JISU MO DARPA | ଯୀଶୁ ମୋ ଦର୍ପ | RITURAJ MOHANTYv| PRASAD LIMA MUSIC OFFICIAL | 2024

  Рет қаралды 204,698

PRASAD LIMA MUSIC

PRASAD LIMA MUSIC

Күн бұрын

Пікірлер: 1 200
@PRASADLIMAMUSIC
@PRASADLIMAMUSIC 2 жыл бұрын
ଗିତସଂହିତା ୧୦୬ : ୪ - ୫ ହେ ସଦାପ୍ରଭୁ , ତୁମ୍ଭେ ଆପଣା ଲୋକ ମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର, ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ ...... ତୁମ୍ଭ ଅଧିକାର ସହିତ ମୁଁ ଦର୍ପ କରିବି...... ଆମେନ୍ * PRAISE THE LORD . . . .* ପ୍ରଭୁଙ୍କର ମହାନ ଏବଂ ପବିତ୍ର ନାମର ଧନ୍ୟବାଦ୍ *ହେଉ ......ପ୍ରତ୍ୟୋକ ମନରେ ଏକ ଭକ୍ତି ଭାବପୂର୍ଣ୍ଣ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିବା ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ପାରିବା ହୃଦୟସ୍ପର୍ଶୀ ସଙ୍ଗୀତ " ଯୀଶୁ ମୋ ଦର୍ପ " ..... ପ୍ରଭୁ ସମସ୍ତଙ୍କ ଜୀବନରେ ଆତ୍ମିକ ଜାଗରଣ ସୃଷ୍ଠି କରି ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ...... ଧନ୍ୟବାଦ୍ 🙏🙏*
@anantakumargarada9549
@anantakumargarada9549 2 жыл бұрын
ସତରେ ବହୁତ ସୁନ୍ଦର ଗୀତ ହେଈଛି ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ଆମେନ୍।
@sankarpriscillaodisha7805
@sankarpriscillaodisha7805 2 жыл бұрын
Really brother heart touching song... love this song very much.
@Simon-k3c
@Simon-k3c 2 жыл бұрын
Amen
@NanditaMisalo
@NanditaMisalo Жыл бұрын
​@@anantakumargarada9549aare v
@AanuNayak-v9t
@AanuNayak-v9t Жыл бұрын
God aap sabhi ko Ashish Karen
@hiramajhi6702
@hiramajhi6702 2 жыл бұрын
ଅତି ମଧୁର.......ଗୀତ
@PRASADLIMAMUSIC
@PRASADLIMAMUSIC 2 жыл бұрын
Hira ଆଜ୍ଞା 👏👏👏👏👏 ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤️❤️🙏🙏
@GhashiramBibhar-ck8bm
@GhashiramBibhar-ck8bm 10 ай бұрын
Good song thankyou sir
@lalitkumarbardhan1418
@lalitkumarbardhan1418 2 жыл бұрын
Ruturaj ଆଜ୍ଞା ନିଜର ମନ ପ୍ରାଣ ହୃଦୟ ଦେଇ ଏହି ଗୀତଟିକୁ ଗାନ କରି ମୋର ହୃଦୟକୁ ସ୍ପର୍ଶ କରି ପାରିଛି l ପ୍ରଭୁ ତାଙ୍କ ଜୀବନ ଏବଂ ତାଙ୍କ କଣ୍ଠ ଦେଇ ଗୌରବାନ୍ବିତ ହୁଅନ୍ତୁ l Thanks to the composer as well and Limma angya for bringing out such a ମନଛୁଆଁ ସଙ୍ଗୀତ!!!
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ସୁନ୍ଦର ପ୍ରଭୁଙ୍କୁ ଗୌରବ ଦେବା ମତାମତ ପାଇଁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ Lalit ଆଜ୍ଞା ❤️❤️🙏🙏
@abhiratnasingh-e8o
@abhiratnasingh-e8o Жыл бұрын
Awesome lyrics sir go ahead
@puspak3470
@puspak3470 2 жыл бұрын
God Bless you sir Bohuto bholo song gai chonti amitihi agoku bodontu praisc the lord ⛪️⛪️⛪️⛪️
@PRASADLIMAMUSIC
@PRASADLIMAMUSIC 2 жыл бұрын
DEAR loving PUSPAAK 👏👏👏👏 LOVELY FEEDBACK FROM A LOVELY PERSON ........ ❤️❤️🙏🙏 GOD BLESS YOU
@arunipani5425
@arunipani5425 2 жыл бұрын
Really it's touching you sang excellence brother
@estherlima6263
@estherlima6263 2 жыл бұрын
Nice song 👍God bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear Loving Sisiter Esther....... God bless you for your lovely Compliments 👏👏👏
@amardora1744
@amardora1744 2 жыл бұрын
Very nice God bless you
@AmitBadanayak
@AmitBadanayak 2 жыл бұрын
ଆମେ ଜଗତର ଧନ ସଂପତ୍ତି,ଯଶ ସମ୍ମାନ କିମ୍ବା ସୁନା ରୂପା କୁ ନେଇ ଦର୍ପ କଲେ କିଛି ଲାଭ ନାହିଁ। ଆମେ ଯୀଶୁଙ୍କ ଠାରେ ଦର୍ପ କରିବାର ଆବଶ୍ୟକତା ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସୁନ୍ଦର ମନଛୁଆଁ ନିଚ୍ଛକ ଖ୍ରୀଷ୍ଟୀୟ ଭକ୍ତି ଗୀତ ଶୁଣିବାକୁ ମିଳିଲା। ଖ୍ରୀଷ୍ଟୀୟ ଭକ୍ତି ଗୀତ ଗୁଡ଼ିକ ଏଭଳି ଭାବେ ଲେଖା ଓ ସ୍ୱର ସଂଯୋଜନା ହେବା ନିତାନ୍ତ ଜରୁରୀ। ଋତୁରାଜ ମହାନ୍ତିଙ୍କ ଗାୟନ ଶୈଳୀ ଅତ୍ୟନ୍ତ ଉଚ୍ଚ କୋଟୀର ହୋଇଛି। ଗୀତ ଶୁଣୁଥିଲେ ବାରମ୍ବାର ଶୁଣୁଥା ଲାଗୁଛି। ପ୍ରସାଦ ଲିମ୍ମା ସାର୍ ଙ୍କ ସ୍ୱର ସଂଯୋଜନା ସର୍ବଦା ପ୍ରଶଂସନୀୟ ଅଟେ। ତିତସ୍ ପାଲ୍ ଙ୍କ ଲେଖା ବହୁତ ବାଇବଲ ଭିତ୍ତିକ ହୋଇ ହୃଦୟସ୍ପର୍ଶୀ ହୋଇପାରିଛି। ବାପି ସାମଲଙ୍କ ସଙ୍ଗୀତ ପରିଚାଳନା ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି। ମୁଁ ସମସ୍ତ ଶ୍ରୋତା ମାନଙ୍କୁ ଅନୁରୋଧ କରେ ଏଭଳି ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ ବ୍ୟବହାର କରନ୍ତୁ। ପ୍ରସାଦ ଲିମ୍ମା ସାର୍ ଏଭଳି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଏ ଖ୍ରୀଷ୍ଟୀୟ ସମାଜକୁ ଭେଟି ଦେଇ ତାଙ୍କ ସେବା କାର୍ଯ୍ୟରେ ଲାଗି ରୁହନ୍ତୁ। ପ୍ରଭୁ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ।#Amitbadanayak
@jordanjulious5424
@jordanjulious5424 2 жыл бұрын
Praise the lord
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରୁ ମୋ ପ୍ରିୟ ଭାଈ AMIT .......👏👏👏👏 ପ୍ରଭୁଙ୍କ ପ୍ରତି ଆପଣଙ୍କ ପ୍ରେମ , ତ୍ୟାଗ ଏବଂ ତାଙ୍କ ଗୌରବ ନିମନ୍ତେ ଆପଣଙ୍କ ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରେ .... ସମସ୍ତଙ୍କ ମନରେ ଏକ ନୂତନ ଉଧିପନା , ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଲା ଭଳି ମନ୍ତବ୍ୟ ନିଶ୍ଚୟ ପ୍ରଭୁଙ୍କ ମହିମା ପ୍ରକାଶ କରିବା ସହିତ ଆନେକଙ୍କ ଆତ୍ମିକ ଜୀବନ ଅଭିବୃଦ୍ଧି ରେ ସାହାଯ୍ୟ ନିଶ୍ଚୟ କରିବ ...... ଧନ୍ୟବାଦ୍ ପ୍ରଭୁ ଆପଣଙ୍କ ଓ ପରିବାରର ସର୍ବଦା ମଙ୍ଗଳ କରନ୍ତୁ ......👍👍
@mahalaxmidisari6890
@mahalaxmidisari6890 2 жыл бұрын
Jisunka Bina e jiban brutha
@sirajkhosla7272
@sirajkhosla7272 2 жыл бұрын
Amen
@hrudayanag2053
@hrudayanag2053 2 жыл бұрын
Amit sir rituraj nku sujog diantu gaibaku sei bhala singer 🙏
@saulapattamajhicreation6962
@saulapattamajhicreation6962 2 жыл бұрын
ପ୍ରଭୁ ତମକୁ ashirbada karantu sir
@PRASADLIMAMUSIC
@PRASADLIMAMUSIC 2 жыл бұрын
Saula ଭାଈ....👏👏👏👏 ବହୁତ ଆନନ୍ଦ ଲାଗିଲା.......❤️❤️ ପ୍ରଭୁ ଆପଣଙ୍କୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@saulapattamajhicreation6962
@saulapattamajhicreation6962 2 жыл бұрын
@@PRASADLIMAMUSIC thank you sir
@abrahammallick5699
@abrahammallick5699 2 жыл бұрын
Praise the Lord bahi
@shyamsundarchinchani7217
@shyamsundarchinchani7217 2 жыл бұрын
ଗୀତ ମାନେ ଏମିତି ଥିବା ଦରକାର ପ୍ରଭୁଙ୍କର ମହାନ ନାମ ଧନ୍ୟ ହେଉ ଗୀତ ତିଆରି କରିଥିବା ଭାଇମାନଙ୍କୁ ପ୍ରଭୁ ଯୀଶୁ ବାପା ଆଶୀର୍ବାଦ କରନ୍ତୁ.Amen
@PRASADLIMAMUSIC
@PRASADLIMAMUSIC 2 жыл бұрын
Shyamsundar ଆଜ୍ଞା ନମସ୍କାର ❤️❤️🙏🙏 ପ୍ରକୃତରେ ଅନେକ ଟଙ୍କା ଅପେକ୍ଷା ଆପଣଙ୍କ ବହୁମୂଲ୍ୟ ମତାମତ ର ଦମ୍ ଅଧିକ ........... ଯାହାକି ପ୍ରଭୁଙ୍କୁ ଗୌରବ ଦେଉଛି 👏👏👏👏 ବହୁତ ଧନ୍ୟବାଦ୍ ଆଜ୍ଞା
@satyaprakash8509
@satyaprakash8509 2 жыл бұрын
Beautiful song rituraj sir our loving God Jesus Christ bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
Brother Satya ❤️❤️🙏🙏 THANKING you so so much
@mohandas1918
@mohandas1918 2 жыл бұрын
Bahuta badhia heart touching song pravu asribad karantu Amen
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁ ଆପଣଙ୍କୁ ଓ ପରିବାରକୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏👏👏👏
@khushbuandkismat8765
@khushbuandkismat8765 2 жыл бұрын
Very nice
@bickynayak7471
@bickynayak7471 2 жыл бұрын
Praise the lord 🙏 Prabhu samastankara managala karantu Amen bahut sundar song hrudaya Vara Gita tie thanks 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Bicky ଭାଈ........👏👏👏👏 ପ୍ରଭୁଙ୍କର ଗୌରବ ହେଉ ଏବଂ ଆପଣଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍👍
@chohanpatra2513
@chohanpatra2513 2 жыл бұрын
Press the lord sir hallelujah
@jangammoses1428
@jangammoses1428 2 жыл бұрын
సూపర్🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Moses garu chala chala thanks 👏👏 God bless you mightyly 👍👍
@BipinNag2999
@BipinNag2999 2 жыл бұрын
Praise the Lord ବହୁତ ଦିନ ପରେ ବହୁତ ସୁନଧର ଗୀତ ମିଳିଚି ପରେମଶ୍ବରଙ୍କ ମହା ନାମ ରେ ଧନ୍ଯବାଦ ହେଉ 🙏🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ Bipin ଭାଈ 🙏🙏🙏
@msyoutube5868
@msyoutube5868 2 жыл бұрын
ଆମେ ଯୀଶୁଙ୍କ ପାକ କୁ ଦର୍ପ କରିବା ଅମେନ୍.
@PRASADLIMAMUSIC
@PRASADLIMAMUSIC 2 жыл бұрын
ନିଶ୍ଚୟ ପ୍ରଭୁଙ୍କ ପାଖରେ ଦର୍ପ କରିବା ଯୁକ୍ତିଯୁକ୍ତ ବିଷୟ ଅଟେ 👏👏👍👍 ଧନ୍ୟବାଦ୍
@jatindramishal7949
@jatindramishal7949 2 жыл бұрын
Very good song......
@PRASADLIMAMUSIC
@PRASADLIMAMUSIC 2 жыл бұрын
Jatindra ଆଜ୍ଞା ନମସ୍କାର ❤️❤️🙏🙏 ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ 👏👏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@pastormojeshpatla1457
@pastormojeshpatla1457 2 жыл бұрын
Sir ବହୁତ ଧନ୍ୟବାଦ ଗୀତ ପାଇଁ vhrinic 👍👍
@PRASADLIMAMUSIC
@PRASADLIMAMUSIC 2 жыл бұрын
Moses ଆଜ୍ଞା ନମସ୍କାର....... praise the Lord ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ 👍👍
@abashlimaabashlima7777
@abashlimaabashlima7777 2 жыл бұрын
Praise the lord Prasad Lima sir gito bahuto sundaro hayichi
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କର ପବିତ୍ର ନାମର ଧନ୍ୟବାଦ୍ ହେଉ....... ବହୁତ ବହୁତ ଧନ୍ୟବାଦ
@bikramchhatriya117
@bikramchhatriya117 2 жыл бұрын
ପ୍ରଭୁ ଯୀଶୁ ଆପଣଙ୍କୁ ଜଲଦି ପରିବର୍ତନ କରନ୍ତୁ l ଏ ମର ପ୍ରାର୍ଥନା l
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ୍ ଭାଈ Bikram ❤️❤️🙏🙏 ପ୍ରଭୁ ଆପଣଙ୍କୁ ମଧ୍ୟ ଆଶିର୍ବାଦ କରନ୍ତୁ
@nayakparineeta123
@nayakparineeta123 2 жыл бұрын
Nice song thank you
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot and Our Heartly regards behalf of our whole Team ..........❤️❤️🙏🙏 God bless you richly
@el-shaddaigospelmissionkur223
@el-shaddaigospelmissionkur223 2 жыл бұрын
Very heart touching song lima sir nice music and nice singing ruturajmahanti sir my God bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
Sudam ଆଜ୍ଞା ❤️❤️🙏🙏 ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ଦେବା ସହିତ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏
@SBMusic123
@SBMusic123 2 жыл бұрын
gito sunu thile akhiru Luho jhoruchi bohut sundor hoichi gito thank you jesus 🙏 ♥
@PRASADLIMAMUSIC
@PRASADLIMAMUSIC 2 жыл бұрын
I also CRIED for this meaningful Song...... ପ୍ରଭୁ କରନ୍ତୁ ଅନେକ ହୃଦୟରେ ପ୍ରଭୁଙ୍କ ଗୌରବ ନିମନ୍ତେ ଆଶ୍ରୁ ଝରୁ....... ଆମେନ୍
@arunipani5425
@arunipani5425 2 жыл бұрын
Yes it's touching my heart praise God ❤️❤️❤️ jisu tume mo darpa
@mothinanayaknayak1023
@mothinanayaknayak1023 2 жыл бұрын
👍🤗
@mohandas1918
@mohandas1918 2 жыл бұрын
Praise the lord bahuta badhia song pravu asribad karantu Amen
@PRASADLIMAMUSIC
@PRASADLIMAMUSIC 2 жыл бұрын
Amen ଆଜ୍ଞା ..........❤️❤️🙏🙏 .......... May the mighty lord give his mighty presence in Our Life Thank You
@samuelkandapan9441
@samuelkandapan9441 2 жыл бұрын
God bless uh Richly ❤️ prasad lima sir
@PRASADLIMAMUSIC
@PRASADLIMAMUSIC 2 жыл бұрын
God bless you Too My dear Loving brother Samuel ❤️❤️🙏🙏
@jollydas1260
@jollydas1260 2 жыл бұрын
Nice composition...praise the lord...
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US ❤️❤️🙏🙏
@Naveenkumar-id4vo
@Naveenkumar-id4vo 2 жыл бұрын
Praise the lord ବହୁତ ସୁନ୍ଦର ସଙ୍ଗୀତ ପ୍ରଭୁ ଆପଣଙ୍କୁ ଆର୍ଶୀବାଦ କରନ୍ତୁ।
@PRASADLIMAMUSIC
@PRASADLIMAMUSIC 2 жыл бұрын
NAVEEN ଆଜ୍ଞା ନମସ୍କାର .......🙏🙏 WITHOUT JESUS LIFE IS VANITY ନିଶ୍ଚୟ ଅତି ଆନନ୍ଦ ମୁଲକ ମତାମତ ଦ୍ଵାରା ଆମ୍ଭମାନଙ୍କ ମନକୁ ଆନନ୍ଦ ଦେଇଥିବାରୁ ଆପଣଙ୍କ ଠାରେ ଆମେ ଧନ୍ୟବାଦୀ ଅଟୁ......... ବହୁତ ବହୁତ ଧନ୍ୟବାଦ୍........ ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ 🙏🙏
@rabijamuguda6577
@rabijamuguda6577 2 жыл бұрын
Praise the lord Lima sir very nice beautiful songs God bless all family
@PRASADLIMAMUSIC
@PRASADLIMAMUSIC 2 жыл бұрын
Rabi ଭାଈ 👏👏👏 It's a lovely feedback from you and We love to hear ALL this ❤️❤️ God bless you
@bunnapardhan077
@bunnapardhan077 2 жыл бұрын
Praise the lord sir ବହୁତ ଭଲ ଗୀତ ହେଈଛି
@PRASADLIMAMUSIC
@PRASADLIMAMUSIC 2 жыл бұрын
Bunna ଭାଇ......❤️❤️🙏🙏 କେବଳ ପ୍ରଭୁଙ୍କର ଗୌରବ ମହିମା ହେଉ
@sudamsagar8675
@sudamsagar8675 2 жыл бұрын
ପ୍ରଭୁ ଯୀଶୁଙ୍କ ଜୟ ହେଉ ରୁତୁ ରାଜ ଭାଇ ଙ୍କୁ ମଧ୍ଯ ପ୍ରଭୁ ଯୀଶୁ ପ୍ରଚୁର ରୂପେ ଦୀର୍ଘାୟୁ ଏବଂ ଆଶୀର୍ବାଦ କରନ୍ତୁ amen
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ ସୁନ୍ଦର ମନ୍ତବ୍ୟ ପାଈଁ ❤️❤️🙏🙏
@bhanjakishorebehera06
@bhanjakishorebehera06 2 жыл бұрын
@@PRASADLIMAMUSIC wonderful song Brother God bless you abundantly
@sudhablogs107
@sudhablogs107 2 жыл бұрын
Praise the Lord 🙏 God bless you Lima babu
@PRASADLIMAMUSIC
@PRASADLIMAMUSIC 2 жыл бұрын
SUDHA BLOGS .....❤️❤️🙏🙏 We LOVE to THANK YOU ସୁନ୍ଦର ମତାମତ ଦ୍ୱାରା ପ୍ରଭୁଙ୍କର ପ୍ରଶଂସା କରି ଥିବାରୁ ବହୁତ ଧନ୍ୟବାଦ୍ 🙏🙏 ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
@mahimamusicproduction
@mahimamusicproduction 2 жыл бұрын
Bahut bhalo ... Fantastic Lyrics and music Mind blowing voice...
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ମୋ ପ୍ରିୟ ଭାଈ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏
@paulabadhadhangada28
@paulabadhadhangada28 2 жыл бұрын
Praise the Lord thanks very much to you director sir nice voice singer man Ritu sir may God bless you always good ,
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ମୋ ପ୍ରିୟ ଭାଈ Paula .......❤️❤️🙏🙏 Lots of love and Thanks for your beautiful and valuable compliments...…👏👏👏 God bless you mightyly
@alokmantry5647
@alokmantry5647 2 жыл бұрын
Heart touching song
@mahalaxmidisari6890
@mahalaxmidisari6890 2 жыл бұрын
Nice bhai
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot dear Loving Sisiter Mahalaxmi ❤️❤️🙏🙏
@g.kmusicofficial6822
@g.kmusicofficial6822 2 жыл бұрын
ବହୁତ୍ ସୁନ୍ଦର ହୃଦୟ ସ୍ଵର୍ଶି ଗୀତ ସାର୍ 💓💓
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US dear GK Music......❤️🙏 God bless you all
@sanpritchallan459
@sanpritchallan459 2 жыл бұрын
Praise the Lord ଅତି ସୁନ୍ଦର ଗୀତ
@PRASADLIMAMUSIC
@PRASADLIMAMUSIC 2 жыл бұрын
Sanprit ଭାଈ 👏👏👏 We Thank You So So much ❤️❤️
@saamsunam5160
@saamsunam5160 2 жыл бұрын
Nice songs🎵,Hallelujah, Praise the Lord.
@rameshchara.b1988
@rameshchara.b1988 2 жыл бұрын
Super song thanks to Ruturaj bhai
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️🙏 We Thank You and God bless you dear brother.......👍
@ARK-Complex
@ARK-Complex 2 жыл бұрын
ଗୀତ ବହୁତ ବଡ଼ିଆ ହୋଇଛି SIR। ପ୍ରଭୁ ସଦାପ୍ରଭୁଙ୍କର ପ୍ରଶଂସା ହେଉ। #ARKCOMPLEX #AK56NILAGUDA MAY GOD BLESS YOU ABUNDANTLY!
@PRASADLIMAMUSIC
@PRASADLIMAMUSIC 2 жыл бұрын
ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ ଏବଂ ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ .....🙏🙏 ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏
@sandhyalima9277
@sandhyalima9277 2 жыл бұрын
Thank you bhaina 🙏ଆଉ ଗୋଟେ ହୃଦୟସ୍ବର୍ଶ ଗୀତ ପାଇଁ... ବହୁତ ସୁନ୍ଦର ହେଇଚି... God bless you 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ସୁନ୍ଦର ମତାମତ ଦ୍ୱାରା ପରମେଶ୍ବରଙ୍କ ଗୌରବ ହେଉ ମୋ ପ୍ରିୟ ଭଊଣି ସନ୍ଧ୍ୟା ....... 💕💕🙏🙏
@SBMusic123
@SBMusic123 2 жыл бұрын
sunibaku redy hoijaichi asijaichi heart touching song by prasad limma music praise the Lord all
@PRASADLIMAMUSIC
@PRASADLIMAMUSIC 2 жыл бұрын
THANK YOU SO SO MUCH BEHALF OF OUR WHOLE TEAM Dear SB Music .......... 👏👏👏 ଏହି ନୁତନ ଗୀତ ପ୍ରତ୍ୟୋକ ମନରେ ଏକ ଭକ୍ତି ଭାବପୂର୍ଣ୍ଣ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିବା ସହିତ ଆମ୍ଭମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁ ....... ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍ 🙏🙏
@parsuramsagariaofficial1408
@parsuramsagariaofficial1408 2 жыл бұрын
Bolo yeshu mashi ki ❤❤
@parsuramsagariaofficial1408
@parsuramsagariaofficial1408 2 жыл бұрын
Jai🙏✝️❤
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️🙏 YESU MASHI KI JJJJJJAAAAYYYYY
@mothinanayaknayak1023
@mothinanayaknayak1023 2 жыл бұрын
For the first time i see this kind of singer R .Mohanty so powerfully singing God bless you.
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot dear Loving brother ❤️🙏 ALL glory to God and God bless you
@mitukumar6671
@mitukumar6671 2 жыл бұрын
Praise The Lord Lima sir 🙏🙏🙏🙏🙏🙏au baki Geeta kebe asiba rituraj gaiba Geeta....rituraj sir starting re 3 ti Geeta asuchhi kahithile......
@simanchalsingerofficial.5193
@simanchalsingerofficial.5193 2 жыл бұрын
Very hart touching song god bless you all team 🙏🙏🙏❤❤
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ୍ Simanchal ଭାଈ ❤️❤️❤️ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍👍
@abrahammallick5699
@abrahammallick5699 2 жыл бұрын
Very nice song
@tukunasabar8598
@tukunasabar8598 2 жыл бұрын
Super song lyrics and music god bless you thank you
@PRASADLIMAMUSIC
@PRASADLIMAMUSIC 2 жыл бұрын
Tukuna ଭାଈ ❤️❤️❤️❤️❤️ Love you for your valuable feedback
@digvijay4446
@digvijay4446 2 жыл бұрын
Praise the lord 🙏🙏 gito bhahuto bholo heichiii agya nice compose
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for the lovely feedback 💕💕
@deepakofficialchannel2082
@deepakofficialchannel2082 2 жыл бұрын
Beautiful song sir Praise the Lord
@PRASADLIMAMUSIC
@PRASADLIMAMUSIC 2 жыл бұрын
Deepak ଭାଈ...... ବହୁତ ଖୁସି ଲାଗିଲା ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ.......
@mitukumar6671
@mitukumar6671 2 жыл бұрын
praise The Lord Bapi samal dada...Geeta ku bahut bhal kari sajeichhanti..... music 🎵🎵🎵🎵 b bahut sundar heichhi
@PRASADLIMAMUSIC
@PRASADLIMAMUSIC 2 жыл бұрын
Really it's an amazing Music Arrengements by Bapi Samal.....👍 God bless him as well as you Too Dear brother Mitu ❤️❤️
@ajambarsabar6528
@ajambarsabar6528 2 жыл бұрын
ମୁଁ ରୂତୁରାଜ୍ ଭାଇଙ୍କୁ ବହୁତ ଭଲ ପାଏ ଆଜି ତାଙ୍କ କଣ୍ଠରୁ ଏତେ ସୁନ୍ଦର Christian ଗୀତ ଶୁଣି ଭଲ ପାଇବା ଦୁଇ ଗୁଣ ହେଇଚି thank you and i love you God bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କର ମହାନ ନାମର ଗୌରବ ହେଉ ଭାଇ ❤️❤️🙏🙏 God bless you too
@r.k.b.majhi.official9876
@r.k.b.majhi.official9876 2 жыл бұрын
Nice 👌
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot dear brother ❤️❤️🙏🙏
@desiboy6739
@desiboy6739 2 жыл бұрын
Prabhunka gouraba juge juge hou...... 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କର ଗୌରବ ହେଉ ଯୁଗେ ଯୁଗେ..... ଆମେନ୍ ହୃଦୟ ଭରା ଧନ୍ୟବାଦ୍ ଜଣାଉଛୁ ଭାଈ ❤️❤️🙏🙏
@BilliyamEdits
@BilliyamEdits 2 жыл бұрын
Praise The Lord May God bless all of you 💖💖💖💖
@PRASADLIMAMUSIC
@PRASADLIMAMUSIC 2 жыл бұрын
Billyam ଭାଈ.......may the Lord bless you abundantly and thank You
@BilliyamEdits
@BilliyamEdits 2 жыл бұрын
@@PRASADLIMAMUSIC It's Okay
@ritumalik4256
@ritumalik4256 2 жыл бұрын
ସଦାପ୍ରଭୁ ଆପଣମାନଙ୍କୁ ପ୍ରଚୁର ଆଶିର୍ବାଦ କରନ୍ତୁ ତାହାଙ୍କ ଗୌରବ ଉଦ୍ଦେଶ୍ୟରେ ନୂଆ ନୂଆ ଗୀତ ଭେଟି ଭାବେ ଆମ୍ଭମାନଙ୍କ ନିକଟରେ ପହଞ୍ଚାଉ ଥିବାରୁ ବିଶେଷ ଆପଣମାନଙ୍କୁ ଅନ୍ୟବାଦ। Lord Jesus bless you! AMEN
@PRASADLIMAMUSIC
@PRASADLIMAMUSIC 2 жыл бұрын
OUR dear loving sister RITU .... 💕💕🙏🙏 It's a Tremendous Feeling and very very happy to have your valuable Compliments ଗୀତ ଦ୍ଵାରା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ......ଏବଂ ବହୁତ ସୁନ୍ଦର ମତମତ ପାଇଁ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏
@rajeshnayakcreations1063
@rajeshnayakcreations1063 2 жыл бұрын
Praise the lord 🙏very beautiful song 👍👍very heart touching singing ❤❤❤prabhu ki mohima ho 🙏🙏jai mashi ki 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Jai Mashi ki......🙏🙏 AAP ko Mashi ki Nam Me bahat bahat dhanyabad 👏👏👏👏
@RajuBhai-go6cd
@RajuBhai-go6cd 2 жыл бұрын
Very nice lyrics bro tnq..
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot dear Raju Bhai ❤️❤️🙏🙏
@arunbadabhuyanarunbadabhuy8063
@arunbadabhuyanarunbadabhuy8063 2 жыл бұрын
Beautiful songs. Praise the lord 🙏🙏Amen
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US.... .❤️❤️🙏🙏 May God bless you mightyly
@philmangomango1609
@philmangomango1609 2 жыл бұрын
Praise the lord,.....nice song...
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ସୁନ୍ଦର ମତାମତ ପାଇଁ ହୃଦୟ ଭରା ଧନ୍ୟବାଦ୍ 👏👏👏👏👏
@sishirlima9458
@sishirlima9458 2 жыл бұрын
❤❤❤Amazing composition by my Bro PRASAD ❤❤❤❤💐💐👏👏👏👏
@PRASADLIMAMUSIC
@PRASADLIMAMUSIC 2 жыл бұрын
THANK You So So much ❤️❤️
@mitukumar6671
@mitukumar6671 2 жыл бұрын
Praise The Lord PLima sir and thanks for your all team
@PRASADLIMAMUSIC
@PRASADLIMAMUSIC 2 жыл бұрын
Mitu bhai ❤️❤️🙏🙏 Proud to have your valuable Compliments 👏👏
@mantupradhan1058
@mantupradhan1058 2 жыл бұрын
Outstanding song
@PRASADLIMAMUSIC
@PRASADLIMAMUSIC 2 жыл бұрын
Mantu Bhai ........ 💕💕💕💕 THANK YOU and Love you for your Lovely compliments 👏👏👏 God bless you
@purna2390
@purna2390 2 жыл бұрын
Thank you sir
@RiturajMohantyOfficial
@RiturajMohantyOfficial 2 жыл бұрын
Praise the Lord 🙏❤️ thank you 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
RITURAJ SIR ..........❤️❤️🙏🙏 A BIG ROUND OF AFLOUS AND THANKSFULL GRATITUDE TO YOU BEHALF OF OUR CHRISTIAN COMMUNITY .........👏👏👏👏 🌹🌹 A OUTSTANDING 🌹🌹 PERFORMANCE BY YOU AND WE PROUD OF YOU MAY GOD BLESS YOU
@amoskumarlima6665
@amoskumarlima6665 2 жыл бұрын
Incredible Singing Sir.... Words fall short to describe my heartfelt emotions for this wonderful song and singing ❤️❣️
@rabindrabagh8198
@rabindrabagh8198 2 жыл бұрын
So nice song bro
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US dear brother RABINDRA ❤️❤️🙏🙏
@sanjuparichha1015
@sanjuparichha1015 2 жыл бұрын
Praise the lord god bless you all
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for your valuable love 💕💕 and feedback 🙏🙏
@nirmalanag8025
@nirmalanag8025 2 жыл бұрын
Amen praise the Lord 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Nirmala Mam .....🙏🙏💕💕 Our Heartly regards and thanks to you 👏👏
@luckyby8352
@luckyby8352 2 жыл бұрын
Praise the lord very beautiful song ✝️♥️✝️♥️
@PRASADLIMAMUSIC
@PRASADLIMAMUSIC 2 жыл бұрын
THANK You THANK You So So much ❤️🙏
@PremKumar-jh4qb
@PremKumar-jh4qb 2 жыл бұрын
Nice song👌
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US
@Surry_suresh.33
@Surry_suresh.33 2 жыл бұрын
Praise the Lord 🙏 writing this ଯୀଶୁ ମୋ ଦର୍ପ song
@sangramproductionhouse8607
@sangramproductionhouse8607 2 жыл бұрын
Praise the Lord
@jospinasabar1684
@jospinasabar1684 2 жыл бұрын
Praise the lord amen god bless you 🙏🙏🌹🌹🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Dear loving sister Jospina......💕💕🙏🙏 Thanks for always being with US as OUR LOVING SISTER ....... 👏👏👏👏 God bless you richly 👍
@ambrit749
@ambrit749 2 жыл бұрын
So beautiful song I love jesus ❤❤❤
@PRASADLIMAMUSIC
@PRASADLIMAMUSIC 2 жыл бұрын
Naresh brother ❤️❤️🙏🙏 We Thank You for your beautiful Compliments 👏👏👏
@snkarjeeofficial8882
@snkarjeeofficial8882 2 жыл бұрын
Praise the lord Very nice meaningful song sir
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ଆଜ୍ଞା ..... 🙏🙏❤️❤️ ବହୁତ ସୁନ୍ଦର ମତମତ ପାଇଁ ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏
@sunitabidika2120
@sunitabidika2120 2 жыл бұрын
Super song 🎵🎵🎵🎵 bhai thanks ...
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for always being a good sister of Me 👏👏👏👏 God bless you and your family 👍
@Birajsingh7699
@Birajsingh7699 2 жыл бұрын
Praise tha lord Good... song.. sir...❤️❤️👌👍✝️.
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot dear brother Biraj 👏👏👏
@Birajsingh7699
@Birajsingh7699 2 жыл бұрын
@@PRASADLIMAMUSIC mots wlc sir❤️😍✝️🎶 Praise tha lord 🤗
@michaelkhura9422
@michaelkhura9422 2 жыл бұрын
Praise the lord 🙏🙏very nice song
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much ଭାଈ 👏👏👏ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ .........👍👍
@susantabehera9142
@susantabehera9142 2 жыл бұрын
So beautiful song brother praise the lord God bless you brother
@PRASADLIMAMUSIC
@PRASADLIMAMUSIC 2 жыл бұрын
Susanta ଭାଈ ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ୍ ଦେଈ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤️❤️🙏🙏
@joshuasabar8541
@joshuasabar8541 2 жыл бұрын
God bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
Joshua brother ❤️❤️🙏🙏 God bless you and Thank You for your valuable feedback 👍👍
@sabirlima423
@sabirlima423 2 жыл бұрын
Praise the LORD 🙏... very good song ,,, throughout this song we can pore out our heart to GOD...
@sabirlima423
@sabirlima423 2 жыл бұрын
God bless you all
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a lot My loving brother Pabi..... 💕💕 It's a great Feeling 👏👏👏 ଗୀତ ଦ୍ଵାରା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ...... God bless you
@neheraofficial2053
@neheraofficial2053 2 жыл бұрын
Praise the Lord..
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️🙏 All glory to God and bless you richly 👍
@pilatrupamajhi53
@pilatrupamajhi53 2 жыл бұрын
Praise the lord...nice voice and composition lyrics music 🎵🎵🎵🎵 God bless you all team members.....
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for your valuable feedback and God bless you more and more 👍👍
@junashkumarganta7555
@junashkumarganta7555 2 жыл бұрын
ବହୁତ ସୁନ୍ଦର ଗୀତ, ବହୁତ ସୁନ୍ଦର ରଚନା, ବହୁତ ମଧୁର ସ୍ୱର ସଂଯୋଜନା Sir 🙏.. ବହୁତ ସୁନ୍ଦର ଭାବରେ Rituraj Sir ଗାଇଛନ୍ତି... ଖୁବ ସୁନ୍ଦର Music Arrangments ......
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ୍ ଭାଈ JUNASH....... ସର୍ବଦା ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ 👏👏👏👏 ବହୁତ ବହୁତ ଧନ୍ୟବାଦ୍........ 💕💕
@manashmishalofficial3733
@manashmishalofficial3733 2 жыл бұрын
So beautiful song lyrics composed music arrangement,may God bless You 👍👍👍👍❤️❤️❤️❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a Million dear brother Manash BEHALF OF OUR WHOLE TEAM .......... 👏👏👏 ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଧନ୍ୟବାଦ୍ 🙏🙏
@govindakusulia7741
@govindakusulia7741 4 ай бұрын
ପ୍ରଭୁଙ୍କ ମହନାମର ଗୌରବ ହେଉ ❤❤
@ashishkumarsagaria2102
@ashishkumarsagaria2102 2 жыл бұрын
Super song ❤️❤️❤️ Praise the lord 🙏❤️🙏❤️ god bless you 🙏❤️❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for your Loving kindness word for the GLORY of the Lord ❤️❤️🙏🙏
@lisha8771
@lisha8771 2 жыл бұрын
nice song praise the lord 🙏🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US dear loving Lisa ❤️❤️🙏🙏
@janathansardar6138
@janathansardar6138 2 жыл бұрын
Praise the Lord..🙏🏼🙏🏼🙏🏼 Rituraj Sir'nku prabhu bahut matra re aashirvad karantu...Sabubele Iswaranko mahima nimante geeto gaiba pain prabhu sahajya karantu....Praise the Lord
@PRASADLIMAMUSIC
@PRASADLIMAMUSIC 2 жыл бұрын
Dhanyabad ଆଜ୍ଞା.........❤️❤️🙏🙏 ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ କୃତଜ୍ଞତା ଜ୍ଞାପନ କରୁ .......👏👏 ଏହି ନୂତନ ଗିତ ଆପଣଙ୍କ ମନରେ ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ........
@janathansardar6138
@janathansardar6138 2 жыл бұрын
@@PRASADLIMAMUSIC Dhanyabad sir....Praise the Lord🙏🏼🙏🏼🙏🏼
@ajpkd9528
@ajpkd9528 2 жыл бұрын
ମୁଁ ଯେତେବେଳେ ନିଜେ କଷ୍ଟ , ଦୁଃଖ ଓ ଅବାଟରେ ଥିଲି ଏହିପରି ସୁନ୍ଦର ଗୀତ ଶୁଣି ଯୀଶୁଙ୍କ ନାମରେ ସାହାସ ପାଇଛି ଧନ୍ୟବାଦ ଲିମ୍ମା ସାର୍ ପ୍ରଭୁ ଆପଣଙ୍କୁ ଏହିପରି ସୁନ୍ଦର ଜ୍ଞାନ ଦିଅନ୍ତୁ Almighty of God Amen 🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
ମୋ ପ୍ରିୟ ଭାଇ .........❤️❤️🙏🙏 ପ୍ରଭୁ ଯୀଶୁ ଙ୍କ ମଧୁର ଏବଂ ପବିତ୍ର ନାମ ନେଇ କୃତଜ୍ଞତା ଜ୍ଞାପନ କରୁ .......👏👏 ଏହି ନୂତନ ଗିତ ଆପଣଙ୍କ ମନରେ ଭକ୍ତି ଭାବ ଏବଂ ଆତ୍ମିକ ଜାଗରଣ ସୃଷ୍ଟି କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ......... God bless you abundantly ......👍👍
@blessedsam6849
@blessedsam6849 2 жыл бұрын
Praise the lord we are waiting for another masterpiece Song
@arunpradhan7138
@arunpradhan7138 2 жыл бұрын
Thanks for new song .God bless you.sir
@PRASADLIMAMUSIC
@PRASADLIMAMUSIC 2 жыл бұрын
Arun Bhai ...... Thanks for your beautiful Compliments dear loving brother ❤️❤️🙏🙏 God bless you abundantly
@hlchannel295
@hlchannel295 2 жыл бұрын
Rituraj is Faithful singer than Human Sagar.... God bless you bro 🙏🙏🙏 I request to Limma Sir, please let him Sing continuously...... Waiting to hear Rituraj again 🙏🙏🙏 Thank you everyone 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
YES brother WE WILL LET HIM SING CONTINUESLY 👏👏👏👏👏👏 Thank you so so much ❤️
@p.johnaustin5273
@p.johnaustin5273 2 жыл бұрын
Nice singing and lyrics is such a heart touching 🙌❤️✝️🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
ALL glory and honour to the Lord ❤️❤️🙏🙏 Thanks for your valuable love and Compliments 👏👏
99.9% IMPOSSIBLE
00:24
STORROR
Рет қаралды 31 МЛН
Правильный подход к детям
00:18
Beatrise
Рет қаралды 11 МЛН
So Cute 🥰 who is better?
00:15
dednahype
Рет қаралды 19 МЛН
JISU GO  PAHERI // ଯୀଶୁ  ଗୋ ପାହେରି  // KUI  CHRISTIAN  SONG  / Singer - Jishay Digal
7:26
99.9% IMPOSSIBLE
00:24
STORROR
Рет қаралды 31 МЛН