ତୁରନ୍ତ ବହିଷ୍କାର କର, ନହେଲେ ଗୋବର ପାଣି ପକାଇ ଧୋଇବୁ |Lord Balabhadra's Incident in Puri |Ratha Yatra |OR

  Рет қаралды 140,131

Odisha Reporter

Odisha Reporter

20 күн бұрын

ବଡ଼ ଠାକୁର ବଳଭଦ୍ରଙ୍କ ଅଘଟଣକୁ ନେଇ ଜଗନ୍ନାଥ ସେନାର ଦାବି । ତୁରନ୍ତ ଅଫିସରଙ୍କୁ ବହିଷ୍କାର କର, ନହେଲେ ଗୋବର ପାଣି ପକାଇ ଧୋଇବୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#BalaBhadra #JayJagannath #Srimandir #Puri #OdishaReporter

Пікірлер: 532
@bamadevjena3571
@bamadevjena3571 19 күн бұрын
ଆରେ ପିକୁ ବାବୁ ସବୁ କହୁଛ , ସେବାୟତ ପିଲାଙ୍କ କଥା ଟିକେ କୁହ,ରଥ ଉପରକୁ ଏତେ କଣ ପାଇଁ ଯାଇଥିଲେ
@manaspattnaik3307
@manaspattnaik3307 18 күн бұрын
Aau odia asmita khatha???
@KedarPaule
@KedarPaule 18 күн бұрын
Bhagawan khali bada panda manankar Sethi pain hei thiba
@basantarout9538
@basantarout9538 18 күн бұрын
ଠିକ୍ କହିଲେ
@iloveodisha6003
@iloveodisha6003 18 күн бұрын
ପ୍ରଥମେ ସେବାୟତ ମାନଙ୍କୁ ବାହାର କରିବା କଥା, ନାଁ ସେମାନଙ୍କ ସମର୍ପଣ ଭାବ ଅଛି ସେମାନେ ପ୍ରଭୁ ଙ୍କୁ ନେଇ ବ୍ୟବସାୟ କରୁଛନ୍ତି
@kailashswainkailashswain6878
@kailashswainkailashswain6878 18 күн бұрын
ପାଗଳାଙ୍କ ଭଳିନଗପି ଯିଏ ପକାଇଲେ ତାଙ୍କ କଥା ନ କହି ଓଡ଼ିଆ କ'ଣ ଅଣ ଓଡିଆ କ'ଣ?
@chhabindramansingh73
@chhabindramansingh73 19 күн бұрын
ଭୁଲ ସେବାୟତ ଆଉ ମନ୍ଦିର ପ୍ରଶାସନ ର, ପଣ୍ଡା ମାନେ ସମର୍ପଣ ସେବା କରୁ ନାଁହାନ୍ତି, ରୋଜଗାର ପାଇଁ ବଡ଼ ଠାକୁରଙ୍କ ସେବା କରନ୍ତି, ପଣ୍ଡାଙ୍କର ମନ ମାନି, ଲାଗି ବଳିଆ ପଡି ଚେତେଇ ଦେଲା 🌹🙏♥️🙏
@jeebanbidika7084
@jeebanbidika7084 18 күн бұрын
Right
@jayajaganathmohapatra1787
@jayajaganathmohapatra1787 18 күн бұрын
Bilkul thik kahile bhai
@user-ib5jl6zn4x
@user-ib5jl6zn4x 18 күн бұрын
Right ​@@jayajaganathmohapatra1787
@Sinusahoowd2dm
@Sinusahoowd2dm 19 күн бұрын
ଏତେ ମାତ୍ରା ରେ ସେବାୟତ ଚଢ଼ୁଚନ୍ତି ଯେ ଆମେ tv ରେ ବି ଭଲକି ଠାକୁରଙ୍କୁ ଦେଖି ପାରୁନୁ ଆଉ ସେଇଠି ଯାଉ ଥିବା ଭକ୍ତ କେମିତି ଦର୍ଶନ କରୁଥିବେ କେଜାଣି । ଏମାନଙ୍କ ଗର୍ବ ର ଆଉ ସୀମା ନାହିଁ 😢
@shailabalapattnaik8048
@shailabalapattnaik8048 18 күн бұрын
sata Katha! bhaktamane bhagawanku sebayat manank pai darshan kari paru nahanti.atirikta sebyat manku hatai diajau
@jchoudhury274
@jchoudhury274 18 күн бұрын
ସେବାୟତ ମାନେ ଜଗନ୍ନାଥ ଙ୍କୁ ଆମର ଆମେ ଜାହା କରିବୁ ବୋଲି ଭାବୁ ଛନ୍ତି ଜୟ ଜଗନ୍ନାଥ
@raghunarhkarjee947
@raghunarhkarjee947 17 күн бұрын
ସବୁ ଭୁଲ ସେବାୟତ, ପଣ୍ଡା ମାନଙ୍କର
@papubehera4744
@papubehera4744 19 күн бұрын
ମୁ କହୁଛି ସେବାୟତ ମାନଙ୍କୁ କଣ୍ଟ୍ରୋଲ ରେ ରଖାଯାଉ ସେମାନଙ୍କ ପାଇଁ ଏମିତି ଘଟଣା ସବୁ ହଉଛି
@diptiskumarbal3778
@diptiskumarbal3778 19 күн бұрын
Tanka hatare au control nahi
@kapdekidukaanlawda
@kapdekidukaanlawda 18 күн бұрын
ଭାଈ ଜଗନ୍ନାଥ ନିଜେ ପ୍ରଭୁ, ସେ ତ ନିଜେ ଚୁପ୍ ଆଉ ସରକାର କଣ କରିବେ
@user-qp6go1he2v
@user-qp6go1he2v 18 күн бұрын
Balata Katha gapuachhu bepari chhua
@Samar-papun
@Samar-papun 19 күн бұрын
ମାଗିଆ ସେବାୟତ ଙ୍କ ସବୁ ଦୋଷ
@amitpanda1963
@amitpanda1963 18 күн бұрын
Magia to maa ku ghei chanti Sethi pahi semane magia hele
@pratapkumarjena1310
@pratapkumarjena1310 18 күн бұрын
@@Samar-papun
@niranjannayakgreatodisha2342
@niranjannayakgreatodisha2342 19 күн бұрын
ଠିକ କଥା ତୁରନ୍ତ ଏହା ର ପ୍ରତିକାର କରି ପ୍ରଭୁ ଙ୍କୁ କ୍ଷମା ପାର୍ଥନା କରନ୍ତୁ .
@raghumaninayak9593
@raghumaninayak9593 19 күн бұрын
କେତକ MG ୟୁଜର ଅଛନ୍ତି ସେମାନେ ଖାଲି ଦଳୀୟ ମନ୍ତବ୍ୟ ଦେବାରେ ବ୍ୟସ୍ତ 🙏ପ୍ରଭୁଙ୍କର କଣ ଏମିତି ଅଘଟଣ ସମୟରେ ଏ ସବୁ ଭଲ ନୁହେଁ ନ ହେଲେ ତାଙ୍କର ହଜମ ହେବ ବା କେମିତି,ଜୟ ଜଗନ୍ନାଥ 🙏
@TankadharBagarty-su3ib
@TankadharBagarty-su3ib 19 күн бұрын
ତୁମ ପରି ପାପିମାନଙ୍କୁ ଠାକୁର ଛାଡ଼ିବେ ନି
@Sinusahoowd2dm
@Sinusahoowd2dm 19 күн бұрын
ରଥ ଉପରେ ଏତେ ମାତ୍ର ରେ ସେବାୟତ ଚଢ଼ୁଛନ୍ତି ଯେ ''ଯେଉଁ ମାନେ ଅନ୍ୟ ଦିନରେ ଦର୍ଶନ ରୁ ବଞ୍ଚିତ ବା ବାହାରୁ ଆସୁଥିବା ଅନ୍ୟ ଦେଶ ବା ଅନ୍ୟ ଧର୍ମ ର ଲୋକ ମାନେ ପ୍ରଭୁଙ୍କୁ ଭଲ କରି ଦର୍ଶନ କରି ପାରୁ ନାହାନ୍ତି । ସେମାନେ ତ ସବୁବେଳେ ଦେଖୁଛନ୍ତି ହେଲେ ଯେତେବେଳେ ମହାପ୍ରଭୁ ମନ୍ଦିର ବାହାରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ସେଥିରୁ ବି ଏ ଗର୍ବି ସେବାୟତ ଙ୍କ ପାଇଁ କେହି ଭଲ କି ଦର୍ଶନ କରି ପାରୁ ନାହାନ୍ତି 😢
@kalucharannayak4152
@kalucharannayak4152 18 күн бұрын
ସେବାୟତ ଭାଇ ମାନେ ମନ ମୁଖିଆ କାର୍ଯ୍ୟା ପାଇଁ ଏ ଅଘଟଣ ଜୟ ଜଗନ୍ନାଥ 🙏🙏🙏
@pramodakumarpatra9196
@pramodakumarpatra9196 18 күн бұрын
ଆପଣ ଆମ ଜଗା ପାଇଁ ସବୁବେଳେ ଲଢ଼ୁଥିବାରୁ ଆପଣଙ୍କୁ ଆଉ ଆପଣଙ୍କ ଜଗନ୍ନାଥ ସେନାକୁ କୋଟି କୋଟି ପ୍ରଣାମ 🙏🙏🙏
@user-fs8ou9op4o
@user-fs8ou9op4o 18 күн бұрын
ଜୟ ଜଗନ୍ନାଥ 🙏🙏🙏🙏🙏ଭାଇନା ଠିକ କହିଲେ । ପ୍ରଭୁ ଙ୍କ ନିତି ରେ ଜମା କାହାକୁ ଛଡା ଯିବ ନାହିଁ। ପଣ୍ଡାମାନେ ମନଇଚ୍ଛା ଜିଏ ବୋଲି ସିଏ ସମସ୍ତେ ଚଢି ଯାଉଛନ୍ତି। ତାପରେ ବି ଏତେ ଲୋକ କଣ ପାଇଁ ରଥରେ ଚଢିବେ???? । ମନ ଇଛା ମୋବାଇଲ ଧରି ଯାତ୍ରା ଚଲେଛନ୍ତି। ଯାହା ପାଇଁ ତମ ଘର ଚଳୁଛି ତାକୁ ହେ ମନେ କରୁଛନ୍ତି।ଅଧିକ ଲୋକ ହେବାରୁ ମହାବାହୁ ପଡିଗଲେ। ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ।
@haraprasadmahanta4657
@haraprasadmahanta4657 18 күн бұрын
ଏଥିପାଇଁ ଦାୟୀ ପୁରୀ ପଣ୍ଡା ମାନେ କାରଣ ଅଧିକ ମାତ୍ରେ ରେ‌ ରଥ ଉପରେ କାହିଁକି ଗହଳି କରିଥିଲେ ଖାଲି ଜୟ ଜଗନ୍ନାଥ କହିଲେ ହେବ ପାପିଷ୍ଠ ଦଣ୍ଡ ମଧ୍ୟ ପ୍ରଭୁ ଜଗନ୍ନାଥ ଦେବ , କିଛି ପୁରୀ ପଣ୍ଡା ମାନଙ୍କ ଗର୍ଭ ଅହଂକାର ହୋଇଯାଇଛି
@bishnuprasadmishra8830
@bishnuprasadmishra8830 18 күн бұрын
ଆମେ ଆପଣଙ୍କୁ ଏହି ବିଷୟରେ ସଂପୂର୍ଣ୍ଣ ସମର୍ଥନ କରୁଛୁ, ଜୟ ଜଗନ୍ନାଥ
@ranajitkumarmohanty9740
@ranajitkumarmohanty9740 18 күн бұрын
ଆପଣ ସତ କୁହନ୍ତୁ ନବୀନ ପଟ୍ଟନାୟକ ଆଜି ଥିଲେ ଅସାମାନ୍ୟ ନେତା ଯିଏ ସାମାନ୍ୟ ଘଟଣା କହୁଛନ୍ତି ତାଙ୍କୁ ଏପର୍ଯ୍ୟନ୍ତ ମନ୍ତ୍ରୀପଦରୁ ବାହାର କରି ସାରନ୍ତେଣି ll
@user-fv2ns8qe7o
@user-fv2ns8qe7o 18 күн бұрын
Kebe nuha
@sankatamochan
@sankatamochan 18 күн бұрын
2023 re vhi Emti hela...Sarakar hatare kichi nai ethi..puja ka mane hi important
@user-ib5jl6zn4x
@user-ib5jl6zn4x 18 күн бұрын
Amiti kebe heinathila.
@JogeswarMajhi-lt7hj
@JogeswarMajhi-lt7hj 19 күн бұрын
ପ୍ରଶାସନ,ମନ୍ତ୍ରୀ,ବିଧାୟକ ମାନଙ୍କ ଉପରେ ଅଠା ବୋଳି ଦେଇ ପାର ହେଇ ଯିବା ର ପ୍ରୟାସ କାଇଁ କରୁଛ,,ସେଠାରେ ଥିବା ଅପାରଗ ସେବାୟତ ଆଉ ମନ୍ଦିର ପରିଚାଳନା ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଅ ନଚେତ୍ ହଜାର ହଜାର ଭକ୍ତ ଙ୍କ ଉପରେ ବିଶ୍ବାସ ତୁଟିଯିବ,,
@debabratasahoo9877
@debabratasahoo9877 18 күн бұрын
Best leader VK Pandian Sir.....we have seen his dedication contribution to our Odisha development one of the best Jagannath temple development.
@swopnajitbhuyan5779
@swopnajitbhuyan5779 18 күн бұрын
ଆପଣ କହୁଛନ୍ତି ଠିକ୍ ଯେ କିନ୍ତୁ ଯେଉଁ ସେବାୟତ ଏ ସବୁ କରିଛନ୍ତି ତାଙ୍କ ଉପରେ କି କାର୍ଯ୍ୟନୁଷ୍ଠାନ ହେବ ସେଇଟା ଟିକେ ମିଡ଼ିଆ ଆଗରେ କୁହନ୍ତୁ।
@user-ib5jl6zn4x
@user-ib5jl6zn4x 18 күн бұрын
Se katha kahiparibeni.semane be sebayatanku daruchanti.chi chi sebayatanakara amita karma?chi chi
@subhrajyoti7809
@subhrajyoti7809 19 күн бұрын
ଠାକୁର ଆମ ଓଡ଼ିଆ ଙ୍କ ଏଠି ମନମୁଖୀ ଚାଲିବନି
@sriyanshupadhi6627
@sriyanshupadhi6627 17 күн бұрын
ଜଗନ୍ନାଥ କୃଷ୍ଣ ସମାନ କିନ୍ତୁ କୃଷ୍ଣ ତ ଓଡ଼ିଆ ନୁହନ୍ତି 😅. ଆରେ ଭାଗବାନ ଙ୍କୁ ଛାଡ଼ୁନାହିଁ
@dambarudharnaik4428
@dambarudharnaik4428 18 күн бұрын
ଏତେ ସଂଖ୍ୟକ ସେବାୟତମାନେ ଠେଲାପେଲା ହେବାରୁ ଭାରସାମ୍ୟ ହରାଇ ପ୍ରଭୁ ବଳଭଦ୍ର ପଡିଗଲେ। ସେବାୟତମାନେ ନିଜର ଜାଗିର ବୋଲି ଭାବିଛନ୍ତ ତେଣୁ ଏ ଘଟଣା ଘଟିଲା ।କ୍ଷମା ମାଗିବା,ଗୋବର ପାଣି ଛିଞ୍ଚିବା କଣ ବଳଭଦ୍ର ତୁମକୁ ସ୍ଵପ୍ନ ରେ କହିଲେ ।ବକ୍ ବକ୍ ହେଉଛ କ'ଣ ପାଇଁ ।
@ajaydey8074
@ajaydey8074 18 күн бұрын
ସରକାର ନାକରେ ତେଲ ମାରି ସୋଇଛି
@srikantbehera586
@srikantbehera586 18 күн бұрын
ହେ ପ୍ରଭୁ ଜଗନ୍ନାଥ ରକ୍ଷା କର
@thegreatworld8614
@thegreatworld8614 18 күн бұрын
ଏତେ ଦିନ ପରେ ଭଲ ଲାଗିଲା ଯେ ଆପଣ ପ୍ରକୃତ ରେ ବହୁତ୍ ଭଲ କଥା କହିଛନ୍ତି ।ନିହାତି ଦରକାର ।
@adaityapila
@adaityapila 17 күн бұрын
ଏ ଦୁଖଃଦ ଘଟଣା ପାଇଁ କେବଳ ସେଇ ସେବାୟତ ମାନେହିଁ ଦାୟୀ
@jtvodiaentertainment5879
@jtvodiaentertainment5879 18 күн бұрын
କେବଳ ସେବା ଓ ସମର୍ପିତ ଭାବ ରଖି ଯେ ପର୍ଯ୍ୟନ୍ତ କାର୍ଯ୍ୟ ନ ହୋଇଛି ଏମିତି ଧୀରେ ଧୀରେ ସବୁ ବିଭ୍ରାଟ ହେବ ତା ଛଡା ପୁରୀ ରେ ସେବାୟତ ବେପାର ବନ୍ଦ କର
@soubhagyaranjanmohanty3667
@soubhagyaranjanmohanty3667 18 күн бұрын
Correct .... ଏଥିପାଇଁ ସରକାର ସମ୍ପୂର୍ଣ ରୂପରେ ଦାଈ.... ଯଦି ସମାଧାନ ନ ହୁଏ ଆଗକୁ ଏହା ଆନ୍ଦୋଳନ ର ରୂପ ନେବ.... ଜୟ ଜଗନ୍ନାଥ 🙏
@tapannayak4187
@tapannayak4187 18 күн бұрын
ଜୟ ଜଗନ୍ନାଥ 🙏 ଆପଣ କରନ୍ତୁ ନାହିଁ ମତେ ଲାଗୁଛି ଅଧିକ ସେବାୟତ ଅନଭିଜ୍ଞ ସେବାୟତ ରଥ ଉପରେ ରହିବାରୁ ଏମିତି ଘଟଣା ହେଲା
@ajaydey8074
@ajaydey8074 18 күн бұрын
ସରକାରୀ ଅଧିକାରୀମାନେ କଣ କରୁ ଥିଲେ
@jagankumarkumar2302
@jagankumarkumar2302 18 күн бұрын
ପଣ୍ଡା ମାନଙ୍କର ଗର୍ବ ଅଧିକ ହେଲାଣି ମହାବାହୁ ଆଉ ସାହିପାରୁନାହାନ୍ତି
@mithunsahoo8646
@mithunsahoo8646 19 күн бұрын
ଜୟ ଜଗନ୍ନାଥ
@rajakishorbehera1611
@rajakishorbehera1611 18 күн бұрын
Jay Jagannath 🙏🙏🙏
@Duryodhan123
@Duryodhan123 18 күн бұрын
ସବୁଥିରେ ରାଜ ନୀତି😢 ଜୟ ଜଗନ୍ନାଥ
@santoshpradhan4520
@santoshpradhan4520 18 күн бұрын
ଯିଏ ବିଶ୍ଵନିୟନ୍ତା , ଯାର ବିନା ନିର୍ଦ୍ଦେଶ ରେ କିଛି ବି ହୁଏ ନା ସେ ପଡ଼ି ପାରିବେ ନାହିଁ ।ଆମେ ଏହା ବଡ଼ ଠାକୁର ଙ୍କ ଲୀଳା ବୋଲି ଭାବିବାକୁ ପଡ଼ିବ ଯଦି ପ୍ରଭୁ ଗଡି ପଡିଲେ କହିଲେ ପ୍ରଭୁ ଙ୍କ ପ୍ରତି ଅସମ୍ମାନ ହେବ । କରି କରାଉ ଥାଏ ମୁହିଁ ....
@minatidalai3295
@minatidalai3295 18 күн бұрын
,, ଜୟ ଜଗନ୍ନାଥ ଆପଣ ଏକଦମ ଠିକ୍ କହୁଚନ୍ତି। ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ପ୍ରାୟଶ୍ଚିତ କରାଯାଉ।
@santoshbhoi7867
@santoshbhoi7867 18 күн бұрын
Jay shree jagannath
@ramkrishnadass7042
@ramkrishnadass7042 18 күн бұрын
Jay Jay Jagannath.
@subratanayak-tc4kx
@subratanayak-tc4kx 18 күн бұрын
Jay Jagannath 🙏
@santoshpanda4444
@santoshpanda4444 19 күн бұрын
ଏହି କଥା ଭାବିଲା ବେଳକୁ ମନ ଭାରି ଅସ୍ଥିର ଓ ଭାରାକ୍ରାନ୍ତ ହେଇଯାଉଚି। କି ଦୁଃଖ ଶବ୍ଦ କହି ହେଉନି। ରାଜ୍ୟ ସରକାର କୁ ନିବେଦନ ମିଡିଆ ରେ ବହସ୍ପୋଟ ନମାରି ତ୍ୱରିତ କର୍ଯାନୁଷ୍ଟ।ନ ନିଅନ୍ତୁ।
@overpowergamer5724
@overpowergamer5724 17 күн бұрын
Thank setiki karanti. Bada thakura pai Jay jagannath 🙏🙏🙏
@adaityapila
@adaityapila 17 күн бұрын
ଏଇଟା ଗୋଟେ ପାଗଳ, ଆଗ ତୁମେ ସେବାୟତ ମାନେ ଠିକ ହୁଅ ଅର୍ଥ ଲୋଭ ରେ ମନ୍ଦିର ଆଉ ଠାକୁରଙ୍କ ମର୍ଯ୍ୟାଦାକୁ ନଷ୍ଟ କରିଦେଲ ପୁଣି ଦାୟିତ୍ୱ ହୀନତା ଚରମ ସୀମା ରେ ପଂହଁଚିଗଲ.. ତୁମ ମାନଙ୍କର ଅହଂକାର ପାଇଁ ଆଜି ଏସବୁ ଘଟିଲା, ଆଉ ପ୍ରଶାସନ କଣ ସେଠି ଟେକି ଧରିଥାନ୍ତା. ସାଧାରଣ ଲୋକ ଟି ତୁମ ଜୁଲମ ରେ ଶିକାର ହେଉଛି
@Sanjib_Vlogs_1
@Sanjib_Vlogs_1 18 күн бұрын
ଗୋଟେ ହାତରେ ମୋବାଇଲ୍ ଆଉ ଗୋଟେ ହାତ ରେ ଠାକୁର ଙ୍କୁ ଧରିଲେ ଏମିତି ହିଁ ହେବ 😢
@karnatamrabi3537
@karnatamrabi3537 18 күн бұрын
Tik kata
@cuty_mama9801
@cuty_mama9801 18 күн бұрын
Bhala kahila jay jagantha
@sanjaypardia1336
@sanjaypardia1336 18 күн бұрын
Jay jagannath
@dudavenugopalarao1124
@dudavenugopalarao1124 18 күн бұрын
Yes i cried i am non oriya but i am born and brought up in puri I am slave of jagannath Jai jagannath
@sarojmalik6022
@sarojmalik6022 18 күн бұрын
ଆପଣ କେବଳ ରାଜନୀତି କରିବେ ଜଗନ୍ନାଥ ଙ୍କୁ ନେଇ , ତାର ପରିଣାମ ଭୋଗିବାକୁ ପଡ଼ିବ
@kishorbhoi8718
@kishorbhoi8718 18 күн бұрын
ଜୟ ଜଗନ୍ନାଥ ସେନା 🙏 ଜୟ ପିକୁ ବାବୁ
@biranchinarayannanda4554
@biranchinarayannanda4554 18 күн бұрын
ଏତଲା ପୁରୁଷ ଙ୍କୁ ଧନ୍ୟବାଦ..... ଏତଲା ଟା ଦେଲେ.... ଏବଂ ବିଭେଦ ସୃଷ୍ଟିକାରୀ ମନ୍ତ୍ୟବ ଦବା ଠିକ ନୁହେଁ........ ଓଡ଼ିଆ / ଅଣ ଓଡ଼ିଆ........ ସେବାୟତ ଙ୍କ ଠାରୁ ତୁମେ ବଡ଼ ମାରାତ୍ମକ....... ତମେ ସବୁ ଓଡ଼ିଆ ରଥ ଉପରେ ବସି କଣ କରୁ ଥିଲ (ଫୋଟୋ ଦେଖ ).
@sriyanshupadhi6627
@sriyanshupadhi6627 17 күн бұрын
ଜଗନ୍ନାଥ ନିଜେ ଅଣ ଓଡିଆ . କାରଣ କୃଷ୍ଣ ହିଁ ଜଗନ୍ନାଥା 😂
@pintuvillagetour
@pintuvillagetour 18 күн бұрын
ପିଙ୍କୁ ଭାଇ ସବୁବେଳେ ଠିକ୍ କଥା କୁହନ୍ତି , ଜୟ ଜଗନ୍ନାଥ 🚩🙏🙏🙏🙏🙏
@saradaparida8217
@saradaparida8217 18 күн бұрын
Jay Jagannath Swami
@michaeldenny8877
@michaeldenny8877 18 күн бұрын
ସାରା ଦେଶରେ ଭଗବାନ୍ ଙ୍କ ପାଇଁ କିଛି ମୂହୁର୍ତ୍ତ 🙏😔
@ashishkumarbiswal817
@ashishkumarbiswal817 17 күн бұрын
ସେବାୟତ ମାନଙ୍କ ପାଇଁ ଏସବୁ ହେଉଛି।
@munanayak6442
@munanayak6442 18 күн бұрын
Right 👍👍👍👍👍
@nihimiyabardhan8846
@nihimiyabardhan8846 18 күн бұрын
କି ଧର୍ମ ରେ ଭାଇ, ସବୁ ରାଜନୀତି
@kumarkaliakhordha5950
@kumarkaliakhordha5950 19 күн бұрын
Jay jagannatha
@santoshdash5352
@santoshdash5352 18 күн бұрын
ଆପଣ ମାନେ ସୁନିପାରିଲେନି ବୋଧେ ଉପ ମୁଖ୍ୟମନ୍ତ୍ରୀ କହିଲେ ସାମାନ୍ୟ କଥା
@asitrout7659
@asitrout7659 18 күн бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ 👍
@user-ti4ly7ms3z
@user-ti4ly7ms3z 18 күн бұрын
You are right 👍👍👍 Sir.Jay Jagannath swami
@duryodhanswain8174
@duryodhanswain8174 18 күн бұрын
Jay Jagannath 🙏🙏🙏🙏🙏🙏🙏
@Sima-fx3kf
@Sima-fx3kf 18 күн бұрын
Jay jagannath prabhu🙏🏻🙏🏻🙏🏻
@user-ey7ry4hd6j
@user-ey7ry4hd6j 18 күн бұрын
Krupa kara prabhu bada thakura ama samasta nku.jay jagannatha.
@NareshMuduli-ec8qn
@NareshMuduli-ec8qn 18 күн бұрын
Jay Jagannath
@bhagabanbeherabhagaban4661
@bhagabanbeherabhagaban4661 18 күн бұрын
Jay jagannath, ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହିଁବି ମିଡିଆ ମାଧ୍ୟମରେ ଓଡିଶାର ଅଗଣିତ କାଳିଆ ସାଆନ୍ତ ର ଭକ୍ତ ମାନଙ୍କୁ। ପୁରୀ ରେ ଯେଉଁ ଘଟଣା ଘଟୁଛି ଶ୍ରୀମନ୍ଦିରରେ ହେଉ ଅବା ମହାପ୍ରଭୁଙ୍କ ରଥଯାତ୍ରାରେ ସବୁରି ମୂଳରେ ସେବାୟତ ମାନଙ୍କର ମନମାନି ଯୋଗୁ। କେବଳ ମନମାନି
@user-go7pi3vl5l
@user-go7pi3vl5l 17 күн бұрын
Jay Jagannath 🙏❤️🙏
@dibakarmishra1706
@dibakarmishra1706 18 күн бұрын
ସେବାୟତଙ୍କ ପାଉଣା ବନ୍ଦ କରାଯାଉ।
@Jotrimay
@Jotrimay 18 күн бұрын
ଆଗ ଯିଏ ଆଇନି ମନ୍ତ୍ରୀ କଣ କହିଲେ ଠିକି କହିଲେ ସାଧାରଣ କଥା 😭😭🙏🙏
@swatimalick9895
@swatimalick9895 18 күн бұрын
Jay Jagannath ✨🙏❤️
@milanmohapatra97
@milanmohapatra97 18 күн бұрын
Jay balabhadra jay maa subhadra Jay Jagannath ❤
@satyapirarana9614
@satyapirarana9614 18 күн бұрын
Jay shree Jagannath
@tapaswinimadhusmitarout1453
@tapaswinimadhusmitarout1453 18 күн бұрын
ଠିକ୍ କହିଛନ୍ତି ଆଜ୍ଞା ପ୍ରତିକାର ର ଆବଶ୍ୟକ ତା ନିହାତି ଜରୁରୀ
@bijaykumarmahapatra889
@bijaykumarmahapatra889 19 күн бұрын
Jayajaganatha
@anantanaik549
@anantanaik549 18 күн бұрын
Sure🎉
@saimilanparadise8337
@saimilanparadise8337 18 күн бұрын
Ekdam thik
@user-ii4gk2bs1e
@user-ii4gk2bs1e 18 күн бұрын
🙏🏻🙏🏻⭕‼️⭕🙏🏻🙏🏻ଭାଇ ରେ ମହାପ୍ରଭୁ ଙ୍କର ସେଘଟଣା ଦେଖିଲେ ସତେ ଶରୀରରୁ ପ୍ରାଣ ଛାଡିଗଲା ସେବକ ଭାଇ ମାନେ ମହାପ୍ରଭୁ ପରା ଓଡ଼ିଆ ର ଜୀବନ ଆଉ ଘର ମୁରବିପରା
@sibaprasadkhadanga4375
@sibaprasadkhadanga4375 18 күн бұрын
Very good suggestion .👌
@munabhai807
@munabhai807 18 күн бұрын
ଆରେ ଭାଇ ସବୁଠାରୁ ବଡ଼ ଭୁଲ ହେଲା କାମିୟା ଜାନୀ ଭଳି ଜଣେ ଗୋ ମାଂସ ଭକ୍ଷଣ କାରି ମହିଳା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ କିନ୍ତୁ ମନ୍ଦିର ପ୍ରତିଷ୍ଠା ନକରି ସମସ୍ତ ନିତୀ କାନ୍ତି କଲ ସେଥିପାଇଁ ଏତେ ବଡ଼ ଅଘଟଣ ଘଟିଗଲା
@s.mohapatra-i1k
@s.mohapatra-i1k 18 күн бұрын
😂😂😂😂 କାମିଆ ଜାନୀ ଗୁଜରାଟୀ ବ୍ରାହ୍ମଣ ଆଉ ତାକୁ bjp ବାଲା ରାମ ମନ୍ଦିର ଭିତରେ ମଧ୍ୟ ପ୍ରବେଶ କରାଇ ଥିଲେ ଆଉ best youtuber ବୋଲି ମୋଦି ଠାରୁ ପୁରସ୍କାର ମଧ୍ୟ ପାଇଛି
@debashismahala5880
@debashismahala5880 18 күн бұрын
ସବୁ ଭୁଲ୍ ଠକ ଭଣ୍ଡାମି ସେବାୟତଙ୍କର ।
@pkpanda8095
@pkpanda8095 18 күн бұрын
100%Right now
@kalandimurmu3303
@kalandimurmu3303 18 күн бұрын
ଭୁଲ ତୁମର, ଦୋଷ ଲଦୁଛ ଅନ୍ୟକୂ। ଲାଜ ନାହିଁ, ଅଲାଜୁକ। ଠାକୁର ଦାଇତ୍ୱରେ ପା ତୁମେ ଅଛ।।।। ତୁମ ମାନଙ୍କୁ ଜେଲ ହେବା ଦରକାର।
@Bobi_Nk1993
@Bobi_Nk1993 18 күн бұрын
If this incident would have happened in the time of BJD or Congress the scenario would have different. As it has been happened that's why this is not the major issue..
@bad_boy_lover_0084
@bad_boy_lover_0084 17 күн бұрын
ପଣ୍ଡା ମାନେ ଜଉ ଭଳି ବ୍ୟବହାର କରିଛନ୍ତି ସେମାନଙ୍କୁ ଲଗାମ ଦେବା ଦରକାର ।
@bapimallick5410
@bapimallick5410 18 күн бұрын
Right sir
@mrutunjaysamal2903
@mrutunjaysamal2903 16 күн бұрын
You are right sir
@avijitmohantyofficial8506
@avijitmohantyofficial8506 18 күн бұрын
According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha. The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey. This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha. This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.
@naturesparadise8859
@naturesparadise8859 18 күн бұрын
ଏ ଫୁଲ ବାଲା ଙ୍କୁ ବି ଅଣ ଓଡିଆ ପ୍ରେମ ଖୁବ୍ ମିଠା ଲାଗୁଛି ବୋଧେ ଯାହା ଜଣା ପଡୁଛି।
@santoshkumarswain6547
@santoshkumarswain6547 19 күн бұрын
Bhai tumanku dhanybad
@prajeshkhuntia
@prajeshkhuntia 18 күн бұрын
ଓଡ଼ିଆ ଅସ୍ମିତା କୁଆଡେ ଗଲା । ଜଗନ୍ନାଥ ନାଁ ନେଇ ସରକାର କୁ ଆସିବା ପରେ ଜଗନ୍ନାଥ ସଂସ୍କୃତି ସହିତ ଖେଳୁଛନ୍ତି ।
@swagatdash1997
@swagatdash1997 19 күн бұрын
Bahut dukha laguchi 😢😢
@bijayjena163
@bijayjena163 18 күн бұрын
Sir , you are right
@user-ud7vs3en2f
@user-ud7vs3en2f 18 күн бұрын
"ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।" ଯିଶାଇୟ 45:20
@gyanendradas9686
@gyanendradas9686 18 күн бұрын
ସମୁଦାୟ ଘଟଣା ର Judiciary ଏନକ୍ୱାରୀ ହେବା ଉଚିତ l🙏😭
@anubhapanda9761
@anubhapanda9761 18 күн бұрын
You are absolutely right sir take hard step
@sanjayanayak4119
@sanjayanayak4119 18 күн бұрын
Mobile ନେଇକି କାହିଁକି ସେବାୟତ ଚଢ଼ୁଛନ୍ତି ସେ ବିଷୟରେ କିଛି କୁହନ୍ତୁ,,,, ଏତେ ହେଲାଣି ତଥାପି ତମେ ରାଜନୀତି କରୁଛ,, ଧିକ୍ ଆମେ
@mrchintukumar4869
@mrchintukumar4869 19 күн бұрын
ତୁ ଗୋଟେ ପାଗଳ ସେବା ତ ମାନେ ତ ପକେଲେ ସେବାତ punishment Diya ବହୁତ ଦୁଃଖ ଲାଗିଲା 😢
@user-ib5jl6zn4x
@user-ib5jl6zn4x 18 күн бұрын
Punishment paiba darakar
@umeshnayak9265
@umeshnayak9265 18 күн бұрын
Right Gote khela chalichi
@srikumarsahoo2593
@srikumarsahoo2593 18 күн бұрын
ସରକାର କ୍ଷମା ମାଗନ୍ତୁ ମହାପ୍ରଭୁ ଙ୍କୁ
@tusarkantasahu1064
@tusarkantasahu1064 18 күн бұрын
I appreciate your demands 👍🙏 ଜୟ ଜଗନ୍ନାଥ
@narendrakumarjena2486
@narendrakumarjena2486 18 күн бұрын
Correct, the incharge should be punished and must be out from the charges
@sanjibsade
@sanjibsade 17 күн бұрын
Very true statement…
@duryodhanrath1461
@duryodhanrath1461 18 күн бұрын
Prabhu. Mangala. Kariba
@VIJAYKUMARJENA
@VIJAYKUMARJENA 15 күн бұрын
ଏଇଟା ଗୋଟେ କଥା କୁହା କପିଳା ଶଳା ଅନାବଶ୍ୟକ ଏତେ ସେବାୟତ କଣ ପାଇଁ ରଥ ଉପରେ ଥିଲେ ସେମାନଙ୍କ ବିଷୟରେ କିଛି କହିଲାନି କାରଣ କହିଲେ ଆ ଗାଣ୍ଡି ନାଲି କରିଦେବେ
@malayakumarbehura4067
@malayakumarbehura4067 18 күн бұрын
Sir aji first time mote bhala lagila mu bhabuchi bahut lokanku vala lagiba apanka katha suni. Apana chesta karantu kariba paine jaha apana kahuchanti. Jai jagannath jagannath
@harekrushnabehera3138
@harekrushnabehera3138 18 күн бұрын
ଏ ସବୁ ଲୀଳା ମାତ୍ର ।
50 YouTubers Fight For $1,000,000
41:27
MrBeast
Рет қаралды 201 МЛН
Fast and Furious: New Zealand 🚗
00:29
How Ridiculous
Рет қаралды 22 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 88 МЛН
50 YouTubers Fight For $1,000,000
41:27
MrBeast
Рет қаралды 201 МЛН