୨ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ; ସତ୍ୟ ପ୍ରକାଶ ନାୟକ

  Рет қаралды 358,520

Sunstar TV

Sunstar TV

2 жыл бұрын

୨ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ; ସତ୍ୟ ପ୍ରକାଶ ନାୟକ
#satyaprakashnayak #sunstartv #congress #odisha ★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/odia/
➠KZbin: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 584
@user-hy5fq9nx1o
@user-hy5fq9nx1o Ай бұрын
ଆଦିବାସୀଙ୍କୁ ମନ୍ତ୍ରୀ କରିବାଟା ଭୁଲ ନୁଁହ କିନ୍ତୁ ଆଦିବାସୀଙ୍କ ଭୁଟ ଲୋଭରେ ମନ୍ତ୍ରୀ କରିବାଟା ଭୂଲ.
@bandhukrisani4298
@bandhukrisani4298 4 ай бұрын
ଠିକ୍ କହିଛନ୍ତି ଆଜ୍ଞା, ବିଜେପି ବିଜେଡି କୁ ସରକାର ନ କହ ବେକାରୀ କହିଲେ ଅତ୍ଯୁକ୍ତି ହେବା ନାହିଁ।
@premanandasuna7436
@premanandasuna7436 9 күн бұрын
ବହୁତ ଧନ୍ୟବାଦ ସାର୍ ଆପଣ ଏତେ ବଡ଼ ଖୁଲାସା କରିଥିବାରୁ ପ୍ରକୃତରେ ପିଜେପି ସମସ୍ତ ଙ୍କୁ ଛଳନା କରିଛନ୍ତି ।
@sarojkumarpangi4772
@sarojkumarpangi4772 2 жыл бұрын
ଆମେ ଆଦିବାସୀ ନାମ ମାତ୍ର କିନ୍ତୁ ଆମ ପାଇଁ କିଛି ନାହିଁ.....
@narasingpurty3504
@narasingpurty3504 2 ай бұрын
ସତ କଥା କହିଛନ୍ତି
@adumallick2027
@adumallick2027 2 жыл бұрын
ଗୁପ୍ତ ତଥ୍ଯ ପ୍ରକାଶ କରି ଥିବା ରୁ ଧନ୍ଯବାଦ
@BharatBhua
@BharatBhua 3 ай бұрын
ଆମ ଆଦିବାସୀ ପାଇଁ କେହି କାମ କରୁ ନାହାଁନ୍ତି ଆପଣ ସତ୍ୟ କଥା ପ୍ରକାଶ କରୁଛନ୍ତି🙏
@kishunbaske2214
@kishunbaske2214 Ай бұрын
ଆଦିବାସୀ ଙ୍କୁ ନେଇ ରାଜନୀତି କରୁଛି ମୋଦୀ
@gopinathmarndi9640
@gopinathmarndi9640 2 жыл бұрын
Yes. ପିଲା ଦିନରୁ ଆଜି ଯାଏଁ ଆଦିବାସୀ ମାନଙ୍କ କିଛି ନାମିଦାମି ବିକାଶ ପାଇଁ କାମ ତ ମୁଁ କେବେ ବି ଦେଖିନି।
@samaimarndi4769
@samaimarndi4769 2 жыл бұрын
ତୁମେ ପ୍ରଦେଶ କଂଗ୍ରେସ ବାଲା କଳିଙ୍ଗ ନଗର ଆଦିବାସୀ ଗଣ ହତ୍ୟା ବେଳେ କୁଆଡେ ଥିଲ। ଏବେ ପାଟି କରୁଛ କଣ ପାଇଁ ? ତୁମର ଈର୍ଷା ହେଉଛି ଜଣା ପଡ଼ି ଯାଉଛି ।
@dibyaturuk2673
@dibyaturuk2673 4 ай бұрын
Rahul Gandhi jindabad right 👍
@murmustar7034
@murmustar7034 Ай бұрын
ବିଜେଡି ଅଧିବାସୀ ମହିଳା କୁ ଟାର୍ଗେଟ କରୁଥିଲେ,ବିଜେପି ଅଧିବାସୀ କୁ ନେଇ ଟାର୍ଗେଟ କରୁଛି, ଦୁଇ ଦଳ ସମାନ,
@tikabemal3764
@tikabemal3764 2 жыл бұрын
ଯେତେ ବେଳେ ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଥିଲେ ସେ ସମୟରେ କିଛି ଲଢେଇ କଳ ନାହିଁ ଏବେ ଲଢେଇ କଲେ କଣ ମିଳିବ
@anantamallick176
@anantamallick176 2 жыл бұрын
ସତ୍ୟ ବାବୁ ଅଧିକ ଭଡ ଭଡ ହୁଅନ୍ତୁ ନାହିଁ, ଆପଣଙ୍କ ତ ଚାଳ, ଛପର କୁଆଡେ ଗଲାଣି.. କୋଉଠି ଆଶ୍ରୟ ନେବେ ଚିନ୍ତା କରନ୍ତୁ... ଓଡ଼ିଆ ମାଟି ପାଇଁ ଆପଣ ମାନେ ଜଣେ ଜଣେ କଳାପୁରୁଷ... ଦ୍ରୌପଦୀ ମୁର୍ମୁ ବାବଦ ରେ ଆପଣ ଜଣେ ଓଡ଼ିଆ ହୋଇ, ଜିଭ ହୁଡୁଛି କେମିତି? ବିନାଶ କାଳେ ବିପରୀତ ବୁଦ୍ଧି... Please stop it Go back
@KumbharElotrinics
@KumbharElotrinics 3 ай бұрын
ଯେଉଁ ମାନେ ଏମାନଙ୍କ ପଛରେ କୁକୁର ପରି ପଡି ରହିଛନ୍ତି ସେମାନଙ୍କୁ ଜାଣିବା ନିତାନ୍ତ ଜରୁରୀ ଅଟେ ଯଦିଓ ପଇସା ପାଇଁ ସେମାନେ ସେପରି ତାଙ୍କର ପଛରେ ଅଛନ୍ତି କି ଆଉ କଣ ଲାଲସା ସେମାନଙ୍କୁ ତାଙ୍କର ପଛକୁ ଟାଣି ନେଇଛି ତାହା ଭଲ ଭାବରେ ନିଜ ଦେଶର ବିଷୟ ରେ ଚିନ୍ତା କରି ବା ଆବଶ୍ଯକ ଏପରି ଲୋକ ମାନଙ୍କ ପାଇଁ ଆମ ଦେଶ ଆଜି ଉନ୍ନତି ହେଉନାହିଁ ତେଣୁ ଯାହା ବି କାର୍ୟ୍ଯ କରିବା ଆଗରୁ ଭଲ ଭାବରେ ଚିନ୍ତା କରି କରିବା ଆବଶ୍ଯକ ଅଟେ
@shyamchandhembram2563
@shyamchandhembram2563 2 жыл бұрын
ଆମକୁ ସତନ୍ତ୍ର ମର୍ଯ୍ୟାଦା ଦିଆ ଯାଉନି ଭାଷା, ଶିକ୍ଷା, ଧର୍ମ, ମାଠି ଓ ବଂଚିବାର ଅଧିକାର ଖୁର୍ଣ୍ଣ କରାଯାଉଛି, ହିନ୍ଦୁ ରେ ଗୋନା ଯାଉଛି, ଭାରତ ଗୋଟିଏ ସାର୍ଵ ଭୌମ ଗଣ ତନ୍ତ୍ର ରେ ଆମର ଧର୍ମ ସାରନା ଅଟେ, ଇଂଗ୍ରେଜ ମାନଙ୍କ ସହିତ ଲଢେଇ କି ସ୍ୱାଧୀନ କଲା ପରେ ମଧ୍ୟ ଆମେ ପରାଧୀନ ଅଛୁ ସାର l
@chunuramhansdah2525
@chunuramhansdah2525 2 жыл бұрын
You are right
@mahendrakalet8883
@mahendrakalet8883 4 ай бұрын
U r right 7:21
@romanusdungdung2378
@romanusdungdung2378 2 ай бұрын
Right.... Right......
@bncreater5324
@bncreater5324 2 жыл бұрын
ଆମେ ଆଦିବାସୀ ନାମ ମାତ୍ର ଆମପାଈ କିଛି ନାହିଁ।
@lovelypradhan3423
@lovelypradhan3423 2 ай бұрын
100 %correct
@b.s.k.kumar-ok2bp
@b.s.k.kumar-ok2bp Ай бұрын
ଆଦିବାସୀ ନେତା ହେବା kn ଭୁଲ କି Kn ଆଦିବାସୀ ନେତା ହେବାର କ୍ଷମତା ନାହିଁକି ମୋଦି ଯାହା କରିଛନ୍ତି ଭୁଲ କି
@Mvlogs0008
@Mvlogs0008 2 жыл бұрын
ଠିକ୍ କଥା
@sriseshkumarkar3499
@sriseshkumarkar3499 2 жыл бұрын
ହୈ ହେ ନାୟକ ଭାଇନା ତେମେ ବି ତ କାଇଁ କୋଉ ଦିନ ଆଦିବାସୀ ପାଇଁ କିଚ୍ଚ୍ଚି କଲନି? ଆଜି କେମିତି ଏତେ ସବୁମନେ ପଡ଼ିଲାକି? ତେମେବି ତ କୋଉ ରାଜ ନୈତିକ ଖୁଦ ରନ୍ଧୁନ ତ? ଯା ହା ଜାଣିଛ ତା ବିଧାନ ସଭାରେ କାହିଁକି କହୁନ ମ?
@user-du3xv1kl9s
@user-du3xv1kl9s Ай бұрын
ୟାକୁ ଗୋଟେ ବୋର୍ନଲ ଦରକାର୍... ପଛ ପୋଡିଯାଇଛି
@suryamanimallikofficial5637
@suryamanimallikofficial5637 Жыл бұрын
ସଠିକ କଥା
@user-og6ss6hr1x
@user-og6ss6hr1x 4 ай бұрын
ଓଡ଼ିଆ ମୂଖାମନେ କଂଗ୍ରେସ 50.60 ବର୍ଷ ଶାସନ କଲା କିକଲା ତମ୍ମାକୁଗେଇଲା ତାହା ପରେ ତମେବାହାରିଲ ତାହାପରେ ପାଠ ପଢ଼େଇଲା ଚକେରି କଲ ଏବେ ଫେର ବିଜେଡି ଆଉ ବିଜେପି ଗେଇଲେ ତମକୁ କିଏ ପାଠ ପଢେଇବ ସେହିଥିପାଇଁ ଦାଦନ ଖଟିଯାହ ପଇସା ଦେଲା ବିଜେପି ବେଗ ଦେଲା ବିଜେଡି
@akvlokgs9021
@akvlokgs9021 2 жыл бұрын
ସତ୍ୟ ସବୁ ମିଛ
@ashokkumarnath823
@ashokkumarnath823 2 жыл бұрын
ସତ୍ୟପ୍ରକାଶ ବାବୁ🙏
@UpendraPingua-ez2tj
@UpendraPingua-ez2tj Ай бұрын
ବିଲକୁଲ 🇮🇳🙏 ଜୟ କଂଗ୍ରେସ 🙏🎉 ମୁଁ ବିଜେପି କିନ୍ତୁ ଏବେ କଂଗ୍ରେସ ହେଇଛି... ମଣିପୁର ଦୁଃଖ କେହି ଦେଖା ଗଲା ନାହିଁ... କେବଳ କଂଗ୍ରେସ ହିଁ ଦେଖି ପାରିଲେ.... I love you all କଂଗ୍ରେସ ପାର୍ଟି ❤
@jagannath-creation
@jagannath-creation 2 жыл бұрын
Chop ଗଦାର ,ଯିଏ ହିନ୍ଦୁଙ୍କୁ ଆତଙ୍କବାଦ କହୁଛି ସିଏ ଆଜି ହିନ୍ଦୁ(ଆଦିବାସୀଙ୍କ) ଙ୍କ ପାଇଁ ଓକିଲାତି
@Mvlogs0008
@Mvlogs0008 2 жыл бұрын
ଅଧିବାସୀ ମାନେ ହିନ୍ଦୁ ନୁହଁନ୍ତି
@tikeswarmajhi7282
@tikeswarmajhi7282 2 жыл бұрын
ଶବୁଆଦିବାସିଭାରତ,ଦେସରମୁଲମାଲିକ,ସେଥୀପାଈସବୁନୀତିନିୟମ,ପରମଂପରା,ରହିଛି ତାକୁଖତମକରିବାପାଈସବୁଖେଳଚାଲିଛି
@mahadevchinda1105
@mahadevchinda1105 2 жыл бұрын
Write kahuchha
@visionministries382
@visionministries382 2 ай бұрын
ନିଉଜ୍ ଭାଇ ମାନେ ତୁମେ କାହିଁ କି ମୁଖ୍ୟ ପଦକୁ କଟି ଦେଉଛ
@Hrushikesh200
@Hrushikesh200 4 ай бұрын
ଇଲେକ୍ସନ ଆସିଲେ ହିଁ ସବୁ ଦଳକୁ ଆଦିବାସୀ ଦେଖାଯାନ୍ତି... ବାକି ସମୟରେ ଆଦିବାସୀ ମାନେ କୁଆଡେ ପଳେଇଥାନ୍ତି ବୋଧେ... (ଇଲେକ୍ସନ ଶେଷ ତ ଆଦିବାସୀ ପ୍ରସଙ୍ଗ ଶେଷ )
@jinuashgamango5791
@jinuashgamango5791 Жыл бұрын
Good speech sir
@SwagatikaLohar
@SwagatikaLohar Ай бұрын
ଚର ଯେତେ ସତିର ହଉ ନା କାହିକି ଡିନେ ନା ଦିନେ କୋୖଣସି ସୁରାଘ ନିହତୀ ଛାଡ଼େ ଶେଇ ଦଶା Bjp ର... 👍
@balaramsahoo4850
@balaramsahoo4850 2 жыл бұрын
ସତ୍ୟ ବାବୁ ଆପଣ ଯଦି ବିଜେପି ରେ କିମ୍ବା BJD ରେ ଥାନ୍ତେ ତେବେ ଆପଣ ଏହି ମୁହୂର୍ତ୍ତ ରେ କଣ କରି ଥାନ୍ତେ ବା କଣ କହି ଥାନ୍ତେ??
@7xhemantyt758
@7xhemantyt758 2 жыл бұрын
He is right person. Se anyaya birodha re swara uttalona karuchhanti
@sanjaynaik6849
@sanjaynaik6849 3 ай бұрын
ଏ ଗେମ ସମସ୍ତଙ୍କୁ ଜଣାପଡୁଚି. ହେଲେ ଆଦିବାସୀ ମାନେ ଜାଣିପାରୁନାହାନ୍ତି.
@sdev1666
@sdev1666 2 жыл бұрын
Right sir
@rajapatra3610
@rajapatra3610 2 жыл бұрын
Absolutely correct sir
@sibarampanda5962
@sibarampanda5962 2 жыл бұрын
Satya babu sat katha
@RatnaGouda-tk2gl
@RatnaGouda-tk2gl Ай бұрын
କଂଗ୍ରେସ,ଶରକାର,୫୦ ବର୍ଷ ହେଲାଣି ଶାସନ,କଲା, ନବରଙ୍ଗପୁର ଜିଲ୍ଲାର , ଇନ୍ଦିରା ବତୀ,ଡେମର,ପାନି, କଳାହାଣ୍ଡି ଜିଲ୍ଲାରେ,ଭୀକି,ଖାଇଲା,ହାବିଗୁଲା,ଖାନ୍,ମଲା,ଶେଇଦୀନଠୁ, କଂଗ୍ରେସ ଶରକାର,ଜୀରହେଲା,ସ,ଗ,,,ଦୀନଠୁ,ବି,ଜେ,ଡି,ସରକାର,ହୀର,ହେଲା,ଗରିବ, ଦୁଃଖୀ,ର, ଦୁଃଖ ବୁଝୀଲା ନବୀନ,ସରକାର,କୁ, ଧନ୍ୟ ବାଦ୍ ଦିଆଗଲା
@ajayparida2814
@ajayparida2814 Жыл бұрын
Yes sir
@ParanHansdah-nb3vz
@ParanHansdah-nb3vz Жыл бұрын
Jay congress
@krushanachbhoikbabu2706
@krushanachbhoikbabu2706 Жыл бұрын
ଆଦିବାସୀ ନୁହେଁ ଜନଜାତି କେଉଁ ଧର୍ମ ର ଲୋକମାନେ ଆଦିବାସୀ ଟିକେକହିବେକି ସମ୍ବିଧାନ କଣ ଲେଖା ହୋଇଛି ଜନଜାତି ନା ଆଦିବାସୀ।
@UUser2-vl3nm
@UUser2-vl3nm 3 ай бұрын
U r right.....😢 Today, Adivasi is such a irrelevant term for us. We feel insecure for this....😢
@balabhadramallick3374
@balabhadramallick3374 2 жыл бұрын
ଆଦିବାସୀ ଙ୍କୁ ମାରିବା ନୀତି
@bikramhembram5177
@bikramhembram5177 2 жыл бұрын
Tu sola kiye be
@dailyshovideo2630
@dailyshovideo2630 2 ай бұрын
ଥରେ ଜିତାଇ ଦେଖିବା BJP କୁ ଆଦିବାସୀ ଙ୍କୁ ଅଧିକା ଖେଳ କଲେ ବାହାର କରି ଦେବା।
@RamachandraSingh-uf4zi
@RamachandraSingh-uf4zi 3 ай бұрын
ଶଳା 10 ବର୍ଷ ପୂର୍ବରୁ ଏ କଥା ତ କହିଲୁନି ବେ haramjada 88 ହଜାର ବର୍ଗ କିଲୋମିଟର ଜାଗା କିଏ ପାକିସ୍ତାନ କୁ ଦେଲା ବେ ଶଲା
@samayhansdah-qf5lm
@samayhansdah-qf5lm 2 ай бұрын
Tu to bedho chhua besi kuhoni
@user-dv8gu6gs7w
@user-dv8gu6gs7w 2 ай бұрын
Odisha adivasi mahila
@hkmishramishra851
@hkmishramishra851 Ай бұрын
SATYA SIR IS THE BOLD & TRUE VOICE OF ODISHA ALSO
@labamandal2621
@labamandal2621 Жыл бұрын
Correct sir
@prasantakumar3902
@prasantakumar3902 2 жыл бұрын
Modi jadi game khealuchi tamy keahuluna tamaku kia mana karuchi
@rajendrarajput8469
@rajendrarajput8469 2 жыл бұрын
Jay Congress Party Madi Chale Prakash Nayak Jindabad
@jujharnaik4345
@jujharnaik4345 Ай бұрын
Right information I like the news ❤
@prakashdash9209
@prakashdash9209 2 жыл бұрын
Is congress against Adivasi
@adibasi5697
@adibasi5697 2 жыл бұрын
କଂଗ୍ରେସ..ଜଣେ ଆଦିବାସୀ ରାଷ୍ଟ୍ରପତି ପ୍ରାଥି ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ କରୁନାହିଁ, ତେଣୁ ଆଦିବାସୀ ମାନେ ଆସନ୍ତା Election ରେ କଂଗ୍ରେସକୁ ଭଲକି ପାନେ ଦେବେ !!
@damodarmajhi2692
@damodarmajhi2692 2 жыл бұрын
କାହାର କଣ ‌ହେଇଯିବ। ଆଗରୁ ପାନେ ଦଉଥିଲେ ଏବେ ଦେବେ। ଆମ ସାଧାରଣ ଲୋକମାନେ ହଇରାଣ ହେବେ।
@prafullaRjkumar
@prafullaRjkumar 2 жыл бұрын
ଆଦିବାସିର ବଡ଼ ପଦାବିରେ ରହିଲେ କଂ ଗ୍ରେଶ୍ର ମୁଣ୍ଡ ବଥା ହେଲା କି
@BimalMallick-ys5kk
@BimalMallick-ys5kk 4 ай бұрын
ଯଦି ଏଥର ଭି ମୋଦି ଜି ଜିତନ୍ତି ତେବେ ବାଇବଲ ଲେଖା ସଫଳ ହେବ ଏହା ସମସ୍ତେ ଜା ଣ। ଈଶ୍ବରଙ୍କ ସପକ୍ଷ ରେ ନୁହେଁ ଶୟତାନ ସପକ୍ଷ ରେ। କାରଣ ବାଇବଲ ରେ ଲେଖା ହୋଇଛି ଶୟତାନ ଏହି ଜଗତକୁ ଶାସନ କରିବ। ଅନେକ ସମସ୍ୟା, ଜାତି ଉପରେ ଜାତି , ଧର୍ମ ଉପରେ ଧର୍ମ ଦଙ୍ଗା ଉଠିବ।ଏପରି ଅନେକ ସମସ୍ୟା ବିଷୟ ମାନ ରହିଛି ବାଇବଲ ପୁସ୍ତକରେ। ସମସ୍ତ ଧର୍ମ ଓ ଜାତିର ଲୋକେ ବାଇବଲ ପଢ଼। ଯୀଶୁଙ୍କୁ ଗ୍ରହଣ କର କିମ୍ବା ନ କର। ବାଇବଲ ଅଧ୍ୟୟନ କରିବା ହିଁ ଆପଣ ମାନଙ୍କ ଜ୍ଞାତ ହୁଏ। ବାଇବଲ ର ଶେଷ ପୁସ୍ତକ ଗୁଡ଼ିକ। ତେବେ ବାଇବଲ ର ସଫଳତା ବିଷୟ ଜାଣି ପାରିବେ
@chunuramhansdah2525
@chunuramhansdah2525 2 жыл бұрын
Aponkon bholoku dekhuchhonti ki bhul ku bortanan apononko gyano udoyohela gyano debaro nuhe dosodebaro ekonumber
@DebendraSingh-ks6un
@DebendraSingh-ks6un 2 ай бұрын
Good news
@basavahantal7636
@basavahantal7636 2 жыл бұрын
ଵିଜେଡି ଵିଜେପି ଇଂରେଜ ଶାସନ ଆରମ୍ଭ କରୁଛନ୍ତି ଦେଶକୁ ଅସମ୍ମାନ କରୁଛନ୍ତି
@rolexravishetty3735
@rolexravishetty3735 Жыл бұрын
Adivasi all army .all police.all teacher.all technical. all pilot. All Servicec admi sab nakri chhal k naksal banna jaruri ho gai yeh sarkar ham sab adivasiko badya karti he.....
@balarambehera971
@balarambehera971 Ай бұрын
ଠିକ କଥା କହିଛନ୍ତି sir
@user-yv1vq6ir4s
@user-yv1vq6ir4s Ай бұрын
୭୦ ବର୍ଷ ଶାସନ ରେ କଂଗ୍ରେସ କଣ କରିଛି?
@steminarani5803
@steminarani5803 Ай бұрын
ବହୁତ ଭଲ କଥା କହୁଛନ୍ତି ସାର୍ ❤❤❤🎉🎉🎉🎉🙏🏽🙏🏽🙏🏽🙏🏽🙏🏽
@arabindabehera95
@arabindabehera95 Жыл бұрын
Good 👍 👍 👍
@abhayajena4690
@abhayajena4690 2 жыл бұрын
Odissa basi sabu januchhanti kintu bikalp kanhi je kahaku gadire baseibe
@sukadevdehury
@sukadevdehury Жыл бұрын
Good job sir
@JageBariha
@JageBariha Ай бұрын
Thank you Sir👍👍👍👍👍
@NakulDash-dv6xj
@NakulDash-dv6xj 3 ай бұрын
Jay Congress
@BahadurSoren
@BahadurSoren 2 жыл бұрын
Tome bi Adibasi ku nei Sania Gandhi jagare basauna.....Tome bi khelo kara.....
@majurasingpurty6924
@majurasingpurty6924 2 жыл бұрын
Tome thik kahilo... But toma time re adivasi nothile ki 60 Year sashana karilo... Tome mane bi karithanto ...
@mangalsaiharijan1082
@mangalsaiharijan1082 2 жыл бұрын
ଗୁପ୍ତ କଥା କହିବାରୁ ଧନ୍ୟବାଦ ସାର
@TribalBoyOD_08
@TribalBoyOD_08 Ай бұрын
Great Speech on About ODISHA's Aadivasi Peoples Congress Political Very nice 🎉🎉🎉🎉🎉🎉❤❤❤❤❤❤❤😊😊😊😊😊 Right Guy
@dharmendrabag4485
@dharmendrabag4485 Ай бұрын
Congress zindabad
@pravasiniseth9594
@pravasiniseth9594 Жыл бұрын
Satya sir 🙏❤️ salute apako Dil se salute 🙏
@shrimantaparida986
@shrimantaparida986 2 жыл бұрын
ସତ୍ୟ ସାର୍ ମୁଁ ଆପଣଙ୍କୁ ସନ୍ମାନ କରେ ହେଲେ ମୋଦି ନଥିଲେ କଂଗ୍ରେସ ଦେଶ ବିକ୍ରି କରି ସାରନ୍ତା ନି
@parthasarathiajayabarik569
@parthasarathiajayabarik569 2 жыл бұрын
Beautiful Analysis Better to vote for Sinha Saheb. Otherwise Democracy will be in danger.
@hrushikeshgopal7740
@hrushikeshgopal7740 2 жыл бұрын
କଂଗ୍ରେସ ଶାସନ କାଳରେ, ଓଡିଶା ରୁ କାହାକୁ ପ୍ରାର୍ଥୀ ଦେଇପାରିଲ ନାହିଁ, ଏବେ ବିରୋଧ କରୁଛ, ଏହା ହିଁ ଦୁର୍ଭାଗ୍ୟ, ଆଗକୁ oo ହେବାର ସମ୍ଭାବନା ବେଶୀ 😄😄
@EngineersChoiceAnyday
@EngineersChoiceAnyday 2 жыл бұрын
Eita nischita bhabe PM nkara gote game. Kintu jane adibasi mahila au uttam mahilanku president kari bhala karichanti, kichi ta kharap karinahanti.
@premikatirkey2568
@premikatirkey2568 Ай бұрын
Sata katha. Jaga adiwasi jago
@salkhanmurmu702
@salkhanmurmu702 2 ай бұрын
ଏହା ଏକ ସତ ଅଟେ
@abhayavlog8846
@abhayavlog8846 2 жыл бұрын
ଭାରତ ଦେଶ ପାଂଇ ମୋଦୀ ହିଂ ବେଷ୍ଟ ଜେତେ କହିଲେବି କିଛି ଫରକ୍ ପଡିବନି
@jyeshjagat3088
@jyeshjagat3088 2 жыл бұрын
Tu murkh kya Samajh paiga brain wash ho gaya hai
@abhayavlog8846
@abhayavlog8846 2 жыл бұрын
tu mrkh hey kiya
@jagannathtudu6855
@jagannathtudu6855 2 жыл бұрын
Aur dusra baat zyada ahankaar ache achho ko le dubata h.....
@jyeshjagat3088
@jyeshjagat3088 2 жыл бұрын
@@jagannathtudu6855 sahi bat Modi mai ahankar bahut hai
@tikabemal3764
@tikabemal3764 2 жыл бұрын
Very good sir
@pelongjamuda3785
@pelongjamuda3785 2 жыл бұрын
Adivasi Owarang Chitii ku / Ho bhasa ku Bortoman sudhha ostom onuchhed re sthan dei nahanti na BJP,na BJD,na JMM,tenu Adivasi Bhai Bhouni chinta Koruntu sarkar Adivasi basingku nei gem khelu chhonti santali manongku milila bhasa ho manangku milila asa gotiye somoyorey memorandam Diya Jai thila,,,, Bortoman Dropoti Murmu ro gan re Bijuli nothila kintu Dropoti Murmu Rastropoti jevabei gan re bi Bijuli jolia au 'Ho 'Bhasa/owarang Chitii ku sorokari sikruti milibaku opekyere ochhi ,,,,
@devil.gamer.girl.
@devil.gamer.girl. 2 жыл бұрын
Aabsolutely right.
@santoshkumarkisan9127
@santoshkumarkisan9127 Ай бұрын
ଆଗରୁ ମୁଷାଗାତରେ ପଶିଥିଲୁକି
@user-ig3xx5ey1w
@user-ig3xx5ey1w Ай бұрын
Right sir 👍👍👍👍
@dillippradhan6496
@dillippradhan6496 Ай бұрын
U r right Sir
@kameswarkilaka3605
@kameswarkilaka3605 Ай бұрын
ନିଜର ଦଳକୁ ଆଗୋକୁ ଆଣିବାପାଇଁ ସମସ୍ତେ ଏମିତି ସୁପର ମିଛୁଆ, ଭକୁଆ, କୋଥା kohithawanti...
@RohitKumar-xp4oj
@RohitKumar-xp4oj 2 ай бұрын
Congress atiki dino kuade jaithila bandho congress kichi kamo nahi jai shree ram
@JalmajayaNag
@JalmajayaNag 26 күн бұрын
Right kahichanti sir
@umakantaparida1583
@umakantaparida1583 2 жыл бұрын
ସତ୍ୟବାବୁ ତମର ନାମ ମହିମା ଟିକେ ରଖ
@kishorsahoo4615
@kishorsahoo4615 2 жыл бұрын
ରାଇଟ କଥା
@ManitaBhatra-wr6wo
@ManitaBhatra-wr6wo Ай бұрын
💯💯💯💯💯💯💯💯💯💯💯💯💯💯💯 right 👍👍👍👍👍👍
@parautudu3008
@parautudu3008 Ай бұрын
Next time congress
@pitamberparida8762
@pitamberparida8762 11 ай бұрын
ଜିଏ ଜଗନ୍ନାଥଙ୍କୁ ନେଇ ଖେଳ ଖେଳିପାରେ ରତ୍ନ ଭଣ୍ଡାର ଲୁଣ୍ଠନ କାରୀର ମିତ୍ର ,ସେବ୍ୟକ୍ତି ଆଉ କଣ ନ କରି ପାରିବେ ଯେ ଏତେ ଆଲୋଚନା ।
@BaliaMarndi
@BaliaMarndi 2 жыл бұрын
Janata dekhuchanti kiye prakrutare adivashi manak unnati pain safal heuchanti....
@DhaneswarHantal-ed3ok
@DhaneswarHantal-ed3ok 2 ай бұрын
ଆମେ ନାମକୁ ଆଦିବାସୀ ପୂର୍ଣ୍ଣ ତା ରୁପରେ ଆମୋର ଅଧିକାର ଏଯାଏଁ ପାଇନାହୁ, Bjd 25 year ଶାସନ କଲାପରେ ଭି ଓଡ଼ିଶାର ଅଧ୍ୟୁଷିତ ଆଦିବାସୀ ଅଞ୍ଚଳରେ ସରକାରଙ୍କର ଯୋଉ ଯୋଜନା ପାଇବା କଥା ସେଇ ଯୋଜନା ମଧ୍ୟ ପହଞ୍ଚି ନାହିଁ , ଆଉ ଆପଣ ମାନେ ସବୁ ଭଢୁଆ ଦଳ ତାମିଲ୍ ବାବୁର ଅତି ଆପଣାର ଗୋଟେ ଗୋଟେ ଚାକର l
@sarojkumarpangi4772
@sarojkumarpangi4772 2 жыл бұрын
ନେତା ଆମର କଥା ତାଙ୍କର ...ଆମ ନେତା କଥା ତାଙ୍କର.....
@hkmishramishra851
@hkmishramishra851 Ай бұрын
VOICE OF INDIA
@aamy00
@aamy00 2 жыл бұрын
ମିଛୁଆ କୋଉଠିକାର୍
@ManitaBhatra-wr6wo
@ManitaBhatra-wr6wo 4 ай бұрын
Congress jindabad jindabad 👌🙏💪
@kabisoy
@kabisoy Ай бұрын
Badhia katha
Slow motion boy #shorts by Tsuriki Show
00:14
Tsuriki Show
Рет қаралды 8 МЛН
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 8 МЛН
Женская драка в Кызылорде
00:53
AIRAN
Рет қаралды 461 М.
Самый Молодой Актёр Без Оскара 😂
00:13
Глеб Рандалайнен
Рет қаралды 11 МЛН
🔵 One To One With BJP Leader Mohan Charan Majhi || Kanak News
25:36
Slow motion boy #shorts by Tsuriki Show
00:14
Tsuriki Show
Рет қаралды 8 МЛН