🔴LIVE | ମୁହଁ ଖୋଲନ୍ତୁ CP, DCP | Army Major & His Fiance's Assault | Bharatpur Thana | Odisha Reporter

  Рет қаралды 111,703

Odisha Reporter

Odisha Reporter

Күн бұрын

Пікірлер: 348
@prakash35b
@prakash35b Ай бұрын
ଆମ ସୁରକ୍ଷ। ପାଈଁ ଜୀବନ କୁ ବାଜି ଲଗାନ୍ତି , ସେମାନେ ସୀମା ରେ ଛିଡା ହେଲେ ଆମ ପରିବାର ସୁରକ୍ଷିତ ରୁହେ । ଆମ ସେନା ଆମ ଗର୍ବ । ଆମେ ଓଡିଶା ବାସି ଆମେ ଭାରତ🇮🇳 ବାସି ସେନା ସହିତ ଥିଲୁ ଅଛୁ ଆଉ ରହିବୁ ।
@suryakantabiswal5539
@suryakantabiswal5539 Ай бұрын
0:50 😢😢
@gurucharandas7212
@gurucharandas7212 Ай бұрын
ପୋଲିସି ଚୋର ଆପରାଧକଲେ ଜେଲ ଭିତରେ ରଖୀ ତା ତିରିକି ବେବହାର କରତି
@SureshPusti
@SureshPusti Ай бұрын
ଡିସିପି ମିଛ କହୂଛନ୍ତି, ଏ ଘଟଣା ର CBI ତଦନ୍ତ କରାଜାଉ,
@amarendrabehera1592
@amarendrabehera1592 Ай бұрын
DCP ku only 🦵🦵🦵🦵
@SanatanchattarChattar
@SanatanchattarChattar Ай бұрын
C p ,DCP ମିଛ କହିଥିଲ। । ତାକୁ ବି ନିଲମ୍ବିତ କରା ଯାଉ
@nachidas1
@nachidas1 Ай бұрын
Correct.
@bijoyapriyadarsinidash922
@bijoyapriyadarsinidash922 Ай бұрын
ଓଡ଼ିଶା ରେ କୌଣସି ବି ପୋଲିସ ଷ୍ଟେସନ ରେ ପୋଲିସ ମାନେ ଲୋକଙ୍କୁ ଭଲ ବ୍ୟବହାର କରୁ ନାହାନ୍ତି।
@kishorchandra2531
@kishorchandra2531 Ай бұрын
DCP କୁ ଆରେଷ୍ଟ୍ କରାଯାଉ।ଯଦି ଅଙ୍କିତା ଦମ୍ପତି ମଦ ପିଇ ଥାନାରେ ଗଣ୍ଡଗୋଳ କଲେ ତେବେ ସେହି ଥାନାରେ ପୋଲିସ ଅଫିସର ବିନା ମଦ ପିଇ କଣ ନାଇଟ ପିନ୍ଧିଥିଲା।
@ArunDas-hc5zz
@ArunDas-hc5zz Ай бұрын
କମିଶନରେଟ ପୋଲିସ ର ଆମୂଳଚୁଳ ପରିବର୍ତ୍ତନ ଆବଶ୍ୟକ।
@umeshmohapatra221
@umeshmohapatra221 Ай бұрын
Iic ku langala Kari bichhuati mada Kara taku handcolf pakei jharpada jail pathantu Mohan sarkar kn.soi chianti na kn
@GaneshJena-mr1hf
@GaneshJena-mr1hf Ай бұрын
ଆରେଷ୍ଟ ହେବା ଉଚିତ । ବଡ଼ ଲୋକର ହାତ ଅଛି ,
@basantakumarpanda9022
@basantakumarpanda9022 Ай бұрын
D C P ଙ୍କ ଭଳି ଅଫିସର ଯୋଗୁଁ ପୋଲିସ ବିଭାଗ ରେ ସ୍ବେଛାଚାରିତା ବଢୁଛି।
@rajza_m4339
@rajza_m4339 Ай бұрын
😂😂😂 jia news re bite deithile ki major auu accused girl are druken, Nonsense,semane asi police ku pitile ...without enquiry.dcp support iic and other police staff.choro ku choro hinn support karibo
@GaneswarNayak-e6j
@GaneswarNayak-e6j Ай бұрын
ଡି ସିପି ଗୋଟେ ବଡ ଡକାୟତ।ଦୁର୍ନୀତି ଖୋର୍ ପୋଲିସ ମାନେ ଡିସିପି ଙ୍କର ପୋଷା କୁକୁର।
@ChandanRout-p5i
@ChandanRout-p5i Ай бұрын
Service Ru Dismiss karajau.
@GaneswarNayak-e6j
@GaneswarNayak-e6j Ай бұрын
ଅ।ର୍ମି ଡି ସି ପି ଏବଂ ଭରତ ପୁର ଥାନା ର ସବୁ ପୋଲିସ କୁ ଏନକାଉଣ୍ଟର କରୁ, ଯେସାକୁ ତେସା ହାରମ୍ ଯାଦ କୁ ଟାଙ୍ଗିଆ ଫସା।
@PrasantaMohapatra-yg8fo
@PrasantaMohapatra-yg8fo Ай бұрын
ଜନତା ଏବେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ।
@RADHAKANTAROUT-q5v
@RADHAKANTAROUT-q5v Ай бұрын
CBI enquiry is urgently required for the case to trace out the culprits & should be arrested as soon as possible Unless such kind of crimes would be repeated again.
@azharkkhan8822
@azharkkhan8822 Ай бұрын
CBI ବହୁତ୍ ଢିଲା ସାଇଥି ପାଇଁ ଏଇ ସବୁ ଘଟୁଛି😢ବହୁତ୍ ନିନ୍ଦୋନିଓ ଘଟଣା ବହୁତ୍ କୋରପ୍ସନ ଓଡ଼ିଶା ମାଟି ରେ ରାମ ର ଧର୍ତି ରେ ଏମିତି ଘଟୁଛି ଓଡ଼ିଆ ଓସ୍ମିତା କୁ ବହୁତ୍ ବୋଡୋ ଝଟକା🙏🌹ଜାଗୃତ🥲ଓଡ଼ିଶା🥲ଜାଗୃତ🌹🙏
@srikanta671
@srikanta671 Ай бұрын
CBI enquiry ହେଉ
@manguliswain9328
@manguliswain9328 Ай бұрын
Dismis from service is the examplary punishment. Also all IPS officer to instruct their IICs to behave properly with a lady or gentleman. All CCTV must be monitored at higher level.
@harapriyasamal9603
@harapriyasamal9603 Ай бұрын
Cp heuchi corrupted cp ku suspend karajau
@HareKrushna-f3d
@HareKrushna-f3d Ай бұрын
ସେମାନଙ୍କୁ ଚାକିରି ଋ ହଟାଯାଉ । ଓ ଜେଲ ଦିଆଯାଉ ।
@subratadash2524
@subratadash2524 Ай бұрын
Police tanka tharu paisa paaiki Hainan kare(gundaamane)paisa dianti
@kunaldancefitness01
@kunaldancefitness01 Ай бұрын
CBI CBI CBI CBI KU DIAJAU
@narendrabarik9855
@narendrabarik9855 Ай бұрын
ଏମାନେ ନବୀନ ପୋଲିସ ଚତୁର ନବୀନ କଥାରେ କାମକରନ୍ତି
@skhadanga
@skhadanga Ай бұрын
Acp n DCP has no control over their subordinates...the person who gave a premature supportive statement before investigating, why he has not punished..very poor administration..
@basantibalapanigrahi5289
@basantibalapanigrahi5289 Ай бұрын
You are correct Previous Govt has given appointment of those Govt officers.
@srikantakumarhota6134
@srikantakumarhota6134 Ай бұрын
ସାମାଜିକ କର୍ମୀ ମାନେ କ ଣ ଶୋଇ ପଡିଥିଲେ କି ? ଆର୍ମୀ ଅଫିସରଙ୍କ ଉପରୁ ମୁଖ୍ୟ ବିଚାରପତିଙ୍କ ପାଖକୁ ଚିଠି ଆସିବାରୁ ଓଡିଶା ରେ ଚହଲ ପଡ଼ିବାପରେ ଏମାନେ ଆସିଲେ। ଯଦି ଗୋଟିଏ ସାଧାରଣ ଲୋକ ଉପରେ ଏହି ଘଟଣା ଘଟିଥାନ୍ତା, ତେବେ ତମେମାନେ ନିଜ ତରଫରୁ ଆସିଥାନ୍ତ କି ?
@satyanaik7321
@satyanaik7321 Ай бұрын
ପୋଲିସ୍ କୁ ନାଇଟ୍ ନାଇଟୀ ପିନ୍ଧି ବାକୁ ଦିଅନ୍ତୁ, ଜଣେ ଅଭିଯୋଗ କାରି ଘଟଣା ସ୍ଥଳ ରୁ ଆସି ପୋଲିସ୍ କୁ ଯଦି କହେ ପୋଲିସ୍ FIR ଦେଲେ ସେ ଘଟଣା ସ୍ଥଳ କୁ ଯିବେ ମାନେ ଚୋର ଚୋରି କରି ଯିବା ପରେ ପୋଲିସ ଯିବ ନା କଣ 😂😂😂
@SOMUN_BHAI
@SOMUN_BHAI Ай бұрын
ସମାଜସେବୀ ମ୍ୟାଡାମ ମାନଙ୍କୁ ମୋର ପ୍ରଶ୍ନ,ଦୟା କରି ଉତ୍ତର ରଖିବେ ବୋଲି ଆଶା.... ମହିଳା ଯଦି ସୁରକ୍ଷା ନାହାନ୍ତି ତେବେ ଘରୁ ବାହାରି ମଦ ପିଇବାକୁ ସାହସ ଆସୁଛି କେମିତି?ବିନା ସୁରକ୍ଷା ରେ କେହି ତ ଏମିତି କାମ କରିବେନି..ମହିଳାଙ୍କର ଆଜି ଯାହା ବି ଅସୁବିଧା ହେଉଛି ସେଥିପାଇଁ ମହିଳା ହିଁ ଦାୟୀ, ପୁରୁଷ କୁ ଆଂଘୁଠି ଦେଖେଇ ଦେଖେଇ 2024 ହେଲାଣି କିଛି ବଦଳୁନି ସମାଜ ଯାହାକୁ ସେଇୟା ରହୁଛି ... ତେବେ ଥରେ ନିଜେ ବଦଳିବା ଆରମ୍ଭ କରି ଦେଖନ୍ତୁ ନା... ପୁରୁଷ ସହ ସମକକ୍ଷ ହେବାକୁ ହେଲେ ଟଣା ଘୋଷରା ତ ହେବ.. ନଚେତ ସୃଷ୍ଟି କର୍ତା ମୂର୍ଖ ନୁହେଁ ପୁରୁଷ ମହିଳା ଦୁଇ ଭାଗ କରି ଜନ୍ମ ଦେଇଥିଲେ ଧନ୍ୟବାଦ... ଜୟ ଜଗନ୍ନାଥ 🙏
@hrudayaranjankhamari6174
@hrudayaranjankhamari6174 Ай бұрын
କଥା ହେଲା ପୁଲିସ ଦଣ୍ତ ଭୋଗିବା ଉଚ୍ଚିତ ନା ନାହିଁ
@SOMUN_BHAI
@SOMUN_BHAI Ай бұрын
@@hrudayaranjankhamari6174କୋର୍ଟ ଆସାମୀ ବନେଇବା ପୂର୍ବରୁ ଲୋକେ ତ ଆସାମୀ ବନେଇ ଦଣ୍ଡ ଦେବା ଆରମ୍ଭ କରି ଦେଉଛନ୍ତି.. ଆଉ ଫୁଣି ଦଣ୍ଡ କଣ 🤷‍♂️
@skcraftmania4516
@skcraftmania4516 Ай бұрын
Ek dum right...jhia ta micha dosh deuchi aama police ku ..mote ta laguchi jhia ta daha micha kahuchi...mo wrong v hoithia pare
@cutekajal123
@cutekajal123 Ай бұрын
BSF ଯବାନ ମାନେ ଦେଶ ସୁରକ୍ଷା କରୁଛନ୍ତି ପୋଲିସ ଵାଲା ମାନେ ଗରିବ ମାନଙ୍କର ଟଙ୍କା ଲୁଟୁଛନ୍ତି ପୋଲିସ ମାମୁ ମାନଙ୍କୁ ବହିଷ୍କାର କରାଯାଉ
@SadhubrundabanaDasSadhubrundab
@SadhubrundabanaDasSadhubrundab Ай бұрын
Durniti hatei nuaa nijukti nuaapila nku chakiri diantu s m j
@prasantahota6659
@prasantahota6659 Ай бұрын
ପୋଲିସ ରୋଡ romeo ଙ୍କୁ ଭଲ ଭାବରେ ଜାଣେ
@SalesLkpa
@SalesLkpa Ай бұрын
Not only suspended, suspended with arrested them all police officer and staff included DCP who has envelops in the case . we are want for justices and support of army family.
@PramodkuBasantara
@PramodkuBasantara Ай бұрын
Govt should change the DCP first. He is incapable of handling the situation. His statement fuels to fire such inhumane police atrocities.
@RanjanSethy-w5u
@RanjanSethy-w5u Ай бұрын
DCP ପ୍ରତୀକ ସିଂହ କୁ ବି ଗିରଫ କରାଯାଉ
@PrasantaMohapatra-yg8fo
@PrasantaMohapatra-yg8fo Ай бұрын
ଦିର୍ଘ ୨୪ ବର୍ଷ ଧରି ଓଡ଼ିଶା ପୋଲିସ୍ ଅନେକ ବର୍ଷର କାଣ୍ଡ କରି କରି ଅଭ୍ୟାସ ରେ ପରିଣତ ହୋଇଯାଇଛି।ଏବେ ଓଡ଼ିଶା ପୋଲିସ୍ ଏ କେ ରେ ମିଶ୍ର ଆଶ୍ରୟ ନେଇଛି। ପୋଲିସ ଅପରାଧୀ ଙ୍କୁ ଡବଲ ଦଣ୍ଡ ଦରକାର। ପୋଲିସ ଆଉ ପୋଲିସ ହୋଇ ନାହିଁ, ଗୁଣ୍ଡା ପାଲଟି ଯାଇଛି।
@munathewriter1234
@munathewriter1234 Ай бұрын
ସାରା ଓଡ଼ିଶା ର ସବୁ ପୋଲିସ୍ ଷ୍ଟେସନ ରେ ନୂଆ ଆଇନ୍ ଲାଗୁ ହେଉ ଯେ କୌଣସି ପୋଲିସ୍ ଅଫିସର୍ ଯଦି ଭୁଲ୍ କରେ ତାହେଲେ ସେ ଭଳି ପୋଲିସ୍ କୁ ସଙ୍ଗେସଙ୍ଗ ଚାକିରି ରୁ ବହିଷ୍କାର କରିବା ସହ 10 ବର୍ଷ ଜେଲ୍ ଦଣ୍ଡ ରେ ଦଣ୍ଡିତ କରାଯାଉ
@dr.surendranathdash8861
@dr.surendranathdash8861 Ай бұрын
These two persons should be suspended immediately
@Suraj0_464
@Suraj0_464 Ай бұрын
Aare bhai army boys... Com to odisha ... action fast
@batapattanaik3401
@batapattanaik3401 Ай бұрын
ଯଦି ମେଜର ଓ ତାଙ୍କ ବାନ୍ଧବୀ,ସେଦିନ ରାତି ମଦ ପିଇ ଭରତପୁର ଥାନା ରେ , ସମସ୍ତ କର୍ମଚାରୀ ଙ୍କୁ ଗାଳିଗୁଲଜ କରି ସରକାରୀ କାର୍ଯ୍ୟ ରେ, ବାଧା ଉପୁଜାଉଥିଲେ ? ଏଥିଲାଗି କଣ, ଭରତପୁର ଥାନା ଅଧିକାରୀ, ସେଦିନ ରାତି ସେ ମହିଳାଙ୍କ ପ୍ରତି ଯେଉଁ ଭଳୀ ବର୍ବୋରଚୀତ ଅସାମାଜୀକ ବ୍ୟବହାର କଲେ, ଏହା କଣ ତାଙ୍କର ସେଦିନ ରାତ୍ରୀର ମଦ ପିଇ ଥାନା ଭିତରେ କର୍ମଚାରୀଙ୍କ ପ୍ରତୀ କରିଥିବା ବ୍ୟବହାର (ଅପରାଦ୍ଧ) ର ଦଣ୍ଡ ବୋଲି > CP,- DCP କହିବାକୁ ,ଯାଉଛନ୍ତି ? ସେ ତେବେ ଆଜି > ଆଉ କଣ କହିବାକୁ ଯାଈ ଏ କଥା , ( ମଦ ଖାଇବା କଥା) କହିବାକୁ ଯାଉଛନ୍ତି?
@healthylifewithorganic4536
@healthylifewithorganic4536 Ай бұрын
Kindly request transfer and oppint new police Staffs in major police stations
@SeemaMallick-z6s
@SeemaMallick-z6s Ай бұрын
ଖାଲି ଭରତ ପୁର୍ ଥାନା ରେ ନୁହେଁ ଅନେକ ଥାନା ରେ ପୋଲିସ୍ ଗୁଡ଼ ଉଦ୍ଧତ ହେଇଗଲାଣି । ପୋଲିସ୍ ଗୁଡ଼ ଚୋର ସବୁ ପୋଲିସ୍ ନୁହେଁ କେତେ ଗୁଡ଼ିଏ ଅଯୋଗ୍ୟ ପୋଲିସ୍। ମୋର ନିଜ ଅଙ୍ଗେ ଲିଭା ଅନୁଭୂତି ନିଆଳି ଥାନାର ଅଫିସର ଜଗନ୍ନାଥ ପାଣିଗ୍ରାହୀ ଙ୍କ ପାଖ କୁ ମୁ ଆଉ ମୋ ବାପା ଜଣେ ବ୍ୟକ୍ତି ଜବରଦସ୍ତି ଆମ ଜମି ରେ ପସି ଗଛ ହାଣିଲା , ମୋ ମା ଙ୍କୁ ଅଭଦ୍ର ଭାଷା ରେ ଗାଳି କଲା ମାରିବାକୁ ବି ଠେଙ୍ଗା ବଡି ଉଚେଇଲା ମୁ ପ୍ରତିବାଦ କରିବାରୁ ମତେ ମାରଣାସ୍ତ୍ର ଧରି ଆସିଲା ମାରିବାକୁ ୮ଦିନ ପରେ ତା ବାପ ମରିଗଲା । ସେ ଗୁଣିଗାରେଡି ସନ୍ଦେହ କରି ଆମ ପରିବାର କୁ ହଣିକି ମାରିବ କୁ ଧମକ ଦେଲା ଆମେ ଥାନା କୁ ଗଲୁ FIR delu ହେଲେ ନିଆଳି ଥାନାର ଅଫିସର ଜଗନ୍ନାଥ ପାଣିଗ୍ରାହୀ ସାର୍ ଆମ କଥା ଶୁଣିଲେନି ବିନା ଦୋଷ ରେ ମୋ ପାପାଙ୍କୁ ଚୌଦ୍ଵାର ଜେଲ ରେ ମଡର୍ କେସ ରେ ପୁରେଇଦେବି ବୋଲି ଧମକ ଦେଲେ। ମୋ ବାପାଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କଲେ ମୁ ଘଟଣା କଣ ହେଇଛି କହିବାରୁ ମତେ ପୁରା 4 ,5 ଜଣ ପୋଲିସ୍ ମତେ ଢମକେଇ କି ପାଟି କଲେ ଆଉ ଲେଡ଼ିସ ପୋଲିସ ଲଗେଇ ମାଡ ମାରିବେ ବୋଲି ଡରେଇଲେ । ଜଗନ୍ନାଥ ପାଣିଗ୍ରାହୀ ସାର୍ ଆପଣ ଥାନା କୁ ଆପଣଙ୍କ ଡ୍ରଇଂ ରୁମ୍ ବା ଖଟି ଆଡ଼ା ଭାବୁଥିଲେ କି ଆଉ ଆଇନ କୁ ଆପଣଙ୍କ ଡ଼ାୟେରୀର ମନଇଛା କବିତା ଭାବୁଥିଲେ ଯାହା ଇଚ୍ଛା ଟା କହିଯିବେ? ଆପଣ ପୋଲିସ ଚାକିରୀ ପାଇ written test ରେ କେତେ slangs ଲେଖିଲି ପାସ କରିଥିଲେ ? କଣ କହୁଥିଲେ ମତେ ତୋ କେଶ ରୁ କିଛି ମିଳିବ ? କାଇଁ ତମ କୁ ଦରମା ମିଳୁନି କି ଏତେ ଭିକ ମଗୁଛ ଗରିବ ଲୋକ ଙ୍କୁ ? ତମ ପରିବାର ର ଶିକ୍ଷା ଦିକ୍ଷା କଣ ଏଇଟା ଅଭଦ୍ର ଭାଷା ରେ ବିଚାର ନ୍ୟାୟ ଆଶାରେ ଆସିଥିବା ବୁଢ଼ା ଲୋକ କୁ ଗାଳି କରିବା ? ଆଇନ କୁ ନିଜ ବାପା ପ୍ୟାକେଟ ର କଲମ ଭାବୁଥିଲକି ପାଣିଗ୍ରାହୀ ସର୍ ମନଇଚ୍ଛା ଖେଳିବ ? କେତେ ଲାଞ୍ଚ ନେଇଥିଲା କେସ କୁ ଆପସ୍ ସମାଧାନ କରିବାକୁ ଜୋର୍ ଜବରଦସ୍ତ ବାଧ୍ୟ କଲ ? ସମସ୍ତ ଙ୍କ ମା ଙ୍କୁ ନେଇ ଆପଣ ଗାଳି କରିବେ ? ମୋ ବାପା ଙ୍କୁ କହିବେ ମାଘିଁୟା, ବାଣ୍ଡ ପେଳ କହିବେ ? ତମେ ପୋଲିସ ନା କଣ ଆପଣ ନିଜେ କୁହନ୍ତୁ ?
@prafulladash6726
@prafulladash6726 Ай бұрын
Se DCP ku Aga Bandha.Hari.Pani ku Witness Kara..SuryaMani Babunka Tharu Adv8ice Nia Jau.
@Flexify007
@Flexify007 Ай бұрын
We demand CBI enquiry
@sulagnanarayanmishra9514
@sulagnanarayanmishra9514 Ай бұрын
Cp&Dcp should suspended
@healtydiatary6588
@healtydiatary6588 Ай бұрын
Dcp nku suspent kata jau job ru
@mahadevsahu4082
@mahadevsahu4082 Ай бұрын
ଡି ସି ପି ଙ୍କ ପତ୍ନୀକୁ ଉଲଗ୍ନ କରି ରାଜରାସ୍ତାରେ ବୁଲାଇବା ଉଚିତ୍।।
@sarojmohanty1617
@sarojmohanty1617 Ай бұрын
Action should also be taken against the DCP to give false annd fabricated statement to media.
@basantibalapanigrahi5289
@basantibalapanigrahi5289 Ай бұрын
Sir now you have to do. Now it is not time to wait suspension is not punishment
@mrstudent007b
@mrstudent007b Ай бұрын
Se constable ku jodi kothoro dondo jia jibaro ghosona korajae tahele se sata kotha sobu kohidebo
@pravatsethy8647
@pravatsethy8647 Ай бұрын
ବିଜେଡି ରୁ ବିଜେପି ପରିବର୍ତନ ହେଇଛି ତେଣୁ ଇଏ ସରକାର ଇମିତି କାମ ହେବ
@devidhamaka7695
@devidhamaka7695 Ай бұрын
ପୋଲିସ କମଶନରଙ୍କୁ ମଧ୍ୟ ବହିସ୍କାର କରା ଗଲେ ସବୁ ଠିକ୍ ହେବ
@basantibalapanigrahi5289
@basantibalapanigrahi5289 Ай бұрын
Police knows the guilty persons.
@biswambarnathpanda4605
@biswambarnathpanda4605 Ай бұрын
No dress code for police. ରାତିରେ କରା କରି ହେବେ ସେମାନେ। ଶବୁ Police stationରେ ହଉଚି, ଆଉ ହବ। ତାଙ୍କରବି ରାତିରେ ଇଛା ହେଉଛି
@bishwaranjanpanigrahi6617
@bishwaranjanpanigrahi6617 Ай бұрын
All the police staff including DM in all the district are same efficiency
@BijaykumarBanara
@BijaykumarBanara Ай бұрын
ଜାର ପଡା ଜେଲ୍ ହେବା ଦରକର।
@Loki-pg7jr
@Loki-pg7jr Ай бұрын
CP & DCP should give resignation
@FAKIRJENA-du2zs
@FAKIRJENA-du2zs Ай бұрын
ପାଣ୍ଡୁ ନବୀନ ଯୋଡ଼ି ଯାହା ମୋହନ ସରକାର ଯଦି ତାହା କଂଗ୍ରେସ୍ ଗ୍ୟାରେଣ୍ଟି ଦବକି ଏହି ଦୁଇ ଡହରା ଦଳକୁ ଧରିବ ଆଗାମୀ ନିର୍ବାଚନରେ?
@kaliamaninaik6865
@kaliamaninaik6865 Ай бұрын
ଦେଶ ବା ରାଜ୍ୟ ର ନେଚର ଖରାପ କରୁଥିବା ଲୋକଙ୍କୁ ଉଚିତ୍ ଦଣ୍ଡ ର ବ୍ୟବସ୍ଥା ହେବାର ଅଛି 😂
@rameswarsahu3646
@rameswarsahu3646 Ай бұрын
ଫାଶୀ ଦିଆଯାଉ
@BabulaBenya-w3w
@BabulaBenya-w3w Ай бұрын
CBI please cp
@nabakishoredehury6062
@nabakishoredehury6062 Ай бұрын
Go ahead All Social welfare association
@prakashpatra3588
@prakashpatra3588 Ай бұрын
DCP nare case karaju
@jubedalabehera.
@jubedalabehera. Ай бұрын
ପେଟୁଆ ପୋଲିସ ଚୋର ଶଳା 😢😮😮
@shankarsanbehera1004
@shankarsanbehera1004 Ай бұрын
Jadi sara bharat barsare vote hue police vs Army tebe samaste army ku vote debe , karan police wala nijara parichaya nije semiti karichanti , police department ku bandh karajau , ebam sabu thanare army ku requirement karajau 🙏🙏🙏🙏🙏🙏🙏🙏
@basantibalapanigrahi5289
@basantibalapanigrahi5289 Ай бұрын
Arrest these officers
@bauribandhusahoo2167
@bauribandhusahoo2167 Ай бұрын
Mohanbabu Apananka police Navinanka adhinare. Dayakari gadita Navinbabunku pherai diantu.
@niranjanpanda8574
@niranjanpanda8574 Ай бұрын
ମୋହନ ସରକାର ଚୁପ କଣ ଲାଗି?
@GaneshJena-mr1hf
@GaneshJena-mr1hf Ай бұрын
ଆଉ କେତେ ଦିନ ଏମିତି ଚାଲିବ ।
@healtydiatary6588
@healtydiatary6588 Ай бұрын
Police station re juali,drinker nkar asa place odisha police station
@madhusudandas2630
@madhusudandas2630 Ай бұрын
ଓଡ଼ିଆ ଅସ୍ମିତା ଆଜି ଭୟବହତା ବର୍ବରତା, ବର୍ବରଚିତ ପରିସ୍ଥିତିରେ ଭୟଭୀତ ହୋଇ ପଡିଛି।
@manojdash7558
@manojdash7558 Ай бұрын
Right, this is a lesson..
@akshyakumar473
@akshyakumar473 Ай бұрын
Mr Pujari, refrain from blame game. do your duty now.
@kunaldancefitness01
@kunaldancefitness01 Ай бұрын
ONLY TRUST CBI
@bhupeshmahanta2386
@bhupeshmahanta2386 Ай бұрын
Cp ku Nighty pidhantu
@thecommonman5169
@thecommonman5169 Ай бұрын
The truth will reveal itself....
@ankurabehera1483
@ankurabehera1483 Ай бұрын
Right action should be taken
@gobindachandrajena4560
@gobindachandrajena4560 Ай бұрын
Aitaku bata bana karibaku chanhuchi Odisha police
@FAKIRJENA-du2zs
@FAKIRJENA-du2zs Ай бұрын
ଆରେ ଭାଇ ମାଝି ସରକାର ପାଜି ସରକାର ପାଲଟିଗଲା କି ?
@bhupeshmahanta2386
@bhupeshmahanta2386 Ай бұрын
Dcp ku Homgard padare rakha
@bidhunayak3566
@bidhunayak3566 Ай бұрын
Police dg masikya bati neuthila seuthi pai iic ku ghodai rakhi chhanti
@nabakishorebarik24
@nabakishorebarik24 Ай бұрын
DCP prateek is equally culpable for giving false information in the public before investigation
@dream15catcher
@dream15catcher Ай бұрын
Thik katha 👍
@RajatkumarBoxi
@RajatkumarBoxi Ай бұрын
They are advice to go SDJM Court
@jaykrishnadas1274
@jaykrishnadas1274 Ай бұрын
C B I ତଦନ୍ତ କରାଯାଉ ଏବଂ ତୁରନ୍ତ ଆରେଷ୍ଟ କରାଯାଉ ଖାଲି ସସପେଣ୍ଡ କରିଦେଲେ ହେବନାହିଁ ତାଙ୍କୁ ଇନ୍କାଉଟ କରିବା ଦରକାର
@amiyakumarmohanty7518
@amiyakumarmohanty7518 Ай бұрын
DCP has no regard to Indian Army
@ManasharanjanJena-s8z
@ManasharanjanJena-s8z Ай бұрын
Athiru anuman rood romiya mananku surakhya policimane dae achanti
@pradeepkumarsinha803
@pradeepkumarsinha803 Ай бұрын
କି ଗୁଣ ଗାଇବି ଖଜୁରି ଗଛର ମୂଳରୁ ପାହାଚ ପାହାଚ..
@biswajittiria1998
@biswajittiria1998 Ай бұрын
ajikali ta sabu jagare cctv lageibe hele kamo karenii .kouti pain cctv lagauchanti
@amiyakumarmohanty7518
@amiyakumarmohanty7518 Ай бұрын
DCP is main culprit. Organising corrupt team to collect fund
@rajendranayak3009
@rajendranayak3009 Ай бұрын
ପୋଲିସକୁ ଜେଲେପଟଯାଅ
@Flexify007
@Flexify007 Ай бұрын
DCP ku arrest kara....manisha kahibaku b jogya nuhna....chi
@nabakishoredehury6062
@nabakishoredehury6062 Ай бұрын
Nabin is one of the culprit who is encouraged this type of activities
@ranjitjyotiranjanbiswal9579
@ranjitjyotiranjanbiswal9579 Ай бұрын
Suspension is only eye wash by police Department.
@pravatsingh2819
@pravatsingh2819 Ай бұрын
Thanks to media and High Court for exposing Odisha Police
@GourangaDey-z9q
@GourangaDey-z9q Ай бұрын
DCP jugu a sabu police sahas pauchanti.service ru bahisker Karajau
@Dr.Er.NiranjanPandaFIEDHMSetc.
@Dr.Er.NiranjanPandaFIEDHMSetc. Ай бұрын
It is a very serious matter . CBI enquiry needed .
@mragrncy9144
@mragrncy9144 Ай бұрын
Suspension is not a punishment. It is a eyewash only.
@skmstorywriter6400
@skmstorywriter6400 Ай бұрын
Dcp, SP ଓଡ଼ିଶାରେ ଏ ମାନେ ଗୋଟେ ଗୋଟେ କଳଙ୍କ, ଅନେକ ଘଟଣା ଦେଖ, ଏ ଅଯୋଗ୍ୟ ମାନେ ଯୋଗ୍ୟ ନୁହ ଜବ କରିବା ପାଇଁ,
@NityanandaSahoo-ny1ko
@NityanandaSahoo-ny1ko Ай бұрын
ସରକାରଙ୍କୁ ଅନୁରୋଧ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ବନ୍ଦ କରି ଜୁଡ଼ିସିଆରୀ ବା CBI ତଦନ୍ତ କରନ୍ତୁ
@rabindramohanty3981
@rabindramohanty3981 Ай бұрын
Mohan govt 's performance is not at all satisfactory ,no action on corrupt officers
@saratrout2218
@saratrout2218 Ай бұрын
Dismiss from service
@umeshrana7960
@umeshrana7960 Ай бұрын
DCP Bhala Gapa kahi paruchanty nonsense DCP
@SukantiDas-lr7gk
@SukantiDas-lr7gk Ай бұрын
Officer tank bdhbi chihan achi police Bala police Bali tanka chihan dekhantu
@GaneswarRout-f9e
@GaneswarRout-f9e Ай бұрын
Such type of conscious women should come foward in more in numbers with positive attitude for social changes. The Medias and intellectuals should raise voice to bring effective changes in the society. Thanks and regards Ganeswar Rout.
@gajendrapatel960
@gajendrapatel960 Ай бұрын
Dgp cp police dosi
Human vs Jet Engine
00:19
MrBeast
Рет қаралды 195 МЛН
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 135 МЛН
They Chose Kindness Over Abuse in Their Team #shorts
00:20
I migliori trucchetti di Fabiosa
Рет қаралды 11 МЛН
ЛУЧШИЙ ФОКУС + секрет! #shorts
00:12
Роман Magic
Рет қаралды 28 МЛН
Pakistan need 14 runs from 11 balls against india |  2004 | WHO GONNA WIN
12:30
Master Class Cricket_IN
Рет қаралды 43 МЛН
Human vs Jet Engine
00:19
MrBeast
Рет қаралды 195 МЛН