Why Is Pandian Given A Z Security ? | Nirbhay Gumara Katha

  Рет қаралды 57,528

Nirbhay

Nirbhay

2 ай бұрын

Why Is Pandian Given A Z Security ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621

Пікірлер: 534
@chhabindramansingh73
@chhabindramansingh73 2 ай бұрын
ସ୍ଵଛ ନିର୍ବାଚନ ପାଇଁ କେନ୍ଦ୍ରୀୟ ପୋଲିସ ଓଡ଼ିଶାରେ ମୁତୟନ କରାଯାଉ,
@piyushrajkumar15
@piyushrajkumar15 2 ай бұрын
ନବୀନ ଆଉ ଫେରିବ ନାହିଁ ଏହା ଓଡ଼ିଆ ଗ୍ୟାରେଣ୍ଟି.
@sukantakumarpadhihari7550
@sukantakumarpadhihari7550 2 ай бұрын
ତୁମ ତୁଣ୍ଡ ସୁତୁଣ୍ଡ ହେଉ
@sssppp79
@sssppp79 2 ай бұрын
Let's spread this as a tagline...👍
@ashwinisahu6584
@ashwinisahu6584 2 ай бұрын
Jagannatha taha karantu...
@crazygirl1732
@crazygirl1732 2 ай бұрын
Bhai tume jaha kahila jagannath karantu taha sata hau, kintu Bhai e jae v kichhi odia achhanti jaumane e jae b nijaku bjd ra slave heiki banchibaku pasand karuchhanti, au kichhi ta Paisa pain bhokila
@adwaitsahu8470
@adwaitsahu8470 2 ай бұрын
Odiyaas have only guaranty that they are ready to be subdued by any outsider,
@bandanaeducation877
@bandanaeducation877 2 ай бұрын
BJD କୁ Vote ଦିଅନ୍ତୁ ନାହଁ
@pradippradhan4388
@pradippradhan4388 2 ай бұрын
ପାଣ୍ଡିଆନ୍ କୁ ଅଜଣା ଭୟ ଘାରିଛି,
@kshitishsingh3142
@kshitishsingh3142 2 ай бұрын
ପ୍ଯାଣ୍ଟ ଖୋଲି ତାମିଲ ଲୁଙ୍ଗିକୁ ପିନ୍ଧାଇ ସାରିଲେଣି । ତଥାପି ଓଡିଆ ଚେତୁନାହାଁନ୍ତି ।
@user-yd7dg4cu9v
@user-yd7dg4cu9v 2 ай бұрын
Sesare pandia chadi pindhei buleina,
@hardworkneverdies5679
@hardworkneverdies5679 2 ай бұрын
ହଁ ମୋଦି ଭଳି ପାଉଡର, ଦାଢ଼ି ଷ୍ଟ୍ରିମିଙ୍ଗ କରିକି, କ୍ୟାମେରା ମିଆନ ଧରି ଫଟୋ ଶୁଟ କରିକି ପୋଷ୍ଟ କରିବା ଆମ ମୁଖ୍ୟ ମନ୍ତ୍ରୀ ଙ୍କ ସ୍ଵଭାବ ନାହିଁ
@lingarajsahu5120
@lingarajsahu5120 2 ай бұрын
​@@hardworkneverdies5679ଓଡ଼ିଆ ଲୋକ ସୁରଥ ଯିବେ ମୋଦି ଙ୍କ ରାଜିକୁ କାମ ପାଁଇ
@adwaitsahu8470
@adwaitsahu8470 2 ай бұрын
Nice comment! That's what the Odiya guaranty. May be Punjabi, may be Tamil or may be Bihari, we are fir all!
@hardworkneverdies5679
@hardworkneverdies5679 2 ай бұрын
@@lingarajsahu5120 modi ରାଜ୍ୟ ରୁ 1ଲାଖ ରୁ ଅଧିକ ଓଡ଼ିଶା ରେ ସର୍ଭେରୁ report dekha
@sibana7928
@sibana7928 2 ай бұрын
ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବ ତାମିଲ ଶାସନ କରିବ
@Biswa-Ranjan04
@Biswa-Ranjan04 2 ай бұрын
ସମ୍ପୂର୍ଣ୍ଣରୂେପ ସତ କଥା
@user-xy6oh5zp3n
@user-xy6oh5zp3n 2 ай бұрын
Kana kariba , Odia loka bi semiti , 500 rs nei vote debe .
@BhushanBehera-gw8wb
@BhushanBehera-gw8wb 2 ай бұрын
ବିଜୁ ଜନତା ଦଳର ବିନାଶ ହେବା ସମୟ ଆସିଗଲାଣି ବିନାଶ କାଳେ ବିପରୀତ ବୁଦ୍ଧି 🙏
@swarajkumarbej3768
@swarajkumarbej3768 2 ай бұрын
ଏଥିରୁ ଯାହା ଜଣାପଡେଯେ,ପାଣ୍ଡିଆନ କଥାରେ ନବୀନବାବୁ ଜୀ ହାଁ ମାରନ୍ତି।ସୁତରାଂ ଆଗାମୀ ଦିନରେ ନବୀନ ବାବୁଙ୍କୁ ବରମୁଣ୍ଡା ପିନ୍ଧାଇ ଦେଇ, ଦି ହାତରେ ଦି'ଟା ଝୁମୁକା ଧରେଇ ଦେବେ।
@ManojPradhan-uv6fg
@ManojPradhan-uv6fg 2 ай бұрын
ଗେଣ୍ଡାସ୍ୱାମୀ ଙ୍କୁ ବରମୁଣ୍ଡା ପିନ୍ଧାଇ ଥାଳ ଧରେଇ ବରମୁଣ୍ଡା ବସଷ୍ଟାଣ୍ଡ ରେ ଛାଡ଼ିଦେବ ପାଣ୍ଡୁ🤣🤣🤣
@jyotirmayjena1869
@jyotirmayjena1869 2 ай бұрын
ବିଜେଡି ସରକାର ଆଉ ଆସିବ ନାହିଁ । ଏଇଟା ହେଉଛି ଶାସନର ଶେଷ ସଂସ୍କରଣ । ଲେଖିକି ରଖନ୍ତୁ ।
@ManojPradhan-uv6fg
@ManojPradhan-uv6fg 2 ай бұрын
ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ, ଛେନାପୋଡ଼ ଏକ କିଲୋ ପଠାଇବି ଯଦି ସତ୍ୟ ହୁଏ 🙏🏼🙏🏼🙏🏼
@ashwinisahu6584
@ashwinisahu6584 2 ай бұрын
Jagannatha taha karantu ..
@Vinood900
@Vinood900 2 ай бұрын
ସେୟା ହିଁ ହଉ
@NiranjanMallick-cw9nv
@NiranjanMallick-cw9nv 2 ай бұрын
ଏ ସରକାର ଯାହାର ଉତ୍ତର ଦେବା କଥା ଦେଉନାହି।ଫାଲତୁ କଥାରେ ବେଲଜ୍ଯା ମୁଖପାତ୍ର ଅଜବ ଯୁକ୍ତି କରୁଛନ୍ତି ।
@kishorkumarbeherakishor1405
@kishorkumarbeherakishor1405 2 ай бұрын
ଆମ୍ଭମାନଙ୍କ ଦୁର୍ଭାଗ୍ଯ ଜଣେ କାର୍ଟୁନ କୁ ଓଡିଶାର ମୁଖିଆ ପାହିଆ ବସେଇଚୁ , ଆମ ମହାପ୍ରଭୁଙ୍କୁ ଅବମାନନା କରିଥିବା ଲୋକଙ୍କୁ କ୍ଷମା ନାହିଁ । କିଶୋର କୁମାର ବେହେରା 🙏🏻
@minakhipadhy5393
@minakhipadhy5393 Ай бұрын
Yes absolutely right 👍
@santoshsubhasis4317
@santoshsubhasis4317 2 ай бұрын
ପାଣ୍ଡିଆ ଶପଥ ନେଇଛି BJD ର ସମସ୍ତଙ୍କୁ ଲୁଙ୍ଗି ପିନ୍ଧେଇ ମାଙ୍କଡ଼ ନାଚ କରେଇବ । ଏହା ଶୁଭାରମ୍ଭ ଆଗକୁ ବହୁତ ଲୁଙ୍ଗି ଡ୍ୟାନ୍ସ ଦେଖିବାକୁ ମିଳିବ ।
@Sanjay18_
@Sanjay18_ 2 ай бұрын
ପରବର୍ତ୍ତୀ ତାମିଲନାଡୁ ହେଉଛି ଓଡିଶା ।।
@skdreamland8486
@skdreamland8486 2 ай бұрын
ଏ ବର୍ଷ ର ସୁପର ହିଟ ନାଟକ ଲୁଙ୍ଗି ହଜିଗଲା ଲିଙ୍ଗି ପୁରୁ ରେ😊😮😮😮
@seemadas4741
@seemadas4741 2 ай бұрын
😅😅😅😅
@Er.AnkeshKumarBehera1999
@Er.AnkeshKumarBehera1999 2 ай бұрын
ଲୁଙ୍ଗି ହଜିଗଲା ନବୀନ ନିବାସରେ
@janmejayasahu-wt8ni
@janmejayasahu-wt8ni 2 ай бұрын
😂😂😂
@jyotirmayjena1869
@jyotirmayjena1869 2 ай бұрын
୨୦୨୪ ନିର୍ବାଚନରେ ନବୀନା ର ଲୁଂଗୀ ଖୋଲି ସବୁଦିନ ପାଇଁ ଲଂଗଳା କରିଦେବେ ଓଡିଶାବାସୀ ।
@ManojPradhan-uv6fg
@ManojPradhan-uv6fg 2 ай бұрын
ଆପଣଙ୍କ ବଚନ ସତ୍ୟ ହେଉ ପ୍ରଭୁ 🙏🏼🙏🏼
@prabhatsinha9996
@prabhatsinha9996 Ай бұрын
Kahile habani kariki dekhaooo
@bishnudash766
@bishnudash766 2 ай бұрын
ଲୁଙ୍ଗି ଡ୍ୟlନସ୍ ଲୁଙ୍ଗି ଡ୍ୟlନସ୍ BJD ର ନୁଆ ନିର୍ବାଚନ ଗୀତ ଆସିଗଲା !!
@kamalakantapanda8822
@kamalakantapanda8822 2 ай бұрын
ସସ୍ମିତ ହେଉଛି ଖ୍ରୀଷ୍ଟିଆନ ଆଉ ଗୋରୁ ମାଉଁସ ଖିଆ ଲୋକ. ତା ଠାରୁ ଅଧିକ କଣ ଆଶା କରିବା. ଆଉ ସ୍ୱୟଂ ହେଉଛି ବ୍ରହ୍ମଣ କିନ୍ତୁ ଆଙ୍କ ସାଙ୍ଗରେ ପଡି ସେ ବି ସେଇଆ. ଏମାନେ ରାଜ୍ୟ ଦ୍ରୋହି.😂
@supriyasahoo4400
@supriyasahoo4400 2 ай бұрын
ସାଧାରଣ ଲୋକଙ୍କ ଟଙ୍କା କୁ ହରି ଲୁଟ
@raghumaninayak9593
@raghumaninayak9593 2 ай бұрын
ମରଣ କାଳେ ବିପରୀତ ବୁଦ୍ଧି...ପାଣ୍ଡୁ ଚାଳରେ ବୁଡ଼ିଯିବ କି ବିଜେଡି ଦଳ...
@chhabindramansingh73
@chhabindramansingh73 2 ай бұрын
ଦେଖ ସବୁ ଓଡ଼ିଆ ଅକର୍ମା ନବିନା କଣ୍ଢେଇ ରୂପ, ରବର କଣ୍ଢେଇ
@swarajkumarbej3768
@swarajkumarbej3768 2 ай бұрын
ଦୀପ ଲିଭିବା ପୂର୍ବରୁ ଜୋରଦାର ଜଳେ।
@pratapchandramohanta7831
@pratapchandramohanta7831 2 ай бұрын
ମୁଖପାତ୍ର ଦ୍ୱୟ ତାମିଲି ଯିବେ ଏମାନଙ୍କର ଅରିଜିନାଲିଟି ନାହିଁ,
@BiswajitBaliarsingh.
@BiswajitBaliarsingh. 2 ай бұрын
ଆପଣଙ୍କ ଉପସ୍ଥାପନା ଶୈଳୀ ଖୁବ୍ ଚମତ୍କାର। ତଥ୍ଯକୁ ଏମିତି ବାଗରେ ଉପସ୍ଥାପନା କରୁଛନ୍ତି ଯେ , ପ୍ରବଳ ହସାଉଛନ୍ତି।
@tanmaysahu6996
@tanmaysahu6996 2 ай бұрын
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ହେଉଛି BJD ର ପ୍ରହସନ... ଖାଲି ଲୋକ ଦେଖାଣିଆ । ମନ ଭିତରେ କିନ୍ତୁ ତାମିଲ ପ୍ରେମ...ଆଜି ବିଜୁ ବାବୁ ଙ୍କ ଆତ୍ମାକୁ ଭାରି ବାଧୁଥିବ ତାଙ୍କ ସ୍ଵଗଠିତ ଦଳ ଓ ମାତୃଭୂମିର ଏ ପ୍ରକାର ଦୁର୍ଦ୍ଦଶା ଦେଖି😢
@dhaneswardas7823
@dhaneswardas7823 2 ай бұрын
ଏ ସବୁ ଲୁଙ୍ଗି ଖଦି ଭଣ୍ଡାର, ବାୟୋନିକା, ସରକାରଙ୍କ ସମ୍ବଲପୁରୀ ଦୋକାନରେ ମିଳିବ କି?
@minakhipadhy5393
@minakhipadhy5393 Ай бұрын
Tamil Nadu re miliba😂😂
@jayaramasahoo7106
@jayaramasahoo7106 2 ай бұрын
ତେଲଙ୍ଗା ଲୁଂଘି ପିନ୍ଧିଲେ ପାଣ୍ଡୁ ଖୁସି ହେବେ
@brajakishorepadhi4022
@brajakishorepadhi4022 2 ай бұрын
ବହୁରୂପୀ ନବୀନ ଏଥର ଓଡିଶା ମାଟିରେ କବର ନେବ। ନବୀନ ବୁଢା ଲୁଂଗୀ ପିନ୍ଧା ରୂପ ଅତି ଦୟନିୟ। ପୁରୀ ବଡ ଦାଣ୍ତ ରେ ହାତରେ ଲୁଗା ଗୁଡେଇ ଭିକ ମାଗୁନୁ ବେ ନବୀନ ବୁଢା।
@dhaneswardas7823
@dhaneswardas7823 2 ай бұрын
ଏବେ ସବୁ ମଠ ଓ ମନ୍ଦିରରେ ସବୁ ପୂଜକ ଓ ଭକ୍ତ ଲୁଙ୍ଗି ପିନ୍ଧିବାକୁ ବିଧାନ ସଭାରେ ନିୟମ ଲାଗୁ କରିବେ ସରକାର। ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବା ଉଚିତ।
@prafulasingh2267
@prafulasingh2267 2 ай бұрын
ବିନାଶ କାଳେ ବିପରିତ ବୁଦ୍ଧି ଶଙ୍ଖ ପତି ଆମ ବିକଳ ମୁଖ୍ୟମନ୍ତ୍ରୀ
@abhirampanda5462
@abhirampanda5462 2 ай бұрын
ଅସ୍ମିତା ର ଅର୍ଥ ଏ ପର୍ଯ୍ୟନ୍ତ ଅନେକ🎉 ଲୋକ ମାନେ ବୁଝି ନାହାଁନ୍ତି
@geetaranisamal6638
@geetaranisamal6638 2 ай бұрын
ଏମାନଙ୍କର ମୁଣ୍ଡ ଆଉ କାମ କରୁନାହିଁ ଆଜ୍ଞା।
@successfullife6722
@successfullife6722 2 ай бұрын
ଅତି ଅତି ଭୟଙ୍କର ସ୍ଥିତି ଆଜି ଓଡିଶାର କେବଳ ଅସାଧୁ ନେତା ଓ ମାଗଣା ଖିଆ ଜନତାଙ୍କ ପାଇଁ l ସଚେତନ ନାଗରିକ ମାନେ ଆପଣଙ୍କ ଭଳି ଆଗକୁ ଆସିବା ଅତି ଜରୁରୀ l ଜୟ ଓଡିଶା l🙏
@user-ho5ei9yp9g
@user-ho5ei9yp9g 2 ай бұрын
ଆଉ କିଛି ଦିନପରେ ନବୀନ କୁ ନଙ୍ଗଳା କରୀକୀ ଛାଡିଵ
@srinibasmohapatra8187
@srinibasmohapatra8187 2 ай бұрын
ଓଡିଶା ରେ ଜଗନ୍ନାଥ ମହାପ୍ରଭୁ ଟେମ୍ପୁ ରେ ନେଇ ଘର ଘର ବୁଲିଲେ. ନବୀନ ପଟ୍ଟନାୟକ ଲୁଙ୍ଗି ପିନ୍ଧି ଭିକାରୀଙ୍କ ଭଳି ସଜେଇ ଦେଲେ ତାମିଲ ବାବୁ. ଜଗନ୍ନାଥ ସଦ୍ବୁଦ୍ଧି ଦିଅ .
@bulusethy9220
@bulusethy9220 2 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤
@sibana7928
@sibana7928 2 ай бұрын
Jay Jagannatha🙏
@kalyanpanda5885
@kalyanpanda5885 2 ай бұрын
ଦକ୍ଷିଣୀ ପ୍ରଭାବ
@bipracharanjena2736
@bipracharanjena2736 2 ай бұрын
BJD ଦଳ କୁ ସଫା କରିଦେବେ ଆଉ ଖୁବ କମ ଦିନରେ
@brundabanmandika5298
@brundabanmandika5298 2 ай бұрын
ଅନୁମାନ କରାଯାଉଛି ଓଡ଼ିଶାରେ ସରକାର ବଦଳିବ।
@santoshkumarsahoo8671
@santoshkumarsahoo8671 2 ай бұрын
ଅନୁମାନ ନୁହେଁ, ଏଥର ଓଡ଼ିଶାରେ ବିଜେପି ସରକାର ନିଶ୍ଚିତ
@prabhatsinha9996
@prabhatsinha9996 Ай бұрын
Kahile habani kariki dekheibaku haba
@pradeepbindhani6582
@pradeepbindhani6582 2 ай бұрын
ଠିକ୍ କଥା ସାର ❤❤❤❤
@surendranarayanpanda8021
@surendranarayanpanda8021 2 ай бұрын
ଓଡ଼ିଶାର ଭୋଟର ମାନଙ୍କୁ ଗୋଟିଏ ଗୋଟିଏ ଲୁଙ୍ଗି ଦିଆଯାଉ.ଏବଂ ସମସ୍ତେ ଲୁଙ୍ଗି ପିନ୍ଧି ନିର୍ବାଚନ ପ୍ରଚାର କରନ୍ତୁ.
@successfullife6722
@successfullife6722 2 ай бұрын
ହେ ପ୍ରଭୁ ଓଡିଶା ମାଟିକୁ ରକ୍ଷା କରନ୍ତୁ l🙏
@ManojPradhan-uv6fg
@ManojPradhan-uv6fg 2 ай бұрын
ଗେଣ୍ଡାସ୍ୱାମୀ ସ୍ଵଇଚ୍ଛା ରେ ଲୁଙ୍ଗି ପିନ୍ଧି ଲୁଙ୍ଗି ଡାନ୍ସ କରିଛନ୍ତି, ଆପଣ ବେକାରରେ BJD, ପାଣ୍ଡୁ ଙ୍କୁ ଦୋଷ ଦେଉଛନ୍ତି... ସେ ହିଁ ସମସ୍ତଙ୍କ ସର୍ଦାର
@basantapattnaik7812
@basantapattnaik7812 2 ай бұрын
ସାର ପ୍ରଣାମ 🙏🌹
@biswajitbiswal5819
@biswajitbiswal5819 2 ай бұрын
Sir namaskar ବୈଜନ୍ତ ପଣ୍ଡା ଯେତେବେଳେ helicoptar ରେ ବୁଲୁଛନ୍ତି ତାଙ୍କୁ ବି z security ଦେବା କଥା ନା ତାଙ୍କର personal helicoptar ଅଛି ବୋଲି ଦେଉ ନାହାନ୍ତି
@kamarajjena5461
@kamarajjena5461 2 ай бұрын
ଏହିତ ଆମ ଅସ୍ମିତା ପ୍ରତି ଅପମାନ.
@malaykumarpraharaj1864
@malaykumarpraharaj1864 2 ай бұрын
ବିନାଶ କାଳେ ବିପରୀତ ବୁଦ୍ଧି 😢
@prafullachandrasahoo9688
@prafullachandrasahoo9688 2 ай бұрын
ଆଜିର ହିଟ ନାଟକ **ନଦେଖିଲା ଲୋକ ଦେଖ ନା କଇଁଛ କାଡିଛି ବେକ **ମୁଖ୍ୟ ଭୂମିକାରେ ସସ୍ମିତ ବାବୁ ଓ ସ୍ୱୟଂ ବାବୁ ଲୁଙ୍ଗି ପିନ୍ଧି, ମୁଖ୍ୟପରାମର୍ଶ ଦାତା *ପାଣ୍ଡିଆନ ବାବୁ * ପରଦା ନାୟକ *ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ସହିତ.
@hlacademy3359
@hlacademy3359 2 ай бұрын
କାଳିଆ ପିନ୍ଧିଚି କାଳିଆ ଲୁଙ୍ଗି ଲୋ କହୁଛି ଅସ୍ମିତା କଥା ଅଜାଗା ଘା କୁ ଦେଖି କି ପାରିବି ଅଯଥା ପାଇବି ବ୍ୟଥା ତାମିଲ ଚମଚା କହେ ବଡ କଥା ଓଡିଶାର କୁସଂସ୍କାରି ଲୋକେ ବୁଝିଲେଣି ଅସଲ କଥାଟି ପାନେ ଦେବେ ଚିନ୍ତା କରି
@minakhipadhy5393
@minakhipadhy5393 Ай бұрын
Bahut sundar rachana.
@premanandajena6209
@premanandajena6209 2 ай бұрын
Jay shree Jagannath
@sop828
@sop828 2 ай бұрын
Super Chief Minister, Afraid of Naba Das Incident. Hence Super 'Z' Security.
@user-kr1rx1vl5q
@user-kr1rx1vl5q 2 ай бұрын
ନବୀନ ବାବୁ କ'ଣ କିଛି ଜାଣି ପାରୁନାହାନ୍ତି? ତାଙ୍କୁ ଏମିତି କାର୍ଟୁନ୍ କରି ଦେଖେଇବା ଉଦ୍ଦେଶ୍ୟ କ'ଣ?ଲଜ୍ୟା ଘୋର ଲଜ୍ୟା।
@sukantakumarpadhihari7550
@sukantakumarpadhihari7550 2 ай бұрын
Really I even couldn't thinks on it। whats going on! Is Pandian target to spoil Naveen PattnIk image??????
@dhaneswardas7823
@dhaneswardas7823 2 ай бұрын
ଲୁଙ୍ଗି ଡେନ୍ସ ବାକି ରହିଲା
@rashmibijaykumarmishra5543
@rashmibijaykumarmishra5543 2 ай бұрын
Bilkul
@meditationmusic6745
@meditationmusic6745 2 ай бұрын
Bjd ଦଳ ଏମିତି ମିଛ କୁହନ୍ତି ରକ୍ତ ଗରମ ହୋଇଯାଉଛି
@sukantakumarpadhihari7550
@sukantakumarpadhihari7550 2 ай бұрын
Exactly my friend
@pk-xt8km
@pk-xt8km 2 ай бұрын
@@sukantakumarpadhihari7550 modi ..jaha kale b cool lage
@subashshrambutika5030
@subashshrambutika5030 2 ай бұрын
You are right Sir
@prasantamohapatra7767
@prasantamohapatra7767 2 ай бұрын
ବିରୋଧୀଦଳ, ନିର୍ବାଚନ କମିଶନ, କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ସଂସ୍ଥାମାନେ କଣ କରୁଛନ୍ତି ?
@debiprasadpanda3490
@debiprasadpanda3490 2 ай бұрын
Brilliant Presentation. Hope this will educate the people of Odisha.
@managobindadas6299
@managobindadas6299 2 ай бұрын
ଜଣେ ସଚିବ ଭାବେ ସରକାରଙ୍କ ଆର୍ଥିକ ଅପଚୟର ଏକ ନମୁନା
@ashokkumarpanda5127
@ashokkumarpanda5127 2 ай бұрын
Jay Shree Jagannath 🙏🏼
@dipakpanda9075
@dipakpanda9075 2 ай бұрын
ବିଜେଡି ନିର୍ବାଚନରେ ହାରିଗଲେ z security କଣ ହେବ ?
@chitraguptadas2921
@chitraguptadas2921 2 ай бұрын
ବିଜେଡି ନେତାମାନେ ଖୋର୍ଦ୍ଧା ଗାମୁଛା ପିନ୍ଧି ସଭାସମିତିକୁ ଆସନ୍ତୁ, ବିଧାନସଭାକୁ ବି ଆସିପାରନ୍ତି I
@bulusethy9220
@bulusethy9220 2 ай бұрын
ଏହା ମଧ୍ୟ ଆମ ଓଡ଼ିଆ ର ପ୍ରାଣ ଜଗନ୍ନାଥ ଙ୍କ ଇଚ୍ଛା ରେ ହିଁ ହେଉଛି "ମରଣ କାଳେ ବିପରୀତ ବୁଦ୍ଧି" ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@kabitasahoo8385
@kabitasahoo8385 2 ай бұрын
Excellent observation on lungi. 🙏👍❤
@abinashnayak3913
@abinashnayak3913 2 ай бұрын
ନିରପେକ୍ଷ ହେଲେ ଭଲ ହୁଅନ୍ତା l
@user-xb5js1lj2r
@user-xb5js1lj2r 2 ай бұрын
ନମସ୍ତେ , ଧନ୍ୟବାଦ ସାମ୍ରାଜିକ ମହାଶୟ । ବିଜେଡି ଆଜି ଗର୍ବ, ଅରିକାର ଓ ଔଧତ୍ୟରେ ଅନ୍ଧ । ହଁ ନ ହେବ କାହିଁକି ? ପଦେ କହିବା, ଭଡ଼େ ଚାଲିବା ଓ ଭୋଟରଙ୍କ ସହିତ ମିଶି ତାଙ୍କ ଦୁଃଖ ସୁଖରେ ଭାଗୀ ହେବ ପାଇଁ ଯେଉଁ ନବୀନ ଅସମର୍ଥ ତଥାପି ଆମେ ନିର୍ଲଜ ଭାବେ ବାରମ୍ଵାର କ୍ଷମତା ଅର୍ପଣ କରି ଚାଲିଛେ ସେଥିରେ ସେମାନଙ୍କର ଦୋଷ କଣ? ଦୋଷୀ ଆମେ । କିନ୍ତୁ ସେମାନେ ମନେ ରଖିବା ଉଚିତ ଯେ , "ରାବଣ କର୍ମ ଥିଲାବେଳେ ଦେବ ଖଟିଲେ ପାଦତଳେ , କର୍ମ ସରିଲା ଯେତେବେଳେ କପି ପଶିଲେ ତାର ଗଡ଼େ । "
@kabitasahu8483
@kabitasahu8483 2 ай бұрын
Laxmi Bus anather issue
@sanju7678
@sanju7678 2 ай бұрын
Odisha culture auu nahin... Modi jiii...Make BJP Govt in Odisha please🙏🙏🙏
@brajabandhusahoo6043
@brajabandhusahoo6043 2 ай бұрын
ଧନ୍ୟବାଦ
@ashokkumarrath5435
@ashokkumarrath5435 2 ай бұрын
Do not worry BJP will form government in Odisha and u will became happy. Let BJD committing blunders
@sukantakumarpadhihari7550
@sukantakumarpadhihari7550 2 ай бұрын
❤❤❤❤🙏🙏🙏🙏
@debaduttamohapatra5585
@debaduttamohapatra5585 2 ай бұрын
One must see defeat once in a life
@MrPpcops
@MrPpcops 2 ай бұрын
ଏବେ ଏହି ମୁଖପାତ୍ର ଦ୍ୱୟ ଲଙ୍ଗି ଡାନ୍ସ ମଧ୍ୟ କରିବେ ।
@basantibalapanigrahi5289
@basantibalapanigrahi5289 2 ай бұрын
Strict rules should be followed in the election booths of Odisha.
@rajendrarajput8469
@rajendrarajput8469 2 ай бұрын
ଆପଣ ମାନେ ଖୁସି ତ
@dr.purnendutripathy5263
@dr.purnendutripathy5263 2 ай бұрын
ନବୀନ ବାବୁ ଏମିତି ଲୋକହସା କାହିଁକି ହେଉଛନ୍ତି? ମସ୍ତିଷ୍କ କାମ କରୁଛି ତ? ଆମ ପରମ୍ପରା,ଐତିହ୍ୟ ଓ ସଂସ୍କୃତିକୁ ଆଉ କେତେ ଅପମାନିତ କରିବେ? ବିଜେଡି ଦଳକୁ ଗାଳି ଦେବାପାଇଁ ଭାଷାର ଅଭାବ।
@rashmibijaykumarmishra5543
@rashmibijaykumarmishra5543 2 ай бұрын
May be because of old age , he is not able to think logically. But why do people of Odisha not understand ?
@user-um8ml7wy7t
@user-um8ml7wy7t 2 ай бұрын
As Shivsena said LUNGI UTHAO PUNGI BAJAO😅
@jayshreetripathy512
@jayshreetripathy512 25 күн бұрын
Nabin da apko koti koti mundia
@rabindrapradhan7646
@rabindrapradhan7646 2 ай бұрын
ଏଠି ବିରୋଧି ଦୃବଳ। ବିଜେଡିର ସବୁ ଜେଲ ଯିବା ପାଇଁ ବହୁତ ପ୍ରମାଣ ଅଛି।
@sankarnathmaharana7859
@sankarnathmaharana7859 2 ай бұрын
ଓଡ଼ିଶାର ଲୋକଙ୍କ ମାନସିକତା ଦୁର୍ବଳ,ଲୋକଙ୍କର ଭୁଲ କୁ କେବେ ପରଖିଛନ୍ତି କି?
@acharyaone7500
@acharyaone7500 2 ай бұрын
@sureshchandradash6900
@sureshchandradash6900 2 ай бұрын
ଦୟାକରି କୁହନ୍ତୁ କୋଉ ବ୍ୟକ୍ତି ଏହାକୁ order କରିଛି
@ravipatnaik79
@ravipatnaik79 2 ай бұрын
ଅତି ଦର୍ପେ ହତା ଲଙ୍କା ...
@sushilsamal3789
@sushilsamal3789 2 ай бұрын
ଇଏ ହେଇନି କିଛି, ଇଏ ହେଇନି କିଛି, ଦେଖ ଆଗକୁ କଣ ହେଉଛି, ଦେଖ ଆଗକୁ କଣ ହେଉଛି………......
@sanju7678
@sanju7678 2 ай бұрын
Jai Sriram.... Jai BJP.......
@pramodakumarnayak-zv5cm
@pramodakumarnayak-zv5cm 2 ай бұрын
ନବୀନ ପଟ୍ଟନାୟକ ସଂସ୍କାର ଓ ସଂସ୍କୃତି ସବୁ ଭୁଲିଗଲା।
@manoranjan34680
@manoranjan34680 2 ай бұрын
ନବୀନବାବୁ ସଂସ୍କାର ଓ ସଂସ୍କୃତି କେବେ ଜାଣିବି ନଥିଲେ ଭୁଲିବେ କିପରି?
@manojkumarsaint7803
@manojkumarsaint7803 2 ай бұрын
Jay Shree Ram
@manjupravamishra8000
@manjupravamishra8000 2 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@amarjyoti3995
@amarjyoti3995 2 ай бұрын
👍
@saratchandrasahu9837
@saratchandrasahu9837 2 ай бұрын
ଲୁଙ୍ଗୀ ଡ୍ୟାନ୍ସ..... ଲୁଙ୍ଗୀ ଡ୍ୟାନ୍ସ....
@laxmidharnayak4191
@laxmidharnayak4191 2 ай бұрын
Ati sunder bislesanatmk episode.ases dhanyawad ji 🙏. Biradi anapurusa dekhi musa karam karuchhi basi. Sabu mulare centre bjp. Odisha bhasi gale chinta nahin.
@user-do1yw1bn1w
@user-do1yw1bn1w 2 ай бұрын
2024 election will be a great era for Odisha. Please wait.
@ArunDas-hc5zz
@ArunDas-hc5zz 2 ай бұрын
କଣ କରିବା ଭାରତ ର ଏକ ନମ୍ବର ମୁଖ୍ୟ ମନ୍ତ୍ରୀ ଙ୍କୁ ଓଡ଼ିଆ ଆସେ ନାହିଁ ନା ଲେଖି,ପଢ଼ି ପାରିବେ ।କୌଣସି ବିଷୟରେ ଭାଷଣ ସ୍ଵତଃ ଦେଇ ପାରିବେ ନାହିଁ,ବର୍ତ୍ତମାନ ସେ ଏକ ପ୍ରକାର ବନ୍ଦୀ,ନା ସାକ୍ଷାତ କରି ପାରିବେ,ନା କହି ପାରିବେ , କାହାକୁ କହିବା ,ଜଣେ ଜିତିଲେ ,ଆଉ ଜଣେ ହାରି ଥାଏ ନବୀନ ହିରୋ,ଓଡ଼ିଆ ଜିରୋ
@rashmibijaykumarmishra5543
@rashmibijaykumarmishra5543 2 ай бұрын
Haha
@sarojnaik3521
@sarojnaik3521 2 ай бұрын
ଅସହାୟ
@manasdas5715
@manasdas5715 2 ай бұрын
ନିର୍ଲଜ ଧିଟ ଗୁଡାକ
@bharatchandrabarik5921
@bharatchandrabarik5921 2 ай бұрын
ଏ ଦୁଇଜଣ ଘାତକ ଭଳି ଲାଗୁଛନ୍ତି
@20NEW-MUSIC
@20NEW-MUSIC 2 ай бұрын
ଭିତରର ଖବର ହେଲା ନବୀନ ପଟ୍ଟନାୟକ ଙ୍କ ଦେହ ଏତେ ଖରାପ ଯେ ଝାଡା ହେଇଯାଉଛି ସେ ଜାଣିପାରୁ ନାହାଁନ୍ତି। ଏଖବର ପୁରା ସତ୍ଯ।
@raghubirdas7621
@raghubirdas7621 2 ай бұрын
This is a serious matter Home minister Sahajee should give give a larification If this happen a serious matter in future
@kalpanadash5745
@kalpanadash5745 2 ай бұрын
ଓଡ଼ିଶାର ଶିକ୍ଷକଙ୍କ ସମସ୍ୟା ସମ୍ପକରେ ଆଲୋଚନା କରିବେ ଅନୁରୋଧ
@akshayakumarnayak492
@akshayakumarnayak492 2 ай бұрын
Good.advice
@Biswa-Ranjan04
@Biswa-Ranjan04 2 ай бұрын
ବିଜୁ ଜନତା ଦଳ ମୁଖ୍ୟ ସମସ୍ୟା ରୁ ଦୃଷ୍ଟୀ ହଟେଇବା ପାଇଁ ବିଜେଡି ଏ ତାମସା କରୁଛନ୍ତି
@user-fo9ko2lq6x
@user-fo9ko2lq6x 2 ай бұрын
ବୁଦ୍ଧି, ବିବେକ ଇତ୍ୟାଦି ସବୁ ଭ୍ରଷ୍ଟ ହୋଇଗଲାଣି ।
@premanandajena6209
@premanandajena6209 2 ай бұрын
First few
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 712 М.
Why You Should Always Help Others ❤️
00:40
Alan Chikin Chow
Рет қаралды 134 МЛН
Please be kind🙏
00:34
ISSEI / いっせい
Рет қаралды 160 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 712 М.