Natia Comedy Part 344 || Munda pota kela

  Рет қаралды 5,244,549

utkal cartoonworld

utkal cartoonworld

Күн бұрын

Пікірлер: 1 000
@Sudhansu__Jena
@Sudhansu__Jena Жыл бұрын
ଆଉ ମାତ୍ର କିଛିଟା ଦିନର ବ୍ୟବଧାନ ପରେ ଦର୍ଶନ ଦେବା ପାଇଁ ଆସିବେ କୋଟି କୋଟି ଭକତଙ୍କ ଅତୁଟ ବିଶ୍ୱାସ ପ୍ରଭୁ 🙏🙏ଜଗନ୍ନାଥ🙏🙏। ରଥଯାତ୍ରା ପାଇଁ ଅପେକ୍ଷାରେ ରହିଲୁ😊😊
@mrpradeepshorts125
@mrpradeepshorts125 Жыл бұрын
ଜୟ ଜଗନ୍ନାଥ
@dabulsunamuhin1603
@dabulsunamuhin1603 Жыл бұрын
ନୟାଗଡ ଜିଲ୍ଲା କିଏ ଅଛ like କର
@srpresentation6545
@srpresentation6545 6 ай бұрын
Ama pain bada ama nayagarh ❤
@ajayacteative
@ajayacteative Жыл бұрын
ଶେଷ ରଜ ର ଶୁଭେଚ୍ଛା ଶୁଭ ସକାଳ ପ୍ରଭୁ ଜଗନ୍ନାଥ ଙ୍କ ଦୟା ରୁ ଖୁସି ରେ ରୁହନ୍ତୁ
@aswinisingh9173
@aswinisingh9173 Жыл бұрын
ବହୁତ ବହୁତ ଧନ୍ୟବାଦ ନଟିଆ କମେଡି ବହୁତ ଦିନ ପରେ ଏ ଭଳି ଭିଡ଼ିଓ ଦେଖିଲି
@astrologerchandanpanda3607
@astrologerchandanpanda3607 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 💐 ମୁଣ୍ଡପୋତା କେଳା, ଦଉଡ଼ି ରାଣୀ ଓ ସାପୁଆ କେଳା ଆଦି କୌଳିକ ଜୀବିକା ଆଉ ଦେଖିବାକୁ ମିଳୁନି 😢 ଏହା କେବଳ ଆମ ସ୍ମୃତିରେ ରହିବ ।
@Odiahandishala1million
@Odiahandishala1million Жыл бұрын
ଠିକ୍ କହିଛନ୍ତି ନନା।
@Coclover-z1f
@Coclover-z1f Жыл бұрын
Astrologer chandan panda sir I am your huge fan .
@indian5646
@indian5646 Жыл бұрын
Jay Jagannath astrologer chandan panda sir
@mrvlogger8545
@mrvlogger8545 Жыл бұрын
ଚନ୍ଦନ ପଣ୍ଡା ସାର୍ ଆପଣଙ୍କୁ ମୋର ପରିବାର ବହୁତ ମାନେ ଓ ଆପଣଙ୍କ ସବୁ ୟୁଟ୍ୟୁବ ଭିଡିଓ ଆମେ ଦେଖିଛୁ । ଆପଣଙ୍କୁ ଟିକେ ଦେଖା କରିଥାନ୍ତି ଯଦି ଆପଣଙ୍କ ଠିକଣା ମିଳନ୍ତା
@biwanandanapallai9063
@biwanandanapallai9063 Жыл бұрын
Dekhiki bahut khusi lagila . Ama Odisha ra kete loka katha , kete kala o sanskruti aji lupta heigalani . Kintu Aapananka e chesta pain aajira pila madhya e sabu bisayare janiparuchanti . Aapananku hrudayaru dhanyabad . Jay Jagannath
@PaagalKhopdi
@PaagalKhopdi Жыл бұрын
ଦୁଃଖ ଲାଗେ ଯେବେ ଟାଣ ଖରାରେ ଲୋକଟି ମୁଣ୍ଡ କୁ ପୋତି ଆସା କରିଥାଏ କିଛି ଟଙ୍କା ଚାଉଳ ମିଳିବ, କିନ୍ତୁ କିଛି ନିର୍ଦ୍ଦୟ ଲୋକ ଖେଳ ଦେଖି ସାରି , ଚୁପ୍ ଚାପ୍ ଲୁଚିକି ପଳେଇବେ😢😢 ଯଦି ଆପଣଙ୍କ ଗାଁ ରେ ଏମିତି ଖେଳ କେବେ ଆସେ ତାହେଲେ ଟଙ୍କାଟେ ହଉ ପଛେ ଦିଅ😢
@bijayapanda1625
@bijayapanda1625 Жыл бұрын
ସତରେ ପୁରୁଣା ଦିନର କଥା ଟିଏ ମନେ ପକେଇ ଦେଇ ଥିବାରୁ ବହୁତ ବହୁତ ଧନ୍ୟବାଦ
@Rajkumar-p2y9k
@Rajkumar-p2y9k Жыл бұрын
@bhakatabandhunayak5640
@bhakatabandhunayak5640 Жыл бұрын
ଶୁଭ ସକାଳ ଜୟ ଜଗନ୍ନାଥ ବହୁତ୍ ଦିନରେ ଦେଖି ବହୁତ୍ ଭଲ ଲାଗିଲା ପିଲାଦିନ କଥା ମନେ ପଡିଗଲା 🌹🌹🌹🌹❤️❤️❤️❤️
@SnowflakeChanel.2019
@SnowflakeChanel.2019 Жыл бұрын
❤😂🎉😢😮😅😊❤😂🎉😢😮😅😅😊😊😊😊😊😊😊😊😊😊😊😊😊❤❤❤😂😂😂😂😂😂🎉🎉🎉😢😮😅😅😊😊🎉 jonom
@mssportsofficial07
@mssportsofficial07 Жыл бұрын
ନଟିଆ କୁ କେଉଁ ମାନେ ଭଲପାଅ ! ? 🥰❤️👍
@subhadra_123
@subhadra_123 Жыл бұрын
ମୋ ତରଫରୁ ଆପଣ ସମସ୍ତ ଙ୍କୁ ଶେଷ ରଜର ହାର୍ଦ୍ଦିକ ଅଭିନନ୍ଦନ😊ସକାଳୁ ନଟିଆ କମେଡି ଦେଖି ବହୁତ ଖୁସି ଲାଗିଲା👍ଆଉ କେଉଁମାନଙ୍କୁ ନଟିଆ କମେଡି ଦେଖିବାକୁ ଭଲଲାଗେ ଜଣାନ୍ତୁ👍ଜୟ ଜଗନ୍ନାଥ🙏
@allroundergobinda3986
@allroundergobinda3986 Жыл бұрын
Hii
@Iswarjani652
@Iswarjani652 Жыл бұрын
Mote
@allroundergobinda3986
@allroundergobinda3986 Жыл бұрын
Yes
@majnuodishavlogs2799
@majnuodishavlogs2799 Жыл бұрын
Hmm 🧐🧐🧐
@rajeshswain2270
@rajeshswain2270 Жыл бұрын
Odisha ra sabuthu best and nomber one comedy Mr. Natiaa
@indiafreefire99
@indiafreefire99 Жыл бұрын
କିଏ କିଏ ଭାଵ ବାପା ମାଁ ଙ୍କ ପାଦତଳେ ସମର୍ପି ଯିବାକୁ ♥️
@satyajitmishra6095
@satyajitmishra6095 Жыл бұрын
Tu jaichuki nai kaha asigala gyana bantibaku
@Pinkunpikun
@Pinkunpikun Жыл бұрын
​@@satyajitmishra6095 😆😆😆😆😆😆😆
@lizasmitabehera2039
@lizasmitabehera2039 Жыл бұрын
​@@satyajitmishra6095 😂
@Jyoti-b5k
@Jyoti-b5k Жыл бұрын
ତୁ ଆଗ ସମର୍ପିତ ହେଇଯା, ତା ପରେ ଯାହା ହବ 😜
@satyajitmishra6095
@satyajitmishra6095 Жыл бұрын
@@Jyoti-b5k tu haija aga tapre dekhiba😂
@universityofboys3547
@universityofboys3547 Жыл бұрын
Satare ama odisha ra sanskruty aau parampara kte birala aau kre romanchakara mu garbita mo odisha pain Jay Jagannath 🙏🙏🙏🙏❤️❤️
@AkashAkash-ql7kw
@AkashAkash-ql7kw Жыл бұрын
ମୋତେ ଏବେ ୨୦ ବର୍ଷ ହେବକୁ ଯାଉଚି ହେଲେ ମୁଁ ଏମିତି ଖେଳ କେବେ ଦେଖିନଥିଲି। ବଡ଼ ଲୋକଙ୍କ ଠାରୁ ଶୁଣିଥିଲି ଏହି ଭିଡିଓ ଜରିଆରେ ଦେଖି ବହୁତ୍ ଖୁସି ଲାଗିଲା । ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ୱର୍ଲ୍ଡ ଦଳ ,ଏମିତି କିଛି ହଜିଯାଇଥିବା ପୁରୁଣା ଜିନିଷ କୁ ଲୋକ ଲୋଚନ କୁ ଆଣିବା ପାଇଁ।👍🙏
@biswabhusanharichandan8037
@biswabhusanharichandan8037 Жыл бұрын
Bhai pachhapate khailani danga 😂😂😂
@AnandaMuna
@AnandaMuna 3 ай бұрын
😢😢😮😮😅😅😊
@SantoshSahoo-ux8mn
@SantoshSahoo-ux8mn Жыл бұрын
ନଟିଆ ଆମକୁ ପୁରୁଣା କଥା ମନେ ପକେଇ ଦେଲା ଧନ୍ୟବାଦ ରେ ନଟିଆ
@Angel_queen_subha
@Angel_queen_subha Жыл бұрын
ସକାଳୁ mind fresh ହେଇଗଲା
@DiptiMohan
@DiptiMohan Жыл бұрын
🐴ନୟାଗଡ଼ ଘୋଡ଼ା🔥 Love From Nayagarh❤😍 #natia
@ranjitkujena9040
@ranjitkujena9040 Жыл бұрын
I am here 🙋
@pareshkumarbehera1483
@pareshkumarbehera1483 Жыл бұрын
ଜୟ ଶ୍ରୀଜଗନ୍ନାଥ*💐ଶୁଭ ସକାଳ/Nice👌😂 episode, Thanks to UCW team.
@daitarymallik986
@daitarymallik986 Жыл бұрын
Nakdv
@odialifestyleinodisha4649
@odialifestyleinodisha4649 Жыл бұрын
ପିଲାଦିନେ ମୁଣ୍ଡ ପୋତା କେଳା ଆସୁ ଥିଲେ 😔😔ଆମେ ଦେଖୁଥିଲୁ 😔ଆମ ପିଲାମାନେ ତାକୁ ଦେଖି ପାରିବେନି 😔କିନ୍ତୁ ନଟିଆ କମେଡି ମାଧ୍ୟମରେ ଆମ ପିଲାମାନେ ଦେଖିଲେ ❤❤
@rinagiri1200
@rinagiri1200 Жыл бұрын
Aaa
@sksagar7880
@sksagar7880 Жыл бұрын
Hmm
@ChandanBisoyi-cb3zb
@ChandanBisoyi-cb3zb Жыл бұрын
Name
@odialifestyleinodisha4649
@odialifestyleinodisha4649 Жыл бұрын
@@ChandanBisoyi-cb3zb kaha name
@speechtellerwithcomedy7854
@speechtellerwithcomedy7854 Жыл бұрын
ଆଜି ଶେଷ ରଜ ତେଣୁ ଯେଉଁ ମାନେ ମୋ COMMENT ପଢ଼ୁଛନ୍ତି ତାଙ୍କ ଦିନଟି ଶୁଭମୟ ହେଉ HAPPY SESHA RAJA THANKS 🎉🎉
@Activalover911
@Activalover911 Жыл бұрын
Thank you
@speechtellerwithcomedy7854
@speechtellerwithcomedy7854 Жыл бұрын
@@Activalover911 welcome
@speechtellerwithcomedy7854
@speechtellerwithcomedy7854 Жыл бұрын
@@Activalover911 good morning
@SubhamSethi-tn9pt
@SubhamSethi-tn9pt 6 ай бұрын
Cuu
@harekrishna5544
@harekrishna5544 Жыл бұрын
Sakhalu sakhalu maja asigala dekhiki☺️ ATI Sundar 😊 Nati cartoon is a very beautiful 😍
@puspalatabehera1401
@puspalatabehera1401 Жыл бұрын
Jay jagannatha 🙏🏻🙏🏻🙏🏻🙏🏻🙏🏻
@sachintarai7235
@sachintarai7235 Жыл бұрын
Nice voice of hi padigali 😂😂😂 supar voice
@pravakarbehera6960
@pravakarbehera6960 Жыл бұрын
Yes it nice 😂
@sachintarai7235
@sachintarai7235 Жыл бұрын
​thank
@PSCREATIONPAPUN
@PSCREATIONPAPUN Жыл бұрын
ଶୁଭ ସକାଳ ସାଙ୍ଗମାନେ 🙂😍 ମୋ ତରଫରୁ ଆପଣ ସମସ୍ତଙ୍କୁ ଶେଷ ରଜ ର ହାର୍ଦିକଅଭିନନ୍ଦନ ଓ ଶୁଭକାମନା ❤️💕
@gulsangoogle6512
@gulsangoogle6512 Жыл бұрын
My Name is papun
@ChitrasenGouda-pd9te
@ChitrasenGouda-pd9te Жыл бұрын
ଶେଷ ରଜ ପର୍ବ ର ଶୁଭେଚ୍ଛା ଓ ଅଭିନନ୍ଦନ
@baisakhitanty8
@baisakhitanty8 Жыл бұрын
Kie kie natia comedy dekhiba pain wait kari tha a❤
@ChandaRaat
@ChandaRaat Жыл бұрын
Very emosonal story bro God job
@sontoshdash581
@sontoshdash581 Жыл бұрын
ଶେଷ ରଜ ପର୍ବ ର ହାର୍ଦିକ ଅଭିନନ୍ଦନ 🎉
@maamaacreation
@maamaacreation Жыл бұрын
khub sundar🎉 avinadana natia family
@onlineclasses2194
@onlineclasses2194 Жыл бұрын
ଏହି ଲେଖ ଆମ ଗାଁ ରେ ହେଲେ ବହୁତ ମଜା ଆସିବ
@laxmidharabiswal2340
@laxmidharabiswal2340 Жыл бұрын
ନୟାଗଡ଼ ଜିଲ୍ଲା ନା ରେ ନଟିଆ କମେଡି
@Nikitasahu-hv1fh
@Nikitasahu-hv1fh Жыл бұрын
Really miss you natiaa comedi
@samirsethi9747
@samirsethi9747 Жыл бұрын
ଆଜି ଶେଷ ରଜରେ ସକାଳୁ ସକାଳୁ ନଟିଆ କମେଡି ଦେଖିକି ଭାରି ମଜା ଲାଗିଲା ଜୟ ଜଗନ୍ନାଥ🙏🙏🙏🙏 ଏଇ ନଟିଆ କମେଡି ଆହୁରି ଆଗକୁ ଯାଉ ନଟିଆ କମେଡି କୁ ଯେଉଁ ଭାଈ ଭଉଣୀ ମାନକୁ ଭାରି ଭଲ ପାଉଛନ୍ତି ସେମାନଙ୍କୁ ଭଗବାନ ଭଲରେ ରଖନ୍ତୁ
@bapuodiavloggingchannel4902
@bapuodiavloggingchannel4902 Жыл бұрын
ସତରେ ଜଗନ୍ନାଥ ବହୁତ ବଡ଼ ହଟିଆ ସେ ସେ ଭକ୍ତ ଙ୍କ ନିକଟ କୁ ବିଭିନ୍ନ ରୂପରେ ଆସି ଦେଖା ଦିଅନ୍ତି ⭕️❕️⭕️ ସମସ୍ତେ କୁହ ଜୟ ଜଗନ୍ନାଥ 🙏🙏🙏🙏
@Pratima-nd9ql
@Pratima-nd9ql Жыл бұрын
Ama Nayagarh 👍😍
@odishagamer3
@odishagamer3 Жыл бұрын
Good morning odisha sesa Raja ra hardik suveccha 🎉🎉🎉🎉🎉🎉
@OFFICIALoooooACCOUNT
@OFFICIALoooooACCOUNT Жыл бұрын
Same 2 U
@speechtellerwithcomedy7854
@speechtellerwithcomedy7854 Жыл бұрын
ସକାଳୁ ସକାଳୁ ନଟିଆ କମେଡି ଦେଖି ମନ ଟା ପୁରା fresh ହେଇଗଲା 🎉🎉
@binodbariki4723
@binodbariki4723 Жыл бұрын
😊l ok
@abinashchoudhary4233
@abinashchoudhary4233 Жыл бұрын
l./l
@sanjayprusty5152
@sanjayprusty5152 Жыл бұрын
ଜୟ ଜଗନ୍ନାଥ 🙏 ରଥଯାତ୍ରା episode ଟି ବହୁତ ଭଲ ଲାଗିଲା। ଜଗନ୍ନାଥ ସ୍ଵାମୀ ନୟନପଥ ଗାମୀ ଭବ ତୁମେ
@Satyabrata_sahoo_
@Satyabrata_sahoo_ Жыл бұрын
ଆମ ଉଦୟପୁର ଦାସିଆ ଅଜା 😂 ଓଡିଶା ର ଦ୍ୱିତୀୟ ସଂଗ୍ରହାଳୟ
@manidipabihari331
@manidipabihari331 Жыл бұрын
Wow Beautiful story Natia super comedy video 😊😊😊😊❤❤❤❤💕💕💕💕💕💝💝💝💝💝
@monstergugu
@monstergugu Жыл бұрын
GOOD MORNING NATIA COMEDY ❤ MOTARAFARU HAPPY RAJA ❤❤🎉🎉🎉😊😊
@BharatKumar-wh1eo
@BharatKumar-wh1eo Жыл бұрын
No 1 comedy Odisha jindabad I love natia family
@somnathchand9094
@somnathchand9094 Жыл бұрын
Explored our hidden traditional game......... Keep it up.......
@ashokjena5501
@ashokjena5501 Жыл бұрын
good memory to think village environment
@Ekambabandparty
@Ekambabandparty Жыл бұрын
Notia comedy fan like kora❤
@rekanmoharana8106
@rekanmoharana8106 Жыл бұрын
ଦେଖିବା କିଏ କିଏ 🇮🇳🇮🇳🇮🇳🇮🇳 କୁ ଲାଇକି କରୁଛି
@brajakumbhar7917
@brajakumbhar7917 Жыл бұрын
Good morning all Natia comedy member and all friend's 🌅🌅🌅👍👍👍❤❤❤
@Itishree01i9
@Itishree01i9 Жыл бұрын
Post ra 10 min re kete like kete comments ❤❤❤nice 👍 odisara fevorite 😊😊
@sourabha428
@sourabha428 Жыл бұрын
Always natia comedy best
@factconscious1
@factconscious1 Жыл бұрын
ଏଇଟା କୁ ଗାଁ ପିଲା ଠିକ ସେ ବୁଝିଥେବେ.... ପିଲା ବେଳ ର ସେହି ଅଭୁଲା ସ୍ମୁତି ପୁନର୍ଜିବିତ ହେଇ ଉଠିଲା... କିଏ କିଏ ଗାଁ ରୁ ଦେଖୁଛ like କର ❤❤
@Sk.143..
@Sk.143.. Жыл бұрын
Hyyy
@Minjabadboy
@Minjabadboy Жыл бұрын
Good morning all of you 💖 love you Odisha 💚 have a great day guys 💖🌹 Jay Jagannath 🙏🙏🙏🙏
@kalpanabhoi3562
@kalpanabhoi3562 8 ай бұрын
Dhenkanala ru jau mane dekhuchha like kara🫡
@bikashcomedybs6273
@bikashcomedybs6273 Жыл бұрын
କିଏ.କିଏ ନିଜ ମା' କୁ ଭଲ ପାଅ
@Randomfo
@Randomfo 3 ай бұрын
bala ma a na
@BrundabanGochhayat
@BrundabanGochhayat 2 ай бұрын
%
@hemalatanaik2644
@hemalatanaik2644 16 күн бұрын
Tui nai bhal pau ki 🤔🤣🤣🤣 ,
@gsmore6196
@gsmore6196 Жыл бұрын
Jay Shree Jagannath Swami 🙏🙏🙏🙏🙏
@rajuhembram3842
@rajuhembram3842 Жыл бұрын
Utkal name nuhe aka brand ❤❤❤ jai jaganath
@sushilswain-gh5ep
@sushilswain-gh5ep Жыл бұрын
Bhai❤❤❤❤❤❤❤❤
@sibaninayak9704
@sibaninayak9704 Жыл бұрын
Nayagarh ru jou mane dekhucha like kara ❤
@sashibhusanmohanty287
@sashibhusanmohanty287 Жыл бұрын
Hii , I always watch your funny videos, I like this channel very much.
@PabitraPradhan-mh9je
@PabitraPradhan-mh9je Жыл бұрын
I love Nati camedi❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤laki please ❤
@MANAS.GAMING649
@MANAS.GAMING649 Жыл бұрын
ଖରା ବେଳ ଟରେ ନଟିଆ comedy dekhi ଭଲ ଲାଗିଲା😂😂😂
@FUNNY-GAMER-q2j
@FUNNY-GAMER-q2j Жыл бұрын
Good morning natia comedy members ❤❤❤❤❤❤
@odiastar1439
@odiastar1439 Жыл бұрын
ଟୁଆଁ ଟୁଇଁ କମେଡି post କଲେ ଭଲ ଲାଗନ୍ତା 😅
@indiafreefire99
@indiafreefire99 Жыл бұрын
କିଏ କିଏ ଭାଵ ବାପା ମାଁ ଇସୂର ଙ୍କ ସମାନ 🙏🙏
@litanparida9816
@litanparida9816 Жыл бұрын
Mu
@roshanswainniles9603
@roshanswainniles9603 Жыл бұрын
Mu
@Krishna40457
@Krishna40457 Жыл бұрын
ଇଶ୍ଵର lekhibara sikhe agge
@indiafreefire99
@indiafreefire99 Жыл бұрын
ତେରୀ ସାଲେ (ଈଶ୍ୱର) ଏ ଲେ
@sushilnayak13
@sushilnayak13 Жыл бұрын
Ommnaik😂😂❤❤😊
@subhasish200
@subhasish200 Жыл бұрын
ଓଡ଼ିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଏହି ରଜ 💐ପର୍ବ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉🎉🥳 ଭଗବାନ ସମସ୍ତଙ୍କୁ ଖୁସି ରେ ରଖନ୍ତୁ 🙏🏻। ଜୟ ଜଗନ୍ନାଥ ⭕❗⭕
@sadhuchoudhury5320
@sadhuchoudhury5320 Жыл бұрын
ଭାଇ ଓଡିଶା ରେ ଗୋ ଚାଲାଣ ବଢ଼ି ବଢ଼ି ଚାଲିଛି ତା ଉପରେ ଗୋଟେ episode ଛାଡ଼ନ୍ତୁ ଲୋକମାନଙ୍କୁ ସଚେତନ କରିବା ପାଇଁ
@oyesun2598
@oyesun2598 Жыл бұрын
7:28 ଭାଇମାନେ ନଟିୟା କମିଡୀ ଦେଖି ତମେବି ପଛପଟେ ଖାଇବନି😅😅 ସେମିତି ହୁଏ ନି😂
@biswanathpanda9379
@biswanathpanda9379 Жыл бұрын
😅😅😅😅😅
@ashishsamal5889
@ashishsamal5889 Жыл бұрын
ବୃତ୍ତି ଏ ମୋର ପୁସେ କୁଟୁମ୍ବ, ଆହା କେଡେ ସୁନ୍ଦର ଦୃଶ୍ୟ ❤
@asimanayak9761
@asimanayak9761 Жыл бұрын
ଏଇ ଅଧ୍ୟାୟରେ ପିଲା ଦିନକଥା ମନେ ପଡ଼ିଲା ଅତି ସୁନ୍ଦର ଅଧ୍ୟାୟବହୁତ ଖୁସି ଲାଗିଲା
@Umesh_Kumar003
@Umesh_Kumar003 Жыл бұрын
Munda pota kela ro khelo bahut bholo lagila Dekhiki
@m.r_untalented_boy
@m.r_untalented_boy Жыл бұрын
Natia comedy ku jou mane bhal paa gote like hau
@santoshdas6465
@santoshdas6465 Жыл бұрын
❤🎉
@villageblogs691
@villageblogs691 Жыл бұрын
Happy rajo my dear friend❤❤❤❤❤
@ChinmayaMalik-ky1xi
@ChinmayaMalik-ky1xi Жыл бұрын
ଜଉ ମାନେ natia comedy କୁ ଭଲ ପାଅ ଗୋଟେ like hau
@Biswajit1234-l4z
@Biswajit1234-l4z Жыл бұрын
So beautiful comedy
@bikashnayak418
@bikashnayak418 Жыл бұрын
Odisha ❤️
@sushantakumarnayak1664
@sushantakumarnayak1664 Жыл бұрын
💐कोन-कोन मानता है कि माता पिता के चरण सर्ग है❤
@amarasarmin5349
@amarasarmin5349 Жыл бұрын
@susilkumarmund3401
@susilkumarmund3401 Жыл бұрын
😊
@sujitnaik3138
@sujitnaik3138 Жыл бұрын
I love my natia
@srcreatation7952
@srcreatation7952 Жыл бұрын
Mind blowing ❤❤
@dharmendrasawi2681
@dharmendrasawi2681 Жыл бұрын
Danga is fani
@Madhaba_Dora
@Madhaba_Dora Жыл бұрын
Happy Raja 2023 Guy's 🙏 I love ❤️Natia Comedy .... ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଦର୍ଶନ ଦେବାପାଇଁ ଆସୁଛନ୍ତି , ଆଉ ମାତ୍ର କେତେ ଦିନ .... Waiting For Rathyatra 😃ଜୟ ଜଗନ୍ନାଥ 🙏
@Girish_Panda
@Girish_Panda Жыл бұрын
Madhaba bhai tame khali Utkal sir nku pachara ki Dharma episodes asiba ki nahi ! And request kara ki Dharma part anibe plz bhai 😢🙏🙏
@satyanarayanasahu6836
@satyanarayanasahu6836 Жыл бұрын
0
@santilatapadhy2534
@santilatapadhy2534 Жыл бұрын
ଏ ନାଚ ଆଉ ଗାଁ ରେ ଦେଖିବାକୁ ମିଳୁନାହିଁ
@bharatmasracreations5921
@bharatmasracreations5921 Жыл бұрын
Natia comedy is the no.1comedy in the world ❤❤ very nice comedy ❤
@asho143
@asho143 Жыл бұрын
Good morning all Natia members and friends ❤️🥰❤️
@rashmiodiachannel5414
@rashmiodiachannel5414 Жыл бұрын
Natia comedy world 🌍 no 1
@speechtellerwithcomedy7854
@speechtellerwithcomedy7854 Жыл бұрын
VIDEO ଟା ପୁରା ମନଛୁଆଁ ଥିଲା 😊😊😊😊😊😊
@sohan_fficial_056
@sohan_fficial_056 Жыл бұрын
Nice episode❤❤
@stylesboysushant2982
@stylesboysushant2982 Жыл бұрын
Good morning all Utkalcattron wold ❤❤❤❤❤❤❤
@Madhaba_Dora
@Madhaba_Dora Жыл бұрын
Mind Blowing Comedy ❣️ Super Screenplay 😃
@EditByKanha
@EditByKanha Жыл бұрын
Mankada basichi dala re to comment mo bala re😂
@Bimalgaming-bk9zh
@Bimalgaming-bk9zh Жыл бұрын
Madhaba mo bala
@LabaramPanigrahi-pk6mg
@LabaramPanigrahi-pk6mg Жыл бұрын
Good morning 🌅🌅🌅🌅🌅😊😊😊
@itzguru8683
@itzguru8683 Жыл бұрын
Jay jagannath 🙏🙏🙏 Natia comedy 😍😍😍 First view 😎😎😎 Missing those days 😅😅😅
@JitendraGouda-kg2dj
@JitendraGouda-kg2dj Жыл бұрын
,piuye
@AbindraVideographer
@AbindraVideographer Жыл бұрын
ସାପ ଖେଳ ନେଇଆସ ଏତର୍ ମୋର ଅନୁରୋଧ ❤ ସାପୁଆ ଖେଳ Sir ji
@AbindraVideographer
@AbindraVideographer Жыл бұрын
ସାପୁଆ ଖେଳ sir ji ନେଇଆସ୍
@chandanbehera1858
@chandanbehera1858 Жыл бұрын
ସତରେ ଏ episode ଦେଖିଲା ପରେ ପିଲା ଦିନର କଥା ମନେ ପଡୁଛି। So nice
@smitaghadel5033
@smitaghadel5033 Жыл бұрын
Trees
@rasiklalmahanta2202
@rasiklalmahanta2202 Жыл бұрын
Han sata Katha...aji kali emane aau gaan aade asu nahanti kn pain ke Jani..? Kintu aaji eei episode ti pila bela katha Mane pakaideichhi..✨
@SunilKumar-ok6lz
@SunilKumar-ok6lz Жыл бұрын
😂
@ranjitamishra7623
@ranjitamishra7623 Жыл бұрын
Thiki kahile mun bi pila Dina ku miss karuchi 😢😢😢😢
@jajatikesharisamal3948
@jajatikesharisamal3948 Жыл бұрын
ମୁଁ ତ ପିଲାବେଳେ ଥରେ ଦେଖିଥିଲି ଆଉ ଆଜି ଦେଖିଦେଲି ବହୁତ୍ ଭଲ ପିଲାବେଳେ ଦେଖିଥିଲି ସେ ଗୀତ ଗାଇ କି କରୁଥିଲା ଖେଳ ଏଥିରେ ନାହିଁ ବାସ ଏତିକି ଫରକ୍❤❤❤❤
@tulasimandoi1833
@tulasimandoi1833 Жыл бұрын
Nayagarh ପିଲା like କର😊
@JitendriyaSahoo-sk1qi
@JitendriyaSahoo-sk1qi Жыл бұрын
Remember old local culture, thanks🙏
@potnurusasmita1081
@potnurusasmita1081 Жыл бұрын
Jiuh ❤😂😅😮 ok
@sunilranjan2518
@sunilranjan2518 Жыл бұрын
Love from nayagarh❤
@gaganmohapatra19
@gaganmohapatra19 Жыл бұрын
Awesome utkal cartoon world.. love your episodes and content...
@Desiboykanhu
@Desiboykanhu Жыл бұрын
Nayagarh pila jetika like kara
@sipunbehera7730
@sipunbehera7730 Жыл бұрын
Natia lover mane like kara ❤
Natia Comedy Part 334 || Natia Hatare Mada handi
14:38
utkal cartoonworld
Рет қаралды 7 МЛН
風船をキャッチしろ!🎈 Balloon catch Challenges
00:57
はじめしゃちょー(hajime)
Рет қаралды 84 МЛН
бабл ти гель для душа // Eva mash
01:00
EVA mash
Рет қаралды 9 МЛН
Natia Comedy Part 326 || pana sankrati
11:41
utkal cartoonworld
Рет қаралды 7 МЛН
Kaluri Benta || Tuan Tuin part 47
12:30
Cartoon Capsule
Рет қаралды 5 МЛН
Natia Comedy Part 345 || Rathajatra - Bada dande Natia
17:43
utkal cartoonworld
Рет қаралды 8 МЛН
DJ wala bhuta || Natia Horror Comedy || Utkal Horror World
10:08
Utkal Horror World
Рет қаралды 4,3 МЛН
Natia Comedy Part 347 || Bansi ra sesa niswas
11:23
utkal cartoonworld
Рет қаралды 7 МЛН
ଏତେ ସୁନ୍ଦର ଶାଢ଼ୀ / Rupa Pin2 Khushi
23:38
Rupa,pin2,khushi express
Рет қаралды 68 М.
Natia Comedy Part 321 || Natia ra chheli chara
12:58
utkal cartoonworld
Рет қаралды 9 МЛН