ଭିକ୍ଷା ଏକ ବୃତ୍ତି କି ? | କଳିଯୁଗ | Kaliyuga |EP 02 | 1st May 2022 | Prarthana Tv

  Рет қаралды 22,903

Prarthana TV

Prarthana TV

Күн бұрын

Пікірлер: 59
@manaspradhan672
@manaspradhan672 10 ай бұрын
Super gyan katha❤
@nirmalashaoo2284
@nirmalashaoo2284 2 жыл бұрын
Right
@umakantamohapatra9110
@umakantamohapatra9110 2 жыл бұрын
Very nice
@sadhumahimadas3039
@sadhumahimadas3039 2 жыл бұрын
ମୁଁ ଅନୁଭବ କରେ ଯେ ଭିକ୍ଷା ଦୁଇପ୍ରକାର ଭିକାରୀ ସେମାନଙ୍କୁ କୁହନ୍ତି ଯେଉଁ ମାନେ ନିଜର ପରିବାର ପୋଷଣ କରନ୍ତି ଯେଉଁ ମାନେ ସଂସାର ବନ୍ଧନ ଛିନ୍ନ କରି ଭିକ୍ଷା ଗ୍ରହଣ କରନ୍ତି ସେମାନେ ଭିକ୍ଷୁକ ବା ସନ୍ୟାସୀ
@ArunNayak-hg2zf
@ArunNayak-hg2zf 26 күн бұрын
ଭିକ୍ଷା କର୍ମ ସରକାରଙ୍କ ଶୁଭୁଚି ଶୁଣି ଅସାକ୍ଷର ହେଉଛନ୍ତି ଲୋକ।(ସ୍ବାଧିନତା ଅଧିକାର ହିସାବରେ କର୍ମ ଶୁଭୁଚି ତାର ବଳ ଏବଂ ଶୁଣି ସାକ୍ଷର ହେବେ ଲୋକ କୁ ଦରକାର ସେ କର୍ମ କାହିଁକି ହେଉନି।)
@AlineOp
@AlineOp 11 ай бұрын
ଭିଖା ଏକ ହିନ ବୃତ୍ତି। କର୍ମ କରି ଯଦି ବଂଚିବା ଭଲ ଲାଗିବ। ଶାନ୍ତି ମିଳିବ।
@gokulchandra9249
@gokulchandra9249 2 жыл бұрын
Kaliyug.
@shrinibassutar7763
@shrinibassutar7763 2 жыл бұрын
ହଁ ଭିକ୍ଷା ଏକ ବୃତ୍ତି ବାହ୍ମୁଣ ମାନେ କରନ୍ତି ତେଣୁ ଭୀକାରି ବାହ୍ମୁଣ କୁହାଯାଏ ।
@subrattusan7411
@subrattusan7411 2 жыл бұрын
ତମେ କୋଉ ବ୍ରାହ୍ମଣ କୁ ଦେଖିଛ ଭିକ ମାଗିବା , ଓଡ଼ିଶାରେ ଶହ ଶହ ଭିକାରୀ ଅଛନ୍ତି , ସେମାନେ ବ୍ରାହ୍ମଣ ନୁହନ୍ତି । ବ୍ରାହ୍ମଣ ବେଶରେ ଅନ୍ୟ ଲୋକ ଭିକ ମାଗି , ବ୍ରାହ୍ମଣ କୁ ବଦନାମ୍ କରୁଛନ୍ତି , ସେ ଭିକାରୀ ଲୋକର detailed ପରିଚୟ ମାଗିଲେ , ଜାଣିବ ସେ ବ୍ରାହ୍ମଣ ଗୋତ୍ର , ପଦବୀ , ବେଦ , ପ୍ରବର , ଶାଖା , କିଛି କହିପାରିବିନି । ମନ୍ତ୍ର କିଛି ଜାଣି ନଥିବା , ଯଦି କିଛି ମନ୍ତ୍ର କହିବ ଭୁଲ୍ ଭାଲ୍ ପଢ଼ିବ ସାଧାରଣ ଲୋକ କିଛି ଜାଣିପାରିବେନି କାରଣ ସେତ ବ୍ରାହ୍ମଣ ନୁହେଁ । ଖାଲି ବ୍ରାହ୍ମଣ ଛଦ୍ମ ବେଶରେ ଲୋକ ମାନଙ୍କ ଦୟା ହାସଲ କରିବା କଥା । ନେତା ମାନେ ଭୋଟ୍ ଭିକ୍ଷା କରୁଛନ୍ତି । ବୈ।ଦ୍ଧ ଭିକ୍ଷୁ ମାନେ , ଅଲେଖ ବାବାଜୀ ମାନେ ଭିକ ମାଗୁଛନ୍ତି , ଯୋଗୀ ମାନେ କେନ୍ଦେରା ବଜାଇ ଭିକ୍ଷା ମାଗନ୍ତି । ଟାଉଟର୍ ମାନେ ହସି ହସି ବିଭିନ୍ନ ତରିକା ରେ ଭିକ ମାଗନ୍ତି । ଚାନ୍ଦା ନାମରେ , ସାହାଯ୍ୟ ନାମରେ କେତେ ଲୋକ ଭିକ୍ଷା ମାଗୁଛନ୍ତି । ସେମାନଙ୍କ ଭିକ ମାଗିବା ଟା କାହାରି କୁ ଦେଖା ଯାଏନା । ଦରିଦ୍ର ଲୋକ ଯେକୋୖଣସି ଜାତିର ହେଲେ ବି ଭିକ ମାଗେ । ବ୍ରାହ୍ମଣ ମାନେ ସମାଜରେ ନିଜ ସର୍ବସ୍ବ ଦାନ କରିଛନ୍ତି । ଭଗବାନ୍ ପର୍ଶୁରାମ ପୁରା ପୃଥିବୀକୁ ଜୟ ଲାଭ କରି , ପୁନଶ୍ଚ ଏହା ରାଜା ମାନଙ୍କୁ ଦାନ କରିଥିଲେ । ସବୁବେଳେ ଭିକ୍ଷା ସମୟରେ ବ୍ରାହ୍ମଣଙ୍କୁ target କରାଯାଉଛି ।
@rajaashoksamrat417
@rajaashoksamrat417 Жыл бұрын
ଗରିବର ସମିଧାନ ସମାନତା ଅଧିକାର ଦବାକୁ କେତେ ଚେଷ୍ଟା କରିଛନ୍ତି କିଏ କୋଉ ମାନେ ତାହା କେବଳ National Dastak KZbin social mediaଚାନେଲରେ Bahujan media
@priyacharandas653
@priyacharandas653 Жыл бұрын
ଭିକ୍ଷା ବୃତ୍ତି କରି ସ଼ନ୍ଚୟ କରିବା ଠିକ୍ ନୁହେଁ
@rabindramaharana577
@rabindramaharana577 2 жыл бұрын
ଜୟ ଜଗନ୍ନାଥ
@azimazim9370
@azimazim9370 2 жыл бұрын
ମଣିଷ ଜୀବନ ରେ ଭିକ୍ଷା ବୃତ୍ତି କରିବା ସବୁଠାରୁ ହିନ କାର୍ଯ୍ୟ ଅଟେ, ଯିଏ ଏହି କାର୍ଯ୍ୟ କରିଥାଏ ସିଏ ଈଶ୍ଵରଙ୍କ ପାଖରେ କେବେ ହେଲେ ଉଚ୍ଚ ସ୍ଥାନରେ ରହିବ ନାହିଁ କାରଣ ମଣିଷ ଜୀବନ ରେ ଗରିବୀ ଅଛି , ଏହାର ଅର୍ଥ ନୁହେଁ ହାତ ଗୋଡ ଥାଇ ଅନ୍ୟ ପାଖରେ ହାତ ପତେଇବା ,
@sudrasahoo6386
@sudrasahoo6386 Жыл бұрын
😊😊😊😊😊😊
@sudrasahoo6386
@sudrasahoo6386 Жыл бұрын
😊😊😊0😊😊😊😊😊😊😊😊
@sudrasahoo6386
@sudrasahoo6386 Жыл бұрын
😊😊😊0😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@sudrasahoo6386
@sudrasahoo6386 Жыл бұрын
😊😊
@sudrasahoo6386
@sudrasahoo6386 Жыл бұрын
😊😊😊😊😊😊😊😊😊😊😊😊😊😊😊😊😊
@atulyaray4203
@atulyaray4203 2 жыл бұрын
ଭିଖ୍ୟାଏକଵୃତି
@dipusahu5658
@dipusahu5658 2 жыл бұрын
Birendra panda ku daka
@kabirajdas5874
@kabirajdas5874 2 жыл бұрын
ଯଦି କ୍ଷୁଧା ର ଖାଦ୍ୟ ଖାଇବା ଏକ ବୃତ୍ତି ହୋଇପାରେ, ତେବେ ଭିକ୍ଷାମଧ୍ୟ ଏକ ବୃତ୍ତି ହୋଇପାରେ।
@lokonathbehera2423
@lokonathbehera2423 2 жыл бұрын
Bhikhya are not permitted for Brahman and khetriya. During Apada time, they may permitted for farming and business. However it is permitted only for vasya and Sudra. Bhikhya is permitted for Sadhu, Sanyasi and Brahmachari student in olden days. Now it is converted into Business. One Beggar is earning more than a blabour. It is seen in news that beggars are cropati. In Odisha some religious place beggar are not taking less than five rupees. Some Organisation in India, they are kudnaping children and use them for Bhikhya service to earned money. It is seen that beggar are not seen in Punjab. They banned beggar system. However Old age home may be permitted and Bhikhya may be banned at National level. Jay Hind, Jay Bharat, Jay Biswas.
@Binapani-creation
@Binapani-creation Жыл бұрын
Jie sararik abang manasik akhyama taku bhikhya dia.kintu jahara hata goda sabu thik achi taku bhika dianahi.abang gruha Tyagi sanyasi ku bhika dia. Kintu Artha akare na dei arna kimba bastra akare dia kahikina ajugare bhikhya aka bruti palati jaechi...
@nirmalashaoo2284
@nirmalashaoo2284 2 жыл бұрын
Bruti abhaba nibarana kare bhikhya eka prakara bruti
@murarirath6423
@murarirath6423 2 жыл бұрын
Necessity is not desire.
@worldsuprimpower....8452
@worldsuprimpower....8452 2 жыл бұрын
Kanya dan arna dan prana dan hi sarbotam dan he ...jhutha dan mantra dan .thenga sab ghruta dan ityadi ...koi dan nehi hota ...beiman hota .hoon .
@bhushanlalsharma2268
@bhushanlalsharma2268 2 жыл бұрын
Bhiksa brutti nuhe samaja ra bikruti.
@nirmalashaoo2284
@nirmalashaoo2284 2 жыл бұрын
Bhikhya ra bhinna bhinna artha.
@worldsuprimpower....8452
@worldsuprimpower....8452 2 жыл бұрын
Vikhya eka briti nehi ...he .vikhuk ..dataki .Dani pan nirman karsneme sahayata kartahe .jinoko .vikh nehi Dena he khosa mat nehi jiniko denahe ..un se Dani .days ki .dharm nirupan karvane .sahayata kartahe ..matlab ...jo letahe ..unki upar vi .dataki jimedar letahe .dharm adharm ki ..vikhari ya brahman magar Bina matra vikh Satya he Jo mantra ki aalame vikhya kartahe sampurna .pakhand he ..srusti mantra se nehi sanchal hota .dharm se hota .janam mrutyu mantra se nehi hota dharm se hota matlab dharm hi sabkuchh kar batahe dharm ya adharm ok .vosadi brahman panda Mera thenga chuhonge gyan utparn hoga ...hoon masiha
@ganeshsahu4917
@ganeshsahu4917 2 жыл бұрын
Jay, jaganatha 🙏🙏
@ganeshsahu4917
@ganeshsahu4917 2 жыл бұрын
Namasara Sar 🙏🙏
Хасанның өзі эфирге шықты! “Қылмыстық топқа қатысым жоқ” дейді. Талғарда не болды? Халық сене ме?
09:25
Демократиялы Қазақстан / Демократический Казахстан
Рет қаралды 354 М.
Миллионер | 2 - серия
16:04
Million Show
Рет қаралды 1,8 МЛН
Friends make memories together part 2  | Trà Đặng #short #bestfriend #bff #tiktok
00:18
ಜೀವನದಲ್ಲಿ ತಣ್ಣಗಿರೋದು ಹೇಗೆ?
35:45
Jnanayogashrama, Vijayapura
Рет қаралды 672 М.
Хасанның өзі эфирге шықты! “Қылмыстық топқа қатысым жоқ” дейді. Талғарда не болды? Халық сене ме?
09:25
Демократиялы Қазақстан / Демократический Казахстан
Рет қаралды 354 М.