No video

bharat ka amrit kalash

  Рет қаралды 831,725

Secret Kalakar

Secret Kalakar

Күн бұрын

bharat ka amrit kalash ‪@SecretKalakar‬
Singer : Barnali Hota

Пікірлер: 1 700
@priyadarsinisahoo6932
@priyadarsinisahoo6932 2 ай бұрын
ଆଧୁନିକତା ଆଳ ରେ ଲୁପ୍ତ ପ୍ରାୟ ଓଡ଼ିଆ ଜାତି ର ଏହି ମହାନ୍ କାଳଜୟୀ ରଚନା କୁ ନୂଆ ରୂପରେ ନୂଆ ଉନ୍ମାଦ ରେ ଗାଇ ଥିବାରୁ ଧନ୍ୟବାଦ୍। ସତରେ Goosebumps ଆସିଗଲା
@GuptewsariPujari
@GuptewsariPujari 2 ай бұрын
❤❤❤❤
@SKPbadminton
@SKPbadminton 2 ай бұрын
Yes bro
@suchismitabedamatta95
@suchismitabedamatta95 2 ай бұрын
Excellent patriotic song. May God bless you
@user-on6vg5vb9p
@user-on6vg5vb9p 2 ай бұрын
kzbin.info/www/bejne/qnXRnH6BpNKqjtEfeature=shared
@user-on6vg5vb9p
@user-on6vg5vb9p 2 ай бұрын
Plz thare dekha ei link ku
@er.manassethy1809
@er.manassethy1809 2 ай бұрын
ରଜ Queen କୁ ଯାଉଥିବା ସୁନ୍ଦରୀ ମାନେ ଏଇ ଭିଡ଼ିଓ ଦେଖ ଆଉ କିଛି ଶିଖ proud feel💕 ହୁଏ ଓଡ଼ିଆ ବୋଲି..... ଧନ୍ୟ ତମେ ଭୋଉଣି..... 🙏
@Manas296
@Manas296 2 ай бұрын
You are right bro ❤️
@pallak9109
@pallak9109 Ай бұрын
Bhai apna kou kala re purno 😁 kahaku kichi kahiba agaru nijaku dekhantu🙏 sabubele jhia mananku target kariba band karantu 🙏 samastanka pakhare alga alga talent achi jie chinhi parila agaku gala nahele chuli funkila au puo pila pana dokan nahele auto rikshaw tanila
@bibeklifevlog
@bibeklifevlog Ай бұрын
Semane yara nakha ra Pani ku b saman hebeni
@MP4-u2l
@MP4-u2l 10 күн бұрын
🤣🤣🤣🤣🤣🤣🤣😂😂😂😂😂
@er.manassethy1809
@er.manassethy1809 9 күн бұрын
@@pallak9109 ହମ୍ମ ଯେ ଭୋଉଣୀ କିନ୍ତୁ ଯିଏ ନିଜ ଜିଲ୍ଲା ଦେଶ ଆଉ ରାଜଧାନୀ ନା କହି ନ ପାରନ୍ତି ରଜ queen ରେ ସେମାନେ ନିଜ ଓଜନ ରଜ queen ରେ ଯାଇ କମାଇଦିଅନ୍ତି ତା ଅପେକ୍ଷା ଚୁଲି ଫୁଙ୍କିଲେ ଘରେ କେହି ଦେଖିବେନି କି ଇଯତ ବି ଯିବନି ବୁଝିଲ
@swadhinkishorepati2889
@swadhinkishorepati2889 2 ай бұрын
ଏ ବିଶାଳ ମଞ୍ଚରେ ଆମ ଓଡ଼ିଆ ଅସ୍ମିତା କୁ ଉପସ୍ଥାପିତ କରିଥିବାରୁ ଏ ଭଉଣୀ ଙ୍କୁ ମୋର ଶତକୋଟି ବାର ନମନ🎉
@goutamkumarchand9611
@goutamkumarchand9611 2 ай бұрын
ସତରେ ଏହି ଗୀତ ଆମ ଓଡ଼ିଆ ଙ୍କୁ ଯେପରି ନୂଆ ରାହା ଦେଖାଇଲା 🙏🙏🙏
@rashmiranjan286
@rashmiranjan286 2 ай бұрын
❤❤❤❤
@haribolasahu5354
@haribolasahu5354 Ай бұрын
ବନ୍ଦେ ଉତ୍କଳଜନନୀ 🙏
@manaskumarnayak9511
@manaskumarnayak9511 2 ай бұрын
ଗୋଦାବରୀଶ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି କବିତା ସତରେ ସେ ଦିନ ଶୁପ୍ତପ୍ରାୟ ଓଡ଼ିଆ ଜାତିକୁ ଜାଗ୍ରତ କରିଥିଲା । ଆଉ ଆଜି ଆପଣଙ୍କ କଣ୍ଠରେ ଏହି କବିତା ସାର୍ଥକ ହେଇଗଲା । ପୂର୍ବର ମହାମନିଷୀ ମାନଙ୍କୁ ପ୍ରଣାମ । 🙏
@sandipmahana340
@sandipmahana340 2 ай бұрын
ବହୁତ ସୁନ୍ଦର
@nimaicharansaraf9181
@nimaicharansaraf9181 2 ай бұрын
Super ❤
@sambalpurdarshan6304
@sambalpurdarshan6304 2 ай бұрын
Right
@patelbabuofficial3061
@patelbabuofficial3061 2 ай бұрын
ବହୁତ ସୁନ୍ଦର ଗାଇଲ
@susantabarad9438
@susantabarad9438 2 ай бұрын
ଭଉଣୀ ତୁମ ଗୀତ ବହୁତ ସୁନ୍ଦର
@trilochannayak7521
@trilochannayak7521 2 ай бұрын
ପ୍ରଥମେ ଶିହରଣ କବିତା ପଢ଼ିକି ଆସିଥିଲା, ପୁଣି ଆଜି ସେହି ଶିହରଣ ଆପଣଙ୍କ କବିତା ଶୁଣିକି ଆସିଲା। ଧନ୍ୟବାଦ ଏହି ସୁଯୋଗ ଦେଇଥିବାରୁ।
@bisoi506
@bisoi506 2 ай бұрын
ମନରେ ଆନ୍ଦୋଳନ ସୃଷ୍ଟି କରୁଛି ଗୋଦାବରୀଶ ମହାପାତ୍ର ଙ୍କ କାଳ ଜୟୀ କବିତା କୁ ଗୀତ ମାଧମରେ ଶୁଣି ମୋ ଭଉଣୀ କୁ ଅଜସ୍ର ଅଭିନନ୍ଦନ 💐💐💐
@Comedy65rm
@Comedy65rm 2 ай бұрын
ସତରେ ଭାଈ ଏହି କବିତାକୁ ଗୀତ ମାଧ୍ୟମରେ ଶୁଣି ମୋ ଆଖି ଲୁହରେ ଛଳ ଛଳ ହୋଇଗଲା😢😢😢
@Nifty50Trader
@Nifty50Trader 2 ай бұрын
I cried
@ganeshdalai2070
@ganeshdalai2070 2 ай бұрын
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।। 🙏🏻
@chinmayadas4844
@chinmayadas4844 2 ай бұрын
ଯଉ ମାନେ ବି ପ୍ରଶଂସା କରିବାକୁ ଚାହୁଛନ୍ତି ଦୟାକରି ନିଜ ମାତୃଭାଷା ରେ କରନ୍ତୁ ଓଡ଼ିଆ ବୋଲି ଗର୍ବ କେମିତି କରିବା?
@ranjitbehera4241
@ranjitbehera4241 2 ай бұрын
ଆପଣ ଠିକ୍ କହିଛନ୍ତି। ବନ୍ଦେ ଉତ୍କଳଜନନୀ। ଲୋକମାନେ ପୁଣି ଏଥିରେ ଇଂରାଜୀ ଲିପରେ ଲେଖୁଛନ୍ତି
@arjundas1956
@arjundas1956 2 ай бұрын
Aaji b odisha ra culture achhi aau rahithiba
@mathakaragola
@mathakaragola 2 ай бұрын
ବନ୍ଦେ ଉତ୍କଳ ଜନନୀ ♥️♥️♥️
@Comedy65rm
@Comedy65rm 2 ай бұрын
ଜୟ ଓଡ଼ିଆ 😢😢😢
@bnayak2202
@bnayak2202 2 ай бұрын
ଠିକ୍ କହିଛ ଭାଇ
@punamdas1853
@punamdas1853 2 ай бұрын
ମାତୃ ଭୂମି ମାତୃଭାଷା ରେ ମମତା ଯାହା ହୃଦେ ଜନମି ନାହିଁ... ତାକୁ ଯେବେ ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବା କାହିଁ ❤️.. ଆମେ ଗର୍ବିତ କି ଆମେ ଓଡ଼ିଆ ଭାରି ବଢିୟା ☺️ବନ୍ଦେ ଉତ୍କଳ ଜନନୀ ❤️
@ODNilua
@ODNilua 2 ай бұрын
ମୋର ଭଉଣୀ ତୁମର ଏ ସଂଗୀତ ଗାନ ଦ୍ଵାରା ମୋ ଓଡ଼ିଶା ର ଗୌରବା ଓ ଅସ୍ମିତା ଏଇପରି ବଢ଼ିଛଲୁ।❤❤❤❤❤❤❤❤❤
@arundhatibarik3225
@arundhatibarik3225 Ай бұрын
You are the great. ଓଡ଼ିଆ ଜାତିର ବିକାଶରେ ତୁମର ଅତୁଳନୀୟ ଅବଦାନ ପାଇଁ ❤
@kanakanjalibhanja7999
@kanakanjalibhanja7999 2 ай бұрын
ଓଡ଼ିଶାର ତଥା ଓଡ଼ିଆ ଭାଷାର ସ୍ବତନ୍ତ୍ର ମାନ୍ୟତା ଉପରେ ପରିଚୟ ଦେଇ "ଉଠ କଙ୍କାଳ" ଭଳି ଏକ କବିତା କୁ ଏତେ ଉଚ୍ଚ ସ୍ଥାନରେ ନେଇ ପହଞ୍ଚାଇ ଥିବାରୁ ଅଜସ୍ର ଧନ୍ୟବାଦ ❤❤❤❤
@fitodiaasit6063
@fitodiaasit6063 2 ай бұрын
🙏
@funwithscience1996
@funwithscience1996 2 ай бұрын
ରୋମ ଟାଙ୍କୁର ହୋଇଉଠିଲl । ଅତି ଉଚ୍ଚ କୋଟିର ଥିଲା।
@madhumitapanda4109
@madhumitapanda4109 2 ай бұрын
ଆମେ ତ କିଛି କରିପାରୁନୁ ।କିନ୍ତୁ ତୁମେ ଆମ ରାଜ୍ୟ ପାଇଁ ଏକ ଦିପ୍ତିମୟୀ ମହିଳା । ତୁମ କଳା ମାଧ୍ୟମରେ ତୁମେ ଆମ ରାଜ୍ୟ ର ସଂସ୍କୃତି କୁ ସାରା ଦେଶରେ ପ୍ରସାର କରିପାରିଛ । ଧନ୍ୟ ତୁମେ ବର୍ଣାଳି । ଉଠୁ ଗତ ଗୌରବ, ହତ ଗୌରବ,ମୃତ ଗୌରବ ରାଜି । ଲୋମ ଟlଙ୍କୁରି ଉଠିଲା ।
@nareshdash3796
@nareshdash3796 2 ай бұрын
ଆମ ସାହିତ୍ୟ ର ଏ କାଳଜୟୀ କବିତା ଗାୟନ ପାଇଁ ବର୍ଣ୍ଣାଳୀ ଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ।
@manojkumarbehera2861
@manojkumarbehera2861 2 ай бұрын
Great। ପୁଣି ଥରେ ଓଡ଼ିଆ ଙ୍କୁ ଜାଗ୍ରତ କରିବାକୁ ଏହା ଏକ ନୂଆ ପ୍ରୟାସ
@tapaswinidash363
@tapaswinidash363 2 ай бұрын
bilkul
@sanjayarauta2598
@sanjayarauta2598 2 ай бұрын
Gote mahan kabita by Sri godabarish mahapatra
@kumargyanranjan5107
@kumargyanranjan5107 2 ай бұрын
ଦିଦି ଆପଣଙ୍କୁ ଆମ ବାଣପୁର ବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅନେକ ଅନେକ ଶୁଭ କାମନା 🙏🏻🙏🏻ମା ଭଗବତୀ ତୁମକୁ ସମିତି ଆଶ୍ରିବାଦ କରନ୍ତୁ
@subhabratamishra4465
@subhabratamishra4465 2 ай бұрын
ଭ‌ଉଣୀଲୋ‌ ତୋତେ‌ ଆମ ଆୟୂଷ‌ ଲାଗୁ ଓ‌ ତୋର୍‌ ଗାୟକୀରେ‌ ଯେତେ ସମ୍ଭବ୍‌ ସେତେ‌ ସୁଧାର୍‌ ହୋଇ ଚାଲୁ ।‌ ତୁ ହିଁ ଏ ଓଡ଼ିଆ ଜାତିର‌ କର୍ଣ୍ଣଧାର୍‌ । ଜୟ୍‌ ଜଗନ୍ନାଥ୍ 🙏🙏🙏🙏 । Jis Channel Ne Itna Bada Platform Banake Sundar Si Pratibhaon Ko Mouka Diya Unhe Hum ODISHA Vasion Ki Taraf Se Dher Sari Shubh Kamnaen . Jay Jagannath🙏⭕❗⭕.
@Aadarsh_Vidyarthi
@Aadarsh_Vidyarthi 2 ай бұрын
🙏🙏🙏🙏🇮🇳🇮🇳🚩
@zone35
@zone35 2 ай бұрын
ଗୋଦାବରୀଶ ମହାପାତ୍ର ଙ୍କ ରଚନା ଅତି ହୃଦୟସ୍ପର୍ଶ ବହୁତ ଦିନ ପରେ ଶୁଣିଲି
@rajendrapadhy9023
@rajendrapadhy9023 2 ай бұрын
ରୋମ ଟାଙ୍କୁରା ଜାତୀୟ ଚେତନା ମୂଳକ ଗୀତ କୁ ଅତି ସୁନ୍ଦର୍ ଗାନ କରି ଛନ୍ତି l ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା ବର୍ଣାଳୀ l ଯଶସ୍ଵିନୀ ହୁଅ 👍
@RahulKumar-zm1gc
@RahulKumar-zm1gc 2 ай бұрын
ରୋମ ନୁହଁ ସେଟା ଲୋମ 😂😂😂
@pinku5234
@pinku5234 2 ай бұрын
ଯେତେ ପ୍ରଶଂସା କଲେ ବି କମ ପଡିବ ବହୁତ ସୁନ୍ଦର ଥିଲା 👌
@nd1749
@nd1749 2 ай бұрын
ଏତେ ଉଦ୍ଦୀପନା ଏ ଗୀତ ରେ, ଓଡ଼ିଆ ମାନେ ଜାଗ୍ରତ ହେବା ସୁନିଶ୍ଚିତ ,ମୋ ଭଉଣୀ କୁ ଧନ୍ୟବାଦ୍
@kishorebiswal4298
@kishorebiswal4298 Ай бұрын
ଆମ ଝିଅ କେତେ ସୁନ୍ଦର କାମ କଲା - ଟା ଗୀତ ମାଧ୍ୟମ ରେ ସମସ୍ତ ମନରେ ବଳ ଭରି ଦଉଚି | 🙏👌👌👌
@sipunbehera9703
@sipunbehera9703 2 ай бұрын
ଗୋଦାବରୀଶ ମହାପାତ୍ର ଙ୍କ ଏଇ ଉଠ କଙ୍କାଳ ଗୀତ ଟି ଶୁଣିଲେ ମନ ଶତ ଆନ୍ଦୋଳିତ ହୁଏ ❤❤
@rudra3106
@rudra3106 Ай бұрын
ବନ୍ଦେ ଉତ୍କଳ ଜନନୀ 🙏🙏🙏 ବର୍ଣାଳୀ ହୋତା ଙ୍କ କଣ୍ଠ ରୁ ଉଠ କଙ୍କାଳ ଗୀତ ଟି ସତେ ମାନବ ସମାଜ କୁ ଉଦବୋଧନ ଦେଇଛନ୍ତି. 🔥🔥🔥
@dukhabandhusahu4206
@dukhabandhusahu4206 2 ай бұрын
ବାଃ , କେତେ ସୁନ୍ଦର ଗାଇଲେ। ଏହି ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ ଗୀତ ଟି ଆମକୁ ଚିରଦିନ ପ୍ରେରଣା ଦେଇ ଜାଗ୍ରତ କରୁଥିବ । ପ୍ରତ୍ୟେକ ଓଡ଼ିଆ ପାଇଁ ଏଇ ଗୀତଟି ଚିର ସ୍ମରଣୀୟ । ବର୍ଣାଳି! ଅନେକ ଧନ୍ୟବାଦ। 🎉🎉🎉
@INDIANREALMOTIVATEODIA
@INDIANREALMOTIVATEODIA 2 ай бұрын
ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ମହାନ ଲଢେ଼ଇ ର ଏହି ଗୀତ ଟି ଆଜିବି ଓଡିଆ ମାନଙ୍କ ରକ୍ତ ରେ ସ୍ମୃତି ହୋଇ ଅଛି ଧନ୍ୟବାଦ୍ 🎉
@Dil_Say143
@Dil_Say143 2 ай бұрын
ଆଜି ଯାଏ ଏହି କବିତା ମୁଁ ପଢ଼ୁଥିଲି। ଆଜି ଶୁଣିଲା ପରେ ଧନ୍ୟ ହେଲି। ଜୟ ଉତ୍କଳ ଜୟ ଜଗନ୍ନାଥ।
@zone35
@zone35 2 ай бұрын
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁର ବାସୀ ପୃଥ୍ୱୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ ଖୋରାଦାର ସତ ସରଦାର ଶିର କର ଉନ୍ନତତର ଉଠ କଙ୍କାଳ ଛିଡ଼ୁ ଶୃଗାଳ ଜାଗ ଦୁର୍ବଳ ଆଜି ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି ❤️❤️❤️❤️❤️❤️❤️❤️
@Slgopp
@Slgopp 2 ай бұрын
ଏବେ ବି ଏ ଗୀତ ଶୁଣି ଏତେ ଶକ୍ତି ଆସିଯାଉଛି... ବ୍ରିଟିଶର ଥିଲେ ଇଚ୍ଛା ହେଉଛି ଖାଲି ହାଣି ପାକେବିକି...🔥🔥🔥goosebumps guaranteed. 👍👍👍
@ashwinikumardash9449
@ashwinikumardash9449 2 ай бұрын
Heart ❣️❤️ touching comments ❤
@rajeshpradhan1242
@rajeshpradhan1242 2 ай бұрын
😂😂😂
@Being7762
@Being7762 2 ай бұрын
😂😂😂😂😂
@naturereflector
@naturereflector 2 ай бұрын
😂😂😂
@creationbyrajib4011
@creationbyrajib4011 2 ай бұрын
ଆଜି ନାରୀ ଏତେ ଆଗକୁ ଯାଇଛି ଏସବୁ ସମ୍ଭବ ହେଇଚି କେବଳ ନବୀନ ସାରଙ୍କ ପାଇଁ ଏ ଭଉଣୀର ବି ବହୁତ ପ୍ରଚେଷ୍ଟା ଅଛି ସେଥିଲାଗିତ ଓଡ଼ିଶା କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଛି ଜୟ ଜଗନ୍ନାଥ 🙏🙏🙏
@pintuvillagetour
@pintuvillagetour 2 ай бұрын
ଏଭଳି କାଳଜୟୀ ରଚନା ଓଡ଼ିଆର ଗୈାରବ , ଏହି ଭଳି ପୁରାତନ ଗୀତକୁ ଆଉଥରେ ଲୋକଲୋଚନକୁ ଆଣିବାର ବେଳ ଆସିଛି , ❤️❤ ଗାୟିକା ଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ 💐💐
@susantakumarsahoo60
@susantakumarsahoo60 Ай бұрын
ହୃଦୟରୁ ଧନ୍ୟ ବାଦ ଭଉଣୀ
@chandankumarthatoi7584
@chandankumarthatoi7584 2 ай бұрын
ମୋ ଓଡ଼ିଶା ମୋ ଭାଷା ପାଇଁ ମୁଁ ଗର୍ବିତ 🙏🏽🙏🏽🙏🏽 ଜୟ ଜଗନ୍ନାଥ ଜୟ ଓଡ଼ିଆ ଜୟ ଓଡ଼ିଶା 🚩🚩🚩🚩🙏🏽🙏🏽🙏🏽🙏🏽🇮🇳🇮🇳🇮🇳🇮🇳 ଜୟ ଭାରତ 🙏🏽🙏🏽🇮🇳🚩🚩🇮🇳
@biswajit.mohanty674
@biswajit.mohanty674 2 ай бұрын
ମୁଁ ଗର୍ବିତ ମୋ ମାତୃଭାଷା ଓଡ଼ିଆ ପାଇଁ। ଆମ ଭାଷା କୁ ଏହି ବୃହତ କାୟ ମଞ୍ଚରେ ଉପସ୍ଥାପନ କରିଥିବାରୁ ବୋହୁତ ବୋହୁତ ଧନ୍ୟବାଦ। ଗୋଦାବରୀଶ ମହାପାତ୍ର ଙ୍କ ଏହି କବିତା ଟି ବୋହୁ ଉଚ୍ଚ କୁ ଯାଉ ମୋର ଜଗନ୍ନାଥଙ୍କ ପାଖରେ ଗୁହାରି ❤।।
@thanasundarsahu2532
@thanasundarsahu2532 2 ай бұрын
ଗୀତ ଠାରୁ କବିତାର ଦମ୍ଭ ଅଧିକ
@srimantakumarrout
@srimantakumarrout 2 ай бұрын
ଓଡ଼ିଶା ଆପଣମାନଙ୍କ ଭଳି କଳାକାରଙ୍କୁ ପାଇ ଧନ୍ୟ। ଏ ଜାତି ପାଇଁ ଆପଣମାନେ ଚିର ନମସ୍ୟ। ଧନ୍ୟବାଦ।
@subratswain9295
@subratswain9295 2 ай бұрын
ମୋ ମାତୃଭୂମି ମୋ ଓଡ଼ିଶା ସବୁ ଠାରୁ ବହୁ ଉଚ୍ଚରେ
@Teknikal278
@Teknikal278 2 ай бұрын
ବହୁତ ଭଲ ଲାଗୁଚି ଆଇ ଲଭ ୟୁ ଭଉଣୀ ❤️❤️❤️❤️👍🙏🙏🙏🙏🙏🙏👏👏👏👏👏👏😍😍😍😍😍😄😍😍
@chaitanyabagsurkabita9943
@chaitanyabagsurkabita9943 2 ай бұрын
ଚିର ନମସ୍ୟ ଚିର ବନ୍ଦିତା ମୋ ଉତ୍କଳ ବହୁତ ସୁନ୍ଦର ଭଉଣୀ
@sibarjunmistry5287
@sibarjunmistry5287 2 ай бұрын
ଖୁବ ସୃତି ମଧୁର ସହିତ ଆହ୍ବାନ ଧ୍ଵନି
@sabanapadhi6857
@sabanapadhi6857 2 ай бұрын
ପ୍ରଭୁ ଜଗନ୍ନାଥ ତୁମର ସମସ୍ତ ମନୋକାମନା ପୂରଣ କରନ୍ତୁ . ତୁମେ ଓଡିଶା ର ଗର୍ବ ❤️❤️
@harapriyabijuli9239
@harapriyabijuli9239 Ай бұрын
ଜୟ ଜଗନ୍ନାଥ ଅପା, କୋଟି କୋଟି ନମନ୍ ହୃଦୟର ସ୍ୱର୍ଷି ସଙ୍ଗୀତ ଲାଗୁଥିଲା ଏମିତି, ସଙ୍ଗୀତ ସୁନିକି, ପୁଣି ପାଇକ ପୁଅ ମାନେ ଜାଗି ଉଠୁ ଛନ୍ତି, ଆମଓଡ଼ିଶା ଓ ଓଡ଼ିଆ ସଂସ୍କୃତିକୁ ରକ୍ଷାକରିବା ପାଇଁ ,ଧନ୍ୟ ଆମେ ଆଉ ଆମ ଓଡ଼ିଆ ସଂସ୍କୃତି, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🚩🚩🚩🚩
@santanu...850
@santanu...850 2 ай бұрын
ମୋ ଭାଷା ର ଶବ୍ଦ ରେ ତୁଳନା ନାହିଁ 😊😊😊 ବନ୍ଦେ ଉତ୍କଳ ଜନନୀ ❤
@santoshmishra3322
@santoshmishra3322 Ай бұрын
ସୁନ୍ଦର ଗୀତଟା କେବେହେଲେ ଅପ୍ରସଙ୍ଗିକ ହେବନି ଓଡିଶାବାସୀଙ୍କ ନିମନ୍ତେ ବଡ଼ିମା ଗର୍ବ ବଢେଇବାକୁ, କାରଣ ଆଗେଇ ନପାରିବାରୁ କେବେ ଅତୀତ ହଜିଯାଇ ପାରିବନି କ୍ରମବର୍ଦ୍ଧିଷ୍ଣୁ କଙ୍କାଳସାରତ୍ବରେ ଏବଂ ଗୀତଟିଏ ଗାଇ ନେଲେ ବା ଅସ୍ମିତା ବୋଲି ନୂଆ ଶବ୍ଦଟିଏ ବି ଆପଣେଇନେଇ ଗୋଡ଼ କଚାଡ଼ିଲେ ଆଉ କିଛି ହଉ କିମ୍ବା ନ ହଉ ପଛେ ... ହଁ ହଁ ଅତି ସୁନ୍ଦର ଏଇଟା
@tendulkarsahoo5178
@tendulkarsahoo5178 2 ай бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ, ଜାତୀୟ ସ୍ତରରେ ଏପରି ଏକ ଗୀତ ଗାନ କରିଥିବାରୁ, ଯେଉଁ ଗୀତ କାନ ରେ ବାଜିଲା ମାତ୍ରେ ଲୋମ ଟାଙ୍କୁରି ଉଠେ
@djchittacreation
@djchittacreation Ай бұрын
ଦେହ ଥରି ଉଠୁଛି ଏ ଗୀତ ଶୁଣିଲା ବେଳକୁ ❤।
@gitanjalirout7002
@gitanjalirout7002 2 ай бұрын
ମାଆ ବଣ୍ଣାଳୀ ତୁମକୁ ପ୍ରଣାମ 🙏🌹❤️❤️❤️❤️❤️❤️❤️❤️❤️🌹 ବହୁତ ବହୁତ ବହୁତ ସୁନ୍ଦର 💐💐💐💐🙏 ଧନ୍ୟବାଦ ମା, କୃତଜ୍ଞତା ଭଗବାନ ଙ୍କୁ ତୁମପରି (ପରୀ) ଝିଅକୁ ଆମକୁ ଦେଇଛନ୍ତି ❤
@mohantyranjankumar
@mohantyranjankumar 2 ай бұрын
ଯେତେବେଳେ ଜାତୀୟତାର ଅବକ୍ଷୟ ହୁଏ ; ମା, ମାଟି , ମାତୃଭାଷା ପାଇଁ ମଣିଷର ସମୟ ନଥାଏ ସେତେବେଳେ ଏହିପରି ଜାତିପ୍ରେମୀ ମହାପୁରୁଷଙ୍କ ଆବିର୍ଭାବ ହୁଏ। ସେହିପରି ଜଣେ ମହାପୁରୁଷ ଗୋଦାବରୀଶ ମହାପାତ୍ର।ତାଙ୍କୁ ଶତକୋଟି ପ୍ରଣାମ।
@jasodamajhi6914
@jasodamajhi6914 2 ай бұрын
ହୃଦୟରୁ ପ୍ରାଣମ... ଏଭଳି ପ୍ରୟାସ ଓଡିଶା ପାଇଁ ଗର୍ବ ଓ ଗୌରବ... ବହୁତ ସାରା ଭଲ ପାଇବା ବର୍ଣ୍ଣାଳୀ ହୋତାଙ୍କୁ 🙏❤️❤️❤️
@rohitnayak999
@rohitnayak999 2 ай бұрын
ଲାଗୁଛି ଗୋଦାବରୀଶ ଆଜି ଭି ବଞ୍ଚିଛନ୍ତି ❤
@loveforvillage4208
@loveforvillage4208 2 ай бұрын
ବର୍ଣାଳୀ ହୋତା ହେଉଛନ୍ତି ଜଗନ୍ନାଥ ଙ୍କ ସେବିକା 🙏🙏🙏🙏
@papuvvlog123
@papuvvlog123 2 ай бұрын
ଜୟ ଜଗନ୍ନାଥ। ବିଲୁପ୍ତ ପ୍ରାୟ ଏଭଳି ଓଡ଼ିଆ କବିତା କୁ ବିଶ୍ଵ ଦରବାରରେ ପରିଚିତ କରାଇଥିବାରୁ ହୃଦୟ ଗଭୀର ପ୍ରଦେଶରୁ ଆନ୍ତରିକ ଅଭିନନ୍ଦନ #ବର୍ଣାଳି ହୋତା !!!! Absolutely Goosebumps ❤❤❤🎉🎉🎉🎉 ଜୟ ଓଡ଼ିଶା
@ksphuritsabam9556
@ksphuritsabam9556 2 ай бұрын
Full support Barnali Hota from Assam(Silchar)❤️
@BikashDas-vn4xb
@BikashDas-vn4xb 2 ай бұрын
ଏତେ ବଡ଼ ଷ୍ଟେଜ୍ ରେ ଜାତୀୟ ସ୍ତରରେ ଆମ ଓଡ଼ିଶା ମାଟିର ଗୌରବମୟ ଗାଥା କୁ ପ୍ରତିପାଦନ କରି ଆମ ଓଡ଼ିଆ ଜାତିକୁ ଗର୍ବିତ କରିଥିବାରୁ ତୁମକୁ ବହୁତ ବହୁତ ଧନ୍ୟବାଦ ଭଉଣୀ।
@PrativaMohanty-in1ti
@PrativaMohanty-in1ti 2 ай бұрын
Barnali not only singing well but projecting the rich culture of Odisha. Stay blessed
@TheGamerBoy-cf3vr
@TheGamerBoy-cf3vr 2 ай бұрын
ଧନ୍ୟବାଦ୍ ବର୍ଣାଳି ଏକା ସମୟ ରେ ମନରେ ଗର୍ବ , ଆଖିରେ ଲୁହ ଆଣିଦେଲେ
@arundhatimohapatra3419
@arundhatimohapatra3419 2 ай бұрын
ମହାନ୍ କବି ଗୋଦାବରିଶ ମହାପାତ୍ରଙ୍କ ଲିଖିତ ଗୀତ କୁ ବହୁତ ସୁନ୍ଦର ଭାବେ ଗାଇଲ। ବହୁତ ବହୁତ ଧନ୍ଯବାଦ।
@kumargyanranjan5107
@kumargyanranjan5107 2 ай бұрын
❤ଗୋଦାବରୀଶ ମହାପାତ୍ର ଗ୍ରାମ ରେ ଜନ୍ମ ନଇ ମୁଁ ବହୁତୁ ଗର୍ବିତ 💞 ବାଣପୁର ମାଟିରେ ଏହି ମହାପୁରୁଷ ପାଇଁ ବହୁତୁ ଗର୍ବିତ 🙏🏻ଜୟ ମା ଭଗବତୀ
@sudeshnadas8710
@sudeshnadas8710 2 ай бұрын
ତୁମ ପାଇଁ ପୁରା ଓଡ଼ିଶା ଆଜି ଗର୍ବିତ ଭଉଣୀ ।
@sanjuktadalai
@sanjuktadalai Ай бұрын
ଏଇ ଦେଶାତ୍ମବୋଧକ ଲେଖା ଯାହାଙ୍କ ଲେଖନୀରୁ ଝରିପଡ଼ିଛି ସେଇ କବିଙ୍କୁ ଶତ କୋଟି ପ୍ରଣାମ ଏବଂ ଯିଏ ଏହି ଗୀତଟିକୁ ଅତି ସୁନ୍ଦର୍ ଭାବରେ ପରିବେଷଣ କଲେ ସେଇ ବର୍ଣାଳୀ ହୋତା ଙ୍କୁ ମୋ ତରଫରୁ ବହୁତ୍ ଆଶୀର୍ବାଦ ଓ ଶୁଭକାମନା । ଜୟ ଉତ୍କଳ ଜନନୀ 🙏🏻🙏🏻🙏🏻🙏🏻🙏🏻🌹🌹
@deeptimayeepradhan9520
@deeptimayeepradhan9520 2 ай бұрын
ତୁମ ପାଇଁ ଆଜି ସବୁ ଓଡିଆବାସୀ ଗର୍ବିତ ❤❤❤❤
@REBEL_ARMY
@REBEL_ARMY 2 ай бұрын
GREAT ଭଉଣୀ ବନ୍ଦେ ଉତ୍କଳ ଜନନୀ ❤
@m.padmanav3914
@m.padmanav3914 2 ай бұрын
ଯେତେ ପ୍ରଶଂସା କଲେ ବି କମ୍ ହେଵ। ଭାଷା ନାହିଁ ପ୍ରଶଂସା କରିବାକୁ 🙏🙏🙏 ବନ୍ଦେ ଉତ୍କଳଜନନୀ 🙏🙏🙏
@Sonaliprusty17682
@Sonaliprusty17682 2 ай бұрын
ସୁନ୍ଦରେ ତୁପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିସୁଥାଇ। ଖୁବ୍ ସୁନ୍ଦର ପରିବେଷଣ। ଧନ୍ୟଵାଦ🙏👍
@hrusikeshmallik3221
@hrusikeshmallik3221 2 ай бұрын
ଉତ୍କଳ ଗୌରବ ସ୍ମୃତି ସାଇତା ଏ ଓଡ଼ିଆ ଭାଷା ସାହିତ୍ୟର ମହାନତା ସଦା ପୂଜନୀୟ ❤❤
@Missionbiswagurubharat
@Missionbiswagurubharat 2 ай бұрын
ହୃଦୟରୁ ଅଭିନନ୍ଦନ ଭଉଣୀ 💐💐💐
@bantybarik7690
@bantybarik7690 2 ай бұрын
Aesamare agita ti ku authare pura Odisha ku suneba katha❤
@jspurvlog
@jspurvlog 2 ай бұрын
ଅତି ସୁନ୍ଦର ଭାବରେ ଗାଇଛ ...❤❤
@pumpkinfunodia
@pumpkinfunodia 2 ай бұрын
ଓହୋ......... ସତରେ କେତେ ସୁନ୍ଦର ଭାବରେ ଭଉଣୀ ଆମର ଏ ଗୀତ ଟିକୁ ପରିବେଷଣ କରିଛନ୍ତି। ଗୀତ ଟି ଶୁଣିକି ଆତ୍ମତୃପ୍ତି ହୋଇଗଲା। 😊 ଧନ୍ୟବାଦ ସେଇ ଭଉଣୀ ଙ୍କୁ । ଏହିପରି କିଛି ଲେଖା ପାଇଁ ମୁଁ ମୋ ଓଡିଶା ଓ ମୋ ଭାଷାକୁ ନେଇ ଗର୍ବିତ
@jayhind-756OD01
@jayhind-756OD01 2 ай бұрын
ବାଃ.... ଖୁବ ସୁନ୍ଦର.... ନୂଆ ରୂପରେ ପୁରୁଣା ସଂଗୀତ....
@PadmanavaBaral-qh5ml
@PadmanavaBaral-qh5ml Ай бұрын
ମୁଁ ଓଡ଼ିଆ ବୋଲି ଗର୍ବିତ ❤❤❤❤
@chinmaysahoo3324
@chinmaysahoo3324 2 ай бұрын
ହୃଦୟ ସ୍ପନ୍ଦିତ ଏହି ରଚନା ରେ ଜୟ ଓଡ଼ିଶା❤
@monsterbhai1437
@monsterbhai1437 2 ай бұрын
ବହୁତ ସୁନ୍ଦର ଗାଇଛନ୍ତି ଭଗବାନ କରନ୍ତୁ ଏମିତି ଆହୁରି ଆଗକୁ ବଢ ଜୟ ଜଗନ୍ନାଥ 🙏
@aryanprasad588
@aryanprasad588 2 ай бұрын
ଏଇ ଅପୃପ୍ତ ଗୀତ ଶୁଣି ଦେହ ସିହିରି ଉଠିଲା, Excellent ❤❤❤ ପୁରା ଓଡିଶା ଗର୍ବିତ ହାଇଛି ମୁ ଯାହା ଜାଣେ ବର୍ଣାଳି ହୋତା❤
@soumya1255
@soumya1255 2 ай бұрын
"ଉଠ କଙ୍କାଳ" ର ଗର୍ଜନ ରେ ଶିରା ପ୍ରଶିରା ଉନ୍ମାଦନା ସୃଷ୍ଟି ହୋଇଗଲା।
@purusottamnayak2862
@purusottamnayak2862 2 ай бұрын
🕉️🙏ଜୟ ଜୟ ଜଗନ୍ନାଥ, ବହୁତ ସୁନ୍ଦର, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ, ବର୍ଣାଳୀ ଆମ ଓଡ଼ିଆଙ୍କ ସ୍ୱାଭିମାନ, ଗର୍ବ ଆଉ ଗୌରବ 🙏🕉️🕉️
@niladri5954
@niladri5954 2 ай бұрын
ମୋତେ ଏ କବିତା ଟି ବହୁତ୍ ପସନ୍ଦ। ଲୋମ ଟାଙ୍କୁରି ଉଠେ🫡💀
@arijitnanda5459
@arijitnanda5459 2 ай бұрын
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ବର୍ଣ୍ଣାଲି ଭଉଣୀ.... ଓଡ଼ିଆ ଭାଷା ର ଗୌରବ ଗାଥା ଜାତୀୟ ସ୍ତର ରେ ଉପସ୍ଥାପିତ କରିଥିବାରୁ
@narottamnayak7137
@narottamnayak7137 2 ай бұрын
ବନ୍ଦେ ଉତ୍କଳ ଜନନୀ ।। ଜୟ ବାବା ମହାବିନାୟକ କି ଜୟ
@oceansofhappiness9438
@oceansofhappiness9438 Ай бұрын
ଜୟ ମହାବିନାୟକ
@prahalladnahak7670
@prahalladnahak7670 2 ай бұрын
ଓଡ଼ିଆ ଭାଷାର ସୁନ୍ଦରତା ଓ ମଧୁରତାର ଅଦ୍ଭୁତ ଉପସ୍ଥାପନା 😊 ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଦି 🙏
@sursangit5170
@sursangit5170 2 ай бұрын
ଓଡ଼ିଆ ଭାଷାର ଗାରିମା ଆଜି ଜାଣୁ ଏ ଦେଶ , ଚିର ସ୍ୱାଭିମାନୀ ଅଟେ ଏ ଓଡ଼ିଆ ପ୍ରଦେଶ!
@musicsansar205
@musicsansar205 2 ай бұрын
ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏଥିପାଇଁ ଅନେକ ଧନ୍ୟବାଦ ।
@kanansahu4534
@kanansahu4534 2 ай бұрын
History me pehli sayad kisi odia ne national television par odia song pesh kiya he....hats off to you sister
@ODIABHAJANS-sq3dn
@ODIABHAJANS-sq3dn 2 ай бұрын
ଆମେ ଗର୍ବିତ. ଜୟ ମା ଉତ୍କଳ.
@jeetu1behera
@jeetu1behera 2 ай бұрын
Pure goosebumps. ଲୋମ ଟାଙ୍କୁରି ଉଠୁଛି । ପଣ୍ଡିତ ଗୋଦାବରୀଶ ମହାପାତ୍ର ଙ୍କର ଏହି କାଳଜୟୀ ରଚନା କୁ ଯଥାବତ ଢଙ୍ଗରେ ସମଗ୍ର ଦେଶବାସୀଙ୍କ ସାମ୍ନାରେ ରଖିଥିବାରୁ ବର୍ଣ୍ଣାଳୀ ଙ୍କୁ ସାଧୁବାଦ । ସଙ୍ଗୀତ ସାଧନା ରେ ତୁମର ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ଓଡିଶା ର ନାଁ ରଖ, ଓଡ଼ିଆ ଜାତିର ଟେକ ରଖ.... God bless you. ଜୟ ଜଗନ୍ନାଥ 🙏
@rudranarayan509
@rudranarayan509 2 ай бұрын
ମାତୃଭୂମି ଏବଂ ମାତୃଭାଷା ପ୍ରତି ଆମର ଭାବନା ପ୍ରକୃତରେ ଜାଗୃତ ହୋଇଲା ଭଳିଆ ଗୀତ ସହିତ କଣ୍ଠ ମଧ୍ୟ ହୋଇଛି । ଜଶ୍ଵସିନୀ ଭଵ👍
@prataprudrapattanayak5372
@prataprudrapattanayak5372 2 ай бұрын
ବହୁତ ବହୁତ ଧନ୍ୟବାଦ l ଈଶ୍ୱର ମଙ୍ଗଳ କରନ୍ତୁ l ଜୟ ଓଡିଶା ଜୟ ଜଗନ୍ନାଥ l
@pritamkumarpadhy6364
@pritamkumarpadhy6364 2 ай бұрын
ବହୁତ ସୁନ୍ଦର ଭାବରେ ଆମ ଓଡ଼ିଶା ର ଐତିହ୍ୟ ଓ ସଂସ୍କୃତିକୁ ସାର୍ବଜନୀକ ଭାବେ ପ୍ରଦର୍ଶନୀ କରିବା ଏକ ସୁନ୍ଦର ପ୍ରୟାସ ।
@PrativaJena-ps5zg
@PrativaJena-ps5zg 2 ай бұрын
Barnali hota Geeta suniki mu odia boli mana bhitare bahut garba asuchi aau akhire luha bi asijauchi ama kala sankruti patampara ku Sara bhart dekhuchi aau chhati bhitare gote Jose asijauchi . thank you barnali hota ❤❤❤❤❤
@snehalatadas2637
@snehalatadas2637 2 ай бұрын
ଧନ୍ୟବାଦ ବର୍ଣାଳି ଆମ ଓଡ଼ିଆ ପିଲା ବହୁତ୍ ଯାଇଛନ୍ତି ବାହାରେ ନିଜର କଳା ଦେଖାଇବା ପାଇଁ ହେଲେ କେବେ କେହି ଆମ ଓଡ଼ିଶା କୁ ଚିଂହାଇ ନାହାନ୍ତି ହେଲେ ତୁମ ପାଇଁ ଆଜି ଆମ ଓଡ଼ିଶା ଗର୍ବିତ ।
@subratkumarsahoo5495
@subratkumarsahoo5495 2 ай бұрын
ଓଡ଼ିଆ ଭାଷା କୁ ତଥା ଓଡ଼ିଶାକୁ ବିଶ୍ଵ ଦରବାରରେ ସ୍ବତନ୍ତ୍ର ମାନ୍ୟତା ଦେବାକୁ ଆପଣଙ୍କ ଚେଷ୍ଟା ଏମିତି ଜାରିରହୁ,ଜୟ ଜଗନ୍ନାଥ
@sudhirpattanaik1471
@sudhirpattanaik1471 2 ай бұрын
ବହୁତ ସୁନ୍ଦର ଅତି ସୁନ୍ଦର ଯେତେ ପ୍ରଶଂସା କଲେ ବି କମ ମୋ ଦେହର ପ୍ରତିଟି ରୁମ ଟାଙ୍କୁରୀ ଉଠୁଛି ମୋ ଆଶ୍ରିବାଦ ତୁମ ସହ ଅଛି best of luck
@musicalvibeswithkrishna
@musicalvibeswithkrishna 2 ай бұрын
ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ, ବାସ୍ତବରେ ଖୁବ୍ ସୁନ୍ଦର ରଚନା ଗୋଦାବରୀଶ ମହାପାତ୍ର ଙ୍କ ର। ଏବଂ ଆପଣ ଖୁବ୍ ସୁନ୍ଦର ପରିବେଷଣ କରିଲେ । ପ୍ରଭୁ ଜଗନ୍ନାଥ ଆପଣକୁ ସର୍ବଦା ଖୁସି ରେ ରଖନ୍ତୁ ।
@bigyanprasadsamantray7577
@bigyanprasadsamantray7577 16 күн бұрын
Great , Excellent ....... All Odiya proud of you BARNALI ....... Bande Utkal Janani ....... JAY JAGANNATH SWAMI ........
@anilkumarbehera8151
@anilkumarbehera8151 2 ай бұрын
ଅତି ସୁନ୍ଦର ଉଚ୍ଚ କୋଟିର । ମୁଁ ଉତ୍କଳିୟ ସନ୍ତାନ ।
@Rajat_Mohanty1993
@Rajat_Mohanty1993 2 ай бұрын
ବହୁତ ସୁନ୍ଦର ସଂଗୀତ ପରିବେଷଣ
@MamaliSahoo-wc5hr
@MamaliSahoo-wc5hr 2 ай бұрын
Bahut Sundar it is farbolous 6apar fad dela a Gita loma tankura Gita👍👍👍👍👍
@sumitkumarnaik4628
@sumitkumarnaik4628 2 ай бұрын
ଅତି ସୁନ୍ଦର ଅତ୍ୟନ୍ତ ହୃୟସ୍ପର୍ଶୀ
fainal pranali hota new song#pranali
12:02
CHAKADOLA S.K. DASH
Рет қаралды 40 М.
Just Give me my Money!
00:18
GL Show Russian
Рет қаралды 585 М.
а ты любишь париться?
00:41
KATYA KLON LIFE
Рет қаралды 3,6 МЛН
Jay Jagannath Puri (story)
11:01
CHAKADOLA S.K. DASH
Рет қаралды 98 М.
BHARAT KA AMRIT KALASH// New performance Benita laishram from Manipur.💪🔥
4:00
OJIT KONTHOUJAM gi wakhalon😇.
Рет қаралды 12 М.
Utha Kankala, Chhidu Srukhankhala
2:40
Situsoumyaa
Рет қаралды 2,2 М.
Just Give me my Money!
00:18
GL Show Russian
Рет қаралды 585 М.