"ତ୍ରିଏକ ଈଶ୍ୱର" ସିଦ୍ଧାନ୍ତଟିକୁ କିପରି ବୁଝିବା..? Understanding Trinity Doctrine - Odia Christian Message

  Рет қаралды 7,597

Milton Suna

Milton Suna

Күн бұрын

Пікірлер: 96
@JesusKing919
@JesusKing919 10 ай бұрын
Good tiching ❤
@jirindakusliyajirindakusli5829
@jirindakusliyajirindakusli5829 3 жыл бұрын
Amen
@harasdigal1815
@harasdigal1815 3 жыл бұрын
Praise the Lord
@sukumarkhasla918
@sukumarkhasla918 16 күн бұрын
Thank you sir 🙏
@Brpbs
@Brpbs 2 жыл бұрын
Brother milton gives such Beautiful words, bless the Lord💐🙏🤝
@snigdharaninayak9012
@snigdharaninayak9012 3 жыл бұрын
Silu should watch this video. Praise the Lord.
@binodatadingiofficialsrvt8990
@binodatadingiofficialsrvt8990 3 жыл бұрын
Very nice message sir daniyabad 👍👍👍
@nuasdungdung3398
@nuasdungdung3398 3 жыл бұрын
Praise the Lord brother. Thank you
@sushilapradhan345
@sushilapradhan345 3 жыл бұрын
Nice preaching
@swarajdevgan2668
@swarajdevgan2668 3 жыл бұрын
Halleluya Praise the lord Very very thanks you Jeesus God bless you 🙏 Amen.
@mrbrukubru.wadeka4673
@mrbrukubru.wadeka4673 2 жыл бұрын
Really
@boazmallick5863
@boazmallick5863 3 жыл бұрын
Nice explain brother 👍👍
@user-gv5fobishes
@user-gv5fobishes 8 ай бұрын
ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ।
@user-gv5fobishes
@user-gv5fobishes 8 ай бұрын
ମୁଁ ଓ ପିତା ଏକ।
@jesussavesyou7045
@jesussavesyou7045 3 жыл бұрын
💕💕💕
@jemesmukundajmam2343
@jemesmukundajmam2343 4 жыл бұрын
Super Explain Bro.... Please Part2... Beautiful .... Example very nice...😊
@AllcreditstoGod
@AllcreditstoGod 4 жыл бұрын
Hallelujah.....May God use you more and more for his glory my Lord........
@PratapSingh-bx5mb
@PratapSingh-bx5mb 4 жыл бұрын
Praise the LORD. Sir. ଧନ୍ୟବାଦ ଏମିତି ସୁସମାଚାର. ଦରକାର. ଦୁନିଆ କା କୋଂନେ କୋଂନେ ତୁମ୍ଭ କୁଞ୍ଜୁ ରାହା ୟେଷୁ କା ନାମ କେଶା ପିଆର ୟେଷୁ କା ନାମ ଦୁନିଆ ମେ ହାଲେଲ୍ଲୁୟ. ଧନ୍ୟବାଦ. ଯୀଶୁ
@rupengudia5092
@rupengudia5092 3 жыл бұрын
God bless you. Amen
@anugrahalimaofficial6084
@anugrahalimaofficial6084 3 жыл бұрын
praise the Lord
@dhanahembram4820
@dhanahembram4820 3 жыл бұрын
God bless you Amen
@namitakhara354
@namitakhara354 3 жыл бұрын
Amen....
@christsservant9008
@christsservant9008 3 жыл бұрын
Nicely Explained Brother
@samsonsabara3092
@samsonsabara3092 3 жыл бұрын
Thank you sir...
@ajaysagaria5056
@ajaysagaria5056 3 жыл бұрын
Good amen silu bhai nku send koridio
@user-gv5fobishes
@user-gv5fobishes 8 ай бұрын
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି Be careful Be careful
@ghugunatakri5423
@ghugunatakri5423 4 жыл бұрын
Good job brother........😇😇😇😇
@deepaknag5302
@deepaknag5302 4 жыл бұрын
Good attempt bro... Go ahead... God bless you abundantly
@vrm.fromassam.9986
@vrm.fromassam.9986 3 жыл бұрын
Thank you sir for uploaded this video. YOU ARE RIGHT SIR BUT SILU CAN'T BELIEVE IN TRINITY JUST INFORM HIM. PRAISE THE LORD SIR MAY GOD BLESS YOU AND YOUR FAMILY.
@eliezersethiya6759
@eliezersethiya6759 3 жыл бұрын
This dangerous powerful Messages Trinity three person One God.. preise the lord
@sumantbabu563
@sumantbabu563 2 жыл бұрын
ତମେ କହିବା ପ୍ରକାରେ 🐅ବାଘ ଆଉ 🐻 ଭାଲୁ ସମାନ ନୁହଁନ୍ତି । ମାତ୍ର ଦୁହେଁ animal being ଅନୁସାରେ ବା ଦ୍ଵାରା ଆମେ ବାଘ ଯିଏ ଭାଲୁ ବି ସିଏ ପଶୁ ବୋଲି କହି କହି ଲୋକଙ୍କୁ ବୁଝାଇବାକୁ ପଡିବ !!!!!!! ହେଲେ ଆଜ୍ଞା ବାଘ ଆଉ ଭାଲୁ କୁ ଦେଖିଥିବା ଲୋକ ରାଜି ହେବେ । ଆପଣ କହିଲା ପରି ପଶୁ ଦୁହେଁ ସେମାନେ ସମାନ ହେବେ ନାହିଁ। ଏଣୁ FATHER is not equal SON is not equal HOLY SPIRIT.... But God being ଅନୁସାରେ ଏକ ଅଟନ୍ତି। ଅର୍ଥାତ୍ GOD କହିଲେ ତିନି ଜଣଙ୍କୁ ବୁଝାଇଥାଏ। ବା ତିନି ବ୍ୟକ୍ତିତ୍ଵ କୁ ବୁଝାଏ ....... ତେଣୁ Trinity God କୁହାଯାଏ।।।।।।।। ଆପଣ ବହୁତ ଚାଲାଖ ଚତୁର ଲୋକ।।।।।
@ranjankumar-lj8zh
@ranjankumar-lj8zh Жыл бұрын
ଭାଇ ତୁମ ଅନୁସାରେ ଓ ପ୍ରକୃତରେ ଈଶ୍ଵର କିଏ ସତ୍ୟ କୁହ ।
@Gamingofficiallife4194
@Gamingofficiallife4194 3 жыл бұрын
ଏଥିରେ ମଧ୍ୟ୍ୟ ଆପଣଙ୍କର ବାକ୍ୟ କହିବାର ଭୁଲ ଅଛି. ଆଦି 1:26 ରେ (ଆମ୍ଭେମାନେ) କହି ବାର ଶବ୍ଦ ବହୁବଚନ. ଆଉ( ପରମେଶ୍ୱର )ଶବ୍ଦ ମଧ୍ୟ ବହୁବଚନ. କିନ୍ତୁ ପିତା, ପୁତ୍ର ଆଉ ପବିତ୍ରଆତ୍ମା ଏକ ପରମେଶ୍ୱର. ସେମାନେ ଦୁଇ ବା ତିନି ନୁହନ୍ତି ତାହାହେଲେ କିପରି ବହୁ ବଚନ ହେବ.😜
@miltonsuna2649
@miltonsuna2649 3 жыл бұрын
ବ୍ୟକ୍ତିତ୍ଵ ଅନୁସାରେ ବହୁବଚନ..... ଧ୍ୟାନ ସହକାରେ ଶୁଣିଲେ ଭଲ ହେଇଥାନ୍ତା ବୋଧେ 👍
@Gamingofficiallife4194
@Gamingofficiallife4194 3 жыл бұрын
ଆପଣ ବ୍ୟକ୍ତିତ୍ବ ବିଷୟରେ କହିଲେ. କିନ୍ତୁ ଆଦି 1:26 ଆଉ ଆଦି 1:27 ପଦ ଦେଖନ୍ତୁ ଆପଣ ବୁଝି ପାରିବେ. ଏଥିରେ ସୃଷ୍ଟି ର ଆରମ୍ଭରେ ମନୁଷ୍ୟ କୁ ନିର୍ମାଣ କଲେ. ଆଉ ସେ ପୁରୁଷ ଓ ସ୍ତ୍ରୀ କରି ଆପଣାର ସାଦୃଶ୍ୟ ରେ ବା ପ୍ରତିମୂର୍ତ୍ତିରେ ନିର୍ମାଣ କଲେ. ଆପଣା ର କାହି
@miltonsuna2649
@miltonsuna2649 3 жыл бұрын
ଆପଣଙ୍କ ମତରେ କ'ଣ ହେବା ଉଚିତ କହିବେ କି ଟିକେ....?????
@Gamingofficiallife4194
@Gamingofficiallife4194 3 жыл бұрын
ପରମେଶ୍ୱରଙ୍କ ସନ୍ତାନ ପରମେଶ୍ୱରଙ୍କର ବାକ୍ୟ ଶୁଣନ୍ତି ସେଥିପାଇଁ ଧନ୍ୟବାଦ.ଆଦମ ଏବଂ ହବାଙ୍କୁ ସୃଷ୍ଟି ଦ୍ଵାରା ପରମେଶ୍ୱରଙ୍କୁ ଜାଣି ପାରିବା. ଯେପରି ପରମେଶ୍ୱରଙ୍କୁ ଆମେ ପିତା ପରମେଶ୍ୱର କହିଥାଉ. ଯିଏକି ଆଦମ ପିତା ପରମେଶ୍ୱରଙ୍କ ପ୍ରତିରୂପ ଆଉ ହବା ମାତା ପରମେଶ୍ୱରଙ୍କ ପ୍ରତି ରୂପ ଅଟେ. ଆଦମ ଏବଂ ହବାଙ୍କୁ ଦେଖିବା ଦ୍ଵାରା ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ଜାଣିପାରିବା. ଏତିପାଇଁ ଆମ୍ଭେମାନେ ଶବ୍ଦ ବେବହାର କରିଥିଲେ. ଏହି ପୃଥିବୀ ରେ ଯେତେ ବି ପ୍ରାଣୀ ଅଛନ୍ତି ସମସ୍ତେ ମାତାଙ୍କ ଠାରୁ ଜୀବନ ପାଆନ୍ତି. ଆମ୍ଭେ ମଧ୍ୟ୍ୟ ଶାରୀରିକ ମାତାଙ୍କ ଠାରୁ ଶାରୀରିକ ଜୀବନ ପାଇ ଥାଉ. ଆଦି 3:20 ପଦରେ ହବା ର ନାମ ଜୀବନ ବ୍ରାକେଟରେ ଦେଲେ. ଯେହେତୁ ସେ ଆଦି ମାତା. ଆଉ ଆମ ମାନଙ୍କ ଆତ୍ମିକ ଜୀବନ ଆତ୍ମିକ ମାତା ହିଁ ଦେଇପାରିବ. ଶାରୀରିକ ପିତା ଶାରୀରିକ ଜୀବନ ଦେଇପାରିବ ନାଇଁ ଆଉ ଆତ୍ମିକ ପିତା ଆତ୍ମିକ ଜୀବନ ଦେଇପାରିବ ନାଇଁ. ଯେପରି ଆମେ ବାପା ଏବଂ ମା ଉଭୟ ଦ୍ଵାରା ଶାରୀରିକ ଜୀବନ ପାଇଥାଉ. ଉଭୟ ମଧ୍ୟ୍ୟ ରୁ କାହାକୁ ଅସ୍ବୀକାର କରିପାରିବା ନାଇଁ. ସେମିତି ମାତା ପରମେଶ୍ୱରଙ୍କୁ ମଧ୍ୟ ଅସ୍ବୀକାର କରିପାରିବା ନାଇଁ. ସେହି ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଶେଷ ଦିନରେ ଆମ୍ଭ ମାନଙ୍କୁ କଣ ଦେବେ? ପ୍ରକାଶିତ ବାକ୍ୟ 22:17 ଦେଖନ୍ତୁ. ଏଠାରେ ଆତ୍ମା କିଏ ଆଉ କନ୍ୟା କିଏ? ଏପରି ବହୁତ ଗୁଡ଼ାଏ ମାତା ପରମେଶ୍ୱର ଙ୍କ ବିଷୟ ରେ ଲେଖା ଅଛି. ଗଲାତୀୟ 4:26 ପଦ ଦେଖିବା. ଆଉ ଯେଶାୟ 50:1ପଦ ଆଉ ପ୍ରକାଶିତ 21:1,2,3,9 ପଦ କୁ ଦେଖ. ଏହା ଭିତରେ କଉଟା doubt ରହିଲା ଟିକେ ପଚାରି ବ.
@jdas5649
@jdas5649 2 жыл бұрын
ପିତା ପୁତ୍ର ପବିତ୍ରଆତ୍ମ ନାମ ଏକ trinity ନୁହଁ bro 👍
@azadchhinchani
@azadchhinchani 3 жыл бұрын
Milton suna
@Nmpyouthgroup
@Nmpyouthgroup 8 ай бұрын
ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ
@lifeofjesusministries3577
@lifeofjesusministries3577 3 жыл бұрын
Bro, could you tell me God names plz
@miltonsuna2649
@miltonsuna2649 3 жыл бұрын
ଅନନ୍ତର ମୋଶା ପରମେଶ୍ଵରଙ୍କୁ କହିଲେ, ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ଵର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି ସେମାନେ ପଚାରିବେ, ତାହାଙ୍କର ନାମ କଅଣ? ସେତେବେଳେ ମୁଁ କି ଉତ୍ତର ଦେବି? ତହିଁରେ ପରମେଶ୍ଵର ମୋଶାଙ୍କୁ କହିଲେ, ଆମ୍ଭେ ଯେ ଅଛୁ, ସେ ଅଛୁ; ପୁଣି ସେ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ଵୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି। ଯାତ୍ରା ପୁସ୍ତକ ୩:୧୩-୧୪
@parmeshwartandia1961
@parmeshwartandia1961 3 жыл бұрын
Read words of Lord in Bible line by line .
@miltonsuna2649
@miltonsuna2649 3 жыл бұрын
Provide some words so that I can be able to understand.
@manikajalari2967
@manikajalari2967 3 жыл бұрын
ବାଇବଲକୁ ବୁଝିବାପାଇଁ ତୋମପରି ବୁଦ୍ଧି ଦରକାରନାହିଁ ବାଷ ଅକ୍ଷର ଜ୍ଞାନ ଦରକାର
@samsonsabara3092
@samsonsabara3092 3 жыл бұрын
Sir au gotie question, sir jaddi baptisma na nele kehi swargaku jai paribeni ki sir ??? Jaddi jaiparibeni tebbe jeumanne choto bele marijauchanti semanankara kana heba sir???? Au gotie questions sir jeumane baptisma neichhanti semane baptisma hella pare papa kalle semanankara papa kshyama karajibba ki sir ?????⁉❓
@ranjankumar-lj8zh
@ranjankumar-lj8zh Жыл бұрын
ଭାଇ,କେହି ଯଦି ବାପ୍ତିସ୍ମ ପାଉ କି ପାଉ,ତାହା ସହିତ ସମ୍ପର୍କ ରଖନି ହେଲା,ଏହା ହେଉଛି ଖ୍ରୀଷ୍ଟିୟାନ୍ ଭାଇମାନଙ୍କର ଭ୍ରାନ୍ତ ଶିକ୍ଷା,ହେଲେ ବାଇବଲ ଅନୁସାରେ ମନପରିବର୍ତନ କରି ନିଜ ଭୁଲ୍ ଓ ପାପକୁ ପ୍ରାୟଶ୍ଚିତ କରିଲେ ,ସେ ପାପରୁ ମୁକ୍ତି ପାଇବ,ଯେମିତି ଦସ୍ୟୁ ରତ୍ନାକରରୁ ବାଲ୍ମିକି ଧନ୍ୟବାଦ୍ ।
@YTAUDIO-sb3vb
@YTAUDIO-sb3vb 3 жыл бұрын
ଆପଣ ବାଇବଲର କିଛି ବିଷୟ ମିଶାଇଛନ୍ତି ଏବଂ ବାହାର କରୁଛନ୍ତି ଆଦି 2,16:17: ନିଜ ରୂପରେ ନର ଓ ନାରି ନିମାଣ କଲେ ଏହାର ଅଥ ନର ପରମେଶ୍ବର ଓ ନାରି ପରମେଶ୍ବର ଥିବାରୁ ପରମେଶ୍ବର କହିଲେ ଆପଣା (ମାନେ)ନିଜ ପ୍ରତିମୂତିରେ ନିମାଣ କରିବି ବୋଲି କହିଲେ ସେତିପାଇଁ ପରମେଶ୍ବର କହିଲେ (ଆମ୍ଭେ ମାନେ) ଏହାର ଅରଥ (ଏକ ବଚନ ନୂହେ ବୋହୂବଛନ) ଯଦି ପରମେଶ୍ବର ଜଣେ ଥିଲେ ତୋ (ମୁଁ )କହିତାନ୍ତା ସେତିପାଈ ଁ ପମେଶ୍ବର କହିଲେ ଆମ୍ଭେମାନେ
@sumantbabu563
@sumantbabu563 2 жыл бұрын
ଆପଣଙ୍କର ବ୍ୟକ୍ତିତ୍ଵ କେତେ ଗୋଟି ?
@miltonsuna2649
@miltonsuna2649 2 жыл бұрын
ଏକ
@sumantbabu563
@sumantbabu563 2 жыл бұрын
@@miltonsuna2649 ସଦାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ଓ ସାଦୃଶ୍ୟ ରେ ତୁମକୁ ନିର୍ମାଣ କରାଯାଇଛି। ତେଣୁ ପ୍ରଭଙ୍କର ବ୍ୟକ୍ତିତ୍ଵ ମଧ୍ୟ ଏକ ।।।।। ଆପଣ ଏବଂ ଆପଣଙ୍କର ଆତ୍ମା ଦୁଇ ବ୍ୟକ୍ତି ନୁହଁନ୍ତି। ଆପଣ(organ) ଓ ଆପଣଙ୍କ ଆତ୍ମା(inspiration) ଏବଂ ଆପଣଙ୍କ ପ୍ରାଣ(character) ତିନି ବ୍ୟକ୍ତି ନୁହଁନ୍ତି। ଏହା ଏକ ବ୍ୟକ୍ତିତ୍ଵ ର 3 Dimension ଅଟେ। 3 ରେ ହିଁ ଆପଣଙ୍କର ସିଦ୍ଧ ଅଟେ, complete man ବା perfect man ବୋଲି ଜାଣୁ । ଏଥିରେ ଆପଣ ଆପଣ କୁ ଆପଣ ନିଜକୁ ଅନୂଭବ କରନ୍ତୁ। Feel You your yourself . ପ୍ରଭୁ ଏବଂ ପ୍ରଭୁଙ୍କର ଆତ୍ମା ଦୁଇ ବ୍ୟକ୍ତି ନୁହଁନ୍ତି। ପିତା, ପୁତ୍ର ଓ ପବିତ୍ର ଆତ୍ମା ଏକ ବ୍ୟକ୍ତି ଅଟନ୍ତି , ତିନି ବ୍ୟକ୍ତି ନୁହଁନ୍ତି କିମ୍ବା ତିନି ବ୍ୟକ୍ତିତ୍ଵ ନୁହଁନ୍ତି, କିନ୍ତୁ 3 Dimension ଅଟେ। ଆମକୁ ବୁଝାଇବା ପାଇଁ ଏହି ତିନି Rolls ବା system ବନିବାକୁ ପଡ଼ିଲା ଯାହାକି ପୂର୍ବ ଭାବବାଣି ରେ ସତର୍କତା କରାଇଥିଲେ। ପ୍ରଭୁ ବାସ୍ତବ ଅଟନ୍ତି ତାଙ୍କର ଛାୟା ଆପଣ ଅଟନ୍ତି। You are Xerox copy... Or you are Duplicate copy... ଅଟନ୍ତି। ଏହି Duplicateକପି ଦିନେ attested ହୋଇ ସ୍ୱର୍ଗ କୁ ଉଠି ଯିବ । ଭ୍ରାନ୍ତ ନ ହୁଅ ଧୌର୍ଯ୍ୟ ଧର । ପିତା= ପ୍ରଭୁ ⬇️ ଆତ୍ମା ପୁତ୍ର= ଯୀଶୁ ⬇️ ଶରୀର ପବିତ୍ର ଆତ୍ମା=ଖ୍ରୀଷ୍ଟ ⬇️ ଅଭିଷେକ ଯଦି ଆପଣର ନାମ Deepak ଆପଣ ଆତ୍ମା ର ନାମ Deepak ଆପଣଙ୍କର ପ୍ରାଣର ନାମ Deepak ଅଟେ। ଉଦା :- ଆତ୍ମା.......... ମନେକର - -> ଚାଉଳ ପବିତ୍ର ଆତ୍ମା....... .-->ରନ୍ଦା ଚାଉଳ ଫରକ ଏତିକି ମାଥିଉ ୨୮:୧୯ ପିତା ପୁତ୍ର ଓ ପବିତ୍ର ଆତ୍ମା ଙ୍କ ନାମ ଯୀଶୁ ଅଟେ। ପ୍ରେରିତ ୨:୩୮
@miltonsuna2649
@miltonsuna2649 2 жыл бұрын
@@sumantbabu563 Please watch this video kzbin.info/www/bejne/pHPWf3mKgMt_r8U
@sumantbabu563
@sumantbabu563 2 жыл бұрын
@@miltonsuna2649 ପ୍ରଭୁ ୩ ବ୍ୟକ୍ତିତ୍ଵ ନୁହଁନ୍ତି କି ଅଟନ୍ତି ସଜୀବ ବୃକ୍ଷ ରୁ ଶିକ୍ଷା ନେଉ -> ପରାଗ ରେଣୁ , ମଞ୍ଜି, ଡାଳ ପତ୍ର ଏହି ତିନି Dissemination କୁ ସ୍ପଷ୍ଟ ହେଉ। It's 3 Dissemination, ସ୍ବର୍ଗିୟ ବର = ‌ଯୀଶୁ ଖ୍ରୀଷ୍ଟ ଏବଂ ପାର୍ଥୀବ କନ୍ୟା= ବିଶ୍ବାସୀ ଇଏ ଦୁଇ fold କିନ୍ତୁ ଏକ ଅଟେ। ପୁରାତନ ନିୟମ ଏବଂ ନୂତନ ନିୟମ ଇଏ ଦୁଇ fold କିନ୍ତୁ ଏକ ଅଟେ। ପ୍ରଭୁ ଠାରେ Male part ଏବଂ Female part ଅଛି କିନ୍ତୁ ଇଏ ଏକ ଅଟେ। ଦେଖନ୍ତୁ ଯଦି ୧/୨ + ୧/୨=୧ ହେବ କିମ୍ବା ୧/୨+୧/୨+୧/୨=୧ ୧/୨=୧/୨=୧ ହେବ ନାହିଁ ୧/୨=୧/୨=୧/୨=୧ ନାହିଁ ପିତା+ ପୁତ୍ର+ ପବିତ୍ର ଆତ୍ମା=୩ ହେବ polytheism ପିତା=ପୁତ୍ର=ପବିତ୍ର ଆତ୍ମା=୩ ହେବ ନାହିଁ, କିନ୍ତୁ ପିତା=ପୁତ୍ର=ପବିତ୍ର ଆତ୍ମା=୧ monotheism ଏବେ ଆପଣ monotheism ଅଟନ୍ତି । ତେବେ ପ୍ରକାଶିତ ବାକ୍ୟରେ ଯୋହନ ଙ୍କର Doctrineକଣ ଅଟେ। Polytheism ନା monotheism?
@sumantbabu563
@sumantbabu563 2 жыл бұрын
3 Dissemination= Right 3 Dimension word is wrong enterpret because neither He is chupped up in three piece s. Or 3 personality also wrong enterpret. See ପିତା ଈଶ୍ବର=୧ -- personality=1 ପୁତ୍ର ଈଶ୍ବର=୧. --- personality=1 ପବିତ୍ର ଆତ୍ମା ଈଶ୍ୱର=୧- personality=1 If ୧+୧+୧+={୩} 1+1+1={3personality} Become Three God = three personality. Or. ୧=୧=୧={୧} 1=1=1={1personality} Become one God=one personality..
@SUCCESSODISHA
@SUCCESSODISHA 3 жыл бұрын
Bhai music tike kaam kara bakya o music same heijauchhi
@lalitmallick6994
@lalitmallick6994 3 жыл бұрын
Thanks brother muhje paata nehin .
@sumantbabu563
@sumantbabu563 2 жыл бұрын
ହେ ପ୍ରିୟ ଲୋକ ମାନେ ମନୁଷ୍ୟ ଆପଣା ବୁଝିବା ଅନୁସାରେ ଥିବା Doctrineରୁ ବାହାରି ଆସ । ପ୍ରଭୁ କହନ୍ତି, ଆମ୍ଭର ସମ୍ବାଦ କିଏ ଗ୍ରହଣ କରିଛି ? ଆମ୍ଭର ବାହୁ କାହା ଠାରେ ପ୍ରକାଶ ? ଏହାର ଉତ୍ତର ଖୋଜନ୍ତୁ ଏବଂ ବିନାଶ ଆଡ଼କୁ ନେଉଥିବାDoctrine ରୁ ଧାଇଁ ପଳାନ୍ତୁ।
@miltonsuna2649
@miltonsuna2649 2 жыл бұрын
ଆପଣଙ୍କ Doctrine ଟିକେ କହିବେ କି ଭାଇ....????
@sumantbabu563
@sumantbabu563 2 жыл бұрын
@@miltonsuna2649 ଆପଣଙ୍କର Doctrine ରେ ମୁଁ ଖୁସି ନାହିଁ ଏଥିପାଇଁ ଆପଣ ନିଜକୁ ବାଧିବା ଦରକାର ନାହିଁ ପୁଣି ଆପଣ ମୋର Doctrine ରେ କଦାପି ଯାଇପାରିବେ ନାହିଁ ମୋର କି Doctrine ? କାରଣ ମୁଁ ଦୁର୍ବଳ ମଣିଷ ହୋଇଥିବାରୁ ଆପଣଙ୍କୁ ମୁଁ କଦାପି ମୋ ଉପରେ ସେମିତି ଆଉଜି ହେବା ପାଇଁ ଆପଣଙ୍କୁ chance ଦେବିନି ,କାରଣ ମୁଁ ଏହି ବେଳର ସେବା ବାହକ ନୁହେଁ / period ର teacher ନୁହେଁ ହଁ ଗୋଟିଏ periodରେ ୩୫୦୦ ଗୋଟି teacherକେମିତି ରହିବେ? ପ୍ରଭୁ ଙ୍କ Doctrine ଖୋଜ ବନ୍ଧୁ , ବଞ୍ଚିବା ପାଇଁ ଏତିକି ତ common sense ଦରକାର ନଚେତ୍ ଏହି ଗୋଟିଏ periodରେ ଆସି ଥିବା3500 Doctrine teacher ଆମକୁ ଫାଡି କରି ଖାଇଯିବେ!!! ମାତ୍ର ୪ ବର୍ଷ ହେବ ମୁଁ ସଂଘର୍ଷ କରୁଛି। ଏହି ପରି ଭାବରେ ନିଜ ନିଜର Doctrine ଦ୍ୱାରା ମଣିଷ ମାନେ ଖ୍ରୀଷ୍ଟ ଙ୍କୁ ଭାଗ କରି ଚାଲିଛନ୍ତି। ଯିଶୁ ଖ୍ରୀଷ୍ଟ କାଲି ଆଜି ଚିରକାଳ ସମାନ ଅଟନ୍ତି ଏବଂ ତାଙ୍କ Doctrine ସବୁବେଳେ ଗୋଟିଏ ହିଁ ହେବା କଥା ତେବେ ଗୋଟିଏ ବେଳରେ ଏତେ ଗୋଡାଏ Doctrine ପ୍ରାୟ ୩୫୦୦ ଗୋଟି compitition ରେ ଚାଲିଛି ଏହିକଥା ମଣିଷ କେବେ ମୁଣ୍ଡରେ ବୁଦ୍ଧି ଆସିବ !!!!! କ'ଣ ଏତେ Doctrine କୁ ଧରି ଚାଲାଖି ଦେଖେଇ ଆମେ ଚାଲିଲେ ପ୍ରଭୁ ଖୁସି ହୁଅନ୍ତି/ ଶୋଭା ପାଇଥାନ୍ତି ? ସମସ୍ତେ ଏଥିପାଇଁ already ବିଚାରିତ ହୋଇସାରିଲେଣି You 3500 Doctrine s are under Arrest. ଯୀଶୁ ନାମରେ ଆସିଲେ ସତ ମାତ୍ର world ଏବଂ word କୁ ଭ୍ରାନ୍ତ confused ରେ ପରିଣତ କଲେ, ଅସଲରେ ବାଟବଣା ହେଲେ, ଏବେ ଆପଣା ଆପଣା ସମୁଚିତ ଫଳ ପାଇସାରିଛନ୍ତି । ତେଣୁ ସମସ୍ତେ ଉଣାପଡି ଗଲେ!!! ଆମ୍ଭର ସମ୍ବାଦ କିଏ ବିଶ୍ବାସ କରିଛି? ଓ ଆମ୍ଭର ବାହୁ କାହା ଠାରେ ପ୍ରକାଶ ପାଇଛି ?
@miltonsuna2649
@miltonsuna2649 2 жыл бұрын
@@sumantbabu563 ଆପଣ ଯୀଶୁଙ୍କୁ ନିଜ ଏକମାତ୍ର ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରନ୍ତି କି...????
@sumantbabu563
@sumantbabu563 2 жыл бұрын
@@miltonsuna2649 ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ଆପଣା ଇଚ୍ଛା (ରୁଚି) ପ୍ରକାରେ Doctrine ରେ ଚାଲେ ସେ ପରିତ୍ରାଣ ପ୍ରାପ୍ତ କରିନାହିଁ। ପ୍ରାୟ ୩୫୦୦ Denomination ଆପଣା ଇଚ୍ଛା ଅନୁସାରେ ଭିନ୍ନ ଭିନ୍ନ ଭାବରେ ଆସିଲେ ଯୀଶୁଙ୍କ ନାମରେ!!!! No doubt.
@glorifychristinyou2159
@glorifychristinyou2159 3 жыл бұрын
ତ୍ରିଏର ଇଶ୍ବର doctrine କେବେ ଠାରୁ ଆରମ୍ଭ ହେଲା ? ବାଇବଲ ରେ ଯଦି ଟ୍ରିନିଟି ଶବ୍ଦ ନାହିଁ ତାର ମାନେ ଏହି ମତବାଦ ଟି ପରେ କାହା ଦ୍ବାରା ଆରମ୍ଭ ହୋଇଛି । ଯେମିତି ରବିବାର କପ ବିଶ୍ରାମବାର ରୂପେ ପାଳନ କରିବା ।
@miltonsuna2649
@miltonsuna2649 3 жыл бұрын
kzbin.info/www/bejne/pHPWf3mKgMt_r8U Watch this video please...
@user-gv5fobishes
@user-gv5fobishes 8 ай бұрын
ତୁମ୍ଭେମାନେ କିପରି ବିଶ୍ୱାସ କରିପାର? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ବରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ। Be careful my dear
@karuababu1241
@karuababu1241 3 жыл бұрын
ମୋର କହିବାର ଅର୍ଥ ହେଲା। ପିତା ପୁତ୍ର ଆଉ ପବିତ୍ର ଆତ୍ମା ଏକ ପରମେଶ୍ଵର । କିନ୍ତୁ ଆପଣ କହିଲେ ଆଦି ୧:୨୬ ରେ ଲେଖା ଅଛି। ଆମ୍ଭେ ମାନେ ର ଅର୍ଥ ହେଲା ଅଲଗା ବିଷୟ କୁ ବୁଝାଏ। ଯଦି ଆଦି ୧:୨୭ କୁ ଦେଖିବା। ପରମେଶ୍ଵର ନିଜେ କହିଛନ୍ତି। ଆପଣା ର ପ୍ରତି ମୂର୍ତ୍ତିରେ ପୁରୁଷ ଏବଂ ସ୍ତ୍ରୀ ନିର୍ମାଣ କରିବା ଏହାର ଅର୍ଥ ହେଲା ପିତା ପରମେଶ୍ଵର ବି ଅଛନ୍ତି ଆଉ ମାତା ପରମେଶ୍ବର ଅଛନ୍ତି। ଏହି ବିଷୟକୁ ବୁଝାଏ। ଆଶା କରେ ଆପଣ ବୁଝି ପାରୁ ଥିବେ।।।।। ଧନ୍ୟବାଦ
@miltonsuna2649
@miltonsuna2649 2 жыл бұрын
kzbin.info/www/bejne/Zpqxc3aAprqAbcU
@hpradhan6178
@hpradhan6178 2 жыл бұрын
ଭାଇ ଆଗ ଓଡ଼ିଆ ଶିଖ, 'ପରମେଶ୍ବର' ସ୍ତ୍ରୀ ଲିଙ୍ଗ ରେ କ'ଣ ହେବ ଜାଣିବ ।
@miltonsuna2649
@miltonsuna2649 2 жыл бұрын
@@hpradhan6178 ଆପଣ କୁହନ୍ତୁ, ' ପରମେଶ୍ଵର ' ସ୍ତ୍ରୀ ଲିଙ୍ଗରେ କ'ଣ ହେବ..???
@hpradhan6178
@hpradhan6178 2 жыл бұрын
@@miltonsuna2649 ପରମେଶ୍ୱର' ସ୍ତ୍ରୀ ଲିଙ୍ଗରେ ପରମେଶ୍ୱରୀ । ( Actually ଭାଇ ମୁଁ ଆପଣଙ୍କୁ କହି ନଥିଲି )
@akshita224
@akshita224 3 жыл бұрын
ତ୍ରିିଏକ ପରମେଶ୍ବର ତାହାଙ୍କ ନାମ କଣ ଅଟେ?? ଆମ ଟ୍ରିଏକ୍ ପାରମେଶର ଙ୍କ ନାମ ବ୍ରହ୍ମା ବୁଷ୍ଟୁ ମହେଶ୍ୱର ହେଲେ ତୁମ ତ୍ରିୟେକ ପରମେଶ୍ବର ଙ୍କ ନାମ କଣ କଣ ଅଟେ
@miltonsuna2649
@miltonsuna2649 3 жыл бұрын
"ତ୍ରିଏକ" ତିନୋଟି ବ୍ୟକ୍ତିତ୍ଵକୁ ନେଇ ଗଠିତ ଅଟେ । ପରମେଶ୍ବରଙ୍କ ଅସ୍ତିତ୍ବ ଅନୁସାରେ ସେ ଏକ ଅଟନ୍ତି ( ଯାହାକି ସ୍ୱର୍ଗୀୟ ଅସ୍ତିତ୍ବ ଅଟେ ) । ପୁଣି ତାହାଙ୍କର ୩ଟି ବ୍ୟକ୍ତିତ୍ଵ ରହିଛି ଯଥା - ୧).ପିତା ପରମେଶ୍ୱର, ୨).ପୁତ୍ର ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ଏବଂ ୩).ପବିତ୍ର ଆତ୍ମା ପରମେଶ୍ୱର ।
@akshita224
@akshita224 3 жыл бұрын
@@miltonsuna2649 ଏ ଭାଇ ତମେ ଏତେ ମୂର୍ଖ କି ??? ମୁଁ ପଚାରିଲି ତୁମ 3 ଟା ଈଶ୍ୱର ଙ୍କ ନାମ କଣ ବୋଲି??? ତମେ ପିତା ଈଶ୍ୱର ପୁତ୍ର ଈଶ୍ୱର ପବିତ୍ର ଆତ୍ମା ଈଶ୍ୱର ବୋଲି କହୁଚ ତାଙ୍କ ନାମ ମୁ ପଚାରୁଛି । ତୁମ ବାପା ଙ୍କ ନାମ କଣ ବୋଲି କହିବି ? Answer - bapa nka nama bapa boli kahiba ki ? ପୁଅ ଙ୍କ ନାମ କଣ ବୋଲି ପଚାରିଲେ ? Answer pua nka nama pua boli kahiba ki bhai??
@akshita224
@akshita224 3 жыл бұрын
@@miltonsuna2649 ତ୍ରୀଏକ ତିନୋଟି ବ୍ୟକ୍ତିତ୍ଵ କି ନେଇ ଗଠିତ... ଏଇ - + କୋଉ bible ଭିତରେ ଲେଖା ଯାଇଛି ଭାଇ ମତେ answer ଦିଅ
@miltonsuna2649
@miltonsuna2649 3 жыл бұрын
😁 ଆପଣଙ୍କୁ ଗୋଟିଏ ପ୍ରଶ୍ନ - ଆପଣଙ୍କ " ବ୍ରହ୍ମା, ବିଷ୍ଣୁ, ମହେଶ୍ୱର " ଙ୍କୁ - ତ୍ରିଏକ ପରମେଶ୍ୱର ବୋଲି କେଉଠି ଲେଖା ହେଇଛି କହିବ କି ଟିକେ..???
@akshita224
@akshita224 3 жыл бұрын
@@miltonsuna2649 ମୁ ଯଦି ଶାସ୍ତ୍ର ମଧ୍ୟ ରୁ ଦେଖେଇ ପ୍ରମାଣ ଦେବୀ ତାହା ହେଲେ କଣ ମୁ ଯାହା କହିବି ମାନିବ ??? ଭାଇ ତମକୁ ତ ତୁମ ଈଶ୍ୱର ଙ୍କ ନାମ ଜଣା ନାହି , first ତୁମ ଈଶ୍ୱର ଙ୍କ ନାମ ଜାଣ ତାପରେ ଆସି କି ମୋ ସାଥେ କଥା ହେବ
@SPPP1688
@SPPP1688 3 жыл бұрын
Bhai trinity bible re lekha hoi nahi seita apono janonti au mu bi jane.trinity ku biswas korutiba loko mane kono babhuchanti je jisu,ki 12jono sisya au paul bi kohibaku bhuligole apono mane taku koji bhar kole...bible kohuchi je konosi bisaya gupta hai rohi nahi boli...seti pai prakasito bakya:22:18-19 kohe...
@miltonsuna2649
@miltonsuna2649 3 жыл бұрын
" Bible " ଶଦ୍ଦ ମଧ୍ୟ ବାଇବଲ ରେ ଲେଖା ହୋଇ ନାହିଁ ଭାଇ..... କେମିତି କରିବା....???? "ବାଇବଲ" ବୋଲି କହିବା ଭୁଲ୍ କି....???
@SPPP1688
@SPPP1688 3 жыл бұрын
Acha bhai bible ro mulo bhasha kono tila???au farusi o sastree mane kono podu thile???
@miltonsuna2649
@miltonsuna2649 3 жыл бұрын
"Bible" word ta kauthu paila...???
@SPPP1688
@SPPP1688 3 жыл бұрын
@@miltonsuna2649 Bible word ro question tume mote koricho,naa mu tumoku? dekho tike ?acha tume kono podu cho?taro namo kono? Se nomo setire lekha achi ki????
@miltonsuna2649
@miltonsuna2649 3 жыл бұрын
Trinity upare aapana biswasa karanty ki Bhai....????
@biswanathmunda3527
@biswanathmunda3527 3 жыл бұрын
Please Silu bhai ahi video dekha
@parmeshwartandia1961
@parmeshwartandia1961 3 жыл бұрын
Wrong interpretation
@miltonsuna2649
@miltonsuna2649 3 жыл бұрын
On what basis...????
@sankritharijan3104
@sankritharijan3104 3 жыл бұрын
Praise the lord
@newwhatsapstatus4034
@newwhatsapstatus4034 4 жыл бұрын
Amen
@biswanathmunda3527
@biswanathmunda3527 3 жыл бұрын
Praise the lord
@danieallima7808
@danieallima7808 3 жыл бұрын
Amen
ବାପ୍ତିସ୍ମ ! Baptism ! Bible study by Rev. Sujit Bardhan.
12:16
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,6 МЛН
ПРЯМОЙ ЭФИР. Золотой мяч France Football 2024
4:41:06
I tricked MrBeast into giving me his channel
00:58
Jesser
Рет қаралды 27 МЛН
World’s strongest WOMAN vs regular GIRLS
00:56
A4
Рет қаралды 16 МЛН
E389 Navigating The Bible: Genesis
49:23
Saddleback Church
Рет қаралды 115 М.
Dekh Dekh Jishu
7:18
Bidyut Bhatra - Topic
Рет қаралды 431
YESHUA: 1.000× the Name of Jesus (sung in Hebrew)
53:43
Harpa Dei
Рет қаралды 2,9 МЛН
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,6 МЛН