ବହୁତ କିଛି ଲୁଚାଉଛି ସରକାର! ୨୪ବର୍ଷର କେଳେଙ୍କାରୀ ହେବ କି ଖୋଳତାଡ? | ତେରଛା ବାଣ | Terachha Baana

  Рет қаралды 17,253

Terachha Baana

Terachha Baana

Күн бұрын

Пікірлер: 93
@hsinformationandvlogs8057
@hsinformationandvlogs8057 2 ай бұрын
Bjp ସରକାର ଠିକ୍ ଅଛି... 2 ମାସ ହୋଇଛି... କିଛି ଦିନ ଅପେକ୍ଷା କର ସବୁ ଠିକ ହୋଇ ଯିବ
@maheswarparihari5189
@maheswarparihari5189 2 ай бұрын
ପ୍ରମିଳା ମଲ୍ଲିକ ବନ୍ଧା ହେବାକୁ ଚାହୁଁଛି ସରକାର ଲୁଚାଉଚନ୍ତି ,ଶୀଘ୍ର ବନ୍ଧିପକାନ୍ତୁ ସେ madam ବୋଧେ ଚାହୁଛନ୍ତି । ନହେଲେ ପାଣ୍ଡିଆ କୁ ନ ବାନ୍ଧି ଲୁଚାଉଚନ୍ତି ।
@balabhadramahanty5466
@balabhadramahanty5466 2 ай бұрын
୭୦୦ ଶହ କୋଟି ର ଡାଲି କୋଉଠି ଲୁଚାଇ ଛନ୍ତି ।
@jayaramasahoo7106
@jayaramasahoo7106 2 ай бұрын
ମୋହନ ମାଝୀ ଉପର ନିର୍ଦ୍ଧେଶ ଅନୁଯାଇ ଆସ୍ତେ ଆସ୍ତେ ଯାଉଛି, ଅପେକ୍ଷା କର
@rabindranathjena6052
@rabindranathjena6052 2 ай бұрын
ଖୋଳତାଡ଼ ହେବା ନିହାତି ଦରକାର !!
@technogeek8006
@technogeek8006 2 ай бұрын
Nabin abhadhra sarkar
@reenapatra6714
@reenapatra6714 2 ай бұрын
Take action against bjd
@technogeek8006
@technogeek8006 2 ай бұрын
Pramila gokhuni
@sudhirsahoo7942
@sudhirsahoo7942 2 ай бұрын
Dali chorani pramila mallick
@santoshsahoo2727
@santoshsahoo2727 2 ай бұрын
BJP should be take immediate action.
@technogeek8006
@technogeek8006 2 ай бұрын
Bjp bhadra good
@sudamcharanhaiburu5327
@sudamcharanhaiburu5327 2 ай бұрын
ମହାଶୟ , ଆପଣ ବହୁତ କମେଣ୍ଡ ଦେଲେ ଧନ୍ୟବାଦ ଜଣାଉଛୁ।
@subrataran
@subrataran 2 ай бұрын
ନବୀନ ଓ ତାଙ୍କ ସରକାର ଓଡ଼ିଆ ଙ୍କୁ ଭୋକୁଆ ବ ନାଇ ବହୁତ୍ ଶୋଷଣ କରି ଛନ୍ତି
@padmanavsahoo8432
@padmanavsahoo8432 2 ай бұрын
କଥା କଣ କି ମୋହନ ସରକାର କେନ୍ଦ୍ର ନେତୃତ୍ୱ ଙ୍କ ଇସାରା କୁ ଅପେକ୍ଷା କରିଛନ୍ତି ଏଣୁ କାର୍ଯ୍ୟାନୁଷ୍ଠାନ ରେ ଡେରି ହେଉଛି l ଖାଲି ପାଣ୍ଡିଆନ ସଙ୍ଗରେ ଥିବା ଆଉ ଦୁଇ ତିନି ଙ୍କ ବିରୁଦ୍ଧରେ ଇଡି କିମ୍ବା ସିବିଆଇ ଲଗେଇ ଦେଲେ ସବୁ ସାବାର୍ଡ ହୋଇଯିବେ l କଥାରେ ଅଛି ବିରାଡ଼ି ଅଣ ପୁରୁଷା ଦେଖି ମୂଷା କରମ କରୁଛି ବସି,ତା ନହେଲେ ପ୍ରମିଳା ମାଡାମ ଏପରି ବକ୍ତବ୍ୟ ଦିଅନ୍ତେ ?
@SarojMajhi-g6y
@SarojMajhi-g6y 2 ай бұрын
Dhanyabad.chuara.dali.khai.laj.lagibakathaau.kana.khaile.mana.santi.haba.
@sambalpurikahar9248
@sambalpurikahar9248 2 ай бұрын
ରାଇଟ୍
@ganeswarnayak6655
@ganeswarnayak6655 2 ай бұрын
Black rose DALI Sand water Black stone
@sanu3983
@sanu3983 2 ай бұрын
BJD ଏତେ ଗାଣ୍ଡିମାରିଛି ଯେ BJP ସରକାର ଶୁଣିଶୁଣି ପାଞ୍ଚବର୍ଷ କଟିଯିବ କିନ୍ତୁ BJD ର ଦୁର୍ନିତୀ ର କିଳାଙ୍କାରୀ କଥା ଶେଷ ହେବ ନାହିଁ । ୨୪ବର୍ଷରେ ବାଳ କମତି ଅୟିସ୍ କରିଛନ୍ତି ମାଗିହେ ରେଣ୍ଡୁଆ BJD ନେତାମାନେ, ଶଳା ସlରଥିଠାରୁ ମଧ୍ୟ ଏମାନେ ଆହୁରୀ danger ଆସାମୀ, ହେ ଭଗବାନ ଆମ ଓଡ଼ିଶାବାସୀ ମା ଭଉଣୀଙ୍କୁ ରକ୍ଷାକର ଏଇ BJD ରେଣ୍ଡୁଆ ନେତାଙ୍କ କବଳରୁ 15:54
@trilochanpatnaik6321
@trilochanpatnaik6321 2 ай бұрын
ବିରୋଧୀ ଦଳର ମୁଖ୍ୟ ସଚେତକ ଯାହା କହିଲେ ଠିକ୍। କାରଣ BJP ଦଳ ର ମୋହନ ସରକାର BJD ର ଚବିଶ ବର୍ଷ ରେ ହୋଇଥିବା ସବୁ ଦୁର୍ନୀତି କୁ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ନ ଆଣି ଲୁଚେଇ ରଖିଛି। ତେଣୁ ପ୍ରମିଳା ମଲ୍ଲିକ ଯାହା କହିଛନ୍ତି ତାହା ଠିକ୍।
@ajitkumarpanda6388
@ajitkumarpanda6388 2 ай бұрын
Bjd ଦଳ ର ନେତା ମାନଙ୍କ ପାଇଁ ଗୋଟିଏ କାମ ହବା ଦରକାର ED ଆଉ CBI ର ଚଢ଼ାଉ,,,,,,ସେ ସମୟ ରେ କରିଥିବା ଦୁର୍ନିତୀ ର ପର୍ଦ୍ଦାଫାଶ କରି ଜେଲ୍ କୁ ପଠାନ୍ତୁ,,,,ସେ ସମୟ ର ସରକାର ଙ୍କ ର ସବୁ କଥା କୁ ନ ଲୁଚେଇ କି ପ୍ରକାଶ କଲେ ସେମାନଙ୍କ ର ଚେତା ପଶିବ,,,,,,,,ଡେରି କରନାହିଁ,,,,
@NoDaddyIssues
@NoDaddyIssues 2 ай бұрын
କରିପାରିବନି ତାଙ୍କର ଵି ଭାଗିଦାରୀ
@sukantabehera1284
@sukantabehera1284 2 ай бұрын
ଚୋରକଂ ମୁଁ ହ ଭାରିଟାଣ ସେ ତ ନିଜେ ଡାଲି ଚୋରଣି ।ଆଉ ଅନ୍ୟ ମାନେ ଜଣେ ଜଣେ ହିନପ୍ରକୄତି ଓ ରାଜ୍ୟ ଚୋର। ସେମାନଙ୍କ ବିରୋଧରେ ଏ ଯାଏଁ ସିବିଆଇ ଇଡି ନ ଲାଗୁନାହିଁ କାହିଁକି? ଏ ସରକାରଙ୍କ ଶାସନ ଦୁର୍ବଳତା ଅଛି ନା କଶ ?
@hariharnayak9999
@hariharnayak9999 2 ай бұрын
ଅରବିନ୍ଦ ପାଢି ନୁହଁ ଅରବିନ୍ଦ ଅଗ୍ରୱାଲ duplicate ଚାବି କଥା ଉଠାଇଥିଲେ
@baijnathagrawal3099
@baijnathagrawal3099 2 ай бұрын
Right
@ramakantabag1494
@ramakantabag1494 2 ай бұрын
ମୁଇ ତ କହୁଛେ ଯଦି ବିଜେପି ରେ ନବ ନିର୍ବାଚିତ MP MLA MANTRI ମୁଖ୍ୟମନ୍ତ୍ରୀ ଯଦି ବାପାର ଛୁଆ ବଇଲେ ବିଜେଡି MP MLA MANTRI ସବକୁ ଜେଲ ରେ ଭରି ଦିଅ ବିଜେଡି ଵାଲା ସବୁ ପାଗଳ ହେଇ ଗଲେ ନ
@chakradharsahoo3684
@chakradharsahoo3684 2 ай бұрын
Thanks for reminding the government all important aspects.
@sewanayak945
@sewanayak945 2 ай бұрын
ଆଉ କଣ ବାଳ ଅଛିଯେ ସିନିପାମ୍ପୁଡ଼ି ଖାଇବ ଲେଖା ଛିଡ଼ିଗଲା ଏବେ ଓଡିଶାବାସୀଙ୍କୁ ଲୁଟ 👍😜
@dwarikanath1958
@dwarikanath1958 2 ай бұрын
As BJP not got Rajya sabha majority BJP supports to BJD.
@kajalbrahma3822
@kajalbrahma3822 2 ай бұрын
Really great sir for ur collection
@technogeek8006
@technogeek8006 2 ай бұрын
Nabin nisaa chori dari arajakata kala sasana atakaraj chalae thila
@chittaranjansatapathy1589
@chittaranjansatapathy1589 2 ай бұрын
Naveen Sarkar jou kusuma, bale 2 karichanti aau khani khadan khaichhanti Hon'ble CM. eha upare & Pandian nka upare step nau nahanti kahinki.
@matrukrupa2024
@matrukrupa2024 2 ай бұрын
ଯେଉଁ ନେତା ନେତ୍ରୀ ମାନେ ବିଧାୟକ ଏ ମ ପ ଆଦି ସଦସ୍ୟ ରାଜ୍ୟ ଦେଶ ର ମଙ୍ଗଳ ପାଇଁ ସେବକ ସାଜନ୍ତି । ଏମାନେ ଟିକେଟ ପାଆନ୍ତି କେଉଁ ଗୁଣ ପଣରେ?କେବଳ ସିନା କୋଟି କୋଟି ଟଙ୍କା ଲାଞ୍ଚ ଦେଇ । ବର୍ତ୍ତମାନ ଯଦି ଟିକେଟ ଆଶାୟୀ ସେମାନେ ହୁଅନ୍ତି ବଣର ପଶୁ ମଧ୍ୟ ଭୋଟର ମାନଙ୍କୁ କାମୁଡି ଗୋଡାଇବେ ।
@nimaidasmohapatra1090
@nimaidasmohapatra1090 2 ай бұрын
BJD. Odisha Saff.
@jagannathmishra5300
@jagannathmishra5300 2 ай бұрын
କିଛି ହେଲା ଭଳି ଲାଗୁନି। ଏ ସରକାର ପୁରା ବଦନାମ ହେବେ। ନାମ କୀର୍ତ୍ତନ କରିବା ଟା ନିଶ୍ଚିନ୍ତ।
@aksahoo346
@aksahoo346 2 ай бұрын
Dali durniti ra tadanta heunahi cbi dwara boli Dali chorani ra pati Banda hoijanta kendra bjp odisa bjp atharba sarakar boli semane vad vad heuchanti
@GopalBag-e6h
@GopalBag-e6h 2 ай бұрын
Thanx
@surendramarndi8481
@surendramarndi8481 2 ай бұрын
ମ ହିସାବରେ ମୋହନ ବି ଭଲ ଇୟେତ ମାସେ ହେଈଛି ଛୋ ମାସ ପ୍ରଯନ୍ତ ଦେଖିବା କଣ କରୁଛି ତାପରେ କହିବା ମୋହନ ମାଝୀ ଖରାପ ବୋଲି ଛୋ ମାସ ହୋଉ ତାପରେ କହ
@niranjanmalik-jm1px
@niranjanmalik-jm1px 2 ай бұрын
Thanks
@alekhkumarmohanty1073
@alekhkumarmohanty1073 2 ай бұрын
If the present BJP government donot take any action against the corruption and misdeeds of previous government on the behest of central leaders then BJP in Odisha will be wiped out . ସାଧୁ ସାବଧାନ।
@rabindrakumarpradhan1287
@rabindrakumarpradhan1287 2 ай бұрын
Kichhi hebani,karana sabu eka.
@manasdalai4028
@manasdalai4028 2 ай бұрын
ନବୀନ ର ପୁରା ପରିବାର Christian. ନବୀନ ସାରା ଓଡ଼ିଶାକୁ Christian କରିବାକୁ ଚାହୁଁଥିଲେ
@chittaranjankar7615
@chittaranjankar7615 2 ай бұрын
ଲାଗୁଛି ଏଇଟା ବିଜେପିର ଆରମ୍ଭ ଆଉ ଶେଷ.
@gangadhardash3430
@gangadhardash3430 2 ай бұрын
🎉
@pramodjena2534
@pramodjena2534 2 ай бұрын
Dali chorani
@RanjanBeura-h5z
@RanjanBeura-h5z 2 ай бұрын
ଅପେକ୍ଷା କର ଜୁମଲା ଦଳ ପଂଚାୟତ ଇଲେକ୍ସନ କୁ
@harekrushnaparida7161
@harekrushnaparida7161 2 ай бұрын
Tadiba😂
@swarnamohanty3121
@swarnamohanty3121 2 ай бұрын
Mahalinga CM hebaku jogya .
@sarojkumarmohanty6139
@sarojkumarmohanty6139 2 ай бұрын
BJP tharu Odisha basi jaha chhun thile huata kicchi bi hebanahin , CM nkra nijaswa kichhi karibara adhikar nahin ,Kendra ru Modi Babu jemiti Remote Control karibe Odishare seita heba ,Amiti sasan Kariba Sambhab nuhen ,Modi ji nka agare Ambani ,au Adani bada ,Kendrare chakiria gosthinku Modiji OlD Pension babadare bahut Dhaka deichanti ,Dekhajau Odishare CM sir Old pension babadare Kan ghosana karibe ?
@sangrammohanty4026
@sangrammohanty4026 2 ай бұрын
ମୋହନ ମାଝୀଙ୍କ ମୁହଁ ଇସ୍ପାତ କିନ୍ତୁ ବଜଦ ସରକାରର ଦୁର୍ନୀତି ର ତଦନ୍ତ ଭାର ସିବିଆଇ କୁ ଦେବା ବେଳକୁ ପଛ ସନ୍ନିପାତ। ଓଡ଼ିଶାବାସୀ ଏହା ବୁଝି ଗଲେଣି ଯେ ଭୁକିଲା କୁକୁର କାମୁଡେ ନାହିଁ କି ଗରଜିଲା ମେଘ ବରଷେ ନାହିଁ।
@harihardhal1974
@harihardhal1974 2 ай бұрын
Tu dali chori karibu
@babulibehera3750
@babulibehera3750 2 ай бұрын
Jay sri Jagannath Dali duniti karichhi Kia pramila mam kahibe ki
@ManojPradhan-uv6fg
@ManojPradhan-uv6fg 2 ай бұрын
ଖଲଖଲ ଛଲଛଲ ବଲବଲ ବେହିଆ ନିରଞ୍ଜନ ପୂଜାରୀ 🤣🤣🤣🤣
@santoshbiswal6256
@santoshbiswal6256 2 ай бұрын
Pramila pageli heijaichi
@purnachandranaak720
@purnachandranaak720 2 ай бұрын
Yes,I agree with Pramila mam.Why everything is hidden by Mohan govt ?perhaps Mohan govt.is a shareholder of those corruption.
@laxmidharnayak4191
@laxmidharnayak4191 2 ай бұрын
ସବୁ ଲୁଚାଇବା ପାଇଁ ଏ ସରକାର ଗଢା ଯାଇଛି। କିଛି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ରିମୋଟ ପରିଚାଳିତ ସରକାର। ରାଜ୍ୟ ସଭା ପାଇଁ ସବୁ ଚପି ଯିବ। ଜୟ ନାରାୟଣ ଙ୍କ ପରି ଦୃଢ଼ ନେତୃତ୍ୱ କୁ ବାହାରେ ରଖାଯାଇଛି । ସଲାସୁତୁରାରେ ସବୁ ଚାଲିଛି। ଲୋକେ ସବୁ ଅନୁଭବ କଲେଣି। ଖୁବ୍ ଶୀଘ୍ର ଜବାବ ଦେବେ। ଜଣେ ଓଡ଼ିଆ ମନ୍ତ୍ରୀ ଦିଲ୍ଲୀ ରେ ସବୁ କରୁଛନ୍ତ। ଧନ୍ୟବାଦ ନମସ୍କାର।
@agoodcitizen-b3o
@agoodcitizen-b3o 2 ай бұрын
Good suggestion govt should do accordingly
@prananathpati9976
@prananathpati9976 2 ай бұрын
ମୋହନ ମାଝି ବିଜେଡିରୁ ମୋଟା ଟଙ୍କା ନେଇଛି କି? ସିବିଆଇ ତଦନ୍ତ କରୁନି କାହିଁକି? କେବେ ତଦନ୍ତ ହେବ?
@SitaramPattanayak
@SitaramPattanayak 2 ай бұрын
Ɓeimanmankuçbìķudèbakàthasarakartankusighracbilagantu
@sukantabaliarsingh9769
@sukantabaliarsingh9769 2 ай бұрын
ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ପାଇଁ ୨ୟ କଳା ପାହାଡ଼।
@ranjanmuduli7007
@ranjanmuduli7007 2 ай бұрын
କଳା ପାହାଡ଼ ର ସର୍ଦ୍ଦାର
@sabitasahoo9419
@sabitasahoo9419 2 ай бұрын
Kan asu asu sabu karidebe.Tapare tama hela birodhi dala . Se kahinki tama aware tanka plan bizarre sabu kahibe.
@Manoranjansahoo34680
@Manoranjansahoo34680 2 ай бұрын
👌👌🏿👌🏿👌
@sabitasahoo9419
@sabitasahoo9419 2 ай бұрын
Thank you,​@@Manoranjansahoo34680
@kamallochannayak9660
@kamallochannayak9660 2 ай бұрын
CM Mahon Sir,Sabu Durniti Phardapash Karuntu,Bhay Karantu Nahin.Nachet Next Election Re Ghatare Padibe
@mr.ashok678
@mr.ashok678 2 ай бұрын
Kichi habani agyana.Sabu gote bhadira para.Ame sabu murkha vote dei kala bala hauchu.
@RamakrushanTripathy
@RamakrushanTripathy 2 ай бұрын
CBI lagajau
@Rosie205
@Rosie205 2 ай бұрын
Mohan Sarkar besi dina lasting karila bhali laguni
@dasharathiroutray7176
@dasharathiroutray7176 2 ай бұрын
Frustrated bjd talking absurd. People want action and result from BJP , no talking
@vijyMallick-bz6pe
@vijyMallick-bz6pe 2 ай бұрын
Nabeen odisha basi nku chakiri dabata durakha bhala chasi tya karibabi ajogya sabit hoichhanti
@satyabratatripathy7025
@satyabratatripathy7025 2 ай бұрын
Ama vitare kichhi achhi ki 😎😎😎😎😎😎😎😎😎😎😎😎😎😎💀💀💀💀💀💀💀💀💀💀💀💀💀💀💀💀😂😂😂😂😂😂😂Mohan babu ???????
@kamallochannayak9660
@kamallochannayak9660 2 ай бұрын
Dali Charuni Ebe Bahubali Bidayika Nuan .Dhik Chhi .
@AjayaMuduli-l5b
@AjayaMuduli-l5b 2 ай бұрын
Kanduruni Dali chorani pachhakatha bhuligalani
@birabarswain6458
@birabarswain6458 2 ай бұрын
Sugara mili suta kala pepara mili asabu Banda yaku lucheeí chhanti
@ParabirPanda-to3rh
@ParabirPanda-to3rh 2 ай бұрын
The new administration is on slow and inactive mode.
@bhubaneswarsamantaray7936
@bhubaneswarsamantaray7936 2 ай бұрын
Se title Jane Dali choranka BJD Mantri. Jaha semester Janaki.Aau lucrative kana.
@sikandardas8002
@sikandardas8002 2 ай бұрын
Dali durnity kaba
@kanjiaranjitkumar3824
@kanjiaranjitkumar3824 2 ай бұрын
Pramila. Madam. Anka. Oddisha. Pain. Besi. Premalila. Chalichita. Kahuchhanti
@Mishkasgarden
@Mishkasgarden 2 ай бұрын
APANA JETE SATYA SAMNA KU ANILE MADHYAN ODISHA LOKA BJP SARKAR KU JANI SARI LENI MOHAN MAJHI JANE SATYA BAN O PRATI SRUTI PALANA PURUSHA, ENU BJP AGAMI POURA O PANCHAYAT NIRBACHANA RE BIPULA SANKHYARE BALA PAIBA, HAIR HAIR,,,,
@Mishkasgarden
@Mishkasgarden 2 ай бұрын
KHALA KHALA BJP HAUCHI PANI BHALIA BIDA HABA
@nilamanisethi9211
@nilamanisethi9211 2 ай бұрын
Tumar tarjamma b j d birodhi mantaby
@FakiraDas-d4j
@FakiraDas-d4j 2 ай бұрын
Jep ta Abe asila sabu parda fash hab
@FakiraDas-d4j
@FakiraDas-d4j 2 ай бұрын
Besta huatuni Babu padafas hab sabu dhara padilani sabu tadanta hab
@RaghuSethi
@RaghuSethi 2 ай бұрын
ନବୀନ୍ ବାବୁ ଆପଣ ଙ୍କୁ ଅଶେଷ ଧନ୍ଯବାଦ
@shadananmeher
@shadananmeher 2 ай бұрын
ସୁର ରାଉତରାୟ ବିଷୟରେ କୁହନ୍ତୁ #madhosingh
@kailashswain6790
@kailashswain6790 2 ай бұрын
Thanks
@bimalkumarray4369
@bimalkumarray4369 2 ай бұрын
THANKS
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 27 МЛН
Всё пошло не по плану 😮
00:36
Miracle
Рет қаралды 1,8 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 19 МЛН
DID A VAMPIRE BECOME A DOG FOR A HUMAN? 😳😳😳
00:56
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 27 МЛН