and asat upayare dhana arjan jadi karithibe pua nije dekhichi pua...
@ArabindaMohapatra
@ArabindaMohapatra 3 ай бұрын
Wrong information provided by Nandighos tv
@eshakalia5888
@eshakalia5888 2 ай бұрын
Nua sarakar nua niama karantu jemiti 2ya thara pai apart ghatana na hua.
@akashray594
@akashray594 3 ай бұрын
gharoi college.. media wala kete selfish .. mani baku padiba.. Ebe jadi accused female hei thanta .. ta chehera dekhei v nathante.. Male boli taku publically harass karihaba ,, na kaan !!
@Preciousprapti7
@Preciousprapti7 3 ай бұрын
Tume kemiti manisha heba seita totally nija upare depend karuchi...jie jete b educated heithau na kahniki jadi tara prakruti aau chintadhara bhala nathiba tahele se kichhi b crime karipariba...manisha nije chesta kale vala manisha tia heipariba...kichhi kama kariba purbaru nija mana aau hrudayaku thare pachariki bujha seita kete thik aau kete bhul..jadi etiki kariparuna tahele tume manisha janma paibara jogya nuhna...
@latsaheb1947
@latsaheb1947 3 ай бұрын
Tama ku kie kahithila jiba ku,khali trp
@darkclouds6246
@darkclouds6246 3 ай бұрын
ଶଳା କି ପୁଅ ରେ ମାଘି ଆ ବଡ଼ ଘର ବଡ ଗୁମର କଥା
@anantacharannaik150
@anantacharannaik150 3 ай бұрын
Eita bada Ghar nuhe.Badaghar Bala khandare hananti.chhuri nuha.
@eshakalia5888
@eshakalia5888 2 ай бұрын
Jane bapa ta pila pai kete kan na karuchi kintu se kan nija pua aiya paiba chi chi lajya janaka katha
@prasantapadhi4934
@prasantapadhi4934 3 ай бұрын
Ati lobhe tanti mare.
@skentertainmentpromotions3115
@skentertainmentpromotions3115 3 ай бұрын
Third class news channel Nandighosh TV
@jyotiranjan6678
@jyotiranjan6678 3 ай бұрын
Galu pura marijuba jail re ajibana
@minutesaboutShantikunjbyDSLenk
@minutesaboutShantikunjbyDSLenk 3 ай бұрын
ନୋ bail
@n.m9848
@n.m9848 2 ай бұрын
Bada lokanka bada lobha.Aau lobha ru mrutyu
@dipun84in
@dipun84in 3 ай бұрын
This is shocking and alarming for our society.
@littlequeenrakhi
@littlequeenrakhi 3 ай бұрын
ବଦଘର ବଡ଼ ଗୁମର
@dayalugovinddaas1390
@dayalugovinddaas1390 3 ай бұрын
Frod tv Nandighosh tv , I have heard interview of Alok , he was not pratyaskh darshi, he came after 4 mins when Mr Choudhary's wife asked Alok to come . Don't spread wrong news.
@sujatapatnaik5421
@sujatapatnaik5421 3 ай бұрын
Gharoi?! You mean the fraternal institution?!😂
@khirabatisanani4319
@khirabatisanani4319 2 ай бұрын
Jahau choudhury record karidele
@SunaDs-Reaction
@SunaDs-Reaction 3 ай бұрын
Jete sikhita hele kana heba ..jiye paisa pain bapa ku hatya karipate se jane lobhi hoithiba
@samirparida4209
@samirparida4209 2 ай бұрын
BJD sarkar pai marchi
@swarnalatasahoo1293
@swarnalatasahoo1293 3 ай бұрын
Pua prati astha au nahi
@saradaprasannananda1204
@saradaprasannananda1204 3 ай бұрын
Besi patha padheile emiti haba... Kana kariba... Khali ta patha padha... Certificate ana.. Bada job kara.. Bass aau kichhi nuha.. Sebhali patha padha ku dhik...
@mansingmurmu626
@mansingmurmu626 3 ай бұрын
ଘର କରିବା ପାଇଁ ଏତେ ଟଙ୍କା କଉଠି ପାଇଲା। ସାଲା ଓଡ଼ିଆ ଲୋକଙ୍କୁ ଏତେ ଟଙ୍କା ଲୁନ ମିଳୁଛି। ଆଦିବାସୀ ଲୋକଙ୍କୁ ସାମାନ୍ୟ ଟଙ୍କା ଲୁନ କରିବା ପାଇଁ ମାସ ମାସ ବର୍ଷ ବର୍ଷ ବ୍ୟାଙ୍କ ଧାଇଁ ବାକୁ ପଡୁଛି
@lunarayinstrumental
@lunarayinstrumental 3 ай бұрын
Education ke sath knowledge b chahiye.
@monajsabat8383
@monajsabat8383 3 ай бұрын
N TV show B j D party meicha katha pars parchar karuchie Naveen geta gauchie
@ShriKshetraPurusottama
@ShriKshetraPurusottama 3 ай бұрын
Faasi deideba katha dui swami shtri nku
@sujatapatnaik5421
@sujatapatnaik5421 3 ай бұрын
Nandighosa! Try to stay relevant, our best wishes in your soon depleting days!🤣
@mmohanty3522
@mmohanty3522 3 ай бұрын
Law and order problem in bhubaneswar especially senior citizens is rising!
@mannamohanty4837
@mannamohanty4837 3 ай бұрын
Lova bada satru.Gyana nahin dharya nahin tenu sampati v bhoga kari parilni.
@17138
@17138 3 ай бұрын
A professor has knowledge in one subject. In other subject , they are ----
@shaitansingh9698
@shaitansingh9698 3 ай бұрын
Sabu 25lac pai maridela!!! Ete bada rajagaria loka 25 lac karja ku darigala😢😢
@suryanarayan848
@suryanarayan848 3 ай бұрын
25lakh katha chhada 10rs paain madhya murder hauchhi
@shaitansingh9698
@shaitansingh9698 3 ай бұрын
@@suryanarayan848 😭
@sishirrout9026
@sishirrout9026 3 ай бұрын
Dekhare joumane paisa pachha re dou ducha Ki paisa sesare bapaku hatya kari dela, Khali university ru degree hasala kale habani,tk purana aau sastra ra charcha kariba aau prathana kariba
@sureshasahoo1493
@sureshasahoo1493 3 ай бұрын
Tara wife ku pachara kan sabu uskeilabhali katha kahiachhi
@prasantapadhi4934
@prasantapadhi4934 3 ай бұрын
Bapa mala belaku sampati sabu neba
@aleenshowmeen3221
@aleenshowmeen3221 3 ай бұрын
Emiti pua ku marijiba bhala chhi dhik se pua ..chhi chhi
@shusilabalaawwchhotagadi1036
@shusilabalaawwchhotagadi1036 3 ай бұрын
Kaliyuga sesa hebar suchana
@khireswarkheti7169
@khireswarkheti7169 3 ай бұрын
Sesa nuha just trailer
@soumyaranjanbiswal9728
@soumyaranjanbiswal9728 3 ай бұрын
education not important right eduacation is important.
@niranjanbiswas5534
@niranjanbiswas5534 3 ай бұрын
Turonto fachi dieyajau kulangarku
@JitendraKhuntia-m3e
@JitendraKhuntia-m3e 2 ай бұрын
Ju
@nababarika4028
@nababarika4028 3 ай бұрын
What may be he is useless. Value less education
@prativajena6995
@prativajena6995 3 ай бұрын
Bhai a news agami pidhiki ki sandesha daba
@sribant7489
@sribant7489 3 ай бұрын
Money ete important kei. ..😂
@amitkumarbehera722
@amitkumarbehera722 3 ай бұрын
A e loka ta Kalinga ias re padhouchhi
@sureshasahoo1493
@sureshasahoo1493 3 ай бұрын
Tara wife dhara
@SachidanandaSahu-y4x
@SachidanandaSahu-y4x 3 ай бұрын
He Prabhu e kana karuchha
@Samir.920
@Samir.920 3 ай бұрын
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏
@lalitadei953
@lalitadei953 3 ай бұрын
Bada ghara bada humara katha
@saisree_369
@saisree_369 3 ай бұрын
😢😢😢😢😢😢Jay jagganath 🙏🏻🙏🏻
@biswaranjandas2935
@biswaranjandas2935 3 ай бұрын
Se pua taku phasi deidia
@bhanjdisom1635
@bhanjdisom1635 3 ай бұрын
Maikina dai
@damodarsatapathy6418
@damodarsatapathy6418 3 ай бұрын
Saburamulabahu
@bhagabanpradhan7500
@bhagabanpradhan7500 3 ай бұрын
Thanks
@raghunandansasmal483
@raghunandansasmal483 3 ай бұрын
Samsar dabanala
News Point: Law Professor Stabs Father To Death In Bhubaneswar
16:41
Life hack 😂 Watermelon magic box! #shorts by Leisi Crazy
00:17
Leisi Crazy
Рет қаралды 21 МЛН
How To Get Married:   #short
00:22
Jin and Hattie
Рет қаралды 24 МЛН
Офицер, я всё объясню
01:00
История одного вокалиста
Рет қаралды 5 МЛН
Man Detained On Charges Of Marrying  3 Women In Bhubaneswar
7:41
Life hack 😂 Watermelon magic box! #shorts by Leisi Crazy
00:17
Leisi Crazy
Рет қаралды 21 МЛН