ଏଯାଏଁ ବିଜେଡିର ଭାଙ୍ଗୁନି ବହପ || BJD || Police || jagatsingpur

  Рет қаралды 27,462

Argus News

Argus News

21 күн бұрын

୨୫ ବର୍ଷ ଧରି କ୍ଷମତା ଉପଭୋଗ କଲେ । ଓଡ଼ିଆ ଅସ୍ମିତା, ସ୍ବାଭିମାନକୁ ବାରମ୍ବାର ଅପମାନିତ କରିବାର ସଜା ବି ଦେଲେ ଓଡ଼ିଶାବାସୀ । ହେଲେ ଲୋକଙ୍କ ଦ୍ବାରା ପ୍ରତ୍ୟାଖାତ ହେବା ପରେ ବି ଏଯାଏଁ ବିଜେଡିର ଭାଙ୍ଗୁନି ବହପ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଏରସମାରେ ।
#ArgusNews #BJD #Police #Allegation #jagatsingpur #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ଏଯାଏଁ ବିଜେଡିର ଭାଙ୍ଗୁନି ବହପ || BJD || Police || jagatsingpur
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 143
@prax3630
@prax3630 14 күн бұрын
ଖବର ଦୂର ଯାଏଁ ପହଞ୍ଚୁ। ଓଡ଼ିଶା କୁ ପଶ୍ଚିମ ବଙ୍ଗ ନ କରାଯାଉ। BJD ନିଜକୁ TMC କରିବାକୁ ଚାହୁଁଛି।
@ritesh.panipani4472
@ritesh.panipani4472 14 күн бұрын
ବାସନ୍ଦ କରି ଥିବା ଲୋକଙ୍କ. ବିରୁଦ୍ଧରେ କାର୍ଯ୍ୟ ନୁଷ୍ଠାନ ନିଅ..ସେମାନଙ୍କ ରେସନ କାର୍ଡ କାଟି ଦିଅ
@upendrasahoo2777
@upendrasahoo2777 14 күн бұрын
ମେହନ ସାର୍ ଆପଣ ଏମିତି ସାଧା ସିଧା ସରକାର ଓଡିଶା ରେ ଚଳିବନି ଓଡିଶା କୁ ଠିକ୍ କରିବା କୁ ହେଲେ up CM yogi ଭଳି ହବା ଦରକାର ନହେଲେ ଆପଣ ସେ ସିଟ କୁ ଛାଡି ଦିଅ
@samirnayak3768
@samirnayak3768 14 күн бұрын
CM Sir ଏହାକୁ ବିଚାର କରାଯାଉ, ନହେଲେ ଧିରେ ଧିରେ ଓଡିଶା ପଶ୍ଚିମବଙ୍ଗ ହୋଇଯିବ.
@user-wx6xf5ge8p
@user-wx6xf5ge8p 14 күн бұрын
ମୁଖ୍ୟମନ୍ତ୍ରୀ ଙ୍କୁ ସମବାର ଦିନ ଯାଇ ଦେଖା କର..
@raghumaninayak9593
@raghumaninayak9593 14 күн бұрын
ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ନୂଆ ସରକାର ଏହା ବିଚାର କରନ୍ତୁ
@santoshsamantaray7140
@santoshsamantaray7140 14 күн бұрын
ଏ କି କଥା। ଏମାନଙ୍କୁ ସିଧା ପିଟିବା କଥା। CM sir, ଖୁବ ଶିଘ୍ର ନଜର ଦିୟନ୍ତୁ।।।
@shreenibashkuanr6598
@shreenibashkuanr6598 14 күн бұрын
ଏକ ରେ bjd ତ ଧରାଶାୟୀ ହେଲା, ତା ପରେ ଏ ଯଉ କାମ ସବୁ କରୁଛି,ଯାହା କେତେଟା ସିଟ୍ ପାଇଛନ୍ତି,୨୦୨୯ ବେଳକୁ ମୂଳ ପୋଛ ହେଇଯିବେ
@user-sm7uc2tu6q
@user-sm7uc2tu6q 14 күн бұрын
ଏ ସବୁ କଥା ଠିକ୍ ନୁହେଁ ଭାବି ଚିନ୍ତି କାମ କରିବା ଦରକାର। ଜୟ ଜଗନ୍ନାଥ
@chiku4140
@chiku4140 14 күн бұрын
ଖାଲି ଏରସମା ନୁହ ବାଲିକୁଦା ରେ ଏମିତି ଅବସ୍ଥା ସତ୍ୟ ସାରଥୀ ବାଲିକୁଦା କୁ ଜଗି ପାରୁନି ସାଡେ ଯାଇ କ'ଣ କରିବ ସେ ଏରିଆ ସାରଦା ଜେନା ର ଥାନା ଘେରାଉ କରାଯାଉ ମୁଖ୍ୟମନ୍ତ୍ରୀ କିଛି ଆକ୍ସନ ନିଅନ୍ତୁ
@Michelle_David100
@Michelle_David100 14 күн бұрын
ଆଜ୍ଞା ଏ ଘଟଣା ସତ୍ୟ ନୁହେଁ.. ସତ ହେଉଛି କି ଏହି ଯେଉଁ ମାନେ ଏବେ ମିଡିଆ ଆଗରେ ରୋଲ୍ କରୁଛନ୍ତି ପ୍ରକୃତ ରେ ଏମାନେ ବିଜେଡି ଲୋକ...ଏମାନେ ବିଜେଡି mla କୁ ଭୋଟ ଦେଇଛନ୍ତି...ଏମାନେ ଏମିତି ରୋଲ୍ କରିବାର କାରଣ ହେଉଛି ଏହି ସ୍ଥାନ ର ବିଜେଡି ଦୁଇ ଭାଗ ରେ ବିଭକ୍ତ..ବିଜେଡି ସରପଞ୍ଚ ଗୋଟେ ଭାଗ ଆଉ ଏମାନେ ଗୋଟେ ଭାଗ...ଏମାନେ ବିଜେଡି ସରପଞ୍ଚ ଉପରେ ବ୍ୟକ୍ତିଗତ ପ୍ରତିଶୋଧ ନେବାକୁ ଏହି ଅଭିନୟ କରୁଛନ୍ତି
@PratimaSarangi-fg7wd
@PratimaSarangi-fg7wd 14 күн бұрын
ପ୍ରଥମେ ଏ ପୂର୍ବତନ ପୋଲିସ୍ ମାନଙ୍କୁ ଚାକିରିରୁ ବାହାର କରାଯାଉ ନୂଆ ପିଲାଙ୍କୁ ପୋଲିସ ଚାକିରିରେ ଭର୍ତ୍ତି କରାଯାଉ ତେବେ ଯାଇ ଏ BJ D ଶାସନ ବନ୍ଦ ହେବ ତାଲିବାନି ଶାସନ ବନ୍ଦ ହେବ
@prasantkudas3438
@prasantkudas3438 14 күн бұрын
BJD ମାହାଗିହାମାନକୁ ବାଡାଅ, ସେ ଥାନାବାଲାକ ବଂଶ ବୁଢୁ
@chittaranjanchakra35
@chittaranjanchakra35 14 күн бұрын
ମା ଘିଆ ପୋଲିସ ସେ bjd ବାଲାଙ୍କୁ ପନିସମେଣ୍ଟ
@nilamanikar954
@nilamanikar954 14 күн бұрын
ଏ ଏରସମା ଟା ଏହି ଉପଗ୍ରହରେ ନା ଆଉ କୋଉଠି ? ଭୋଟ ଦେବା ଅଧିକାର ଆଇନ କୁ ବଦଳି ଗଲା ନା ଆଉ କଣ ?
@acharyauniversaltube7757
@acharyauniversaltube7757 14 күн бұрын
BJD କୁ ସବୁ ଆଡୁ ହଟେଇ ଦେବାର କାର୍ଯ୍ୟକ୍ରମ ହେଉ। ସବୁ ଠିକ୍ ହେଇଯିବ।
@sanjaysing1204
@sanjaysing1204 14 күн бұрын
Adikansh jagare amiti hauchhi heichi dhanyabad agras tv
@cmcreation4905
@cmcreation4905 14 күн бұрын
ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ଏହା ଉପରେ ଏକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ।
@kamallochannayak9660
@kamallochannayak9660 14 күн бұрын
CM Sir Police Mananku Action Niantu .
@subashchandrarout1938
@subashchandrarout1938 14 күн бұрын
ତୁରନ୍ତ ବିଜେଡ଼ି ଦଳ ର ଲୋକଙ୍କୁ ଅର୍ରେଷ୍ଟ କରାଯାଉ
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 36 МЛН
EVOLUTION OF ICE CREAM 😱 #shorts
00:11
Savage Vlogs
Рет қаралды 7 МЛН
Spot The Fake Animal For $10,000
00:40
MrBeast
Рет қаралды 171 МЛН
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 36 МЛН