Why BJD holds 'Jana Jagaran Yatra '...? || Show(EP-277) || ODISHA PULSE

  Рет қаралды 15,567

Odisha Pulse

Odisha Pulse

Күн бұрын

#odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #bjdcrisis #bjdpolitics #pranabprakashdas

Пікірлер: 68
@laxmidharnayak4191
@laxmidharnayak4191 22 күн бұрын
ସମ୍ପୂର୍ଣ ସଠିକ୍ ବିଶ୍ଳେଷଣ। ଧନ୍ୟବାଦ।
@niharranjandas1353
@niharranjandas1353 22 күн бұрын
ବିଜେଡି ଜାଣିଲା ଯେ ସେ ମାନଙ୍କ ସହିତ ଆଉ ଓଡ଼ିଆ ମାନେ ଯିବାକୁ ଆଗ୍ରହ ନାହିଁ, ଲୋକ ହସା, ହେବାଟ। ସାର।
@user-fo9ko2lq6x
@user-fo9ko2lq6x 22 күн бұрын
କ୍ଷମତାରୁ ଗଲା ପରେ ପାଗଳାମି ବଢିଯାଇଛି। ମୁଣ୍ଡ ଆଦୌ କାମ କରୁନି। ଅତ୍ୟଧିକ ନିଶା ଜନିତ ବା ଚାଳାମି
@FAKIRJENA-du2zs
@FAKIRJENA-du2zs 22 күн бұрын
Breaking news ! ପାଣ୍ଡୁ ନବିନ ଯୋଡ଼ି କୁ ଆଇନ ଜାଲରେ ଧରି ଆଗପଛ କରି ଜେଲ ଭିତରେ ପୁରେଇ ଶୁଆଇ ନ ଦେଲେ ବିଜେପି ସରକାର କୁ ଶୀଘ୍ର ପତନ ରୋଗ ଧରିବା ଥୟ।
@SKumar-rb1tz
@SKumar-rb1tz 22 күн бұрын
Correct
@PramodKumarNayak-i8d
@PramodKumarNayak-i8d 22 күн бұрын
ଏ ନିଷ୍ପତି ନବୀନ ପଟ୍ଟନାୟକ ର ନଥିଲା। ତାକୁ ଏ ବିଷୟ ରେ ଅବଗତ କରାଯାଇନଥିବା ଅନୁମାନ।
@kailashchandramohanty4776
@kailashchandramohanty4776 22 күн бұрын
ଓଡିଶା ପ୍ଲସ ସାଂପ୍ରତିକ ସାମାଜିକ ଗଣମାଧ୍ୟମ ମଧ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି l ବଳିଷ୍ଟ ଆଲୋଚନା ସମାଲୋଚନା ଓ କଟାକ୍ଷ ସର୍ବୋପରି ଜନସାଧାରଣ ଙ୍କ ମନ କଥାକୁ ଉପସ୍ଥାପିତ କରୁଥିବାରୁ ଏହା ସାଧାରଣରେ ଆଦୃତି ଲାଭ କରିଛି l
@sumankar6856
@sumankar6856 22 күн бұрын
Durga Babu, badhiaa presentation
@radhashyamsahoo756
@radhashyamsahoo756 22 күн бұрын
Sir Congratulations
@pradeepkumarjena4162
@pradeepkumarjena4162 22 күн бұрын
ବିଜେଡି ର ନେତା ବିଧାୟକ କଂର ବାଉଳିଛି ହେଲେଣି ହାରିବା ଟାକୁ କେବେ ଭବିପାରୁନାହି
@sankarsanbal9213
@sankarsanbal9213 22 күн бұрын
ସରକାର ରେ ରହିବା ଆଉ ବିରୋଧୀ ଦଳରେ ରହିବା ବହୁତ ଫରକ
@Kulamani-nr5oq
@Kulamani-nr5oq 22 күн бұрын
Best analysis, now nabinbabu is in sleeping for ever.
@prafullaparida8638
@prafullaparida8638 22 күн бұрын
Absolutely right
@prasantakumarswain3419
@prasantakumarswain3419 21 күн бұрын
ଜାଗରଣ ଯାତ୍ରା ନବୀନ ନିବାସ ରେ ଆରମ୍ଭ ହୋଇ ନବୀନ ନିବାସ ରେ ସରି ଯାଉଛି, ସେ ଘରୁ ସିନା କିଏ ବାହାରିଲେ କଣ କରିବ ?
@arabindamishra4045
@arabindamishra4045 22 күн бұрын
ଆଉ ବୟସ ନାହିଁ କି ସେ ବଳ ବି ନାହିଁ। କଥାରେ ଅଛି ବଳ ବୟସ ଅଛି କାହିଁ, ପାରିବି କି ପୁତ୍ର ଉପୁଜାଇ। କିନ୍ତୁ, ଯେତେ ଯାହା ହେଲେ କଣ ହବ, କାରଣ ସବୁ ପଛେ ଗଲା ଯାଉ, କିନ୍ତୁ ସେ ତାମିଲ ସଙ୍ଖାଳି ଟି ନବୀନ ନିବାସ ରେ ଥାଉ।
@manjupravamishra8000
@manjupravamishra8000 22 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@sukantabaliarsingh9769
@sukantabaliarsingh9769 22 күн бұрын
ଧଳା ପୋଷାକ ପିନ୍ଧି ନବୀନ ପଟ୍ଟନାୟକ ୨୪ ବର୍ଷ କଳା କାରନାମା କରି ଓଡ଼ିଆଙ୍କୁ ଭକୁଆ ବନେଇ ଚାଲିଥିଲେ। ଆଉ ଏବେବି ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ସ୍ଵଚ୍ଛ ଓ ନିର୍ମଳ ବୋଲି ଭାବୁଛନ୍ତି, ସେମାନେ ସବୁଠାରୁ ବଡ଼ ବୋକା।
@swadhikarbetaj3768
@swadhikarbetaj3768 22 күн бұрын
ଯିଏ ବିଧାନସଭା ଯିବାକୋ କଷ୍ଟ ପାଏ,ତାହାର କାଢିଆ ପଣିଆ ସମସ୍ତଙ୍କୁ ଜଣା।
@nabakishoresahoo5712
@nabakishoresahoo5712 22 күн бұрын
ନବୀନ ପଟନାୟକ କେବେ ଆମ ପଞ୍ଚାୟତ କୁ ଆସିବେ? ଆମେ ତାଙ୍କ ଦର୍ଶନ ଅପେକ୍ଷା ରେ l
@SudhansuSwain-cm4gi
@SudhansuSwain-cm4gi 21 күн бұрын
ଯାତ୍ରା ଦେଖିବାକୁ ଦର୍ଶକ ନାହାନ୍ତି ଆଉ ଓଡିଶା ରେ 😁😁😁😁
@user-co8kp4tj6c
@user-co8kp4tj6c 22 күн бұрын
ଦୁର୍ଗା ମାଧବ ବାବୁ, ମୁଁ ଆପଣଙ୍କ ଚାନେଲର ଜଣେ ନିୟମିତ ଦର୍ଶକ, ପ୍ରତ୍ୟେକ ଏପିଷୋଡ଼ ରେ ଗୋଟିଏ ବିଷୟ ସ୍ଥାନ ପାଇଥାଏ ତାହା ହେଲା ପୂର୍ବ ବିଜେଡ଼ି ସରକାର, ନବୀନ ଓ ପାଣ୍ଡିଆନଙ୍କ ଦୁର୍ନୀତି ଓ ତାଙ୍କ ଦଳର ଦୁର୍ବଳତା ଇତ୍ୟାଦିର ତଥ୍ୟ ଭିତିକ ଆଲୋଚନା କରୁଛନ୍ତି, ଠିକ ଅଛି। ଦୁଃଖର କଥା ଆପଣ ଗୋଟିଏ ଦଳର କଥା ଉପରେ ଗୁରୁତ୍ୱ ଦେଉଛନ୍ତି, ଲୋକେ ବିଜେଡ଼ିକୁ ଗାଦିରୁ ହଟେଇ ବିଜେପିକୁ କ୍ଷମତା ଦେଲେ, ବିଜେପି ବିଜେଡ଼ି ସରକାର ର ଦୁର୍ନୀତି ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ଙ୍କ ବିରୁଦ୍ଧରେ କି ପଦକ୍ଷେପ ନେଇଛି? ଆଶା କରୁଛି ନିଶ୍ଚୟ ଆଲୋଚନା କରିବେ।
@arunakumardash2850
@arunakumardash2850 22 күн бұрын
ନବୀନ ପାଖରେ ରହୁଥିବା ଦୁଇ ସୁରକ୍ଷା କର୍ମୀ ଚଂଗୁ ଆଉ ମଂଗୁ କେବେ ହଟିବେ। ନା ସେଇଠି ହିଁ retaired ହେବେ।
@user-wj3lf4xi7n
@user-wj3lf4xi7n 22 күн бұрын
Voice of Odisha
@akshyachahattaray4645
@akshyachahattaray4645 22 күн бұрын
ନବୀନ ପଟନାୟକ ମୁଁହରେ ଲଜ୍ଜା ନାହିଁ
@sushildas596
@sushildas596 22 күн бұрын
ଉଭୟ ଗୁରୁ ଓ ଶିଷ୍ୟ ନବୀନ ଏବଂ ପାଣ୍ଡିଆନ ଚାହାନ୍ତି ସେମାନେ ଖାଲି କହିବେ ଅନ୍ୟ ମାନେ ଶୁଣିବେ। ଏବଂ ସେହି ମୁତାବକ କାର୍ଯ୍ୟ କରିବେ । କିନ୍ତୁ ସେମାନେ କାହା କଥା କୁଶୁଣିବା ବା କାହା ପ୍ରଶ୍ନ ର ଉତ୍ତର ଦେବାକୁ ବାଧ୍ୟ ନୁହଁନ୍ତି ଓଇଛ୍ଛକ ନୁହଁନ୍ତି।
@laxmidharapanda6086
@laxmidharapanda6086 22 күн бұрын
ସ୍ପଷ୍ଟ ପ୍ରମାଣିତ ହୋଇଗଲା ବିଜେଡି ଦଳ ଓ ନବୀନବାବୁଙ୍କର ପରିଚାଳକ ଅନ୍ୟ କେହି ଭଣ୍ଡ ସନ୍ୟାସୀ ! ଯାହାକିଛି ଘଟୁଛି ସବୁ ନବୀନବାବୁଙ୍କ ଅଜାଣତରେ !
@mihirdwivedi8843
@mihirdwivedi8843 22 күн бұрын
You may please ask Lenin Mohanty to clarify about this. Now a days he is very active in giving statement in the media
@ajaykumarmohapatra3530
@ajaykumarmohapatra3530 22 күн бұрын
May be afraid of Vigilance, ED, CBI.......?
@chhatishmohanta4282
@chhatishmohanta4282 22 күн бұрын
Bjd govt. go out for ever.
@govindab4089
@govindab4089 22 күн бұрын
I thanks to Durgamadhab babu. Nabeen babu mohajatra very few times. Se au jatra kari odiya nku thakiba kan?
@subashchampati282
@subashchampati282 22 күн бұрын
Nabina himself sakriya nahanti au dala kan sakriya hebe.
@brajakishorepadhi4022
@brajakishorepadhi4022 22 күн бұрын
Naveen ଶତାବ୍ଦୀର ସର୍ବ ଶ୍ରେଷ୍ଠ ଚୁଟିଆ।
@JayakrishnaKHICHINDIA
@JayakrishnaKHICHINDIA 22 күн бұрын
Naveen critical person
@arabindamishra4045
@arabindamishra4045 22 күн бұрын
ଆଇନ ଅନୁମୋଦିତ ରାସ୍ତାରେ ନିଜ ନାଁ ର ପରିବର୍ତନ ନ କରି ନିଜକୁ କାର୍ତିକ ପାଣ୍ଡିଆନ ନାଁ ରେ ସର୍ବସାଧାରଣ ରେ ପରିଚୟ ଦେଇ ଜନତାଙ୍କୁ ବିଭ୍ରାନ୍ତ କରୁଥିବା ପାଇଁ ପାଣ୍ଡିଆନ ଙ୍କୁ ଆଇନ ର କାଠଗଡା ମଧ୍ୟକୁ ରାଜ୍ୟ ସରକାର ଆଣିବା ଆବଶ୍ୟକ।
@dolagobindasahu4917
@dolagobindasahu4917 22 күн бұрын
ନବୀନ ପଟ୍ଟନାୟକ, ବୃଦ୍ଧ କାଳରେ ଭାଙ୍ଗି ଯାଇଥିବା ହାଡ କେବେ ହେଲେ ଯୋଡ଼ି ହେବନାହିଁ, ଯଦି ବା ଯୋଡ଼ି ହୁଏ ତାହା ପୂର୍ବ ପରି କାର୍ଯ୍ୟ କରିବ ନାହିଁ। ଦୀର୍ଘ 25ବର୍ଷ BJDଶାସନ କଲ ଓଡ଼ିଶା ରାଜକୋଷରୁ ଅଣଓଡ଼ିଆ IAS Officer ଦ୍ୱାରା କୋଟି କୋଟି ଟଙ୍କା ଲୁଟିଲେ । ଏବେ ଅବସର ନିଅ ଓଡ଼ିଶାକୁ ବଞ୍ଚାଅ ।
@bajrabaninews2271
@bajrabaninews2271 22 күн бұрын
ନାଟକ
@tariniprasadmohanty1136
@tariniprasadmohanty1136 22 күн бұрын
Dead Body active rahile heba kan.Maharaj nka ra battery down heigalani.
@nilamanisethi9211
@nilamanisethi9211 22 күн бұрын
Mulyhin tarzamayou are a one side journalist
@choudhuripatra-ht1ko
@choudhuripatra-ht1ko 22 күн бұрын
Biradhi dalaku arrest karo
@dwarikanathmohanty179
@dwarikanathmohanty179 22 күн бұрын
Nahin nka munda tal khai jaichhi. Khyamata ra kamal
@pramodapradhan9257
@pramodapradhan9257 22 күн бұрын
ପାଣ୍ଡୁ ଜାଣିଛି ନବୀନ କଣ ଗନ୍ଧିଆ କାମ କରିଛି ଯଦି ତାହା ପ୍ରକାଶ ପାଏ ନବୀନ ବଦନାମ ହେବ ତେଣୁ ନବୀନ ପାଣ୍ଡୁକୁ ଛାଡ଼ୁନି
@nrusinghabehera9461
@nrusinghabehera9461 22 күн бұрын
Odisare. Nabina. Babu. Chhota. Balu. Thile. Na. Biju. Babunka. Pare. Se. Bidesaru. Asi. Odianka. Dayarapatra. Hoi. Ab. Tankakama. Odisaru. Sarijaichhi. Tenu. Se. Odisa. Taygakariba. Uchiti
@rohitkumardas4202
@rohitkumardas4202 21 күн бұрын
Paisa nahi
@bijaypanda1843
@bijaypanda1843 22 күн бұрын
😊😊😊
@IswarchandraGhadei
@IswarchandraGhadei 22 күн бұрын
Nabhin is always Nabhin.
@user-np8pj2sw4c
@user-np8pj2sw4c 22 күн бұрын
Janajagaranajatra nuhe jharapada jail jatra Bkarath
@JapanParida
@JapanParida 22 күн бұрын
Aau bayaasa naahin jatra kaaribaku. Enu banaprasthha shreya.
@MuraliNaik-b2s
@MuraliNaik-b2s 22 күн бұрын
aam odisha nabin odisha kam pai
@dillipkumarswain5649
@dillipkumarswain5649 22 күн бұрын
Pandu mana kala janajagaran jatra batil hela
@aprameya6623
@aprameya6623 22 күн бұрын
Aloo Chasa Karibaku gale BJD Neta 😂😂😂
@sandeepsatapathy1249
@sandeepsatapathy1249 22 күн бұрын
Ebe ta kichi nahi election jatra kari paisa nasta
@nilamanisethi9211
@nilamanisethi9211 22 күн бұрын
A jatra chalichi BJP 100day wait for you
@satyabratasamantaray7229
@satyabratasamantaray7229 22 күн бұрын
Pro BJP Channel
@user-ib7ho7lb1d
@user-ib7ho7lb1d 22 күн бұрын
ADHARE G MARAILE BJD.😅
@manojsahoo6184
@manojsahoo6184 22 күн бұрын
Sabu Bala ordinary bjd
@bhushanlalsharma2268
@bhushanlalsharma2268 22 күн бұрын
Bjd ebe purapuri bjp ra chap re achhi bjp jeun rajya re prasarit heba ku chahe prathamsehi state ra sarakar bhangi nij kabu re kare pratham dosti karo fir chhuta Mari eita hela bjp ra chalan ya ra supervision kare rss sabu to khula disuchhi kete rajya re hele lok to bhokua. Navin ebe jete chhatapata hele kana heba sabu to pandian ko Hari sari chhan pandiyan bjp neta se jete karmachari show hele bhi bjp ra karjakaraom Raj neeti re kiye sidha Naveen bhi Khiladi. Haranewala ku bhi Khiladi hi kuha jaye poras sikandar ku kahithie mai ek hara hua raja hun. Om. Central re bjp fansi padichhi boli chup achhi au either hi bjp ra ant idhi thar Narendra Modi totaly fail hei gale teeno juwanak age Rahul akhilesh au bihari patthar milikarmodi ku de danadan. Naveen bhi curruption re rahi nathile tar kie kana ukhadi thita kintu sattamahamaya sabu ke kachade ei thar ke bjd habuda re padalaje amar kayen dosh. Om jai jagannath ratna bhandar sambhal odisha wasi etiki request. Om thanks. Om
@bijaypanda1843
@bijaypanda1843 22 күн бұрын
ପାଣ୍ଡୁ ପଛରେ ରହିକି କରିବ 😄
@bhushanlalsharma2268
@bhushanlalsharma2268 22 күн бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sumankar6856
@sumankar6856 22 күн бұрын
Kain natakbaaj nabina jatra karuchi? Dramabaaj jatra hi kariba😂😂😂😂😂
@amarendramishra7839
@amarendramishra7839 22 күн бұрын
Gaan ku gale chapal mada khaibe
@ramratan3907
@ramratan3907 22 күн бұрын
Sabu fulse
@avishegvcbvgunkamanpalai1252
@avishegvcbvgunkamanpalai1252 22 күн бұрын
Pagal
@user-pu6zg2ws3h
@user-pu6zg2ws3h 22 күн бұрын
Tu maghya Banda katha kahuchu odia ashmita kuade gala
Modus males sekolah
00:14
fitrop
Рет қаралды 15 МЛН
The FASTEST way to PASS SNACKS! #shorts #mingweirocks
00:36
mingweirocks
Рет қаралды 15 МЛН
I Took a LUNCHBAR OFF A Poster 🤯 #shorts
00:17
Wian
Рет қаралды 16 МЛН
Modus males sekolah
00:14
fitrop
Рет қаралды 15 МЛН