A Comedian Can Cure A Disease || EP-31 || Podcast With Harihar Mohapatra

  Рет қаралды 158,115

Argus Digital

Argus Digital

Күн бұрын

Пікірлер: 276
@brajeswarisingh909
@brajeswarisingh909 3 ай бұрын
ହରିବାବୁଙ୍କ ଭଳି ଭଲ ମଣିଷ ଟିଏ ମିଳିବା ବହୁତ କଷ୍ଟ, ବହୁତ ପାଖରୁ ଦେଖିଛି ଅନ୍ୟର ଦୁଃଖରେ ଦୁଃଖୀ, ଅନ୍ୟର ସୁଖର ସୁଖରେ ସୁଖୀ, କାହାରି ଅନିଷ୍ଟ ଚିନ୍ତା ଦୀର୍ଘ 14 ବର୍ଷ ମିଶିବା ଭିତରେ ମୁଁ ଦେଖିନି ଈଶ୍ୱରଙ୍କୁ ପ୍ରାଥନା କରୁଛି ଈଶ୍ୱର ଙ୍କ ହାତ ତାଙ୍କ ମଥାରେ ସବୁବେଳେ ଥାଉ l ଜୟ ଜଗନ୍ନାଥ 🙏
@litubarad4202
@litubarad4202 3 ай бұрын
Vry gd person
@Vicky44713
@Vicky44713 3 ай бұрын
@@brajeswarisingh909 Balo kotha
@Dkhuntia-q2w
@Dkhuntia-q2w 8 күн бұрын
Bekar loka ହରି
@pratyushbhanja540
@pratyushbhanja540 3 ай бұрын
ଭଗିଆ ଭାରିଜା ଅଭିନୟ ବେଶ୍ ଆକର୍ଷିଣୀୟ ଓ ଚମତ୍କାର ହୋଇଛି। ହରିହର ମହାପାତ୍ରଙ୍କ ଭାଇ ନିଖୁଣ ଅଭିନୟ ବେଶ୍ ଚମକପ୍ରଦ। ଶୁଭେଚ୍ଛା 💐💐
@mayurbhanjiasatya6513
@mayurbhanjiasatya6513 3 ай бұрын
ତତ୍ତ୍ଵ ପ୍ରକାଶ ଶତପଥୀ ଜାଣିକି ନାମ ପରିବର୍ତ୍ତନ କରିନାହାନ୍ତି,,Radio chocolate ରେ ତାଙ୍କୁ ଗୋଟେ ନାମ ଦରକାର ଥିଲା ସିଏ 3 ଟି ନାମ ଦେଇଥିଲେ ସେମାନେ ଗୋଟେ ନାମ ବାଛିଥିଲେ
@SahadevsinghRaju
@SahadevsinghRaju 3 ай бұрын
Papu pom pom nko Podcast dekhi thibaru mayurbhanj taraf ru ....tomo mono icha gote bholo ki kharap compliment bachiniotu....Jay jagannath 🙏
@bijayalaxmisamantaray6435
@bijayalaxmisamantaray6435 3 ай бұрын
ନିକଟରେ ପପୁ ପମ ପମ ଙ୍କ ଭିଡିଓ ଦେଖିଥିଲି ଆଉ ଆଜି ହରି ହର ଙ୍କର ।ଦୁଇଟି ଭିଡିଓ ରେ ବହୁତ୍ ଫରକ୍ ଅଛି ନିଜକୁ ଟେକି କି ବଡ଼ ହେବା,କଥାବାର୍ତ୍ତା ରେ ଶଲିନତା ନଥିବା,ନିଜକୁ ଅଲ ରାଉଣ୍ଡର କହିବା,ନିଜକୁ ଅନ୍ୟମନଙ୍କ ଠାରୁ ଅଧିକ ନମ୍ୱର୍ ଦେବା।ଆଉ ହରିହର ଙ୍କ କଥା ରେ ଥିବା ଗଭୀରତା ଦର୍ଶାଉଛି ଯେ ସେ କେତେ ମୂଲ୍ୟବୋଧ ଥିବା ମଣିଷ।।।
@rajkishorebehera4593
@rajkishorebehera4593 2 ай бұрын
All rights 🙏
@rasmitadas8233
@rasmitadas8233 2 ай бұрын
A badams taa
@chandrasekharhansdah1888
@chandrasekharhansdah1888 3 ай бұрын
Sangram Bhai....,,, Sabyasachi Bhainko Podcast Niontu !!🎉❤
@brajeswarisingh909
@brajeswarisingh909 3 ай бұрын
ଯିଏ ଏଠି ଭେର୍ଷିଆ କଥା କହିଲା ସିଏ ଭଲ, କିନ୍ତୁ ହରିବାବୁ ମାପି ଚୁପି କଥା କୁହନ୍ତି, ତେଣୁ ଯିଏ ଯେଉଁଭଳି ଲୋକ ସେ ସେମିତିକା ଲୋକଙ୍କୁ ଭଲ ପାଇବେ
@rpmusicodia8296
@rpmusicodia8296 3 ай бұрын
Right
@asutoshraj3651
@asutoshraj3651 3 ай бұрын
ହରି ଭାଇ ଙ୍କୁ ମୁ କଳ୍ପନା fire station colony ରେ ଭେଟିଥିଲି ଓ କଥା ହେଇଥିଲି ହରି ବାବୁ ବହୁତ ସରଳ ନିରାଡ଼ମ୍ବର ଜୀବନ କୁ ଆପଣେଇ ଥିବା ମଣିଷ୍ୟ... Simple living high thinking
@abinashbehera8516
@abinashbehera8516 3 ай бұрын
Love u hari bhai ସତ କହିବା ଜାରି ରହୁ
@surendrabarad5260
@surendrabarad5260 3 ай бұрын
ବହୁତ ସୁନ୍ଦର🎉🎉❤❤💐💐ଭଲ ହାସ୍ୟ କଳାକାର
@harapriyaparihari6082
@harapriyaparihari6082 3 ай бұрын
My All time favourite Hari sir or prangyan vhai ❤❤❤
@ହାପି-ଖ1ହ
@ହାପି-ଖ1ହ 3 ай бұрын
ବହୁତ ସୁନ୍ଦର ସଂଗ୍ରାମ ସାର୍ ଏବଂ ହରିହର ମହାପାତ୍ର ସାର୍। ଆପଣ ଆମ ଜାତିର ଦେବ ପ୍ରତିମ ମଣିଷ
@anilkumarofficial7036
@anilkumarofficial7036 3 ай бұрын
ସତ କଥା ହେଲା ହରି ବହୁତ ଭଲ ଅଭିନେତା ପପୁ ଠୁ ହୁଏ ତ ପପୁ ଅଶିଳ କଥା କହି ମନ ମୋହି ପରେ କିନ୍ତୁ ପ୍ରକୁତରେ ହରି ବହୁ ଉର୍ଦ୍ଧରେ ଅଟନ୍ତି
@prabhukalyansahoo4528
@prabhukalyansahoo4528 2 ай бұрын
@sangram bhai... ଆପଣ ସମସ୍ତଙ୍କୁ ଖୁବ୍ ସୁନ୍ଦର ଭାବରେ ପ୍ରଶ୍ନ କରୁଛନ୍ତି। ହେଲେ ମନୋଜ ମିଶ୍ର ଭାଇଙ୍କୁ ଏମିତି ରାଗିକି କାଇଁ ପଚାରୁଥିଲେ? ସେ କଂଗ୍ରେସ ଯୋଗ ଦେଲେ ବୋଲି?? Jokes apart, you're doing a fabulous job👍
@damayantidas5308
@damayantidas5308 3 ай бұрын
ହରି ବାବା ଯାହା କହିଲେ ପୁରା ସତ କଥା କମେଡି କଥା କହି ଜଣକୁ ଼ସେଇ ପାରିଲେ ମହାପ୍ରଭୁ ତାଙ୍କୁ ସହାୟ ହୁଅନ୍ତୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@damayantidas5308
@damayantidas5308 2 ай бұрын
ହରି ବାବାଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ ବାବା ଆପଣଙ୍କ ବାର୍ତ୍ତା ଚିରନ୍ତନ ସତ୍ୟ ମୋର ବହୁତ ବିଶ୍ବାସ ଅଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ପଞ୍ଚସଖା
@prasantabhue91
@prasantabhue91 3 ай бұрын
ଭଗିଆ ଭାରିଜା..... ବହୁତ ଭଲ ଲାଗୁଛି ଭାଇ..... 👍👍👍
@sumangaming0907
@sumangaming0907 3 ай бұрын
ହରି ଭାଇ ବଢ଼ିଆ କଥା କହେଲ ସବୁ ବ୍ଲକ ରେ ହଲ୍ କରିବା ଆବଶ୍ୟକ। ମୋତେ କିମ୍ବା ଆମ ଗାଁ ରେ ଫିଲ୍ମ୍ ଦେଖିବାକୁ ହେଲେ 60 କିଲୋମିଟର ଯିବାକୁ ପଡ଼େ। ଏହା ଉପରେ କିଛି ପରିବର୍ତ୍ତନ ହୁଏ ତେବେ ଭଲ ହୁଅନ୍ତା। Jay jagannath ⭕!⭕
@kumarsantosh9572
@kumarsantosh9572 3 ай бұрын
ହରି ଭାଇ ହାରେନା 👏ବହୁତ ବଢିଆ କହିଲେ...
@aneetamaam6535
@aneetamaam6535 21 күн бұрын
Realistic Actor.. I like his every acting.. Love you Hari bhai ❤. Se mo bhai nka sanga
@dharmendrakumarjena8088
@dharmendrakumarjena8088 3 ай бұрын
Same time just pakhapaki 2 ta stage show hele, Hari Bhai pakhare machi bi udibeni, sabu Papu Bhai pakhare, it's really fact.
@lovelysona2971
@lovelysona2971 Ай бұрын
Yes
@hk7154
@hk7154 Ай бұрын
ହଁ ନାଳ ପାଖରେ ଦୁର୍ଗନ୍ଧ ବାହାରୁଥିବା ସ୍ଥାନରେ ସବୁ ମାଛି ହିଁ ଉଡିବେ କିନ୍ତୁ ଟାଇଲ୍ ରୁମ୍ ରେ ଥୋଡି ନା ଉଡ଼ିବେ...???
@akshayavlog3420
@akshayavlog3420 3 ай бұрын
Ati sundar manisa
@sanjay23172
@sanjay23172 3 ай бұрын
One An Only Unique Fantastic Zabardast Favourite Number One All Rounder Comedian, actor Hero Best Artist My Favourite Pappu Pampam
@Vicky44713
@Vicky44713 3 ай бұрын
Correct ❤
@sushantakumarpatra8697
@sushantakumarpatra8697 3 ай бұрын
Poppu sir, best 🎉🎉🎉🎉🎉
@SstarRajesh
@SstarRajesh 3 ай бұрын
Sangram sir good job ❤❤❤Hori bhai love you ❤❤❤🎉🎉🎉
@gourishankarmishra929
@gourishankarmishra929 10 күн бұрын
ଆଜି ଇଂରାଜୀ ରେ ମୋର ପ୍ରତିକ୍ରିୟା ହେଲା feel good.
@sumantasahooyt3132
@sumantasahooyt3132 Ай бұрын
ହରି ବାବୁ ଉଚ୍ଚ ଶିକ୍ଷିତ ଲୋକ ଏବଂ ଉଚ୍ଚ କୋଟୀର ଅଭିନେତା❤
@dillipsahoo9541
@dillipsahoo9541 3 ай бұрын
ହରି ଭାଇ ହାରେନା ❤
@anilkumarmaharana2206
@anilkumarmaharana2206 3 ай бұрын
1st Comedy king -Jayeeram Samal,(Jayee Sir ),2nd Comedy king - Papu pam pam( Papu Sir ),, 3rd Comedy king - Chandan Biswal ( future ),,, Papu Sir is best...se dunia ku kichhi nitisiskhya dianti.. Example - Excuse me jaha kahibi sata kahibi... Stage comedy..
@Vicky44713
@Vicky44713 3 ай бұрын
@@anilkumarmaharana2206 correct 👍
@manoranjansahoo7398
@manoranjansahoo7398 3 ай бұрын
Bala na
@manoranjansahoo7398
@manoranjansahoo7398 3 ай бұрын
Hari best
@lovelysona2971
@lovelysona2971 Ай бұрын
Papu mast
@munamishra9760
@munamishra9760 Ай бұрын
Hari bhai a nice person with consistency
@Socialbhau
@Socialbhau 6 күн бұрын
Respect hari bhai 🎉🎉🎉🎉🎉🎉🎉
@RajkumarDas-t1x
@RajkumarDas-t1x 3 ай бұрын
ହରି ଭାଇ Best Comedian
@omprakashrout6754
@omprakashrout6754 19 күн бұрын
ହରି ଭାଇ ଯାହା କହୁଛନ୍ତି ସଂପୁର୍ଣ୍ଣ ଭାବରେ ଠିକ୍
@PrakashDas-c8j
@PrakashDas-c8j 17 сағат бұрын
ଗୋଟେ ସିନେମା ଆସୁ ଚାରୋଟି ବେଦ ଉପରେ my ଫେବରେଟ କମେଡିଆନ❤❤😂😂😊😊
@Satya-pq8vt
@Satya-pq8vt 2 ай бұрын
God'creation_Haribhai khub bhala hele haseileni aji
@santoshkumar-pw5fe
@santoshkumar-pw5fe Ай бұрын
ଖୁବ୍ ସୁନ୍ଦର
@mrsanjib8269
@mrsanjib8269 3 ай бұрын
❤️ ହରି ଭାଇ ଆମ ଯାଜପୁର ଯୋଇଁ ❤️
@PINKU-s4t
@PINKU-s4t 3 ай бұрын
ପପୁ ପମ ପମ ଗ୍ରେଟ୍ ଇଣ୍ଡିଆନ୍ କମେଡିଆନ
@ssc_lover596
@ssc_lover596 3 ай бұрын
ଏଇ ଲୋକ ଯିଏ ନିଜ ଝିଅ କୁ english medium ରେ ପଢ଼େଇକି ଓଡ଼ିଆ ଅସ୍ମିତା କଥା କହିବ
@JayprakashMahanta-er7li
@JayprakashMahanta-er7li 3 ай бұрын
Majhire gote sarthak re show deuthila seithi Kahuthila j Mu Odia film kare hele Hollywood film dekhe
@brajeswarisingh909
@brajeswarisingh909 3 ай бұрын
ସବୁ ଭାଷା ଆସେ ଯାହାକୁ ସିଏ ଇଂରାଜୀ ପଢିଲେ କ୍ଷତି କଣ l ଓଡ଼ିଆ କହିବା, ଓଡ଼ିଆ ଲେଖିବାରେ ନମ୍ବର one
@hk7154
@hk7154 Ай бұрын
ଓଡ଼ିଆ ମିଡିଅମ୍ ରେ ପଢେଇବା ଖରାପ୍ ନୁହେଁ କିନ୍ତୁ ଆଜିକାଲି ସରକାର ଯେଉଁ ଶିକ୍ଷକ ନିଯୁକ୍ତି ଦେଉଛନ୍ତି ମା ଗଙ୍ଗେ ଜାଣନ୍ତି
@kapilmahapatra1435
@kapilmahapatra1435 21 күн бұрын
❤ ମୁଁ ମୋ ପ୍ରଥମ ପ୍ରେମ କୁ ବାହା ହେଇଛି
@milidash1209
@milidash1209 13 күн бұрын
ଏତେ comparisn କଣ ପାଇଁ,,, ସମସ୍ତଙ୍କର ବ୍ୟକ୍ତି ଗତ ବିଶେଷତା ରହିଛି,,କିଏ କାହା ସହିତ ସମାନ ନୁହଁ,,,ସମସ୍ତଙ୍କ ଜୀବନ ଶୈଳୀ ଅଲଗା
@Dkhuntia-q2w
@Dkhuntia-q2w 8 күн бұрын
I heart ହରି
@Byashadev
@Byashadev 23 күн бұрын
Make podcast with Sabyasachi Mahapatra ❤ please
@Mr_.sonu_08
@Mr_.sonu_08 3 ай бұрын
Papu is the best comedyian in Odisha ❤
@DipakPradhan-gc6xv
@DipakPradhan-gc6xv Ай бұрын
❤❤❤❤❤❤❤ you Hari bhai
@RanjanSundaray-ty4vf
@RanjanSundaray-ty4vf 2 ай бұрын
ଅପରାଜିତା madam ଙ୍କୁ ସାକ୍ଷାତ କାର ରେ ଡାକନ୍ତୁ । ଜୟ ଜଗନ୍ନାଥ 😊
@Laxmi-lu7jc6rb8q
@Laxmi-lu7jc6rb8q 3 ай бұрын
Hari sir is best actor ❤😊
@jagannayak7718
@jagannayak7718 3 ай бұрын
Jayi Ram samal sar nku Dakantu
@karunakarnaik8545
@karunakarnaik8545 3 ай бұрын
ଖୁବ୍ ସୁନ୍ଦର ଉପସ୍ଥାପନା😂❤
@rabindrajena9190
@rabindrajena9190 3 ай бұрын
Bauth mast lage podcast
@chanchalabehera638
@chanchalabehera638 Ай бұрын
Rachana Banerjee podcast pain niontu sir ❤❤❤❤
@suryacreationandvlogs
@suryacreationandvlogs 3 ай бұрын
ଅନୁଗୁଳିଆ ବଣ୍ଟି ରାଜୁ ଦାସ ଙ୍କୁ ଡାକନ୍ତୁ ❤
@benimadhabsarangi2334
@benimadhabsarangi2334 3 ай бұрын
Hari bahut talented
@Vicky44713
@Vicky44713 3 ай бұрын
@@benimadhabsarangi2334 Papu Pom Pom nko agore hari kichi nuho
@pradeeppalai
@pradeeppalai 3 ай бұрын
Papu pom pom gote dynamic comedian
@manmathasabar453
@manmathasabar453 3 ай бұрын
Ha naa bhai mu tama kathaa ku suni khusire asimaa simahi naahi mu kandi chi haribhai jai hari❤❤❤
@alokSahoo-y6j
@alokSahoo-y6j 3 ай бұрын
Hari babu bahut vala ucha kotira comedian ❤🎉
@Vicky44713
@Vicky44713 3 ай бұрын
Balo comedian
@bvavgjavvacgshacanb-626-haj
@bvavgjavvacgshacanb-626-haj 3 ай бұрын
bala naa😂
@alokSahoo-y6j
@alokSahoo-y6j 3 ай бұрын
@@bvavgjavvacgshacanb-626-haj Bala nuhe to bopa PELA 😂
@alokSahoo-y6j
@alokSahoo-y6j 3 ай бұрын
@@Vicky44713 hn to bopa PELA comedian 🤣🤣
@LombudharmajhiLombudharmajhi
@LombudharmajhiLombudharmajhi 3 ай бұрын
Jia comedyra ka janini se bahuta kahiba jaha comets re dekhili mo hisabre Hari is the beast
@ASISH_JENA
@ASISH_JENA 3 ай бұрын
Hari Bhai super Papu fhutannia
@asutoshraj3651
@asutoshraj3651 3 ай бұрын
ଅଳ୍ପ ବିଦ୍ୟା ଭୟଙ୍କରି
@sradheykumar884
@sradheykumar884 3 ай бұрын
ହରି ଭାଇ ତମର ଗର୍ବ ହଁକାର ଅଧିକା
@brajeswarisingh909
@brajeswarisingh909 3 ай бұрын
ତମେ ତାଙ୍କ ପାଖକୁ ଆସି ଥରେ ଦେଖ, ତାପରେ ଜାଣିବ, ଗର୍ବ ତ ସମସ୍ତଙ୍କ ପାଖରେ ଅଛି, କିନ୍ତୁ ମୋ ଜାଣିବାରେ ସେ ତାଙ୍କ ଜୀବନରେ ଅନ୍ୟକୁ ସାହାରା ହୋଇଛନ୍ତି, ଦେବରେ ଗର୍ବ କରି ନାହାନ୍ତି
@lilamayasahu6669
@lilamayasahu6669 3 ай бұрын
Bjdiam ki
@AbhimanyuBlackheart
@AbhimanyuBlackheart 3 ай бұрын
ତମେ ତ ଭାରି ନିଃସ୍ଵାର୍ଥପର ଆଉ,ଗର୍ବ ଅହଙ୍କାର ବୋଲି କିଛିନାହିଁ । 😂
@sradheykumar884
@sradheykumar884 3 ай бұрын
@@brajeswarisingh909 ଭାଇ ସେ ସାହାଯ୍ୟ କଥା କହୁ ନାହିଁ ପୂର୍ବ episode ରେ ପପୁ ଆସିଥିଲା ତାକୁ ପଚରା ଗଲା ତମେ ହରି ଭାଇ ପାଖରେ side ରେ ରୋଲ୍ କରିବ ପପୁ କହିଥିଲା ହଁ କିନ୍ତୁ ମୋର dailog କିଛି ରହିବା ଦରକାର କିନ୍ତୁ ହରି ଭାଇ ଙ୍କୁ ପଚାରିବା ରୁ କେମିତି କହିଚନ୍ତି ଟିକେ ଦେଖ
@sradheykumar884
@sradheykumar884 3 ай бұрын
@@lilamayasahu6669 ନୋ
@dharmendrakumarjena8088
@dharmendrakumarjena8088 3 ай бұрын
Hari Bhai vhala, but Papu Pom Pom agare se kichi nuhe.
@uhujhfhhgh8
@uhujhfhhgh8 3 ай бұрын
ପପୁ ଭାଇ ପ୍ରତି episode ରେ ଯୋଉ Alaga ଅଲଗା ଚରିତ୍ର ରେ ଆସିଲେ ତାର ପୂର୍ବ ରୁ ହରି ଭାଇ ଅଲଗା ଅଲଗା ଚରିତ୍ର ରେ ଆସୁଥିଲେ.. Otv ରେ ଦଉଥିଲା.. ସେଗୁଡିକ youtube ରେ ଏବେ ନାହିଁ.. Nachet ହରି ଭାଇ ବି ଏବେ ଆହୁରି ଲୋକ ପ୍ରିୟ ହେଇଥାନ୍ତେ.. ଜୟୀ sir ଙ୍କ ପରେ ଆଉ ପପୁ ଭାଇ ଙ୍କ ପୂର୍ବ ରୁ ମଝି ସମୟ ରେ ହରି ଭାଇ ଙ୍କ comedy ବହୁତ ଭଲ ଲାଗେ
@MonalishaDas-t6p
@MonalishaDas-t6p Ай бұрын
@samit_mishra
@samit_mishra 3 ай бұрын
Hariaaaa😂😂😂(popu ku doruthiba loko)
@MaheswarBeh
@MaheswarBeh 3 ай бұрын
Vai re talent dekh
@krishnapatra5359
@krishnapatra5359 3 ай бұрын
Hari sir is best actor❤❤❤
@ranaunofficial4578
@ranaunofficial4578 3 ай бұрын
One and only Popu...❤❤❤❤
@ketiketinews3163
@ketiketinews3163 Ай бұрын
Hari vai bast comadion
@SuchitraMahaptea
@SuchitraMahaptea 3 ай бұрын
Hari Bhai thank you
@BasantiNiluaa
@BasantiNiluaa 2 ай бұрын
Hare Bahi harena Super kamede
@gourangasahu-sy1jk
@gourangasahu-sy1jk Ай бұрын
Super news 😁😁😁😁
@goutamsundar3804
@goutamsundar3804 3 ай бұрын
Hari is the best
@kalpanasahoo2036
@kalpanasahoo2036 3 ай бұрын
Papu best
@chinmayagadanayak5239
@chinmayagadanayak5239 3 ай бұрын
Mihir das nka pua Amlan ku kebe dakantu
@prakashlenka5311
@prakashlenka5311 3 ай бұрын
my fevorite comedian..
@bhaktimusic2417
@bhaktimusic2417 3 ай бұрын
ହରି ଭାଇ NO 1 Comadian🎉
@avayabehera6971
@avayabehera6971 3 ай бұрын
🙏🙏🙏🙏🙏
@RadharaniBarik-dh3rz
@RadharaniBarik-dh3rz 3 ай бұрын
ହରି ଭାଇ always best
@sankarsenapati7876
@sankarsenapati7876 3 ай бұрын
Mu hari bhainku bahut bhala paye se jane bahut badia loka ❤❤💕💕❤️❤️❤️❤️❤️ papu pom pom bhi bahut badia loka ❤❤💕💕💕💕💕💕 mu dui janaku bahut bhala paye hrudayaru jai sir bhi legend of odia cinema industry tanka jaga aue kia neiparibeni❤❤❤❤
@makramohanta1047
@makramohanta1047 3 ай бұрын
Jay Jagannath
@kilogram382
@kilogram382 2 ай бұрын
❤❤❤❤❤😊😊
@suryacreationandvlogs
@suryacreationandvlogs 3 ай бұрын
❤❤❤❤
@juluchsahu7279
@juluchsahu7279 3 ай бұрын
South comedian star⭐ Bramanandana odia comedian star⭐ harihara....
@SatyaprakashKunar
@SatyaprakashKunar 3 ай бұрын
Papu bhai bast
@masterpintu566
@masterpintu566 3 ай бұрын
ଏଇଟା ଭୁଲ କହିଲେ ହରି ଭାଇ ପପୁ ଭାଇ କହିଲେ ଆପଣଙ୍କ ସ ଫିଲ୍ମ କରିବେ ଆପଣ କିନ୍ତୁ ଚାହୁଁ ନାହାନ୍ତି
@prakashgill6414
@prakashgill6414 3 ай бұрын
ଯିଏ ଖାଲି ଘିଅରେ ପୋଡା ହେବ କାଠରେ ନୁହେଁ ସେ best
@MunaSahoo-h7k
@MunaSahoo-h7k Ай бұрын
Sabya bhai nku aanile khusi habu
@Raja-ji3zy
@Raja-ji3zy 2 ай бұрын
Bhai please manmay dev ku dekhibe please
@AlekhachandraRana
@AlekhachandraRana 29 күн бұрын
Hari jatra re roll vala karibe
@mamataranijena9097
@mamataranijena9097 3 ай бұрын
Hari bhai best👍
@accurategyan1597
@accurategyan1597 3 ай бұрын
Hari best comedian ❤❤❤❤❤
@sarojinipatra3945
@sarojinipatra3945 3 ай бұрын
Hari bhai best
@BalaramShoo-mr3ly
@BalaramShoo-mr3ly 3 ай бұрын
Good
@bvavgjavvacgshacanb-626-haj
@bvavgjavvacgshacanb-626-haj 3 ай бұрын
Papu bhai best❤
@SatyaprakashKunar
@SatyaprakashKunar 3 ай бұрын
Nabeen is bast cm all time
@harapriyaparihari6082
@harapriyaparihari6082 3 ай бұрын
Papu vhai knathu 💯 Hari sir upare hari sir kna jaga kehi nei parieni
@prfriends8240
@prfriends8240 3 ай бұрын
Best comedian 👍
@Kalandicharansahoo-pz6gj
@Kalandicharansahoo-pz6gj 3 ай бұрын
Love 💕💕💕 you hari sir
@MrutyunjayaBarik
@MrutyunjayaBarik 3 ай бұрын
Podcast ❤️❤️❤️
@saratkumarnaik9041
@saratkumarnaik9041 3 ай бұрын
👍👍
@simarekharout6003
@simarekharout6003 3 ай бұрын
Hari sir bahut bhala ❤
@rangaballavrout8226
@rangaballavrout8226 Ай бұрын
Papu.is.the.best.comedian
@truckloversbirabhaivlogs
@truckloversbirabhaivlogs 2 ай бұрын
ହରି ହର ବେଷ୍ଟ କମିଣ୍ଡିଆନ
@NareshPratap-r3y
@NareshPratap-r3y 3 ай бұрын
Hari trendsetter comedian
Farmer narrowly escapes tiger attack
00:20
CTV News
Рет қаралды 10 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 22 МЛН
風船をキャッチしろ!🎈 Balloon catch Challenges
00:57
はじめしゃちょー(hajime)
Рет қаралды 101 МЛН
快乐总是短暂的!😂 #搞笑夫妻 #爱美食爱生活 #搞笑达人
00:14
朱大帅and依美姐
Рет қаралды 13 МЛН
Star's Secret | Actress Beena Maharana | PrameyaNews7
24:06
Prameya News7
Рет қаралды 186 М.
Papu pom pom comedy Bhubaneswar balijatra 2024
19:20
Odisha Exclusive
Рет қаралды 235 М.
Farmer narrowly escapes tiger attack
00:20
CTV News
Рет қаралды 10 МЛН