KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Big Blow to BJP in Manipur!; JDU ChiefNitish Kumar Withdraws Support from Biren Singh-led BJP Govt
5:00
ପିଲାଙ୍କୁ ପଠାଇଲା କିଏ ? ମ୍ୟାଡମ ଠେଲିଲେ, ସାର ଥରିଲେ | Ramadevi Student joins BJD’s Protest Incident |OR
5:30
Cat mode and a glass of water #family #humor #fun
00:22
Он ждал ДВА ГОДА, чтобы преподать наглецу УРОК СКРОМНОСТИ #shorts
01:00
Сестра обхитрила!
00:17
It’s all not real
00:15
ଆଳୁ ମିଶନ କଥା ପଚାରିଲେ ବୁଲିଯାଉଛି ଉତ୍ତର |BJD's Protest Over Price Hike |Potato Mission |Odisha Reporter
Рет қаралды 30,608
Facebook
Twitter
Жүктеу
1
Жазылу 2,6 МЛН
Odisha Reporter
Күн бұрын
Пікірлер: 455
@Advsboyprem-1995
16 күн бұрын
ପ୍ରଭୁ ଏମାନଙ୍କୁ ଟିକେ ବୁଦ୍ଧି ଦିଅ ପ୍ରଭୁ
@prasantdash2845
16 күн бұрын
ତୁ ବାଳ ଲୋକ ଟେ ଶଳା ଗୋଟେ ପ୍ରଶ୍ନ ପଚାରିଲେ ତୁ ଆଉ ଗୋଟେ ଉତ୍ତର ଦଉଚୁ ଶଳା ତୋ ଠୁ ମୂର୍ଖ ଆଉ କେହି ନାହାନ୍ତି..
@nilanchaldalapatinilanchal4620
15 күн бұрын
୨୪ ବର୍ଷ ରେ କେତେଟା Cold store ତିଆରି କରିଛ ବେଇମାନ ଲୋକ ଗାଦି ଚାଲିଗଲା ପରେ ସହଜରେ ହଜମ ହେଉନି ଆମ କଳାହାଣ୍ଡି ଜିଲ୍ଲାର Sugar factory sponing mill ସବୁ ତ ବନ୍ଦ କରିଦେଳ ନବୀନ ପଟ୍ଟନାୟକ ଶାସନ କୁ ଆସିକି ଚାରି ବର୍ଷ ହେବା ପରେ କାରଖାନା ବନ୍ଦ କରିଦେଳ ଲୋକ ମାନଙ୍କ ଠାରୁ ରୋଜଗାର ଛଡାଇ ନେଳ ଆମେ ଯୋଉ ଦଳ ର ଲୋକ ହେଲେ ମଧ୍ୟ କହିବୁ ବିଜେଡି ହେଉ କଂଗ୍ରେସ ହେଉ କି ବିଜେପି ହେଉ ତମ ହାତରୁ ଦୋଉନ ଆମକୁ ଯୋଉ ନେତା ହେଲେ ମଧ୍ୟ ଚୋର କୁ ଚୋର ହିଁ କହିବୁ ଆମେ
@smartcollection..3098
15 күн бұрын
ଏ ଶଳା ମଇଁଷି କୋଉଠି ଥିଲା 24 ବର୍ଷ ରେ ଲୋକଙ୍କୁ ଲୁଟିଛ ଏବେ କୁମ୍ଭୀର କାନ୍ଦଣା
@bhaktirahasya9910
15 күн бұрын
ଏବେ ଆଉ ଲୁଟି ପାରୁନି...କି ପାରିବନି.. କଣ୍ଠ ଫଟା ଚିତ୍କାର କରୁଛି.😂
@HaraprasadBaral
12 күн бұрын
Hahahaha
@stuluachary
15 күн бұрын
ନବୀନ ପଟ୍ଟନାୟକ ନଂ-1 ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ ଦୁର୍ନୀତି ଟଙ୍କା ଚୋର 😂😂😂
@kailashswainkailashswain6878
16 күн бұрын
ଦଳ ବଞ୍ଚାଇବାକୁ ଭେଳିକି ଦେଖାଉଛି BJD.
@diptiskumarbal3778
16 күн бұрын
Ghita pache mare sautuni randa hau formola tumara
@Siminaitoka9597
15 күн бұрын
ମାତ୍ର 6 ମାସ ରେ ବିରୋଧୀ ର ଫାଟିଲାଣି। ସେ 5 ବର୍ଷ ଯାଏଁ ଥିବେ କି ନଥିବେ ସେଥି ପାଇଁ ଏବେ ଠୁ ଏମିତି ପାଗଳ ହେଲେଣି
@infinity4002
15 күн бұрын
@@Siminaitoka9597 hm kia pagala helani Jana paduchi 😂😂😂😂bhai tame tk bjd ku question karuna 24 Barsha re kou mission re kete achivment paichi 😂😂😂😂
@Siminaitoka9597
15 күн бұрын
@@infinity4002 bhai tame nije kuha 2021/2022 re pariba rate , Luna, tela sabu kete thila....
@AmiyarajJati-wo1ge
15 күн бұрын
24ବର୍ଷ ଭିତରେ ଯଦି ଚାଷୀଙ୍କୁ ରିହାତି ଦରରେ ବିହନ ଦେଇ ଥାନ୍ତେ ଆଜି ଏମିତି ଅବସ୍ଥା ହୋଇଥାନ୍ତା ନାହିଁ ରାଜ ରାସ୍ତାରେ ଗର୍ଜନ କରି ଳୋକ ଦେଖା ଜନସମୁନନ୍ଦ୍ର ନାଁ 500ଟଙ୍କା ଦେଇ ରାଲିକୁ ଆଣି ଛି ଛି ଲାଜ ଲାଗୁନି
@SusantaNayak-f3x
15 күн бұрын
ରିଫୋଟର ଙ୍କୁ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ଅତି ସୁନ୍ଦର୍ 👏👏
@SusantaVlogs-n3b
15 күн бұрын
24,ବର୍ଷ ସାସାନ କଲେ ଆଳୁ ମିସନ କରିପାରିଲେନି ଆନ୍ଦୋଳନ କରୁଛନ୍ତି ଲାଜ ଲାଗୁନି
@Laxmidhar101
16 күн бұрын
୨୫ ବର୍ଷ ରେ କିଛି କରି ପାରିନାହାଁନ୍ତି ଆଉ ପୁଣି କହୁଛ ଗାଲୁଆ କଥା
@Jenay5m
16 күн бұрын
ସିମେଟ 400 ରଡ଼ 6000 ଏମାନେ କେମିତି ବଢ଼ାଉଥିଲେ ସେଇ କୋଟି କୋଟି ଟଙ୍କା ସେତବେଳେ bjd ନେଇଥିଲା ସେଇ ପାଣ୍ଡୁ ନେଇଥିଲା
@jayantamadhei602
15 күн бұрын
ମେଣ୍ଢା ଗେହାଁ ପାତ୍ର ରାଜନୀତି କୁ କାସିବୁଦା ବୁଝାନି ଆମେ ଠିକ ଜାଣିଛୁ କାଶୀ ଫୁଲ କେତେ ବିପଦ 24 ବର୍ଷ ବୁଝିଲୁ ଆଉ ବୁଝାନି
@sarojkumarsahoo9268
15 күн бұрын
ଆଜି ୟକୁ ଗୋଟେ ଲୁଙ୍ଗି ଦିଆଯାଉ😂😂😂
@akashnayak9102
15 күн бұрын
😂😂😂😂😂
@ratnakarmohanta4895
15 күн бұрын
ଆଗରୁ ଦରଦାମ ବଢିନି, ଯେମିତି ପ୍ରଥମ ଥର ବଢିଛି ଲଜ୍ୟା ଲଜ୍ୟା
@cuty_mama9801
15 күн бұрын
ଜୟଶ୍ରୀ ରାମ ବିଜେଡି କୁ ବିନାଶ କର
@rajanikantabiswal2669
15 күн бұрын
ଭଉଣୀ ଏମିତି ପ୍ରଶ୍ନ ପଚାରି ମନ ଖୁସି କରିଦେଲେ
@abanipradhan
15 күн бұрын
ଏଇମାନେ ଓଡ଼ିଶାକୁ 25ବର୍ଷ ପଛକୁ ଠେଲି ଦେଇ ନିଜର ପାଣ୍ଠି ବଢେଇ ଛନ୍ତି,,,,,,,,, ଏଇ 5ବର୍ଷ ରେ ଦେଖ କେତେ ଚେଞ୍ଜ ହେବ,,,,,,
@jogiart2852
16 күн бұрын
ଆଳୁ 30.ପିଆଜ 30.କୋବି 20.ଅଦା 100g10 ଟଙ୍କା ଟମାଟ 30ଟଙ୍କା ଏବେ ର ରେଟ
@_mr___rajput
15 күн бұрын
Tamato 15
@trinathswain6726
16 күн бұрын
ବିଗତ ବର୍ଷରେ ଆଳୁଚାଷ ପାଇଁ କେଉଁ ଦେଶକୁ ଯାଇଥିଲେ କି ତୁମ ଦଳର ଲୋକେ ?
@RabindranathPradhan-c5d
16 күн бұрын
Didi good question
@prafullachandrasahoo9688
15 күн бұрын
ଆଳୁ ମିଶନ କାହାରଥୀଲା କହିବେକି.24 ବର୍ଷରେ ମିଶନ ପାସ ନା ଫେଲ..ଏ ଦୂର୍ଷ୍ୟ ଦେଖି ନିଶ୍ଚିତ ହୋଇଯାନ୍ତୁ କାଲିଠାରୁ ସବୁ ଦର କମିଯିବ. ବେହିଆଙ୍କ ବାରବାଟୀ ଚାଷ.
@ganeshchandrasahoo964
16 күн бұрын
Good reporter my sister
@DigambarNayak-e8x
16 күн бұрын
ତୁମ ସରକାର ଚାଷୀଙ୍କକଥା କହିବାକୁ ଆସିଲେ ତାଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଦେଉନଥିଲେ ପୁଲିସି ଦ୍ୱାରା ପଥ ଅବରୋଧ କରୁଥିଲେ
@soshilamahalik1306
16 күн бұрын
24 barasa re kete çold store karichha
@seshadevsrichandan428
15 күн бұрын
ସବୁଠିକ୍ ଠାକ୍ ଚାଲିଛି ସାଧାରଣ ଲୋକ ଖୁସି କିନ୍ତ ଅଭାବ ଅଛି ସେଇଟାହେଲା ଦୁର୍ନିତି, ଭଷ୍ଠ୍ରାଚାର, ଲୁଟ୍,ବଳାତ୍କାର, ଅଫିସରଙ୍କ ରାଜ୍,ଆହୁରିବହୁତ୍ଅଛି ।
@SibasaktiClub
15 күн бұрын
24 ବର୍ଷ ରେ କଣ ଫସଲ ନଷ୍ଟ ହେଇନଥିଲା. 😂😂😂😂ଯୋଉ ମାନଙ୍କୁ ଲଜ୍ୟା ନାହିଁ ସେମାନେ ହିଁ bjp କୁ ଦୋଷ ଦେବେ...
@gopabandhumashra8949
16 күн бұрын
ବିଜେଡ଼ି ବିଧାୟକ ଓ ସାଂସଦ ଲାଠି ଚାର୍ଜ କରାଯାଉ ତାଙ୍କ ସରକାର ସମୟରେ ଅନେକ ନିରିହ ଲୋକ ଙ୍କୁ ବାଡ଼େଇ ଥିଲେ ଏବେ ରାଜ ରାସ୍ତା ରେ ଲଜ୍ୟା ଲାଗିବା କଥା
@KumarDev-ri7sx
16 күн бұрын
ଜୟ ଜଗନ୍ନାଥ ଏଥିପାଇଁ ପୂର୍ବ ଶରକାରଦାଇ
@PratapMangaraj-l8y
15 күн бұрын
ଆଉ ଫେରିବନାହିଁ ଲୋକଙ୍କ ବିଶ୍ୱାସନାହିଁ ତୁମ ଉପରେ ସେଥିପାଇଁ ସରକାର ବଦଳେଇଲେ ଓଡ଼ିଶାଲୋକ
@TrilochanMeher-y6r
15 күн бұрын
7 ମାସରେ କଣ ଏମିତି ହଉଛନ୍ତି
@ChandanKumar-gh6lr
14 күн бұрын
4୧/୨ puni ochhi
@ANSHIKADENTAL
15 күн бұрын
Great question madam
@linkukumarroul8320
16 күн бұрын
24 years re kichhi kari parileni.. Aau abe bala ku 🤣aasichanti
@kgmk73
15 күн бұрын
ବିଜେଡି ସମୟ ରେ ଲୋକ କାନ୍ଦୁଥିଲ,
@manojkumar-pt5wk
15 күн бұрын
ବିଜେଡି ସରକାର ସମୟରେ ସରକାରୀ ଚାକିରି ବିକୁଥିଲା ତାହା ବିଷୟରେ କୁହ..... ବକବକ ହେଲେ କଣ ହବ
@subodhaparamanik7572
15 күн бұрын
Didi good question.
@PKpradipta
15 күн бұрын
OR repoter madam ghantile 👌👌👍👍
@upendramuduli9291
15 күн бұрын
Good good question my sister
@gleanjeet1724
15 күн бұрын
ଏ ଝାଟିଆ ବଡ଼ ଅଭିନୟ କରୁଛି
@Deva-s4d
15 күн бұрын
ଆଜ୍ଞା ଆପଣଙ୍କ ସମୟରେ ଟମାଟୋ କିଲୋ 100ଟଙ୍କା ହେଇନି ଏବେ ଭଦ୍ର ଲୋକ ଦେଖେଇ ହେବା ଭଲ ନୁହେଁ.
@MaadakhinkaliMaadakhinkali
15 күн бұрын
Mgy ku ମାର ଲକ୍ଷ୍ମ ଣା ନନ୍ଦ ସରସ୍ବତୀ କୁ ମାରିଥିଲା ବାପ ପୁଅ ମିଶି magya କୁ ମାରିଦିଅ mgy tamuha କୁ ଦେଖିଲେ ପ୍ରଚଣ୍ଡ ରାଗ ଆସୁଛି mgy ହିନ୍ଦୁ ଦ୍ରୋହି ହାରାମି
@kabisuryabehera8572
15 күн бұрын
ନବୀନ ବାବୁତ ଦୋହଲୁଛି ସିଏ କଣ ଓଡିଶା କୁ ସମ୍ଭାଳିବ, ଆଜି ଆମକୁ 500 ମିଳିଲା ବୋଲି ଆମେ ଭୁବନେଶ୍ୱର ଗଲୁ
@niladriyadab
15 күн бұрын
ଆଳୁ ମିଶନ ଆଳୁ ପାଇଲେ 🌹🚩🙏
@Entertain596
15 күн бұрын
❤❤❤❤Mahan sir jindabad ❤❤❤❤❤❤
@Srikanta-ni8ok
15 күн бұрын
Dhanyawad didi thik kahichanti
@JagannathSwain-y1c
15 күн бұрын
ଖାଲି ଆଳୁ କଥା ପଚାରିଲ ଆଉକିଛି ପଚରିଲେନି ସୁନା ରେଟେ କେତେ ଗୋଷରି ରେଟ୍ କେତେ ପନିପରିବା ରେଟେ କେତେ ଖାଲି ଆଳୁ ରେଟେ କଥା ପଚାରିଲେ ହବକି ଚିଠିଫଣ୍ଡ କଥା କୁଆଡେ ଗଲା ପନ୍ଦର ଲକ୍ଷ୍ୟ କୁଆଡେ ଗଲା ବିଦେଶ ବ୍ୟାଙ୍କ ରେ ଥିବା କଳାଧନ କଥା ପଚାରିଲେନି ତ ASO ମାଡ଼ ଘଟଣା ପଚରିଲେନୀ ଦମ୍ ଅଛି ତ ପଚାରି କି ଦେଖା ଓ
@birenmahananda-c2q
15 күн бұрын
ଏବେ ପିଆଜ 25ଟଙ୍କା ଅଛି ବେଶୀ କୁ ହନି bjd ସରକାର
@mahendraojha9198
15 күн бұрын
Good cross Question by Otv reporter. Good luck.
@ashokkumarsethy2777
15 күн бұрын
After 25 years Odisha changed
@banambarmalik4591
15 күн бұрын
ବିଜେଡି ରାଲି କରି ed cbi ହାତ ଖୋଲି ଗଲା
@JubarajSahu-s3p
15 күн бұрын
ବିଗତ 24ବର୍ଷରେ ବିଜେଡି ସରକାର କେତୋଟି ଶିତଲିକରଣ ଭଣ୍ଡାର କରିଥିଲା...
@RajiblochanBehera-c7y
15 күн бұрын
ଆରେ ବିଜେଡି 24 ବର୍ଷ କାଳ ଲୁଟିଲ,ନିଲଜ ମାଙ୍ଗିଏ ବିଜେଡି।
@sanjayparida2861
15 күн бұрын
ଆପଣମାନଙ୍କର ନିଦ ଏବେ ଭାଙ୍ଗିଲା, ବିଗତ ୫ବର୍ଷ ଯଦି ଚାଷୀଙ୍କ ପ୍ରତି ଧ୍ୟାନ ଦେଇଥାନ୍ତେ ବର୍ତ୍ତମାନ ଏପରି ସମସ୍ୟା ହୋଇନଥାନ୍ତା। ଜଣେ ବ୍ୟୁରୋକ୍ରାଟ ପାଇଁ ଓଡ଼ିଶା ଭ୍ରମଣରେ ୯୦୦କୋଟି ଉଡେଇଦେଲ, ଜନତାଙ୍କ ହିତରେ ଲାଗିଥିଲେ, କଣ ହୋଇପାରି ନଥାନ୍ତା....?
@Tukunavlogsbdk
15 күн бұрын
ଡରଦାମ ବୃଦ୍ଧି ର ମୁଖ୍ୟ ଖଳନାୟକ BJD ଦାଇ
@manasbehera90
15 күн бұрын
ପରମ ଠକ
@tapanbehera1620
15 күн бұрын
ଆଳୁ କିଲୋ 40 ଟଙ୍କା, ଆମ ଘରେ ଆଜି ଆଳୁ ନାହିଁ ,ଇଏ ବେକରେ ପକେଇ ବୁଲିଲେ
@banambarmalik4591
15 күн бұрын
ଆରେ ମାଗିଆ ଆଗରୁ ରେଟ ନ ଥିଲା କୋରନା time ରେ
@amarbag5933
15 күн бұрын
ଚାଷି ହସିଲେ ପରା ଦେଶ ହସିବ
@bhaktirahasya9910
15 күн бұрын
ମଲା ଘୋଡା କଣ କଥା କହୁଛି...🤔🤔🤔🤔🤔🙄🙄
@AjayMalik-ql1cw
15 күн бұрын
ସବୁ ଖାଇ ଖୋଳା କରି ଦେୟୀ ଛି ଆଉ ବଢ଼ୀ ବନି କମିବ 😡😡😡
@agriculturenaturevillager7531
16 күн бұрын
Banda ku BJD bala jatra karuchha
@amarbag5933
15 күн бұрын
Bjd ଚାଷି କୁ କାହିଁକି ଲାତ ମାଡୁଛି
@pradipmallick1443
15 күн бұрын
ଜନ୍ ସମୁଦ୍ର ନା ବାନ ସମୁଦ୍ର ବିଜେଡି ନୁହେଁ ବାଞ୍ଜେଡି
@AmitKumar-ny4zr
16 күн бұрын
ଉପଯୁକ୍ତ ଉପସ୍ଥାପନା
@bipinbiharinayak5973
16 күн бұрын
Bjd partner thila ki
@debasishmeher7942
15 күн бұрын
ବରଗଡ଼ ଆ ବୋ ସଲା କେତେ ଦର ଦାମ ଅଛେ ଯେ ଦେଖିବୁ
@dasarathisingh599
15 күн бұрын
ଚାଷ ନାରେ ପୁରା ଖାଇଲ ଏବେ କହୁଛୁ ନିୟନ୍ତ୍ରଣ ନାହିଁ ଲାଜ ଲାଗୁନି
@RasmitaBehera-p1h
15 күн бұрын
ଚାଷୀଙ୍କ କଥା ମାନେ ପଡ଼ୁଚି ଦିଦୀଙ୍କୁ kahuna ସସ୍ତରେ alu ପଥେଇବେ 24 ବର୍ଷରେ ଓଡିଶାକୁ ପୁରା ଧୁଇଦେଲ ଆଉ କେତେ ଅଭିନୟ କରିବା
@swadhinkumarjally172
15 күн бұрын
24Barsare odissare gote sital bhandar nanhi koti koti khaigale aaji baspoti maruchhanti
@ashishdas4843
16 күн бұрын
ବିଜେଡି ମୂଳ ପୂଛ ହେଇ ଯିବ
@abhimanyurout1930
16 күн бұрын
Area bhai 24 barasa hela tamea odisaku luticha. Vada tiea lokanku ani chida karicha
@jagabandhudas1554
15 күн бұрын
ମୁ ସୁଣିଥିଲି 14 ଚକିଆ ଚକିଆ ଗାଡି ଆ ଉପରେ ଚଡିଜାଇଥିଲା ହେଲେ ଏ ତ ବଞ୍ଚିଛି😅😅😅
@AmarMahankud
16 күн бұрын
Bjp ❤❤❤❤🎉🎉🎉🎉
@AshokkumarJena-bk7cj
15 күн бұрын
ଏ ବେ ଆମ ଅଲ ଓଡ଼ିଶାରେ ସବୁ ପ୍ରକାର ସୋବିଧା ମିଳି ଗଲାଣି ତମେ 24ବର୍ଷ୍ ବାଳ ଉପାଢୁଥିଲ ସେମାନେ 7ମାସରେ ପାରିଲେ ନାହିଁ m c
@UditkumarMajhi-y5l
15 күн бұрын
ସରକାର୍ ଯିଏ ଭି ରହନ୍ତୁ ସବୁ ଖାଇବା ଦ୍ରବ୍ଯ ଚାଷୀ ହିଁ ଉତ୍ପାଦନ କରିଥାଏ ତାହାର ଦାମ କମ୍ କରିବାକୁ ତୁମେ କିଏ
@suryakantachhotaray7325
15 күн бұрын
ବିଷ୍ଟା ମୁଂହା ବହୁତ ଦିନ ପରେ ବାହାରିଲା
@murildhar2463
15 күн бұрын
Bhai kn kahila😊😊😊😊😊
@srinibashpradhan8094
15 күн бұрын
Madam sasmit patranku tike pachariba କଥା semane tanka period re ketoti colstorage karichhanti au kouthi kouthi
@srinibashpradhan8094
15 күн бұрын
Report madam apanku dhanyabad I salute u mam
@SureshPusti
15 күн бұрын
ବିଜେଡି ସମୟରେ ଆଳୁ, ପନିପରିବା ଟକେଂଲେଖେରେ ମିଳୁଥୂଲା, ବିଜେପିଆସିବଢେଇଦେଲା, ବିଜେଡି ନେତା ମାନକଂ ମୂହଁକୁ ଲଜ୍ଜା ନାହିଁବୋଲିକଥା କହୂଛନ୍ତି ,
@srinibashpradhan8094
15 күн бұрын
Mr.sasmit କଥା kuha kapila
@dwarikanath1958
15 күн бұрын
ମାଡାମ, ପଚାର ଚାଷୀ କାହିଁକି କୌଣସି ଚାଷ କରୁନି ବିଗତ ଦିନ ମାନଙ୍କରେ ?
@RabindraSahoo-gq6zj
15 күн бұрын
ସବୁ ଥୋବରା ଏକାଠି
@ashwiniballavgoswami163
15 күн бұрын
ନିଜ ଅପlଗରତl ପ୍ରକାଶ କର
@Skstarvlog3735
15 күн бұрын
24 ବର୍ଷ ରେ ସବୁ ଫେଲ୍
@murlidharsahu3797
15 күн бұрын
ଆଉ ନାହିଁ ରେ ମlଗିଆ ତୋର ରାଜନୀତି ଆଉ ନାହିଁ ବିଜେଡି ଅଛି ଆଉ ଘୋଡା ଡିମ୍ବ ଖାଇବୁ
@priyaranjanrath9188
15 күн бұрын
ଶୀତଲଭଣ୍ଡାର କେତଟା ହୋଇଛି ? ଆଳୁ ମିଶନରେ କେତେ ରାଜସ୍ବ ଖର୍ଚ୍ଚ ହେଇଚି ?ଆଳୁ ମିଶନ ପାଇଁ କେତେ ଖର୍ଚ୍ଚ ହେଇଥିଲା ? ଏ ସରକାର ଆସିବା ସମୟ ଠାରୁ ମମତା ବାନାର୍ଜୀ ଙ୍କୁ ଧରୀ ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରାଗଲା l ସେହିଠାରୁ ଆଳୁ ଦର ବୃଦ୍ଧି ପାଇଥିଲା l ତେଣୁ ପ୍ରଯ୍ୟାପ୍ତ ଶୀତଳ ଭଣ୍ଡାର ହୋଇଥିଲେ ଆଳୁ ସରକ୍ଷଣ ହୋଇ ଦରବୃଦ୍ଧିକୁ control କରିହୋଇଥାନ୍ତା l ଆଳୁ ମିଶନକୁ ସଠିକ ଭାବେ କାର୍ଯ୍ୟକାରୀ କରିଥିଲେ ଉତ୍ପାଦନରେ ବୃଦ୍ଧି ହୋଇଥାନ୍ତା ଓ ଦର ବୃଦ୍ଧି ହୋଇନଥାନ୍ତା l Aa
@murildhar2463
15 күн бұрын
Katha kahibare no1
@uttamkumarbarik552
15 күн бұрын
ଆଳୁ ଏତେ ଶସ୍ତା ଯେ ମାଳା କରିକି ପିନ୍ଧିଛ. ମାହାଙ୍ଗା ହେଲେ କେମିତି.
@infinity4002
15 күн бұрын
24 Barsha ra andolana 7 masa ra sarkar birodhare 😂😂😂are ki bebasta karithila kire 24 Barsha me mission Naa re😂😂😂😂😂
@chakradharabhoi5958
15 күн бұрын
ଅତି କୁହଲିଆ ନେତା ନିଜକୁ ଭାବୁଚି
@biranchinarayan4140
15 күн бұрын
Otv Bala tamatar nirapekshya news chhada
@srikantswain2339
15 күн бұрын
ବେଲଜ୍ୟାକ୍ ଥା
@Castarboy999
16 күн бұрын
Cold store &aalu mission 24 barshara nataka 😁😁😄😄,,aauri bhua bulaibaa😁😁😄😄
@AjayakumarMishra-m7d
15 күн бұрын
Kehi hata hata hau nahanti tume hota hata hau cha
@manojrana163
14 күн бұрын
Reportar madam ku bahut bahut dhanyabad
@AmarSaunta-q6y
15 күн бұрын
ବାଳ କରୁଥିଲ ତୁମେ ସରକାର ଥିଲା ସମୟରେ
@satyaranjanpatra5902
15 күн бұрын
Salute to u journalist
@SumantaKumar-m4j
13 күн бұрын
24 ବର୍ଷରେ ବହୁତ ଥର ଚାକିରିଆ ନିଜ ପେଟ ପାଇଁ କେତେଥର ଯାଇଛନ୍ତି ତମେ ବୁଝିଥିଲ ତମ ବେଳର ଶିକ୍ଷକ 7000/ଦରମା ପାଉଥିଲେ l ତମେ ନିଜ ସ୍ୱାର୍ଥ ପାଇଁ କେମିତି ରାଜରାସ୍ତାରେ ଠିକ ଜବାବ ଦେଇଛନ୍ତି ଜନତା 👌👌👌👌
@satyajitnayak6764
15 күн бұрын
Media ଲୋକଙ୍କ ସ୍ଵର ହୁଏ । କେଉଁ ଦଳର ନୁହଁ ,ଦରଦାମ ବୃଦ୍ଧି ପାଇଁ ମିଡିଆ ବାଲା ସରକାର କୁ ପ୍ରଶ୍ନ କର ପୂର୍ବ ସରକାର କଣ କଲା ଦେଖାନା ମିଡିଆ ମାନେ ଲୋକଙ୍କ କଥା କୁହ ନ ହେଲେ ମିଡିଆକୁ ବିରୋଧ ହେବ
@biruamamalaxmi541
15 күн бұрын
ସତ କୁ ହଜମ ହଉନି କି 😂😂😂😂😂
@KrushnaMuduli-yu6nv
15 күн бұрын
Kichi.miluki.na.millu.tela.ta.milluchi.lageki.uthapaka.karidia
@BasantaKumar-q2t
10 күн бұрын
Sambadika bhauni ku ଧନ୍ୟବାଦ
@dairyfullsatya
15 күн бұрын
ପାଣ୍ଡୁ ଫୋଟ ନାହିଁ ବୋଲି ଖାଁ ଖାଁ ଲାଗୁଛି 🤣🤣🤣
5:00
Big Blow to BJP in Manipur!; JDU ChiefNitish Kumar Withdraws Support from Biren Singh-led BJP Govt
Nandighosha TV
Рет қаралды 13 М.
5:30
ପିଲାଙ୍କୁ ପଠାଇଲା କିଏ ? ମ୍ୟାଡମ ଠେଲିଲେ, ସାର ଥରିଲେ | Ramadevi Student joins BJD’s Protest Incident |OR
Odisha Reporter
Рет қаралды 114 М.
00:22
Cat mode and a glass of water #family #humor #fun
Kotiki_Z
Рет қаралды 42 МЛН
01:00
Он ждал ДВА ГОДА, чтобы преподать наглецу УРОК СКРОМНОСТИ #shorts
BalcevMMA_BOXING
Рет қаралды 10 МЛН
00:17
Сестра обхитрила!
Victoria Portfolio
Рет қаралды 958 М.
00:15
It’s all not real
V.A. show / Магика
Рет қаралды 20 МЛН
5:21
ଜଣା ପଡିଲା ସତ, କିଏ କରିଥିଲା ପ୍ରମାଣ ନଷ୍ଟ! | Odisha Reporter
Odisha Reporter
Рет қаралды 4,7 М.
5:21
ମୁରୁକି ହସିଲେ ବିଜେଡି ବିଧାୟକ, ଫସିଗଲେ ମହିଳା କଣ୍ଠଶିଳ୍ପୀ | Odisha Reporter
Odisha Reporter
Рет қаралды 22 М.
8:20
ନବୀନ ବାବୁ ବେକରେ ମାଳ ନୁହଁ ହାତରେ ଆଳୁ ଧରି ଭୁଲମାଗ!Sidharth Routray targets Naveen over Potato Price Hike
Pratidin TV
Рет қаралды 50 М.
9:53
ତାତିଲେ ନବୀନ ଏଥର ଆକ୍ସନ ! | Naveen Patnaik Speech At Lower PMG | BJD Protest In Bhubaneswar N18V
News18 Odia
Рет қаралды 115 М.
5:19
Special Report| ନବୀନଙ୍କ ପ୍ଲାନକୁ ଭଣ୍ଡୁର କଲେ ମୋହନ | Odisha Politics | OTV
OTV
Рет қаралды 234 М.
34:05
ମରିଗଲେ ଗୁରୁ ଆସିଲେନି ନବୀନ |Podcast With BJP MP Anita Subhadarshini |Exclusive Interview|Asika BJP MP
Odisha Reporter
Рет қаралды 88 М.
6:59
`ଏଠି ଖାଇଲେ ସିଧା ଜମ ଦର୍ଶନ’ | Odisha Reporter
Odisha Reporter
Рет қаралды 12 М.
7:48
କଳିଙ୍ଗ ଷ୍ଟାଡିଅମରେ ଗାଡି ଘଟଣାକୁ ନେଇ ମୁହାଁ ମୁହିଁ ହେଲେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ଲେନିନ Lenin vs Suraj
Odisha Bhaskar
Рет қаралды 108 М.
5:19
Special Story: CM Mohan Majhi Launches Veiled Attack on Naveen Patnaik, Touts BJP's Governance Style
OTV
Рет қаралды 209 М.
2:16
ଗୋଲାପୀକୁ କାହିଁକି ଘୃଣା କରନ୍ତି ବେଚଲର୍ ନବୀନ ? | Odisha Reporter
Odisha Reporter
Рет қаралды 12 М.
00:22
Cat mode and a glass of water #family #humor #fun
Kotiki_Z
Рет қаралды 42 МЛН