Рет қаралды 2,498,234
ଏବେ ଛୋଟିଆ ଜାଗାରେ କରିପାରିବେ ଛତୁ ଚାଷ। Grow mushroom in a small pot #mushroom #kutachhatu #chhatuchasa
ଏହି ଭିଡିଓ ରେ ମୁଁ ଛୋଟ ଜାଗାରେ ଛତୁ ଚାଷ କେମିତି କରିପାରିବେ ସେହି ବିଷୟରେ କହିଛି।
ଛତୁ ଚାଷ କଲାବେଳେ ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣା ପଡ଼େ ତାହାଲେ ଆପଣ ସ୍ପ୍ରେ ମେସିନ ଦ୍ଵାରା ଅଳ୍ପ ପାଣି ସ୍ପ୍ରେ କରିବେ ଅଧିକ ପାଣି ଦେବେ ନାହିଁ କାରଣ ପାଣି ଅଧିକ ଦେଲେ ଛତୁ ହେବ ନାହିଁ। ଛତୁ ବେଡ୍ କୁ ଆପଣ ଘରେ ବା ଗଛ ଛାଇରେ ରଖିବେ ଯେଉଁ ଠାରେ ବାହାର ଆଲୁଅ ମିଳିଥିବ । ସାତ ଦିନ ପରେ ଦିନକୁ ଥରେ ଘଣ୍ଟେ ଲେଖାଏଁ ପଲିଥିନ୍ କାଢ଼ି ଦେବେ ଏବଂ ପୁଣି ଘୋଡେ଼ଇ ଦେବେ
ଯେଉଁ ମାନେ ଛତୁ ଚାଷ କରନ୍ତି ବା ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ମଞ୍ଜି ପାଇ ପାରିବେ(flipcart, amazan ରୁ ମଧ୍ୟ ମଞ୍ଜି ଅର୍ଡର୍ କରି ମଞ୍ଜି ପାଇ ପାରିବେ। ବ୍ଲକ agriculture centre ରୁ ମଞ୍ଜି ପାଇ ପାରିବେ।