Who Embarrassed The King That Ruled Odisha For 25 Years? | Nirbhay Gumara Katha

  Рет қаралды 76,613

Nirbhay

Nirbhay

Күн бұрын

Пікірлер: 565
@umeshchandradash2881
@umeshchandradash2881 4 ай бұрын
ନମସ୍କାର ଆଜ୍ଞା। ଓଡିଶାର ଲୋକ ମାନଙ୍କୁ ଭୁଆଁ ବୁଲାଇବା ଭଲ ଭାବରେ ଜାଣନ୍ତି ନବୀନ ପଟ୍ଟନାୟକ।
@chakradharswain9603
@chakradharswain9603 4 ай бұрын
ବିଜୁ ବାବୁ ଙ୍କ ଦେହାନ୍ତ ସମୟରେ ଏ ଯୋଗ୍ୟ ପୁତ୍ର ନବୀନ , ତାଙ୍କ ମୁହଁରେ ଟିକେ ପାଣି ଦେଇନି,ସେଭଳି ଲୋକ ଓଡ଼ିଶାର କଣ କରିବ ? ଏ ଭଳି ପୁତ୍ର ର ବଞ୍ଚି ରହିବାର କିଛି ମାନେ ନାହିଁ, ପ୍ରଥମ କରି ଜନତା ଦଳର ପୁରୁଖା ନେତା ମାନେ ହିଁ ଏ ଭୁଲ କରିଛନ୍ତି,ସେ ଭୁଲଟି ପାଇଁ ଆ ଜି ଓଡ଼ିଶାବାସୀ ଭୋଗୁଛନ୍ତି, 👍👍👍👍👍👍👍👍👍👍
@rajanikantabiswal2669
@rajanikantabiswal2669 4 ай бұрын
ସାର୍ ନମସ୍କାର ଏତେ ଦିନ ପରେ ଚମତ୍କାର ଖବରଟି ଆମ ଓଡ଼ିଆ ମାନଙ୍କୁ ଜଣାଉଥିବା ରୁ ଆପଣ ଙ୍କୁ ସତ କୋଟି ପ୍ରଣାମ
@RashmitaDasBBSR
@RashmitaDasBBSR 4 ай бұрын
ପଖାଳଖିଆ, ଭିକାରୀ ଓ ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି
@JayShreeRam-ib7qo
@JayShreeRam-ib7qo 4 ай бұрын
​@@RashmitaDasBBSRyou are a communist ideology affected and culturally diverted shame on you, are you a outsider ?
@Tukun23
@Tukun23 4 ай бұрын
Aabe tu nije dadan khati jauthibu, to family 2 Oli khaibaku paunathiba, ethi aasi prabachan kahiki dauchu​@@RashmitaDasBBSR
@sarbeswarbehera6397
@sarbeswarbehera6397 4 ай бұрын
1:58
@padmanayak9883
@padmanayak9883 4 ай бұрын
ସାର୍ ଆପଣ ସଠିକ୍ ବିଶ୍ଲେଷଣ କରିଥିବାରୁ ଧନ୍ୟବାଦ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ
@tanmaysahu6996
@tanmaysahu6996 4 ай бұрын
ଦେଖରେ ନବୀନ ଉତ୍କଳ ଦାଦନ ରେ ପୂରିତ ଶାସନ କରନ୍ତି ଗୁମାସ୍ତା ଜନ ହୁଏ ଶୋଷିତ ଭୁଲୁଣ୍ଠିତ ଆଜି ଓଡିଆ ଭାଷା ଆଉ ସଂସ୍କୃତି ଧନ୍ୟ ତୁମ ଲୁଙ୍ଗି ପିନ୍ଧା ଆଉ ତାମିଲ ପ୍ରୀତି ଧିକ୍.....
@chhayakanta7328
@chhayakanta7328 4 ай бұрын
Right sir
@swadhinmaharana7465
@swadhinmaharana7465 4 ай бұрын
Badiya
@dagreswargoud
@dagreswargoud 4 ай бұрын
ଆଉ କେତେ ଦିନ
@dwarikanathkar2461
@dwarikanathkar2461 4 ай бұрын
ଭାଇ ଧନ୍ୟବାଦ
@RashmitaDasBBSR
@RashmitaDasBBSR 4 ай бұрын
ପଖାଳଖିଆ, ଭିକାରୀ ଓ ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି
@raghumaninayak9593
@raghumaninayak9593 4 ай бұрын
ଜୟ ଶ୍ରୀ ରାମ ଜୟ ଶ୍ରୀ ଜଗନ୍ନାଥ ବନ୍ଦେ ଉତ୍କଳଜନନୀ
@bishnucharnrana3282
@bishnucharnrana3282 4 ай бұрын
ଆଜିର ନିର୍ଭୟ ଗୁମର କଥା ଅତି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ ଯାହା ଅତ୍ୟନ୍ତ ଶିକ୍ଷଣୀୟ ।
@thirdeye9492
@thirdeye9492 4 ай бұрын
ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ ମଦାରୀ ଇଙ୍ଗିତେ ହନୁ କରେ ଅଙ୍ଗଭଙ୍ଗୀ 😭😭
@bijayanandasatpathy9488
@bijayanandasatpathy9488 4 ай бұрын
Sir ଆପଣଙ୍କ ଚେହେରା ଲାଲ୍ କ୍ରୀଷ୍ଣ ଆଡଭାନୀ ଙ୍କ ପରି ଦେଖାଯାଉଛନ୍ତି
@sunakarsamantaray9737
@sunakarsamantaray9737 4 ай бұрын
ଏପରି ବିଶ୍ଳେଷଣ କୋଡ଼ିଏ ଦିନ ତଳୁ ହେବାର ଥିଲା ।
@radhakrishna_n
@radhakrishna_n 4 ай бұрын
ସାର୍ ନମସ୍କାର। ଆଜି ର ମନ୍ତବ୍ୟ ଖୁବ ହୃଦୟ ସ୍ପର୍ଶ କରି ଛି। ମୂଖ୍ୟ ମନ୍ତ୍ରୀ ଆଜି କଣ୍ଢେଇ । ତାକୁ ନଚାଉ ଛନ୍ତି ପାଣ୍ଡିଆନ ନିନ୍ଦିତ ହେଉଛି ଓଡ଼ିଆ ଜାତି । ଧନ୍ୟବାଦ ଆପଣଙ୍କ ସା‌ହାସିକତା ।
@pabitramohandas6943
@pabitramohandas6943 4 ай бұрын
ଏ ଦୁଃସ୍ଥିତି ପାଇଁ ଓଡ଼ିଆମାନେ ହିଁ ଦାୟୀ l
@bibhumohanty5202
@bibhumohanty5202 4 ай бұрын
ଆପଣଙ୍କ କଥା ଓ ଉପସ୍ଥାପନା ଅତ୍ୟନ୍ତ ସୁନ୍ଦର. ତାମିଲ ସିନାମା ଦେଖୁଥିବା ଓଡ଼ିଆ ମୂର୍ଖ କୁ କଣ ପରିବର୍ତନ କରିପାରିବେ. ପ୍ରୟାସ ଜାରିରଖନ୍ତୁ. ଜୟ ଜଗନ୍ନାଥ
@ganeswarnayak7161
@ganeswarnayak7161 4 ай бұрын
ସାର୍ ନମସ୍କାର, ଚମତ୍କାର ବିଶ୍ଲେଷଣ, ପାଇଁ ଅନ୍ତର ରୁ ଧନ୍ୟବାଦ୍, ପଚିଶ ବର୍ଷ ର ନିନ୍ଦିତ ନବୀନ କୁ ନିଦିତକଲେ ନବୀନ କୁ କିଛି ନ ବୁଝି ଅନ୍ଧ ଭାବେ ଭୋଟ ଦେଉଥିବା କ୍ରୀତ ଦାସ ଓଡିଆ ମାନେ।
@joyfularunsbk
@joyfularunsbk 4 ай бұрын
ନବୀନ ଦାସ - ନିର୍ଭୟରେ ନବୀନ ପଟ୍ଟନାୟକ - ଭୟରେ 👻
@sambitranjan1598
@sambitranjan1598 4 ай бұрын
ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିଶ୍ଚୟ ଜିତିବେ ଆଉ ରହିଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପି ପଛୁଆ ଥିଲା ବର୍ତ୍ତମାନ ଆଗୁଆ ଅଛି ପ୍ରାୟ ସବୁ ପଞ୍ଚାୟତରେ ବିଜେପି ସପକ୍ଷରେ ଅଛନ୍ତି ଯୋଗୀ ଆଦିତ୍ୟନଥଙ୍କ ପାଇଁ ଆହୁରି ବଢିଯିବ।
@binoddas3957
@binoddas3957 4 ай бұрын
ନମସ୍କାର ନବୀନ ବାବୁ,ମୁଁ ଭାବୁଛି ଅମ ଓଡ଼ିଶା ର ଅସ୍ମିତା କ୍ଷୁର୍ଣ୍ଣ ହେବା ର ମୂଳ କାରଣ ହେଲା ଆମ ନେତାଙ୍କ ଶିକ୍ଷାର ଅଭାବ
@mituprdhan2020
@mituprdhan2020 4 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹
@er.bibhutibhusanpatra8445
@er.bibhutibhusanpatra8445 3 ай бұрын
ପ୍ରକୃତରେ ଯଦି ଓଡ଼ିଶା ବାସୀ ଙ୍କର ସ୍ୱାଭିମାନ ବଞ୍ଚାଇବାକୁ ଚାହୁଁଛନ୍ତି ତା ହେଲେ ସମସ୍ତ ଏମଏଲଏ ଜିତିବା ପରେ ଏକାଠି ହୋଇ ଜବାବ ଦିଅନ୍ତୁ।
@nrushinghnathsahu1630
@nrushinghnathsahu1630 4 ай бұрын
ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ଏପରି ହୋଇଛି ଯେ ପ୍ରଥମେ ଯୋଗ୍ୟ କୁ ଭୋଟ ନ ଦେଇ ଅଯୋଗ୍ୟ କୁ ହଟେଇବା ପାଇଁ ଭୋଟ ଦେବାକୁ ପଡିବ.
@manoranjannaik1976
@manoranjannaik1976 4 ай бұрын
ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ।
@birajakumarbarik3038
@birajakumarbarik3038 4 ай бұрын
ନବୀନ ପଟନାୟକ ଙ୍କୁ ଅଧିକାର କିଏ ଦେଲା ଓଡିଶାକୁ ବାହାର ଲୋକ ହାତରେ ଟେକିଦେବାକୁ
@10subrat
@10subrat 4 ай бұрын
Yes odisha ku kahi ki bihari didi ku dela
@paricreations382
@paricreations382 4 ай бұрын
Adhikari amma maganakhiya odia 112 seats deiki adhikar deidele
@subodhakumardash6750
@subodhakumardash6750 4 ай бұрын
ବହୁତ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ।। ନବୀନ ପଟ୍ଟନାୟକ ଦାୟୀ ନୁହନ୍ତି, ଦଳର ଆଗଧାଡିର ନେତୃବୃନ୍ଦ ଦାୟୀ କାରଣ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତା ହି ସବୁକିଛି ।।
@hrusikeshmahapatra6735
@hrusikeshmahapatra6735 4 ай бұрын
ନବୀନ ବାବୁ ମଦ ପାଈଁ ନାଚୁଛନ୍ତି
@bijaykhuntia868
@bijaykhuntia868 4 ай бұрын
Italian cigarette pain bi bhasuchhanti...
@NomadicJRS
@NomadicJRS 4 ай бұрын
ନବୀନ ବାବୁ ଓଡ଼ିଆ ମାନଙ୍କୁ ଘୃଣା କରନ୍ତି l ଆମେ ନିରୀହ ନିଷ୍କପଟ ଓଡିଶା ବାସୀ ତାଙ୍କୁ 25 ବର୍ଷ ହେଲା ମୁଣ୍ଡ ରେ ବସେଇଛୁ l ସେ କେବଳ ଅଣ ଓଡ଼ିଆ ଇଂରାଜୀ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି l କେବେ ଦେଖିଛନ୍ତି କୌଣସି ଓଡ଼ିଆ ଲୋକ ତାଙ୍କର ନିକଟବର୍ତ୍ତୀ ହେବାର l ସେ ନିଜ ଦଳ ର ଓଡ଼ିଆ ନେତା ଅପେକ୍ଷା bureaucrat ମାନଙ୍କୁ ଅଧିକ ବିଶ୍ୱାସନୀୟ ଭାବନ୍ତି l ସେ ଅତୀତ ର ପ୍ୟାରୀମୋହନ ହୁଅନ୍ତୁ କି ବର୍ତ୍ତମାନ ର ପାଣ୍ଡିଆନ l ତେଣୁ ନିଜ ରାଜ୍ୟ ର ଜନତା, ନେତା ତଥା ଭାଷା ସାହିତ୍ୟ କୁ ଭଲ ପାଉଥିବା cm ଆମର ଦରକାର
@bijaykhuntia868
@bijaykhuntia868 4 ай бұрын
For him a people's elected politician is not favorable to him for ruling Odisha as co partner... But how could not he know that who is corrupt or not? All nonsense....
@binayakpaikaray8221
@binayakpaikaray8221 4 ай бұрын
ନବୀନ ବାବୁ ତ ଦାୟୀ ପାଣ୍ଡିଆନଙ୍କ ସଂପୂର୍ଣ୍ଣ ଆଧିପତ୍ଯ ପାଇଁ,କିନ୍ତୁ ବିଜେଡିର ଅନ୍ଯ ଦିଗ୍ଦଜମାନେ ମଧ୍ଯ ସମପରିମାଣରେ ଦାୟୀ। ହାୟରେ କ୍ରୀତଦାସମାନେ।
@BiswaPradhan-qy5vc
@BiswaPradhan-qy5vc 4 ай бұрын
ଆଜ୍ଞା ନବୀନ ବାବୁ ବହୁତ ଗର୍ବି ସେ ଓଡ଼ିଆ ଭାଷା ଓ ଲୋକଙ୍କୁ ଘୃଣା କରନ୍ତି
@niranjanpanda533
@niranjanpanda533 4 ай бұрын
Randua rajaku garami mantri
@manojkumarparidajknalconag1620
@manojkumarparidajknalconag1620 3 ай бұрын
ସାର୍ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ସଠିକ୍ ବିଶ୍ଲେଷଣ।
@laxmidharabarik2952
@laxmidharabarik2952 4 ай бұрын
ସାର୍ 🙏ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ରୋଡ ସୋ ରେ ଲୋକ ହେଉନାହାନ୍ତି ତାହାରି ଉପରେ ଗୋଟେ ଏପିସୋଡ କରନ୍ତୁ।❤❤❤❤
@PrasantaKumarSahoo-65
@PrasantaKumarSahoo-65 4 ай бұрын
Sir ଏହାକୁ ଶୁଣିଲା ପରେ ବହୁତ ଦୁଃଖ ଏବଂ ବ୍ୟସ୍ତ ଲାଗୁଛି । ନବୀନ ବାବୁଙ୍କ ପାଇଁ
@debiprasadpanda3490
@debiprasadpanda3490 4 ай бұрын
Completely agree with your analysis. Better late than never. Real character of the top leader has been exposed before the public.
@LaxmikantaPradhan-h1d
@LaxmikantaPradhan-h1d 4 ай бұрын
More than 100% correct.
@brajabandhusahoo6043
@brajabandhusahoo6043 4 ай бұрын
ଅପଣଂକୁ ବହୁତ ଧନ୍ୟବାଦ
@kastucharansahu6656
@kastucharansahu6656 4 ай бұрын
ଏପରି ଖବର ପ୍ରସାରିତ କରି ମୋର 🤩 ଖୋଲିଦେଲେ।
@Vinood900
@Vinood900 4 ай бұрын
ତୁମେ BJD ରେ ଥିଲ କି 😂
@santoshdakua6698
@santoshdakua6698 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନବୀନ ପଟନାୟକ 👍🏾
@prabinakumarmuduli7573
@prabinakumarmuduli7573 4 ай бұрын
ଏ ଜାତି ଏବେ ମଧ୍ୟ ବଂଚିଛି। ଆଗାମୀ ସମୟ ତାହା ର ଜବାବ୍ ଦେବ।
@NirakarSamantarai-db2mr
@NirakarSamantarai-db2mr 4 ай бұрын
ଓଡ଼ିଆ ମାନେ ସତେଚନ ହୋଇ ବିଜୁ ଜନତା ଦଳକୁ କ୍ଷମାତାଚୁତ କରିବାର ବେଳ ର ସଦୁପଯୋଗ କରନ୍ତୁ.
@Bigsauction2234
@Bigsauction2234 4 ай бұрын
ସାର୍ ଏ ହେଉଚି ଓଡ଼ିଆ ରାଜାଙ୍କ ନାଚ କୁ ତାମିଲ୍ ରିମୋଟ
@ChiankhuntaNews
@ChiankhuntaNews 4 ай бұрын
ଶତଧିକ୍ ରେ ବିଜେଡି ନେତା,ପାର୍ଥୀମାନେ.......
@ghumusaramahaka5327
@ghumusaramahaka5327 4 ай бұрын
ଅନ୍ଦ ଭକ୍ତ ନବିନୀ ଙ୍କ ମନ ଦୁଖ ଆପଣ ଏମିତି ଖୁଲାସ କଲେ ଏଥିପାଇଁ । ଧନ୍ୟବାଦ ନମସ୍କାର ସାର
@dagreswargoud
@dagreswargoud 4 ай бұрын
ମୁଁ ଆପଣଙ୍କ ଭିଡ଼ିଓ ପ୍ରତି ଦେଖେ କେଜାଣି କାହିଁକି ପ୍ରତିଦିନ ଦେଖିବାକୁ ଭଲ ଲାଗେ ବହୁତ ଭଲ ସୂଚନାକୁ ନେଇ କି ଆଣନ୍ତି ଏବଂ ତଥ୍ୟ ଓ ତର୍କ ସହ ସମାଲୋଚନା କରୁଥିବାରୁ
@bijayakumardash7925
@bijayakumardash7925 4 ай бұрын
ନିଜର ଓଡ଼ିଆ ପରିଷଦ ବର୍ଗଙ୍କୁ ହଟେଇ ନବୀନ ବାବୁ ନିଜ ଜାଲରେ ନିଜେ ଫସି ସାରିଛନ୍ତି। କଳଙ୍କ ର ଟୀକା ଲଗେଇ ବିଦାୟ ହେବେ ।
@SwayamSantosh4u
@SwayamSantosh4u 4 ай бұрын
ଛି ଶଳା ଓଡ଼ିଶାରେ ରହିବାକୁ ଲାଜ ଲାଗୁଛି। କଣ ଚାଲିଛି ଏସବୁ ଦେଖିଲେ ନିଜକୁ ଓଡ଼ିଆ ବୋଲି କହିବାକୁ ଘୃଣା ଲାଗୁଛି। ଏତେ ତଳକୁ ଖସିଗଲେକି ଓଡ଼ିଆ ଲୋକ? ମୁହଁ ଖୋଲିପାରୁ ନାହାଁନ୍ତି ଜଣେ ବାହାର ଲୋକ ଆଗରେ.... ଛି ଶଳା ଜୀବନ। ଥିଲେ କେତେ ମଲେ କେତେ?
@bulusethy9220
@bulusethy9220 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤❤ ୧ପ୍ରଥମ
@benudharsenapati753
@benudharsenapati753 4 ай бұрын
ବନ୍ଦେ ମାତରଂ ବନ୍ଦେ ଉତ୍କଳ ଜନନୀ ଜୟ ମା ଉତ୍କଳ ଜନନୀ।
@user-de8uf9qu2m
@user-de8uf9qu2m 4 ай бұрын
ନବୀନ ଦାସ ସାର୍ ନମସ୍କାର। ଗୋଟିଏ କଥା ମନକୁ ଆସୁଛି, ଯେତେବେଳେ ପାଣ୍ଡିଆନ ନବୀନ ପଟ୍ଟାୟକକନଙ୍କୁ ସାକ୍ଷୀ କଣ୍ଢେଇ କରି ନଚଉଥିଲେ ନବୀନ ପଟ୍ଟନାୟକଙ୍କ ପରିବାରରେ କେହିବି ଜାଣି ପାରୁନଥିଲେ କି?
@prabodhamohanty4999
@prabodhamohanty4999 4 ай бұрын
ଗୁମର କଥା କହିଲାବେଳେ ନବୀନ ସପକ୍ଷରେ କିଛି ପ୍ରଚାର କରିବା ଆମକୁ ଦୁଃଖ ଦଉଚି,, ଏ କାମ କାହାର
@AmitKumar-ny4zr
@AmitKumar-ny4zr 4 ай бұрын
ନିଦିତ ଗଜପତି ବିଷୟ ରେ ମୁଁ କିଛି ଜାଣିବାକୁ ଇଚ୍ଛା 🙏
@FAKIRJENA-du2zs
@FAKIRJENA-du2zs 4 ай бұрын
ନବୀନ ଓ ପାଣ୍ଡିଆ ଓଡିଶା ର କଳଙ୍କ l
@saratmishra7100
@saratmishra7100 4 ай бұрын
Really, well said 😊
@rabindranayak1205
@rabindranayak1205 4 ай бұрын
ଆପଣ ଭୁଲ କହୁଛନ୍ତି ସେ ମୂଳରୁ ଗୋଟିଏ କଣ୍ଢେଇ ଥିଲେ
@SoumyaSamal-c6b
@SoumyaSamal-c6b 4 ай бұрын
Excellent sir
@jyotirmayjena1869
@jyotirmayjena1869 4 ай бұрын
ନବୀନ ନିବାସ ଭିତରେ ନବୀନ ବାବୁ ପାଣ୍ଡିଆନ୍ ଏବଂ ତାଙ୍କ ପତ୍ନୀ ସୁଜାତା ଠାରୁ ଗୋଇଠା, ମାଡ,ଗାଳି ଖାଉ ନଥିବେ ବୋଲି କିଏ କହିପାରିବ । କିଏ ଦେଖୁଛି ନବୀନ ନିବାସ ଭିତରେ କଣ ଘଟୁଛି ।
@worldgift1159
@worldgift1159 4 ай бұрын
BJP MLA 82 MP 17 🎉🎉🎉
@subratpratihari6965
@subratpratihari6965 4 ай бұрын
BJP ସରକାର୍ ଗଢ଼ିବା ଥୟ
@harshkumarvlogs7801
@harshkumarvlogs7801 4 ай бұрын
Ok Bhai
@harshkumarvlogs7801
@harshkumarvlogs7801 4 ай бұрын
Jai Shree Ram 🚩🚩🚩
@harshkumarvlogs7801
@harshkumarvlogs7801 4 ай бұрын
Only BJP Odisha
@HaraPrasad-yk8fd
@HaraPrasad-yk8fd 4 ай бұрын
Sorry bhai bjp asuni
@Save_Odisha_from_looters
@Save_Odisha_from_looters 4 ай бұрын
ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି , ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି
@syamaprasadmahapatra
@syamaprasadmahapatra 4 ай бұрын
ଭଲ କବିତା ଟେ ଲେଖିଲ‌ ଭାଇ । ମୋ ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ କବି ଗୋଦାବରୀଶ ମହାପାତ୍ର
@Save_Odisha_from_looters
@Save_Odisha_from_looters 4 ай бұрын
@@syamaprasadmahapatra ଓଡିଆ ମା କାନ୍ଦୁଛି! ଜାଗ ଓଡିଆ ! ଜାଗ ! ଜୟ ଓଡିଶା! ଜୟ ଜଗନ୍ନାଥ!
@Save_Odisha_from_looters
@Save_Odisha_from_looters 4 ай бұрын
@@syamaprasadmahapatra କଳାପାହାଡ ପାଣ୍ଡୁ ଦଖଲରୁ ଆମର ଓଡିଶା ମାଆ କୁ ବଞ୍ଚାନ୍ତୁ |
@manojkumarsaint7803
@manojkumarsaint7803 4 ай бұрын
Jay Shree Jagannath ❤
@chandanmoharana5026
@chandanmoharana5026 4 ай бұрын
Jay Jaganath sir ati sundar paribartan nichhit
@manjupravamishra8000
@manjupravamishra8000 4 ай бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@binayakumarsethi6114
@binayakumarsethi6114 4 ай бұрын
ଜୟ ଜଗନ୍ନାଥ
@artatransahoo5438
@artatransahoo5438 4 ай бұрын
Nice analysis. Thanks sir
@sankarnathmaharana7859
@sankarnathmaharana7859 4 ай бұрын
ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ କର୍ମର ଫଳ ଏବେ ଭୋଗୁଛନ୍ତି ତାସଙ୍ଗେ ଓଡ଼ିଶା ବାସୀ ବି ଭୋଗୁଛନ୍ତି
@kishoretripathy5479
@kishoretripathy5479 4 ай бұрын
Bahuut badhia lagila, thank you.
@rabimohanty112
@rabimohanty112 4 ай бұрын
ଦାସ ଦଳ ନୁହେଁ କ୍ରୀତଦାସ ଦଳ. ଗଧଙ୍କୁ ଲଜ୍ଜ୍ୟା ନାହିଁ କି ସରମ ନାହିଁ, ଧିକ ସତ ଧିକ ବିଜେଡି କ୍ରୀତଦାସ ମାନେ.
@tapansarangi4611
@tapansarangi4611 4 ай бұрын
ପାଣ୍ଡିୟାନ୍ ବାବୁଙ୍କୁ ଦୋଶଦେଇ କିଛି ଲାଭ ନାହିଁ। ତାଙ୍କୁ ଆମନେତା ଓ ମୁଖ୍ଯମନ୍ତ୍ରୀ ସେତିକି ସୁଯୋଗ ଦେଇଥିବାରୁ ଆଜି ପାଣ୍ଡିୟାନ୍ ବାବୁ ଏତେ କ୍ଷମତାଶାଳୀ ହୋଇପାରିଛନ୍ତି। ଏପରି ସୁଯୋଗ କିଏବା ନ ଚାହିବ। ଆପନା ସୁନା ଭେଣ୍ଡିଆ। Rather we should appreciate Pandian for his cleverness , making all odia people fool.
@brundabanmandika5298
@brundabanmandika5298 4 ай бұрын
ମୁଖ୍ୟମନ୍ତ୍ରୀ ଅବସର ନେବା କଥା ମର୍ଜଦା ରହିଥାନ୍ତା
@geetaranisamal6638
@geetaranisamal6638 4 ай бұрын
ୟେ ସପ୍ତାହ ରେ ନିର୍ଭୟ ବନ୍ଦ କରନ୍ତୁ ନାହିଁ ସାର୍
@BirendraNayeak
@BirendraNayeak 4 ай бұрын
ଓଡିଆ ଭାଇ ମାନେ ଦେଖ ଦେଖ paandiyaan କେମିତି ଧକା ମାରି ରଘୁନାଥ ଙ୍କୁ,,,,
@unconsciouslove8423surjya
@unconsciouslove8423surjya 4 ай бұрын
ଧକା ତଣ୍ଟିଆ ଖାଇବେ ପଛେ ସେଇ ଦଳ ରେ ହିଁ ରହିବେ
@trilochanabehera3918
@trilochanabehera3918 4 ай бұрын
Thank you so much sir for your effort... Apana nka pai ame ete mulyaban content pai paruchu 🙏🙏🙏
@Dillip5331
@Dillip5331 4 ай бұрын
Very nice episode
@PrasantKumarSwain-f5t
@PrasantKumarSwain-f5t 4 ай бұрын
ଓଡ଼ିଶାକୁ ଓଡ଼ିଆ ଅସ୍ମିତାକୁ , ସ୍ଵାଭିମାନକୁ ଗୋଟେ ଅଣଓଡିଆ ହାତରେ ଟେକିଦେଇ ନବୀନ ପଟ୍ଟନାୟକ ଇତିହାସର ଏକ ନିନ୍ଦିତ ଚରିତ୍ର ହୋଇ ରହିଯିବେ ।
@nimakantaroutray2824
@nimakantaroutray2824 4 ай бұрын
ନମସ୍କାର ଆଜ୍ଞା। ବହୁତ ସୁନ୍ଦର କଥା ଓଡ଼ିଶାର ରାଜନୀତି ବିଷୟ ରେ କହିଲେ । ନିଛକ କଥା। ଏ ରାଜ୍ୟ ରେ ବିଜୁବାବୁ , ମହତାବ, ନନ୍ଦିନୀ ଶତପଥୀ ଜାନକୀବଲ୍ଲଭ ପଟ୍ଟନାୟକ ପରି ନେତା ଏ ରାଜ୍ୟ କୁ ଶାସନ କରୁଥିଲେ ଲୋକମାନଙ୍କ ସହିତ ରହି ଲୋକଙ୍କ ଭଲମନ୍ଦ ବୁଝୁଥିଲେ କିନ୍ତୁ କ'ଣ ହେଲା ଏବେ। ସରକାର ପୁରା କଣ୍ଢେଇ ହୋଇଗଲା ସମସ୍ତ ରାଜନେତା କ୍ରିତଦାସ ହୋଇଗଲେ କାହାର କିଛି କହିବାର ସାହସ ନାହଁ । କି ଅବସ୍ଥା ଓଡ଼ିଶାରେ। ଖାଲି ଜଗନ୍ନାଥ ଭରସା ।
@hemantkumarsingh1387
@hemantkumarsingh1387 4 ай бұрын
Very nice episode and especially comments of Annamalai was perfect reply for M K Stalin.
@Dillip5331
@Dillip5331 4 ай бұрын
Very nice presentation ❤
@prasantaroutraya4952
@prasantaroutraya4952 4 ай бұрын
Perfect analysis,Respected Sir.
@kailashchandramoharana9503
@kailashchandramoharana9503 4 ай бұрын
Very true fact. Excellent. People should understand the reality. Now i think in such a crucial period, Prabhu Sri Jagannath would save our odisha and make aware our people (voters) to go in a true way. Jai Sri Jagannath.
@chandan_rout_18
@chandan_rout_18 4 ай бұрын
mote laguchi navin pattnaik nku pandian blackmail kariki rakhichi
@syamaprasadmahapatra
@syamaprasadmahapatra 4 ай бұрын
Yes
@sharatchandrapradhan2009
@sharatchandrapradhan2009 4 ай бұрын
Democracy in danger ,Need for Change
@krishnatripathy47
@krishnatripathy47 4 ай бұрын
Well analysed Sir 🙏
@bkmanoj6057
@bkmanoj6057 4 ай бұрын
We need a change in odisha
@debendrakumaracharya4581
@debendrakumaracharya4581 4 ай бұрын
Now even illiterate people are with Navin and their votes will be the decisive factor in election as educated people do not cast their vote.
@subratrautray4097
@subratrautray4097 4 ай бұрын
ସାର୍, ଦୁଃଖ ଲାଗୁଛି ଏବେ ବି ଆମ ଭିତରୁ କେତେଜଣ ବୁଝି ପାରୁ ନାହାଁନ୍ତି। ବର୍ତ୍ତମାନ ବି ସମୟ ଅଛି ଜୁନ୍ ଏକ ତାରିଖ ପର୍ଯ୍ୟନ୍ତ।
@dibakarpanigrahy9369
@dibakarpanigrahy9369 4 ай бұрын
Good Analysis and observation ✅👍💯
@JaiUtkalaMaa
@JaiUtkalaMaa 4 ай бұрын
ଗେଣ୍ଡାଦଳିଆ ଗଦ୍ଦାର ତାମିଲକୁ ସାହାଯ୍ଯ କଲେ ନବୀନ କୁ ପାଗଳ କରି କଣ୍ଢେଇ ପରି ନଚାଇ ବାକୁ
@blparida8328
@blparida8328 4 ай бұрын
sir you are great journalist
@ajatmishra3806
@ajatmishra3806 4 ай бұрын
Sir...hats off to your in depth analysis. Really awesome 👌 👏 👍
@ChatasaliFootage
@ChatasaliFootage 4 ай бұрын
Bahut Sundar upathapna sir mana ku 6uigala sir🙏🙏🙏🙏
@binayakrai9009
@binayakrai9009 4 ай бұрын
ବରେଣ୍ୟ ବିଜୁ ପଟ୍ଟନାୟକ କଂ ପାଇଁ ଓଡିଆ ବିଶ୍ୱ ଦରବାରରେ ଯେତିକି ଗର୍ବିତ ଏବେ ଏ କ୍ରିତଦାସ ମାନକଂ ପାଇଁ କଳୁଷିତ ଓ କଳଂକିତ
@sudeepkumardian1548
@sudeepkumardian1548 4 ай бұрын
ଯିଏ 25ବର୍ଷ ଅନେକଙ୍କୁ କଣ୍ଢେଇ ଭଳି ନଚେଇଛି ତାର ଶେଷ ସମୟ ଏଇଭଳି କଣ୍ଢେଇ ଭଳି ନାଚି ନାଚି ଶେଷ ହେଇଯିବ
@jayaramasahoo7106
@jayaramasahoo7106 4 ай бұрын
5T ଅର୍ଥାତ 5ଜଣ ତାମିଲି ଅଛନ୍ତି
@AbakashkumarMohanty
@AbakashkumarMohanty 4 ай бұрын
Excellent sir...
@FAKIRJENA-du2zs
@FAKIRJENA-du2zs 4 ай бұрын
ନବିନ ପାଣ୍ଡୁ ଯୋଡ଼ି ଦେଖିବ ସି ବି ଆଇ ଓ ଇ ଡି ର କରାଳ ରୂପ ଇଲେକ୍ସନ ପରେ l କାରଣ ଏହି ଦୁଇ ଆସାମୀ ବେଦାନ୍ତ ଜମି ଅଧିଗ୍ରହଣ ଓ କୋଇଲା ଖଣି ଘୋଟାଲା ମାମଲାରେ ଡାଇରେକ୍ଟ ଜଡିତ ଅଛନ୍ତି l ୟାଙ୍କର ସବୁ ସମ୍ପତି ଇ ଡି ଜବତ କରିବା ସହ ୟାଙ୍କୁ ଗିରଫ କରି ଜେଲ ଦଣ୍ଡ ଦେବ l RTI ତଥ୍ୟ ସମ୍ବଳିତ l
@devidattasisirkumarsabata6446
@devidattasisirkumarsabata6446 4 ай бұрын
ନବୀନା, ପାଣ୍ଡୁ ଯୋଡି଼ କଲେ ଆମ ରାଜ୍ୟକୁ ଲାଣ୍ଡୁ BJDର ନେତା / ନେତ୍ରୀ ଯେ ଗାଣ୍ଡୁ ଭୋଟର ଛଡା଼ଇବେ ୟାଙ୍କର କଣ୍ଡୁ🤓
@artistfakirmohan9670
@artistfakirmohan9670 4 ай бұрын
ସିଂହାସନ ଲୋଭ ଆଉ pandyan ମୋହ ପାଇଁ ନବିନ ର ପତନ ହେବ, ନାରୀ ମାନଙ୍କ ଅଭିଶାପ ନିଶ୍ଚିତ ପଡ଼ିବ
@mamataranitripathy7152
@mamataranitripathy7152 4 ай бұрын
Jay jagannath 🙏
@swadhikarbetaj3768
@swadhikarbetaj3768 4 ай бұрын
ପାଣ୍ଡୁ ନଚାଉଛି କଣ୍ଢେଇ ଓଡିଶାକୁ ଦିଏ ଭଣ୍ଡେଇ ଗୋଟିକୁ ଚଳାଏ ଆଙ୍ଗୁଠି ଅଗରେ ନେତା ଡିଆଁ ମାରୁଛନ୍ତି ହୋଇ ଦଣ୍ଡେଇ। =============== ଏତିକି କହିବି ବିଜେଡିର ପରମ ଓ ପ୍ରଥମ ଶତୃ ଖୋଦ୍ ନବୀନ ବାବୁ ଅଟନ୍ତି। ବିଜେଡିର ମିତ୍ରମାନଙ୍କୁ କମ୍ପଲସରି ଭି ଆର୍ ଏସ୍ ଦେବା କାମ ସରିଗଲାଣି।
@Jagannath-oc9ht
@Jagannath-oc9ht 4 ай бұрын
Jai Jai Shree Jagannath.
@MatiramMajhi-gp1wo
@MatiramMajhi-gp1wo 4 ай бұрын
Bahut bhala kahile
@ashokkumarchhotaray
@ashokkumarchhotaray 4 ай бұрын
ମୁଁ ଲୋକଙ୍କୁ କୁହେ ଯାହା ସବୁ ହେଉଛି ଏ ସବୁ ପାଇଁ ନବୀନ ଦାୟୀ ।
@kishorchsrichandan307
@kishorchsrichandan307 4 ай бұрын
Sir, if bjp coming to power what will be the role of vkp, CM and other MLAs. Please make an episode for this. As earlier you have forecast for vkp.
@RashmitaDasBBSR
@RashmitaDasBBSR 4 ай бұрын
ପଖାଳଖିଆ, ଭିକାରୀ, ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି
@binayamishra3723
@binayamishra3723 4 ай бұрын
Jai jagannath
@ajoykumarbehera4313
@ajoykumarbehera4313 4 ай бұрын
Excellent analysis
@rabindrakumarpuhan7688
@rabindrakumarpuhan7688 4 ай бұрын
Heart touching speech
@hariharbishi7144
@hariharbishi7144 3 ай бұрын
Right sir namaskar
@ChinmayaNayak-v2w
@ChinmayaNayak-v2w 4 ай бұрын
Thank you very good analysis for the public finally BJD out
Nabin Nka Charcha With Khurdha MLA Prashant Jagdev
42:39
Nirbhay
Рет қаралды 42 М.
My daughter is creative when it comes to eating food #funny #comedy #cute #baby#smart girl
00:17
Как подписать? 😂 #shorts
00:10
Денис Кукояка
Рет қаралды 6 МЛН
An Unknown Ending💪
00:49
ISSEI / いっせい
Рет қаралды 51 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 49 МЛН
My daughter is creative when it comes to eating food #funny #comedy #cute #baby#smart girl
00:17