ବାନ୍ଧବୀଙ୍କ ଭିଡିଓ ଭାଇରାଲ କରୁଛି ପୋଲିସ ! || Bharatpur Police Station Incident || Odisha Reporter

  Рет қаралды 87,934

Odisha Reporter

Odisha Reporter

Күн бұрын

#ଥାନା_ଭିତରେ_କାବାଟ_କିଳି_ନିଘୋଡ_ନିଦ୍ରାରେ_ଥିଲେ
ମୋବାଇଲରେ ଘୁରି ବୁଲୁଛି ମେଜର ଓ ତାଙ୍କ ବାନ୍ଧବୀଙ୍କ ଭାଇରାଲ ଭିଡିଓ। ଭରତପୁର ଥାନା ଘଟଣାରେ ମେଜର ଓ ତାଙ୍କ ବାନ୍ଧବୀ ଥାନାରେ ଆସି କିପରି ବ୍ୟବହାର ଦେଖାଇଥିଲେ ତାକୁ ଜଣାଇବାକୁ ଚେଷ୍ଠା କରାଯ଼ାଉଛି କି ? କିଏ ଓ କାହିଁକି ଭାଇରାଲ କରୁଛି ଭିଡିଓକୁ। ଭାଇରାଲ ପଛର ଉଦ୍ଦେଶ୍ୟ କଣ ହୋଇପାରେ ? ସେନା ବନାମ ପୁଲିସ କଳି ଭିତରେ ସାମାନାକୁ ଆସିଥିବା ଏହି ଭିଡିଓକୁ କେହି ଜଣେ ପୁଲିସ ଅଧିକାରୀ ସୁଟିଂ କରୁଥିବା ଜଣାପଡିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #viral #bharatpur #policebeaten #beat #policebeat #odisha #OdishaReporter

Пікірлер: 255
@acharyauniversaltube7757
@acharyauniversaltube7757 13 сағат бұрын
ସେଇ ସାତ ଜଣ ପୋଲିସ କର୍ମଚାରୀଂକ ଚେହେରା ସମସ୍ତଙ୍କୁ ଦେଖାଇବା ଉଚିତ୍। ଖାଲି IIC ର ନୁହଁ। ଜନସାଧାରଣ ସେମାନଙ୍କର ଚେହେରା ମନେ ରଖିବା ଦରକାର। ଯେମିତି IICର ଚେହେରା ଦେଖି ସମସ୍ତେ ଟିପ୍ପଣୀ କରୁଛନ୍ତି, ଠିକ୍ ସେମିତି ଅନ୍ୟ ସ୍ତ୍ରୀ ପୁରୁଷ ପୋଲିସ କର୍ମଚାରୀଙ୍କ ଚେହେରା ମଧ୍ୟ ଲୋକଲୋଚନକୁ ଆସିବା ନିହାତି ଜରୁରୀ। ପାପ। କଲାବେଳେ ଲାଜ ଲାଗୁନି, ମୁହଁ ଦେଖେଇବାକୁ ଲାଜ ଲାଗୁଛି?! ସେମାନଙ୍କର ଭାଇ,ଭଉଣୀ,ମା, ବାପା, ସ୍ବାମୀ, ସ୍ତ୍ରୀ,ପୁଅ, ଝିଅ,ସାଇପଡିଶା ସମସ୍ତେ ଦେଖନ୍ତୁ ସେମାନଙ୍କର ଚେହେରା ଘରେ ଘରେ newsରେ।
@srd5661
@srd5661 8 сағат бұрын
Exactly
@laxmipriya7046
@laxmipriya7046 7 сағат бұрын
Right
@SouRaYuvan
@SouRaYuvan 6 сағат бұрын
True
@edisondas626
@edisondas626 5 сағат бұрын
U r right 👍
@soumyaranjanmohanty3533
@soumyaranjanmohanty3533 Сағат бұрын
ଖାସ୍ କରି Nighty re ଥିବା Baisalini Panda ra
@FudanHembram-p6c
@FudanHembram-p6c 9 сағат бұрын
ନାଇଟି ପିନ୍ଧିଥିଵା ମହିଳା ଜଣ ହେଉଛନ୍ତି ମାଳି ସାହିର
@miss_priya_remix
@miss_priya_remix 6 сағат бұрын
😂😂😂😂😂
@saisatyazeet9778
@saisatyazeet9778 4 сағат бұрын
Han
@SatyamebaJayate-ml8qx
@SatyamebaJayate-ml8qx 8 сағат бұрын
ଏଇ ପୋଲିସ ଅଧିକାରୀ ଙ୍କୁ ବହିଷ୍କାର କରାଯାଉ
@smrutiart5133
@smrutiart5133 4 сағат бұрын
@@SatyamebaJayate-ml8qx ଏତେ ସରଳ ଦଣ୍ଡ ଜମା ନୁହେଁ,,
@smrutiart5133
@smrutiart5133 9 сағат бұрын
ଇଜତ୍ ଥରେ ଗଲେ ଆସେନା ଖାଲି ନିଲମ୍ବିତ କନ୍ ପାଈଁ,, ଲଙ୍ଗଳା କରି ସାତ ବେଣ୍ଟିଆ କରି ବୁଲେଇ ଆଜୀବନ କାରଦଣ୍ଡାଦେଶ ଦିଆ ଯାଉ,,,
@user-wv4mg1hm1h
@user-wv4mg1hm1h 8 сағат бұрын
porokiya priti oporadho nuhen....au ijjoto pain nyaa nahi....proof dorkar🤣
@adityakumarpattanaik6014
@adityakumarpattanaik6014 5 сағат бұрын
Nai mam amiti kebe heiparibani iic kemiti izzat naba aeta false news
@adityakumarpattanaik6014
@adityakumarpattanaik6014 5 сағат бұрын
Hmm laga kn heihhaipare sexual assault nuha michha katha
@smrutiart5133
@smrutiart5133 4 сағат бұрын
@@adityakumarpattanaik6014 gote jhia ta secret privacy na rakhi falls aligation kn pain ladiba?au iic kn tamara realatives tanku punishment deba katha uthile tama kn hauchi
@pradhanashok5005
@pradhanashok5005 8 сағат бұрын
ପୋଲିସ ସୁଧୁରିଲେ ଯାଇ ଅପରାଧୀ ସୁଧୁରିବେ ଏଠି ତ ଅପରାଧୀ ନିଜେ ହିଁ ପୋଲିସ ଜନତା ନ୍ୟାୟ ପାଇଁ ଏବେ କଉଠୀ ଯିବ
@purnanandadas4468
@purnanandadas4468 8 сағат бұрын
Police guda maha badmas, Maha Haramkhor. Maha Madua
@mahimakisansevakendra4151
@mahimakisansevakendra4151 7 сағат бұрын
Amane kn sudhuribe tanka pain tanka maikina ku b bahare chadidauchanti
@foundationservices2890
@foundationservices2890 14 сағат бұрын
No need to worry.... People of Odisha know their Police very well
@mdshahidanwar4540
@mdshahidanwar4540 14 сағат бұрын
It doesn't mean all police
@Krishna77787
@Krishna77787 14 сағат бұрын
​@@mdshahidanwar4540 tu banda kana Bada Neta Sabu Police same nuha kahila mg 90% tah same na 10% bhala hele kana haba ..??
@debashishpatra5567
@debashishpatra5567 6 сағат бұрын
Sabu police maghia chora
@BapujiMLT
@BapujiMLT 5 сағат бұрын
ମହିଳା ପୋଲିସ ଜଣକ ମହିଳା କୁ ମାଡ଼ ମାରିବା ବେଳେ vdo କାହିଁକି କରି ନାହାନ୍ତି Only se ଝିଅ ର vdo କାହିଁକି viral karuchha
@beautyenhancebysimi6727
@beautyenhancebysimi6727 15 сағат бұрын
CBI ko handover kar.....
@biswaranjandora9211
@biswaranjandora9211 6 сағат бұрын
Police ବିଭାଗ ନାଁରେ କଳଙ୍କ😂😂
@sanjaykumishra5186
@sanjaykumishra5186 6 сағат бұрын
Suspend ଏହାଙ୍କ ଲାଗି ଆଶୀର୍ବାଦ
@Jayasanta-m7s
@Jayasanta-m7s 6 сағат бұрын
ଲୋକ ଥାନାକୁ ନିଜ ସୁରକ୍ଷା ପାଇଁ ହିଁ ସହାୟତ ମାଗିଥାନ୍ତି, ହେଲେ ଏଠି ପୋଲିସ ଦୌଠିରେ ରହି ରାଥିରେ ମାଛ ମାଂସ ମାଲ ପାଣି ପିଇ ସବୁଷ୍ଟାପ ଏଞ୍ଜୟ କରିବା ୟାଙ୍କର କାମ କି, ଏଣୁକରି ସରକାର ଠିକ ନ୍ୟାୟରେ ଭୁଲ କରିଥିବା ପୋଲିସ ମାନଙ୍କୁ ଶୀଘ୍ର ଚାକରିରୁ ବୋଇସଷ୍କାର କରାଯାଉ.
@yeshsahoo6027
@yeshsahoo6027 6 сағат бұрын
ଏ ଶଳା ପୋଲିସ ଙ୍କର ଯାବତୀୟ ଦୋଷ ଅଛି
@balarsanpradhan2865
@balarsanpradhan2865 10 сағат бұрын
Suspend is not enough all the culprits should be jail
@ajaykumarbehera5018
@ajaykumarbehera5018 15 сағат бұрын
Nilamban,nuhe,arest,karajau
@Biswajit2019-n3y
@Biswajit2019-n3y 14 сағат бұрын
Mg chora police nku fasi dia jau 😡
@tanajarout7915
@tanajarout7915 4 сағат бұрын
ସମସ୍ତେ ପୋଲିସ ଉପରକୁ ଆଙ୍ଗୁଳି ଉଠାଉଛନ୍ତି ବିଭିନ୍ନ ପ୍ରକାର ଭିଡିଓ ଦେଖିକି, ହେଲେ ବିଚାର କରିବା କଥା ହେଲା ଭିଡିଓ ରେ ଦେଖା ଯାଉଥିବା ଦୃଶ୍ୟ କେବେ ବି ସମ୍ପୁର୍ଣ୍ଣ ସତ୍ୟ କୁ ଉନ୍ମୋଚନ କରା ଯାଇନପାରେ । ବାସ୍ତବରେ ଏକ ନିସ୍ପକ୍ଷ ତଦନ୍ତ ହେଲେ ପ୍ରକୃତ ଘଟଣା ଜଣା ପଡିବ । ତା ପରେ ବି ଏତେ ରାତିରେ ଯୁବତୀ ଜଣକ ମତୁଆଲା ହୋଇ କୋଉଠି ବୁଲୁଥିଲେ ଆଉ ତାଙ୍କର ଏପରି oversmart ness ଦେଖେଇବା କଣ ଜରୁରୀ ଥିଲା କି ? ସେ ଯାହା ବି ହଉ ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡିବା ପରେ ପ୍ରକୃତ ଦୋଷୀ କୁ ଦଣ୍ଡବିଧାନ କରାଯାଉ, ସେ ପୋଲିସ ହୁଅନ୍ତୁ କି ସାଧାରଣ ଜନତା ଆଇନ ସମସ୍ତଙ୍କ ପାଇଁ ସମାନ, ପ୍ରକୃତ ଦୋଷୀ ଦଣ୍ଡ ପାଇବା ଉଚିତ୍ ।
@sanjaykumishra5186
@sanjaykumishra5186 6 сағат бұрын
Vdo viral କରିଥିବାରୁ ପୋଲିସ କୁ ପୁଣି ଦଣ୍ଡ ଦିଆଯାଉ
@User-yhjjgzz
@User-yhjjgzz 10 сағат бұрын
I doubt on this crime branch investigation. This should be handed over to CBI.
@mantoshmohanty3712
@mantoshmohanty3712 15 сағат бұрын
Accused police mananku dismis karantu
@user-tw9le4mi8w
@user-tw9le4mi8w 5 сағат бұрын
ଖାଲି ପେଟୁଆ ପୋଲିସ ଯାହାକୁଦେଖ ବଡ ବଡ ଢୋଲ
@PROUDOFSANTAL2000
@PROUDOFSANTAL2000 9 сағат бұрын
Balo....jhio kohuthila pora nighty pindhiki thila boli...but video reto jona poduchi uniform pindhichonti
@soumyaranjanmohanty3533
@soumyaranjanmohanty3533 Сағат бұрын
Change kariki asila
@jagannathmallik2828
@jagannathmallik2828 8 сағат бұрын
Bandhabi jemiti houchanti,jemiti tankara sabu chakara achhanti,,
@tnanda1432
@tnanda1432 3 сағат бұрын
ଖଣ୍ଡଗିରି ପାହାଡ ରେ ସୁନା ଛଡେଇ ନେଲେ ଚୋରମାନେ, ବୟ ଫ୍ରେଣ୍ଡ୍ ଥିଲେ ତ ଖରାପ ଲାଗିଲା
@user-wc3rq1ki5w
@user-wc3rq1ki5w 5 сағат бұрын
ଯାହା ହୋଇଛି ଭଲ ହୋଇଛି.. ପୋଲିସ g. ମରେଇଲା ଭଲ ହେଲା. ତମ ଝିଅ ବି ରାତି ଅଧ ରେ g. ମରେଈ ହୋଉ ଥିଲା ମଦ ପିଇ କି ଟୋକା ସହ. ସେ night ପିନ୍ଧି ଥିଲା ଫସିବ. ସେ army ଅଫିସର କୁ ରାତି ଅଧ ରେ କ୍ୟାମ୍ପ ଛାଡି ଟୋକି ଧରି ବୁଲିବାକୁ କିଏ ଆଦେଶ ଦେଇ ଥିଲା. ଏମିତି ରଣ୍ଡୁଆ ଅଫିସର କ୍ୟାମ୍ପ ପାଇଁ ବିପଦ...
@BharatiBeura
@BharatiBeura 7 сағат бұрын
Suspend ହେବେ ପୁଣି 2/4ମାସ ପରେ ପୁଣି join କରିବେ...
@soumyaranjanmohanty3533
@soumyaranjanmohanty3533 Сағат бұрын
Iic last year suspend ହେଇଥିଲା
@kailashchandra1943
@kailashchandra1943 9 сағат бұрын
Job ru dismiss karajau
@Viralshortsvideoss
@Viralshortsvideoss 7 сағат бұрын
ଭାଇରେ କାଇଁ ସେ ଭୁଲ କରୁଥିଲ ବିଛା ମନ୍ତ୍ର ନ ଜାଣି ସାପ ଗତରେ ହାତ ମାରିଦେଲେ
@saisatyazeet9778
@saisatyazeet9778 4 сағат бұрын
Han
@SaiJena-o4m
@SaiJena-o4m 15 сағат бұрын
Sabu Sei. Mishra/panda.... Dhik tumara kula dharma
@Yashbahi12693
@Yashbahi12693 14 сағат бұрын
ହତାଶିଆ ବ୍ରାହ୍ମଣର ଗାଣ୍ଡି ଫଟା ଚିତ୍କାର 👍
@aswinibehera7181
@aswinibehera7181 14 сағат бұрын
ଆପଣ ଙ୍କ ତର୍କ କୁ ମାନିବାକୁ ପଡିବ.. ଟିକେ ଜାତିବାଦରୁ ଉପରକୁ ଉଠନ୍ତୁ 🙏
@DM-vs4ye
@DM-vs4ye 5 сағат бұрын
Chup mgh aase paikhana safa karibu
@saisatyazeet9778
@saisatyazeet9778 4 сағат бұрын
Right bro
@Yashbahi12693
@Yashbahi12693 3 сағат бұрын
@@SaiJena-o4m ଜାତି ଧର୍ମ ବର୍ଣ ନିର୍ବିଶେଷ ରେ ଆମେ ସମସ୍ତେ ଭାରତୀୟ ।
@shivadash
@shivadash 6 сағат бұрын
Bandhavi nihati abhadra mahila ti😢😢
@nboy9584
@nboy9584 3 сағат бұрын
ତୁ ବେଧେଇ ଛୁଆ ସବୁ ଜାଣିଚୁ ନାଇଁ ରେ ରାଣ୍ଡ ଛୁଆ
@papubehera4744
@papubehera4744 4 сағат бұрын
Police ପିଟିଲା କଣ ପାଇଁ ? Police ଯାହା କଲେ ଭୁଲ ଆଉ ଯିଏ ଯାହା କଲେ thik
@soumyaranjanmohanty3533
@soumyaranjanmohanty3533 Сағат бұрын
Cctv କାହିଁକି ଲାଗୁନି
@TBrother4527
@TBrother4527 15 сағат бұрын
Dal mein kuch kala hai😂
@daitaridash5351
@daitaridash5351 7 сағат бұрын
ସେନା ର ବି ନିଶ୍ଚୟ କିଛି ଭୁଲ ଅଛି, ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଆସିପାରିବ
@rajendramallick4172
@rajendramallick4172 6 сағат бұрын
ଆରେ ପୁଅ ସେନା ତାର ପାୱାର ଥାଇ ବି ନୀରବ ରୁହେ ଆଉ ପୋଲିସ ର ଅଳ୍ପ ପାୱାର ଥାଇ ସେ ନିର୍ଯାତନା ଦିଏ।
@DM-vs4ye
@DM-vs4ye 5 сағат бұрын
​@@rajendramallick4172desa bhitare bala power
@biruamamalaxmi541
@biruamamalaxmi541 5 сағат бұрын
​@@rajendramallick4172#army ର power border ରେ ନା terrorists ମାନଙ୍କୁ ମାରିବା but pop ରେ ରାସ ଲୀଳା ପାଇଁ ନୁହ
@rajibalochanbiswal1351
@rajibalochanbiswal1351 Сағат бұрын
Police sabu thare bhul hin kare,haram police..
@nabinraj7474
@nabinraj7474 7 сағат бұрын
ଭଲ ଭାବରେ ତଦନ୍ତ କରା ଯାଉ ଯେମିତି ଦୋଷୀକୁ ଦଣ୍ଡ ମିଳୁ
@laxmanpatbandha3791
@laxmanpatbandha3791 8 сағат бұрын
Justice for Ankita
@hemantakumar4603
@hemantakumar4603 14 сағат бұрын
true always true
@babulsaigal7977
@babulsaigal7977 4 сағат бұрын
Love u didi
@sandhyatara1993
@sandhyatara1993 4 сағат бұрын
ଓଡିଶା ପୋଲିସଙ୍କ ର ପେଟ ଆଉ ଅହଂକାର ଦିନକୁ ଦିନ ବଢ଼ି ଚାଲିଛି
@Sandipsandip9413
@Sandipsandip9413 7 сағат бұрын
ଶୋଇବା ହେଲା duty
@Firefighter7902
@Firefighter7902 7 сағат бұрын
Odisha police ra kichi bhul nathile b suspend fist ta pare action 😂
@bljaykumar614
@bljaykumar614 5 сағат бұрын
Right 👍👍👍
@oldschoolhr2225
@oldschoolhr2225 6 сағат бұрын
We love army but not the drunken army officer. This drunken lady should be in jail
@Chitrabhanu-ji4mi
@Chitrabhanu-ji4mi 4 сағат бұрын
Bahut thanare emiti hauchi kichhi samnaku asuchi auu bakisabu luchijauchi
@jitendra33453
@jitendra33453 3 сағат бұрын
Good repoter,
@AnjanKumar-w2p
@AnjanKumar-w2p 6 сағат бұрын
ଅଧା ଭିଡ଼ିଓ viral କରୁଥିବା ମୋବଇଲ ଵାଲା କୁ ଆଗେ arrest କରାଯାଉ
@NishikanthRana
@NishikanthRana 6 сағат бұрын
Good🎉🎉...
@CraftsItem2024
@CraftsItem2024 5 сағат бұрын
ତମ ଝିଅ ମଦ ପିଇ ବୁଲୁଛି ସେକଥା କହୁନ.
@tnanda1432
@tnanda1432 4 сағат бұрын
ସେ କଥା ବୁଝିବ ପୋଲିସ କଲା ପୋଲିସ କଲା। ଆରେ ପୋଲିସ କାହିଁକି କଲା, ଫଉଜିବଲା ଛୁଆ ତ ମଦ ପିଇ ରାତି ଅଧରେ ଥାନା ରେ ରୋଳା କରିବା ଟା ଅଧିକାର ପୁଣି boyfriend କୁ ଡାକି ଟିକେ ବାହାଦୂରୀ ଦେଖେଇବା।
@user-zd2cf6dp1m
@user-zd2cf6dp1m 4 сағат бұрын
Chirkut mentality.That is the reason MNCs are not coming to Odisha and you guys go to other other states as a labourer.
@sujogyamishra1510
@sujogyamishra1510 6 сағат бұрын
Truth must prevail...... Don't panic to realise the truth...
@RanjanSethy-w5u
@RanjanSethy-w5u 43 минут бұрын
ସମସ୍ତ ଙ୍କ ପୋଲିସ୍ ର ଚେହେରା ଦେଖା ଯାଉ
@tnanda1432
@tnanda1432 4 сағат бұрын
ଥାନା ରେ ମଦ ପିଇ ରୋଳା କଲେ ମଦୁଆ କୁ ଯେପରି ବ୍ୟବହାର ମିଳିବା କଥା ମିଳିଲା ଫଉଜି ଭାଇ ଝିଅ କୁ କଣ ଖଣ୍ଡଗିରି ପାହଡ ଜଗେଇ ଥିଲ କି ନା ସାଙ୍ଗ ସହିତ ଡ୍ୟୁଟି କରୁଥିଲେ
@debanandasahu7298
@debanandasahu7298 5 сағат бұрын
Sir apnka jhia pai saspend nuhe jail jaruri
@soumyanayak7847
@soumyanayak7847 3 сағат бұрын
ମାଗିହା ଙ୍କୁ ଡିସମିସ କର ଜବ ru
@mangulicharanjena7380
@mangulicharanjena7380 15 сағат бұрын
Fasi dia
@RanjanSethy-w5u
@RanjanSethy-w5u 43 минут бұрын
ପୋଲିସ କୁ ତୁରନ୍ତ ଗିରଫ କରାଯାଉ । ମାଗ୍ୟା ପୋଲିସ କୁ ମାର୍
@baidyanarayanbhoi4614
@baidyanarayanbhoi4614 7 сағат бұрын
Proper investigation should be conducted to unearth the truth.
@rajpatinandinibanua6320
@rajpatinandinibanua6320 5 сағат бұрын
Emiti police darkar nahi amaku se manku umarked karajau
@TheMrsukanta
@TheMrsukanta 4 сағат бұрын
Video ରୁ କିଛି ଜଣା ପଡୁନି ସେ ଉଦଣ୍ଡି ଟା ଖାଲି ପତିକରୁଛି ସେ କଣ woman card ଖେଳୁଛି କି?
@srikanta671
@srikanta671 Сағат бұрын
ନାଇଟି ପିନ୍ଧିକି ଗିଁହା ଗେଁହି ହୁଅନ୍ତି ରାତିରେ
@ArunMalik-i1b
@ArunMalik-i1b 3 сағат бұрын
ଜେଲ ନୁହେଁ ଫାଶୀ ଦିଆଯାଉ
@sanjibmohapatra7936
@sanjibmohapatra7936 4 сағат бұрын
ଟୋକି ଓଡ଼ିଆ କହୁଛି ହିନ୍ଦୀ ,retire brigadier ର ଝିଅ ବୋଲି ବହୁତ ଭାଉ। ଅଧ ରାତି ରେ ମାଲ ପି ଗାଡ଼ି ଭିତରେ ରୋମାନ୍ସ ହବ,ତୋ ଅସାମାଜିକ ତତ୍ତ୍ଵ ହାଇ ରାନ କରିବେନି ତୋ କଣ କରିବେ । ଥାନା ଗଲେ complaint କରିବାକୁ but ପଶୁ ପଶୁ ପୋଲିସ ମାନକୁ ଆଇନ ପାଠ ପଢେଇ ବାକୁ ଲାଗିଲେ । ତୁମେ ଯାଇଛ FIR କରିବାକୁ Report ଲେଖ ଆଉ ଆସ ନହେଲେ ବସ। କିଏ ନାଇଟି ପିନ୍ଧିଲେ କିଏ ଶୋଇ ଲେ ତୋମୋର କଣ ଯାଏ । ଆଉ ୟେ ଥାନା ଭିତରେ blogging କରିବାକୁ କିଏ permission ଦେଲା। ୟେ ମାଡ଼ ଖାଇବନି ତୋ ଆଉ କିଏ ମାଡ଼ ଖାଇବ।
@sandhyatara1993
@sandhyatara1993 4 сағат бұрын
କି କଥା କହୁଛନ୍ତି ଆଜ୍ଞା.. Duty ରେ nighty ପିନ୍ଧିବେ??? ହସେଇଲେ ଆପଣ.... ଭୁବନେଶ୍ୱର ରେ pub, bar ଖୋଲିଲାଣି.. ତାହେଲେ ତାକୁ ବନ୍ଦ କରାଯାଉ... ତାମାନେ କଣ ଅସାମାଜିକ ଲୋକଙ୍କର ଅଧିକାର ଏଇଟା ଯିଏ ଅଧିକ ରାତିରେ ମଦ ପିଇ ଫେରିବ ତାକୁ ହଇରାଣ କରିବେ??ତାପରେ ଅସାମାଜିକ ଲୋକଙ୍କୁ ଜବତ କରିବା ପୋଲିସ ର କାମ... ଅସାମାଜିକ ଲୋକ ଆଜ୍ଞା ସନ୍ଧ୍ୟା 7 ଟା ରେ ମଧ୍ୟ ଆମ ଗାଡିକୁ ପିଛା କରୁଥିଲେ.. ଆଉ ଆମେ ମଦ ପିଇ ରୋମାନ୍ସ କରୁନଥିଲୁ.. ଭାଇ ଘରକୁ ଯାଉଥିଲୁ... ପିତାପଲି ପାଖର ଘଟଣା....
@salamkhan2534
@salamkhan2534 4 сағат бұрын
May be you are right but are they understand the situation happened to a lady in late night..no. ok she may provoking but why the situation goes to provoking,if a simple fir taken then n there this much not created.she repeatedly asking just do your work rather shooting her vedio. Yemane fasi paibeni ta aau kana, Sara odia ra na desh re tale pakeidele.
@sipun5
@sipun5 14 сағат бұрын
Nighty pindhi duty . wow odisha police.
@alltype5070
@alltype5070 7 сағат бұрын
Ye army officer ke lady kese dress pehna he..dekho..style ko...jacket ke chain aur kitna niche jayega.. Late night, esa pehena, door ko 1min mein 20 se 30bar pitna ..ye koi achi lady nisaani nehi he..
@karishmamishra4115
@karishmamishra4115 5 сағат бұрын
So what. If someone didn't open the door then what u will do ? Every human try their best to knock the door. What's the wrong on it ? And u mentioned about jacket and chain. Do u think a woman can wear burkha or full dress then her character is good or a stylish woman is bad in nature. What's a samhameful thought process u have. Then say what's the wrong in doctor uniform of Kolkata Mamta incident.She had worn Aphron,still she had raped by so called man . Chhiiii to all of them who think themselves men by harrassing women
@sstvcreations1219
@sstvcreations1219 12 сағат бұрын
Terminate Kara suspension nuhe
@chitaranjanadhikari6750
@chitaranjanadhikari6750 9 сағат бұрын
Police iic was sleeping in duty hours HENCE the lady complaint tried to make IIC BUT IT WAS FABRICATED TO SHOW THAT SHE TRIED ILLEGAL ACTION
@prasantadas8412
@prasantadas8412 15 сағат бұрын
Arrest kara and dismiss kara job ru nhele jemiti agaru ebera CM gali sunithile CM hela pare kn bhuli gale. Bjp kn aau asibani kichi ta action niya CM sir 1st police ku thik karantu then odisha
@snigdharani-pl8ze
@snigdharani-pl8ze 6 сағат бұрын
ଜେଲ୍ ଦଣ୍ଡ ହେବା ଦରକାର
@ANUSUYABEHERA-mq1kc
@ANUSUYABEHERA-mq1kc 14 сағат бұрын
Apan jama chhadantuni sale nku pane diantu... Jemiti budhi sikhibe... Sabu police station re police ra behaviour bahut kharap
@Keshavdanceplanet1994
@Keshavdanceplanet1994 14 сағат бұрын
Dekhile jana paduchhi se jubati utpat houchhanti au media reporter heiki etiki janiparunahanti jadi bina education re kama karila pari laguchhi🤣🤣🤣🤣🤣 khali views asiba pae sabu nataka🤣🤣🤣🤣🤣🤣
@Sached299
@Sached299 9 сағат бұрын
ଭିଡ଼ିଓ କରିବା କଣ ଉତ୍ପାତ ???
@Sached299
@Sached299 9 сағат бұрын
ତମ ଭଳିଆ ଲୋକ ପାଇଁ ଓଡିଶା ଆଜି ଏତେ ପଛରେ
@susantapradhan3350
@susantapradhan3350 6 сағат бұрын
ସୁଳି ଦିଆଯାଉ
@dharanidharmishra3539
@dharanidharmishra3539 14 сағат бұрын
Bapa kahuchanti odiya ye jubati tanka jhia kintu say odiya kahunahati english,au hindi ye jubatinka kahiba style ru matay laguchi jubati janaka kichi gotay utpat karichanti jouta police sahi na pari tanku marichi ye bhala bhabay tadanta haba darkar jiye dosi taku danda milu
@suchismitapatnaik2067
@suchismitapatnaik2067 14 сағат бұрын
Finally someone asks fr a proper unbiased enquiry from both the sides. Lady is equally at fault. Her behaviour intimidating.Sorry,but I have to be honest.
@Sached299
@Sached299 9 сағат бұрын
​@@suchismitapatnaik2067ଛି ଗୋଟେ ଝିଅ ହେଇ ଏମିତି କଥା କହୁଛ??
@sanjibmohapatra7936
@sanjibmohapatra7936 4 сағат бұрын
ଟୋକି ଓଡ଼ିଆ ହେଲେ ଓଡ଼ିଆଙ୍କ ସାଙ୍ଗରେ ଜୋରଜବରଦସ୍ତି କହୁଛି ହିନ୍ଦୀ ,retire brigadier ର ଝିଅ ବୋଲି ବହୁତ ଭାଉ। ଅଧ ରାତି ରେ ମାଲ ପି ଗାଡ଼ି ଭିତରେ ରୋମାନ୍ସ ହବ,ତୋ ଅସାମାଜିକ ତତ୍ତ୍ଵ ହାଇ ରାନ କରିବେନି ତୋ କଣ କରିବେ । ଥାନା ଗଲେ complaint କରିବାକୁ but ପଶୁ ପଶୁ ପୋଲିସ ମାନକୁ ଆଇନ ପାଠ ପଢେଇ ବାକୁ ଲାଗିଲେ । ତୁମେ ଯାଇଛ FIR କରିବାକୁ Report ଲେଖ ଆଉ ଆସ ନହେଲେ ବସ। କିଏ ନାଇଟି ପିନ୍ଧିଲେ କିଏ ଶୋଇ ଲେ ତୋମୋର କଣ ଯାଏ । ଆଉ ୟେ ଥାନା ଭିତରେ blogging କରିବାକୁ କିଏ permission ଦେଲା। ୟେ ମାଡ଼ ଖାଇବନି ତୋ ଆଉ କିଏ ମାଡ଼ ଖାଇବ।
@sanjibmohapatra7936
@sanjibmohapatra7936 4 сағат бұрын
ଟୋକି ଓଡ଼ିଆ କହୁଛି ହିନ୍ଦୀ ,retire brigadier ର ଝିଅ ବୋଲି ବହୁତ ଭାଉ। ଅଧ ରାତି ରେ ମାଲ ପି ଗାଡ଼ି ଭିତରେ ରୋମାନ୍ସ ହବ,ତୋ ଅସାମାଜିକ ତତ୍ତ୍ଵ ହାଇ ରାନ କରିବେନି ତୋ କଣ କରିବେ । ଥାନା ଗଲେ complaint କରିବାକୁ but ପଶୁ ପଶୁ ପୋଲିସ ମାନକୁ ଆଇନ ପାଠ ପଢେଇ ବାକୁ ଲାଗିଲେ । ତୁମେ ଯାଇଛ FIR କରିବାକୁ Report ଲେଖ ଆଉ ଆସ ନହେଲେ ବସ। କିଏ ନାଇଟି ପିନ୍ଧିଲେ କିଏ ଶୋଇ ଲେ ତୋମୋର କଣ ଯାଏ । ଆଉ ୟେ ଥାନା ଭିତରେ blogging କରିବାକୁ କିଏ permission ଦେଲା। ୟେ ମାଡ଼ ଖାଇବନି ତୋ ଆଉ କିଏ ମାଡ଼ ଖାଇବ।
@Sached299
@Sached299 2 сағат бұрын
@@sanjibmohapatra7936 ତୁ ଗୋଟେ ଦେଶଦ୍ରୋହୀ ବୋଲି ଜଣାପଡୁଛି l ତ ଭଳିଆ ଲୋକ କୁ ତୁରନ୍ତ ଓଡିଶା ରୁ ଆଉ ଦେଶ ରୁ ବାହାର କରାଯାଉ 😠
@debm4154
@debm4154 15 сағат бұрын
You are right. Habitual offender. Dismiss kariba uchit. Video re dekha jauni kahinki police se jubatinku kemiti badei chhanti? 😂😂😂
@beautyenhancebysimi6727
@beautyenhancebysimi6727 15 сағат бұрын
Suspend is not salutation totally dismissed is the right action.....
@dibyaranjanbehera7927
@dibyaranjanbehera7927 15 сағат бұрын
Kn bhabuchanti police kejani salanka khali.... Dakare au ledis kn night pindhi khela karuthila na kn
@SandeepSharma-f4u
@SandeepSharma-f4u 15 сағат бұрын
Bia chata ta
@sipun5
@sipun5 14 сағат бұрын
Sir good question.
@chandinjena2638
@chandinjena2638 10 сағат бұрын
Women rat 1 baje kya karti thhi, women wrong police right
@anjangarnaik1228
@anjangarnaik1228 4 сағат бұрын
mohan babu ee system change na kalee thumaaa party change heijibaa, be carefull
@iindia8565
@iindia8565 8 сағат бұрын
ଲାଞ୍ଚୁଆ ଓଡ଼ିଶା ପୋଲିସ୍ 😡😡
@binoddas9600
@binoddas9600 15 сағат бұрын
Plz sabu media ku request karichi ki apana emti news kara je barat pur sabu arrest heba darakar
@lipun9478
@lipun9478 5 сағат бұрын
Only in counter !
@pattadarodisha
@pattadarodisha 13 сағат бұрын
Pura chakiri ri ru hata MG nku
@sangramkeshariswain9924
@sangramkeshariswain9924 16 минут бұрын
Arrest both army men and his fiancee.
@ranjitxaxa215
@ranjitxaxa215 6 сағат бұрын
ସତ ରେ ଏହା ହେଇଛି BJP ସରକାର
@DM-vs4ye
@DM-vs4ye 5 сағат бұрын
Ea police sabu Bjd dwara nijukta
@mukeshbehera4511
@mukeshbehera4511 6 сағат бұрын
Suspend khali na ku khali kichi dina pare puni join karibe😅😅
@factTern69
@factTern69 7 сағат бұрын
Naiti pindhi thana re rasalila karuthila se polic ku bahisckr kari jell hajat ku pathajau
@suhanasafar6255
@suhanasafar6255 6 сағат бұрын
ଥାନା ର ଭିଡିଓ ଯେତିକି viral ହେଇଚି ସେଥିରୁ ଜଣାପଡୁଚି major ଙ୍କ ର ବାନ୍ଧବୀ ର ତ discipline ଆଚରଣ ନାହିଁ l Major ତ FIR ଲେଖୁଛି ବାନ୍ଧବୀ ନିଜ କୁ over smart ଦେଖେଇ video recording କରୁଛି ଦୁନିଆ କଥା କହୁଛି l ବାନ୍ଧବୀ ର ଉଦ୍ଧତ ପଣିଆ ଅଛି ।
@BeherasusantaKumar
@BeherasusantaKumar 6 сағат бұрын
POLICE STATION IS RANG
@rashmitarout3751
@rashmitarout3751 4 сағат бұрын
The lady is the real culprit
@biruamamalaxmi541
@biruamamalaxmi541 5 сағат бұрын
Border ରେ civilian manaku terrorists ମାନେ ଆସିକି ମାରୀକି polouchhanti.but athi army wala pop re ରାସ ଲୀଳା କରୁଚି
@alltimehappy416
@alltimehappy416 6 сағат бұрын
Galti 2 no ka h
@salamkhan2534
@salamkhan2534 4 сағат бұрын
Who are the people inside in that room?? Is there any wrong work going there??
@poojamallick1947
@poojamallick1947 15 сағат бұрын
Mu a video dekhila pare vabuchhi. Jubati janak utpat karithibe.
@mdshahidanwar4540
@mdshahidanwar4540 14 сағат бұрын
Tali dui hata re baje Nia nathai dhua huye nahi
@sipun5
@sipun5 14 сағат бұрын
Tate g..Mari nathile ta .bedha .
@sj_______
@sj_______ 13 сағат бұрын
Se major family ru belong karuchanti boli utpat kale nahele sadharana family heithile kana munda aunsi gharaku asithanta
@balarammundry17
@balarammundry17 9 сағат бұрын
ଯୁବତୀ ପୁରା ଉତ୍ପାତ କରୁଛି ଜଣା ପଡୁଛି
@avenger9871
@avenger9871 8 сағат бұрын
​@@balarammundry17etiki utpat re goda hata bhangi dia jaye ki
@mahimakisansevakendra4151
@mahimakisansevakendra4151 7 сағат бұрын
Video vairal kale kn haba , ta deha kahuchi sata kn
@nboy9584
@nboy9584 3 сағат бұрын
ଭିଡିଓ ଭା ଇ ରାଲ ଯିଏ କରୁଚି ତାକୁ ଆରେଷ୍ଟ୍ କରାଯାଉ
@ashokpattnaik2830
@ashokpattnaik2830 7 сағат бұрын
ARE BABU KICHHI ACTION HABANI SUPREMECOURT JAYO
@biswabhusankaju4656
@biswabhusankaju4656 14 сағат бұрын
Police raa bhule
@sushilkumardashdashsushi-ip9tz
@sushilkumardashdashsushi-ip9tz 7 сағат бұрын
Thana sraff ete jor re ragibar karana kan misra babu keun abasthare thile
@facingthetruth3574
@facingthetruth3574 4 сағат бұрын
Odisha ra home minister babu kn kamo karuchanti? CM kan a sabu news dekhu nahanti ki? Suspenstion is not enough, a officer nku sidha jail potha jau.
@dhanumunda7630
@dhanumunda7630 5 сағат бұрын
Army 🪖 bala ra bhul ai,bodo post bali dada giri karibe to police chadibo ki
@alokmohanty-pk5kj
@alokmohanty-pk5kj 7 сағат бұрын
jhia utpat kariba au hairana kariba police kichi kariba nahi
@riderking45jt41
@riderking45jt41 8 сағат бұрын
Army v police fight hei jau
@Krishna77787
@Krishna77787 14 сағат бұрын
Eta Police ra style Kama kichi karibeni Kintu kehi compain kale Gote mobile bahar karikina Shooting Kariba arambha kar debe Chatkani maribaku icha hue
@narayanimajhi6171
@narayanimajhi6171 7 сағат бұрын
Report no lakhibaru se juboti police ku kihuchi galito koruni
@sagarika234
@sagarika234 6 сағат бұрын
On duty thana re thiba samastanku ...job ru bahar kara jau ...cash hau
@sonicflex2774
@sonicflex2774 9 сағат бұрын
BJD samay re Police manaka Raj chalithilaaaaa
Magic or …? 😱 reveal video on profile 🫢
00:14
Andrey Grechka
Рет қаралды 87 МЛН
Новый уровень твоей сосиски
00:33
Кушать Хочу
Рет қаралды 4,1 МЛН
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 50 МЛН
driverless taxi China with Lulu
14:38
Niranjan China
Рет қаралды 1,2 МЛН
Magic or …? 😱 reveal video on profile 🫢
00:14
Andrey Grechka
Рет қаралды 87 МЛН