ଆଫ୍ରିକା ଝିଅକୁ ଆଚାର ଚଟେଇ ଦେଲି || ଏଠି ଗୋରୁ ଚରାଳି ପାଖରେ ବନ୍ଧୁକ ଥାଏ AFRICA ODIA VLOG

  Рет қаралды 1,360,806

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 3 000
@damayantidas5308
@damayantidas5308 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପୁଅରେ ତୁମ ବାପା ମାଙ୍କୁ ବହୁତ ବହୁତ ଧନ୍ୟବାଦ ତୁମ ପରି ପୁଅ ପାଇ କି ତୁମେ ବି ସାରା ଜୀବନ ବାପା ମାଙ୍କୁ ଭଲରେ ରଖିବ ବାପା ମାଙ୍କର ଆଶ୍ରୀବାଦ ତୁମ ଉପରେ ରହିଛି ଓ ରହିବ ଚନ୍ଦ୍ର ସୂଯ୍ୟ ଥିବା ପଯ୍ୟନ୍ତ ତୁମେ ବହୁତ ଆଗକୁ ଯିବ ଜୟ ଜଗନ୍ନାଥ
@despacitomilan8188
@despacitomilan8188 Жыл бұрын
❤❤❤❤🎉🎉🎉
@gs_official_vlog
@gs_official_vlog Жыл бұрын
Tankara Maa Kichhi Dina Tale Nahanti Seti Painta Munda Chula Nanda heichanti
@ashiskumargochhayat7764
@ashiskumargochhayat7764 Жыл бұрын
Jay Jagannath
@Biswo1395
@Biswo1395 Жыл бұрын
Thanks bahi mast katha kahila
@GoodNews24x7odia
@GoodNews24x7odia Жыл бұрын
Badhia laguchi tama vlog
@manojkumarsahu4527
@manojkumarsahu4527 Жыл бұрын
ଏହି ଭିଡିଓ ଜେଉ ମାନେ ଦେଖୁଛନ୍ତି ତାଙ୍କ ମା ବାପାଙ୍କୁ ଭଗବାନ ଆୟୁଷ ଦିଅଁନ୍ତୁ
@sh.chandan.
@sh.chandan. 2 ай бұрын
Duanya bad
@BimbadharMangaraj
@BimbadharMangaraj 7 ай бұрын
ବହୁତ ବହୁତ ଧନ୍ଯବାଦ୍ ଓଡିଆ ଜାତିର ଟେକ ରଖ
@Sundaravrajesvaradas
@Sundaravrajesvaradas Жыл бұрын
ତୁମ କୁ ଆଦିବାସୀ ପିଲା ବୋଲି କହି ହେବନି , ତୁମେ ବହୁତ ସ୍ମାର୍ଟ , ଉପସ୍ଥିତ ବୁଦ୍ଧି ବି ବହୁତ ଅଛି , ସବୁ ଭଲ ତୁମର , thank you for everything
@melisha4236
@melisha4236 Жыл бұрын
Adiwasi pila kn smart nuhanti?
@sizzlinglife8198
@sizzlinglife8198 Жыл бұрын
@@melisha4236 TV serial movie maker mane adiwasinka image kharap kariki rakhichanti... emananka hisab re adiwasi kebala kala kala bhuta bhalia heithibe au ajib jinsa sabu lageithibe au kebala maar pit kariba janithiba Kintu actually ame bht sarala au dayalu... au rahila Cota katha ta dekha bhai Cota b taku milithae jie hard working thae kahikina ame sabu nija kama ghara kama sabu eka karu au sathire padhiba bht kasta heithae
@Xxxlgey
@Xxxlgey Жыл бұрын
ତମକୁ ପଣ୍ଡିତ ପିଲା ବୋଲି କହି ହେବନି, ତୁମେ ବହୁତ ମୂର୍ଖ ,ଅନୁପସ୍ଥିତ ବୁଦ୍ଧି ବହୁତ ଅଛି,
@santhacharandas7385
@santhacharandas7385 Жыл бұрын
ଭାଇ ଯେତେ ଦୁଃଖରେ ଥିଲେ ମଧ୍ଯ ତୁମ ଭିଡିଓ ଦେଖଲା ପରେ ବହୁତ୍ ଖୁସି ଲାଗେ.❤❤
@MIZUL..
@MIZUL.. Жыл бұрын
Right bro 🥰🥰🥰
@pikunnaik4338
@pikunnaik4338 Жыл бұрын
Right 👍
@anitamallick8067
@anitamallick8067 Жыл бұрын
Right brother
@amautkal
@amautkal Жыл бұрын
ଭାଇ ତମର ଶେଷ କଥାଟା ବହୁତ ଭଲ ଲାଗିଲା ,ସେଇଥୀ ପାଇଁ ହୃଦୟର ଧନ୍ୟବାଦ୍,❤️❤️❤️
@BhagirathaPrusty-yd4tj
@BhagirathaPrusty-yd4tj Жыл бұрын
ଜଣେ ଜନଜାତିର ହୋଇ ଦେଶ ବିଦେଶ ଯାଇ ଏତେ ଭଲ ଭିଡିଓ ବନାଉଛନତି,ଇଏ ମହାମହିମ ରାଷ୍ଟ୍ରପତି,ଯିଏ ଜନଜାତିରୁ ଦେଶର ପ୍ରଥମ ନାଗରିକ, ତାଙ୍କ ସହିତ ସମାନ ❤
@salominayak9999
@salominayak9999 Жыл бұрын
ଆଦିବାସୀ ଭାଈ
@hemendratandi5441
@hemendratandi5441 Жыл бұрын
Paisa kouthi paauchanti ebe bhai sabu desa bulibaku
@BhagirathaPrusty-yd4tj
@BhagirathaPrusty-yd4tj Жыл бұрын
@@hemendratandi5441 ଭାଇ ସେ କଥା ମୁଁ କହି ପାରିବି ନାହିଁ, ସତରେ ତ ଆମେ ଦେଖୁଛୁ ବୁଲୁଛନ୍ତି
@hemendratandi5441
@hemendratandi5441 Жыл бұрын
Baaki se Bhai ku very much thanks odisha ru jai ki video sabu out of country ra dekhau thiba ru ....
@M.mrespect0
@M.mrespect0 Жыл бұрын
kzbin.infoUJJtIxa69VM?feature=share
@O_G.ESPORT16-SHORT
@O_G.ESPORT16-SHORT Жыл бұрын
ଯିଏ ଭାଇ କୁ ନମ୍ବର 1vloger ମାନନ୍ତି ମୋ comment କୁ like kara
@udyasoran224
@udyasoran224 Жыл бұрын
😅Vv
@udyasoran224
@udyasoran224 Жыл бұрын
😅Vvir
@HadibandhuMajhee
@HadibandhuMajhee Жыл бұрын
❤❤
@_2DU_STAR_143
@_2DU_STAR_143 Жыл бұрын
🖐️✋
@pradipkumarsahoo2112
@pradipkumarsahoo2112 Жыл бұрын
🙋
@chhabimohanty2112
@chhabimohanty2112 Жыл бұрын
ମୋ ଭାଇ ର ଭିଡ଼ି ଓ ପୃଥିବୀ ପୃଷ୍ଠରେ ଦେଖିବା ବିରଳ। ବହୁତ୍ ସୁନ୍ଦର୍ ଦିସୁଛି। ପ୍ରାଏ ବିପଦ ଜାଗା କି? ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି ଆପଣଙ୍କ ର।🙏🙏💅💅💅🏆🏆💯💯💯💯♥️♥️👌👌👍👍💯💯🏆💅🙏❤️
@gourisankarjena5442
@gourisankarjena5442 Жыл бұрын
Odisha's No.1 International Travel Vlogger. Proud of you brother
@simplelifevlogersugyani6140
@simplelifevlogersugyani6140 Жыл бұрын
👍👍
@bishelifestyle
@bishelifestyle Жыл бұрын
ଭାଇ ତୁମ ପାଇଁ ଆମ ମାନଙ୍କୁ ନୁଆଁ କିଛି ଶିଖିବାକୁ ମିଳୁଛି ...ଯେଉଁ ମାନେ କିଛି କାମ କରୁ ନାହାନ୍ତି ..ତାଙ୍କ ପାଇଁ ବି ଗୁଟେ ବଡ ମେସେଜ ଆଏ.. Thank you labha bhai. ❤❤❤❤
@kdsahoo1
@kdsahoo1 Жыл бұрын
ସମସ୍ତେ ବଡ ବଡ ଦେଶର video କରୁଛନ୍ତି କିନ୍ତୁ ଏତେ ଅସୁବିଧା ରେ ରହି ଆମକୁ ଅନୁନ୍ନତ ଦେଶ ର ସଂସ୍କୃତି, ଜୀବନ ଚଳନୀ ସନ୍ଦେଶ ଦେଉଛ ସେଥିପାଇଁ ତୁମକୁ ବହୁତ ଧନ୍ୟବାଦ. ତୁମେ ସୁସ୍ଥ ରହି ତୁମ କାର୍ଯ ଜାରି ରଖ...❤
@Dhanapuspavlog
@Dhanapuspavlog Жыл бұрын
ଲବ ଭାଇ ପାଇଁ ଗୋଟେ like ହେଉ ଜୟ ଜଗନ୍ନାଥ ❤🙏🙏
@BIJAYINIPANDA
@BIJAYINIPANDA Жыл бұрын
ଭାଇ ଆପଣ ଙ୍କ ବ୍ଲଗ୍ ବଢିଆ ଲାଗୁଛି. ଆଉ ମଝିରେ ମଝିରେ ଆଫ୍ରିକା ଝିଅ ଙ୍କ ସହ ମଜା ମଜା କଥା ମସ୍ତ୍ ପୁରା... 😃👌👌
@bhagabanpradhan7500
@bhagabanpradhan7500 Жыл бұрын
କନକ ନିୟୁତ ରୁ ତୁମ ବିଷୟରେ ଜାଣିବାକୁ ପାଇଲୁ ଜଣେ ଆଦିବାସୀ ପୁଅ ନିଜ ଚେଷ୍ଟାରେ ଏତେ ବାଟ ଆସିପାରିଛି ଧନ୍ୟବାଦ
@jayramnk5533
@jayramnk5533 Жыл бұрын
ଭାଇ ସାରା ଦୁନିଆ କୁ ଏତେ ପ୍ରାଂଜଳ ଭାବରେ ବୁଝେଇ କି ଦେଖଉ ଥିବାରୁ ବହୁତ ବହୁତ ଧନ୍ୟବାଦ । Best of luck ଭାଇ Happy journey❤ Love from ମୁଁ ଆଦିବାସି କନ୍ଧମାଳ ଛୁଆ 🇮🇳❤❤❤
@bibhuofficial3168
@bibhuofficial3168 Жыл бұрын
ମୁଁ ବି କନ୍ଧମାଳ ଜିଲ୍ଲାର ଭାଇ ❤❤❤
@supper-funy8
@supper-funy8 Жыл бұрын
kzbin.infoUJJtIxa69VM?feature=share
@rajkumarmallick8139
@rajkumarmallick8139 Жыл бұрын
Mu b kandhamal plb ra bro.,...
@sukultudu137
@sukultudu137 Жыл бұрын
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ
@akcreative6751
@akcreative6751 Жыл бұрын
Mu b kandhamal chua ❤️✨
@Soybrothers440
@Soybrothers440 Жыл бұрын
Odisha 's only one No -01 international traveller... God bless you forever.. and so your family....
@dipikasahoo4206
@dipikasahoo4206 Жыл бұрын
ଯାହା ହଉ ଭାଇ ତୁମ ପାଇଁ ଆମେ ଅନ୍ୟ ଦେଶ ବିଷୟ ରେ ଜାଣିପାରୁଛୁ| ଧନ୍ୟବାଦ ଭାଇ| ଜୟ ଜଗନ୍ନାଥ
@KetakiThakur-qn1ry
@KetakiThakur-qn1ry 8 ай бұрын
Video Last khata bahut voll lagila Bhai thank you so much ❤and love you bro 🎉🎉🎉
@jitenbiswal6367
@jitenbiswal6367 Жыл бұрын
ଭାଇ ତମ ବ୍ଲଗ୍ ଦେଖୀ ବହୁତ୍ ଖୁସି ଲାଗିଲା, ତମର ବହୁତ୍ ଜଲଦି 1Million ହେଇଯିବ
@satyabrat7640
@satyabrat7640 Жыл бұрын
ଭାଇ ମାନେ କିଏ ଭାବୁଛ ଆମ ଓଡିଆ ଟୋକା no.1 ବ୍ଲଗର like କରନ୍ତୁ
@RamsinghHaiburu-c6u
@RamsinghHaiburu-c6u Жыл бұрын
Bahut bhala Laguchi bhai
@bharatranjanrout3951
@bharatranjanrout3951 Жыл бұрын
ଯାହା ବି ହେଉ ନିଜ ଜୀବନ କୁ ବାଜି ଲଗେଇ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ବାଦ ପରିବେଷଣ କରିଥିବାରୁ ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି। ଧନ୍ୟବାଦ🙏
@PUREKNOWLEDGE9556
@PUREKNOWLEDGE9556 Жыл бұрын
ସେ ଝିଅ ର ମନକୁ ତମେ ବହୁତ୍ କଷ୍ଟ ଦେଲ ଭାଇ। ତା ହୃଦୟ ଭାଙ୍ଗି ଦେଲ।
@sibaprasadmohanty6902
@sibaprasadmohanty6902 Жыл бұрын
ଭାଇ ଏବେ situation ଏମିତି ହେଲାଣି କି ତମର video ନାଦେଖିଲେ ରହି ହଉନି 😢😢 କଣ୍ଟେଣ୍ଟ ବହୁତ strong ❤
@madantudu9490
@madantudu9490 Жыл бұрын
Right
@barungouda700
@barungouda700 Жыл бұрын
Bala na
@Rajashree_321
@Rajashree_321 Жыл бұрын
Right😂😢
@bibekanandaray4591
@bibekanandaray4591 Жыл бұрын
ଆମର ଜନଜାତିର ଭାଇ ଟିକୁ ରାଷ୍ଟ୍ରପତି କରିବା କଥା। ଆମର ନବୀନ ପଟ୍ଟନାୟକ ମୋଦି ସରକାର କୁ ଲେଖା ପଠାଇ କଥା।ସତ great man , salute
@sarojkumarbarik3534
@sarojkumarbarik3534 Жыл бұрын
ସ୍ବାଗତମ୍ ଲବ ହାଁସଦା। ତୁମ ଭିଡିଓ ଗୁଡିକ ବହୁତ ଭଲ ଲାଗୁଛି।ତୁମର କହିବା ଶୈଳୀ ଓ ଉପସ୍ଥାପନା ବହୁତ ଉଚ୍ଚ କୋଟୀର। ତୁମର ପରିଶ୍ରମ ଓ ଓଡିଶା ବାସୀଙ୍କ ଭଲ ପାଇବା ତୁମକୁ ଅଳ୍ପ ସମୟ ମଧ୍ୟରେ ବହୁତ ସଫଳତା ଦେଇ ପାରିଛି। LOVE YOU LABA .
@Rajababu-gk6kp
@Rajababu-gk6kp Жыл бұрын
ଭାଇ ସେଠାକାର ଝିଅ ମାନଙ୍କୁ ମହୁ କହି ଆଚାର ଛଟେଇଲ କେତେ ଖୁସିରେ ତୁମକୁ ଆଲିଙ୍ଗନ କରିଲେ । ଏହା ପରେ ତୁମର ଭିଡିଓ ଗୁଡ଼ିକ ବହୁତ ଭଲ ଲାଗିଲା ❤❤
@hopeoplecare
@hopeoplecare Жыл бұрын
ମୁଁ ହେଇଥାନ୍ତି କି
@supper-funy8
@supper-funy8 Жыл бұрын
kzbin.infoUJJtIxa69VM?feature=share
@JhooRajhu-wq2he
@JhooRajhu-wq2he Жыл бұрын
​@@hopeoplecare tu hei thile gandi mari de thantu sala chura😂
@rabimallick1164
@rabimallick1164 Жыл бұрын
Many many thanks my dear brother for showing other countries culture
@dineshbhoi6480
@dineshbhoi6480 Жыл бұрын
Odisha no-1 international vlogger.. Happy journey chotu bhai...
@chiku4140
@chiku4140 Жыл бұрын
ଭାଇ ବହୁତ ସୁନ୍ଦର ଭିଡିଓ ବନଉଛ ମାଡିଚାଲ ଏମିତି ଯାରି ରହୁ❤❤❤
@chandrasekharsanta-bj2ux
@chandrasekharsanta-bj2ux Жыл бұрын
ଭାଇ ସେ ଏରିଆ ର ସବୁ ସମସ୍ୟା କହିବାରୁ ବହୁତ ଧନ୍ୟବାଦ ସତରେ ଆମେ ଭାରତ ରେ କେତେ ଭଲ ରେ ଅଛୁ. ତାହା ଆପଣଙ୍କ ଭିଡ଼ିଓ ମାଧ୍ୟ୍ୟମରେ ଜାଣି ପାରୁଛୁ 😢
@ranjanjena4939
@ranjanjena4939 Жыл бұрын
ଧନ୍ୟବାଦ୍ ଭାଈ। ଭଦ୍ରକ କଥା କହି ଥିବାରୁ। ମୁଁ ଭଦ୍ରକ ପିଲା❤️‍🩹❤️‍🩹❤️‍🩹❤️‍🩹❤️‍🩹
@jitenbehera9864
@jitenbehera9864 Жыл бұрын
ତମେ ଓଡ଼ିଆରେ କଥା କହିଲେ ବଢିଆ ଲାଗୁଛି ଆଗକୁ ମାଡି ଚାଲ ...ଜୟ ମା ତାରିଣୀ
@NayakBabuofficial
@NayakBabuofficial Жыл бұрын
Hii
@rajacreation294
@rajacreation294 Жыл бұрын
Bhainka ghara bhadrak Africa nuha
@Allah_Suar
@Allah_Suar Жыл бұрын
Jay maa tarini
@DhyanaNaik-dz9qs
@DhyanaNaik-dz9qs Жыл бұрын
ଭଗବାନ ତୁମକୁ ଖୁସିରେ ରଖନ୍ତୁ ❤❤❤❤❤❤
@biswaranjansahoo6331
@biswaranjansahoo6331 Жыл бұрын
U r a very brave boy in my odisha... Keep it up bro.. Bande utkala janani... 👍👍💐💐🙏🙏🙏🙏
@indianeating2322
@indianeating2322 Жыл бұрын
ଭାଇ ଭଦ୍ରକ କଥା ଯାହାବି କହିଲ ସବୁ ୧୦୦%ସତ ଭାଇ ମୋ ଗାଁବି ଭଦ୍ରକ /ଧାମନଗର I love you bhai Africa ମାଟି ରେବି ଭଦ୍ରକ କଥା କହିଲେ
@RamakantKatual
@RamakantKatual Жыл бұрын
Right 👍 mo b bhadark kaupur lovely 🌹 soo much bhai Jay jagannath
@bandanasingh173
@bandanasingh173 Жыл бұрын
ଭଦ୍ରକ ମୋ ଶାଶୁ ଘର,କାଉପୂର୍ ମୋ ଭାଣିଯି ବିଭା ହୋଇଛନ୍ତି
@SujanPatra-h5z
@SujanPatra-h5z Жыл бұрын
Hiii bhai
@Dalasingha
@Dalasingha 3 сағат бұрын
ଭାଇ ପ୍ରତି କେତେ ଭଲ ପାଇବା ଅଛି i love you India🇮🇳🇮🇳
@rajeshnisikaofficial
@rajeshnisikaofficial Жыл бұрын
ଭାଇ ଏସବୁ ଭିଡିଓ ଦେଖି ଭଗବାନଙ୍କୁ ଧନ୍ୟବାଦ ଦେଉଛି କାହିଁକି ନା ମୋତେ ଭାରତ ଭଳି ଦେଶରେ ଜନ୍ମ ଦେଇଛନ୍ତି
@chandannaik5477
@chandannaik5477 Жыл бұрын
Hn bhai
@madhusmitanayak4764
@madhusmitanayak4764 Жыл бұрын
Hn bhai mu same vabuchi..loka mane amathu bi bahut asuvidha re rahuchanti..
@ChandkaTukuda
@ChandkaTukuda Жыл бұрын
ଭାଇ ତୁମକୁ ଧନ୍ୟବାଦ ! ଭାଇ ତୁମ ଭିଡ଼ିଓ ଦେଖିବାକୁ ବହୁତ ଭଲ ଲାଗେ . 👌👌
@dilipkumarsahu2285
@dilipkumarsahu2285 Жыл бұрын
Beautiful your speech and traveling
@dipuvlogs1996
@dipuvlogs1996 Жыл бұрын
ନବ ଭାଇ ❤ ବହୁତ ଭଲ କାମ କରୁଚ ଓଡ଼ିଆ ମାନଙ୍କ ର ତୁମେ ଗର୍ବ
@uttammurmu2730
@uttammurmu2730 Жыл бұрын
Nabo Bhai nuhn laba bhai
@musicbandmahesh8790
@musicbandmahesh8790 Жыл бұрын
ଭାଇ ତମ ଭିଡିଓ ଯେତେ ଦେଖିଲେ ଆହୁରି ଦେଖିବାକୁ ଇଛା ହେଉଛି ❤❤ I love you brother.
@m3official745
@m3official745 Жыл бұрын
God bless you bro..... Many thanks for you,you're one of the world best vloger...
@aroxsantali5374
@aroxsantali5374 Жыл бұрын
ଦେଖା ଯାଉଛି ମୋଡ୍ ମୋଡ଼ିଆ, ହେଲେ କାମ କରେ ବହୁତ୍ ବଢ଼ିଆ I Epic line 😂😂😂 2:57
@Mnls956
@Mnls956 Жыл бұрын
😂
@HadibandhuMajhee
@HadibandhuMajhee Жыл бұрын
@pikunnaik4338
@pikunnaik4338 Жыл бұрын
Mu suniki bahut hasili😃😍
@supper-funy8
@supper-funy8 Жыл бұрын
kzbin.infoUJJtIxa69VM?feature=share
@Kamakshya
@Kamakshya Жыл бұрын
Hn mu bi
@odishaempire5038
@odishaempire5038 Жыл бұрын
ଲବ ଭାଇ ତୁମ ଭିଡିଓ ବହୁତ୍ ହୁର୍ଦୟ ସ୍ପର୍ସି । ତମେ ଡେଲି ଭିଡିଓ ପକାଓ । ମୁଁ ତ ତମ ଭିଡିଓ ଅପେକ୍ଷା ରେ ସଦାବେଳେ ରୁହେ । ଲଭ ୟୁ ବ୍ରୋ । ଆମ ପାଇଁ ଏମିତି ଭଲ ଭଲ ଅପଲୋଡ଼ କରୁଥିବାରୁ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍। ଭାଇ ପ୍ରତିଉତର ଅପେକ୍ଷା ରେ ରହିଲି ।👍👍
@laxmankrisani4356
@laxmankrisani4356 Жыл бұрын
you are a great traveller Laba bhai may god bless you forever ..Good Luck
@jyotiranjannayakvlogs367
@jyotiranjannayakvlogs367 Жыл бұрын
ଦେଖା ଯାଉଛି ମଡ ମଡ଼ିଆ କିନ୍ତୁ କାମ ବହୁତ ବଢିଆ epic dialogue 😂😆😄Nice informative video ଲବ ହାଁସଦା ❤frm ଆନନ୍ଦପୁର
@smrutipayal
@smrutipayal Жыл бұрын
ଭାଈ 1 million subscribers ଜଲଦି ହେଇଯିବେ 😍😍🤩💐
@niranjanmallik7937
@niranjanmallik7937 Жыл бұрын
ହଉ ମୁଁ ଅପେକ୍ଷା କରିଛି
@GouravSwain-ly3od
@GouravSwain-ly3od 9 ай бұрын
ଭାଇ ଆପଣଙ୍କ ଭିଡିଓ ରୁ ଆଫ୍ରିକା ର ଦୈନଦିନ ଜୀବନ ଅତିବାହିତ ସମ୍ପର୍କରେ ଜନସାଧାରଣ ଅବଗତ ହୋଇ ହୋଇପାରିବେ❤❤❤❤
@rrsloverboy9454
@rrsloverboy9454 Жыл бұрын
ଆମ ଓଡ଼ିଶା ବି କିଛି ଜିନିଷ ଅଛି ସେଇଟା ଦେଖାଉ ଯେମିତି ଆମ ଦେଖିଲେ ଖୁସି ହେବୁ କି ଆମ ଓଡ଼ିଶା ରେ ଏମିତି ଲୋକ ଅଛନ୍ତି ଆଊ ଏମିତି ବି ଜାଗ ଅଛି
@Cknayak789
@Cknayak789 Жыл бұрын
ଆମେ ଓଡିଆ ଭାରିବଢିଆ 🙏 ଜୟ ଜଗନ୍ନାଥ 🙏
@baburammunduya1882
@baburammunduya1882 Жыл бұрын
Adi napay place...Dilse adi adi sarhaw bayha 👍👍👍👍💐💐💐💐
@tempamajhi8574
@tempamajhi8574 Жыл бұрын
Great performance laba dada
@kanhabaral2209
@kanhabaral2209 Жыл бұрын
ଭାଇ ଆପଣ ଓଡ଼ିଆ ରେ କୁହନ୍ତୁ ଯାହା ହେଉ ଆପଣ ଓଡ଼ିଶା ରୁ ଯାଇକି ଆଫ୍ରିକା ରେ ଭିଡିଓ ଵନ‌ଉଛନ୍ତି ଦେଖିବାକୁ ବହୁତ ଖିସି ଲାଗୁଛି 👍👍👍👍
@JogeswarNaik-cr2ee
@JogeswarNaik-cr2ee 10 ай бұрын
Laba Hansdah, Really great.......
@rjrooneyking2382
@rjrooneyking2382 Жыл бұрын
love you ଭାଇ ଆମେ ଆଦିବାସୀ ଜୟ ଆଦିବାସୀ 🚩🚩🚩
@anilrana9641
@anilrana9641 Жыл бұрын
ଭାଇ ବହୁତ ଦୁଃଖ ରେ ଅଛନ୍ତି ଲୋକେ କାହିଁ କେତ ଭିଡ଼ିଓ ବନାଉଛ ଆମେ ତୁମର ସାଙ୍ଗରେ ଅଛୁ ଆଖି ରୁ ଲୁହ ଆସିଗଲା i love ଇଣ୍ଡିଆ 🙏🙏🙏
@MuktaSethy-m4c
@MuktaSethy-m4c Ай бұрын
Labahasda thankyou oll wold cii
@krishnachandramukhi9377
@krishnachandramukhi9377 Жыл бұрын
Love from Bangriposi, ମୟୁରଭଞ୍ଜ 🌿
@GuluSakti-qh2pt
@GuluSakti-qh2pt Жыл бұрын
ଜୟ ଜଗନ୍ନାଥ ମହା ପ୍ରଭୁ ଭାଇ ଭଲ ରେ ରୁହନ୍ତୁ ଏମିତି ଭଲ ଭଲ ଜାଗା ଦେଖାନ୍ତୁ
@ramprasadmeher4372
@ramprasadmeher4372 Жыл бұрын
Apana bahut badhia bhidio mane chhaduchhan sir bhal lagichhi
@birendrasamantaray5773
@birendrasamantaray5773 Жыл бұрын
ଭାଇ ମୁ ଅନେକ୍ vlogger ଦେଖିଚି ସେମାନେ Hill station, City,Hotel,mall ଦେଖାନ୍ତି but u r different ତୁମେ ଆଉ ତୁମ ଭିଡିଓ ବହୁତ୍ ଭଲ ❤ ତୁମେ ସେ ଜାଗା ରେ adjust କରିପାରୁଛ ସେଇଟା ବଡ଼ କଥା କାହିଁ କି ନା comfort Life ବାହାରେ ହିଁ real life ଥାଏ ଯୋଉଟl ତୁମେ ଦେଖାଉଛ ❤❤❤❤
@MR_BISWAJIT01
@MR_BISWAJIT01 Жыл бұрын
Wow 🥺 great Be strong and move no. it's time to be happy again ❤️❤️❤️ after seen this I can't stop my loving for you brother ❤❤❤❤❤❤❤❤😊
@BiswanathroutRout-official
@BiswanathroutRout-official Жыл бұрын
ବହୁତ ସୁନ୍ଦର ହେଇଛି
@hemantaswain1421
@hemantaswain1421 Жыл бұрын
Kudos to our odia boy exploring Africa. Praiseworthy video
@padmarao9904
@padmarao9904 Жыл бұрын
😊
@sudhir954
@sudhir954 Жыл бұрын
ବହୁତ ସୁନ୍ଦର
@supper-funy8
@supper-funy8 Жыл бұрын
kzbin.infoUJJtIxa69VM?feature=share
@PhulkumarJani-ch3tk
@PhulkumarJani-ch3tk 11 ай бұрын
ଓକେ.. ବାଇ
@PhulkumarJani-ch3tk
@PhulkumarJani-ch3tk 11 ай бұрын
🌹
@phakirdas2530
@phakirdas2530 Жыл бұрын
Last point masta kahila bhai
@rohitpradhan5545
@rohitpradhan5545 Жыл бұрын
ଭାଇ ବହୁତ ଭଲ କଥାଟେ କହିଲେ ♥️♥️♥️♥️ ଭିଡ଼ିଓ ସହିତ ଏମିତି କଥା କହୁ ଥାଆନ୍ତୁ👍 ହରି ଓମ
@Kartikgadaba70
@Kartikgadaba70 Жыл бұрын
I love from odisha Koraput ❤
@vivekrao3954
@vivekrao3954 Жыл бұрын
Thank you for your journey sweet memory god bless you on your every path
@Miki-Express
@Miki-Express Жыл бұрын
ଆପଣଙ୍କ video ଦେଖିବାକୁ ବହୁତ୍ ମଜା ଲାଗୁଚି😂❤❤❤❤❤❤❤
@sagarkumarpatra2944
@sagarkumarpatra2944 Жыл бұрын
ଭାଇ vlog ରେ ଭଦ୍ରକ କଥା କହିଲା ଭଲ ଲାଗିଲା,କାରଣ ସବୁ ଭଦ୍ରକ କଥା ଜାଣିଲେ 🤗👍
@santoshpatra8231
@santoshpatra8231 Жыл бұрын
Bhai you are a great I am proud of you because Indian men population increases of India
@santilatamurmu4761
@santilatamurmu4761 Жыл бұрын
I proud to be a santali Labo Hansda
@O_G.ESPORT16-SHORT
@O_G.ESPORT16-SHORT Жыл бұрын
ଭାଇ ନମସ୍କାର ମୁଁ ଆପନଙ୍କୁ ମୁ ଦେଖିବାକୁ ଅପେକ୍ଷା କରିଛି❤❤❤କେବେ ଆମ ଗାଁ ଆସିବେ କହିଦିଆନ୍ତୁ
@RashmiBehera-m3d
@RashmiBehera-m3d 9 ай бұрын
❤❤❤ jaya jaganath tam ku val re rakhantu...
@budhhadevMunda
@budhhadevMunda Жыл бұрын
ଭାଇ ତୁମ ଭିଡ଼ିଓ ଦିକିଲେ ଘରୁ ବିହାରିବାକୁ ଇଚ୍ଛା ହୁଅନି ବହୁତ ଭଲ ଲାଗେ odiasha no 1 vlog bhai
@riyanraaj4048
@riyanraaj4048 Жыл бұрын
Jaldi 1 million haba bhai ame full support karuchi
@nvicky802
@nvicky802 Жыл бұрын
Very interesting video brother thank you so much and god bless you
@gobardhanmunda9158
@gobardhanmunda9158 Жыл бұрын
🇮🇳Best of luck🇮🇳 Laba Bhai👍
@DamburudharBhumia-eu3vh
@DamburudharBhumia-eu3vh Жыл бұрын
Odisha Malkangiri ru Bhai thank you Jay Jagannath
@titikshyaprasadbehera
@titikshyaprasadbehera Жыл бұрын
bhai bahut badhia jinisa sabu dekhibaku pauchhu & janibaku paichhu, bahut bahut dhnyabaad
@diptiranjan1991
@diptiranjan1991 Жыл бұрын
Bhai Tamara 200k vi haba.. Khali a comment re gote like kara please 😊😊....
@odishabigyapan
@odishabigyapan Жыл бұрын
ଭାଇ ସୁପର ଦମଦାର ଭିଡ଼ିଓ ବନେଇଛ ! ହୃଦୟରୁ ଧନ୍ୟବାଦ ! ଓଡିଶା ପାଇଁ ଗର୍ବିତ କଥା
@BalaramSethi-i9w
@BalaramSethi-i9w Жыл бұрын
Beautiful pictures
@SUNDARNAIK143
@SUNDARNAIK143 Жыл бұрын
ଏକ ମାସ ଭିତରେ ୧ଲକ୍ଷ ୨୬ ହଜାର ରୁ ଅଧିକ Subscriber ବହୁତ୍ ସ୍ପିଡ୍ ରେ ବଢୁଛି ଖୁବ୍ ଜଲ୍ଦୀ ୧ Million Subscriber ହେବାକୁ ଯାଉଛି
@mr.promodkumar251
@mr.promodkumar251 Жыл бұрын
Excellent bro ,I'm so proud of u from odisha (Ganapati)🥰🥰🥰
@bhagysrimohanty9547
@bhagysrimohanty9547 2 ай бұрын
Naba babu tumaku mu Asirbad dauchi tume baut agku jao .Tmaku Bhagaban koti pramayu diontu.❤❤❤
@jagabandhu686
@jagabandhu686 Жыл бұрын
ଯାହା ହଉ, ଓଡ଼ିଶା ର ନାମ ରଖିଲ ଭାଇ। ଆଗେଇ ଚ଼ାଲ ଭାଇ 👍👍
@Katagainimaa4961
@Katagainimaa4961 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଭାଇ ଆପଣଙ୍କୁ ଭଗବାନ୍ ଖୁସୀରେ ରକନ୍ତୁ ଭାଇ ଆପଣ ଭିଡ଼ିଓ ବହୁତ୍ ବଢିଆ ଲାଗୁଛି
@madansethy-c5f
@madansethy-c5f Жыл бұрын
God bless travel life Thanks bhae
@santoshminz2491
@santoshminz2491 Жыл бұрын
🚩Jay jhura 🚩jay odisha 🚩🙏🏻🙏🙏🏼
@santanugadu2821
@santanugadu2821 Жыл бұрын
Bhai really badhia explore karucha... Love your video
@sandhyaranisatapathy9319
@sandhyaranisatapathy9319 Жыл бұрын
Jane Odia pila hoi bidashare nua nua jaga bulucha au bahuta nua nua khabara ama mananki daucha sethipain bahuta khusi laguchi au garba anubhaba karuchi.Thanks and keep it up
@dipta019
@dipta019 Жыл бұрын
ଭାଇ ପାଇଁ ଗୋଟେ Like 👍 ହଉ
@jayjagannathstainlessworky6450
@jayjagannathstainlessworky6450 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏❤️ ସବୁବେଳେ ଆଗରୁ ମାଢିଚାଲ🎉🎉🎉
@MadanKhilla-v3v
@MadanKhilla-v3v Ай бұрын
ମାଲକାନଗିରି ଜିଲ୍ଲା ରୁ କହୁଛି ଭାଇ ମୋତେ ଡାକନ୍ତୃ ବାହାରେ ଗଲେ ଭଲ ଲାଗୁ ଭିଡ଼ିଓ ଦେଖିବାକୁ ଧନ୍ୟବାଦ ❤🎉🎉🎉❤❤
@YTSHORTS45678
@YTSHORTS45678 Жыл бұрын
ଭାଇ ତମ ନା କଣ ? ଭାଇ ବୋହୁତ ଖୁସି ଲାଗୁଚି ଯେ ତମେ ଏତେ risk ନେଇ ବାହାର ଦେଶ ବିଦେଶ ର ସବୁ କିଛି ବ୍ଲଗ୍ ମାଧ୍ୟମରେ ଦେଖାଉଥିବାରୁ .....ହୁର୍ଦୟ ରୁ ଅଶେଷ ଅଶେଷ ଧନ୍ୟବାଦ ତୁମକୁ i salute you ❤❤❤❤❤❤❤
@kaliajena8157
@kaliajena8157 Жыл бұрын
ଜଗନ୍ନାଥ 🙏🙏🙏ଆପଣଙ୍କୁ ସବୁଦିନେ ଖୁସି ରେ ରଖି ଥାନ୍ତୁ
@niranjanmishra8870
@niranjanmishra8870 17 күн бұрын
You are great Bharat Mata ki jay
@chandankumarsahoo5757
@chandankumarsahoo5757 Жыл бұрын
ଭାଇ ମଜା ଆସିଗଲା ସତରେ ❤
So Cute 🥰 who is better?
00:15
dednahype
Рет қаралды 19 МЛН
ସାପ ସାଙ୍ଗରେ  people dance with snake in Tanzania #labahansda
17:07