Ashara Aloka | Frequent Disturbances by In-Laws Increases Trouble For Woman

  Рет қаралды 69,823

OTV

OTV

Күн бұрын

ଭାଙ୍ଗୁଛି ବିଶ୍ୱାସ... ଛିଡ଼ୁଛି ସମ୍ପର୍କ... ପଙ୍କଜକୁ ବିବାହ କରି ଏବେ ଦୁଃଖରେ ମୌସୁମୀ । ଗରିବ ଘର ଝିଅ ହୋଇଥିବାରୁ ଶାଶୂଘରେ ମିଳିନି ବୋହୂର ସମ୍ମାନ । ଯୌତୁକ ପାଇଁ ସହିବାକୁ ପଡ଼ିଛି ଅନେକ ନିର୍ଯାତନା ।
#Asharaaloka #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 19
@kunilatasahoo3908
@kunilatasahoo3908 4 күн бұрын
ବହୁତ୍ ବାପା ମା ପୁଅକୁ ଶିଖେଇ ଘର ଭଙ୍ଗୁଚନ୍ତି
@AntarjyamiSwain-y1f
@AntarjyamiSwain-y1f 5 күн бұрын
ଏ ବିଚାର ଠିକ୍ ହେଲାନାହିଁ ଦୟାକରି ସାର୍ ଆପଣଙ୍କୁ ଅନୁରୋଧ ଶିଘ୍ର ଏ ପୁଅ ବୋହୂଙ୍କୁ ତାଙ୍କର ଅଧିକାର ଦିଆଯାଉ ଏବଂ ସେ ବାପ ଓ ଭାଇ ଭାଉଜଙ୍କୁ ବିରୁଦ୍ଧରେ ଶିଘ୍ର ଆସ୍କନ ନିଅନ୍ତୁ
@Santoshsahu-hv3ro
@Santoshsahu-hv3ro 5 күн бұрын
ଏକଦମ ଠିକ୍ legal action ନେବା ଉଚିତ
@soumyaranjanlenka2728
@soumyaranjanlenka2728 9 сағат бұрын
Bahut dukha ra katha. Hey Prabhu rakshya kara. Ki asanti au pida re jiban katuchi. Sukha shanti kichhi v ni. Banchiba ki kasta maya heichi. Aha kemiti sahibe emane.
@sabitaprusty8035
@sabitaprusty8035 Күн бұрын
କିଛି ଯାଗାରେ ଶାଶୁ, ଶଶୂର ମଧ୍ଯ ଖରାପ। ବେଳ ଥାଉ ସୁଧୁରୀ ଯା ଅ, ।ସବୁ ପ୍ରକାର ସମ୍ୟ ସା। ହେ ଭଗବାନ।
@Santoshsahu-hv3ro
@Santoshsahu-hv3ro 5 күн бұрын
ଆଇନର ସହାୟତା ନିଅନ୍ତୁ ନ୍ୟାୟ ନିଶ୍ଚିତ ମିଳିବ! ପ୍ରମିଳା ମା ,Otv ହସ୍ତକ୍ଷେପ କରନ୍ତୁ
@abhayajena9099
@abhayajena9099 5 күн бұрын
ତୁମ ପରି ପୁଅ ସମସ୍ତଙ୍କୁ ମିଳୁ, ତୁମ ବାପା ଆଉ କାହାର ବାପା ନହୁଅନ୍ତୁ 🤔🤔🤔
@IOSARBX
@IOSARBX 5 күн бұрын
OTV, wanna collab it was really good
@Sonalispeaks
@Sonalispeaks 4 күн бұрын
କେତେଟା ଅଭଦ୍ର ସ୍ୱାର୍ଥପର ବୁଢ଼ା ବୁଢ଼ୀ ଜାଣିଶୁଣି ପୁଅବୋହୁ ଙ୍କ ଘର ଖରାପ କରୁଛନ୍ତି । ମୋ ଶ୍ୱଶୁର ବି ସେୟା କରିବାକୁ ଚେଷ୍ଟା କରୁଥିଲେ , ଯାହାହେଉ ମୋ ସ୍ୱାମୀ ସତ୍ୟତା ଦେଖି ଦୁରେଇଗଲେ । ହେଲେ ସେମାନେ ଝଗଡ଼ା କରି ଦେଢଶୁର ସହ ମିଶି ସମ୍ପତି ରେ ଅଧିକାର ନାହିଁ ବୋଲି ଲେଖେଇନେଲେ । ଲେଖିଦେଲେ ମୋ ସ୍ୱାମୀ ନିଜ ସମ୍ମାନ ପାଇଁ । ଅନ୍ତତଃ ଶାନ୍ତିରେ ରହିଚୁ ଆମେ ଦୁଇ ଜଣ 😊
@abhayajena9099
@abhayajena9099 5 күн бұрын
ଏବେ ବାପ ଘର ଗାଁ ନିକଟରେ ଭାଡାରେ ରହୁ, ଅଳ୍ପ ଖର୍ଚ୍ଚ ରେ ବି ହେଇଯିବ, ସୁରକ୍ଷିତ ବି, ପରେ କିଛିବର୍ଷ ଗଲାପରେ ବୁଢା ଧୀକେଡ଼ା ହେଇଯିବ, କି ମରିଯିବ, ଭାଇରରେ ବି ବଳ କମିଯିବ, ତୁମେ ଦୁଇଭାଇ ମିଶି ସେତବେଳେ ଘରେ ରହିବ ଆଉ କଣ 😄😄😄
@DEBAJANIPARIDA-s6o
@DEBAJANIPARIDA-s6o 7 сағат бұрын
Khali aasara aloka nayaghad, ganjam district pai
@ranjitbehers3715
@ranjitbehers3715 5 күн бұрын
ମେଣ୍ଢାଗୀହl ତୁମେ । ତୁମର ବୁଦ୍ଧି ନାହିଁ ।
@sweetyworld2167
@sweetyworld2167 5 күн бұрын
Ye story Pura mo sasura Ghara Ra
@namitakhuntia8220
@namitakhuntia8220 5 күн бұрын
Bapa nkara amiti bichara thhiki nuhe a pua ti bhala pilate lastre apua bapaku pachriba
@Meera_sonu_bhutiashortvideos
@Meera_sonu_bhutiashortvideos 5 күн бұрын
Hii
@kuninath9253
@kuninath9253 5 күн бұрын
Ei pua bohu vala kintu main mukhia ta bapa ti vala nuhan ,sie jadi thik thanta taa hele sabu thik huanta
@Natabar16
@Natabar16 5 күн бұрын
ବାପା ବଡ ବୋହୁ ର ଗାଡ଼ିଆ ରେ ଗାଧୋଉଥିବା ବେଳେ ଏମାନେ କଣ୍ଟା ସାଜିବା ସ୍ୱାଭାବିକ ଅନୁଭବ ହେଉଛି, ଏପରି ସମାଜ ରେ କିଛି ପରିବାର ରେ ନଜିର ରହିଛି
@manasnanda1586
@manasnanda1586 5 күн бұрын
Sarmistha madam nk left fe basithiba madam tame bala kariba..😅😅😅hut
АЗАРТНИК 4 |СЕЗОН 3 Серия
30:50
Inter Production
Рет қаралды 935 М.
МЕБЕЛЬ ВЫДАСТ СОТРУДНИКАМ ПОЛИЦИИ ТАБЕЛЬНУЮ МЕБЕЛЬ
00:20
Jibana Do Chhakire Ashara Alok Ep 428   07 SEPT 2024
44:41