Wind of change in Jajpur, Is Pandian Scared ! | Nirbhay Gumara Katha

  Рет қаралды 242,801

Nirbhay

Nirbhay

25 күн бұрын

Wind of change in Jajpur, Is Pandian Scared ! | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 972
@20NEW-MUSIC
@20NEW-MUSIC 24 күн бұрын
ଯେତେ ଚାଁନେଲ ଅଛି ଆପଣ ଜଣେ ନିର୍ଭିକ ଲୋକ | ଆପଣ ନିଜ ପୁତ୍ରକୁ ହରେଇବା ପରେ ମଧ୍ୟ ଓଡ଼ିଆଙ୍କୁ ଉଠେଇବା କାର୍ଯ କରି ଆସୁଛନ୍ତି | ଆପଣ ଗୋପବନ୍ଧୁ ଦାସଙ୍କ ପରି ଓଡିଶା ର ଜଣେ ବରପୁତ୍ର ଏଥିରେ କୌଣସି ଅତୁକ୍ତି ନାହିଁ |
@iconicindrajit3660
@iconicindrajit3660 24 күн бұрын
mane..naveen babu nka pua r kebe death hela??
@jitendrasahoo3275
@jitendrasahoo3275 24 күн бұрын
Se kintu ni dralia nunha
@sushantadas2518
@sushantadas2518 24 күн бұрын
Satya Katha
@satishchandrabehera7291
@satishchandrabehera7291 24 күн бұрын
ସମୟୋଚିତ ମନ୍ତବ୍ୟ ଆପଣଙ୍କର। ଆପଣଙ୍କୁ ମୋର ବିନମ୍ର ନମସ୍କାର।।
@hariharamahanta375
@hariharamahanta375 24 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
@FAKIRJENA-du2zs
@FAKIRJENA-du2zs 24 күн бұрын
ନବିନ ସରକାର ଏକ ମିଛୁଆ ରାଧୁଆ ସରକାର ଭାବେ ଇତିହାସ ସୃଷ୍ଟି କଲା l
@10subrat
@10subrat 24 күн бұрын
Bhai tike JUMULA sarkar katha kichi kuha😢😢
@curiousfacts6796
@curiousfacts6796 24 күн бұрын
​@@10subrat,bhai tumaku bahuta badhuchhi BJD birudhare kahile , bhai patibartana kara . Vote for parivartana only . Aau tela marani .
@10subrat
@10subrat 24 күн бұрын
@@curiousfacts6796 Ha curious bhai parivartan heb albat heb. But jetebele common man like "curiousfacts" have courage to change
@omsahoo4370
@omsahoo4370 24 күн бұрын
​@@10subrat Tama malik kahile Gujarat ra loan hela odisha 2x . Odisha ra budget 2.5 lakh cr, Gujarat ra 18 lakh cr Odisha ra loan 1.2 lakh cr, Gujarat ra 2.5 lakh cr. Tike basan hau tamar
@omsahoo4370
@omsahoo4370 24 күн бұрын
​@@10subratSimilar way re UP ra budget kete, 2027 ku 1 trillion GDP ra target re calichi. Ethi Odisha kana vision achi??? Chota, chata, bag
@Subhas12552
@Subhas12552 24 күн бұрын
Bjd ଯଦି ପୁଣି ଥରେ ସରକାର ହେଲେ ଯେ ରାଜ୍ୟରେ ଅରାଜକତା ଆସିବା ଏଥିରେ ଦ୍ଵିମତ ନାହିଁ।
@user-bl5ud5wn8i
@user-bl5ud5wn8i 24 күн бұрын
Sarakar kariba au arajakata asiba ethereal demata nahi
@Nursingnotesodisha
@Nursingnotesodisha 24 күн бұрын
ପୁଅ ଯାଉଚି ଦାଦନ ବାପ କହୁଚି jai ନବୀନ 😃
@SatrughanNayak-qf1rt
@SatrughanNayak-qf1rt 24 күн бұрын
ବଳଦ ମାନଙ୍କୁ ଲଜ୍ଜ୍ୟା ନାହିଁ
@ashutoshsahoo3922
@ashutoshsahoo3922 24 күн бұрын
Maa b kahilani jayy nabin
@user-cd2uf4tw1f
@user-cd2uf4tw1f 24 күн бұрын
ସତରେ ଭାଇ
@SatrughanNayak-qf1rt
@SatrughanNayak-qf1rt 24 күн бұрын
@@ashutoshsahoo3922 ଜୟ ନବୀନ ଯିବା ଦାଦନ
@santoshprasadmishra4977
@santoshprasadmishra4977 24 күн бұрын
Most of Odisha Voters are lazy & greedy in nature. Most of them have already taken money starting from 1000/- to 5000/- from BJD leaders during yesterday night. They will give votes to BJD on 25-05-2024. Only normal Voters will give votes to BJP / Others. All BJP wind have been changed to BJD wind on 23-05-2024 night time. BJD will win where more free eating / money taking voters are available. Total flying squard system alongwith election system in India could not be able to stop such type of money distribution system during election time. One thing to do. All Elections in India should be stopped. The candidates who can donate more money to the defence system of India in a public auction should be declared elected. In this way, Government money alongwith Candidates unnecessary distribution of money will be saved. Further Indian defence will get more funds to purchase / develop more & more missiles.
@raghumaninayak9593
@raghumaninayak9593 24 күн бұрын
ଏଥର ପରିବର୍ତ୍ତନ ସୁନିଶ୍ଚିତ...
@rabindrabehera7244
@rabindrabehera7244 24 күн бұрын
ମାଗଣା ବିଜୁଳି ଏକ ପ୍ରହସନ କିନ୍ତୁ ଲୋକେ ବୁଝି ପାରୁନାହାନ୍ତି ବିଜୁଳି ୟୁନିଟ ପ୍ରତି 6 ରୁ 7 ଟଙ୍କା ହେଇବୀ ପାରେ
@SkynetCyber
@SkynetCyber 24 күн бұрын
Free electricity ku balance Kariba pai RTO checking re e-challan 15000- 25000 send kariki revenue collection karibe. Road re sabu Bike ku 10000 ru adhika fine karibe ready thao sabu
@sucharitabehera318
@sucharitabehera318 24 күн бұрын
Ac ଚଳେଇଲେବି କଣ ବିଜୁଳି ଫ୍ରି ରହିବ?
@subhashreemallick9844
@subhashreemallick9844 24 күн бұрын
Bhauni thik kahile​@@sucharitabehera318
@SkynetCyber
@SkynetCyber 24 күн бұрын
@@sucharitabehera318 No
@kabitadas2568
@kabitadas2568 24 күн бұрын
ଓଡ଼ିଶା ରାଜନୀତିର ପରିବର୍ତ୍ତନ ଦରକାର
@L.kstatus694
@L.kstatus694 24 күн бұрын
Vote ପାଇବା ପାଇଁ free electricity ଗୋଟେ ଡାହା ମିଛ ,ଜମା ବିଶ୍ବାସ କରନି
@10subrat
@10subrat 24 күн бұрын
Ha bhai khali Subhadra yojana sata😂😂😂😂
@curiousfacts6796
@curiousfacts6796 24 күн бұрын
​@@10subratJana paduchhi full BJD supporter , bhai paribartana kara , BJP nahele nai Congress ku dia . Nahele ghare eamiti bekar hoiki basi ki analysis karuthiba .
@ashutoshsahoo3922
@ashutoshsahoo3922 24 күн бұрын
Are ta bou ba SHG re achi,nabin ra dharam wife
@10subrat
@10subrat 24 күн бұрын
@@curiousfacts6796 Ha curious bhai parivartan heb albat heb. But jetebele common man like curiousfacts have courage to change🤝🤝
@melisha4236
@melisha4236 24 күн бұрын
Sabu michho pandu au Navin ra katha
@SwayamSantosh4u
@SwayamSantosh4u 24 күн бұрын
ଆଜ୍ଞା, ମୁଁ ବିଜେଡ଼ିକୁ କାହିଁକି ଭୋଟ ଦେବି କୁହନ୍ତୁ? ବିଜେଡ଼ିର ବିଧାୟକ କି ସାଂସଦ ଯଦି କେହି ଜିତିବେ, ତେବେ ସେମାନେ ଟ୍ରାଫିକ କାମ କରିବେ ନଚେତ ଟେଣ୍ଟ ଭିଡ଼ିବେ। ଷ୍ଟେଜରେ ପାଣ୍ଡିଆନ ବସିବ, ଏ ମାଗିହା ଓଡ଼ିଆ ଶଳେ ତଳେ ରହିକି ଟ୍ରାଫିକ ଅଡ଼େଇବା ଆଉ ଟେଣ୍ଟ ଭିଡ଼ିବା କାମ କରିବେ। ପାଣ୍ଡିଆନ ଆଗରେ ୟାଙ୍କର ମୁହଁ ବି ଖୋଲିବନି, ତୁଣ୍ଡରେ ବାଣ୍ଡ ପଶିଯିବ। ମୋର ମୂଲ୍ୟବାନ ଭୋଟ ଦେଇକି କାହାକୁ ବି କ୍ରୀତଦାସ କି ଚାକର କରିବାକୁ ଚାହେଁନା। ଚାକର ଜଣେ ମୋ ପାଇଁ କଣ ଲଢ଼ିପାରିବ? ମାଗିହା ଜଣେ ସାମାନ୍ୟ ଚାକିରୀ କରିବାକୁ ଆସିବା ତାମିଲନାଡୁର ଲୋକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୁଃସାହସ କରୁଛି, ଆଉ ଏ ଭାକୁଡା ମାଗିହେ ଆଖି ବନ୍ଦ କରିକି ବସିଛନ୍ତି। ତମ ମାଗିହା ମାନଙ୍କୁ ଭଗବାନ ଆସିଲେ ବି ରକ୍ଷା କରିପାରିବ ନାହିଁ। ଏବେ ଯଦି ନ ବୁଝିବ, ପରେ ବାଣ୍ଡ ଚୁକିବ।
@UdayaRana-ms8jx
@UdayaRana-ms8jx 24 күн бұрын
Sure
@bulusethy9220
@bulusethy9220 24 күн бұрын
ଭାଈ ମୁଁ ତୁମର ଯନ୍ତ୍ରଣା ଅନୁଭବ କରିପାରୁଛି କିନ୍ତୁ ଏହା "ସାମାଜିକ ଗଣମାଧ୍ୟମ" ଟିକିଏ ସଂଯୋମତା ରଖିଲେ ଭଲ ଭାଈ ଧନ୍ୟବାଦ ଭାଇ
@user-cd2uf4tw1f
@user-cd2uf4tw1f 24 күн бұрын
କଣ କହିଲ ମ ଭାଇ
@bidusmitavlogs6383
@bidusmitavlogs6383 23 күн бұрын
Raghit kotha kohichonti
@niranjandangua2935
@niranjandangua2935 23 күн бұрын
V good massage 👌
@parsurammeher8659
@parsurammeher8659 24 күн бұрын
ସାର ମୁଁ ବି ପରିବର୍ତ୍ତନ ଚାହଁଛି ଆପଣ ମାନଙ୍କ କଥା ଯଦି ସତ ତାହେଲେ ୧୦୦% ପରିବର୍ତ୍ତନ ହେବ
@AkashNayak-yc8hd
@AkashNayak-yc8hd 23 күн бұрын
ଦୟା କରି ସରକାର ପରିବର୍ତନ କର ହେ ମୋର ଓଡ଼ିଶା ବାସୀ,BJD ପରିବର୍ତ୍ତେ ଅନ୍ୟ କାହାକୁ ଦେବା ଉଚିତ୍ କାରଣ,- 1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ 2. 300 ରୁ ଅଧୂକ ପ୍ଲାଣ୍ଡ ବନ୍ଦ 3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso ପିଲା ଚାକିରୀ ପାଇଲେ,8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ। 4. ଡାକ୍ତର ଅଭାବ, 5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି 6. ସବୁ କ୍ଷେତ୍ରରେ ଦୁର୍ନୀତି 7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ 8. ବେକାରୀ ରେ ଓଡିଶା ପ୍ରଥମ ୨. ଦାଦନରେ ଓଡିଶା ପ୍ରଥମ 10. ମହଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧୂକ. ଶେଷ ରେ... ମୋର ବି କିଛି ଟା point ଅଛି,,, ,🧐🧐😯😯 ନବିନ ଜିତିଲେ କଣ ଅସୁବିଧା ହେବ,,, ?????😮😯 1. ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ହେଲେ ଦୋଷୀ ଦଣ୍ଡ ପାଇବନି, 2. ଦାଦନ ସଂଖ୍ୟା ବୃଦ୍ଧି ପାଇବ. 3. ନିବିନ ନାମ ରେ ରାଜ୍ୟ କୁ ଅନ୍ୟ ଲୋକ ଚଲେଇବ, 4. ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ପାଇବ 5. ଓଡ଼ିଶା ର ଖଣିଜ ସମ୍ପଦ ହ୍ରାସ ପାଇଯିବ, 6. ଶେଷରେ ଓଡ଼ିଶା କୁ ବିକି ଦେଇ ନବିନ ଯମ ପୁର କୁ ଯିବ, ସେଠି ନର୍କ ଯନ୍ତ୍ରଣା ଭୋଗିବ, 7. ଓଡ଼ିଶା ର ଭାଷା, କଳା ସଂସ୍କୃତି ପରମ୍ପରା କୁ ଲୋପ ପାଇଯିବ..😮 ଏହି ଭଳି ଆହୁରି ଅନେକ ସମସ୍ୟା ଅଛି, କହିବ ଯଦି ଉତ୍ତର ଦେବି,😮😮
@Vinood900
@Vinood900 24 күн бұрын
ରାଜ୍ୟ ରାଜକୋଷ କୁ ଖୋଳ କରିବା ପାଇଁ BSKY card ଏକ ମାଧ୍ୟମ। ସମସ୍ତେ private hospital ଯିବେ ଆଉ hospital କର୍ତ୍ତୃପକ୍ଷ ମୋଟା ଅଙ୍କର ବଟୀ ଦେବେ।
@rashmiranjansamantaray354
@rashmiranjansamantaray354 24 күн бұрын
5 jagare 50 bill karibe au govt 20 daba au 30 nija pocket re rakhiba private hospital 5 jagare 20 pai khusi au pandu chela 30 khibe bass .pandu chela Mane bjd mla minister se bhitare jindabaad karuthiba loka nahanti semane Khali bhata ghanta bass
@debashishacharya3814
@debashishacharya3814 24 күн бұрын
ଏହିପରି ଭାବେ ପ୍ରତିଦିନ ବିଜେଡିର ଭୋଟ ହାର ହ୍ରାସ ପାଇ ଆସୁଛି।
@10subrat
@10subrat 24 күн бұрын
Ha bhai kali news re baju thila😂😂😂
@littoncool
@littoncool 24 күн бұрын
@@10subrattate tamil nadu jibaku offer asichi ki ? Dhik odia swabhiman
@10subrat
@10subrat 24 күн бұрын
@@littoncool Litton Bhai mote Ukraine jibaku offer asichi
@chandini708
@chandini708 24 күн бұрын
ପାଣ୍ଡୁ ବାବୁ ଜେଲ ଯିବେ ଆଉ ନବୀନ ବାବୁ istapaa ଦେବେ
@10subrat
@10subrat 24 күн бұрын
Au godi media reporter CM heba😂😂
@littoncool
@littoncool 24 күн бұрын
@@10subratatleast odia loka rule kariba. America jai 30 yr rahithiba odia asu nathiba + tamil loka nuha. 2 ta kharap hele jie kam kharap se better
@pritampolei7087
@pritampolei7087 24 күн бұрын
Pandu sahita Naveen au ta pada chata kukura tamilian bansaj mane bhi dadan jibe lungi pindhi
@beishikuo4446
@beishikuo4446 24 күн бұрын
Pandu hatao odisha banchao BJD hatao odisha banchao
@10subrat
@10subrat 24 күн бұрын
@@beishikuo4446 ha Bhai Bihari didi CM huantu
@balabhadramahanty5466
@balabhadramahanty5466 24 күн бұрын
ସବୁ ଦୃଷ୍ଟି ରୁ ସୁନ୍ଦର ଉପସ୍ଥାପନା କରିଥିବାରୁ ଆପଣଙ୍କୁ ଧନ୍ୟବାଦ ।
@user-we8oq1vf6u
@user-we8oq1vf6u 24 күн бұрын
ଆପଣଙ୍କୁ ସଂଗ୍ରାମୀ ଅଭିନନ୍ଦନ।
@FAKIRJENA-du2zs
@FAKIRJENA-du2zs 24 күн бұрын
ନବିନ ମେମୋରି ପାୱାର ହରାଇ ଥିବାରୁ ଠିକ ଭୁଲ ବାଛି ପାରିବନି l
@samarmohapatra-jr3ne
@samarmohapatra-jr3ne 24 күн бұрын
Sir, ଓଡିଶା ର ଏ ପରିବର୍ତନ ମହାସଂଗ୍ରାମ ରେ ଆପଣ ଜଣେ ଗୁଣ୍ଡୁଚି ମୂଷା ସଦୃଶ . ବହୁତ ଧନ୍ୟବାଦ
@abhijitprusty7565
@abhijitprusty7565 24 күн бұрын
ସାର୍ BSKY ସ୍କାମ ଉପରେ ଗୋଟେ ବିଶ୍ଳେଷଣ କରନ୍ତୁ।
@10subrat
@10subrat 24 күн бұрын
Bhai kichi nahi, thike kan sir bhalia loka chup hoethante❤❤
@debendrasahoo2452
@debendrasahoo2452 24 күн бұрын
All Free Schemes for Idel Freebie Groups (All These Are Short-term Non- Productive, Non-Self Sufficiency, Only For Idel Non- Performing People) Are Running Marvelous .Since Last 20 Years Not A Single Self Sufficiency Projects Like,Water Harvesting, Irrigation, Lands Reforming, Industry Developed .Youths Are Leaving Odisha for their Livelihood. Elderly Person Are Ignored By their Daughter-in-law As they are Busy With SHG Activities & Their Young Childers Are Going For DADAN Outside.....This is the Pictures Of Pandu Administration..
@AkashNayak-yc8hd
@AkashNayak-yc8hd 23 күн бұрын
ଦୟା କରି ସରକାର ପରିବର୍ତନ କର ହେ ମୋର ଓଡ଼ିଶା ବାସୀ,BJD ପରିବର୍ତ୍ତେ ଅନ୍ୟ କାହାକୁ ଦେବା ଉଚିତ୍ କାରଣ,- 1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ 2. 300 ରୁ ଅଧୂକ ପ୍ଲାଣ୍ଡ ବନ୍ଦ 3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso ପିଲା ଚାକିରୀ ପାଇଲେ,8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ। 4. ଡାକ୍ତର ଅଭାବ, 5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି 6. ସବୁ କ୍ଷେତ୍ରରେ ଦୁର୍ନୀତି 7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ 8. ବେକାରୀ ରେ ଓଡିଶା ପ୍ରଥମ ୨. ଦାଦନରେ ଓଡିଶା ପ୍ରଥମ 10. ମହଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧୂକ. ଶେଷ ରେ... ମୋର ବି କିଛି ଟା point ଅଛି,,, ,🧐🧐😯😯 ନବିନ ଜିତିଲେ କଣ ଅସୁବିଧା ହେବ,,, ?????😮😯 1. ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ହେଲେ ଦୋଷୀ ଦଣ୍ଡ ପାଇବନି, 2. ଦାଦନ ସଂଖ୍ୟା ବୃଦ୍ଧି ପାଇବ. 3. ନିବିନ ନାମ ରେ ରାଜ୍ୟ କୁ ଅନ୍ୟ ଲୋକ ଚଲେଇବ, 4. ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ପାଇବ 5. ଓଡ଼ିଶା ର ଖଣିଜ ସମ୍ପଦ ହ୍ରାସ ପାଇଯିବ, 6. ଶେଷରେ ଓଡ଼ିଶା କୁ ବିକି ଦେଇ ନବିନ ଯମ ପୁର କୁ ଯିବ, ସେଠି ନର୍କ ଯନ୍ତ୍ରଣା ଭୋଗିବ, 7. ଓଡ଼ିଶା ର ଭାଷା, କଳା ସଂସ୍କୃତି ପରମ୍ପରା କୁ ଲୋପ ପାଇଯିବ..😮 ଏହି ଭଳି ଆହୁରି ଅନେକ ସମସ୍ୟା ଅଛି, କହିବ ଯଦି ଉତ୍ତର ଦେବି,😮😮
@rajibswain5154
@rajibswain5154 24 күн бұрын
One and only Nirbhay is great news channel in odisha
@sushantadas2518
@sushantadas2518 24 күн бұрын
True
@pradeepkumarjena4162
@pradeepkumarjena4162 24 күн бұрын
ଆପଣଙ୍କ ନିଉଜ ମୁଁ ନୟମିତ ଭାବରେ ଦେଖୁଛି ବହୁତ ସୁଦର ଧନ୍ଯବାଦ ସାର
@ajitkumarpanda6388
@ajitkumarpanda6388 24 күн бұрын
Sir,ଆପଣ ଯେଉଁ ଗୁମର ଖୋଲୁଛନ୍ତି ପ୍ରକୃତରେ ପ୍ରଣିଧାନ ଯୋଗ୍ୟ,,,,,,,,, ପାପ ର କଳସୀ ପୂରି ଗଲାଣି,,,,,,,,,
@10subrat
@10subrat 24 күн бұрын
emiti Gumar 2019, 2021 time re kholuthila, But ground reality was different. you can the old video for fact check.
@FAKIRJENA-du2zs
@FAKIRJENA-du2zs 24 күн бұрын
ଇଲେକ୍ସନ ପରେ ପାଣ୍ଡୁ ନବୀନ ଯୋଡ଼ି ଦେଖିବ ସି ବି ଆଇ ଓ ଇ ଡି ର କରାଳ ରୂପ l RTI ତଥ୍ୟ ଅନୁସାରେ ଏହି ଦୁଇ ଆସାମୀ ବେଦାନ୍ତ ଜମି ଅଧିଗ୍ରହଣ ଓ କୋଇଲା ଖଣି ଘୋଟାଲା ମାମଲାରେ ଡାଇରେକ୍ଟ ଜଡିତ ଥିବାରୁ ଗିରଫ ହୋଇ ଜେଲରେ ରହିବେ l
@10subrat
@10subrat 24 күн бұрын
ED au CBI kan 2024 election pare kan gote New department khola jiba ki ??
@tarunganguly4978
@tarunganguly4978 24 күн бұрын
ଖବର କାଗଜ ବିଜ୍ଞାପନରୁ 5T ହଟାଇଲେ ତାମିଲ୍ ବାବୁ ବୁଝିଲେ ଗଲେଣି ଯେ ଆଉ ଚାଲିବ ନାହିଁ 5T ବାକି ରହିଲା ସେ କେବେ ବୁଝିବେ ଓଡ଼ିଶାରେ ମଧ୍ୟ ତାମିଲ୍ ଶାସନ ଚାଲିବ ନାହିଁ ।
@10subrat
@10subrat 24 күн бұрын
Ha Bhai Bihari sasan chalin nahi
@curiousfacts6796
@curiousfacts6796 24 күн бұрын
Pura Badhuchhi bhainku .. hau no comment
@mahendrakumarmahanta8767
@mahendrakumarmahanta8767 24 күн бұрын
ସାର୍ ଯେତେବେଳେ ବିଜୁଳି ବିଭାଗ ସରକାର ହାତରେ ଥିବା ସମୟରେ free ହେଲାଣି କିନ୍ତୁ ଆଜି tata power କୁ ଦେଇଦେଲା ପରେ free ଘୁଷଣା କାଇଁ ମୋତେ ଟିକେ ଡାଉଟ ଲାଗୁଛି । ଆଜି ସରକାର ଓ ତା ସିଷ୍ଟମ୍ totaly coroption ରେ ଚାଲୁଛି
@UdayaRana-ms8jx
@UdayaRana-ms8jx 24 күн бұрын
ଏହି କଥା ସମସ୍ତଙ୍କୁ କୁହ ଭାଇ ତୁମକୁ କୋଟି କୋଟି ଜୁହାର କରୁଛି
@bulusethy9220
@bulusethy9220 24 күн бұрын
❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ୧ପ୍ରଥମ
@nikunjabiharisahani2070
@nikunjabiharisahani2070 24 күн бұрын
ପାଣ୍ଡିଆଁନ ଅଭିମନ୍ୟୁ ନୁହେଁ ଯିଏ ଚକ୍ରବ୍ୟୁହ ରେ ସାହସର ସହିତ ଯୁଦ୍ଧ କରିପାରିବ!ଜଣେ ବାହାର ରାଜ୍ୟର ଦୁର୍ନୀତିଖୋର୍ ସରକାରୀ ଚାକରର କେତେ ବା ସାହସ? ଏଠି ବିଜେଡ଼ି ଆଗକୁ ଥର ଥର ନବୀନଙ୍କୁ ଠେଲିଠେଲି କେତେଦିନ ସରକାର ଚଲେଇବ?ଯଦି ବିଜେପି ଏଠାରେ ୫୦ ଆସନ ପାଖାପାଖି ଆସେ କଣ ହେବ? ଇଡି ଓ ସିବିଆଇ ଭୟ ତ ନିଶ୍ଚିତ ଅଛି।
@subhashishray7913
@subhashishray7913 24 күн бұрын
ବିଜୁ ଜନତା ଦଳ,ତାମିଲ ମାନଙ୍କ ବଳ ଏଠି କୁହାଗଲା ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ, ସେପଟେ ଷ୍ଟାଲିନ୍ ଆଉ ତା ପୁଅ ଉଦୟନିଧି ଚିହିଁକି ଉଠିଲେ
@mituprdhan2020
@mituprdhan2020 24 күн бұрын
25 ବର୍ଷ ହେଲା କିଛି କରିନାହାନ୍ତି
@dinabandhutarai49
@dinabandhutarai49 18 күн бұрын
ଗତ ୨୫ ବର୍ଷରେ BJD ସରକାର ଓଡ଼ିଶାର ପ୍ରତି ଗାଁ ରେ ୨/୩ ଟି ମଦ ଦୁକାନ ଖୋଲିଛି ଏଥର ଜିତିଲେ ଆଉ୨/୩ ଟି ଲେଖାଏଁ ଅଧିକା ମଦ ଦୁକାନ ଖୋଲିବ। ତାପରେ ସମସ୍ତେ ଦେଖିବେ ଓଡ଼ିଶାର ପ୍ରକୃତ ପ୍ରଗତି।
@user-sl4yh2yt4c
@user-sl4yh2yt4c 24 күн бұрын
ସାଦର ପ୍ରଣାମ, ପାଣ୍ଡିଆନ ବିଜେଡିର କେହି ନୁହନ୍ତି, ଦୟାକରି ତାଙ୍କୁ ମହୋଦୟ ସମ୍ବୋଧନ କରନ୍ତୁ ନାହିଁ...
@dillipkumarswain5649
@dillipkumarswain5649 24 күн бұрын
Pandian jadi BJD ra kehinuha, tahele neta,mantri mane samaste taku kahiki daruchhanti, se kemiti CM nka power and liberty upabhoga karuchhi
@Zodnd1254
@Zodnd1254 24 күн бұрын
Mousa ଙ୍କ କହିବା ଶୈଳୀ ଖୁବ୍ ନିଆରା।❤❤❤❤❤
@BirendraNayeak
@BirendraNayeak 24 күн бұрын
ନିର୍ଭୟ ଗୁମର କଥା 100% ସତ୍ୟ କଥା କହିଲେ,,, ଓଡ଼ିଶା ର ସରକାରୀ କର୍ମଚାରୀ ମାନେ bhi ଚାହୁଁ ଛନ୍ତି paandiyaan ଓଡ଼ିଶା ରୁ ବିଦାୟ ନିଅନ୍ତୁ
@satishchandrabehera7291
@satishchandrabehera7291 24 күн бұрын
ସରିଗଲା, ସରିଗଲା ପାଣ୍ଡିଆନ ଖେଳ। ଆସିଗଲା ଏବେ ପରିବର୍ତ୍ତନର ବେଳ।। ଭୟରେ ଛାନିଆ ପୂରା ବାବୁ ପାଣ୍ଡିଆନ। ହାରିବ ଯଦି ବିଜେଡି ତାଙ୍କ ପାଇଁ ଜାଣ।। ଜୟ ଜଗନ୍ନାଥ!!!
@drpanda9462
@drpanda9462 24 күн бұрын
Your assessment is cent percent correct in case of Jajpur.
@narayanmohanty5100
@narayanmohanty5100 24 күн бұрын
Sir, your experience and prediction is going to be true . Change of govt. is the main Moto public .
@hemantkumarsingh1387
@hemantkumarsingh1387 24 күн бұрын
Time has come for change in odisha.People of odisha should vote for odia ashmita and swabhiman.
@jharanapradhan7836
@jharanapradhan7836 24 күн бұрын
ଜାଗୋ ଓଡ଼ିଶା ବାସୀ ଜାଗୋ। ବେଳହୁଁ ସାବଧାନ ହୁଅ। ଓଡ଼ିଶାକୁ ଅଣଓଡ଼ିଆ ହାତରୁ ମୁକୁଳେଇବା ପାଇଁ ବିଜେଡ଼ି ଦଳକୁ ସଠିକ୍ ଭାବେ ଜବାବ ଦିଅନ୍ତୁ। ନଚେତ୍ ଆଗାମୀ ପିଢ଼ି ବହୁତ୍ ଅସୁବିଧାରେ ପଡ଼ିବେ ଆଉ ଏଥିପାଇଁ ବିଜେଡ଼ି ଦଳକୁ ଭୋଟ ଦେଉଥିବା ଲୋକମାନେ ହିଁ କେବଳ ଦାୟୀ ରହିବେ।
@deepanjalimohanty9756
@deepanjalimohanty9756 24 күн бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@kaliapremibhajanbhandara8515
@kaliapremibhajanbhandara8515 24 күн бұрын
ଜୟ ଜଗନ୍ନାଥ ବାବା ଜୟ ଜଗନ୍ନାଥ
@padarbindasamal4365
@padarbindasamal4365 24 күн бұрын
ବିଶ୍ୱ ସ୍ତରୀୟ ରାଜ୍ୟ, ବିଶ୍ୱ ସ୍ତରୀୟ ଆଞ୍ଚଳିକ ଦଳ ଏବଂ ବିଶ୍ୱ ସ୍ତରୀୟ ଦାତା
@Bigsauction2234
@Bigsauction2234 24 күн бұрын
ନବୀନ ପଟ୍ଟନାୟକଙ୍କ ୨୫ବର୍ଷ ବିକାଶ ଇଲେକ୍ସନ ସମୟରେ ବିଜେଡ଼ି ରାତି ଅଧରେ ଲୋକଙ୍କ ଉପରେ ଦାଦା ଗିରି କରିବ SHC ଗ୍ରୁପ୍ ମାଆ ମାନଙ୍କୁ ଟଙ୍କା ଦେଇ ନିୟମ ପ୍ରମାଣ କରି(5t) ଶାସନ
@AkashNayak-yc8hd
@AkashNayak-yc8hd 23 күн бұрын
ଦୟା କରି ସରକାର ପରିବର୍ତନ କର ହେ ମୋର ଓଡ଼ିଶା ବାସୀ,BJD ପରିବର୍ତ୍ତେ ଅନ୍ୟ କାହାକୁ ଦେବା ଉଚିତ୍ କାରଣ,- 1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ 2. 300 ରୁ ଅଧୂକ ପ୍ଲାଣ୍ଡ ବନ୍ଦ 3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso ପିଲା ଚାକିରୀ ପାଇଲେ,8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ। 4. ଡାକ୍ତର ଅଭାବ, 5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି 6. ସବୁ କ୍ଷେତ୍ରରେ ଦୁର୍ନୀତି 7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ 8. ବେକାରୀ ରେ ଓଡିଶା ପ୍ରଥମ ୨. ଦାଦନରେ ଓଡିଶା ପ୍ରଥମ 10. ମହଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧୂକ. ଶେଷ ରେ... ମୋର ବି କିଛି ଟା point ଅଛି,,, ,🧐🧐😯😯 ନବିନ ଜିତିଲେ କଣ ଅସୁବିଧା ହେବ,,, ?????😮😯 1. ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ହେଲେ ଦୋଷୀ ଦଣ୍ଡ ପାଇବନି, 2. ଦାଦନ ସଂଖ୍ୟା ବୃଦ୍ଧି ପାଇବ. 3. ନିବିନ ନାମ ରେ ରାଜ୍ୟ କୁ ଅନ୍ୟ ଲୋକ ଚଲେଇବ, 4. ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ପାଇବ 5. ଓଡ଼ିଶା ର ଖଣିଜ ସମ୍ପଦ ହ୍ରାସ ପାଇଯିବ, 6. ଶେଷରେ ଓଡ଼ିଶା କୁ ବିକି ଦେଇ ନବିନ ଯମ ପୁର କୁ ଯିବ, ସେଠି ନର୍କ ଯନ୍ତ୍ରଣା ଭୋଗିବ, 7. ଓଡ଼ିଶା ର ଭାଷା, କଳା ସଂସ୍କୃତି ପରମ୍ପରା କୁ ଲୋପ ପାଇଯିବ..😮 ଏହି ଭଳି ଆହୁରି ଅନେକ ସମସ୍ୟା ଅଛି, କହିବ ଯଦି ଉତ୍ତର ଦେବି,😮😮
@udhabkar3472
@udhabkar3472 24 күн бұрын
ନବୀନ ପଣ୍ଡିଆନ ହଟାଓ
@surendramohanty9773
@surendramohanty9773 24 күн бұрын
Thik katha cilent vote
@Jagannath-oc9ht
@Jagannath-oc9ht 24 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ
@kishorkumarbeherakishor1405
@kishorkumarbeherakishor1405 24 күн бұрын
💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾
@subasacharanasahu9169
@subasacharanasahu9169 24 күн бұрын
Absolutely right sir, You are True and Great leader.
@unconsciouslove8423surjya
@unconsciouslove8423surjya 24 күн бұрын
Everyone is suffering because of the greed of some people.This is Truth 🙏
@anantakumarrath4501
@anantakumarrath4501 24 күн бұрын
ଆଇନର ଆବଶ୍ୟକତା ଅଛି. ଯେତେ ସବୁ ଥୋପ ନିର୍ବାଚନ ରେ ଦିଆ ହେଉଛି‌ ଯିତିଵା ଦଳକୁ ଜିତିଲା ପରେ ସମୟର ଆବଶ୍ୟକତା ଅନୁସାରେ ଦଣ୍ଡବିଧାନ କରିବା ଆବଶ୍ୟକ
@BirendraNayeak
@BirendraNayeak 24 күн бұрын
ସମସ୍ତେ ମିଶି କରି paandiyaan ଙ୍କୁ ଓଡ଼ିଶା ରୁ ବିଦାୟ ଦେବେ 100% ସରକାର କର୍ମଚାରୀ ମାନେ bhi ସାମିଲ୍ ଅଛନ୍ତି
@susantatripathy3566
@susantatripathy3566 24 күн бұрын
Really You are fearless person sir
@basantapattnaik7812
@basantapattnaik7812 24 күн бұрын
ସାର ନବୀନ ପଟ୍ଟନାୟକ ରାଶି ଜଳିଗଲା କିନ୍ତୁ ବଳ ଗଲାନାହିଁ l କ୍ଷମତା ଲୋଭି ସେ କେବଳ ମୁଖ୍ୟମନ୍ତ୍ରୀ ପଦ ଦରକାର l ହିନ୍ଦୀ ରେ ଗୋଟେ ଢଗ ଅଛି ମେତୋ ବାଯାଉ ହାର୍ମୋନିୟ ଦୁନିଆ ଦାରି...... ମାରାୟେ ସେ ଶୂନ୍ୟ ସ୍ଥାନ ରେ ଆପଣ ମାନେ ଜାଣୁ ଥିବେ କଣ କୁହା ଜାଏ l କିନ୍ତୁ ପାଣ୍ଡିଆନ ଜେଲ ଜିବାଟା ସୁନିଶ୍ଚିତ ଯେମିତି ଦୁର୍ନୀତି ହେଇଛି ଓଡିଶା ରେ ସବୁ ପିସି ର ଖେଳ ଭାଇ
@Bigsauction2234
@Bigsauction2234 24 күн бұрын
ଯେତେବଳେ ବିଜୁବାବୁଙ୍କ ପ୍ରେଶ୍ ସାମ୍ବାଦିକ ପଚରିଲେ ଯେ ,ତୁମର ଉତ୍ତରାଧିକରୀ କିଏ?ବିଜୁ ବାବୁ କହିଲେଜେ କେହିନାହିଁ
@padhisusil6049
@padhisusil6049 24 күн бұрын
ନିର୍ଭୟ ଉପସ୍ଥାପନା ଦେଖି ନିର୍ଭୟ ଉତ୍ତର ପରିବର୍ତନ ଦରକାର, କର୍ପୂର ନାହିଁ କପଡ଼ା ପଡିଛି ନବୀନ ସରକାର ଦରକାର ନାହିଁ, ଅନ୍ୟ ଜିଏ କରିବ ଭଲ, 1- ବିଜେପି ✅ 2- କଂଗ୍ରେସ 3- ବିଜେଡି ❌
@10subrat
@10subrat 24 күн бұрын
Ha why not cong😂😂😂😂
@padhisusil6049
@padhisusil6049 24 күн бұрын
@@10subrat ବର୍ତମାନ କଂଗ୍ରେସର ସ୍ଥିତି ଠିକ୍ ନାହିଁ, ଓଡ଼ିଶାରେ, ସମୟ ଆସିଥିଲା ✅,ସମୟ ଆସିଛି ❌, ସମୟ ଆସିବ ✅,
@SatrughanNayak-qf1rt
@SatrughanNayak-qf1rt 24 күн бұрын
ପାଣ୍ଡୁ ନିର୍ଭୟରେ ଅଛି କାରଣ ଏସ ଏସ ଜି ମହିଳା ଗ୍ରୁପ୍ ମାନଙ୍କ ଆକାଉଣ୍ଟ କୁ ଟଙ୍କା ଦେଇ ଭୋଟ କିଣା ସରିଛି, ପାଣ୍ଡୁ ସାର୍ ଟଙ୍କା ନେବେ ମାଉଁସ ଭୋଜି ଭାତ ଖାଇବେ, ହାଣ୍ଡିଆ, ମଦ ପିଇବେ କିନ୍ତୁ ଭୋଟ ଦେଲା ବେଳେ ବିଜେପି କୁ ଭୋଟ ଦେଇ ପରିବର୍ତ୍ତନ କରିବେ
@manoranjanmalla1349
@manoranjanmalla1349 24 күн бұрын
ଜୟ ଶ୍ରୀ ଜଗନ୍ନାଥ । Sir, ଯଦି ମାସ ରେ ୩୦ ଦିନ ରୁ ୨୦ ରୁ ୨୫ ଦିନ electry ପାୱାର ରହିବ ନାହିଁ ତା ହେଲେ elrctry ବିଲ ଆସିବା ର ନାହିଁ.. ଜୟ ଶ୍ରୀ ରାମ।
@UdayaRana-ms8jx
@UdayaRana-ms8jx 24 күн бұрын
ଏହି କଥା ସମସ୍ତଙ୍କୁ କୁହ ଭାଇ ତୁମକୁ କୋଟି କୋଟି ଜୁହାର କରୁଛି
@manjupravamishra8000
@manjupravamishra8000 24 күн бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏
@pramodkumardas4277
@pramodkumardas4277 24 күн бұрын
Pravu jaganatha odisabasi nku rakhya karantu
@niranjanpanda8574
@niranjanpanda8574 24 күн бұрын
ଏଥର ପରିବର୍ତନ।
@1984sib
@1984sib 24 күн бұрын
ବିଜେଡି ନେତାଙ୍କ ର କିଛି ନିଜତ୍ବ ନାହିଁ । ତାଙ୍କ ଦଳ ଆଉ ନେତାଙ୍କୁ ଆଇଏଏସ ଅଧିକାରୀ ଶାସନ କରନ୍ତି । ଆଗରୁ ଥିଲେ ପ୍ୟାରୀମୋହନ ମହାପାତ୍ର, ଆଉ ଏବେ ପଣ୍ଡିଆନ। ପ୍ୟାରୀ ବାବୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଆଉ ଏବେ ପଣ୍ଡିଆନ ସେଥିପାଇଁ ଚେଷ୍ଟିତ । କିନ୍ତୁ ହେବନି । ଏଥର ପଦ୍ମ ଫୁଲ । ବିଜେପି ର ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେଵ।
@prasantakumarswain8680
@prasantakumarswain8680 24 күн бұрын
Jay Jagannath Sir 🌑❗️🌑
@babulalpatel8933
@babulalpatel8933 24 күн бұрын
Jai jagannath
@L.kstatus694
@L.kstatus694 24 күн бұрын
ନବୀନ ବାବୁ cm ପଦ କାହିଁକି ଛାଡୁନ ,ଏଥିରେ ନବୀନ ବାବୁଙ୍କର କିଛି କ୍ଷତି ହେବନି ଆମର ଖେତି ହେବ ,ଯିଏ cm ପଦ free ରେ ପାଇବା ସିଏ କଣ cm ପଦ ମୂଲ୍ୟ ବୁଝିପାରିବ
@melisha4236
@melisha4236 24 күн бұрын
Navin maribo au odisha loka kukura Hebe pandu ra
@user-qv4hd2bq9f
@user-qv4hd2bq9f 24 күн бұрын
Nabin babubi free te CMpada paithile boli aji aisa obostha, in comparision Mosi has struggled long to be where he isl
@thirdeye9492
@thirdeye9492 24 күн бұрын
ମାଗେଣା ବିଜୁଳିନ ବାନ୍ଧଇ ଦାନା ତେଣୁ ଗୁମାସ୍ତାର ଏ ନୂଆ ବାହାନା ଅଣଓଡ଼ିଆଙ୍କ ପଚିଶ ବର୍ଷର କୁଶାସନ ଓଡ଼ିଆ ଜାତିକୁ କରିଛି ଦାଦନ ହୀନିମାନ 😢😢
@khirodhota1440
@khirodhota1440 24 күн бұрын
ଧନ୍ୟ ବାଦ ଦଣ୍ଡା କବି l
@user-co8kp4tj6c
@user-co8kp4tj6c 24 күн бұрын
BSky କଥା କେବଳ ନୁହେଁ। ସେ ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦୀତା କରୁଛନ୍ତି ବୋଧହୁଏ ଜାଣି ନଥିବେ। ନିଜ ନିର୍ବାଚନ ମଣ୍ଡଳୀର ନାମ କହି ପାରିବେ ନାହିଁ।
@10subrat
@10subrat 24 күн бұрын
Ha Bhai jani nathibe, jani nahanti boli 24 sasan kale, jani thile 48 yr❤❤. Kintu modi kahila pare ghosi deleni. So next 24yr for BJD😮😮
@mituprdhan2020
@mituprdhan2020 24 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻
@bulusethy9220
@bulusethy9220 24 күн бұрын
Vairab Kartik Pandian ମହାଶୟ ରାତିରେ ଶୋଇଲାବେଳେ #ପାରାସିଟେମେଲ_୬୫୦ ବାଟିକା ରାତିରେ ଖାଇ ଶଉଛନ୍ତି ବାପା ଜୟ ଜଗନ୍ନାଥ ଆମ କାଳିଆ ଜାଣିଛନ୍ତି କେତେ ବେଳେ କାହାକୁ କେମିତି ଔଷଧ ଦେବାକୁ ପଡେ। "ଜୟ ଶ୍ରୀ ରାମ" 🙏🙏🙏🙏🙏
@samirnayak3768
@samirnayak3768 24 күн бұрын
ଭାଇ ପାଣ୍ଡିଆନ 5t ରେ ବିଜେଡିକୁ ରୁପାନ୍ତରିକରଣ କରି ନିଶ୍ଚିହ୍ନ କରିବ ଓ ପରିବର୍ତ୍ତନ ରେ ସାହାଯ୍ୟ କରିବ
@subodhakumardash6750
@subodhakumardash6750 24 күн бұрын
ଆପଣ ବାସ୍ତବରେ ଆଜି ଏକ ସୁନ୍ଦର ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ।। ଆମର ଯାହା ଅନୁଭବ ହେଉଛି, ଜନସାଧାରଣ ପରିବର୍ତ୍ତନ ସପକ୍ଷ ରେ କିନ୍ତୁ ଅନେକ ନିର୍ବାଚନ ମଣ୍ଡଳୀରେ ଭୂଲ ପ୍ରାର୍ଥୀ ଚୟନ ଏବଂ ପ୍ରାର୍ଥୀ ମାନଙ୍କ ଅତ୍ଯନ୍ତ ଆତ୍ମ ବିଶ୍ୱାସ ଶାସକଦଳକୁ ସୁହାଇଛି,କିଛି ପ୍ରାର୍ଥୀ ଙ୍କର ନିର୍ବାଚନ ଅନୁଷ୍ଠିତ ହେଉଥିବା ଦିନ ର ଶେଷ ସମୟ ପର୍ଯ୍ୟନ୍ତ ବୁଥକୂ ମାନେଜମେଣ୍ଟ କରିବାରେ ବିଫଳ ହୋଇଛନ୍ତି ।। ଜନସାଧାରଣ ଙ୍କ ପରିବର୍ତ୍ତନ ର ସ୍ବର କୂ ଭୋଟରେ ରୂପାନ୍ତରିତ କରିବାର ଦାୟୀତ୍ବ ତ ପ୍ରାର୍ଥୀଙ୍କର ,କିଛି ପ୍ରାର୍ଥୀଙ୍କ ପରାମର୍ଶଦାତାମାନଙ୍କର କାର୍ଯ୍ୟ ମଧ୍ଯ ସନ୍ଦେହଜନକ ।।
@KushaRaut-eg1yr
@KushaRaut-eg1yr 24 күн бұрын
ପବ୍ଲିକ ଲୋକ ମାଡ଼ ମାରିବେ ଫଟେଇ କି ଟାଇମ ଆସୁଛି
@sabitamishra3732
@sabitamishra3732 24 күн бұрын
Hey Prabhu aamaku khyama kari dia aame tumaku bi hatadara karichhu thank you 🙏 bhai God bless you
@padmanayak9883
@padmanayak9883 24 күн бұрын
ଜୟ ଜଗନ୍ନାଥ ଡର ତାଙ୍କର ଜିଏ ପଛପଟୁ ଶାସନ କରୁଥିଲେ ବା ଆଗକୁ କରିବା ପାଇଁଁ ଚାହାନ୍ତି
@basantapattnaik7812
@basantapattnaik7812 24 күн бұрын
ସାର ପ୍ରଣାମ 🙏🌹
@chakradharmishra5274
@chakradharmishra5274 24 күн бұрын
Why BJD leaders are not raising their voice against Pandu? Who is he? Is he CM or party president? Very unfortunate situation for BJD party.
@Lochan243
@Lochan243 24 күн бұрын
Right sir
@UtkalikaPradhan-ds6bl
@UtkalikaPradhan-ds6bl 24 күн бұрын
Really analysis
@s.sahadebreddy6429
@s.sahadebreddy6429 24 күн бұрын
ନବିନ ଦାସ ବାବୁ ଙ୍କୁ କୋଟି ନମସ୍କାର
@dr.pravashranjanpani2058
@dr.pravashranjanpani2058 24 күн бұрын
ପାଣ୍ଡିଆନ ପାଇଁ ନବୀନ ଯିବେ।ଗୁମର କଥା ଖୁବ୍ ସତ୍ଯ
@harshkumarvlogs7801
@harshkumarvlogs7801 24 күн бұрын
Jai Shree Ram sir
@bhabanemallick1801
@bhabanemallick1801 24 күн бұрын
Wright sir
@kunasingh4826
@kunasingh4826 24 күн бұрын
Mission Shakti nku pension debe kintu govt employee manonku pension nahi......pandian Khali michho kohuchhonty
@gunanidhinaik3699
@gunanidhinaik3699 21 күн бұрын
ସାର୍ ଆପଣଙ୍କୁ ଆନ୍ତରିକ ଧନ୍ଯବାଦ ଦେଉଛି।ଆଗରୁ ଦୁୁର୍ମୁଖ ପତ୍ରିକା ରେ ନିର୍ଭିକ ଖବର ପ୍ରକାଶ ପାଉଥିଲା ।
@user-xl2is2lq4b
@user-xl2is2lq4b 24 күн бұрын
ବହୁତ ବଢିଆ କଥାସାର
@PS-sb6rh
@PS-sb6rh 24 күн бұрын
Jai Jagannath 🙏
@BDNayak
@BDNayak 24 күн бұрын
ଏବେ ଯଦି ଓଡ଼ିଆ ସୁଧୁରିବେ ନାହିଁ ତେବେ ସବୁଦିନ ପାଇଁ ଗୋଲାମ ହୋଇଯିବେ।
@somanathdas2884
@somanathdas2884 24 күн бұрын
Apanku koti aashribad milu
@khirodhota1440
@khirodhota1440 24 күн бұрын
ନବୀନ ବାବୁ ଆମର ବିଶ୍ୱ ସ୍ତରୀୟ ବିରାଡ଼ି ବେଷ୍ଣବ l
@rakeshranjangiri1669
@rakeshranjangiri1669 24 күн бұрын
Jai jaganath
@lipsa5949
@lipsa5949 24 күн бұрын
ସାର ନମସ୍କାର ସାର ଆପଣ ଓଡିଶା ର ମୁଖ୍ୟମନ୍ତ୍ରୀ ହେଲେ ଭଲ ହୁଅନ୍ତା ମୁଁ ମୋଦୀ ସାର ଙ୍କୁ ଅନୁରୋଧ କରୁଚି ସେ ଆପଣ ଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ 🙏🏻🙏🏻🙏🏻🙏🏻🙏🏻
@samarmohapatra-jr3ne
@samarmohapatra-jr3ne 24 күн бұрын
ଆଶ୍ଚର୍ଯ୍ୟ ଲାଗୁଚି , BJD ଦଳର ଜଣେ ନିର୍ବାଚନ କେବେ ଲଢ଼ି ନାହାନ୍ତି , କିନ୍ତୁ ସେ ସର୍ବଚ୍ଚ ନେତା, ପ୍ୟାଣ୍ଡେଲରେ ସିଏ ଏକଲା, କହିବେ , ହସିବେ କିନ୍ତୁ ଯେଉଁ ନେତାମାନେ ଘର ଘର ବୁଲି ଭୋଟ ଭିକ୍ଷା କରି ଜିତିଲେ ସେମାନ ଷ୍ଟେଜ ତଳେ, କହିବାର କୌଣସି ଅବକାଶ ନାହିଁ , ହସିବା କାନ୍ଦିବା ସମାନ
@Tsaibalini
@Tsaibalini 24 күн бұрын
Bahut badhia sir 🙏👍
@LAXMINARAYANNAYAK2000
@LAXMINARAYANNAYAK2000 24 күн бұрын
ଏଥର ଓଡ଼ିଶା ରେ ବିଜେପି ସରକାର🚩
@chhabindramansingh73
@chhabindramansingh73 24 күн бұрын
ଫର୍ମରେ ଅବସର ନେଲେ ଲୋକ ଭଲ ପାଇବେ, ଅଙ୍ଗ ପ୍ରତେଙ୍ଗ କାମ କରୁନି ତଥାପି ଲୋଭ, ବୋଧେ ନବିନା କୁ ପାଣ୍ଡୁଆ ବିଶ୍ୱସ୍ତରୀୟ ରୂପାନ୍ତରୀକରଣ କରିବ ଧିକ ଶଳା ଲୋଭି
@saratmishra7100
@saratmishra7100 24 күн бұрын
Well said and perfect analysis 👍
@bharatisamanta9602
@bharatisamanta9602 24 күн бұрын
Right information.
@BishnucharanRay-xy5ox
@BishnucharanRay-xy5ox 24 күн бұрын
ସରକାର ବଦଳେ bjd ନବୀନ ଙ୍କର ଯେତିକି ଖ୍ୟାତି ନହେବ ପାଣ୍ଡିଆନ ବବି ଭଳି ଟାଉଟର ମାନେ
@saratsahoo268
@saratsahoo268 24 күн бұрын
ଆଜ୍ଞା ନବୀନ ଙ୍କ ଏ ଅବସ୍ଥା ପାଇଁ କଣ୍ କେବଳ pandiaana ଦାୟୀ ? ଏହା ନିଶ୍ଚିତ ଏକ କୋଟରୀ ଙ୍କ କାମ ଯେଉଁଥିରେ କି କୋଟେ ଓ ଅନ୍ୟମାନେ ନିଶ୍ଚିତ ଅଛନ୍ତି। ଏମାନେ ଗ୍ୟାଙ୍ଗ ଅଫ ଫୋର କିମ୍ବା five ।
@CreationOdia1234
@CreationOdia1234 24 күн бұрын
ନବୀନ ବାବୁ ଙ୍କର ନିଜ ପ୍ରତି କିଛି ସ୍ୱାର୍ଥ ନାହିଁ କାରଣ ତାଙ୍କର ସ୍ତ୍ରୀ ଛୁଆ ପିଲା କେହି ନାହିଁ ନିଜକୁ ଓଡ଼ିଶା ର ଜନସାଧାରଣ ଙ୍କୁ ସମର୍ପି ଦେଇଛନ୍ତି ଆପଣ ଯେତେ ବି ଭୁଲ୍ କଥା କହିଲେ ବି ଆମେ ବୋକା ନୁହ BJP ଓଡ଼ିଶା ପାଇଁ କରିଛି କଣ
@sunilkumardas9830
@sunilkumardas9830 24 күн бұрын
Bjp ku kete barsa poer deithila ki
@baradaprasannabhuyan4723
@baradaprasannabhuyan4723 24 күн бұрын
ପାଣ୍ଡୁ ନିଜକୁ ବହୁତ୍ ଚାଲାକ୍ ଭାବୁଛି
@RajendraKumar-fe1cx
@RajendraKumar-fe1cx 24 күн бұрын
ଆପଣ ଯେଉଁ ପଞ୍ଚାୟତ ବା ନିର୍ବାଚନ ମଣ୍ଡଳୀ ର ନାଁ ନେଲେ ନାହିଁ,,, ସେ ନିର୍ବାଚନ ମଣ୍ଡଳୀର ନାଁ ଧର୍ମଶଳା
@itsbikram24
@itsbikram24 24 күн бұрын
ନବୀନ 5t ଗ୍ୟାରେଣ୍ଟି ରୁ କେବଳ ନବୀନ ଗ୍ୟାରେଣ୍ଟି କୁ ଆସିଲେଣି ଏହି ତ ହାରିବା ଭୟ।
@user-ho9cz3rm5d
@user-ho9cz3rm5d 24 күн бұрын
Nice Opinion sir
@biranchinarayanhota7929
@biranchinarayanhota7929 24 күн бұрын
Nice analysis sir
Khóa ly biệt
01:00
Đào Nguyễn Ánh - Hữu Hưng
Рет қаралды 8 МЛН
🍕Пиццерия FNAF в реальной жизни #shorts
00:41
ТАМАЕВ vs ВЕНГАЛБИ. Самая Быстрая BMW M5 vs CLS 63
1:15:39
Асхаб Тамаев
Рет қаралды 4,1 МЛН
Why Is Pandian Given A Z Security ? | Nirbhay Gumara Katha
29:02