ବେଆଇନ ନିର୍ମାଣ ଉପରେ ଚାଲିବ ମୋହନଙ୍କ ବୁଲଡୋଜୋର || CM Mohan Majhi

  Рет қаралды 104,129

Argus News

Argus News

Күн бұрын

Пікірлер: 354
@ramakantanayak4495
@ramakantanayak4495 3 ай бұрын
ଶୀଘ୍ର କାର୍ଯ୍ୟାନୁଷ୍ଠାନ ନୀୟାଯାଉ cm ଧନ୍ୟବାଦ
@BonyNahak
@BonyNahak 3 ай бұрын
Tu jadi thantu govt land re setebele bamfo neithantu
@saratranjanbehera6661
@saratranjanbehera6661 3 ай бұрын
Not possible
@kksmedia7572
@kksmedia7572 3 ай бұрын
ସରକର କୁ ମୋର ଅନୁରୋଧ ଭୂମି ହିନ ମାନଙ୍କୁ ଘର ଡିହ ଦିଆ ଯିଵାର ଦରକର
@radheswammajhi4394
@radheswammajhi4394 3 ай бұрын
ଆମେ ଆଦିବାସୀ ଲୋକ ଆମେ ଗରିବ ଲୋକ ଆମେ ସରକାରୀ ଜମି ରେ ଘରଦ୍ୱାର କରିଛୁ ଆମେ କୁଆଡେ଼ ଯିବୁ ଆମ ପାଇଁ ପଦକ୍ଷେପ ନିଆ ଯାଉ
@KajalLuha-d6z
@KajalLuha-d6z 3 ай бұрын
Theek ko hello bhai
@manashmanash8378
@manashmanash8378 3 ай бұрын
Jay bjp😂😂😂😂
@bamadevjena3571
@bamadevjena3571 3 ай бұрын
ଏ ଓଡ଼ିଶା ର କିଛି ହାରାମି ଲୋକ ସରକାର ଜମି ,ଜଳ ଚର୍ କୁ ନିଜ ଅକ୍ତିଆର କରି ସର୍ବସାଧାରଣ କୁ ସବୁ କାର୍ଯ୍ୟରେ ହଇରାଣ କରୁଛନ୍ତି
@chandrapanda7222
@chandrapanda7222 3 ай бұрын
ଆଗରୁ ନିୟମ ଥିଲା, କିନ୍ତୁ ସେ ନିୟମ କୁ ମୋଡି ମୋକୁଛି ଦେଇ ଛନ୍ତି, କିନ୍ତୁ ଏହି ନିୟମ ପ୍ରଥମେ ଜିଲ୍ଲାସ୍ତରୀୟ, ମୁନିସିପାଲିଟି, ଲାଗୁ କରାଯାଉ, କାରଣ ଏହି ନିୟମ କିଛି ବାବୁ ମାନେ ଗ୍ରାମାଞ୍ଚଳ ରେ ଆଖି ଦୃଶିଆ ଗରିବ ଲୋକ ଉପରେ ଲାଗୁ କରି ଦେଇ ଵଃ ଵଃ ନେଇ ଯିବେ
@davidpahad3
@davidpahad3 3 ай бұрын
ଏହା ବେଆଇନ୍ ନୁହେଁ, ବେଆଇନ୍ BJP କରେ। ଏହା ଦ୍ବାରା ଓଡ଼ିଶାର ବିକାଶ ହେବନି। BJP ଶିଳ୍ପପତି, ଧନୀ ମାନଙ୍କ ସରକାର, ତେଣୁ ସରକାରୀ ସମ୍ପତି କୁ ବେସରକାରୀ କରିବାକୁ ଏହି ପଦକ୍ଷେପ ନିଆ ଯାଇଛି।
@dhaneswardas7823
@dhaneswardas7823 3 ай бұрын
ଯାହାକୁ ଆଧାର କରି ଭୋଟ ପାଇଲ, ସେ ଦୁର୍ନୀତି ଉପରେ ପରଦା ଢାଙ୍କି ବସିଛ ଓ ଯେଉଁ ଜମି ମାଫିଆ ଜମି ଜବରଦଖଲ କରିଛନ୍ତି ତାଙ୍କ ଉପରେ ଚଲାଅ। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଗରିବ ଲୋକମାନଙ୍କ ପାନ ଦୋକାନ ଓ ଜଳଖିଆ ଦୋକାନ ଭାଙ୍ଗିଲେ ତାଙ୍କ କ୍ଷତିପୂରଣ ଓ ବାଟରେ ଯାଉଥିବା ଲୋକମାନଙ୍କୁ ପାଣି ଟୋପେ କିଏ ଦେବ। ସରକାରୀ ଜାଗାରେ ଅବରୋଧ ହଟାଇ ଗ୍ରୀନଫେନ୍ସ ଓ ବିଜ୍ଞାପନ ଲଗାଇଲେ କ'ଣ ହେବ। ଆଗ ଭୁବନେଶ୍ଵରରେ ତଦନ୍ତ କରି ଦେଖ କେତେ ସରକାରୀ ଜମିରେ ବିଡିଏ ଆପ୍ରୋଭାଲ ଦେଇ କାମ ସାରିଛି। ଏଠି ଭୁଲ କାହାର ଚୋରର ନା ଜଗୁଆଳିର, ତହସିଲଦାର ଓ ଆର ଆଇ, ଓ ପୋଲିସ ଥିବାବେଳେ ରାସ୍ତା କଡ଼ରେ କୋଟି କୋଟି ଦୋକାନ, ଉଠା ଦୋକାନ କିପରି ହେଲା। ଚିଠିରୁ ଯାହା ଜଣା ପଡୁଛି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହା ଉପରେ କଠୋର ହେବେ, ସାଧାରଣ ଲୋକ ଭୋଟ ଦେଲେ କିଛି ହାତ ଗଣତି ଲୋକ ଯେଉଁମାନେ ହଜାର ହଜାର କୋଟି ଟଙ୍କାର ଦୂର୍ନୀତି କରି ଟଙ୍କା ଓ ଜମି, ଖଣି ଖାଉଛନ୍ତି ତାଙ୍କ ଉପରେ ତଦନ୍ତ, ଅଥଚ ଏଠି ମୋହନ ସରକାର ଜନସାଧାରଣଙ୍କ ଉପରେ ପ୍ରଥମେ ବୋଲ୍ ଡୋଜର ଚଲେଇ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅରାଜକତାରେ ପରିଣତ କରିବେ। ମୋର ସନ୍ଦେହ ଏକଥା ମୋହନ ସରକାରଙ୍କୁ ଭଲ ଭଲ ଭାବରେ ଛଣା ଅଛି ତ?
@gobindachandraswain3060
@gobindachandraswain3060 3 ай бұрын
ଭଲ ନିଷ୍ପତ୍ତି ନେଇଛନ୍ତି। ଦେଖନ୍ତୁ କେତେ ଦୁର କାର୍ଯ୍ୟକାରୀ ହେଉଛି।
@DileswarGhiwalla-b1o
@DileswarGhiwalla-b1o 3 ай бұрын
BBSR ଯେତେ ଅଛି. ଆଗ ଆରମ୍ଭ କର
@ritesh.panipani4472
@ritesh.panipani4472 3 ай бұрын
ରାସ୍ତା କଡ଼ ରେ ବହୁତ ବସ୍ତି ହେଇଛି.. ସେଗୁଡିକ ଆଗ ଭାଙ୍ଗ...
@BonyNahak
@BonyNahak 3 ай бұрын
Abe tu jadi thantu basti re kn karithantu be
@BonyNahak
@BonyNahak 3 ай бұрын
Gariba loko mane kn karibe seita bhabibuchi ki
@BonyNahak
@BonyNahak 3 ай бұрын
Katha kahuchu bada bada
@GhcgHkgjju
@GhcgHkgjju 3 ай бұрын
ଆମେ ଗରିବ ଲୋକ କୁଆଡେ ଯିବୁ ଯେ ମୋହନ ସାର 🙏🙏🙏
@saratranjanbehera6661
@saratranjanbehera6661 3 ай бұрын
ଓଡ଼ିଶାର ର 100% ଗ୍ରାମାଞ୍ଚଳ ରେ ଗରିବ ଆଦିବାସୀ, ସାଧାରଣ ଜନତା ବାପ ଅଜା ଅମଳରୁ ଶହ ଶହ ବର୍ଷ ହେବ ସରକାରୀ ଜମିରେ ଘର ତିଆରି କରି ରହି ଆସୁଛନ୍ତି, ଅନେକ ଭୂମି ହୀନ ପ୍ରଜା ଗ୍ରାମାଞ୍ଚଳ ରେ ସରକାରୀ ଜଙ୍ଗଲ ଜମି, ପଡିଆ ପତିତ ଜମି କୁ ଚାଷ ଜମି କରି ପରିବାର ପ୍ରତି ପୋଷଣ କରୁଛନ୍ତି.... ସମସ୍ତ ଙ୍କର ଚାଷ ଜମି ଛଡେଇ ନେଇ ପାରିବ ତ ମୋହନ ସରକାର..? ସବୁ ଗରିବ ଗୁରୁବା ଙ୍କର ସରକାରୀ ଜମି ର ଘର ଦ୍ୱାର ଭାଙ୍ଗି ଦେଇ ପାରିବ ଏ ସରକାର......? ସହରାଞ୍ଚଳ ର ମୂଲ୍ୟବାନ ଜମି ଉପରେ ଏ ଆଇନ ଲାଗୁ କରିପାରେ.... ଗ୍ରାମାଞ୍ଚଳ ର ଗରିବ ଉପରେ ଆକ୍ରମଣ କଲେବିଜେପି ସରକାର ରହିବ ତ... 👍
@srustidhardey5817
@srustidhardey5817 3 ай бұрын
ଏ କାମ କର ❤❤ କିନ୍ତୁ ଅଫିସର କୂ transfer immediately
@bismayakhilar3526
@bismayakhilar3526 3 ай бұрын
Bahut sundar ପଦକ୍ଷେପ
@mithunnaik2960
@mithunnaik2960 3 ай бұрын
ସବୁକର କିନ୍ତୁ ନିରୀହ ଆଦି ବାସି ଙ୍କ ହକ ମାର ନାହିଁ। ଦୟା କରି ❤❤❤
@Ghhggh0
@Ghhggh0 3 ай бұрын
ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ 😎
@debasmitasvlog3751
@debasmitasvlog3751 3 ай бұрын
Bahut badhiya heba
@Diamond.supar.
@Diamond.supar. 3 ай бұрын
ବହୁତ ବଢିଆ ନିଷ୍ପତି ❤❤❤
@RanjanKumar-mx1ki
@RanjanKumar-mx1ki 3 ай бұрын
ଓଡ଼ିଶାରେ ଲକ୍ଷ୍ୟ ଲକ୍ଷ୍ୟ ଆଦିବାସୀ, ହରିଜନ, ମାଧ୍ୟ୍ୟବିତ୍ତ ଲୋକେ ଦୀର୍ଘ 60 ରୁ 70 ବର୍ଷ ହେବ ବାସଗୃହ କରି ସ୍ଥାୟୀ ଭାବରେ ରହିଆସୁଛନ୍ତି ସରକାରୀ ଜାଗାରେ ଏବଂ ପ୍ରାୟ ପ୍ରତି ଗ୍ରାମ ମାନଂକରେ ସେମାନେ କୋଉ ଆଡ଼େ ଯିବେ ଯଦି ଜବର ଦଖଲ ଉଛେଦ ହୁଏ
@NirmalKUMAR-l9c2s
@NirmalKUMAR-l9c2s 3 ай бұрын
Correct
@_mr___rajput
@_mr___rajput 3 ай бұрын
😅😅😅60-70 yr kie rahichhi puni tanku puni govt pata deini. Bhala gapa kahuchha 40yr ru adhika bhumi Hina ku govt jaga dauchhi & 1982 re bhumi Hina ku jangala jami Banta gala puni emane 60-70 yr gariba kemiti govt jaga re rahi gale
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
PM awas re jibe 😂​@@NirmalKUMAR-l9c2s
@princehunt
@princehunt 3 ай бұрын
Mu achhi​@@_mr___rajput
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
​@@_mr___rajputଏ ମଇଙ୍ଗିଆ କୁ କିଛି ଜଣା ନାହିଁ , 😂
@laxmansahoo4681
@laxmansahoo4681 3 ай бұрын
ରାଜଧାନୀର ସ୍ୱଚ୍ଛତା, ମହାରାଜାଙ୍କ ସ୍ୱଚ୍ଛତା, ଲୋକ ଲୋଚନକୁ ଆସିବା ଦରକାର 🎉🎉ଏହା ସର୍ବାଦୌ 🎉🎉
@debaduttapatanaik453
@debaduttapatanaik453 3 ай бұрын
ସ୍ୱାଗତଯୋଗ୍ୟ ପଦକ୍ଷେପ ତୁରନ୍ତ ଆରମ୍ଭ କରନ୍ତୁ
@pramodnaik6980
@pramodnaik6980 3 ай бұрын
ନିରୀହ ହରିଜନ ଆଦବାସୀ ଭୂମୀ ହିନ ପ୍ରଭାବିତ ହେବେ କିନ୍ତୁ ସେମାନେ ଜିବେ କୁଆଡେ ମାନନୀୟ ମୁଖ୍ୟ ମନ୍ତ୍ରୀ ସରେ
@bibhubiswal7201
@bibhubiswal7201 3 ай бұрын
ବହୁତ ସୁନ୍ଦର କଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଧନ୍ୟବାଦ
@lokeshpradhan134
@lokeshpradhan134 3 ай бұрын
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଲମ୍ବସରୀ ପଞ୍ଚାୟତ ରେ ବହୁତ ଜଙ୍ଗଲ ଜମୀ ଚାଷ ହେଉଛି
@pratapkumarjena1829
@pratapkumarjena1829 3 ай бұрын
ମୋହନ ମାଝୀ ସରକାର ଆପଣଙ୍କୁ ଅଶେଷ ଅଶେଷ ଧନ୍ୟ ବାଦ ବୋହୁତ ଭଲ ପଦେକ୍ଷପ ନେଇ ଛନ୍ତୀ ଆପଣଙ୍କୁ ହୃଦୟରୁ ସଲାମ ଏମିତି ବିଜେଡି ସରକାର ସମୟରେ ବିଜେଡି ଚୋର ନେତା ମନ୍ତ୍ରୀ କର୍ମୀ ସରକାରୀ ବାବୁ ମାନେ ବୋହୁତ ବଡ ଦୃନିତ୍ତୀ ଲୁଟି ଛନ୍ତି ଏମାନଙ୍କୁ କଡ଼ା ଦଣ୍ଡ ମିଳିବା ନିହାତି ଆବଶ୍ୟକ ରହିଛି
@manoranjanpanda5536
@manoranjanpanda5536 2 ай бұрын
ଜବର ଦଖଲ ଜମି ହଟାଇ ବାକୁ ସରକାର ଙ୍କୁ ଧନ୍ୟବାଦ କିନ୍ତୁ ଆଦିବାସୀ ଓ ଭୂମିହୀନ ମାନଙ୍କୁ ଆଶ୍ରୟ ଦିଆଯାଉ, ଜୟ ଜଗନ୍ନାଥ
@babukhetiofficial1439
@babukhetiofficial1439 3 ай бұрын
ଅତିଶିଘ୍ର କାର୍ଯ୍ୟକାରୀ ହେବା ଦରକାର
@soubhagyasahoo3218
@soubhagyasahoo3218 3 ай бұрын
Wah wah wah beautiful pada khypa
@SsPix23
@SsPix23 3 ай бұрын
ବହୁତ ଭଲ ପଦକ୍ଷେପ
@anshumanchanel1042
@anshumanchanel1042 3 ай бұрын
Good 👍👍👍
@santaliproduction6458
@santaliproduction6458 3 ай бұрын
Bohut volo decision,Congrats Mohan sir
@chikuncollection440
@chikuncollection440 3 ай бұрын
Good boy majhi Babu , ଶଳା ଏଠି ଲୋକ ବାହାରେ ପାଲ ଟାଣିକି ସୋଉଛନ୍ତି , କିନ୍ତୁ ଲୋକ ସରକାରୀ ଜାଗା ରେ appointment ତିଆରି କରୁଛନ୍ତି , mgh
@Entertainmenthub-n3j
@Entertainmenthub-n3j 3 ай бұрын
ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ
@surukumbhar
@surukumbhar 3 ай бұрын
Nice
@manoranjsahoo9197
@manoranjsahoo9197 3 ай бұрын
Namho namsker sir 🙏 cmo Jai 🙏 ho 🙏 Buldjor baba 🙏
@indramaniswain3811
@indramaniswain3811 3 ай бұрын
ନିରାଟ ସତ୍ୟ 👍
@dillipbehera-lv8sl
@dillipbehera-lv8sl 3 ай бұрын
ଉତ୍ତର ପ୍ରଦେଶ ଆଇନ ଲାଗୁହେଲା ଓଡିଶାରେ
@jayantatripathy231
@jayantatripathy231 3 ай бұрын
ଓଡ଼ିଆ ରେ କଥା ଅଛି, ବିରି ମlଡ ଦେଖି କୋଳଥ ଚୋପା , ଖୁବ୍ ଶୀଘ୍ର ବଡ଼ ବାବୁ ମାନଙ୍କ ଉପରେ ଉଚିତ୍ ପଦକ୍ଷେପ ନେବା ସହିତ ଜେଲ୍/ଜୋରିମାନା ଆବଶ୍ୟକ.କଣ ପଦକ୍ଷପ ନିଆ ଯାଇଛି ଓଡ଼ିଆ ବସି କୁଁ ଜଣାଯାଉ , ଦେଖିବେ ସାଧାରଣ ଲୋକ ବେଶୀ ସମୟ ନେବେନି ହଟାଇବାକୁ,Very good decision by BJP ,(ଶୁଣି କି ଛାନିଆ ଲାଗୁଛି)
@SabitriNaik-hu6ci
@SabitriNaik-hu6ci 3 ай бұрын
ମୁଁ ସରକାରୀ ଜମିରେ ଗଜ ସୁରକ୍ଷା ରିଅଛ ମୋ ପାଇଁ ବିନା ଦରମାରେ ରଖି ଛଉ ମୋ ପାଇଁ କ'ଣ କରାଯିବ ଫରେଷ୍ଟ ବିଭାଗରୁ କଣ ଦେଵ
@Oddipakyt
@Oddipakyt 3 ай бұрын
Veri good Mohan Sarkar❤
@BismitaSamal-n6d
@BismitaSamal-n6d 2 ай бұрын
Bahutu bhala sir
@BishnucharanpandaBishnu
@BishnucharanpandaBishnu 3 ай бұрын
Hundred percent right
@biplabapattnaik4273
@biplabapattnaik4273 3 ай бұрын
Good step Jay Bjp
@jayadigal9852
@jayadigal9852 3 ай бұрын
ଆଜ୍ଞା ଏସବୁ ଯଦିଓ ଆରମ୍ବ କରିବେ ଭାଙ୍ଗିବା କାମ ତାହାହେଲେ ସାଧାରଣ ଜନତା କୁଆଡେ ଯିବେ
@debasissahoo7559
@debasissahoo7559 3 ай бұрын
Pata dia jau loka mana nku
@pradeepmanhira8641
@pradeepmanhira8641 2 ай бұрын
Ek number
@babajisahoo1152
@babajisahoo1152 3 ай бұрын
Correct
@NoDaddyIssues
@NoDaddyIssues 3 ай бұрын
ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ଅଲଗା,ଦେଖାଯାଉ
@nrusinghbehera5090
@nrusinghbehera5090 3 ай бұрын
Next 5 year re au vote paiba Gariba loca hi rahichhanti. Tanku kahucha hataeba minister power dekhaucha. Nayak picture dekha. Public uthile BJP au vote paibani.
@SatyabanNayak-nw4rk
@SatyabanNayak-nw4rk 3 ай бұрын
Best CM Odisha 🙏🙏🙏❤❤❤
@FAKIRBAG
@FAKIRBAG 3 ай бұрын
Sabas o god you are great.
@lalitmohanmohapatra8761
@lalitmohanmohapatra8761 3 ай бұрын
ସରକାରଙ୍କର ସବୁଠୁ ଭଲ ପଦ ଖେପ , ଯଦି କରନ୍ତି
@RakeshSahooBapu
@RakeshSahooBapu 3 ай бұрын
Jadi nirapeksha karanti
@laxmanmohanta5596
@laxmanmohanta5596 3 ай бұрын
ପୂର୍ଵ ସାକର ସମୟ ରେ ଥିବା ବଡ ଅଫିସର ମାନଂକୁ ଆଗ ବଦଳି କୋରା ଯାଉ ତାପରେ ସବୁ ସମଧାନ ହେବ ok
@kailashchandrajena8405
@kailashchandrajena8405 3 ай бұрын
Good step ...all the govt. plots should come back to govt.The sooner the better for odisha
@janardanmohanty831
@janardanmohanty831 3 ай бұрын
ନବୀନ ବାବୁ ନିଜେ ଦେଢ ଏକର ରାସ୍ତା କୁ ଅକ୍ତିଆର କରି ପାଚେରୀ ବୁଲାଇ ଦେଇଛନ୍ତି l ତେଣୁ ତାଙ୍କ ଦଳର ଅନ୍ୟମାନେ ଏହିପରି କାମ କରିବାକୁ ସାହସ କଲେ ଏବଂ ନବୀନ ବାବୁ ସେମାନଙ୍କୁ ନିବୃତ୍ତ କରିବା ପାଇଁ ସତସାହସ ହରାଇଲେ l
@SWAINSAMIRRANJAN
@SWAINSAMIRRANJAN 3 ай бұрын
ବହୁତ ଭଲ ପଦକ୍ଷେପ ରାଜ୍ୟ ସରକାରଙ୍କ ଦ୍ଵାରା। କାରଣ ବିଗତ ୨୫ ବର୍ଷରେ BJD ଶାସନ କାଳରେ କିଛି ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ସହିତ କିଛି ନେତାମାନଙ୍କ ଦୁର୍ନୀତି ଓ କିଛି ସାଧାରାଲୋକଙ୍କ ଦୁର୍ନୀତି ହୋଇଥିବା କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଚାର କରିବା ସହିତ ପ୍ରକୃତ ଦୋଷୀକୁ କଠୋର ଦଣ୍ଡ ଦେବା ନିହାତି ଜରୁରୀ ଆବଶ୍ୟକ
@ganeshpanigrahi8296
@ganeshpanigrahi8296 3 ай бұрын
ଧନ୍ୟବାଦ cm ଶିଘ୍ର କାଯ୍ୟକ୍ରମ କରନ୍ତୁ।
@rataimarndi3087
@rataimarndi3087 3 ай бұрын
Sei ta jodi korila kon unoti hebo ago koilo
@rataimarndi3087
@rataimarndi3087 3 ай бұрын
Goribo loko kotha bujhuni aou ri goribo loko ku maribo na jou jaga guda bodo bodo neta nei chonti semane fereile goribo loko ku deiki somadhan hebo ki
@KedarJena-ki9el
@KedarJena-ki9el 3 ай бұрын
Right, thanks to govt
@aswinibanchhor8945
@aswinibanchhor8945 3 ай бұрын
ସରକାରଭାବିଚିନ୍ତିପଦକ୍ଷେପ ନିଅନ୍ତୁଘରଭାଙ୍ଗିଦେଲେ ଲୋକରହିବେକଉଠି
@pragatipradhanlucky9702
@pragatipradhanlucky9702 3 ай бұрын
Cm Sir step naba agaru gariba loka manaka Katha bhabantu
@prasantbehera78
@prasantbehera78 3 ай бұрын
ବାଳ ନା
@sushantabehera4160
@sushantabehera4160 3 ай бұрын
Mohan sar very good
@blackumar8716
@blackumar8716 3 ай бұрын
Great CM sir 💯
@YoutubeShorts-pf1tx
@YoutubeShorts-pf1tx 3 ай бұрын
Right decision
@Darkroyal-qc7lm
@Darkroyal-qc7lm 3 ай бұрын
କେନ୍ଦୁଝର ଜିଲ୍ଲାରେ ଜମି ମାଫିଆ ସବୁଠାରୁ ଅଧିକ
@jaishriramram4987
@jaishriramram4987 3 ай бұрын
Good job
@kaliagouda9118
@kaliagouda9118 3 ай бұрын
ସବୁ ସରକାରି ଜାଗାରେ ଗଛ ଲାଗେଇଲେ ଭଲ ହେଇ ଥାନ୍ତା
@nilakantajuad783
@nilakantajuad783 3 ай бұрын
Right dicision
@bimbadharpradhan4574
@bimbadharpradhan4574 3 ай бұрын
Nice video🎉 from lipsa wisdoms❤❤❤
@suvendukumardash1976
@suvendukumardash1976 3 ай бұрын
Right.Jay Jay Our C.M. Mohan Sir
@sasthakumarpurohit2580
@sasthakumarpurohit2580 3 ай бұрын
ବୌଦ୍ଧ ଏନ ଏ ସି ବହୁତ ସରକାରୀ ଜମି ଜବର ଦଖଲ କ ରି ରଖିଅଛି ତାହା ସରକାରୀ। ଖାତା କୁ ଯାଉ mahon ସରକାରଙ୍କୁ ପ୍ରାର୍ଥନା,,,,,,,ବଡ।ବନ୍ଦୀ କରିଛନ୍ତି,ରାସ୍ତା କଡର ଜାଗା ମଧ୍ୟ ,,,,୯୭୭୭୯୯୫୯୧୪ mob
@nareshmaharana6786
@nareshmaharana6786 3 ай бұрын
BJP ବାଲା ବି ଜମି ମାଡ଼ି ବସିଛନ୍ତି
@hatakishorbiswal2594
@hatakishorbiswal2594 3 ай бұрын
good decission.
@dsahu9640
@dsahu9640 3 ай бұрын
Kichhi bhanga hebani sabu thau aga job dia tapare bhangiba ame agree😊
@gopasahoo8415
@gopasahoo8415 3 ай бұрын
Ek number sir good steps
@laxmanmohanta5596
@laxmanmohanta5596 3 ай бұрын
ନିୟମ କରିବା ଆଗରୁ ନିଜେ ଯୋଉ ଗରିବ ଖଟି ଖିଆ ଲୋକଙ୍କ ପୋଟା କୁ ଯୋଉ ଦେବ୍ଲେପ କାମ ହେଉ ନିଜ ବଳ ପ୍ରୟୋଗ କରିନେଉଛି ସେଇଟା ଆଗ ଉଚିତ ମୂଲ୍ୟ ଦିୟ ଯାଉ ତାପରେ ଲୋକଙ୍କ ସାର୍କର ଦାଖଲ ଜାଗା କୁ ନେଲେ ଠିକ ହେବ ok
@NiranjanMalik-id9ch
@NiranjanMalik-id9ch 3 ай бұрын
Very good sir
@manasmishra9741
@manasmishra9741 3 ай бұрын
ଏଇଟା ସିଘ୍ର କରାଯାଉ
@ganeswarsahoo7673
@ganeswarsahoo7673 3 ай бұрын
Good work
@debaduttamohanty1188
@debaduttamohanty1188 3 ай бұрын
ଧୟାଁ କିଛି କରି ପାରିବନାହିଁ
@RakeshSahooBapu
@RakeshSahooBapu 3 ай бұрын
This isn't up It's odisha Start kariki dekha .abastha khaarap heijiba
@bijayparida8085
@bijayparida8085 3 ай бұрын
ବିଜେପି କମ୍ ବହୁତ ଦଖଲ କରିଛନ୍ତି
@sibasankarsamal3514
@sibasankarsamal3514 3 ай бұрын
Very good
@tunamahanta6852
@tunamahanta6852 3 ай бұрын
ଆଜକୁ ପ୍ରାୟ 4 ବର୍ଷ ହେବ ସର୍ବ ସାଧା ରଣ ରାସ୍ତା ଏବଂ ପାଣି ଡ୍ରେନ ପାଇଁ କଲେକ୍ଟର ତହସିଲଦାର କୁ ଲିଖିତ ଅଭିଯୋଗ କରିଲେ ମଧ୍ୟ ଶୁଣୁ ନାହାନ୍ତି ଦେବଗଡ଼ ଖଗେଶ୍ୱର୍ ମହାନ୍ତ
@rajaashoksamrat417
@rajaashoksamrat417 3 ай бұрын
ସବୁ ହାଟରେ ଦୋକାନ ଘର ଗୋଟିଏ ଜାତିର 98 ଭାଗ ଦୋକାନ କିଏ ଦେଇଚୀ
@padmalochanbarik7863
@padmalochanbarik7863 3 ай бұрын
Very nice well decision sir
@AnilNaik-hf5tq
@AnilNaik-hf5tq 3 ай бұрын
Good action
@narottambarik1637
@narottambarik1637 3 ай бұрын
Quick Action.. please 🙏 my dear CM...
@wrongone357
@wrongone357 3 ай бұрын
Good decision by government of Odisha
@santoshkumarmishra2620
@santoshkumarmishra2620 3 ай бұрын
ଶୀଘ୍ର କରନ୍ତୁ
@JitendraMeher-ew9oh
@JitendraMeher-ew9oh 3 ай бұрын
AT/PO- BHALUMUNDA, BLOCK -BANGOMUNDA, DIST-BALANGIR ଭାଲୁମୁଣ୍ଡା ରେ ବଡ଼ ବାବୁ ମାନେ ଟ୍ରିପଲ building କରି ଦବାବ ଦେଉଛନ୍ତି ଏମାନଙ୍କୁ କେବେ ପ୍ରଶାସନ ନଜର ଦେବେ ଗୋଚର କୁ ଏକର ଏକର ଜମି କୁ ଜବର୍ ଦାଖଲ କରି baundri ଦେଇ ଚାଲିଛନ୍ତି 4:45
@niranjannayak2090
@niranjannayak2090 3 ай бұрын
ସୁନ୍ଦର ପଦକ୍ଷେପ।
@sanjayabehera5625
@sanjayabehera5625 3 ай бұрын
Right action, the same situations increasing village and town.
@Vlogs-R-U
@Vlogs-R-U 3 ай бұрын
Cuttack bhubaneswar action
@RajukumarRajukumar-kw9jd
@RajukumarRajukumar-kw9jd 3 ай бұрын
ବୁଲ ଡୋଜର cm😊UP Formula
@rajanikanta7504
@rajanikanta7504 3 ай бұрын
ଠିକ୍ କରୁଛନ୍ତି କିନ୍ତୁ ଙ୍କ ଖାଲି BJD ର କର୍ମି ମାନେ ଖାଲି ମାଡି ବସିଛନ୍ତି ଆଉ BJP ର କର୍ମି ମାନେ ତ ପୁରା ଅରୁଆ ଚାଉଳ
@rajaashoksamrat417
@rajaashoksamrat417 3 ай бұрын
ହାଟରେ ଜାତିବାଦ ନାଟ କୋଉ ପାଟି ଚଲେଚି ଗୋଟିଏ ଜାତିର ଶବୁ ଦୋକାନ ଦବ ଦବା
@NiranjanBej-t9x
@NiranjanBej-t9x 3 ай бұрын
Very nice. Jay jagannath 🙏🙏🙏
@suryasulochana4517
@suryasulochana4517 3 ай бұрын
Cm has taken Right decision in right time thank you.
@SantoshKumar-rq1wh
@SantoshKumar-rq1wh 3 ай бұрын
ବୈଧାନିକ ସତର୍କତା ଜିନିଷ ଗୁଡିକ, ସରକାର ବିଧି ଅନୁଯାୟୀ ବନ୍ଦ ହେବା ଦରକାର। ଯଥା: ତମାଖୁ, ଗୁଟଖା, ମଦ, ଜୁଆ, ସେୟାର ବଜାର, ଇତ୍ୟାଦି। ସରକାର ବିଧି ଅନୁଯାୟୀ ବନ୍ଦ କରିବା ଉଚ୍ଛିତ।
VAMPIRE DESTROYED GIRL???? 😱
00:56
INO
Рет қаралды 7 МЛН
Help Me Celebrate! 😍🙏
00:35
Alan Chikin Chow
Рет қаралды 85 МЛН
MY HEIGHT vs MrBEAST CREW 🙈📏
00:22
Celine Dept
Рет қаралды 42 МЛН
VAMPIRE DESTROYED GIRL???? 😱
00:56
INO
Рет қаралды 7 МЛН