ପୋଲିସ ହାତରେ ପଡ଼ିପାରେ ହ୍ୟାଣ୍ଡକପ୍‌ ! | Bharatpur Police Station Incident | Manthan | Odisha Reporter

  Рет қаралды 15,255

Odisha Reporter

Odisha Reporter

Күн бұрын

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଦେହରେ ହାତ ମାରି ଅଡୁଆରେ ପଡିଛି କମିଶନରେଟ ପୋଲିସ। ସସପେଣ୍ଡ ହୋଇଥିବା 5 ଜଣ ପୋଲିସଙ୍କ ନାଁରେ ସାଂଘାତିକ ବୟାନ ଦେଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଯଦି ଘଟଣା ସତ ହୋଇଥିବ ତାହେଲେ ଖସି ପାରିବନି ପୋଲିସ। ଆବଶ୍ୟକ ପଡିଲେ ପୋଲିସ ହାତରେ ପଡିପାରେ ହ୍ୟାଣ୍ଡକପ୍ ! ତେବେ ଏହାକୁ ନେଇ ଆଲୋଚନା ଦେଖନ୍ତୁ ମନ୍ଥନରେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Manthan #Bharatpurpolice #army #Bhubanewar #odisha #cops #Police #hospital

Пікірлер: 336
@SanjayVerma-yi1po
@SanjayVerma-yi1po 9 сағат бұрын
କୋଉ ପାଗଳ କୁ ନେଇ କି ଆସି ବସାଇ ଦେଛନ୍ତି ଇଏ ମେଡିକାଲଅଫିସର ବିନା ଟେଷ୍ଟ ରେ କହୁଛି ହେବି ଡ୍ରିଙ୍କ କରି ଛନ୍ତି
@bijaybijay9926
@bijaybijay9926 5 сағат бұрын
E bi sethi kama karichi sethi pai support karuchi
@mr.sanjayinformationdiscov3282
@mr.sanjayinformationdiscov3282 8 сағат бұрын
ମୁଁ ବ୍ୟମକେଶ ବାବୁ ଙ୍କ କଥାରେ 100% ଏକମତ👏👏👏👏👏
@gangadhardash3430
@gangadhardash3430 9 сағат бұрын
ବ୍ୟୋମକେଶ ବାବୁ ବାସ୍ତବ କଥା ପରିପ୍ରକାଶ କରିଥିବାରୁ ଅନେକ ଅନେକ ଧନ୍ୟବାଦ
@SatyaDharmaNyaya
@SatyaDharmaNyaya 8 сағат бұрын
ହରୀହର ବାବୁ ଜେଣ ଖୋଦ୍ ଲାଞ୍ଚୁଆ ଅଫିସର ଥିଲେ । ତାଙ୍କରି କଥାରୁ ସ୍ପଷ୍ଟ ଜଣାପଡୁଛି ।
@swadhikarbetaj3768
@swadhikarbetaj3768 9 сағат бұрын
ଏ ଶଳାଟି କୁ ଆଗେ ମାଡ ଦରକାର
@rupaymarandi8326
@rupaymarandi8326 8 сағат бұрын
Magheeaa budha ro mundo kamo douni
@mr.sanjayinformationdiscov3282
@mr.sanjayinformationdiscov3282 8 сағат бұрын
ଭାରତର ସବୁଠୁ ଲାଞ୍ଚୁଆ ଅଧିକାରୀ ହେଉଛନ୍ତି ପୋଲିସ, ଆଉ ପୂର୍ବତନ ପୋଲିସ ବାବୁ କହୁଛନ୍ତି ପୋଲିସ ଷ୍ଟେସନରେ ଲାଞ୍ଚ କାରବାର ହେଉନି😂😅😅😅🤣🤣🤣
@jchoudhury274
@jchoudhury274 8 сағат бұрын
ଲlଞ୍ଚ ନ ଦେଲେ କିଛି କରୁନାହାନ୍ତି
@bijaykumarmishra7689
@bijaykumarmishra7689 5 сағат бұрын
Yeah Mr Satyabadi/Maharaj Yjdhistir ?
@FAKIRJENA-du2zs
@FAKIRJENA-du2zs 9 сағат бұрын
ଏହି ବୁଢାକୁ ଧରି ଆଗପଛ କରି ବଜେଇଲେ ଠିକ୍ ହବ। କାରଣ ଏଟା ମିଛ କହୁଛି।
@Suva833
@Suva833 9 сағат бұрын
ମୋ ମତରେ ଏ କେଶ୍ ରେ ପୋଲିସ୍ ବିରୁଦ୍ଧରେ ପବ୍ଲିକ୍ ରାସ୍ତା କୁ ଆସିବା ଦରକାର
@JogeswarMajhi-lt7hj
@JogeswarMajhi-lt7hj 8 сағат бұрын
ଆମ ଓଡ଼ିଶା ରେ ନ୍ୟାୟ ପାଇଁ ଲୋକ ବାହାରିବେ ନାହିଁ,, କେବଳ ଯାତ୍ରା,,ହେଲେ ବାହାରିବେ,,
@PKPadhi-qv1mj
@PKPadhi-qv1mj 6 сағат бұрын
Sarkar action mood re. Public kihinki asibe?
@pradiptarout4070
@pradiptarout4070 8 сағат бұрын
ଓଡ଼ିଶା ପୋଲିସ 24 ଘଣ୍ଟା ମଦ ପେଇକି ବୁଲୁଛି
@Mrrp56
@Mrrp56 8 сағат бұрын
ଭରତ ପୂର୍ iic ଭଳି ଏଇଟା ବଡ଼ ଚୋର
@srisaidesignvastu9209
@srisaidesignvastu9209 8 сағат бұрын
ଏହରିହର ବାବୁ ଘରକୁ ଗଲେ ଜଣା ପଡିବ ସେ କେତେ ଇମାନଦାର୍ !
@srisaidesignvastu9209
@srisaidesignvastu9209 9 сағат бұрын
ପୋଲିସ ର ଭୂଲ ନାହିଁ ପୋଲିସ ଅରୁଆ ଚାଉଳରେ ଧୂଆ ,ଏ ଡହରା ବାଇଟ୍ ଦଉଛି! ପୋଲିସ ଆଉ କ'ଣ ରେଫ୍ କରିବାର ବାକିଥିଲା କି ?
@samirsamantaray6306
@samirsamantaray6306 8 сағат бұрын
ଏ ଶଳା ଆଗେ ବାନ୍ଧ ଏ ତାଙ୍କର ବିରଦ୍ରୀ
@srisaidesignvastu9209
@srisaidesignvastu9209 8 сағат бұрын
ହରିହର ପାଢି କିଛି ନଜାଣି ବାଇଟ୍ ଦିଅନ୍ତୁ ନାହିଁ
@KulamaniPanda-r3r
@KulamaniPanda-r3r 9 сағат бұрын
ଛି ଛି ଛି ଛି ଛି ପୋଲିସ
@BbeheraKumar
@BbeheraKumar 9 сағат бұрын
ତୋ ବୋଉ ବିଆ ❤❤❤
@sk-se9xr
@sk-se9xr 9 сағат бұрын
Au to bou ra Banda badhe 😂😂
@Krishna77787
@Krishna77787 9 сағат бұрын
​@@sk-se9xrtu Kain K2a Chodi hauchu To maa ,Bhauni ra Bra Otariki kick marithile Tatte Bhalagithanta kibe...hoire
@deepakswain391
@deepakswain391 7 сағат бұрын
ବମକେଶ ବାବୂ ପାଁଇ ଗୋଟେ like
@Mrrp56
@Mrrp56 8 сағат бұрын
ସେମାନେ mada ପିଇଥିଲେ ପୋଲିସ ମାନେ କ୍ଷୀର ପିଇଥିଲେ ନୁହେଁ ପୋଲିସ ର ସବୁ ଭୁଲ
@srisaidesignvastu9209
@srisaidesignvastu9209 9 сағат бұрын
ଏମିତି ପୋଲିସ ମାନଙ୍କୁ ଚର୍ଚ୍ଚା କୁ ଆଣିଲେ ଆମେ ଓ ଟିଭି ଦେଖିବୁନାହୂଁ , ବ୍ୟୋମକେଶ ବାବୁ ସେ ଶଳା କୁ ଧକିଆ ଦିଅ !
@kashinathdash4772
@kashinathdash4772 9 сағат бұрын
ଭାରତ ପୁର ମଡେଲ ଥାନାର ମଡେଲ ପୋଲିସ୍ ଅଫିସର ଙ୍କ ମଡେଲ କାର ନ।ମା।। ଯେଉଁଠି ମଡେଲ ଥାନା ଅଞ୍ଚଳ ରେ ଚୋର ତାସ୍କର ବଦମାସ୍ ମାଲ। ମାଲ,ସେଠୀ ସର୍ବ ସାଧାରଣ ବେହାଲ୍।।
@rajibdash625
@rajibdash625 7 сағат бұрын
Byomokesh babu is totally correct ,he always speaks right
@upendrakumarbiswal4682
@upendrakumarbiswal4682 8 сағат бұрын
ଥାନାକୁ ଗଲେ ଥାନା ବାବୁ ଇଲେଟ୍ରିକ ବଲ ଆଣିବାକୁ କହୁଛନ୍ତି, PCR van ରେ ତେଲ ପକେଇବା ପାଇଁ କହୁଛନ୍ତି, ଥାନାରେ କଣ ପଇସା ନାହିଁ, ସରକାର ଥାନାରେ ଚା ପାନ ର ବ୍ୟବସ୍ଥା କରିଛନ୍ତି କାହାପାଇଁ ?
@srisaidesignvastu9209
@srisaidesignvastu9209 8 сағат бұрын
ପୋଲିସ କୁ ଜେଲ ପଠାଯାଉ
@FAKIRJENA-du2zs
@FAKIRJENA-du2zs 8 сағат бұрын
ବ୍ୟୋମକେଶ ବାବୁ ଠିକ୍ କହୁଛନ୍ତି।
@Predator-23455
@Predator-23455 10 сағат бұрын
Odisha police shame shame
@jayamaa1747
@jayamaa1747 9 сағат бұрын
ଏ ଶଳା ବୁଢ଼ା ବୋଧେ ଗୋଟିଏ ପୂର୍ବତନ ପୋଲିସ ଥିଲା
@srisaidesignvastu9209
@srisaidesignvastu9209 9 сағат бұрын
ହରିହର କୁ ଲଜ୍ଜ୍ୟା ଲାଗିବା ଦରକାର
@Krishna77787
@Krishna77787 7 сағат бұрын
Seku kana Lajya achi tike bhi Nirlaja ta poora Criminal ta eita bhi
@user-fv1vz9fn9m
@user-fv1vz9fn9m 8 сағат бұрын
Byamakes ଭାଇ ତୁମ କୁ ଅନେକ ଅନେକ ଧନ୍ୟବାଦ
@srisaidesignvastu9209
@srisaidesignvastu9209 8 сағат бұрын
ଓଡ଼ିଶା ପୋଲିସ୍ ର ଆର୍ମି ଅଫିସର ପ୍ୟାଣ୍ଟ ଖୋଲି ଦେବେ !
@SankarDash-x8n
@SankarDash-x8n 8 сағат бұрын
100%Right Advocate babu
@Skgbul470
@Skgbul470 9 сағат бұрын
ପୋଲିସ ଯଦି ଭଲ ଲୋକ 100% ରୁ 98 % ଲୋକ ଘୃଣା କାଟନ୍ତି?
@Skgbul470
@Skgbul470 8 сағат бұрын
ନାଇଟି ପିନ୍ଧିବା କାରଣ ଅଛି ରୁମ କୁ ଅନ୍ଧାର କରିବାର କାରଣ ଅଚ୍ଛି,
@gangadhardash3430
@gangadhardash3430 9 сағат бұрын
ସତ୍ୟ ମେବ ଜୟତେ🎉 ନାମକୁ ମାତ୍ର କିଛି ହୁଏ ନାହିଁ କେବଳ ହାଲ୍ଲା ହୋଲ୍ଲା ହୋଇଥାଏ
@SanjayVerma-yi1po
@SanjayVerma-yi1po 9 сағат бұрын
କୋଉ ମେଣ୍ଟାଲ ଡିଷ୍ଟ୍ୟୁର୍ଵ ଲୋକ କୁ ବସାଇ ଇଣ୍ଟରଭିବୁ ନେଉ ଛ
@santoshnath5151
@santoshnath5151 9 сағат бұрын
Bemokesh thik katha kahuchi
@Krishna77787
@Krishna77787 9 сағат бұрын
Se educated loka Ei Hari Pani Fully Corrupted Assaulter
@Sached299
@Sached299 9 сағат бұрын
କୋଉ ପାଗଳ ଲୋକ କୁ ଆଣି ବସେଇଲ
@Krishna77787
@Krishna77787 8 сағат бұрын
Hari Pagela😂😂
@kishorebiswal4298
@kishorebiswal4298 5 сағат бұрын
Mr Hari ବାବୁ କେତେ ଘୋଡ଼େଇବ। ତମେ କଥା କହିବା ଶିଖିଛ? ତମ ମାନସିକତା ଯିଏ ଜାଣିଛି, ତାଙ୍କ ଆଗରେ ଘୃଣ୍ୟ ବ୍ୟକ୍ତିତ୍ୱ ତମେ। ଏଭଳି honourable media ଆଗରେ ବସିବା, କଥା କହିବା ଲଜ୍ୟା। ସମସ୍ତେ ଜାଣନ୍ତୁ ପୋଲିସ ସେବାରେ ସୁଧାର ଆସୁ। ସୁସ୍ଥ ସମାଜ ଦରକାର
@sukantakumarmohanty4095
@sukantakumarmohanty4095 7 сағат бұрын
ଯଦି ମହିଳା ପୋଲିସ ଅଲଗା ଡ୍ରେସ ପିନ୍ଧିବେ ତେବେ ପୋଲିସ ଡ୍ରେସ କଣ ପାଇଁ ଦିଆଯାଇଛି ? ଆଜ୍ଞା duty time re କେବଳ ଡ୍ରେସ ପିନ୍ଧିବେ ଓ ସେ ବାଧ୍ୟ
@jagamohansenapati1019
@jagamohansenapati1019 8 сағат бұрын
Byamakesha sir apana right 👍🏻
@thecommonman5169
@thecommonman5169 8 сағат бұрын
ମାଲ ପିଇଲେ ତ ଗଲା ...ସତ କଥା କଣ ଲୋକଲୋଚନକୁ ଅଣାଯାଉ....Media ଭାଇ ମାନେ
@GaneshchandraLohar-x4l
@GaneshchandraLohar-x4l 8 сағат бұрын
ପୋଲିସ ପ୍ରକୁତରେ ମା ଗିହା
@amarkumarmallik7819
@amarkumarmallik7819 6 сағат бұрын
ହରିହର ବାବୁ ଜଣେ ଲାଞ୍ଚୁଆ officer ତାଙ୍କୁ କଣ ପଚାରୁଛନ୍ତି l ସେ ଜଣେ ଲାଞ୍ଚୁଆ officer 😅😅
@arabindabhuyan1019
@arabindabhuyan1019 7 сағат бұрын
ସାର ଆପଣ କହୁଛନ୍ତି ତୁମର ଝିଅ ହୋଇଥାଏ ତୁମ ମାନଙ୍କର ଝିଅ ମାନେ ଚାରିଶହ ବିଷ ସେତି ପାଇଁ ତୁମର ଖାତିରି ନାହିଁ
@FAKIRJENA-du2zs
@FAKIRJENA-du2zs 9 сағат бұрын
ଗୃହ ବିଭାଗ ଅନ୍ୟ ବିଧାୟକ କୁ ଦିଆଯାଉ।
@mundarama1122
@mundarama1122 7 сағат бұрын
ବ୍ୟମକେଶ ବାବୁ ଉକିଲ ଯଉକଥା କହୁଛନ୍ତି ସଂପୂର୍ଣ୍ଣ ୧୦୦% ସତ।।❤❤❤❤
@gaurangcharanmohanty6183
@gaurangcharanmohanty6183 8 сағат бұрын
ସବୁ ଲାଞ୍ଚୁଆ ପୋଲିସ ଷ୍ଟାଫଙ୍କ ସମ୍ପତ୍ତି କ୍ରାଇମ ବ୍ରାଞ୍ଚ ଦ୍ଵାରା ରେଡ଼ ହେବା ଉଚ୍ଚିତ
@mamatamohapatra8559
@mamatamohapatra8559 7 сағат бұрын
Right
@deepakdeepu2646-t6p
@deepakdeepu2646-t6p 7 сағат бұрын
ଏ ପାଣି ବାବୁ ନିଜକୁ ସଚ୍ଚୋଟ ପୁଲିସ୍ ଅଫିସର ଯେଉଁ କହୁଛନ୍ତି ପ୍ରକୃତରେ ସେମିତି ହେଇନଥିବେ ଜଣାପଡୁଛି। ନିଜ ବିଭାଗର କୁକର୍ମ କରିଥିବା ଅଫିସରଙ୍କୁ ଘଣ୍ଟ ଘୋଡ଼ାଇ ଆର୍ମି ଅଫିସର ଙ୍କୁ ପାଣି ବାବୁ ଟାର୍ଗେଟ କରିବା ନିନ୍ଦନୀୟ।
@PramodDas-hn4ow
@PramodDas-hn4ow 6 сағат бұрын
ହରିହର କଣ କହୁଛୁ, ପୂବ୍ଲିକ ରେ ଆଲୋଚକରିବୁ ଵସ୍ତା ବହେ ଚେଚ୍ଛା ବହେ ଛେଚା ଖାଇବୁ, ଏଆର ଥାନା କନେକ୍ସନ ରହିପାରେ,
@Kalundia436
@Kalundia436 9 сағат бұрын
କିଛି ପୋଲିସ ନୁହଁ ସବୁ ପୋଲିସ ଏମିତିଆ.
@Krishna77787
@Krishna77787 9 сағат бұрын
Thik katha
@arunkumarmohanty5646
@arunkumarmohanty5646 8 сағат бұрын
E police ku prathme arrest karajau
@amareswarpradhan4731
@amareswarpradhan4731 8 сағат бұрын
ହରିହର ସେ ଥାନାରେ ରାତିରେ ଥିଲା କି?
@sukantakumarmohanty4095
@sukantakumarmohanty4095 7 сағат бұрын
ବ୍ୟୋମକେଶ ବାବୁ ସମ୍ପୂର୍ଣ୍ଣ ସତ୍ୟ ଓ ପ୍ରକୃତ ତଥ୍ୟ ପ୍ରଦାନ କରିଛନ୍ତି ସେଥିପାଇଁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
@alokmangaraj8308
@alokmangaraj8308 6 сағат бұрын
ଆଇନ୍ ଜୀବୀ ସାର୍ ଜହା କହିଛନ୍ତି ଠୀକ
@KishorSahu-yt1xk
@KishorSahu-yt1xk 6 сағат бұрын
ଏ ଲୋକ ର ଭଉଣୀ କିମ୍ବା ଝିଅ କୁ ହୋଇଥିଲେ ଏପରି କଥା କୁହନ୍ତି କି
@Rakesh9583.
@Rakesh9583. 8 сағат бұрын
Bemokesh Babu right katha kahile
@SURJYANARAYANCHHOTRAY
@SURJYANARAYANCHHOTRAY 7 сағат бұрын
ସବୁ ମିଛକଥା କହିଲା ଭଳିଆ ଲାଗୁଛି
@sanjaykumarsarangi8417
@sanjaykumarsarangi8417 7 сағат бұрын
Shukriya , dhanyawad, thank you byomkesh tripay ( kantibir🎉 ) sir
@deepakswain391
@deepakswain391 7 сағат бұрын
ପରମ ମଘୀୟା କିଏ duty ରେ ନାଇଟ୍ ଗାଣ୍ଡିରେ ବାଉଁଶ ପଶିଚି ଛୁଟି ନେଲେନି
@sukantakumarmohanty4095
@sukantakumarmohanty4095 7 сағат бұрын
ହଁ ଆଜ୍ଞା ସବୁଠୁ ବେଶୀ ପଇସା କାରବାର ହେଉଛି ଥାନା ମାନଙ୍କରେ । ୟେ ହରିହର ବାବୁ ବୋଧେ ପୋଲିସ ବିଭାଗରେ ଅଛନ୍ତି ସେଥିପାଇଁ ପୋଲିସ୍ କୁ support କରୁଛନ୍ତି ତାଙ୍କୁ ଦେଖା ଯାଉନି ପୋଲିସ ଓଡିଶା ସାରା କଣ କରୁଛି !!!! ୟେ କେସ କୁ cbi ଦେବା ଆବଶ୍ୟକ ।
@kishorebiswal4298
@kishorebiswal4298 6 сағат бұрын
ଏପରି analysis ରେ ପୋଲିସ ସେବାରେ ବଦଳି ଆସିବ ବୋଲି ଆଶା କରୁଛି। ବ୍ୟୋମକେଶ ବାବୁ, ଆପଣଙ୍କ ବକ୍ତବ୍ୟ ବହୁତ ମୂଲ୍ୟବାନ। ଏବେ ପୋଲିସ ର ମାନସିକତା ମୋଗଲ ସାମ୍ରାଜ୍ୟ ର ଅନ୍ଧ ରାଜତ୍ୱ ଠାରୁ କୌଣସି ଗୁଣରେ କମ ନୁହେଁ।
@pradiptakumarsahoo3930
@pradiptakumarsahoo3930 5 сағат бұрын
ଏହି ପୂର୍ବତନ ପୋଲିସ ଅଧିକାରୀ ଜଣଙ୍କ ନିଜ ଛାତିରେ ହାତ ରଖି କହି ପାରିବେ କି ସେ ତାଙ୍କ ଚାକିରି କାଳ ମଧ୍ୟରେ ଟଙ୍କା ଟିଏ ବି ଲାଞ୍ଚ ନେଇ ନାହାନ୍ତି କି ଦେଇ ନାହାନ୍ତି।
@PrafullaPradhan-g2e
@PrafullaPradhan-g2e 8 сағат бұрын
ମେଜର ଓ ପୋଲିସଙ୍କ ଭିତରେ ହୋଇଥିବା ସମସ୍ୟା ଗୁଡିକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାରେ ଆମେ ମତାମତ ଦେଇ ପାରିବା, କିନ୍ତୁ ତଦନ୍ତ ଚାଲୁଥିବା ବେଳେ ଏପରି ମନ୍ତବ୍ୟ ଦେବା ଆଦୌ ଶୋଭନୀୟ ଅଟେ l ବ୍ୟମୋକେଶ ବାବୂ ପୋଲିସକୁ ଭୁଲ ଦେଇ ପୁରୁଷ କମିଶନ ପାଇଁ ଯୋଜନା କରୁଛନ୍ତି କି l
@amarkumarmallik7819
@amarkumarmallik7819 6 сағат бұрын
You are Right lawyer sir 🙏🏻
@kishorebiswal4298
@kishorebiswal4298 6 сағат бұрын
ହରିହର ବାବୁ ଙ୍କ ଚିନ୍ତାଧାରା ଯାହା ତାଙ୍କ ବକ୍ତବ୍ୟ ସେପରି ହେଉଛି। ସାଧାରଣ ସମାଜରୁ ଉର୍ଧ୍ଵରେ ସେ। ଦୁର୍ନୀତିରେ ବୁଡି ରହିଥିବା ଲୋକ ଯାହା କହିବା କଥା ସେ କହୁଛନ୍ତି। ତାଙ୍କୁ ଏପରି ନିରପେକ୍ଷ ମେଡ଼ିଆ ରେ ବସାଇ କଥା ହେବା ଲଜ୍ୟା।
@kishorebiswal4298
@kishorebiswal4298 5 сағат бұрын
ପୋଲିସ ବାବୁଙ୍କୁ ସଦାଚରଣ ଟ୍ରେନିଂ ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ନହେଲେ ସମାଜ ର ଦୟନୀୟ ଅବସ୍ଥା ଆଗକୁ ଦେଖିବା
@pradiptakumarsahoo3930
@pradiptakumarsahoo3930 5 сағат бұрын
ଏ ଲୋକର ସେହି ଥାନା ର କର୍ମଚାରୀ ଙ୍କ ସହ ସମ୍ପର୍କ ଥିବା ପରି ଲାଗୁଛି। ଏ ଲୋକ ସବୁ ଦେଖିଥିବା ପରି କଥା କହୁଛି।
@jayantanayak1793
@jayantanayak1793 6 сағат бұрын
ହରି ବାବୁ କୂପମନ୍ଦୁକ ପୁରା ଓଡ଼ିଶା କଥା ଚିନ୍ତା ନାହିଁ ନିଜ କଥା ଓ ନିଜ ପୋଲିସ କଥା ଓ ଅନ୍ୟମାନେ ମରି ଯାଆନତୁ
@srisantagulusan
@srisantagulusan 6 сағат бұрын
ପୁଲିସ୍ ବାବୁ ଜଣକ ରଚନା ଲେଖୁଛି
@Predator-23455
@Predator-23455 10 сағат бұрын
This guy Hari Pani is making derogatory remarks against army.
@sagarika234
@sagarika234 7 сағат бұрын
Great byomkesh sir each word valuable 👍👏
@pradiptakumarsahoo3930
@pradiptakumarsahoo3930 5 сағат бұрын
ଏ ବାବୁ କୋଉଠି ଥିଲେ। ବୋଧେ ଏ ବାବୁ ସେହି ସମୟରେ ସେହି ଥାନାର ପୋଲିସ ଙ୍କୁ ସହଯୋଗ କରିଥିଲେ।
@dukhabandhudehury4075
@dukhabandhudehury4075 6 сағат бұрын
ଏ ଚ ନ୍ଦା ବ୍ୟକ୍ତି ସମସ୍ତ ଘଟଣା ଦେଖିଛି.....
@uditmedia5686
@uditmedia5686 7 сағат бұрын
Byobakes sir you are right big fan
@balaramnatha2249
@balaramnatha2249 6 сағат бұрын
ବିଜେପି ଚ୍ୟାନେଲ କୁଆଡେ ଗଲେ ତମ ବିଜେପି ନେତା ଏ ପୋଲିସ୍ ପାଇଁ ଦିନେ ଘରେଘରେ ମାଓବାଦୀ ସୁଷ୍ଟି ହେବେ ଅପେକ୍ଷାକର
@Mrrp56
@Mrrp56 8 сағат бұрын
CBI enquiry ହେଉ
@SanjayVerma-yi1po
@SanjayVerma-yi1po 9 сағат бұрын
100 %ପୋଲିସ ଜଗନ୍ନାଥ ପ୍ରସାଦ ଖାଈ ଛନ୍ତି
@jagannathsahu6714
@jagannathsahu6714 6 сағат бұрын
Thanks bumkesh sir
@muktikantaofficial1984
@muktikantaofficial1984 5 сағат бұрын
ଆରେ ଶଳା crime branch ବି ତମର ଲାଞ୍ଚୁଆ ସଂସ୍ଥା ଶଳା ଜାମୁକୋଳି ତଦନ୍ତ କରି ଇତିହାସ ରଚିଛି
@a.r.sgamer4051
@a.r.sgamer4051 6 сағат бұрын
ଆରେ ଶଳା ପୋଲିସ ବାବୁ କବାଟ ବାଡେଇବା ଚିତ୍ର ଦେଖ ସେ କେମିତି ଠିଆ ହୋଇଥିଲା
@rajendrapanda39
@rajendrapanda39 5 сағат бұрын
ଏ ମାଘିଆ କ'ଣ ସେଠାରେ ସବୁ ଦେଖୁଥିଲା !ମିଘିଆ ନିଜେ ଉପସ୍ତିତ ଥିଲା ଭଳି କଥା କହୁଛି ।
@shahbaazmohammad1982
@shahbaazmohammad1982 5 сағат бұрын
Mr Tripathi you are absolutely right sir. Well Sayed.
@Subrat_hots
@Subrat_hots 8 сағат бұрын
କିଛି ପୋଲିସ କଣ. ଯେତେବେଳେ ଗୋଟେ ଖରାପ IIC ଲାଞ୍ଚ ଖାଉଥିବ ବକ୍ସିସ ନେଉଥିବ ସେ କଣ ଏକା ନେଉଥିବ. ସବୁ ଷ୍ଟାଫ ଙ୍କ ଭିତରେ ଦସ କୋଡିଏ ବାଣ୍ଟି କି ନଉ ଥିବେ. ତାହେଲେ ଏମାନେ ଭଲ ହେଲେ କେମିତି
@PremanandaPradhan-mf7te
@PremanandaPradhan-mf7te 8 сағат бұрын
Right kahichha Sir Aapanku Salut Sir
@kishorebiswal4298
@kishorebiswal4298 5 сағат бұрын
ହରି ବାବୁଙ୍କ ଦୁର୍ନୀତି, ଅସାମାଜିକତା, ଅମାନୁଷିକତା, କହିଲେ ସରିବନି। ତାଙ୍କୁ ଏଠାରେ ବସାଇ ମର୍ଯ୍ୟାଦା ହରାନ୍ତୁନି। We dont want to hear explanation of Mr Hari.
@gopinathroutgopi4902
@gopinathroutgopi4902 5 сағат бұрын
ଧନ୍ୟବାଦ୍ ବ୍ୟୋମକେଶ ବାବୁ
@sarojpati4636
@sarojpati4636 6 сағат бұрын
ଓଡିଶାର ଅଧିକାଂଶ ପୋଲିସ ଅତ୍ଯନ୍ତ ଘ୍ରୁଣ୍ଯ।
@abhivlogs6538
@abhivlogs6538 6 сағат бұрын
Sir Ex police officer thank you so much
@bhagabanrout856
@bhagabanrout856 9 сағат бұрын
Manoj Rout is a best officer in police department
@sabitakuldip4192
@sabitakuldip4192 5 сағат бұрын
ଆପଣ ମଧ୍ୟ ସେ ଆଇ ଆଇ ସି ପରି ଲାଗୁଛି ସେ ଯାହା ହେଉ ସେ ଆଇ ଆଇ ସି ତାର କେତେ ବଡ଼ ପେନିସ ଦେଖାଇ କି ?
@Predator-23455
@Predator-23455 10 сағат бұрын
He is digressing from topic and trying put forward baseless things.
@Krishna77787
@Krishna77787 9 сағат бұрын
Right
@Satyabandhudas7il3sj1r
@Satyabandhudas7il3sj1r 8 сағат бұрын
POLICE ସମାଜ ପାଇଁ ଭଲ କାମ କରୁ ଛି ଛି
@kalicharanpanda4079
@kalicharanpanda4079 5 сағат бұрын
Yes I am laughing because I'm looking to this type of Retd. police officer. ❤❤❤❤❤❤❤❤
@himansudash9149
@himansudash9149 4 сағат бұрын
ୟାଂକର କେହି କିଛି କରିପାରିବ ନାହିଁ କାରଣ ସଵୁଠୁ ଦୁର୍ଵଳ ସରକାର ଅଛି। ଏଠି ଦରକାର ସେନା ସରକାର କୁ କଵ୍ଜାକୁ ନେଇ ସମସ୍ତଙ୍କୁ ଲଂଗଳା କରି ଵାଡାନ୍ତା।ଏବେ ବିଜେପି ନେତାଙ୍କ ପାଟିରେ ଵାନ ଡ ପସିଛି।ଏ ମାଗିଆ ସବୁ ପୋଲିସ ଙ୍କ ସମ୍ପତି ଜାନ୍ଚ କଲେ ଜଣା ପଡିଵ ଏସଵୁ କେଡେ ସତୀ।
@sumantabehera3477
@sumantabehera3477 6 сағат бұрын
Mr Pani tells us the right thing that the New Promotional Police Officer( SI - IIC) don't know about IPC.
@rakeshkumardalei3597
@rakeshkumardalei3597 7 сағат бұрын
Choro Harihar 😅
@itishreejena3610
@itishreejena3610 7 сағат бұрын
Army bala chhadibeni.
@Predator-23455
@Predator-23455 10 сағат бұрын
How did you accept it at the first place.
@balaramnatha2249
@balaramnatha2249 6 сағат бұрын
ଏ ବେଧଛୁଆ ସେ ପୋଲିସ୍ ଅଫିସର ପରି ଆର ବି କେତେ କେସ ଥିବ ଆ ପେଡ଼ି ଖୋଲିଲେ ବାହାରିବ
@satyanarayanswain1863
@satyanarayanswain1863 8 сағат бұрын
କଉ ପାଗଲ କୁ ଇନଭେଟ କରେକି କୁଷ୍ଟନ କରୁଛ ପୋଲିସ ଛି ଛି ଛି
@bijayaharichandan1592
@bijayaharichandan1592 4 сағат бұрын
ତୁମକୁ କିଏ କହିଲା ମହିଳା ଙ୍କ ବ୍ରା ଟାଣିବାକୁ ସେଇଟା କେଉଁ ପ୍ରକାର ଥାନା ଯେଉଁଠି ନାଇଟ୍ ପିନ୍ଧି duty କରାଯାଏ????? ମେଡ଼ିଆ ଵାଲା ଏକଥା ପଚାରୁ ନାହାନ୍ତି କାହିଁକି???? ଯେଉଁ ପୋଲିସ ଆଲୋଚନା ରେ ଅଛନ୍ତି ସେ କେତେ ସଚୋଟ???? ପୋଲିସ ଚାକରି ରୁ ବହିଷ୍କାର କାହିଁକି କରାଯାଇ ନାହିଁ. ପୁରୁଷ ପୋଲିସ କଣ ଅସୁବିଧା ହେଲେ ଲୁଙ୍ଗି ପିନ୍ଧି ପାରିବେ???? ଏଇଟା ଗାଲୁଆ ଏବଂ ମଦୁଆ ପୋଲିସ ବୋଧେ????
@aratiraniprasad1765
@aratiraniprasad1765 6 сағат бұрын
that person was shameful for our country
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 5 МЛН
МЕБЕЛЬ ВЫДАСТ СОТРУДНИКАМ ПОЛИЦИИ ТАБЕЛЬНУЮ МЕБЕЛЬ
00:20
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 59 МЛН
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 5 МЛН