No video

‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

  Рет қаралды 80,804

Odisha Reporter

Odisha Reporter

29 күн бұрын

#ମୋବାଇଲ୍_କାଳ_କଲା
କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#LordBalabhadra #JayJagannath #PuriAccident #ChariotsOfGod #OdishaReporter

Пікірлер: 154
@balaramnanda9224
@balaramnanda9224 27 күн бұрын
ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ
@be_human23
@be_human23 27 күн бұрын
ଦଇତାପତି
@rathabehera7554
@rathabehera7554 27 күн бұрын
ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା
@sadasibarath5472
@sadasibarath5472 27 күн бұрын
Puri mandir Puri panda mankara bopa sampati tanka pai niyam kanoon kichi nai
@BijayKumarGhanaoffical
@BijayKumarGhanaoffical 27 күн бұрын
ପୁରା ସତ କଥା କହି ଛନ୍ତି 👍
@raghunathhembram5881
@raghunathhembram5881 27 күн бұрын
Hn bhai
@janmenayak625
@janmenayak625 27 күн бұрын
ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ
@dillipmohanty1000
@dillipmohanty1000 27 күн бұрын
ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।
@raghunathhembram5881
@raghunathhembram5881 27 күн бұрын
Right
@user-cw9gp5ty9f
@user-cw9gp5ty9f 27 күн бұрын
ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...
@bijayapppradhan4563
@bijayapppradhan4563 27 күн бұрын
ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।
@maheshpadhan4462
@maheshpadhan4462 27 күн бұрын
ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି
@harekrishnatripathy7344
@harekrishnatripathy7344 27 күн бұрын
ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi
@radhakrishnapatra852
@radhakrishnapatra852 27 күн бұрын
ମୋବାଇଲ୍ ନୁହେଁ ଭାଙ୍ଗ ନିଶା
@mahadevkasebak6794
@mahadevkasebak6794 27 күн бұрын
Right 😢
@niranjanandsaraswatisarasw5439
@niranjanandsaraswatisarasw5439 27 күн бұрын
Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo
@pragnyapatra3593
@pragnyapatra3593 27 күн бұрын
True
@rrsvlogs44
@rrsvlogs44 27 күн бұрын
ସତ କଥା
@deviprasad8319
@deviprasad8319 26 күн бұрын
୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।
@Sasmita-wt5gh
@Sasmita-wt5gh 27 күн бұрын
. ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି
@Sinusahoowd2dm
@Sinusahoowd2dm 27 күн бұрын
ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢
@ramakantmahanta6994
@ramakantmahanta6994 27 күн бұрын
ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ
@kkpattnaik4511
@kkpattnaik4511 27 күн бұрын
ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି
@pabitramishra145
@pabitramishra145 27 күн бұрын
ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।
@raghunathhembram5881
@raghunathhembram5881 27 күн бұрын
Right
@dilipkumarjena4458
@dilipkumarjena4458 27 күн бұрын
ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।
@soansarvesgochhayat6215
@soansarvesgochhayat6215 27 күн бұрын
କେବଳ ମୋବାଇଲ
@rathabehera7554
@rathabehera7554 27 күн бұрын
ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର
@santoshbehera1687
@santoshbehera1687 27 күн бұрын
ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....
@user-qr2zs8ih4c
@user-qr2zs8ih4c 27 күн бұрын
ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕
@sorotoka9717
@sorotoka9717 27 күн бұрын
Ek dum thik
@ramachandrapanda7858
@ramachandrapanda7858 27 күн бұрын
🙏ବହୁତ ସୁନ୍ଦର ଉପଦେଶ । ବନ୍ଦେ ମାତରମ୍ ।
@Shripatitapabana
@Shripatitapabana 27 күн бұрын
ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।
@MNanda-fv8sc
@MNanda-fv8sc 26 күн бұрын
Jay jaganntha ❤parbhu Balabhadra gi ki Jay ho
@subhamgamer497
@subhamgamer497 27 күн бұрын
Jay jagannath 🙏🙏🙏🙏🙏😭😭
@arsamal
@arsamal 27 күн бұрын
ଏକଦମ୍ ଠିକ୍ କଥା
@mamatapradhan7519
@mamatapradhan7519 27 күн бұрын
Right
@Skgbul470
@Skgbul470 27 күн бұрын
ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,
@ajitdash229
@ajitdash229 27 күн бұрын
Jay Jagannath.Really true.Now you have find exact wrong point.
@debiprasaddas7603
@debiprasaddas7603 27 күн бұрын
ଦଣ୍ଡନୀୟ ଅପରାଧ
@lunarayinstrumental
@lunarayinstrumental 27 күн бұрын
Om💥
@RajaKhan-ci6dk
@RajaKhan-ci6dk 27 күн бұрын
Jay shree jagannath mahaprabhu 🙏🙏🙏
@RamaChandrastatus9793
@RamaChandrastatus9793 27 күн бұрын
ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ
@subhashreebarik6661
@subhashreebarik6661 27 күн бұрын
Jay jaganath 🙏🙏🙏
@pramodranjanpattanayak5946
@pramodranjanpattanayak5946 27 күн бұрын
ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |
@user-cu5mi8em4t
@user-cu5mi8em4t 27 күн бұрын
ମୋବାଇଲ ନିଶା ନାଆଗିଚି
@sisirrana9188
@sisirrana9188 26 күн бұрын
ଭକ୍ତ ମାନଙ୍କୁ ମୋବାଇଲ୍ ମନା କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ ଏଇତ ବଡ଼ ଭୁଲ୍ ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥଗାମୀ ଭବ ତୁମେ 🙏🙏🙏
@subhabratasahoo914
@subhabratasahoo914 27 күн бұрын
.ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।
@kamdevbhoi4005
@kamdevbhoi4005 27 күн бұрын
ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤
@dbalrajudora8702
@dbalrajudora8702 26 күн бұрын
Apana right katha kahichhanti, ID karajiba darkar and mobile bane karajiba darkar
@JogeswarMajhi-lt7hj
@JogeswarMajhi-lt7hj 27 күн бұрын
ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,
@-Jena_jena
@-Jena_jena 27 күн бұрын
Are bhi sebayat kn bala mundi semane jati re sabar kintu hmm Semane manisa manu nahanti
@sukantabehera4551
@sukantabehera4551 27 күн бұрын
Action heu ea sabyat upre heu. Samasta odisha basi nku request Action paien demand karantu. Ebhali paristhithi.
@lunarayinstrumental
@lunarayinstrumental 27 күн бұрын
Tirupati balaji, big statue in andhra.....they never move it to smwhere still ppl revere greatly.
@gitagathakikahani5256
@gitagathakikahani5256 27 күн бұрын
ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ
@shubhendupattanayak5227
@shubhendupattanayak5227 27 күн бұрын
Sari plan prabhu ka he Jay Jagannath meri prabhu Tere shukriya koti koti pranam prabhu jay Jagannath 108 bar Dil se prabhu ❤❤❤❤ Meri prabhu
@SPD1206
@SPD1206 27 күн бұрын
Over confidence only
@avijitmohantyofficial8506
@avijitmohantyofficial8506 27 күн бұрын
According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha. The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey. This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha. This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.
@lunarayinstrumental
@lunarayinstrumental 27 күн бұрын
we should b logical in d name of Dharm. Bt We believe in fantacy instead of fact. 🚩🚩🚩
@chittaranjanswain1859
@chittaranjanswain1859 25 күн бұрын
I am agree to the comment..
@bijayaharichandan1592
@bijayaharichandan1592 27 күн бұрын
ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ
@user-cl8he2de7c
@user-cl8he2de7c 27 күн бұрын
ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ
@RAJESHpradhan01994
@RAJESHpradhan01994 27 күн бұрын
ଏମାନେ ସେବାୟତ ନା ଆଉ କଣ
@prakashviewsupdatesanalysi9759
@prakashviewsupdatesanalysi9759 27 күн бұрын
Thik Kahichanti Mahodaya
@bikramcharanmalik6734
@bikramcharanmalik6734 27 күн бұрын
Nana,🎉❤️🎉 Mobile uppare katakana karajau. 🎉 Jay jagannath swami 🙏
@India11646
@India11646 27 күн бұрын
Justice should be prevailed....
@maitri56
@maitri56 27 күн бұрын
Theek kahile.
@harekrushnabehera3138
@harekrushnabehera3138 27 күн бұрын
ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।
@Reenabehera0
@Reenabehera0 27 күн бұрын
Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭
@bharatipadhy6277
@bharatipadhy6277 27 күн бұрын
🔥🔥🔥🔥🔥😭😭😭
@JJComunicationJJ90
@JJComunicationJJ90 27 күн бұрын
ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti
@gunduchicharannath6509
@gunduchicharannath6509 27 күн бұрын
Prakruta Katha kahi chanti sir.aha hi mukhya karana.
@pradeepnahak3573
@pradeepnahak3573 26 күн бұрын
Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath
@lunarayinstrumental
@lunarayinstrumental 27 күн бұрын
DHARMA is a matter of sublim .
@India11646
@India11646 27 күн бұрын
Jadi Bhakta nka pain mobile ban ta hele sevayata nka pain bi same rule heba darkar.. Jai Jagannath 🙏
@harprasadsenapati3945
@harprasadsenapati3945 26 күн бұрын
Yekdam thik katha kahichanti kebala Mobile 📱 jogu sabu nata .
@user-ot3vf5ot3t
@user-ot3vf5ot3t 27 күн бұрын
Maha Prabhu sebayat manku satka chanukah darakar
@sibamaharana7082
@sibamaharana7082 27 күн бұрын
Jaga ku naki re rajaniti kara nahi ea jagata ra thukar jaganantha
@prasantasahu7996
@prasantasahu7996 27 күн бұрын
Ete Panda ratha re kan pain
@user-bf3sc5hf3d
@user-bf3sc5hf3d 27 күн бұрын
Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.
@rrsvlogs44
@rrsvlogs44 27 күн бұрын
ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ
@ashishdas-qi5xs
@ashishdas-qi5xs 27 күн бұрын
Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti
@madhusudanmohanty4319
@madhusudanmohanty4319 27 күн бұрын
Failure of jagannath temple administration. Reason is total puri sebayat was loaded on the Balabhadra Rath.
@swagatsubhadarshan9091
@swagatsubhadarshan9091 27 күн бұрын
ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi
@user-hg7vc2ux4l
@user-hg7vc2ux4l 27 күн бұрын
Sebayata number should be restricted.Mobile,bhanga,gutukha should be banned.
@GangadharMartha-sc8xg
@GangadharMartha-sc8xg 27 күн бұрын
Tu me mane mobile use kariba ame kan nathia amar mobile nahi
@SwetaTripathy-sb7tz
@SwetaTripathy-sb7tz 24 күн бұрын
Right I'd card karajau and mobile permission na karajau
@govindadas7095
@govindadas7095 27 күн бұрын
Mobile ban haba nihati abasyaka
@user-fp8zm1qd3o
@user-fp8zm1qd3o 27 күн бұрын
Plz limit the Sevayats on the chariot
@hemantarout9587
@hemantarout9587 27 күн бұрын
Hare krishna mobile kahiki kalaheba kathare achi jmana jede ta prabhu sede sabu khama khiali re bhagaban Krishna sebaheuchi
@sadasibarath5472
@sadasibarath5472 27 күн бұрын
Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda
@ashokkumarnayak1648
@ashokkumarnayak1648 27 күн бұрын
Bhanga Nisha & Mobile in hand Indisciplined young inexperienced boys sevayats
@user-lq6zi7il3o
@user-lq6zi7il3o 27 күн бұрын
Brounsugar Nisa
@KailashBaliarsingh-fd7tc
@KailashBaliarsingh-fd7tc 27 күн бұрын
Bisrunkhalita acharananhi dai
@RahulKumar-zm1gc
@RahulKumar-zm1gc 27 күн бұрын
Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???
@pradeepnahak3573
@pradeepnahak3573 26 күн бұрын
E a heini kichhi,dekha agaku kn heuchi
@p.kbarik4443
@p.kbarik4443 27 күн бұрын
Pl shows actual & real news not support ruling party
@karamjitsatpathy5404
@karamjitsatpathy5404 27 күн бұрын
Prabhu sabu januchanti sabu tanka ichha
@suvashchandraswain391
@suvashchandraswain391 26 күн бұрын
Lawlessness
@niranjanmishra3792
@niranjanmishra3792 27 күн бұрын
Morning shows the day.This is the signing of BJP government how they can give justice to the people ?.How they will able to keep Odia Asmita ? What they had committed before the election. If the Mr. Majhi wants to establish good governance as well good administration, first should take action against the objectionable criminals of former government to give justice to the people.
@ramashankarmishra8125
@ramashankarmishra8125 27 күн бұрын
This is criminal attitude of thepeople .
@debiprasadpanda6241
@debiprasadpanda6241 27 күн бұрын
Mohan sir Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏
@santoshnayak2083
@santoshnayak2083 27 күн бұрын
Mota gold chain or mobile ban karjuuu sabu sebayat pai...rule for new sarkar...please
@RadharaniBarik-dh3rz
@RadharaniBarik-dh3rz 27 күн бұрын
Ame thankuranku sampurna dekhi parunanhu ehi sebayata mananka pain 😢😢
@India11646
@India11646 27 күн бұрын
Those culprits should be banned from their service to serve God for their whole life...
@bijayadas140
@bijayadas140 27 күн бұрын
Chare dyra kholiba nea vhare gaputhila Abe kana hauchiki
@user-pl5yh6gf3e
@user-pl5yh6gf3e 27 күн бұрын
Jagunida already Unesst❤
@dasarthimahala4260
@dasarthimahala4260 27 күн бұрын
Technology abhab technician rahile bhala .nana jaha kahile mobile kahariku dia najau.
@bijayadas140
@bijayadas140 27 күн бұрын
Jetiki sebayta rahiba Katha ta tharu adhika rahile aya haba kichi tala mela nahi pandakra
@santoshnayak2083
@santoshnayak2083 27 күн бұрын
Auu sebayat nhue gote jagnnath mandir na re job chlichi bansovab job...mo jeje thile mo baba hele mu rhibi au nati ann nati rhibee a rule ku vangaa huuu...au manidar na re job chluchi seba nhue
@zerotohero0703
@zerotohero0703 27 күн бұрын
Identity Card required
Это реально работает?!
00:33
БРУНО
Рет қаралды 3,3 МЛН
Они так быстро убрались!
01:00
Аришнев
Рет қаралды 2,3 МЛН
Fast and Furious: New Zealand 🚗
00:29
How Ridiculous
Рет қаралды 45 МЛН
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Это реально работает?!
00:33
БРУНО
Рет қаралды 3,3 МЛН