Rok Thok Live | କୁସୁମା-କେଳେଙ୍କାରୀର ଅଟ୍ଟାଳିକା | 04 Jul 2024 | Argus News

  Рет қаралды 236,859

Argus News

Argus News

Күн бұрын

Пікірлер: 277
@98533gunan
@98533gunan 5 ай бұрын
ଅରଗସ କୁ ଧନ୍ୟବାଦ
@biswajitsethi7008
@biswajitsethi7008 5 ай бұрын
ଚୋର ମାନଙ୍କର ଚୋରୀ ଆଜି ଧରାପଡ଼ିଯାଇଛି... ଧନ୍ୟବାଦ୍ ଅର୍ଗସ୍ ଟିଭି ❤ ଧନ୍ୟବାଦ୍ ଦୁର୍ଗାଶିସ ବାବୁ... ଆପଣଙ୍କର ସଚ୍ଚୋଟତା ଓ ସାହସିକତାକୁ ମୋର ସେଲ୍ୟୁଟ୍
@prataprath3632
@prataprath3632 5 ай бұрын
Real fighter Argus TV
@jitendraupadhyaya9397
@jitendraupadhyaya9397 5 ай бұрын
ମୂଁ ଆପଣ ଙ୍କ ଭଳି ହେବାକୁ ଚାହଁଉଛି. ସାମ୍ବାଦିକ ଭାଇ 🙏
@RabindarKumar-s7k
@RabindarKumar-s7k 5 ай бұрын
ଚେଷ୍ଟା କରନ୍ତୁ ଭାଇ
@sdash6242
@sdash6242 5 ай бұрын
start with making local reports from your area
@sritansws
@sritansws 5 ай бұрын
ଏଠି BJD ନାରୀ ନେତ୍ରୀ ମାନଙ୍କୁ ସଂମାନ ଦିଅ ହେଉଥିଲା 😂 ଧନ୍ୟବାଦ argus tv
@sanjaytudu5788
@sanjaytudu5788 5 ай бұрын
ବବି ଦାସ କୁ ଗିରଫ କରାଯାଉ
@kushadhwajanahak186
@kushadhwajanahak186 5 ай бұрын
ଭାଗ୍ୟ ଭଲ ଓଡିଶା ବାସୀ ଙ୍କର ଠିକ୍ ସମୟରେ ସରକାର ପରିବର୍ତ୍ତନ କରିଦେଲେ ନ ହେଲେ ବିଜେଡି ନେତା ଓଡିଶା କୁ ବିକି ସବୁ ନିଜ ନାମ ରେ କରି ଦେଇଥାନ୍ତେ, ଧନ୍ୟବାଦ ଅର୍ଗସ
@sabitamajhi3287
@sabitamajhi3287 5 ай бұрын
Nabin odisha heithhanta
@BerendraMahapatra-ur1xj
@BerendraMahapatra-ur1xj 5 ай бұрын
Your great
@HareKrushna-f3d
@HareKrushna-f3d 5 ай бұрын
ପ୍ରକୃତରେ ତଦନ୍ତ ହେଉ ।ଏହା ଏକଦମ ଠିକି ।
@Jagan-b5c
@Jagan-b5c 5 ай бұрын
Argos dhanyabad
@panchanannayakpanchanannay7944
@panchanannayakpanchanannay7944 5 ай бұрын
କିନ୍ତୁ ଘର ଗୋଟେ ଗରିବ ପରିବାରକୁ ମିଳୁନି ଆଲେଶନ୍ ଘରେ ଅୟେଶ କରୁଛନ୍ତି ଠକ
@indramanisahu4595
@indramanisahu4595 5 ай бұрын
ଓଡ଼ିଶା କୁ କାଙ୍ଗାଳ କରିଛନ୍ତି। ବିଜେଡ଼ି ବାଲା ଦେଖରେ।
@pradeepnayak582
@pradeepnayak582 5 ай бұрын
ମାଗିଆ ବିଜେପି ଚାମଚା
@Santali.Park-
@Santali.Park- 5 ай бұрын
​@@pradeepnayak582Gandi more he 😅😅😅😅😅😅
@ashwinisahu6584
@ashwinisahu6584 5 ай бұрын
DURGASHISH BHAI BAHU. ...KHULASA KALE. ....ODISHARA DURNITI BISAYARE
@niharikamohanty4691
@niharikamohanty4691 5 ай бұрын
Argus is great media
@hadibandhubeshra7818
@hadibandhubeshra7818 5 ай бұрын
Thank you Durga sing Babu.
@Manoranjansahoo34680
@Manoranjansahoo34680 5 ай бұрын
ଦୁର୍ଗାଶିଷ, ଦୁର୍ଗା ସିଂ ନୁହେଁ
@sadanandmohanty3537
@sadanandmohanty3537 5 ай бұрын
Govt should looking into this please
@pratapchandramohapatra2118
@pratapchandramohapatra2118 5 ай бұрын
ବବି ଦାସ ଗୋଟିଏ ନିହାତି ମୁର୍ଖ ଶ୍ରେଣୀର ଲୋକ
@krushnadash7616
@krushnadash7616 5 ай бұрын
ଦେଖାଯାଉଛି ତ ଗଜ ମୂର୍ଖ ଭଳି ପଇସା ତାକୁ ଚାଲାକ କରିଦେଇଛି
@sarojparida7800
@sarojparida7800 5 ай бұрын
No 1 news editor Durgasish bro
@AdvJKDas
@AdvJKDas 5 ай бұрын
ଗଣତନ୍ତ୍ର ରାଷ୍ଟ୍ରରେ ଏକ ଟଙ୍କା ଖର୍ଚ୍ଚ ହେଲେ ତାହାର ହିସାବ ସରକାରଙ୍କୁ ଦେବାକୁ ପଡ଼େ କିନ୍ତୁ ବଡ଼ ବିଡମ୍ବନାର ବିଷୟ ଏଠାରେ ଅତି ପଛୁଆବର୍ଗ ଓ ଭୂମିହୀନ ଜନତାଙ୍କ ପାଇଁ ଯଦି ଦେଢ଼ ଡ଼ିସିମିଲି ଜାଗା ସରକାର କରେଇ ଦେଇଥାନ୍ତେ ତାହେଲେ ଲୋକମାନେ ଥଇଥାନ ହେଇଯାଇଥାନ୍ତେ କିନ୍ତୁ ଯେଉଁ ନେତା ମନ୍ତ୍ରୀଙ୍କୁ ବିଶ୍ୱାସକରି ତାଙ୍କୁ ପାୱାରଫୁଲ କରେଇଲୁ ଶେଷରେ ସେମାନେ ଏହିପରି କାର୍ଯ୍ୟ କରିବେ ବୋଲି ଆମେ କେବେ ଭାବି ନଥିଲୁ ଓ ନିଜକୁ ଅନ୍ୟ ପାଖରେ ଯାଜପୁର ଜିଲ୍ଲାର ନିବାସୀ ବୋଲି ପରିଚୟ ଦେବାକୁ ମଧ୍ୟ ଆମକୁ ଖରାପ ଲାଗୁଛି, ମୁଖ୍ୟ କଥା ହେଉଛି ଆଜିବି ଭାରତୀୟ ନାଗରିକ ଭାରତୀୟ ସମ୍ବିଧାନ କଣ ଜାଣି ନାହାନ୍ତି ଯଦି ଜାଣି ଥାଆନ୍ତେ ତାହେଲେ ଆଜି ଏହିସବୁ କେଳେଙ୍କାରୀ କେବେ ହେଇ ନଥାନ୍ତା କାରଣ ଭାରତୀୟ ଜନତା ସମ୍ବିଧାନ ପଢି ତାଙ୍କର ହକ ଅଧିକାର ଜାଣି ପାରିଥାନ୍ତେ ଓ ସରକାରଙ୍କୁ ପ୍ରଶ୍ନ କରିଥାନ୍ତେ ଯାହା ସରକାର କୌଣସି ଦୁର୍ନୀତି କରିବା ପୂର୍ବରୁ 100 ଥର ଚିନ୍ତା କରିଥାନ୍ତା ତାସହିତ ବିରୋଧୀ ଦଳ ପୁରା ଚୁପଚାପ ହେଇଯାଇଛନ୍ତି ସେଥିପାଇଁ ସତ୍ତାଧାରୀ ନିଜ ମନ ଇଚ୍ଛା କାର୍ଯ୍ୟକ୍ରମ କଲେ ଓ ବିଜେପି ସରକାର ଯେଉଁସବୁ କଥା କହି ଓଡ଼ିଶାରେ ସରକାର ଗଠନ କରିଛନ୍ତି ତାହା ଯଥାଶୀଘ୍ର ସଫଳ କରିଲେ ଆମେ ଓଡିଶାବାସୀ ବିଜେପି ସରକାରଙ୍କ ପ୍ରତି ଚିରପକୃତ ହେବୁ। ଧନ୍ୟବାଦ 🙏🏻
@michel8689
@michel8689 5 ай бұрын
Thanks argus News
@SubhadraPattanayak-cx6il
@SubhadraPattanayak-cx6il 5 ай бұрын
ଧନ୍ୟଵାଦ ଅରଗସ୍ ଟି ଭି। ଏ ଯାଯପୁର ବାସୀଙ୍କୁ ମଧ୍ଯ ଅଶେଷ ଧନ୍ୟବାଦ ସେମାନଙ୍କ ସାହାସ ପାଇ଼଼। ଆଦୈ। ଛାଡ଼ନ୍ତୁ ନାହିଁ।
@HemantBehera-ve7mu
@HemantBehera-ve7mu 5 ай бұрын
ଏଟା ନବୀନ ବାବୁଙ୍କ ଅସଲ ସ୍ୱଚ୍ଛ ଶାସନ ।ନବୀନ ବାବୁ ଉତ୍ତର ରଖନ୍ତୁ
@laxmanmurmu3285
@laxmanmurmu3285 5 ай бұрын
Thanks 👍
@ashwinisahu6584
@ashwinisahu6584 5 ай бұрын
NABINA SARKAR SCHOOL KU TEACHER DEI PARILENI ...BEKAR BARBAD KALE TANKA
@purusottamsukla8315
@purusottamsukla8315 5 ай бұрын
Argus kahe sata dekhae sata ❤❤❤❤❤
@SUBHANARAYANRATH
@SUBHANARAYANRATH 5 ай бұрын
Bhai ଏମାନଙ୍କୁ ଦୋଷ ଦିଅନ୍ତୁ ନାହିଁ ।mg Naveen ଏସବୁ kelenkari ର ମୂଳ ।mg ku ଝାରପଡ଼ା ପଠାଇବା ଦରକାର ।
@RabindarKumar-s7k
@RabindarKumar-s7k 5 ай бұрын
ଭାଇ ନବୀନ ବାବୁ ସବୁ ଜାଣନ୍ତି କିନ୍ତୁ ପାଟି ପାଇଁ ସପଟ କରନ୍ତି ଯେତେବେଳେ ବିଜେପି ଜିତଲା ନବୀନ ବାବୁ ଆସଥିଲେ ମନରେ ଟିକେ ଦୁଖ ନ ଥିଲା ସେ ଜାଣିଥିେଲ କି ଏମନେ ଓଡ଼ିଶା କୁ ଖୋଳ କରିବାକୁ ଲାଗିଛନ୍ତି
@suvendukumardash1976
@suvendukumardash1976 5 ай бұрын
Collector also involved
@dambaruchhatria-xr5lk
@dambaruchhatria-xr5lk 4 ай бұрын
CBI enquiry kara jau majhi babu Jay jagannath Jay jagannath 🙏🙏🙏🙏🙏🙏🙏🙏🙏
@AntarjyamiSusanta
@AntarjyamiSusanta 5 ай бұрын
Good news argus news
@GaneswarRout-f9e
@GaneswarRout-f9e 5 ай бұрын
Thank you ARGUS news to highlight the genuine issues for sensitisation of people and realise the truth what is happening in a democratic country .Please people think consciously applying conscience as enlightened citizens whether it is destruction or development of society ? Ganeswar Rout.
@narayannayak3068
@narayannayak3068 5 ай бұрын
CBI should be investigated in construction of building.
@SHER-b2n
@SHER-b2n 5 ай бұрын
I love Argus news channel 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👍👍👍👍👍👍👍👍
@grammartia1234
@grammartia1234 5 ай бұрын
ଏ ପର୍ଯ୍ୟନ୍ତ କ'ଣ କରୁଛି ମୋହନା
@Manoranjansahoo34680
@Manoranjansahoo34680 5 ай бұрын
ଉହୁଁ ବିଲକୁଲ ଭୁଲ, ମୋହନା କିଏ? ମୋହନବାବୁ କଣ ତମର ସାଙ୍ଗ? ସେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ, ସମ୍ମାନ ସହିତ ତାଙ୍କର ନାମ ନେବା ଦରକାର, ମୁଁ ଭାବୁଛି ଆବେଗ ବଶତଃ କହିଦେଇଛ, କିନ୍ତୁ ସରକାର ହେବାର ଏକ ମାସବି ହୋଇନି ଟିକେ ଧୈର୍ଯ୍ୟ ଧର ସବୁ ଠିକ ହୋଇଯିବ
@sudhanshusekharapadhy9436
@sudhanshusekharapadhy9436 5 ай бұрын
Majhi ta bokacha buha ta.... Modi ra bokacha bohiba
@sdash6242
@sdash6242 5 ай бұрын
Mohan Laxmi bus ra colour change karuchhi
@liveforever6998
@liveforever6998 5 ай бұрын
Tourist Place ହେଉ....
@maheshkumar-py1ws
@maheshkumar-py1ws 5 ай бұрын
ବବି କୁ ଆରେଷ୍ଟ କରାଯାଉ ତୁରନ୍ତ
@surendrakumargochhayat5086
@surendrakumargochhayat5086 5 ай бұрын
Thanks Durga babu
@SHER-b2n
@SHER-b2n 5 ай бұрын
Argus news ra samata team ku mora koti koti pranam,sata kene luchi rahena🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️♥️♥️♥️♥️♥️♥️♥️♥️🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳👍👍👍👍👍👍👍👍👍 love from deogarh district.
@SubhadraPattanayak-cx6il
@SubhadraPattanayak-cx6il 5 ай бұрын
ଗୁମର ଖୋଲ ।
@niranjankhandual3180
@niranjankhandual3180 5 ай бұрын
Drugasish sir I'm salute you
@kaliasamal7197
@kaliasamal7197 Ай бұрын
Jay Jagannath 🙏🙏🙏
@raghubirdas7621
@raghubirdas7621 2 ай бұрын
Excellent attempt by ARGUS CHANNEL
@abhitalnayak8732
@abhitalnayak8732 4 ай бұрын
Thanku sir
@ranjankumarsamal-j8r
@ranjankumarsamal-j8r 5 ай бұрын
Durgashis Babu is one and only fearless person in Odisha
@pugulusutar3569
@pugulusutar3569 21 күн бұрын
ବିଜେଡି ଏଇଠି ରାତିରେ ମା'କୁ ସମ୍ମାନ ଦିଅନ୍ତି । ଧନ୍ୟ ଓଡ଼ିଶା,ଧନ୍ୟନବିନା ।
@saunamarndi6321
@saunamarndi6321 5 ай бұрын
Argus news brother is Right
@DhanaHansdah-e4w
@DhanaHansdah-e4w 5 ай бұрын
ସବୁ ଚୋରଙ୍କର ଗୁମୋର ଖୋଲିଲେ ଦୂର୍ଗାସିଶ ଭାଇ ଅର୍ଗୁସ ଚାନେଲ କୁ ଅନେକ୍ ଅନେକ୍ ଧନ୍ୟବାଦ୍, ବର୍ତ୍ତମାନ ଆକ୍ସନ ଏଣ୍ଡ ଆକ୍ସନ ନେବେ ମୋହନ ସାର୍,କେତେ ଲୁଟିଚ ବେ ଶଳା ମାନେ, ବାପର ସମ୍ପତ୍ତି ଭାବିଲ ନା କଣ,ସବୁ ଜେଲ୍ ରୋ ଚାରିକାନ୍ଥ ଭିତରେ ମୋରେଇ ହେବ।
@laxmidharsenapati3313
@laxmidharsenapati3313 5 ай бұрын
ଏସଳା ବବି ଦାସ ପାଣ୍ଡିଆ ଆଉରି ଅନେକ ଭକୁଆ ନେତା ମନ୍ତ୍ରୀ ଅଛନ୍ତି। ଏମାନଙ୍କୁ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାନ୍ତୁ ନଚେତ୍ ଜନସାଧାରଣ ଏମାନଙ୍କୁ ଗୋଡ଼େଇ ଗୋଡ଼େଇ ବାଡାନ୍ତୁ। ଅନେକ ମା ଭଉଣୀ ମାନଙ୍କୁ ଧର୍ଷଣ କରି ମାରି ଛନ୍ତି କାହାରି କୁ ନ୍ୟାୟ ମିଳିନାହିଁ।ଆମ ମହା ପ୍ରଭୁ ଜଗନ୍ନାଥଙ୍କୁ ବି ଛାଡ଼ିଲେ ନାହିଁ।ଏ ସଳା ଭଡୁଆ ନେତା।
@santoshnayak2083
@santoshnayak2083 5 ай бұрын
Dhnybada argus dhrmar ra heba jay ..best up lock bhai pura odisha 4.50 koti loka achnte tuma pachreee
@purnanayak5383
@purnanayak5383 5 ай бұрын
ଯେଉଁ ଜାଗାରେ ଜଣେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ସେହି ଜାଗାରେ ନିଶ୍ଚିତ ଭାବେ କୋୖଣସି ନା କୌଣସି ଅନୈତିକ ଓ ବେଆଇନ କାମ ଚାଲିଥିବାରୁ କାଳେ ଭଦ୍ର ମୁଖା ଖୋଲି ଯିବ ,, ଚୋର ଚାଣ୍ଡାଳ ମାନଙ୍କ ନିଷ୍ପତ୍ତି ରେ ଲାଗୁ କରାଯିବା ରାଜ୍ୟର ଦୁର୍ଭାଗ୍ୟ !!
@narayannayak3068
@narayannayak3068 5 ай бұрын
CBI investigation must be essential to bring the facts and involvement in corruption for spending huge amount in construction before the public.
@rameshrao6605
@rameshrao6605 5 ай бұрын
Anku jail re pura nala odisha basi mana santi hbani😡😡
@KulamaniRahul
@KulamaniRahul 26 күн бұрын
Great news
@kedarnathbehera711
@kedarnathbehera711 5 ай бұрын
Tu no 1 g.
@bijayrout3629
@bijayrout3629 5 ай бұрын
What the police administration was doing .. Besides this how the clever people of our area were cheated.Thanks a lot to our officers.
@ranajitjena4668
@ranajitjena4668 5 ай бұрын
କୌଣସି ପ୍ରମାଣ ନଥିବା ଏହି ଖବରକୁ ଅତି ସୁନ୍ଦର ଭାବରେ ଗୋଟେ ଅତିରଞ୍ଜିତ କାହାଣୀ ପ୍ରସ୍ତୁତ କରି ନିଜ ଗଣମାଧ୍ୟମ ସଂସ୍ଥା ARGUS ଟିଭି ମିଛ ଗୁଜବ ଖବର ପ୍ରସାରଣ କରି ଓଡିଶା ଜନସାଧାରଣଙ୍କୁ ଭ୍ରମିତ କରୁଛି ଏହାର ନିମଛତରା ସାମ୍ବାଦିକ
@odiaknowledgehubranjit4985
@odiaknowledgehubranjit4985 5 ай бұрын
Aau ghara r Malika kia. Athi a ghara r aabasyaka kn
@RabindarKumar-s7k
@RabindarKumar-s7k 5 ай бұрын
ଆଖି ରେ ଚଷମା ପିଦିଛନି ସେଥି ପାଇଁ ଦେଖା ଯାଉନି ବିଲଡିଙ୍ଗ ଗୁଡାକ ଏଠି କଣ କରା ଯାଉଥିଲା
@ranajitjena4668
@ranajitjena4668 5 ай бұрын
@@RabindarKumar-s7k ଏହି ମିଛ ଗୁଜବ ଖବର ଉପରେ ଯାଜପୁର କଲେକ୍ଟର ସରକାରଙ୍କ ତରଫରୁ ତାଙ୍କର ମତାମତ ଦେଇସାରିଲେଣି ଟିକେ ଭଲକି ଖବର ଦେଖ ତାପରେ ଜାଣିପାରିବ ଏହି ନିମଛତରା ସାମ୍ବାଦିକ ର କାରନାମା କଣ
@ranajitjena4668
@ranajitjena4668 5 ай бұрын
@@RabindarKumar-s7k ଏହି ମିଛ ଗୁଜବ ଖବର ଉପରେ ଯାଜପୁର କଲେକ୍ଟର ତାଙ୍କର ସରକାରୀ ମତାମତ ଦେଇସାରିଲେଣି ତେଣୁ ARGUS ଟିଭି ଦ୍ୱାରା ପ୍ରସାରଣ କରାଯାଉଥିବା ଖବର ଗୋଟେ ଗୁଜବ ଖବର ବୋଲି ଜଣାପଡି ସାରିଲଣି
@ranajitjena4668
@ranajitjena4668 5 ай бұрын
@@odiaknowledgehubranjit4985 ଏହି ଯୋଜନାର ମାଲିକ ଯାଜପୁର ମୁନିସିପାଲିଟିର ଏବଂ ଏହାର କାର୍ଯ୍ୟ ଓଡିଶା ସରକାର କରୁଥିଲେ ବୋଲି ଯାଜପୁର କଲେକ୍ଟର ତାଙ୍କର ସରକାରୀ ମତାମତ ଦେଇସାରିଲେଣି. ARGUS ଟିଭି ରେ କେବଳ ମିଛ ଏବଂ ଗୁଜବ ଖବର ପ୍ରସାରଣ କରାଯାଇଥାଏ ଓଡିଶା ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ
@antaryamidas1784
@antaryamidas1784 Ай бұрын
Excellent
@NarendraJena-xr4so
@NarendraJena-xr4so 5 ай бұрын
Very good bhai
@kidstvorissa7342
@kidstvorissa7342 5 ай бұрын
ବିରଜା ମନ୍ଦିର ପାଖକୁ ଟିକେ ଆସି ବୁଲି ଯାଓ
@chinmaydas460
@chinmaydas460 5 ай бұрын
Sobu bhagban nka icha sethipsin bjd harila bhagban sahileni tanko karma
@samirparida4209
@samirparida4209 5 ай бұрын
Sir apna ku BJD ra hall bhaya😂😂
@bijaykumarhembram3424
@bijaykumarhembram3424 5 ай бұрын
BJP CM Mahan Sir ku anurod koruchi immediately Bobby Das ku arrest korajau.sola maghia Gariba lokonku help nokori ki Nije Don saji Odisha ro Raja boli Enjoy koruthila.jodi 2024 Election jitithile Odisha ku kholo korideithanta au khai sarithanta.sethipai mahaprobhu Jagarnath sohi no pari athoro baji paltigola,sesore BJP sarkar asila.
@narayanchandrabehera6466
@narayanchandrabehera6466 5 ай бұрын
Chiti fond tanka garib lokank tank refond kar
@bijayineesuna4308
@bijayineesuna4308 5 ай бұрын
Sir aap ko to man,naa padegaa 🙏🙏🙏🙏
@mohannaik5407
@mohannaik5407 5 ай бұрын
Aragasa prutibira no 1 chebal
@bidesibiswal2790
@bidesibiswal2790 23 күн бұрын
ଭାଗଂ ଘର
@pradeepkumarsenapaty6060
@pradeepkumarsenapaty6060 5 ай бұрын
କୁସୁମା ଭଳି ଏତେ ସୁନ୍ଦର ପର୍ଯ୍ୟଟନ ସ୍ଥଳ ସାରା ଓଡ଼ିଶାରେ ନାହିଁ।ଯୋଉ ଅଟ୍ଟାଳିକା ନିର୍ମାଣ ହୋଇଛି tourist ମାନଙ୍କ ପାଇଁ।Argus news ଙ୍କର କିଛି କାମ ଧନ୍ଦା ନାହିଁ ଖାଲି ବିଜେଡି,ବିଜେଡି ଓଡିଶା ରେ ଲୋକମାନଙ୍କ ସୁଖ ଦୁଃଖ କଥା ଟିକେ କୁହ। ଭୁବନେଶ୍ୱର airport ବିକ୍ରି କଥା ଭି ଟିକେ କୁହ ଲୋକ ଜାଣନ୍ତୁ।
@rupeshsahu4458
@rupeshsahu4458 5 ай бұрын
E sabu dukha dur hele sukha nischaya asiba
@pradeepnayak582
@pradeepnayak582 5 ай бұрын
ମାଗିଆ ରୋକଠାକ ରିପୋର୍ଟର
@AtulDash-o6r
@AtulDash-o6r 5 ай бұрын
9ହିରୋଇନ୍ and 7 bjd ନେତ୍ରୀ ଆସ well as 8ନେତା। କୁସୁମକୁ ଆସୁଥିଲେ ।
@banditabarik2872
@banditabarik2872 5 ай бұрын
Baby Das ku Mohan sarkar shighra tadanta kari arrest kari thik katha lok lochan ku anantu.Lok nka tanka re tiyari ae ghare kan chalithila tar tadanta kariba uchhit.Baby lok nka tanka pani pari kharcha kari Kritadas hela kipari ?Se ta raja nka pari jiban japan karuthila lok nka tanka re. Sabu tanka ta pakharu recovery kariba uchhit.. Sister apan Mohan sarkar nku Monday ku jai abhijog karantu nija hak pain.Gundraj Odisha ru banda karajau.
@manoranjsahoo9197
@manoranjsahoo9197 5 ай бұрын
Buldjor action kab hoga Pandu Bobby das Arrest kab Hongey
@kalicharanpanda4079
@kalicharanpanda4079 5 ай бұрын
NAVEEN, Collector,Tahasildar,Chairman, Executive officer aau jeun maane involve achhanti semananku turanta phasi dia jau ❤❤❤❤❤❤❤❤❤❤❤
@SantoshKumar-rq1wh
@SantoshKumar-rq1wh 5 ай бұрын
Maa giha ku aaga bandha
@subhasmitasingh8434
@subhasmitasingh8434 5 ай бұрын
Ama jajpur re emti place achhi ame ebe dekhuchu Dis ground look like Rastrapati bhawan
@sdash6242
@sdash6242 5 ай бұрын
jaaiki buli aasa
@saratparida1113
@saratparida1113 5 ай бұрын
ତୋ ମା ଘଇତା ଆସୁଥିଲା
@kalicharanpanda4079
@kalicharanpanda4079 5 ай бұрын
Jajapur COLLECTOR ku dharibaku heba. ❤❤❤❤❤❤
@prasad906Panda
@prasad906Panda 2 ай бұрын
Present government can capable to handle the situation
@rameshchandranayak575
@rameshchandranayak575 5 ай бұрын
ଦେଖିଲେ ଆଜ୍ଞା ନବୀନବାବୁ କେତେ ଭଦ୍ର। ସେ ତାଙ୍କ ନେତାଙ୍କ ପାଇଁ କେତେ ରଂଗଶାଳା କରିଛନ୍ତି। ବବି ପାଣ୍ଡିଆ ଓ ବିଜେଡି ଵାଲା ନବୀନଙ୍କୁ ଚିତା କାଟିଲେ, ଏବେ ମସୁଧା ଚାଲିଛି ନବୀନଙ୍କ ପୁତୁରା ଆସିବ। ଓଡ଼ିଶାରେ କି ପାଲା ଚାଲିଛି।
@bidesibiswal2790
@bidesibiswal2790 23 күн бұрын
ଭାଗଂ ଘର ମାଗିଆର
@BharatikrushnaRath
@BharatikrushnaRath 5 ай бұрын
ଅତିଶୀଘ୍ର ଏ ବଙ୍ଗଳା ଗୁଡିକୁ ସରକାର ହାତକୁ ନେବା ଉଚିତ ନଚେତ ବବି ଏଥିରେ ଥିବା ଆସବାବପାତ୍ର ନେଇଯାଇପାରନ୍ତି.
@UpendraSwain-xd1dg
@UpendraSwain-xd1dg 5 ай бұрын
Jaijagannath
@rakeshsahani314
@rakeshsahani314 5 ай бұрын
Anku subu Direct incounotor kar odisha ank pai barbad hela
@rajeshsahoo5838
@rajeshsahoo5838 5 ай бұрын
ମିଛ ପ୍ରଚାର କାହିଁକି କରୁଛୁ ରେ ଅଗ୍ରସ୍ Dharemendar ପ୍ରଧାନ କୋଇଲା ଚୋରି କଥା ଟିକେ ପ୍ରଚାର କର । ଆମେ ଖୁସି ହେବୁ ।
@SasmitaSethi-zs1ew
@SasmitaSethi-zs1ew 5 ай бұрын
Babi govt rajocosa chit 20000cr return money Pradip s.n.s.s99 vary bad patical lider BjD
@purusottamsukla8315
@purusottamsukla8315 5 ай бұрын
ମୁହଁ ରେ ତୁଣ୍ଡି ଲାଗିଛି ପରା ❤❤❤❤❤
@thetraveller7668
@thetraveller7668 26 күн бұрын
Great argus news 👍
@madhabjani4346
@madhabjani4346 2 ай бұрын
Yes
@jogeshsoura4622
@jogeshsoura4622 Ай бұрын
ଦୁର୍ଗା ଭାଇ ତମକୁ କେତେ ମିଳିଛି
@DuryodhanNayak-dm9en
@DuryodhanNayak-dm9en 5 ай бұрын
Args bahi agru kuade jaithhilu re
@HariharPrusty-n1e
@HariharPrusty-n1e 20 күн бұрын
Proper study should be governed
@pradeepnayak582
@pradeepnayak582 5 ай бұрын
ଏ ମାଗିଆ ବିଜେପି ଚାମୁଚା ମିଡିଆ
@binayasahoo6408
@binayasahoo6408 5 ай бұрын
ତୁ ମାଘିଆ ଭଲ
@manaranjanmuna
@manaranjanmuna 5 ай бұрын
ବିଜେଡି ର ଖଣି ଲୁଟୁ ମାଫିଆ ଙ୍କୁ ସରକାର ଙ୍କୁ ମୋ ର ଅନୁରୋଧ ତାଙ୍କୁ ଜେଲ ପଠାନ୍ତୁ
@odishacultures2299
@odishacultures2299 5 ай бұрын
Khali News Kale hebani .... Investigation with immediate action darkar........
@madhabjani4346
@madhabjani4346 2 ай бұрын
Bhaijagannathashirbaddiantu
@sanjaybehera1724
@sanjaybehera1724 5 ай бұрын
CM Mohan Majhi be brave to inquire fact.
@subhasmitasingh8434
@subhasmitasingh8434 5 ай бұрын
Jajpur collecter bi seia Sabu chora tautar
@HareKrushna-f3d
@HareKrushna-f3d 5 ай бұрын
ସେ ସଳା କଣ ଯାଯପୁରର ରଜା ।ମୁ ଏଡେ ମୁଣ୍ଡା କମ୍ୟୁନିଷ୍ଠି ମୋ ଋପ ଏଥର ଦେଖିବ ରହରେ ଶଳା ,ଜିବୁକୂଆଡେ ।
@tulsirammohata2020
@tulsirammohata2020 5 ай бұрын
News bala aga kouth thilo
@gajendranathjena356
@gajendranathjena356 5 ай бұрын
ବବୀ ଦାସ ପାଣ୍ଡିଆ ବହୁତ ମାଇକିନା ଖେଳ ଖେଳିଛନ୍ତି ନବିନ ସେଶରେ ଶର୍ଦ୍ଧାନନଙ୍କୁ ଡାକିଲେ କଲେ ଫିଜଥେରାପବନୀଦରବାର ପାଣ୍ଡିଆ ଦରବାର ନବିନ ଦରବାର ବହୁତ ପାପ କାମ କରିଥାଇପାରନ୍ତି ବିଚିତ୍ର ବିଜେଡି ଓଡ଼ିଶାର ଏମିତି ମନଘିହାଁ ସରକାର ଆଉ କେବେ ଦେଖିବାକୁପାଇବନି ବବୀ ଦରବାର
@raghubirdas7621
@raghubirdas7621 2 ай бұрын
Why Bobby Das is not arrested till now
@KrushnaMuduli-yu6nv
@KrushnaMuduli-yu6nv 2 ай бұрын
Ki.palank.seba.anthua.gopalla.ratisara.anthauthile
It’s all not real
00:15
V.A. show / Магика
Рет қаралды 20 МЛН
How to treat Acne💉
00:31
ISSEI / いっせい
Рет қаралды 108 МЛН
It’s all not real
00:15
V.A. show / Магика
Рет қаралды 20 МЛН