Union Minister Amit Shah criticizes CM Naveen Patnaik for distributing empty bags

  Рет қаралды 517,596

OTV

OTV

Ай бұрын

#ବିଜେଡି_ସରକାରକୁ_ବାଣ_ମାରିଲେ_ଶାହ
ନବୀନଙ୍କୁ ସିଧା ତ ବାବୁ ରାଜକୁ ପରୋକ୍ଷରେ ନିଶାନା । ଆଜି ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋରଡ଼ାରେ ବିଜେପି ଜନସଭାକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ମାରିଛନ୍ତି ବାଣ ।
#AmitShah #Sorada #ElectionCampaign #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 1 100
@santoshkumarmohapatra7200
@santoshkumarmohapatra7200 Ай бұрын
ଆରେ ଭାଇ ଏଇ free ଚଉଳ କାହାରିକୁ ଦରକାର ନାହିଁ। ଆଗରୁ ଲୋକ ମାନେ ଖଟି କି ଯାହା କରୁଥିଲେ ବହୁତ ଭଲରେ ଥିଲେ। ଯେବେ ଠୁ ଏଇ free ଆସିଲା ଆମ ଲୋକ ମାନେ ସବୁ ଠକ ହୋଇଗଲେ।
@harekrushnapagal1405
@harekrushnapagal1405 Ай бұрын
❤ଜୟ ଜଗନ୍ନାଥ ଜୟ ❤ ❤ଜୟ ଶ୍ରୀ ରାମ ଜୀ ଜୟ ❤ ❤ଜୟ ହନୁମାନ ଜୀ ଜୟ ❤ ପ୍ରଭୁ ସାରା ଓଡ଼ିଶା ଵାଶି ରାଗିଗଲେ 2024 ରେ ଓଡ଼ିଶା ରୁ ଵିନାଶ କର 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ସେଥିପାଇଁ 25 ବର୍ଷ ହେଲା ସାରା ଓଡ଼ିଶା ରେ ସବୁ କ୍ଷେତ୍ରରେ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ ଲୁଟୁଛନ୍ତି 25 ବର୍ଷ ଭିତରେ ଏ ଅଣ ଓଡ଼ିଆ ଅସୁର ତାମିଲି ପାଣ୍ଡିଆ ନଵିନ ଆମ ଓଡ଼ିଶା କୁ ଭାରତ ର 1, ନ କରିଛନ୍ତି ଆଗକୁ ନେଇଛନ୍ତି ମଦୁଆ ରାଆଣ୍ଡୁଆ କାଙ୍ଗାଳି ଲାଞ୍ଚୁଆ ପିସ୍ କାରବାର ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 2024 ରେ ଏମାନଙ୍କର ମହା ଵିନାଶ ଖୁବ୍ ଶୀଘ୍ର ହେଵ
@ajayabehera155
@ajayabehera155 Ай бұрын
ଏଥର ଓଡିଶା ରେ ପରିବର୍ତ୍ତନ ଆଣନ୍ତୁ
@hariharapanigrahy
@hariharapanigrahy Ай бұрын
ପରିବର୍ତ୍ତନ କେନ୍ଦ୍ର ରେ ଭି ଆସିବା ଦରକାର।
@soumyaranjanpradhan7240
@soumyaranjanpradhan7240 Ай бұрын
Bhai nija chhati re hata rakhiki kuha bjp asile tame khusi re rahiba..kaha katha re jao nahni Bhai..a Amit shah ra pua bcci re rahiki kemti karuchhi...aau ea nije gote criminal..ama desha re job create houni kn pain na amane sabu govt company,banks bikri karuchhanti..Bhai rama kahinahanti mora Mandira kara mu khusi hebi..vagaban Ram kuhanti nija praja khusi re ruhantu .bjp govt worldbank,IMF,adb,Japan sabu thu paisa anichhanti loan...ama desha ra situation thik nai..desha ku loan aniki bikri karichhanti..se loan ku sujhibaku jaiki bikri karuchhanti govt company aau banks sabu...tahele amaku job miluni..amaku job darkar chaula nuhne Bhai..bujhijao please
@sayedaspakali5196
@sayedaspakali5196 29 күн бұрын
Kia karibo BJP ki
@Chandramayur
@Chandramayur 27 күн бұрын
Au odisha re seimiti gandi marauthibe...​@@hariharapanigrahy
@mamatagudumamatamayeegudup3206
@mamatagudumamatamayeegudup3206 27 күн бұрын
Aau a Nanda Sahara tanka ku bi chhadilani garibanka tanka ku bi khaila nije ae nanda
@sunelikumardas193
@sunelikumardas193 Ай бұрын
କେହି କାହା ବାପା ର ଧନ ଦେଉନାହିଁ ଆମ ମାନଙ୍କ ଠାରୁ ଯାଉଥିବା ଟଙ୍କା ପୁଣି ଆମ ପାଖକୁ ଆସୁଛି ଯଦି ଦେବାର ଅଛି ତେବେ ତୁମ ବେପାର ଜମି ବିକ୍ରୀ କରି ଦିଅ ଦେଖିବା
@mrutyunjayapanda1343
@mrutyunjayapanda1343 Ай бұрын
Tame neta hua bapa jaga biki deba...bhai hypothetical nuha reality re ruha....duniya re kie v bapa jaga biki jana seva kareni even raja rajuda time re v ...kara adaya hauthila one or the other way...point is intention aga bhala thila pandian control hata re gala pare sabu kharap heijauchi khali show bazi karuchi🤣🤣🤣
@hariharapanigrahy
@hariharapanigrahy Ай бұрын
​@@mrutyunjayapanda1343 ଗଲା ଦଶ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶ ପାଇଁ କ'ଣ କରିଛନ୍ତି ? ସବୁଠାରୁ ହାସ୍ୟାସ୍ପଦ କଥନ ହେଉଛି ୮୦ କୋଟି ଲୋକଙ୍କୁ ମୋଦି ଚାଉଳ ପଠାଉଛନ୍ତି।ଓଡ଼ିଶାର ଟେକ୍ସ ପୁଣି କୁଆଡେ ଯାଉଛି ?? କେନ୍ଦ୍ର ସରକାର ସମସ୍ତ ଟେକ୍ସ ନେଉଛି ସେଥୂରୁ ଏକ ଛୋଟ ଅଂଶ ମାତ୍ର ଓଡ଼ିଶା କୁ ଦେଉଛି । ସେବିଠାରୁ କେନ୍ଦ୍ର ନେଇଥିବା ସାହାରା ଇଣ୍ଡିଆ ଟଙ୍କା କେବେ ଲୋକଙ୍କୁ ମିଳିବ ??? କ'ଣ ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବେ ????
@deepakbarik102
@deepakbarik102 Ай бұрын
Aapana nka pakhare data achhi odisha ku kete Chhota ansa dia hauchi boli??​@@hariharapanigrahy
@queenofhearts7691
@queenofhearts7691 Ай бұрын
Mo rajya paisa mo rajya sarkar pakhare thau tome kanhi GST ,koila,iron,drink paisa central ku neucha tomara jadi gandire dum thiba tome jaha rajya paisa tq pakhare rakhiba se state cm use Kariba tome kn nija pocket ru deucha na gharu sala ama paisa nei amaku 10 precent deucha up Bihar au Surat ku deucha ama akhi dekhuni ki Barsha ku odisha 10000 koti railway re deuchi kintu railway budget asile 5 Barsha re 2thara magia 700ki 800 koti deucha nija nija dola boli up Bihar au gujrat re 4000 ki 5000 koti kn dhanda lageicha ame boka ki patha padhichu 🤦
@hariharapanigrahy
@hariharapanigrahy Ай бұрын
@@queenofhearts7691 ଠିକ୍ କଥା। ଓଡ଼ିଶାରୁ ଟେକ୍ସ କଲେକ୍ସନ ଏବଂ ଖଣ ରାଜସ୍ୱ ଗୁଜରାଟ ଠାରୁ ଢେର ଅଧିକ + ଗୁଜରାଟରେ ଜି.ଏସ୍. ଟି ର ଏକ ବଡ଼ ଭାଗ ସେଠାରେ କାମ କରୁଥିବା ଓଡ଼ିଆଙ୍କର ।
@niranjanpanda8574
@niranjanpanda8574 Ай бұрын
ତାମିଲରାଜ ହଟାଓ, ଓଡିଶା ବଚାଓ ।
@gamechanger7414
@gamechanger7414 29 күн бұрын
Gujurati sasan desa re au chalibani😅😅
@tarakantgiri3326
@tarakantgiri3326 29 күн бұрын
​@@gamechanger7414 Tahale Tama loka maane je Surat re kaama karuchanti seita kou raaj ki ? 😂
@gamechanger7414
@gamechanger7414 29 күн бұрын
@@tarakantgiri3326 MU BI PM HELE SABU COMPANY ODISHA ASIBE. BTW LOKA CHENNAI BI JAUCHANTI.
@tarakantgiri3326
@tarakantgiri3326 29 күн бұрын
@@gamechanger7414 Need to focus on development of our state...You probably don't know how supportive Gujarati community are but u surely know how supportive our community...
@ranjanbeheravlogs
@ranjanbeheravlogs 28 күн бұрын
Hmm jemiti bblack money anuthile aou tax paisa kn magena naucha ki amathi sala bjp chora
@qi82
@qi82 Ай бұрын
Jay jagannath
@kkarunakaramahanandia9980
@kkarunakaramahanandia9980 Ай бұрын
ଓଡ଼ିଶାର ଲୋକ ପାଖରେ ବ୍ୟାଗର ଅଭାବ ନାହିଁ
@01Bharatiya
@01Bharatiya Ай бұрын
ସତ ଶୁଣିବାକୁ ଓଡ଼ିଆ କ୍ରୀତଦାସ ମାନଙ୍କ ସତ୍ ସାହସ ଅଛି ତ? BJD ସବୁ କଲେଜ୍ ରୁ ଝିଅ ନେଇ enjoy କରୁଛନ୍ତି, ମା ମାନେ ଯାଇକି SHG ରେ ଋଣ ବେପାର କରୁଛନ୍ତି ବୋପା ନେତାଙ୍କ ପାଦ ଚାଟୁଛି ପୁଅ ମଦ, ଗଞ୍ଜେଇ, powder ଖାଇ ମାତାଲ୍ ତଥାପି ଓଡ଼ିଆ ନବୀନ ଫ୍ୟାନ
@samirparida2965
@samirparida2965 Ай бұрын
ଜୟ ଜଗନ୍ନାଥ 🙏🙏
@parama519
@parama519 Ай бұрын
ଇଲେକ୍ସନ ଆସିଲେ ସବୁ କେନ୍ଦ୍ରାମନ୍ତ୍ରୀ ଦେଖା ଆଗରୁ କଣ ମରିଯାଇଥିଲ
@citizenrayagada2037
@citizenrayagada2037 Ай бұрын
Tu deithilu ki vote , tu se BJD genda dadana khata ku de
@a2zvlogs01
@a2zvlogs01 29 күн бұрын
Right 👍😂
@ommpanda8593
@ommpanda8593 27 күн бұрын
Tame pa vote au janaku deithila Semane kahinki asibe Abe asuchnati vote maguchanti Jadi daba puni asibe Jadi na daba au Kain khojiba
@citizenrayagada2037
@citizenrayagada2037 27 күн бұрын
Tanku tu power deinu , obviously semane election time re aasibe, jaku deithilu se kichhi koleni boli , semane aasile
@DesiLoots
@DesiLoots 24 күн бұрын
​@@ommpanda8593 kan bhai vote dele asibe na hele nahi...Dekha jau odisha No 1 haba na Kerala no 1 haba
@srikantarauta8200
@srikantarauta8200 Ай бұрын
ଦମଅଛିତ ଆଗ ଖାଇବାଜିନିଷରୁ ଜିଏଷ୍ଟି ନନେଇକିଦେଖ ଆଗ ଆଉଚାଉଳ ଆମପଇସାଆମ କୁମିଳୁଛି କୋଉଦେସ ଅଛି ଶିକ୍ଷା ଆଉ ମେଡ଼ିସିନ ରେ ଜିଏଷ୍ଟି ନଉଚି କହିଲ ଆଉ ଓଡିଶା ରୁ 3ଟା ମନ୍ତ୍ରୀ ଯାଇଥିଲେ 10ବର୍ଷ କଣ ଦେଇଛ ଲୋକକୁ କହିଲେଭଲ ହୁଅନ୍ତା ଆଉ ଆସି ଆସିଲେ ତମସରକାର ଆସିଲେ ସବୁ ଦବ 10 ବର୍ଷ ରେ ଯାହା ଦେଲ ଆଉ 5ବର୍ଷ ରେ କଣ ଦେବ ଲୋକଙ୍କୁ କହିଦେଇଥ ଉଜାଲାକରି କି 300ସରେଦେଇଦେଲ ଲୋକ ମାନଙ୍କୁ ପରେ 1000+କରିଦେଲ ତେଲ ଦର ତ ଛାଡ଼ 100ପାର ଶିକ୍ଷାକଥା କେତୁଟା କେନ୍ଦ୍ରୀୟ ବିଦ୍ୟାଳୟ କରିଛନ୍ତି ଓଡିଶା କଣ ପାପକରି ଥିଲାକି ଇଲେକ୍ସନ ଆସିଲେ ସସ୍ତଙ୍କ ମନ ପଡିଜୀବ ଜନସାଧାରଣଙ୍କୁ ଭୁଆଁ ବୁଲାଇବାକୁ
@user-ds7js1xw3t
@user-ds7js1xw3t 8 күн бұрын
Very intelligent idea 😊
@Utkarsh8823
@Utkarsh8823 Ай бұрын
ଶିକ୍ଷା , ସ୍ବାସ୍ଥ୍ୟ ଓ ବିକାଶ ପରି ପ୍ରସଙ୍ଗ ପରିବର୍ତ୍ତେ ତାମିଲ କ୍ରୀତଦାସ, ଅସ୍ମିତା ଭଳି ଭିତ୍ତିହୀନ କଥା ପ୍ରଚାର କରି ନିରାଶ ହେବା ପରେ ମୋଦୀ ଏତେ ପାଗଳ ହେଇ ଗଲେ ଯେ ସର୍ବ ସାଧାରଣ ଆଗରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ଜିଲ୍ଲା ର Capital ପଚାରୁଛନ୍ତି।ଜାତି, ଧର୍ମ ଓ ମନ୍ଦିର ନାମରେ ନିଜ IT CELL ଦ୍ଵାରା ଭାରତ ର ସରଳ ଲୋକ ଙ୍କୁ ଭ୍ରମିତ କରି କେଜାଣି କେତେ ଯେ ଲୋକଙ୍କ ଶବ ଉପରେ ନିଜର ରାଜନୈତିକ ସ୍ବପ୍ନ ମହଲ ଗଢିଥିବା ମୋଦୀ ଙ୍କ ବାସ୍ତବତା ଜାଣନ୍ତୁ। 1.Covishield Vaccine company ଠାରୁ electoral bond ମାଧ୍ୟମ ରେ କୋଟି କୋଟି ଟଙ୍କା ନେଇ ବିନା testing re approval ଦବା ଯାହା ଫଳରେ ଲକ୍ଷ ଲକ୍ଷ ଲୋକ କରୋନା ପ୍ରାଣ ହରାଇଲେ। 2. ଜାତି ଧର୍ମ ନାଁରେ ମଣିପୁର ଭଳି ରାଜ୍ୟ ରେ ଦଙ୍ଗା କଲେ। 3.ନିଜ ଉଚ୍ଚ ଆକାଂକ୍ଷା ପାଇଁ godhra ଭଳି ଲୋମ ଟାଙ୍କୁରା ନର ସଂହାର ଘଟାଇଲେ। ଥରେ ସ୍ଥିର ମସ୍ତିଷ୍କ ରେ ବିଚାର କରନ୍ତୁ। ଗୋଟିଏ କାରଣ ହିଁ ଯଥେଷ୍ଟ ଜଣେ ନର ହନ୍ତା ମୋଦୀ ଙ୍କୁ ଭୋଟ ନଦେବା ର । All will accept that Atalbihari Bajpayee is one of the best PM India had . After Godhra kand, Even Bajpayee wanted to remove Modi from CM post. I will suggest to go through MODI political journey well explained in Shyam meera singh Videos . And then you can understand how injurious modi is for the Nation. I was also a supporter of BJP some day . But Will prefer peace for my state over anything. Now anything is better than BJP
@TaraVlogs25
@TaraVlogs25 Ай бұрын
Right bro ଆମ ଲୋକ କେତେଦିନ ଏଇ କୁକୁର ମୋଦି କଥାରେ ଉବୁଟୁବୁ ହେବେ କେଜାଣି
@soumyaranjanpradhan7240
@soumyaranjanpradhan7240 Ай бұрын
Salute bro..we should be educated...but our people don't want to accept the truth
@maheswardas1034
@maheswardas1034 Ай бұрын
jay congress
@sukantabhoi2958
@sukantabhoi2958 29 күн бұрын
ଶଳା ତଡିପାର ଡକାୟତ
@TaraVlogs25
@TaraVlogs25 Ай бұрын
ଖାଲି bjd ନୁହ bjp(ଫୁଲ) ମଧ୍ଯ ଭାରି ଟାଉଟର, ସବୁ ଦଳର ରାଜନେତାମାନେ ପକେଟ ଗରମ କରୁଛ, election ବେଳେ ଆସିକି ଲୋକଙ୍କୁ ଭୁଆଂ ବୁଲଉଛ,( ଫୁଲ)bjp ର ଯଦି ଦମ ଅଛି ତା ହେଲେ ଗ୍ୟାସ୍ (gass) ଦର 500 re ଦେଇକି ଦେଖାଅ, ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍ ଟାଙ୍କି ଦେଲ କିନ୍ତୁ ଗ୍ୟାସ୍ ଦର 1150, ଆମ ଗାଁର ଲୋକ ଉଜ୍ଜ୍ବଳା ଯୋଜନାରେ କେହି ଉପକୃତ ହୋଇନାହାନ୍ତି ଆମେ ଏଥର କଂଗ୍ରେସ(ହାତ)କୁ ଭୋଟ ଦେବୁ
@SibaMeher-cw9un
@SibaMeher-cw9un 7 күн бұрын
Thik katha
@sonyosonyo7193
@sonyosonyo7193 Ай бұрын
Pahle Odia bolna sikho Amit Shah 😅 uske bad Odisha ko shasan karne ke liye sochoge😂 Aaj tak Sushant Singh Rajput ko justice nahin de sakta aur tum kya odisha ka sarkar ke bare mein bologe...tum sab baby penguin hooo😂
@I_AM_AN_EX_MUSLIM
@I_AM_AN_EX_MUSLIM 29 күн бұрын
Tumko odia ata hai ky andhnamazi 😂😂😂
@sonyosonyo7193
@sonyosonyo7193 29 күн бұрын
@@I_AM_AN_EX_MUSLIM yes mate odia asichhi apanku nku asichhi ta ...
@I_AM_AN_EX_MUSLIM
@I_AM_AN_EX_MUSLIM 29 күн бұрын
@@sonyosonyo7193 mote hele odia ase
@I_AM_AN_EX_MUSLIM
@I_AM_AN_EX_MUSLIM 29 күн бұрын
@@sonyosonyo7193 mote hele odia ase
@ommpanda8593
@ommpanda8593 27 күн бұрын
Odisha re teacher manaku kete naya dauchi tamara aei sarkr Raja rasta re basi rahile b sununahnati Au tamara katha khali gotia loko pain Kintu OM Shanti SSR 🙏
@ranjitkumarsahu5265
@ranjitkumarsahu5265 Ай бұрын
Dam achhe bele 25 Kg rice dea
@GKVLOG-ef3dx
@GKVLOG-ef3dx Ай бұрын
जय श्री जगन्नाथस्वामि🚩🚩❤️❤️🙏🙏❤️❤️🚩🚩
@BirendraNayeak
@BirendraNayeak Ай бұрын
ଗଞ୍ଜାମ ଜିଲ୍ଲା ନମ୍ବର 1 ହେବ,,, ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଗୁଜୁରାଟ ର ସୂତା ମିଲ୍ ରେ କାମ କରୁଛନ୍ତି,,, ଯଦି ଗଞ୍ଜାମ ଜିଲ୍ଲାରେ textile Mills ବସେ,,,,, ତା ହେଲେ,,,,100%
@hemapravamahapatra318
@hemapravamahapatra318 Ай бұрын
Ama odisha re bi darkar
@hariharapanigrahy
@hariharapanigrahy Ай бұрын
​@@hemapravamahapatra318 ହବ କି, ଯାହା ଅଛି ସେଗୁଡିକ ବିକା ହେବ, ସେକଥା କେବଳ ସମୟ କହିବ !! ଗଲା ଦଶ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶ ପାଇଁ କ'ଣ କରିଛନ୍ତି ? ସବୁଠାରୁ ହାସ୍ୟାସ୍ପଦ କଥନ ହେଉଛି ୮୦ କୋଟି ଲୋକଙ୍କୁ ମୋଦି ଚାଉଳ ପଠାଉଛନ୍ତି।ଓଡ଼ିଶାର ଟେକ୍ସ ପୁଣି କୁଆଡେ ଯାଉଛି ?? କେନ୍ଦ୍ର ସରକାର ସମସ୍ତ ଟେକ୍ସ ନେଉଛି ସେଥୂରୁ ଏକ ଛୋଟ ଅଂଶ ମାତ୍ର ଓଡ଼ିଶା କୁ ଦେଉଛି । ସେବିଠାରୁ କେନ୍ଦ୍ର ନେଇଥିବା ସାହାରା ଇଣ୍ଡିଆ ଟଙ୍କା କେବେ ଲୋକଙ୍କୁ ମିଳିବ ??? କ'ଣ ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବେ ????
@soumyaranjanpradhan7240
@soumyaranjanpradhan7240 Ай бұрын
​@@hariharapanigrahybes Bhai..a loka mane murkha heiki rahuchhanti...kichi bujhibaku try b karunahanti j desha ra situation kn heichi
@pitbaspalasi5358
@pitbaspalasi5358 Ай бұрын
ଠିକ କଥା
@aswinikumar3899
@aswinikumar3899 Ай бұрын
ମୋଦି ପ୍ରଧାମନ୍ତ୍ରୀ ହେଇକିବି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଛାତ୍ର ବୃତ୍ତି ଯୋଗେଇ ପାଇଲାନାହିଁ । କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଶ୍ରୀଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ sir ଛାତ୍ର ବୃତ୍ତି ଯୋଗାଇ ଦେଲେ Jay bjd
@ommpanda8593
@ommpanda8593 27 күн бұрын
Khali se pilanku miluchi Jaha family r vote BJD kua jae Samastanku nuha Pramana mun nije 😪
@aruaditya5525
@aruaditya5525 Ай бұрын
It's very embarrassing That's no one is discussing about education,job , inflation,,GDP per capita and they are discussing about this cheap topic and distributing freebies to the people for the vote
@ommpanda8593
@ommpanda8593 27 күн бұрын
If people really looking forward for these topics then neither they have been giving vote to single party To do these things first they need to form govt And to form govt they need to go to basics that as an average Odia wants...
@SuryakantaSahoo-uh3sc
@SuryakantaSahoo-uh3sc Ай бұрын
Correct 💯
@gobindakumarmaity1052
@gobindakumarmaity1052 Ай бұрын
Jay Jaganath
@arunbiswal6708
@arunbiswal6708 Ай бұрын
Dam achita 15 lakha ac dia. Jandhan jojan insurance dia.
@user-yo9gv9ow2z
@user-yo9gv9ow2z Ай бұрын
ମୂକମନ୍ତ୍ରୀ ପଟ୍ଟନାୟକ ଜିନ୍ଦାବାଦ।
@ajaybehera9910
@ajaybehera9910 Ай бұрын
Jay Jagannath 🙏🙏🙏🙏
@PSwain-my5ee
@PSwain-my5ee Ай бұрын
Jay Jagannath
@babuliho83
@babuliho83 Ай бұрын
ହଇରେ ଶା 45 ଦିନ ବିତି ଗଲାଣି ସାହର ପଇସା କୁଆଡେ ଗଲା ଶଳା କଉଛି ଜିଫଡ ପେରାଇବ
@VickySahu-pi6zc
@VickySahu-pi6zc 25 күн бұрын
Bjp sarkar Sahara Paisa dia jaldi
@mokimkhan5187
@mokimkhan5187 Ай бұрын
15 laks acount ku asilanahi. 400 gas 1000 hei chi.
@WonderfulForestTrees-yn4rv
@WonderfulForestTrees-yn4rv Ай бұрын
Jete bele tame lutucha lokanku
@mohanmallik
@mohanmallik Ай бұрын
@@WonderfulForestTrees-yn4rv ଭାଇରେ ମାଗଣଖାଇବା ପାଇଁ ନୁହେଁ ଦେଶ କୁ ଉର୍ଣ୍ଣତି କରିବା ପାଇଁ BJP କୁ ଭୋଟ ଦିଅ ଜୟ ଜଗନ୍ନାଥ 🙏🚩
@Rashmi178jq
@Rashmi178jq Ай бұрын
Aau besi ka naa.. Muslim... aaida aama jaggnath ka desh... when you are in majority you will turn the odisha into kasmir
@manasranjansathi3096
@manasranjansathi3096 Ай бұрын
Pura thik katha
@makundajena9255
@makundajena9255 Ай бұрын
ଏଠି ଭାଷଣ ଚାଲିବ ନାହିଁ ରେ ଏଠି କାମ କରି କି ଦେଖାଅ 😮😮😮
@iamindian2908
@iamindian2908 27 күн бұрын
ବିଜେଡି ବାଣ୍ଡଟା ଦେଉଛି
@dhanirambishi8209
@dhanirambishi8209 Ай бұрын
ଜୟ ବିଜେପି ଜୟ ଭାରତ 🇮🇳🌹🌹🌹🌹🌹🌹🌹🌹
@bsms9723
@bsms9723 Ай бұрын
ବିଜେପି ଯେଉଁ ବଡ ବଡ କଥା କହୁଛି ସେ ୧୦ବର୍ଷ ରେ କଣ କରିଛନ୍ତି। ଜନତା ସବୁ ଜାଣିଛନ୍ତି। ମୋଦି ଜୀ କହିଥିଲେ ବର୍ଷ କୁ ୨ କୋଟି ଚାକିରି ଦେବେ । ଅମିତ୍ ସାହା ଜୀ ଜନତା କୁ ଚାଉଳ କୁ ଦରକାର ନାହିଁ ଯୁବକ କୁ ଦରକାର ଚାକିରି। ମୋଦି ଜୀ କହିଥିଲେ ୧୫ ଲକ୍ଷ ଟଙ୍କା ପ୍ରତି ଜନତା କୁ ମିଳିବ କୁଆଡେ ଗଲା ୧୫ଲ କ୍ଷ ।କଳାଧନ ଆସିଲା କି? ସବୁଥିରେ Gst ଗରିବ ଲୋକ ଟି କେମିତି ଚଳିବ। ଏଠି ଧନୀ ଲୋକ ଙ୍କୁ ଋଣ ଛାଡ କରାଯାଇଛି। କିନ୍ତୁ ଆମ ଦେଶର ଚାଷି ମାନଙ୍କୁ ଋଣ ଛାଡ କରାଯାଉନି। ଗ୍ୟାସ ଦର ନ କହିବା ଭଲ।ପେଟ୍ରୋଲ ଦରଦାମ ଅଧିକ। ଖାଉଟି ମାନେ ଚଳିବା ବହୁତ କଷ୍ଟ କର ହେଇଯାଇଛି। ସରକାର ଚାକିରି କୁ ଘରେଇ କରଣ କରାଯାଉଛି। କେତେ ଟା smart City ହେଲା ଆମ ଦେଶରେ। ସବୁ ମିଛ ପ୍ରତିଶ୍ରୁତି ବିଜେପି ଦଉଚି। ବେଟି ବଚାଓ ବେଟି ପଢାଓ କେତେ ସଫଳ ହେଲା।ବେଟି ମାନେ କେତେ ସୁରକ୍ଷିତ ଆମ ଦେଶର ଜନତା ମାନେ ସବୁ ଜାଣିଛନ୍ତି।
@devbiswal5334
@devbiswal5334 Ай бұрын
Corona ରେ କେତେ 140 କୋଟି ଲୋକ ଲାଭ ପାଇଲେ ମନେ ଅଛେ କିନି......
@malayapanichikun
@malayapanichikun Ай бұрын
Petrol bhubaneswar Rey production heley free Rey Nabin deba
@malayapanichikun
@malayapanichikun Ай бұрын
Nabin pattnaik ra BJD yuva bahini Berhampur Rape case kariba and Nabin pachariba Apan khusi ta??
@devbiswal5334
@devbiswal5334 Ай бұрын
Jai Sri Ram
@KanhuKanhu-jc5mp
@KanhuKanhu-jc5mp Ай бұрын
​@@devbiswal5334Regt
@soubhagyaapat-pz8gc
@soubhagyaapat-pz8gc Ай бұрын
Jay,sri,ram
@surendrabarad5260
@surendrabarad5260 Ай бұрын
Jay Shree Jagannath🙏🙏
@krushnabadanayak8786
@krushnabadanayak8786 Ай бұрын
ଆମକୁ ମାଗଣା ଦରକାର ନାହିଁ କୌଣସି ପ୍ରକାରର ଜିନିଷ ଦରକାର ଅଛି ଶ୍ରମିକର rate badu ,krushak ଡେଭଲପମେଣ୍ଟ କାର୍ଯ୍ୟ ହେଉ
@SanatanaGouda-kq4xj
@SanatanaGouda-kq4xj 27 күн бұрын
Vote de first
@AshokBiswal910
@AshokBiswal910 Ай бұрын
ପରାଜୟ ଜାଣିବା ପରେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ବିଜେପି ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି l
@biswajitMohanta-bn8no
@biswajitMohanta-bn8no Ай бұрын
Andha aljya kuji neta
@ppodisha3157
@ppodisha3157 Ай бұрын
You will going Tamilnadu
@JagabandhuKanta-ll9nh
@JagabandhuKanta-ll9nh Ай бұрын
Esbar BJP
@PravanjanBehera-df9kk
@PravanjanBehera-df9kk Ай бұрын
ସତ କଥା କହିଲେ ଵାଧୁଛି
@user-me1mf9kz5p
@user-me1mf9kz5p Ай бұрын
BJD 💚💚💚🐚💚🐚
@r.screationsodisha9256
@r.screationsodisha9256 Ай бұрын
ଶାହା ବାବୁ କାହାରିକୁ ଆକ୍ଷେପ କରିବା ଆଗରୁ ନିଜେ କଣ ପ୍ରଥମେ ନିଜକୁ ପଚାରନ୍ତୁ
@sandeepkumarsahoo3254
@sandeepkumarsahoo3254 Ай бұрын
BAA BAA CHAMCHA BAA BAG NEI JAA
@srikantakumarrout8003
@srikantakumarrout8003 Ай бұрын
ଚିଟଫଣ୍ଡ ଚୋର
@manojpanda87
@manojpanda87 Ай бұрын
Eita chora ta re
@bikramkishordalei
@bikramkishordalei Ай бұрын
Right
@rabindrabehuria9354
@rabindrabehuria9354 Ай бұрын
BJP sabu chhodiba.
@shridharsahoo1858
@shridharsahoo1858 Ай бұрын
Saha sir app ko Salam Good bless you
@Merry-24
@Merry-24 Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଲୋକ ପ୍ରୀୟତା ଦେଖି ଓଡ଼ିଶା ବିରୋଧୀ ବିଜେପି ଦଳର ନେତା ଓ କର୍ମୀ ମାନେ ଗୁଣ୍ଡା ଗିରି ଆରମ୍ଭ କରିଛନ୍ତି। ଓଡ଼ିଶା ବାସୀ ଏହାର ଉଚିତ ଜବାବ ଦେବେ।
@nainadaspattnaik2663
@nainadaspattnaik2663 Ай бұрын
ବିଜେପି ହଟାଓ
@nainadaspattnaik2663
@nainadaspattnaik2663 Ай бұрын
ଓଟିଭି ଗୋଦି ମିଡ଼ିଆ 🥵
@curio8267
@curio8267 Ай бұрын
Bjp ku chance miliba darkar ebe
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan....
@subratkumar501
@subratkumar501 Ай бұрын
Kau manyabar mukhya mantri jie apana mane khusi ta thu adhika odia aji jae sikhileni ki kahileni . Kete dina au thakiba
@shakaharipruthivi8696
@shakaharipruthivi8696 Ай бұрын
ମାଗଣା ଖିଆ ଲୋକ ମାଗଣା ଦିଆ ଲୋକ। କିଛି ଚାଉଳ ଦେଇ ଦେଶ ବିକାଶ ହେଉଛି ନା ବିନାଶ ହେଉଛି। ହିନ୍ଦୁ ମାନଙ୍କୁ ଠକିବା ଓ ଲୁଟିବା ରେ ନେତା, ଦଳ ସବୁ ଯେତେ ଧୁରନ୍ଧର ହେଲେ ବି ସମସ୍ତଙ୍କୁ ଧର୍ମ ଦଣ୍ଡ ହେବ। କାରଣ ଲୁଟ୍ ଓ ପିସି ମେଣ୍ଟ ସବୁ କିଛି ଲୋକଙ୍କ ଲାଭ କରିପାରେ ମାତ୍ର ଦେଶକୁ ଗୋଲାମ କରିବ। BJD ଓ BJP ଗୋଟେ ମୁଦ୍ରା ର ଦୁଇ ପାର୍ଶ୍ଵ। ଯିଏ ଯାହା କହୁଛି ମିଛ ହିଁ କହୁଛି। କାରଣ ଭୋଟ ଦେଉଥିବା ଜନତା କେବଳ ଭିକ ରେ ହିଁ କାଲି ଥିଲା ଆଜି ଅଛି। ଦଳ ବଦଳ ହୋଇ ପାରେ ମାତ୍ର ମାନସିକତା ସେଇୟା ରହିବ। ଦେଶ ବିନାଶ ପଥରେ ଆଗେଇ ଚାଲିଛି। ଜଗନ୍ନାଥଙ୍କ କଥା କହିବା ଲୋକ ମଠ ମନ୍ଦିର ଭାଙ୍ଗିବା,ଲୁଣ୍ଠନ କରିବା, 35 ପ୍ରକାର ଆଇନ୍ କରି ଠାକୁର ଟଙ୍କା କୁ ବିଧର୍ମୀ ସେବା ରେ ଲଗାଉଥିବା ଥିବା ସମସ୍ତ ଠାକୁର ଦ୍ରୋହୀ ଓ ହିନ୍ଦୁ ଦ୍ରୋହୀ ମାନଂକ ବିନାଶ ହିଁ ସେ ଠାକୁର କରିବେ। ମାଳିକା ଗ୍ରନ୍ଥ ରେ ଯାହା ଲେଖ ଅଛି ସମସ୍ତ ସତ୍ୟ ଓ ସତ୍ୟ ହେବ। ଲୋକଙ୍କୁ ଅନୁରୋଧ ଯେ ନେତାଙ୍କୁ ପ୍ରଶ୍ନ କରନ୍ତୁ। ପ୍ରଶ୍ନ କରିବା ନିହାତି ଦରକାର। କାଲି ଯେତେବେଳେ ଅକାଳ ରେ ଜୀବନ ଯିବ ଠାକୁର ବି ପଚାରିବେ ହେ ମଣିଷ ସାଧାରଣ ସ୍ବାର୍ଥ ପାଇଁ ସତ୍ୟ କୁ ଭୁଲି ଗଲୁ?
@odfactduniya
@odfactduniya Ай бұрын
ଠକିକଥା କହିଲ ଯେ। ହେଲେ ତୁମକଥାରେ ନିଦ୍ଧିଷ୍ଠ ଦୁଇ କୁ କହିଲ ଠିକ ଅଛି ହେଲେ ଭାରତରେ ଆଉହୁରି ଅନେକ ରାଜନୈତିକ ଦଳ ମଧ୍ୟ୍ୟ ଅଛି ସେମାନେ କଣ ମହାପୁରୁଷ ସତ ପଥରେ ଚାଲନ୍ତି। ଯେମିତି ଗୋଟିଏ ଦଳ କଂଗ୍ରେସ ଦଳ ସେତ ଦେଶକୁ ଅନେକ ବର୍ଷ ଶାସନ କରିଛି ସେ କଣ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରିନାହିଁ ରାମ ମନ୍ଦିର ପ୍ରସଙ୍ଗ ରେ ନିରୀହ ସାଧୁ ଶନ୍ଥ ଙ୍କ ଉପରେ ଗୁଳି ଚଳେଇ ନାହିଁ ନାଁ ବର୍ଷ ବର୍ଷଧରି ଠକି ନାହିଁ ଲୁଟି ନାହିଁ କାହିଁ ତା ନାଁରେ ତା ପଦୁଟିଏ ଲେଖିଲନି।
@shakaharipruthivi8696
@shakaharipruthivi8696 Ай бұрын
@@odfactduniya କଂଗ୍ରେସ ଗୋଟେ ମୃତ ଦଳ। Bjp ର ଭୁଲ୍ ନୀତି ପାଇଁ ସେ ବଞ୍ଚିଛି। ତାର ନାଁ ନେଇ ଲାଭ କିଛି ନାହିଁ ବୋଲି ଲେଖି ନାହିଁ। ଧର୍ମ ଭିତ୍ତିକ ବିଭାଜିତ ଦେଶ ହିନ୍ଦୁ ରାଷ୍ଟ୍ର ନ ହୋଇ ହିନ୍ଦୁ ଦ୍ଵିତୀୟ ଶ୍ରେଣୀ ର ନାଗରିକ ହେବା ପଛରେ ସବୁ ନେତା ଓ ଦଳ ଅଛନ୍ତି। ଆଗାମୀ ସମୟ ର ଭୟାବହତା ପାଇଁ ନେତା ଜନତା ସମସ୍ତେ ଦାୟୀ।
@stockmarket-cl2cr
@stockmarket-cl2cr Ай бұрын
ଚାଉଳ ର Politics Congress thikse kari parilani setebele ..
@debadattamohanty8902
@debadattamohanty8902 Ай бұрын
ଓଡ଼ିଶାରେ ଏବେ ରାମରାଜ୍ୟ ଚାଲୁଛି ନବୀନ ପଟ୍ଟନାୟକ ଙ୍କ ବିରୋଧ କହି ନିଜ ଓ ପରିବାର ଲୋକଙ୍କ ଅନିଷ୍ଟ କରନ୍ତୁ ନାହଁ।ଓଡ଼ିଶାର ସବୁ କ୍ଷେତ୍ର ରେ ବିକାଶ ହି ବିକାଶ।ନବୀନଙ୍କ ଶାସନ ରେ VK pandian best ସେନାପତି ଭୂମିକା ଗ୍ରହଣ କରିଛନ୍ତି।
@debadattamohanty8902
@debadattamohanty8902 Ай бұрын
ନବୀନ ପଟ୍ଟନାୟକ ଦିବ୍ୟ ପୁରୁଷ ଅଟନ୍ତି ।ଏଥିରେ ତିଳେମାତ୍ର ସନ୍ଦେହ ନାହଁ।
@urbirout5698
@urbirout5698 Ай бұрын
Ha ha ha
@madhusmitamohanty2332
@madhusmitamohanty2332 Ай бұрын
Tu kiyebe ?5t Mane 5 Tamil murkha
@pravasmanjarimohanta6067
@pravasmanjarimohanta6067 29 күн бұрын
😂😂😂😂😂
@tuduacademy7710
@tuduacademy7710 29 күн бұрын
ସେଥିପାଇଁ ତ ଓଡ଼ିଶାରେ ଶିକ୍ଷା ର ମାନ ହ୍ରାସ
@srjstarmusic6698
@srjstarmusic6698 Ай бұрын
ସାରା ଭାରତ ଜାଣିଛି ବିଜେପି ଦମ ଅଛି କଥାରେ ଦମ ଅଛି କାମରେ ନାହିଁ
@avinash-ll8fp
@avinash-ll8fp Ай бұрын
Correct
@biswajitMohanta-bn8no
@biswajitMohanta-bn8no Ай бұрын
Time to change Vote for BJP
@ashokkuseth3484
@ashokkuseth3484 Ай бұрын
Bjp.gas.Rs.1500
@Rashmi178jq
@Rashmi178jq Ай бұрын
​@@ashokkuseth3484 800 acchi micha ka naa.
@user-pv9yi1td6h
@user-pv9yi1td6h Ай бұрын
ଓଡ଼ିଶା ସାରା ଦେଶ ରେ ଶାନ୍ତି ଓ ଶୃଙ୍ଖଳା ପାଇଁ ବହୁତ ପ୍ରସଂସା ସାଉଣ୍ଟୁଛି ଯାହା ବିଜେପି ଦଳ ନେତା ମାନେ ସହି ପାରୁନହାନ୍ତି lସେଥିପାଇଁ ଶାନ୍ତିପ୍ରୀୟ ଓଡ଼ିଶାରେ ସବୁବେଳେ ଅଶାନ୍ତି ସୃଷ୍ଟି କରୁଛନ୍ତି l
@biswajitMohanta-bn8no
@biswajitMohanta-bn8no Ай бұрын
Peta bikalia BJD dalara kuji neta
@subratkumar501
@subratkumar501 Ай бұрын
Ta saha daridra au dadana re bhi bahut upare odisha se sabu bhi hatiba pain bjp asiba darkar
@rameswarist
@rameswarist Ай бұрын
ସେଥିପାଇଁ ସମ୍ବଲପୁର ରେ 144 ଧାରା ଲାଗିଥିଲା 🤣🤣🤣
@adityamallick7881
@adityamallick7881 Ай бұрын
ନିଜେ ପଛେ ଦାଦନ ଖଟ ... ବାପ ଆସ୍କା ୪୦ ପିଇ ରାସ୍ତାରେ ପଡୁ ... ମା ଭଉଣୀ ଙ୍କୁ କୁଜି ଗେଣ୍ଡା ଶୋଷଣ କରନ୍ତୁ ....ଅସୁବିଧା ଉପରେ ଅସୁବିଧା ଭୋଗ ହେଲେ .... ଦଳ ପ୍ରେମୀ ମୁଣ୍ଡ ବିକା ହୋଇ ସେଇ ବିଜେଡି ସରକାର କୁ ଭୋଟ ଦିଅ .... ମୂର୍ଖ ମନ୍ତ୍ରୀ କୁ ମୂର୍ଖ ଲୋକ .... ପାଣ୍ଡୁ ଖାଲିରେ କହୁଛି ଓଡ଼ିଆ କୁ ଗାଣ୍ଡୁ
@Dlxmusic07
@Dlxmusic07 28 күн бұрын
Odisha re daridra kete no1 achhi dekh ​@@subratkumar501
@s.jchanel8198
@s.jchanel8198 Ай бұрын
କାହାର ବୋପା ଟଙ୍କା ରେ ଚାଉଳ ଦେଉନାହାନ୍ତି।ସବୁ ଲୋକମାନଙ୍କର । ଫୁଟାଣି କମ୍ କଲେ ଭଲ ହେବ ସବୁ ଲୋକ ଜାଣିଛନ୍ତି
@user-jf8tk1zn7f
@user-jf8tk1zn7f Ай бұрын
Good 👍 news
@Deepali2024
@Deepali2024 Ай бұрын
ଶାନ୍ତିପ୍ର୍ରିୟ ଓଡ଼ିଶାରେ ଅଶାନ୍ତ ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା ରେ ଜୋର ଶୋର ରେ ଲାଗିଛନ୍ତି ଆମ ରାଜ୍ୟ ବିଜେପି ଦଳର ନେତା ମାନେ l
@rupaymarandi8326
@rupaymarandi8326 Ай бұрын
Bandono na bjd bala to bohut santosisto😂😂😂
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan....
@errkggift
@errkggift Ай бұрын
Chup raha maghiya …. bjd mendha bhalia kahinki hauchu
@user-kl9vp2gy4w
@user-kl9vp2gy4w Ай бұрын
Nabin chamacha
@himanshudang2640
@himanshudang2640 Ай бұрын
Paisa kahi bantusan heta bahut Shanti kam
@rokkamsateesh4779
@rokkamsateesh4779 Ай бұрын
Jai Sriram... Jai BJP... Jai Vishwa Guru Modi Ji...
@subratpatrasaya4237
@subratpatrasaya4237 25 күн бұрын
You are right sar
@user-dm3we2fy1f
@user-dm3we2fy1f Ай бұрын
Right sir
@user-il2so1fu2x
@user-il2so1fu2x Ай бұрын
Jay ho bjp
@Purna-GaonTOKA
@Purna-GaonTOKA Ай бұрын
ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ l
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan....
@adityamallick7881
@adityamallick7881 Ай бұрын
ବିରାଡ଼ି ବଷ୍ଣବ..... 😂😂😂
@Sdsdsdsd7489
@Sdsdsdsd7489 Ай бұрын
Bjp kichhi ta development karini sethipain tamil hatao kahiki kichhi murkha lokanka boka banauchhi. Educated au intelligent loka kehi bjp ku support karunahanti
@ommdash513
@ommdash513 Ай бұрын
ମୁ କୈଣସି ରାଜନୈତିକ ଦଳର ଲୋକ ନୁହେ କିନ୍ତୁ ଗୋଟେ କଥା କହିବି ଏଠି ସବୁ ସମାନ ।ତୁତ ମୁତରି ମୁତ ମୁତରି ହେଁସ କାହିଁପାଇ ଧୋଇବା ଆ ସାଙ୍ଗ ହୋଇ ଶୋଇବା ।ଦୟାକରି ଶାହା ମହୋଦୟ ଟିକିଏ ସାହାରା ଇଣ୍ଡିଆ କଥା କହିଲେ ଭଲ ହୁଅନ୍ତା।
@user-bs7gz9lg9z
@user-bs7gz9lg9z Ай бұрын
Jay jagannath🙏🙏🙏🙏
@hangama308
@hangama308 Ай бұрын
jay shreeram
@KanhaiMajhi-pp8ll
@KanhaiMajhi-pp8ll Ай бұрын
ବିଜେପି ଆଉ ବିଜେଡି ଏହି ଦୁଇ ପାର୍ଟି ଚୁର ଶଳା ସୋସିଆଲ ମିଡିଆରେ ଭାଷଣ ମାରୁଛନ୍ତି ନିର୍ଲଜା କଉଠିକାର ଛି ଛି
@thegloryspace
@thegloryspace Ай бұрын
Congress bi maruchhi
@thegloryspace
@thegloryspace Ай бұрын
Come to bolangir 😂
@odiateccsk5592
@odiateccsk5592 Ай бұрын
Tu bala ଜାଣିଚୁ
@ommpanda8593
@ommpanda8593 27 күн бұрын
ଭାଇ ତମ party ଆସୁଚି ବୋଧେ ଏଥର ଘରେ ବସିକି ବଡ଼ କଥା କହିବା ସହଜ ଆସିଲା ମଇଦାନ କୁ ଥରେ
@bikashpanda1662
@bikashpanda1662 26 күн бұрын
👍👌
@user-wg7ql5bg5x
@user-wg7ql5bg5x Ай бұрын
ନୀତିନିଷ୍ଠ ନବୀନବାବୁ ରାଜନୀତି ଜୀବନରେ ସେବାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି. ସେ ଗୁଜବକୁ ଏବଂ ମିଛ କଥାକୁ ଆଦୌ ପସନ୍ଦ କରନ୍ତିନାହିଁ l
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan....
@sandeepkumarsahoo3254
@sandeepkumarsahoo3254 Ай бұрын
EHA TAMIL SEBA FROM BACK 8 YEARS
@RamanarayanPatra-df8qp
@RamanarayanPatra-df8qp Ай бұрын
Nabin babu niti nista heithile ete chhuri, vratachar hei pari nathanta. Chhit found comp.ku se hi pramot karithila(Shee Shore, Artha tatwa) Artha tatwa ku Nabin sarakar re best samaby sangstha puraskar deithile. Aha dekhi loke besi biswas kari Sethi tanka rakhithile.
@Kripabehera
@Kripabehera 25 күн бұрын
Jou manisa mada pi pi banchichu ta pasand ra mulya kete😂😂
@user-gs4zd2ww7w
@user-gs4zd2ww7w Ай бұрын
ଅନ୍ୟାୟ ଓ ଅନିତି ଉପାଯରେ ଜିତିବା ପାଇଁ ଚେଷ୍ଟା କରୁଛି ବିଜେପି .
@rupaymarandi8326
@rupaymarandi8326 Ай бұрын
Bandona
@subratkumar501
@subratkumar501 Ай бұрын
Nyaya barta sikhaiba jogya hei au nai bjd anyaya au anaitika kama re bjd au tanka so called chamcha topper heigaleni
@adityamallick7881
@adityamallick7881 Ай бұрын
ନିଜେ ପଛେ ଦାଦନ ଖଟ ... ବାପ ଆସ୍କା ୪୦ ପିଇ ରାସ୍ତାରେ ପଡୁ ... ମା ଭଉଣୀ ଙ୍କୁ କୁଜି ଗେଣ୍ଡା ଶୋଷଣ କରନ୍ତୁ ....ଅସୁବିଧା ଉପରେ ଅସୁବିଧା ଭୋଗ ହେଲେ .... ଦଳ ପ୍ରେମୀ ମୁଣ୍ଡ ବିକା ହୋଇ ସେଇ ବିଜେଡି ସରକାର କୁ ଭୋଟ ଦିଅ .... ମୂର୍ଖ ମନ୍ତ୍ରୀ କୁ ମୂର୍ଖ ଲୋକ .... ପାଣ୍ଡୁ ଖାଲିରେ କହୁଛି ଓଡ଼ିଆ କୁ ଗାଣ୍ଡୁ
@fakirmohansahoo2079
@fakirmohansahoo2079 Ай бұрын
ବିଜେପି ଜିନ୍ଦାବାଦ 🇮🇳🇮🇳🇮🇳👍🏾👍🏾👍🏾👍🏾
@rameshsahu5446
@rameshsahu5446 Ай бұрын
Budha kukura
@user-mo1yj3jh7q
@user-mo1yj3jh7q Ай бұрын
BJP hariba
@rupaymarandi8326
@rupaymarandi8326 Ай бұрын
​@@rameshsahu5446tu sola pandu kukuro
@rupaymarandi8326
@rupaymarandi8326 Ай бұрын
​@@user-mo1yj3jh7qbjd haribobe medhaghan 😂😂😂
@DipuNaik-uc3gq
@DipuNaik-uc3gq 22 күн бұрын
Thanks
@BISWALPfInformation
@BISWALPfInformation Ай бұрын
Jay Sriram
@sanjayarout3164
@sanjayarout3164 Ай бұрын
କଂଗ୍ରେସ ଦଉଥିଲା ଚାଉଳ ତମେ କଣ ଦଉଚ ମିଛୁଆ ଯାତ୍ରା ପାର୍ଟୀ ହେଉଛି ବିଜେପି
@mr_routrayy
@mr_routrayy 28 күн бұрын
Mg murkha 😂
@saradaprasadmahapatra8346
@saradaprasadmahapatra8346 Ай бұрын
Sahanka sampati 10 barsate kete Guna badhichhi ?
@RamanarayanPatra-df8qp
@RamanarayanPatra-df8qp Ай бұрын
Ame andha bhakta, Amamu kichhi disunahi
@ranidas5852
@ranidas5852 28 күн бұрын
👍 right
@callforyoucreation6314
@callforyoucreation6314 Ай бұрын
@user-wh3ck2wi5l
@user-wh3ck2wi5l Ай бұрын
odisha re BJP sarkar hebo
@rameshsahu5446
@rameshsahu5446 Ай бұрын
Tu karibu mantri habu
@sks111s
@sks111s Ай бұрын
​@@rameshsahu5446na bhai mu Kritadas habaku chahuchi
@Kalandicharansahoo-pz6gj
@Kalandicharansahoo-pz6gj Ай бұрын
Right bjp
@rupaymarandi8326
@rupaymarandi8326 Ай бұрын
​@rameshsahu544tu medhaghan nobin ro pelo chatibu6
@papunvlogs6
@papunvlogs6 Ай бұрын
ଯେତେ ଜାହା କଲେବି ଏଠି ଖାଲି ନବିନ୍💚💚💚
@BhaktabandhuSenapati
@BhaktabandhuSenapati Ай бұрын
ନମସ୍କାର🙏 🌹🌹🌹🌹🌹 ଚାଉଳ,,,,, ୫୦୦,,,,ପର୍, ଡେ ଡାଲି,,, ୬୦ମିଲିଗା,,, ପର୍, ଡେ ଅଣ୍ଡା,,,,,, ୪ଟି, ପର୍ ୭ଦିନ ତେଲ,,,,, ୩୫୦
@srikantarauta8200
@srikantarauta8200 Ай бұрын
Right ଦିୟ
@alokbeherabehera1597
@alokbeherabehera1597 Ай бұрын
Very good morning saha ji
@user-ii8dy1or4g
@user-ii8dy1or4g Ай бұрын
ଓଡ଼ିଆ ଲୋକ ସବୁ ଜାନିସରିଲେନି BJP JINDABAD ଏଥର ପରିବର୍ତନ
@phudanhembram9713
@phudanhembram9713 Ай бұрын
ଅନ୍ଧଭକ୍ତ ଧ୍ୟାନ ଦେଇ ଚିନ୍ତା କରି ଜିନ୍ଦାବାଦ କର।
@Odishatoka_07
@Odishatoka_07 Ай бұрын
​@@phudanhembram9713Tu chinta kare pandian tote geuchi😂😂
@Trupti-Animal
@Trupti-Animal Ай бұрын
ନବୀନବାବୁ ହେଉଛନ୍ତି ଓଡ଼ିଶାର ଜଣେ ଜନପ୍ରିୟ ନେତା.ଦୀର୍ଘଦିନ ଧରି ସେ ମୁଖ୍ୟମନ୍ତ୍ରୀ ହୋଇ ଲୋକଙ୍କ ସେବା କାର୍ଯ୍ୟ କରିଚାଲିଛନ୍ତି l
@Skybluewindcool
@Skybluewindcool Ай бұрын
😂😂😂 Odisha ku luti chalichanti
@sandeepkumarsahoo3254
@sandeepkumarsahoo3254 Ай бұрын
TAHALAY TAMIL KA PAI ODISHA RAY
@adityamallick7881
@adityamallick7881 Ай бұрын
କାହିଁ ରେ ବିଜୁ ଜାରଜ ଦଳ ର ଜାରଜ ସନ୍ତାନ.... ସତ କଥା ଶୁଣି ପୋଡ଼ାଜଳା ହେଉଛି..... Report ମାରୁଛୁ🤣😂😂
@iswarnayak1383
@iswarnayak1383 Ай бұрын
Agaru କରୁଥିଲା kintu abe nahi,abe pandu sasan chaluchi sethi pain 2024 re bjd hariba
@BishikeshanNaik-tn9do
@BishikeshanNaik-tn9do Ай бұрын
​@@adityamallick7881ତୁ ବିଜେପି ଜାରଜ ସନ୍ତାନ
@singer_sandhya_sg11
@singer_sandhya_sg11 27 күн бұрын
❤❤❤❤
@sambhubhoi4056
@sambhubhoi4056 27 күн бұрын
Aisa hona chahiye
@user-nd1yt4yc2z
@user-nd1yt4yc2z Ай бұрын
ତମେ ତେଲ ଲିଟର 50କର ଗ୍ୟାସ 500କର ଆମେ ଜାଣିବୁ ତମର ଦମ .... ଓଡିଶା ରାଜ୍ୟର ଟ୍ୟାକ୍ସ ରେ ଦଉଚ ଓଡିଶା ସରକାର ଫଟୋ ରହିବନି ଆଉ କଣ ତମର ରହିବ
@raghunarhkarjee947
@raghunarhkarjee947 Ай бұрын
ଆଉ ଗାଡି ଚଲାଅ ନାହିଁ ? ସାଇକେଲ ଚଲାଅ !ଗ୍ୟାସ ରେ ରୋଷେଇ କରନି କାଠରେ ରୋଷେଇ କର ସବୁ ଦର କମିଯିବ !
@SumiKumari-vu5od
@SumiKumari-vu5od Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ସବୁ କ୍ଷେତ୍ର ର ସବୁ ଶ୍ରେଣୀ ର ଲୋକଙ୍କ ବିକାଶ କୁ ସମାନ ଗୁରୁତ୍ୱ ଦିଅନ୍ତି l
@rupaymarandi8326
@rupaymarandi8326 Ай бұрын
Bando diontu be
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan....
@user-ds7js1xw3t
@user-ds7js1xw3t 8 күн бұрын
Kendrapara and Jagat Singh Pur also poorest district
@BapiVlogs22
@BapiVlogs22 Ай бұрын
Excellent speech 🙏
@SoliSethi-mq4tu
@SoliSethi-mq4tu Ай бұрын
ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସାକାରଙ୍କୁ ଯେତେ ବଦନାମ କରିଲେ କିଛି ଫରକ ପଡିବ ନାହିଁ l
@Siaiahwkek
@Siaiahwkek Ай бұрын
Murkha
@user-ne6ij1fy3v
@user-ne6ij1fy3v Ай бұрын
Jaya shree ram Jay BJP
@sanjaykumarpatra465
@sanjaykumarpatra465 Ай бұрын
Jaya Bjd
@Bhubaneswaria274
@Bhubaneswaria274 Ай бұрын
Tamil toh maa bhaniku gehibe😂
@Debasish_nayak.
@Debasish_nayak. Ай бұрын
Good Ji
@tarakantgiri3326
@tarakantgiri3326 29 күн бұрын
Odisha is in need of Investments which can generate employment which can reduce migration of its people to other states
@RaviPatel-187
@RaviPatel-187 Ай бұрын
ଯିଏ ଦୁର୍ବଳ ସେ ଆଶ୍ରା ଖୋଜେ. ଲୋକେ ଜାଣିଛନ୍ତି ବିଜେଡି ଓ ବିଜେପି ଭିତରୁ କିଏ ଦୁର୍ବଳ. ବିଜେପିର ଗାଲୁଗପ କିଏବା ବିଶ୍ୱାସ କରିବ l
@subratdas9585
@subratdas9585 Ай бұрын
Odisha ku darakara bjp darakara ,,,, pandian ku odisha ru Bida kara retire hela jae ghare chasa Karu chora sala
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan....
@errkggift
@errkggift Ай бұрын
Chup rahijao be .. bjd kukura ki tu ? Bhokuchu Kan pain
@Siaiahwkek
@Siaiahwkek Ай бұрын
Odisha re haba BJP sarkar ✅
@umacharansahu6759
@umacharansahu6759 Ай бұрын
Naveen patnaik kana karuchanti 24 Baras
@officialmanojhdvideo
@officialmanojhdvideo Ай бұрын
Only BJP ♥️
@rameshsahu5446
@rameshsahu5446 Ай бұрын
Bjd
@rupaymarandi8326
@rupaymarandi8326 Ай бұрын
Tu sola paduro pelo chatibu​@@rameshsahu5446
@ranjanswain5498
@ranjanswain5498 Ай бұрын
Sea shore durniti😅😅😅😅😅😅😅😅😅😅😅
@SangitaChandan-np9hg
@SangitaChandan-np9hg Ай бұрын
Right
@akashkumarrout674
@akashkumarrout674 Ай бұрын
Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
@20NEW-MUSIC
@20NEW-MUSIC Ай бұрын
I will vote BJP only for opening four door of Jai Jagannath
@Madorchodallah
@Madorchodallah Ай бұрын
First voter ki
@subarnanaik4090
@subarnanaik4090 29 күн бұрын
Good sir
@srustidhardey5817
@srustidhardey5817 Ай бұрын
❤❤❤❤ only bjp win ❤❤❤❤❤ BJD hatau odisha ru ❤❤❤❤
@rasmistatus
@rasmistatus Ай бұрын
GST rate kete, petrol rate kete, cylinder rate kete
@srustidhardey5817
@srustidhardey5817 Ай бұрын
@@rasmistatus chakiri nahi
@rasmistatus
@rasmistatus Ай бұрын
Bjp ଦବ 2 କୋରଡ଼ job କହି ଥିଲା ଦେଲନି ସେ ଖଲି adani ଓ ambaniku ଋଣ ଛାଡ଼ କରିବା ଗରିବ ଲୋକ GST ଦେଇକି ମରନ୍ତୁ
@rasmistatus
@rasmistatus Ай бұрын
BJD ladies mananku nijukti deuchi nijukti deba kama pradhana mantri nkara seta agaru kahithile
@GitaPadhy
@GitaPadhy Ай бұрын
ବିଜେଡି ପୂର୍ବପେକ୍ଷା ଓଡିଶାର ଲୋକଙ୍କ ହୃଦୟକୁ ଜିଣି ପାରିଛି.ଲୋକେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ ହିସାବରେ ଚାହାଁନ୍ତି l
@pkm4781
@pkm4781 Ай бұрын
Only vote for bjp
@jpofficial5440
@jpofficial5440 Ай бұрын
Brain dead chief minister
@curio8267
@curio8267 Ай бұрын
Modi patheiba navin credit naba .. E sabu pandian plan... Odishare bjp ebe
@himanshudang2640
@himanshudang2640 Ай бұрын
Ha Paisa dele sabku sabe chhesan
@rameswarist
@rameswarist Ай бұрын
ମୋ ବାଣ୍ଡରେ 🤣🤣🤣
@kameswarYouTubeExpress
@kameswarYouTubeExpress Ай бұрын
Jay shree Ram 🙏🥰🎉
@darkboyjaga5566
@darkboyjaga5566 Ай бұрын
Good 👍👍👍
@sukantakumarbehera6427
@sukantakumarbehera6427 Ай бұрын
BHARAT MATA KI JAI JAI BJP+400
@prakashchandradasdas9963
@prakashchandradasdas9963 Ай бұрын
❤❤❤ love you BJP
@JILIPU
@JILIPU 21 күн бұрын
Jay jay jay sita ram 😍🙏🙏🙏🙏🙏🇮🇳🧘😘
@kiskutech9335
@kiskutech9335 Ай бұрын
Bjp jindaabaad❤❤❤
@subaslenka273
@subaslenka273 Ай бұрын
Dadan ଓଡ଼ିଶା
Odisha taught the country about swabhiman: PM Modi
19:55
Which one is the best? #katebrush #shorts
00:12
Kate Brush
Рет қаралды 21 МЛН
Stupid Barry Find Mellstroy in Escape From Prison Challenge
00:29
Garri Creative
Рет қаралды 11 МЛН
7PM Bulletin || 16th June 2024 || Kanak News
26:44
Kanak News
Рет қаралды 71 М.
Khola Katha With BJP’s Mohan Majhi
7:24
OTV
Рет қаралды 279 М.
Newsfuse 19 April 2017 || Modi's Bhubaneswar Visit Special
22:31
Which one is the best? #katebrush #shorts
00:12
Kate Brush
Рет қаралды 21 МЛН